ତମର କଂଗ୍ରେସ ପ୍ରତି ଯେତିକି ଶ୍ରଦ୍ଧା, ଭାବ ରହିଛି, ସୋନିଆ ରାହୁଲ ଙ୍କ ନାହିଁ ତମର କଂଗ୍ରେସ ପ୍ରେମ, ମୂଲ୍ୟ ହୀନ, କେନ୍ଦ୍ର ପାଇଁ Ur the proud of Odisha as compared with Naveen Patnaik So I ❤ ସୁର ସାର୍ 🙏💙🙏
You are the real hero of Odisha. As a BJD lover I like your personality. Cong. Mean Sura Raout.... ..... Only a single person who can win in congress. Brave man who doesn't hesitate to tell the truth so openly.
ଡେରିରେ ହଉ ପଛେ କଂଗ୍ରେସ କୁ ସଦ ବୁଧି ମିଳିଲା
ଏଥର ସୁର ନଙ୍ଗଳା ହେଇ ବୁଲିବ କଂଗ୍ରେସ ରୁ ଗୋଇଠାମାଡ଼ ଖାଇ BJD ର ଅଇଁଠା ପତ୍ର ଚାଟିବ
ଠିକ୍ ହେଇଚି 😂😂😂
@@sanjaykumarbehera3771sura aja tm ethara gala 😅😅😅😊😊😅
ସୁର କୁବହୁତ ଆଗରୁ ବହିସ୍କାର କରିବାର ଥିଲା
ମନ୍ମଥ ରାଉତରାୟ ହାରିଲେ ସୁର ବୁଦ୍ଧି ଶିଖିବ
ଶିଖିବ କଣ ମରିଵ
Hariba sure
ୟାକୁ ଆଗରୁ ବହିସ୍କାର କରିବାର ଥିଲା ।
ଖୁବ୍ ସୁନ୍ଦର ନିଷ୍ପତି
ପୁଅ ଯଦି ଜିତିବାର ଦମ୍ ଥିଲା ଶଳା ତୁ କଂଗ୍ରେସ ରୁ ଟିକେଟ ଆଣି ଜୀତାବେ ,ଶଳା ନାଟକ କରୁଚୁ କେତେ ଟଙ୍କା ଡ଼ିଲ କରିଛୁ ଶଳା
ଏବେ ପୁଅ ପାଇଁ ପ୍ରଚାର କର ଆଉ କିଛି ଅସୁବିଧା ନାହିଁ
ଅଲଜ୍ୟାଙ୍କ ମୁଁହ ଟାଣ
ଏଇଟା ର କଥାବାର୍ତ୍ତା ଠିକ୍ ନାହିଁ, ଅସଭ୍ଯ ଟେ।
ହଉ କାଲି ସକାଳୁ ନେଳିଆ ଗାମୁଛା ଖଣ୍ଡେ ପକାଇ ନବୀନ ନିବାସ କୁ ଯାଇ ମିଶିଯାଅ
Good advice 😂😂😂
ବଢ଼ିଆ କଲେ ଶଳା ନବୀନ ପ୍ରଚାର କରୁଛି
ନିଜ ଛେପ ଏଥିର ନିଜ ଉପରେ ପଡ଼ିବ
ସମୟ ଆସିଗଲା କାରଣ ତୁମର ଆଉ
କଂଗ୍ରେସ ଉପରେ ଭରସା ନାହିଁ
ହସ ଲାଗୁଥିଲେ ବି ଠିକ ସେ ହସି ବି ପାରୁନ ହୋ ସୁର ବାବୁ 😂ଏବେ ଜୋର ସୋର ଶଙ୍ଖ ଫୁଙ୍କ ପୁଅ ସାଥିରେ 😅
ପୁଅ ଙ୍କ କ୍ଷମତା ଲୋଭ ପାଇଁ ବାପା ର ସମ୍ମାନ ଗଲା। କୂଳକୁ କରମଙ୍ଗା ଜାତ ହେଲେ।
Are bhai bapa ta gmara
It's the strategy to seek sympathy from voters.
Good action by Congress
Bhala heichi
ଏମିତି ଅଲାଯୁକ ପୃଥିୀପୃଷ୍ଟରେ ବିରଳ
Right step
ତମ ପୁଅ ଯଦି ତମରି ମାଟିରେ କଂଗ୍ରେସ ତରଫରୁ ଠିଆ ହେଇ ଥାଆନ୍ତା, ତମର ଓ ତମ ପରିବାର ର ସମ୍ମାନ ରହି ଥାଆନ୍ତା
ଆଉ ଜିତିଥାନ୍ତା ବି ଜଟଣୀ ବିଧାୟକ ଭାବେ
ଲଜ୍ଜାହୀନ ମଣିଷ।
Thik heichi
Good👍👍👍👍
ବାପା ପୁଅ ଡ୍ରାମା ମାହାଙ୍ଗା ପଡ଼ିଲା
ଭଲ ହେଇଛି
Good
ଅଜାଗା ଘା ନା ଦେଖି ହେଊଛି ନା ଦେଖେଈ ହଊଛି
ଆ...ଥୁ ଏବେ ସରିଗଲା
ଅଜା ମନ ମରିଯାଇଛି ମୁହଁ ମଉଳି ଯାଇଛି... କି କଥା ଏଗୁଡ଼ାକ ତେମେ କଂଗ୍ରେସ କୁ ଜପାମାଳି କରିଛ ବୋଲି କହିବ, ତମ ରକ୍ତ ଲୁହ, ଝାଳ ସବୁଠି କଂଗ୍ରେସ ଭର୍ତି ବୋଲି ଭେଳିକି କରିବ ଏଣେ ପୁତ୍ର ମୋହ ବଶ ରେ ତାଙ୍କୁ ଥଇଥାନ କରିବାକୁ ଭିନ୍ନ ଦଳ, ଦଳପତି ତଥା ଗୁମାସ୍ତା ଚପରାଶି ଙ୍କ ସ୍ତବ ପାଠ କରିବ.... ଯେଉଁ ଦଳ ତୁମକୁ ପରିଚୟ ଦେଇଛି ତାର ଦୁର୍ଦ୍ଦିନ ରେ ବିଶ୍ଵାସଘାତ କରିବ.... ତମ ସୁବିଧାବାଦୀ ଦୋମୁଣ୍ଡିଆ ଦୋନାବୁଡିଆ ନୀତି କୁ ଏ ଆଇ ସି ସି ଆଉ କଣ ଶିରିପା ପିନ୍ଧେଇ ପଟୁଆର ରେ ବୁଲାନ୍ତା...
ତ୍ୱରିତ ନିଲମ୍ବନ ହିଁ ତମ ପ୍ରତି ଯଥାର୍ଥ ସମ୍ମାନ ଓ ପୁରସ୍କାର... ଆଉ ଅଧିକ ବାଚାଳାମି ନକରି ଶାନ୍ତିରେ ବିଶ୍ରାମ ନିଅ
100 percent correct decision.
You shout like this.
ଘର ଥରେ ଭାଙ୍ଗିଲେ ସଜାଡି ହେବା କଷ୍ଟକର।
Bjd office re kia thila......😂
ରାଜନୀତି cariour finished
Alajuka ta
Sura is best leader
Puni start kala jokering😅
ଖଗ୍ ଡେ ନୁହଁ ଖଡ୍ ଗେ😂😂😂😂😂😂😂😂 କିଛି ମାସ ତଳେ mallikarjun khadge bhubaneswar ଆସିଥିଲେ ସୁର ବୁଢ଼ା ଭାରି ସ୍ବାଗତ କରୁ ଥିଲା ଏଇନେ ନାଁ ଭୁଲି ଯାଉଚି ଧନ୍ୟରେ ପୁତ୍ର ମୋହ ହାହା ହାହା ହାହା 😂😂😂😂
Badhia heichhi
Beautiful
Tik haichi
ସୁର ଭାଇ କଥାକୁ ଓଡ଼ିଶାର ଜନସାଧାରଣ ଧରନ୍ତୁ ନାହିଁ , ସୁର ଭାଇ ଆମର ପୁତ୍ର ମୋହ ଏବଂ ବୟସାଧିକ କାରଣରୁ ପାଗଳ ହୋଇ ଗଲେଣି !!! ପାଗଳ ର କଥା ପାଣିର ଗାର ବୋଲି ସବୁକିଛି ଭୂଲି ଯାଆନ୍ତୁ ।
Good decision
ଅତି ଗର୍ବେ ଲଙ୍କା ହତ
ନିର୍ଲଜ ହସ..... ନବୀନ ପଟ୍ଟନାୟକ ସହିତ ଯୋଗସୂତ୍ର ଧର ତମେ ନିଜେ l କଂଗ୍ରେସ ରେ ରହି ପୁଅ କୁ bjd ରେ ଭୋଟ୍ ଦବାକୁ କହିବ.... ଏହା କୀ ଶୃଂଖଳା????? ତମେ କିଛି ନ କହି ଘରେ ବସିଲନି ???
Choro munha goja😂😂😂
Tama paini tama pua jemiti aaga.. Congress high command paini semiti Congress dala aaga.
Tenu Congress ra decision ti swagata jogya..
Ohh bahut badhia News😘
ସୁର ବାବୁ ଅବସର ନେଲା ପରେ ବଡ଼ ପୁଅକୁ କଂଗ୍ରେସ ଟିକଟ ରେ ଠିଆ କରିଥିଲେ ଭଲ ହେଇଥାନ୍ତା
କେତେ ନମ୍ବର ବେହିଆ ଏମାନେ , ଏମାନଙ୍କ କଥାରେ କିଛି ମୂଲ୍ୟ ନାହିଁ,ଛି, ଛି, ଛି।।
ଯାହା ହୋଇଛି ଭଲ ହୋଇଛି ଦଳ ବିରୋଧି ମାନଙ୍କୁ ବିଦା କରିବା ଦରକାର
Vhala heichi budha ku bahara Kari deichi😂😂😂😂
ହଁ... ଖଣ୍ଡାୟତ ଲୋକଙ୍କର extra ହାଡ଼ ଖଣ୍ଡେ ଥାଏ, ଲୋକେ ଯାହା କୁହା କୁଇ ହୁଅନ୍ତି ଶୁଣୁଛି...
ତମର କଂଗ୍ରେସ ପ୍ରତି ଯେତିକି ଶ୍ରଦ୍ଧା, ଭାବ ରହିଛି, ସୋନିଆ ରାହୁଲ ଙ୍କ ନାହିଁ
ତମର କଂଗ୍ରେସ ପ୍ରେମ, ମୂଲ୍ୟ ହୀନ, କେନ୍ଦ୍ର ପାଇଁ
Ur the proud of Odisha as compared with Naveen Patnaik
So I ❤ ସୁର ସାର୍ 🙏💙🙏
ଏଥିରେ ସୁର ଭାଇ ଙ୍କ ର କୌଣସି ଭୁଲ୍ ନାହିଁ। ତାଙ୍କୁ ବଳପୂର୍ବକ ପାର୍ଟି ରୁ ବହିଷ୍କାର କରାଯାଇଛି।
କୋଉ ବାପା ଚାହିବନି ପୁଅ ର ମଙ୍ଗଳ ପାଇଁ, ରାଜନୀତିରେ ସବୁକିଛି ସମ୍ଭବ ❤❤❤
Sir I support you you are the firebrand leader of the Congress party 60 years strong iron leader
ଜୟ କଂଗ୍ରେସ 👍👍👍👍
Family sara sabu haribeee
Belajya
You are the real hero of Odisha. As a BJD lover I like your personality. Cong. Mean Sura Raout.... ..... Only a single person who can win in congress. Brave man who doesn't hesitate to tell the truth so openly.
ସତ୍ଯ ମେବ ଜୟତେ🚩🚩🚩 ଏଇ ଚ୍ୟାନେଲ ର ଏମିତି ଅବସ୍ଥା ହବ ଦିନେ 🚩🚩🚩🚩
ଭଲ୍ କରିଲା କଂଗ୍ରେସ
Bhala Heichhi
Good decision Congress
Jenuine person
Bhala heiche agaru bahar karebara thila
Very good discussion AICC
Good step by Odisha Congress.......
Decision is appropriate.
👍
❤❤❤❤❤
Great person everybody love him❤
ସବୁ ଭିତିରି ବୁଝାମଣା ହୋଇଛି । ଆଗରୁ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କହୁଥିଲେ ଏବେ କେମିତି ସେ କାମ ଜାଣି ନାହାନ୍ତି ଆଉ ଖରାପ ହୋଇଗଲେ ବୋଲି କହୁଛନ୍ତି । ଟିକଟ ମିଳିବା ପରେ ଖଟରେ ଶୋଇ ଡ୍ରାମା କରୁଥଲେ କିନ୍ତୁ ରାଜ୍ୟ ଜନତା ରାଜନେତାଙ୍କ ଡ୍ରାମା ଜାଣିଗଲେ ତେଣୁ ଧରା ପଡ଼ିଗଲା ଭିତିରି ବୁଝାମଣା । ବଢିଆ ହୋଇଛି କଂଗ୍ରେସ କାଢି ଦେଇଛି ।
Right .
Nice
ସୁର ଭାଇ ଆପଣଙ୍କ ଘର 🏠 ପରିବାର ଗୋଟାଏ ଗୋଟିଏ ଦଳରେ ଲଢ଼ିବେ ଆପଣଙ୍କ ପରିବାରରୁ ଜିଏ ହେଲେ ଜଣେ ଜିତିବ ତମଘରେ ସବୁ ବେଳେ ଜାଗର ହଵ
Very good
Good dession Aicc❤@
Belajya kn gachhare falanti ki,
Right decision
As an Indian you should say I shall work for my India, not for congress
My sincere admiration for your 60 yrs quality work as a political leader 🎉🙏
Very good sir
🎉
ମାସେ ଆଗରୁ ହେବାର ଥିଲା.
Good decision taken
ଭଲ ନାଟକ ହସଟା ପୁରା ରାବଣଜିକା
Sankhe re dabei dio be - kie kahithila mausa?
He is most happiest person for this action . Chora e thara openly pua pain kama kariba. Tautara
Election ପରଠୁ ଆଉ କୋଉ ଦଳର ହେଇକି ରହିବ ନାହିଁ।
Badhiya heichi…
ଆ... ଥୁ..
କଂଗ୍ରେସ ଯାତ୍ରା ପାର୍ଟି ରୁ ଏବେ ବିଜେଡ଼ି ପାର୍ଟି କୁ ଲଂଗ jump। କେବଳ ବଡ଼ ପାଟିଟା ଛଡ଼ା ତମର ଆଉ କଣ ଅଛି ?
Sura bhai is great 😊
Best political leader of the world
ତୁମ ରାହୁଲ ଗାନ୍ଧୀ ତ ଗୋଟେ ବାୟାଟା ସିଏ ଯାହା କହୁଛି ନିଜେ ବି ଜାଣି ପାରୁନି ଆଉ ତୁମ ଅବସ୍ଥା ବି ଠିକ୍ ସେଇଆ। ଓଡ଼ିଶା ରେ କେଇଟା ବାଡ଼େଇ ହଉଥିଲ ସିଏ ବି ବିଜେଡ଼ି ଝାଂପି ନେଲା 😂 ତମେ ଖୋଲିକି ପ୍ରଚାର କରୁନ। ବିଜେଡ଼ି ରେ ନାଳି ପ୍ରବଳ ଘୋଷାଡି ଆଣ।
Sura Babu is a very nice man. Action taken is injustice and unjustified.
Bhala heichi 😅😅😅
Please take rest..
Right decession by govt
Late but good decision by AICC