ଝିଅକୁଧରିଯାଉଥିଲେଦୁର୍ଘଟଣାରେକଟିଗଲାଗୋଡ଼,ଡାକ୍ତରକହିଲେଆଜୀବନପଙ୍ଗୁ,3ମାସପରେକାଳିଆକୃପାରୁଚାଲିବାକୁଲାଗିଲେ-

Поделиться
HTML-код
  • Опубликовано: 9 фев 2025
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    RUclips: bit.ly/3KAQeyD
    Twitter: bit.ly/38JpX3U
    #bhaktankaanubhuti #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Комментарии • 18

  • @itishreebiswal1878
    @itishreebiswal1878 22 часа назад +2

    Jay Jagannath ❤🙏🏻🙏🏻🙏🏻🙏🏻

  • @Game-xterioe
    @Game-xterioe 22 часа назад +1

    JAY JAY SHREEJAGANNATH🙏

  • @Pratapkumarmaharana2518
    @Pratapkumarmaharana2518 23 часа назад +1

    ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏

  • @SubhaShreeJane-ln9iw
    @SubhaShreeJane-ln9iw 23 часа назад +1

    🙌 Jay 🙌 Jagannath 🙌🙌👏🙏

  • @BandanaPradhan-d1f
    @BandanaPradhan-d1f 23 часа назад +1

    Jay jagannath 🎉🌺⭕❗⭕🙏

  • @ParvatiNayak-l6k
    @ParvatiNayak-l6k 23 часа назад +1

    Jay jagannath swami Nayan patha gami bhaba tume 🙏😭🙏

  • @SuvamsrikantaBehera
    @SuvamsrikantaBehera 23 часа назад +2

    ସବୁ ପ୍ରଭୂ ଚକାଡୋଳା ଙ୍କ ଇଚ୍ଛା 🙏

  • @sumitrarana1977
    @sumitrarana1977 17 часов назад

    ❤❤ ଜୟ ଜୟ ଶ୍ରୀ ଜଗନ୍ନାଥ ମହା ପ୍ରଭୁ ❤❤

  • @sipramohanty1814
    @sipramohanty1814 18 часов назад

    Prabhu ji 🙏💐💐🌹💐🌹💐🙏

  • @Satyapriya.Das1
    @Satyapriya.Das1 23 часа назад +1

    ମହାପ୍ରଭୁ ହେ,,, 🛐 କେତେ ବଡବଡ ବିପତ୍ତିରୁ ରକ୍ଷା କରିଛ ହେ ମଣିମା 🛐 ଏମିତି ସବୁବେଳେ ସମସ୍ତଙ୍କୁ ସାହା ହୋଇଥାଅ ପ୍ରଭୁ 🛐🛐🛐

  • @sipramohanty1814
    @sipramohanty1814 18 часов назад

    Omm Jay laxmi narayan 🙏💐🙏💐🙏💐🙏💐🙏🙏

  • @SusantaNath-w6f
    @SusantaNath-w6f 22 часа назад

    ଜୟ ଜଗନ୍ନାଥ ସବୁ ପ୍ରଭୂ ତୁମର ଇଛା

  • @SureshMajhi-ow6hw
    @SureshMajhi-ow6hw 21 час назад

    Jay Jagannath 🙏

  • @SatyajitPadhan-u5v
    @SatyajitPadhan-u5v 19 часов назад

    Jay Jagannath

  • @ManojKumar-wb8yu
    @ManojKumar-wb8yu 20 часов назад

    ମହାବାହୁ ମୋର କୋଟି କୋଟି ପ୍ରଣାମ ଗ୍ରହଣ କର ପ୍ରଭୁ....ମୋତେ ତୁମ ଚରଣ ତଳେ ଟିକେ ସ୍ଥାନ ଦିଅ ପ୍ରଭୁ l ପ୍ରଭୁ ସହାୟ ହୁଅ ପ୍ରଭୁ...

  • @Subhashreedas-r8g
    @Subhashreedas-r8g 21 час назад

    Jay Jagannath mahaprabhu ✋🤚