ଆଜି(10.02.2025) ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ ଦର୍ଶନ | Today's Mangala Alati Darshana | JAY JAGANNATH TV
HTML-код
- Опубликовано: 9 фев 2025
- "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RUclips: bit.ly/3KAQeyD
Twitter: bit.ly/38JpX3U
#mangalaalati #jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati
ଜୟ ଶ୍ରୀ ଜଗନ୍ନାଥ ପ୍ରଭୁ ମୋର କୋଟି କୋଟି ପ୍ରଣାମ ପ୍ରଭୁ
ହେ ମଣିମା କୋଟି କୋଟି ଜୁହାର 🙏🙏🙏🙏🙏🙏🙏🙏🙏🙏
ଏ ଦୁଃଖିନୀ ଝିଅର ଗୁହାରି ଶୁଣ ପ୍ରଭୁ 🙏🏻🌸🌷🙌🏻🏵️⭕❗⭕🪷🪔🌹🚩🌺
ମଙ୍ଗଳ ଆଳତି ମୋହନ ମୂରତି ଦିବ୍ୟ ତୁମ ଦରଶନ,ଧନ୍ୟ ହେଲି ପ୍ରଭୁ,ଧନ୍ୟ ହେଲି ଦେଖି ସିଂହଦୁଆର କୀର୍ତ୍ତନ।
ଜୟ ହେ ମଙ୍ଗଳମୟ,ଜୟ ଜୟ ତୁମ ଅନନ୍ତ ମହିମା, ଓମ୍ ନମୋ ଭଗବତେ ବାସୁଦେବାୟ।
ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ 🙏🙏🙏🙏🙏🙏🪔🪔🪔🪔
ସକାଳ ପ୍ରଣାମ ଘେନ ହେ ଚକାନୟନ 🌺🙏🏻🚩🌹🪔🪷⭕❗⭕🏵️🙌🏻🌷🌸
ମହାପ୍ରଭୁ ତୁମ ମଙ୍ଗଳ ଆଳତି କୁ ଆମର ଅନନ୍ତ କୋଟି କୋଟି ପ୍ରଣାମ 🙏🙏🙏🙏 ମହାପ୍ରଭୁ ତୁମର ଜୟ ହେଉ ତୁମେ ଭଲ ରେ ଥାଅ ଜୟ ଜଗନ୍ନାଥ
Jay jagannatha swami nayana patha gami bhaba tume🌼🙏🙏🌼
Nilachala nivasaya Nitya paramataman Bala Bhadra subhadraya Jagannath tayaet namo namo namo namo namo namo namo namo 🙏 🙏 🙏 🕉️ 🕉️ 🕉️
ହେ ପତିତପାବନ ପ୍ରଭୁ ମୋର କୋଟି କୋଟି ପ୍ରଭୁ ।ସବୁ ବିପଦରୁ ରକ୍ଷା କର ପ୍ରଭୁ। ଆମ ସମସ୍ତଙ୍କୁ ଭଲରେ ରଖ ପ୍ରଭୁ 🙏🙏🙏🙏🙏🙏🙏🙏
❤❤❤ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ❤❤❤ ଜୟ ଜୟ ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଜୟ ହେଉ 🙏🙏🙏🙏🙏
ବାବା, ମା ତୁମ ପାଦ ପଦ୍ମ ରେ ମୋର ଅନନ୍ତ କୋଟି ଦଣ୍ଡବତ ପ୍ରଣାମ,❤❤❤❤
ମହାପ୍ରଭୁ ଶ୍ରୀଜଗନ୍ନାଥ ମୋର ସ୍ତ୍ରୀ ର ଦୁଃଖ ଦୂର କରି ତା କୋଳ ପୂର୍ଣ୍ଣ କର 🙏🏻🙏🏻⭕️‼️⭕️🙏🏻🙏🏻🙏🏻
Jay Jaganntha swami ji ki jai ho 🌹🙏🌹🙏🌹🙏
Jay jagannath swami nayana patha gami bhaba tume 🙏🙏🙏🙏🙏
Jay shree jagannath 🙏🙏🙏🙏🙏
Jay shree balabhadra 🙏🙏🙏🙏🙏
Jay shree subhadra maa 🙏🙏🙏🙏🙏
Jay maa laxmi 🙏🙏🙏🙏🙏
Jay shree sudarshan 🙏🙏🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🙏
ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ
He patitapabana narayana Sri Hari Jagannath nka mangala aratire prabhunku mora koti pranama mahaprabhu🙏🙏🙏🙏🙏🙏🙏🙏🙏🙏
❤❤ଜୟ ଜୟ ଜଗନ୍ନାଥ ହରିବୋଲ ହରିହରିବୋଲ ହେ ବାସୁଦେବ ହେ ମହାବାହୁ ହେ ପତିତପାବନ ଆପଣଙ୍କ ପାଦପଦ୍ମ ରେ ଆମମାନଙ୍କର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ମଣିମା ଆପଣ ସମସ୍ତଙ୍କୁ ଭଲରେ ରଖନ୍ତୁ ମଣିମା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମଣିମା ଚତୁର୍ଦ୍ଧାମୂର୍ତ୍ତିଙ୍କୁମୋର ଅନନ୍ତ କୋଟି କୋଟି ପ୍ରଣାମ ମଣିମା ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ଜୟ ଜୟ ଦେବହରେ ହରେ ଜୟଜୟଦେବହରେ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤
Jay jagannath swami nayana patha gami bhaba tume tuma mangala alati Ku koti koti pranam ❤❤❤
Jay Jay shreejagannath. ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
He mhabahu mo Swami nka atma ku Shanti dia tanku mukti dia 😭🙏
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ 🙏🙏🙏🙏🙏🙏🙏🙏⭕‼️⭕💐💐💐💐💐🌺🌺🌺🌺🌺🌺❤️❤️❤️❤️🙏🙏🙏🙏🙏 ଜୟ ଜଗନ୍ନାଥ ସ୍ଵାମୀ ଶ୍ରୀ ଜଗନ୍ନାଥ ସ୍ଵାମୀ ଶ୍ରୀ ଜଗନ୍ନାଥ ସ୍ଵାମୀ ଶ୍ରୀ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏🙏🪔🪔🪔🪔🪔🪔🪔🪔🚩🚩🚩🚩🚩🚩🚩
Jay jagannath Swami nayan patha gami bhava tume
🙏🌺 om Jaya baladeba Jaya Jagannath Jaya Subhadra maa Jaya Laxmi narayana Jaya narasingha bhagaban Jaya shree radhe Krishna jaya shree sitaram Jaya shre sudarsana Jaya shree hanuman om kesabam madhavan murali giridhari gapal 🙏 hare Krusha hare krusha krusnha krusha hare hare 🙏 hare ram hare ram ram ram hare hare 🙏 Jaya jaganath 🌺🙏
Om namo Narayana bhagwate basudebya 🙏😭🙏😭🙏😭🙏😭🙏😭🙏
Tu mo Mahadev ❤️❤️🙏 tu mo mahaparbhu ❤❤🙏
Mo Prabhu jagatara mangala kara mo nath jagannath 🙏🙏😭😭🙏😭 aji ra dianti sara biswa ra mangala kara maa baba 🙏🙏🙏
ଜୟ ଜଗନ୍ନାଥ କାଳିଆ ସାଆନ୍ତ ନୀଳତନୁ ଚକାଡୋଳା ❤️ମହୋଦଧିକୁଳେ କଳ୍ପ ବଟ ମୂଳେ ଲଗାଇଛ ଯେଉଁ ଲୀଳା ❤️ସେ ଲୀଳା ସେ ମହିମା ଦେବ ଅଗୋଚର ❤️କାହୁଁ ଜାଣିବେ ମାନବ ଯାହାଙ୍କ ମହିମା ଅନ୍ତ ନ ପାଆନ୍ତି କିଞ୍ଚିତରେ ବ୍ରହ୍ମା ଶିବ ❤️ଶୁଭ ସକାଳର ପ୍ରଣାମ ଘେନ ❤️ହେ ଚକାନୟନ ❤️ପ୍ରଭୁ ଆଜି ଦିନଟି ତୁମରି ଦୟାରୁ ଜଗତରେ ସମସ୍ତଙ୍କର ମଙ୍ଗଳ ହେଉ ଓ ସମସ୍ତଙ୍କ ମୁହଁରେ ହସ ଫୁଟି ଉଠୁ ❤️ଏତିକି ନିବେଦନ ରଖିବ ହେ ଜଗାକାଳିଆ ❤️ରଖ ନ ରଖ ତୋ ପାଦେ ପଶିଲି ଶରଣ ❤️ତୁମ ବିନା ମୋରନାହିଁ ପରିତ୍ରାଣ ❤ସର୍ବେ ବୋଲନ୍ତୁ ଆନନ୍ଦେ ଏକବାର ହରିହରି ବୋଲ ହରିହରିବୋଲ ❤ହରିହରିବୋଲ ❤💐💐💐💐💐💐💐💐💐💐💐💐💐💐💐💐💐🎂🎂🎂🎂
Radhe Krishna 👣 🌹 🙏 enni janmalu atti na nirantara mi paadha seva kavali prabhu 😢👣🌹🙏🙏🙏
🚩ପ୍ରଭୁ ପତିତପାବନ ନାରାୟଣ ଆପଣ ଙ୍କ 🪷ପୟର ରେ କୋଟି 🪷🪷👏👏ପ୍ରଭୁ ସଂସାର ସୁଖରେ ରଖ ପ୍ରଭୁ ଏତିକି 💕👏👏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହରି ବୋଲ ହରି ବୋଲ ହରି ବୋଲ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ, ହେ ପ୍ରଭୁ ହେ ଭଗବାନ ତୁମେ ସାହା ଭରଷା ତୁମେ ରକ୍ଷାକର୍ତ୍ତା ତୁମେ ମୋର ମୁ ତୁମର ଏହି ଭକ୍ତି ଭାବରେ ଆଜି ଦିନଟି ମଙ୍ଗଳ ମୟ ହେବ ଏତିକି ମୋର ତୁମ ପାଖରେ କୋଟି କୋଟି ଦଣ୍ଡବତ
Jay jagannath prabhu mote puate daba daya kara thakure jay shree jagannath
Jay jagannath swami Nayan patha gami bhaba tume 🙏😭🙏🙏🪔🪔🪔🪔🪔🪔🪔
ହେ ମହାପ୍ରଭୁ ଜଗନ୍ନାଥ ଆଜି ଦିନଟି ସମସ୍ତଙ୍କର ମଙ୍ଗଳମୟ ହେଉ।
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ମଙ୍ଗଳ କାମନା କରନ୍ତୁ ⭕‼️⭕ ହେ ମଣିମା ରକ୍ଷାକର ଆପଣଙ୍କ ହଁ ଭରସା ମହାପ୍ରଭୁ 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏 ପ୍ରଭୁ ହେ ତୁମରି ଚରଣେ ମୋର କୋଟି କୋଟି ପ୍ରଣାମ ପ୍ରଭୁ 🙏 ହେ ମହାବାହୁ ହେ ବାସୁଦେବ ହେ ନାରାୟଣ ହେ ଭାବଗ୍ରାହୀ ଶକ୍ତି ଦିଅ ପ୍ରଭୁ କର୍ତ୍ତବ୍ୟ ପଥରେ ଆଗେଇ ଯିବାକୁ ହେ ଜଗନ୍ନାଥ ତୁମରି ଆଶ୍ରିବାଦ ଭିକ୍ଷା କରେ ସର୍ବଦା ଏ ଅଧମ ପ୍ରଭୁ କୃପା କର କୃପା ନିଧି 🙏
Jay Jagannath Jay Sri Ram Jay Sri Krishna 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
⚫‼️⚫ Jai shree jagannath 🪔🪔🪔🙏🙏🙏♥️🚩
Om krushnya basudebya hareya parmatmane pranatha kleshanashay Govinday namo namah 🙏😭🪔🪷🚩🌿🌿❤️🥥🥥🌹🌹🌹🥥🥥❤️❤️
🌿🌿🚩🪷🪷🪔😭🙏🙏
Mahaprabhu tuma chranre sarana dia 🙏🙏🙏🙏🙏
Jay Jagannath ❤❤❤❤❤
Jaisri jagannath Balachandra Maa subhadra Maa Laxmi namostute🎉🎉🎉🎉🎉❤❤❤❤❤❤🙏🙏🙏🙏🙏
He chakadola 😭🙏mopinda ru prana gala PE mate moswaminka sathire bheta kareiba Mora tuma pakhare atiki Ali tume dei thiba mo kolare shantana ku bhalare rakha😭🙏Prabhu
Jay jagannath🙏🙏🙏🙏🙏
ହେ ପ୍ରଭୁ ମୁଁ ବହୁତ ଚିନ୍ତାରେ ଅଛି ପ୍ରଭୁ ବହୁତ ଦୁଃଖ ଲାଗୁଛି କ'ଣ କରିବି କିଛି ବୁଝି ପାରୁନାହିଁ ମତେ କିଛି ରାସ୍ତା ଦେଖାଅ ପ୍ରଭୁ ନ ହେଲେ ମୋ ସଂସାର ଭାସିଯିବ ତୁମେ ହିଁ ସାହାଭରସା ପ୍ରଭୁ ମୋ ଛୁଆ ମାନେ ତୁମ କୁ ଲାଗିଲେ ପ୍ରଭୁ ଜୟ ଶ୍ରୀ ଜଗନ୍ନାଥ 🙏🏻🙏🏻🙏🏻
Jay Jagannath Jay Jagannath Jay Jagannath maha Prabhu tuma mangala alati ku sata Kati pranam mannima tuma charana Kamala tale Kati Kati pranam 🙏🙏🙏🙏🙏🙏🙏🪔🪔🪔🪔🪔🪔🪔🙏🙏🙏🙏🙏
🙏🙏🙏 ମଣିମା 🙏🙏🙏🙏
Jay Gagannatha prabhu 🙏🙏🙏🙏🙏🙏🙏 Radhe Radhe
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ ଭବତୁ ମେ କୋଟି ପ୍ରଣାମ ମଣିମା 🛕🚩⭕‼️⭕🌿🪔🌿🪔🌻🌼🌺🌸💐🏵️🌷🕉️🙌🔱😘💓💕👏👏🙏🙏🙏
Jay Jay shree jagannath radhe radhe ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
জয় জয় জগন্নাথ মহাপ্রভু শ্রীচরণে শতকোটি প্রণাম 🙏❤️🌹🙏❤️🌹🙏❤️🌹🙏❤️🌹
Jai jai jagannath Prabhu 🙏🌹🌹🌹 Radhe Radhe Radhe Radhe Radhe Radhe 🌹💐🌹 manima manima manima manima manima 🙏💐💐 Govind Govind Govind Govind Govind Govind Govind Govind Govind 🙏🙏 he maha Prabhu mo Swami abata ku jaichi manima taku bata dekhao 🙏💐💐💐💐
Jay. Jagannath. Jay. Jagannath. Jay. Jagannath🙏🙏🙏🙏🙏🚩🚩🪔🪔🪔🪔🪔🪔❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
Jai shree jagannath maha prabhu maa subhadre mu bada bhai balabhadre jagatara samastankara mangala karantu Dharma ra heu Jai papa ra heu kshya radhe radhe Prabhu ji
Patitapaban Narayan dhuka suna 😭😭😭😭🙏🙏🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ
He chokadola raskhya kara pravu mo chhuaa ku mate val karidiaa more bp 110/70 pulse 75 rahu palpitations keve ni hau pravu raskhya kara pravu🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath swami Nayan patha gami bhaba tume Jay balaram Jay maa subhadar Jay maa laxmi
NILACHAL NIBASAY NITYAY PARAMATMANE BALABHADRA SUBHADRAVYAM JAGANNATHAYATE NAMAH.SUBHA SAKALA MANIMA.MANIMA SUNIMA HEU E GARIBA DAKA.NIRASRAY MAM JAGADISHA RAKSHA.
Jay Jagannath 🙏🙏🙏
Jay Jagannath 🙏🙏🙏
Jay Jagannath 🙏🙏🙏
Jay Jagannath 🙏🙏🙏
Jay Jagannath 🙏🙏🙏
ଜୟ ଶ୍ରୀଜଗନ୍ନାଥ 🙏🙏🙏
Jay shree Jagannath 🙏🙏⭕‼️⭕🚩🪔💗🥥
ଜୟ ଶ୍ରୀ ନୀଳାଚଳ ନିବାସ ୟ ନିତ୍ୟାୟ ପରମାତ୍ମା ନେ ଶ୍ରୀ ବଳଭଦ୍ର ସୁଭଦ୍ରା ମାତା ଶ୍ରୀ ଜଗନ୍ନାଥ ୟତ୍ତେ ନମଃ ନମଃ ମହାବାହୁ ଶ୍ରୀ କ୍ଷେତ୍ରବାସୀ କାଳିଆ ସାଆନ୍ତ ଶ୍ରୀ ଚକାନୟନ ଚକାଡୋଳା ଆପଣଙ୍କର ଶ୍ରୀ ଚରଣ ତଳେ ପ୍ରାତଃ ମଙ୍ଗଳ ଆଳତୀ ଦର୍ଶନ ର ଶତତଃ କୋଟିକୋଟି ପ୍ରଣିପାତ ମଣିମା ସାରା ଜଗତ ବାସୀଙ୍କର ମଙ୍ଗଳ କରନ୍ତୁ ଦୁଖଃ କଷ୍ଟ ନିବାରଣ କରନ୍ତୁ ଶ୍ରୀ ଚକାନୟନ କାଳିଆ ସାଆନ୍ତ ଶ୍ରୀ ଜଗନ୍ନାଥ ସ୍ଵମୀ 👏 👏🌷👏🌷👏🌷👏🌷👏🌷🌷
ହେ କଲିଆ ରେ ତତେ କଣ ତୁଣ୍ଡ ଖୋଲି କହି ବାକୁ ପଡି ବ ତୁ ତ ଅନ୍ତର ର କଥା ଜାଣି ପାରୁ ମୁଁ କଣ କହିବି ତୋ ଭଉଣୀ ର ଇଚ୍ଛା ପୂରଣ କରିବୁ ରେ କାଲିଆ 🙏🏻🙏🏻🙏🏻🙏🏻🙏🏻🌺🌺🌺🌺🌺❤❤❤❤❤🙏🏻🙏🏻🙏🏻🙏🏻🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🙏🏻🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻🌺🙏🏻
ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବତୁ ମେ ହେ ମଣିମା ତମ ପାଦ ତଳେ କୋଟି କୋଟି ପ୍ରଣାମ 🙏🙏🙏🌸⭕❗⭕🌸🙏🙏🙏🙏🥥🥥🥥🥥🥥♥️♥️♥️♥️♥️🥥🥥🥥🥥🥥🥥🥥🥥🥥🥥♥️♥️♥️♥️♥️♥️🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏
Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏
Jay Jagannath Swami Nayana Patha Gami Bhaba Tumen Bhaba Tumen Jay Jagannath Swami Jay Maa Laxmi 🙏🙏🙏🙏
Jagannath 🙌 Swami Nayana Patha game bhaba tu me Jay Jagannath 🙌🙏🙏🙏🙏🙏🙏🙏🙏🙏🙏
जय श्री गीत गोविन्दम🙏🙏🙏🙏🙏🙏🙏 जय श्री जयदेव जी महाराज जी की जय🙏🙏🙏🙏🙏🙏🙏
জয় জগন্নাথ প্রনাম মহাপ্রভু মঙ্গল করো মহাপ্রভু
Jai jagannath swami tume saha bharasa prabhu daya kara prabhu mo pua ku bhala karidia🙏🙏🙏🙏🙏🙏🙏🙏🙏🙏
जय श्री रणछोड़राय महाराज की जय☺️🚩🙏
जय श्री द्वारकाधीश महाराज की जय☺️🚩🙏
जय श्री जगन्नाथ महाराज की जय☺️🚩🙏
जय श्री महाकाल महाराज की जय☺️🚩🙏
हरि बोलो हरि हरि बोलो हरि हरि बोलो☺️🚩🙏
Saha heithiba maha prabhu sabu tumari krupa he Bhai tuma hi ama bandhu he prabhu mate aji bahuta khusi laguchi prabhu mate laguchi mu aji lakhe Kati gadanara phala paichi prabhu sei apurba Rupa tumara dekhi emiti krupa ama upare Rakhi thiba he Bhai Jay Jagannath swamy nayana Patha gami bhaba tume 😭😭😭😭😭😭😭😭😭😭😭😭😭😭😭😭😭😭😭🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Jay shree Jagannath 🙏🙏🙏🙏 ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
ରାଧେ ରାଧେ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ମଣିମା ପ୍ରଣାମ ମୋ ପ୍ରତି କୃପା କରନ୍ତୁ ମୋର ଦେହ ଭଲ କରି ଦିଅନ୍ତୁ ମୋ ପୁଅ ପ୍ରତି କୃପା କରନ୍ତୁ 🌿🌿🌿🚩🚩🚩💕💕💕🥰🥰🥰🪔🪔🪔👏👏👏
Jay Jaganath swami nayna potha gami bhabo tume 🪔🪔🪔🪔🪔🪔🪔🪔🙏🙏🙏🙏🙏🙏🙏🙏🌹🌹🌹🌹🌹🌹🌹🌹
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ କୋଟି ପ୍ରଣାମ 🙏🏻 ସମର୍ପିତ ⭕️ ‼️ ⭕️🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
ସୁଭାସକାଳ ମୋ କଳିଆଧଣ 🙏♥️🙏♥️🙏♥️🙏ଶ୍ରୀଚରଣ ରେ ଶରଣ🙏♥️🙏♥️🙏🙏🙏♥️♥️♥️🙏🙏♥️♥️ଜୟ ଜଗନ୍ନାଥ🙏♥️🙏♥️🙏♥️♥️🙏🙏
Ananta koti pranama Prabhu apana nka shree charana tale🙏🙏🙏🙏🙌🙌🙌🙌🙌🙌
Omm namo bhagabate basudevay. 🙏🌹🙏🙏⭕❗⭕🙏🌹🙏
ଜୟ ଜୟ ଶ୍ରୀ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ମୋର କୋଟି କୋଟି ପ୍ରଣାମ ମଣିମା ତୁମ ପାଦତଳେ ରଖମଣିମା
ହେ ମହାବାହୁ ତୁମ ଚରଣ କମଳେ କୋଟି କୋଟି ପ୍ରଣାମ ମଣିମା 🙏🙏🙏🙏🙏🙏🙏❤❤❤❤❤
ଆଜିର ଦିନଟି ମଙ୍ଗଳ ମୟ ହେଉ ଭଗବାନ ⭕❗⭕🙏🙏🙏🙏
ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ହରେ ରାମ ରାମ ହରେ ହରେ🙏🙏🙏🙏🙏 ⭕‼️⭕
ଜୟ ଶ୍ରୀ ଜଗନ୍ନାଥ🙏🙏🙏
ଜୟ ଜୟ ଜଗନ୍ନାଥ ଜୟ ଜୟ ଶ୍ରୀ ଜଗନ୍ନାଥ
Hari Hari bolo manimaa ❤❤❤❤
Jya jya sri jagannatha hari ❤ ❤ ❤
ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ବଳଭଦ୍ର ଜୟ ଶ୍ରୀ ସୁଭଦ୍ରା ମାତା ଜୟ ଶ୍ରୀ ସୁଦର୍ଶନ
Jaya Jaganatha 😢😢😢
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ ଭବ ତୁମେ ଭବ ତୁମେ
Jay jagannath❤❤❤❤❤❤❤❤❤jay jagannath
Jai shri jagannath Swami 🚩🙏 Hare krishna hare Rama 🙏🥀🌍❤️ Radhe Radhe 🥰🥰 Jai Giridhari ❤❤
Jay Shri Jagannath🙇♀️❤️🙏🌹🪷🥰
Jai jagannath swami nayan patha gami bhava tumhe
Jay jaganatha swami nayan patha gami bhaba tume🎉🎉🎉🎉❤0❤❤
Prabhu mo dukha tike suna
Jay jagannath prabhu Kain mate aite dukha daucha prabhu mor sabu dukha dur kar prabhu mate mo nija lokapakhau naija prabhu sabu abhaba dukha dur kar prabhu mo kola ku bharipurna kar prabhu Jay jagannath Jay jagannath Jay Jay Jay jagannath prabhu 🙏🙏🙏🙏🙏🙏🙏🙏🙏
Jai jaggnatha 🙏🙏🙏🙏🙏❤️❤️❤️❤️❤️🪔🪔🪔🪔 tume hni saha varsa mahaprabhu 🙏🙏🙏🙏🙏❤️🪔🙏🙏❤️🪔🙏❤️🪔🙏
Jay jagannath 🙏🙏🌺🌺
ମହାପ୍ରଭୁ ଶ୍ରୀଜଗନ୍ନାଥ ମୋତେ ବିପଦରୁ ଉଦ୍ଧାର କର 🙏🏻 ⭕️‼️⭕️🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
JAGANNATH SWAMY NAYANAPATHA GAMY BHABATUME
JAGANNATH SWAMY NAYANAPATHA GAMY BHABATUME
JAGANNATH SWAMY NAYANAPATHA GAMY BHABATUME 🙏🙏🙏🙏🙏🙏