ଶୀତ ଦିନିଆ କଖାରୁ ଚାଷ Pumpkin Cultivation in Rabi Season

Поделиться
HTML-код
  • Опубликовано: 19 янв 2025

Комментарии • 98

  • @biswajitsahu8325
    @biswajitsahu8325 4 года назад +6

    very very nice knowledge pumpkin cultivation

  • @bhabatoshbiswal7645
    @bhabatoshbiswal7645 2 года назад +1

    Thanks sir for the detailed information. Definitely it will be helpful.

  • @sabyasachinayak3625
    @sabyasachinayak3625 4 года назад +9

    Suprb Video Sir...

  • @binatibarik7979
    @binatibarik7979 4 года назад +4

    Very very good vedio

  • @amvidyalaya9908
    @amvidyalaya9908 3 года назад +1

    I am big fan of you

  • @soumyaranjanjena3059
    @soumyaranjanjena3059 4 года назад +4

    Nice video

  • @sandeeppadhiary6909
    @sandeeppadhiary6909 3 года назад +4

    Sir your information is ok.But no where you mentioned the month of seedling ok winter pumpkin farming .only emphasizing the medicines which you advise

  • @hanifsaha7585
    @hanifsaha7585 4 года назад +3

    Best video

  • @susilkumarjena7890
    @susilkumarjena7890 4 года назад +3

    Nice video sir

  • @deshpardesh1116
    @deshpardesh1116 2 года назад

    ଜାଣିଲି,ଏହାକୁ କଖାରୁ କହନ୍ତି। ମୁଁ ମୁର୍ଖ ବୋଇ ତାଳୁ କହୁଥିଲି। ହା ହା ହା

  • @lochanamunda3744
    @lochanamunda3744 2 года назад +1

    1 acre re kete quital product hebo

  • @Jagaffgaming
    @Jagaffgaming Месяц назад

    Sir kahibeki baitalu kahaku kuhajae ebang kakharu kahaku kuhajae

  • @santoshhujit6606
    @santoshhujit6606 2 года назад +2

    ବୁଇତାଳୁ ଗଛରେ ପତ୍ର ହଳଦିଆ ହୋଇଛି ଗଛ 45ହବ ଏବଂ ମୂଳ ପତ୍ର ଏବଂ ଅଗ ପତ୍ର ଠିକ ଅଛି ମଝି ପତ୍ର ହଳଦିଆ ହୋଇଛି

  • @JijarSunpokhari
    @JijarSunpokhari 4 года назад +15

    ବଇତାଳୁ ଅମଳ ସମୟ ରେ ପଚିଥାଏ କାହିଁକି

  • @ashokmoharana1826
    @ashokmoharana1826 2 года назад

    Han Sir BABUJANG kakharu au saru famous

  • @sarojkumardash5903
    @sarojkumardash5903 2 месяца назад

    Sir bhala bihan keuinthoo miliba

  • @anitasahoo2443
    @anitasahoo2443 2 года назад +1

    Thanks sir 🙏

  • @sukantadalai1373
    @sukantadalai1373 2 года назад

    Best vegetables

  • @rksahu2682
    @rksahu2682 2 года назад

    Jai Jagannath

  • @Hrudeswari-xv1wf
    @Hrudeswari-xv1wf 2 месяца назад

    Kakharu Chhota bele padi jauchhi kana kariba

  • @bhanjalifestly
    @bhanjalifestly 4 года назад +4

    👍👍👍

  • @bbnayak2981
    @bbnayak2981 2 года назад

    Kete Quintal Product haba...

  • @manojpradhan4174
    @manojpradhan4174 2 года назад

    Fhala machi kemeti rakhya kariba please video banatu

    • @krushisampada
      @krushisampada  2 года назад

      ଫଳ ମାଛି କୁ କିପରି ନିୟନ୍ତ୍ରଣ କରାଯିବ ସେଥିପାଇଁ video ପ୍ରସ୍ତୁତ ହୋଇଛି ଦେଖି ପାରିବେ।
      ruclips.net/video/qum9FmzKWAg/видео.html

  • @karaputiadesiagriculture9950
    @karaputiadesiagriculture9950 4 года назад +2

    Sir bihan kouti miluchi arjan f1

    • @krushisampada
      @krushisampada  4 года назад

      ARJUN F1 ବିହନ, ବିହନଦୋକାନ ରୁ ବା online ରେ ପାଇ ପାରିବେ

    • @myvillage1010
      @myvillage1010 3 года назад

      @@krushisampada sir no diantu

  • @sumankumar5843
    @sumankumar5843 Год назад

    ସାର୍ ମୁଁ ଛୋଟ ଚାଷୀ, ପ୍ରତି ମନ୍ଦା ଆନୁମାନିକ କେତେ ଗ୍ରାମ ୟୁରିଆ ଦେବା

  • @supravabehera1258
    @supravabehera1258 4 года назад +2

    Sir ebe keun kokharu lagiparibo

    • @krushisampada
      @krushisampada  4 года назад +1

      ବର୍ତ୍ତମାନ ଖରଦିନିଆ କଖାରୁ ଲଗାନ୍ତୁ।ଖରଦିନିଆ କଖାରୁ କିସମ ମଧ୍ୟରେ ଗୁଆମାଲ, hybrid କିସମ Pusa hybrid 1। କଖାରୁ ଲଗାଇବା ପୂର୍ବରୁ ବିହନ କୁ Carbendazim 50%WP 1Kg ବିହନ ପିଛା 2gm ହିସବାରେ ବିଶୋଧନ କରନ୍ତୁ।

  • @gyanaytchannel8605
    @gyanaytchannel8605 2 года назад +2

    ସାର ନମସ୍କାର। ସାର ଆପଣଙ୍କ ଫୋନ ନମ୍ବର ଦୟାକରି ଜଣାଇବେ କି?

  • @adityanarayanswain6394
    @adityanarayanswain6394 3 года назад +1

    Thank u sir

  • @patelfarming7165
    @patelfarming7165 3 года назад

    Nices video

  • @santoshpatra6686
    @santoshpatra6686 3 года назад

    Jay jagannath

  • @baonk5693
    @baonk5693 3 года назад

    Good

  • @Bimal_Upadhyaya
    @Bimal_Upadhyaya 4 года назад

    Sir ethephone 39 sl kemiti pakeiba

    • @krushisampada
      @krushisampada  4 года назад +1

      ଧନ୍ୟବାଦ sir, Ethephon 39%SL ଏକ ଗଛ ବୃଦ୍ଧି କାରକ, ଗଛରେ ମାଈ ଫୁଲ ଧରିବ, ଫଳ ସଠିକ ଭାବରେ ପାଚିବା ପାଇଁ ବ୍ୟବହାର କରାଯାଏ।କଖାରୁ ଫସଲରେ 2-4ପତ୍ର ଅବସ୍ଥାରେ 4lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।ଗୋଟିଏ ଧାଡିରେ ସ୍ପ୍ରେ କରି ଗୋଟିଏ ଧାଡି ଛାଡି ଦେବେ।ଫଳରେ କଖାରୁ ଫସଲରେ ଅଧିକ ମାଈ ଫୁଲ ଆସିବା।

    • @Bimal_Upadhyaya
      @Bimal_Upadhyaya 4 года назад

      Thank you sir

    • @Bimal_Upadhyaya
      @Bimal_Upadhyaya 4 года назад

      Sir baigana patra mocha heijauchi sethi pain kn Kara jiba darkar...

    • @susantaswain5609
      @susantaswain5609 Год назад

      Sir etherl ltr re kete pakeiba

  • @kusunsamad7904
    @kusunsamad7904 3 года назад

    Gobar khatare kokharu chash upyukta ki? 2-amal samayre phala pache kahinki?

    • @krushisampada
      @krushisampada  3 года назад

      ନମସ୍କାର କଖାରୁ ଚାଷ ଚାଷ ପାଇଁ ଗୋବର ଖତ ନିହାତି ଆବଶ୍ୟକ।କିନ୍ତୁ ଆମେ ଗୋବର ଖତ କୁ ବାହାରେ ଗଦା କରିବା ଫଳରେ ଅଧିକ ଖରା ଓ ବର୍ଷା ଯୋଗୁଁ ସେଥିରେ ଥିବା ସାର ଅଂଶ ଧୋଇ ହୋଇ ଯାଉଛି।ସେଥିପାଇଁ ଗୋବର ଖତ ସହିତ ଜିଆ ଖତ ବା ବଜାରରେ ମିଳୁଥିବା ଜୈବିକ ଖତ ମିଶାଇ ଚାଷ କଲେ ଭଲ।ତା ସହିତ ଗଛର ଖାଦ୍ୟସାର ଓ ଅନୁସାର ଚାହିଦା କୁ ପୁରଣ କରିବା ପାଇଁ ରାସାୟନିକ ସାର ଓ ଅଣୁ ସାର ପ୍ରୟୋଗ କରାଯାଏ। କଖାରୁ କଷି ଅବସ୍ଥାରେ ସେଥିରେ ଫଳ ମାଛି ବସି ଅଣ୍ଡା ଦେଇ ଥାଆନ୍ତି ଓ ଫଳ ମଧ୍ୟରେ ପୋକ ହୋଇ ପଚି ଯାଇଥାଏ।ତାହାର ପ୍ରତିକାର ପାଇଁ ଏକ video ପ୍ରସ୍ତୁତ କରାଯାଇଛି ।ତାହା ଏହି link ମାଧ୍ୟମରେ ଦେଖି ପାରିବେ
      ruclips.net/video/5cEkc9InjiI/видео.html
      ଧନ୍ୟବାଦ
      Krushi sampada

  • @pradeepbiswal5597
    @pradeepbiswal5597 Год назад

    ମାଇଫୁଲ ଝଡିଯାଉଛି କଣ କରିବ

  • @LaxmanPradhani-l4w
    @LaxmanPradhani-l4w Год назад

    ସରକାରଙ୍କୁ ତରଫରୁ କିଛି ସାହାଯ୍ୟ ମିଳିବ କି ଚାଷ ପାଇଁ

    • @krushisampada
      @krushisampada  Год назад

      Horticulture department ତରଫ ରୁ ବିଭିନ୍ନ ଚାଷ ପାଇଁ ରିହାତି ବ୍ୟବସ୍ଥା ରହିଛି

  • @mangalkarua4349
    @mangalkarua4349 3 года назад +1

    Khara dunia kakharu chasa bisayare janibaku chahunchi

    • @mangalkarua4349
      @mangalkarua4349 3 года назад

      Mu dukhita.kharadinia ku khara dunia heijaichi.

  • @josephparichha7087
    @josephparichha7087 2 года назад +1

    ବୋଇତାଳୁ କୁ କୋହୁଛନ୍ତି କି

    • @krushisampada
      @krushisampada  2 года назад

      କଖାରୁ କୁ ବୋଇତାଳୁ କୁହାଯାଏ।

  • @maghananpadhan6340
    @maghananpadhan6340 2 года назад

    କଖାରୁ ଚାଷ କେନ୍ ମାସେ କେତେ ତାରିଖରେ ଜଗା ହେବା କେନ୍ ଭେରେଟି କେତେ ଦିନେ ହେବା ଶୀତ ମାସ ଟା କହୁନ ଦାଦା

  • @biswajit2180
    @biswajit2180 3 года назад

    Sir Kou verity seed adhika fula Hei thaye... Au manji lagiba too kete Dina pare fula asithaye

    • @krushisampada
      @krushisampada  3 года назад

      କଖାରୁ ଫସଲରେ ପ୍ରାୟ ସବୁ କିସମ ରେ ଫୁଲ ଆସିଥାଏ।ତଥାପି hybrid କିସମ ରେ ଅଧିକ ଫୁଲ ଆସେ ।କଖାରୁ ଲଗାଇବାର 35 ଦିନରେ ପ୍ରଥମେ ଅଣ୍ଡିରା ଫୁଲ ଆସିଥାଏ।ଏହା 2ସପ୍ତାହ ପର୍ଯ୍ୟନ୍ତ ଆସିଥାଏ।ତା ପରେ ମଇ ଫୁଲ ଆସିଥାଏ।ସମ୍ପୂର୍ଣ ତଥ୍ୟ ପାଇଁ KRUSHI DAMPADA ର ପରବର୍ତୀ VIDEO "କଖାରୁ ଫସଲ ର କଷି ଝଡୁଛିକି" ଦେଖନ୍ତୁ
      ଆମ VIDEO ଦେଖି ପ୍ରଶ୍ନ ପଚାରି ଥିବାରୁ ଧନ୍ୟବାଦ।ଏହି ଭଳି ନିୟମିତ ଆମର ଉପାଦେୟ VIDEO ଦେଖନ୍ତୁ।ନମସ୍କାର ।

    • @biswajit2180
      @biswajit2180 3 года назад

      @@krushisampada bahut bahut dyanyabaad sir 🙏🙏🙏

  • @umasankarpujari9543
    @umasankarpujari9543 3 года назад

    👍👍🌺🌺

  • @jyotiranjanbarge8604
    @jyotiranjanbarge8604 4 года назад +2

    Selling hei pariba ki.......

  • @narayancharankandi5386
    @narayancharankandi5386 4 года назад +2

    କଖାରୁ ଫାଟି ଯାଉଛି ଓ ଏହି ଫଟା କଖାରୁ ଭିତର ପଚି ଯାଉଛି , ଏହାର ପ୍ରତିକାର କ'ଣ ?

    • @krushisampada
      @krushisampada  4 года назад

      କଖାରୁ କାହିଁକି ପାଚି ଯାଉଛି ସେଥି ପାଇଁ ଏକ video ଛଡା ଯାଇଛି।ସେହି video ଦେଖିଲେ ଜାଣି ପାରିବେ।

    • @krushisampada
      @krushisampada  4 года назад

      କଖାରୁ କାହିଁକି ପଚି ଯାଉଛି ଓ ତାହାର ପ୍ରତିକାର ପାଇଁ ଏକ video ପ୍ରସ୍ତୁତ କରିଛୁ।ତାହା ଦେଖି ପାରିବେ।

  • @sudarshanmohanta2711
    @sudarshanmohanta2711 4 года назад +2

    Kakharu bodo size heha pain Medicine

    • @krushisampada
      @krushisampada  4 года назад +1

      କଖାରୁ ର କିସମ ଅନୁସାରେ ଫଳ size ହୋଇଥାଏ।ଗୁଆମାଲ ଓ baidyabati କିସମ ଫଳ ବଡ ହୋଇଥାଏ।ତଥାପି ଫଳ ଆସିବା ସମୟରେ NPK 19:19:19 କୁ lit ପ୍ରତି 5gm ହିସବାରେ ଓ Hormone Fantac plus lit ପ୍ରତି 0.5ml ହିସବାରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।

    • @sudarshanmohanta2711
      @sudarshanmohanta2711 3 года назад

      Sir kakharu patro haladia heuchi abang patro poda rago houchi

  • @kalantajhankar4340
    @kalantajhankar4340 2 года назад

    👌👌👌💯💯💯💯💖💖💖💖⛈️

  • @rohitsandha5778
    @rohitsandha5778 3 года назад

    ❤️❤️❤️🙏🙏🙏🙏

  • @rameshdetcic9114
    @rameshdetcic9114 3 года назад

    Kakharu nuhe magana kuhanti

  • @JaganathaDas-lw1wi
    @JaganathaDas-lw1wi 2 года назад

    Jaganath.das

  • @gizmobrain
    @gizmobrain 2 года назад

    Background music use karantu naahi Please.

  • @naraharimallik2816
    @naraharimallik2816 3 года назад

    Hello bandha kobi maji

  • @josephparichha7087
    @josephparichha7087 2 года назад

    କଖାରୁ କି ବୋଇତାଳୁ

  • @sailabalasasmal1071
    @sailabalasasmal1071 2 года назад

    Tqq sair odisa Jagatsinghpur pls sair ur mobail no description re

  • @siblupalai4290
    @siblupalai4290 11 месяцев назад

    Ame chcsa

  • @aadityadhanaraj5835
    @aadityadhanaraj5835 4 года назад +5

    Sir. Tike number diantu phone re katha heba

  • @Masterfailue
    @Masterfailue 3 года назад +1

    ଆପଣଙ୍କ mobile no debeki sir,....

    • @krushisampada
      @krushisampada  3 года назад +1

      ଧନ୍ୟବାଦ, ମୋ mobile no. 7008498896

  • @maheswarsahu4729
    @maheswarsahu4729 3 года назад

    Maakhan ku tume kakharu kahucha

    • @krushisampada
      @krushisampada  3 года назад

      ମାଖନ କୁ କଖାରୁ କୁହାଯାଏ

  • @santunusoren9907
    @santunusoren9907 2 года назад

    promotion!

  • @BarialHembram-g3o
    @BarialHembram-g3o 2 месяца назад

    Apanagkara nambar diyantu

  • @myvillage1010
    @myvillage1010 3 года назад +1

    Sir apanka no diantu

  • @siblupalai4290
    @siblupalai4290 11 месяцев назад

    Sir phone number dia

  • @tikibhutia9103
    @tikibhutia9103 3 года назад

    Sir abika kau brid lagiba

  • @aaonischintakoili5509
    @aaonischintakoili5509 3 года назад

    Good