Bhai fasi bi Kam padijiba pura pain ful death darkar mane petrol jali nia lagei deba ta pare polic pakhre surender karideba no jail no bail only bhgban ke sath melo
@@ajhar831 acha taa case kni heelani , mu taa bapa ra interview dekhichi tike bi dukha nahi, abhi criminal ko encounter kari deba darkar, see gote psycho criminal,
Bapa maaa total paribara misiki sada jantra kariki bada bhai ku mari dele..nahele bapa maa sana pua na re case karithante..Bahut dukha lagila bada bhaira katha suni😢😢
Same at my home My husband and his youngest brother Exactly same He is like same Not giving us space to live Even I returned from death. Still my husband not telling him anything. Exactly same It comes tear on my eyes
@@Economics365 Everyone knows my husband also. but not ready to listen to me. Husband Blindly support him also father in law supports younger brother too much tedious matter . I have two daughters.
ଆରେ ମୁର୍ଖ ଵଡଭାଇ ବାପା ସଙ୍ଗେ ସମାନ କଣ କଲୁ ଏମିତିକା ଭୂଲର କ୍ଷମା ନାହିଁ 😭👊😌😎
All out bada bhai , jail re g re pela saba bhai ku
Thik kahicha 😢
😢😮
ଏମିତି ଭାଇ କୁ ମାରି ଦେଲୁ ନା ରେ ପାପି 😭😭😭😭
ହେ ପ୍ରଭୁ ଜଗନ୍ନାଥ ଏମିତି ଭାଇ କାହାକୁ ନ ମିଲୁ। ବହୁତ ଦୁଃଖ ଲାଗିଲା ଛି ଛି
ଏମିତି ଭାଇ ସେଇ ମାନଙ୍କର ଥାଏ ଯୋଉ ପରିବାର ରେ ପୁଅ ଝିଅ ମାନଙ୍କୁ ଭଲ ପାଇବା ରେ partiality କରାଯାଏ
Jay jagannath
ସେଥି ପାଇଁ ମୋ କହୁଛି କହେ ରାମାୟଣ ଦେଖିବା ଜରୁରୀ ଭାତ୍ରୁ ଭାବେ ବଢ଼ିବ 😢🥹😭
Ramayan bahut dekhichanti lola. Kintu bahre jaiki rape kariba thu murder sabu karuchsnti. Aji kali ra loka bahut kharap.
ଶଳା କୁ ବି ସେମିତି ବିଷ ଦେଇ କି ମାରି ଦିଅ ବଡ ଭାଇ ମାନେ ମୋ ବାପା ସମ୍ମାନ ର 😢
He Jagannath 😢 ଏମିତି ଭାଇ ଜଗତେ ନାହିଁ but ଏ ସାନ ଭାଇ ନୁହେଁ ଶତ୍ରୁ ୟାକୁ ନ ଛାଡ଼ି କଠୋର ଶାସ୍ତି ଦିଅ ଫାଶୀ ଦିଆଯାଉ ୟାକୁ 😡
Sister taa mundo thik nothibo...psycho patient
Very good judgment
Fashiii Nuhann Tik Tik Kari Hani Dia Jaau Fashiiii Naa Balaa🤬🤬🤬🤬🤬
Bhai fasi bi Kam padijiba pura pain ful death darkar mane petrol jali nia lagei deba ta pare polic pakhre surender karideba no jail no bail only bhgban ke sath melo
A pila Ku b bisha tk tk see deba darkar.
ଏମିତି ସଇତାନ୍ ଭାଇ କୁ ଯେତେ କଠିନ ଦଣ୍ଡ ଦେଲେ ଵି କମ୍ ହେଵ ।
ଠିକ କଥା
Right
ହେ ଜଗନ୍ନାଥ ଏମିତି ଭାଇକି କି ଦଣ୍ତ ଦିଆଯିବ ତୁମେ ହିଁ ଜାଣି ଥିବ ପ୍ରଭୁ ଯେମିତି ଏଇ ଯିବନରେ ସେ ଦୁଃଖ କଷ୍ଟ ଜନ୍ତ୍ରଣାରେ ଛଟ୍ ପଟ ହେଇ ମରିବ
ଧର୍ମ ସହିବନି ୟେ ଛୁଆ କୁ ସତରେ ଏତେ ତଳକୁ ଖସି ଗଲାରେ ସେ ଭାଇଙ୍କ କଥା କୁ ଶୁଣିଲା ପରେ ବହୁତ୍ କଷ୍ଟ ଲାଗୁଚି😭😭😭😭ଭଗବାନ୍ ପ୍ଲିଜ୍ ସତରେ ଯଦି ଥିବ ନିହାତି ୟେ ଭାଇକୁ niyaya ଦେବ ତମକୁ ମୋର ଅନୁରୋଧ🙏🏼🙏🏼🙏🏼🙏🏼🙏🏼ମୋର ବିଶ୍ବାସ ଅଛି ଭଗବାନ ନିହାତି ଶୁଣିବେ... ୟେ ଭାଇକୁ ମୁ ଜାଣିନି ହେଲେ ବି ସହି ହଉନି ଶୁଣିଲି ତାଙ୍କ କଷ୍ଟ😢ମୋ ଜୀବନରେ ଯଦି ଟିକେ ବି ପୁଣ୍ୟ କରିଥିବି ତାହେଲେ ସେଇ କର୍ମ ଜୀବନ ହରାଇଥିବା ଭାଇକୁ ଦେଇକି ତାଙ୍କୁ niyay ଦେବେ ମୋ ଭୋଳା ବାବା 😢🙏🏼🙏🏼
ଅତି ଦୁଃଖଦ ଘଟଣା ହେ ଭଗବାନ କି ଭଳିଆ news 📰 ଶୁଣିଲା
ବିନାଶ ଆଗକୁ 🔥 ହେ ପ୍ରଭୁ ଜଗନ୍ନାଥ 😭 😭
train accident re binasa hauchi , jaga ta kichi kariparuni . laguchi jaga durbala heigalani🤡🤡🤡🤡
ବେଳ ଆସିବ ନିଜେ ଅନୁତାପ କରିବ। ସମୟ କୁ ଅପେକ୍ଷା କର।
ସମ୍ପୂର୍ଣ ଭୁଲ ସେ ମା ବାପା ର 💯 ବଡ଼ ପୁଅ ବେଲି ସବୁ responsibility ବଡ଼ ପୁଅକୁ ଟେକିଦେଇ ସାନ ପୁଅ କୁ ମୁଣ୍ଡ ଉପରେ ବସେଇଲେ କଣ ହେବ !? ଯଦି ସାନ ପୁଅକୁ ସେହିଭଳି ଶାସନ ହେଇଥାନ୍ତା ତେବେ ସେ ବୁଝିଥାନ୍ତା ବଡ଼ ଭାଇ ର ମୂଲ୍ୟ କଣ 💯।
ପଶୁ ଶଳା ସାନ ଭାଇ ବଡ଼ ଭାଇ ତମକୁ ବଲ ରାସ୍ତା କୁ ନେବାପାଇଁ ଚାହୁଁ ଥିଲା ତୁ ଶୋଳା ଭୁଲ୍ ଭୁଝିଲୁ 😢😢😢 ଜୟ ଶ୍ରୀ ଜଗନ୍ନାଥ
Right bhai
ହେ ଭଗବାନ କି ରାକ୍ଷସ ଭାଇ ଟା
କାହିଁକି ତା ବାପା ମାଆ ଏଭଳି ପୁଅକୁ ଏତେ ସହାନୁଭୂତି ଦେଖାଉଛନ୍ତି ଆଜି ବଡ ଭାଇକୁ ମାରିଛି କାଲି ଆଉଗୋଟେ ତାର ସାନଭାଇ ଅଛି ତା ସହିତ ଏମିତି କରିବ ବୋଲି କିଛି ମାନେ ନାହିଁ ଏଭଳି ପୁଅ କାହାରି ନୁହଁ କଣ ପାଇଁ ଏପର୍ଯ୍ୟନ୍ତ ତା ବିରୁଦ୍ଧରେ FIR ଦେଇନ।
Thik kalile
Right bapa maa ku marile jnibe
Last re ବାପା ମା କୁ ଛାଡିବନି ଏ ଶଳା ଶଇତାନ
ସେ ସାନ ଭାଇକୁ ଜୀବନ ସାରା ଜେଲ ଭିତରେ ପୁରାଇ ଦିଅ। କ୍ଷମା ଦିଅ ନାହିଁ।
Audio recording suniki dukha laguchi sata very painful 😢😢😢
Hm
😭😭😭
😂😂😂 hamm
Bhai ra voice bahut bhala sweet
😢 ଆଉ କାହାକୁ ବିଶ୍ୱାସ କରିବ ଶଳା ଦୁନିଆରେ
Kiyan karuchu
@@AmritChandanBehera-x7s Sunnn mu Kareniiii Ki Kahaaku Karibini Biswas No Way🤬🤬🤬🤬🤬🤬
@@Beautifulnture-et2bk👍
ଭଗବାନ୍ ଏମିତିଭାଇକୁଫାସିହବାଦରକାର
ଏମିତି ପାଗୋଳ ଭାଇକୁ ହଜାରେ ଭାଇ ଥିଲେ ବି ଦରକାର ନାହିଁ।ନର୍କରେ ପଡ଼ିବୁରେ ସୈତାନ ବଡ଼ ଭାଇଙ୍କର ଅଭିଶାପ ପଡିବାରେ ପାଗୋଳ।
ବାପା କାନ୍ଦି କାନ୍ଦି କହିବା କଥା ।କିନ୍ତୁ ସେ ତାଙ୍କ ଆଖିରୁ ଲୁହ ବାହାରି ନି।ଏଇଟା ଟିକେ ସନ୍ଦେହ
ଏମିତି ଭାଇ କୁ ସେମିତି ବିଷ ଦେଇ ମାରିବା କଥା,,, କଥାରେ କୁହନ୍ତି ଭାଇ ଠୁ ଶତ୍ରୁ କେହି ନାହାଁନ୍ତି ଆଜି ପ୍ରମାଣ ମିଳିଲା ଭଗବାନ ଅଛନ୍ତି ତ ସହ ବି ସେମିତି ହବ
Thik kath
😂😂😂
@@jagabandhudakua9592kahiii Hasuchuu Tuu Se Sana Bhaiii Bhaliaa Kiii🤬🤬🤬🤬🤬🤬🤬🤬
ଦୁନିଆରେ ଏମିତି ବି ପିଲା ଅଛନ୍ତି
ହେ ଭଗବାନ 😮
କଣ ମିଳିଲା ରେ ଭlକୁଡ଼l ପିଲା
ସାନ ଭାଇ ସହିତ ତାର ବାପାରବି ହାତ ଅଛି. ...ଏହି ଦୁଇଜଣକୁ incountry କରାଜାଉ ।
Jou pua Pura ghara chalauthila taku kn bapa maridaba Tama bhali loka mananka pain asala Dosi danda pauni
@@ajhar831 acha taa case kni heelani , mu taa bapa ra interview dekhichi tike bi dukha nahi, abhi criminal ko encounter kari deba darkar, see gote psycho criminal,
ହେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ
ଏଭଳି ଗୁଣର ସାନ ଭାଇ ସମାଜରେ, ପରିବାର ରେ ରହିବାର ଯୋଗ୍ୟ ନୁହେଁ । ଏ ଏକ ହିଂସ୍ର ପଶୁଠାରୁ ବି ଅଧିକ । ଏ ଭଳି ବାପାଙ୍କ ମୁଁହରେ ସାମାନ୍ୟ ଦୁଃଖ ବି ପରି ଲକ୍ଷିତ ହେଉନାହିଁ |
Emiti Bhai bhagawan kebe kahaku na diantu
ଏମିତି ସ୍ବାର୍ଥବାଦୀ ଭାଇ ଅଛନ୍ତି ଅନେକ
ହେ ମହାପ୍ରଭୁ ଭଗବାନ ଜଗତର ରକ୍ଷା କର 🙏🙏😢😢
🥹😭🥹😭😭😭Besi kasta lagila recording suni ହେ ଭଗବାନ୍ 😭🥹😭🥹😭
Badmas ta se
ଭଗବାନ ସବୁ ହିସାବକିତାବ କରିସାରିଛନ୍ତି। ସବୁ ସୁଧ, ମୂଳ ସହିତ ଦେଇଦେବ ହେଲା । ତୁ କଣ ଭାବୁଛୁ ଭାଇ ଙ୍କୁ ମାରିକି ଖୁସିରେ ରହିବି, ଖୁବ କମ ସମୟ ରେ ପରିଣାମ ଭାଗିବୁ ସେତେବେଳେ ଚିନ୍ତା କରିବୁ , ମୁଁ ଅତିତରେ ବଡ ଭୁଲ କାମ କରିଥିଲି । 🤣😂ଅପେକ୍ଷା କରିଥାଅ । 🤣😂
Kan Karithilaa Don't Laugh Tell Mee Kan Karithilaa
ଏ ପାଗଳ କୁ ଫାସୀ ବି କମହେବ,ବଡଭାଇ ବାପା ସମାନ କଣ କଲୁ ରେ ପାଗଳ 😢
ପରିବାର ର ସମସ୍ତେ ଦାୟୀ ତା ବପା ମିଛ କହୁଛି
ବାପା ମାଙ୍କର ଭୁଲ୍ ଵେଧପିଲା ଜନ୍ମକଲେ କଣ ହବ
Bapa maa knu bhul diantu nai
ଭାଇ ନୁହେଁ ଏ ଗୋଟେ ରାକ୍ଷସ ମତେ ଇଛା ହେଉଛି ସେ ପିଲା ଙ୍କୁ ମାରି ଦେବା ପାଇଁ 😡ହେଲେ ମୁଁ ସେମିତି କରି ପାରିବିନି 😢
Bapa ଟା ବି ହାରାମି laguchi
Tama bhali loka mananka pain bina dosa re ta bapa danda paibe
@@ajhar831କିଛି ଭୁଲ କହି ନାହାଁନ୍ତି
ଜୟ ଜଗନ୍ନାଥ ଏମିତି ଭାଇ ଦୁନିଆ ରେ କାହାକୁ ନ ଦେଉ 😢🙏
ଏମିତି ଭାଇକୁ ଫାଶୀ ଦରକାର 🙏🙏
ହାରାମି 😢 କଣ କଲୁରେ ତତେ କେବେ ଭଗବାନ୍ ମାପେ କରିବେ ନାହିଁ 😡😡😡
Criminal ନା ରେ case ନ ଦେଇ ଘରେ ରଖିଛ😡😡syco ରାଗ ହେଲେ ବାପା ମା କୁ ବି ମାରିଦବ
Satare
@Prabina143 au tamaku kn laguchi
ୟେ କଳି ଯୁଗ ,ତାକୁ ଫାଶୀ ଦୀୟ ,ଜୟ ଜଗନ୍ନାଥ।
ପୁଅ ମରିଗଲା ପରେ ବି ବାପା ଙ୍କ ରିଏକ୍ସନ କିଛି ନାହିଁ......suspense 🙏🙏🙏🙏🙏🙏
ସାନଭାଇକୁ ଫାସିଦିଆଯାଉ ନହେଲେ ଭଗବାନ ଛାଡିବେ ନାହିଁ
ସମସ୍ତଙ୍କ ପରିବାର ରେ ଏମିତି ଭାଇ ଅଛି
ରେ ସାନ ଭାଇ ବୁଝିପାରିଲୁନି ଜୀବନ ସାରା ତୁ ପସ୍ତେଇବୁ
Bhai bada bhai sabu bele sana bhaiku guideline kariba au tme taku raga bhabiki plz emiti bhul kara nhi. 😢😮😢
ହେ ଭଗବାନ..! ଏମିତି ଦୋଷୀକୁ ଦଣ୍ଡ ନ ହେଲେ ଦୁନିଆରେ ଅନ୍ୟାୟ ବଢିବ... Police ନିଜଆଡୁ FIR କରି case file କରିବା କଥା.... Reporter ମାନେ ବିଭିନ୍ନ ବାଜେ ଜିନିଷକୁ ନେଇ ସବୁଠି ପ୍ରଶ୍ନ କରୁଥିବା ବେଳେ ଏ ଘଟଣାରେ ଦଣ୍ଡବିଧାନ ପାଇଁ police ପାଖରେ ଦାବି ରଖିବା କଥା...
Paribar ra sadajantra police action neba uchit
Sesa samaya re b se ta bhai ku khyama kari dei chaligala😢 bhagaban tanku nija pakhe rakhantu🙏😭
ପୋଲିସ ନିଜ ଆଡୁ FIR କରି କୁକୁର କୁ ଜେଲ କୁ ପଠାଉ ଶଳା କୁ ପାଖରେ ପାଇଲେ ହାଣି ଦିଅନ୍ତି
ବିଷ ଖାଇକି ସୋଇପଡ଼ ସାନଭାଇ 😡
କାରଣ ବଞ୍ଚିରହିଲେ ପ୍ରତି ମୁହୂର୍ତ୍ତରେ ମରିବ।
Bapa maaa total paribara misiki sada jantra kariki bada bhai ku mari dele..nahele bapa maa sana pua na re case karithante..Bahut dukha lagila bada bhaira katha suni😢😢
ସାନ ଭାଇ କୁ gail ହଉ ଆଜୀବନ
ସେ ମରିଯାଇଥିବା ପିଲାଟି ଆମ ସାଙ୍ଗ। ବହୁତ୍ ଭଲ ଆଉ ନିରୀହ ପିଲାଟିଏ, ସେ ମରିଯିବା ଆଜିକୁ ଏକ ମାସ ହେଇଗଲାଣି। ଭଗଵାନ ତା ଆତ୍ମା କୁ ଶାନ୍ତିରେ ରଖନ୍ତୁ।
Ta bhai ku dhari le ki police
Ta bhai ku kiye uskai thibe nihati
Nai ta family hi case ku suicide show karik chapibaku try karichanti.....au police pakhaku case b jaini....
Amiti news suni bahut dukho laguchi, akhi ru luho asigola
Taku v tame Mane bisa dei dia
ଏମିତିକା ଭାଇ କାହାକୁ ନ ମିଲୁ
ଏମିତିଆ ବିଷାକ୍ତ ଲୋକ ବହୁତ ଅଛନ୍ତି , ବଡ ଭାଇ ଭଉଣୀ ମାନେ ଟିକେ ତାଗିତ କଲେ କିମ୍ବା ଟିକେ ଚିଡିକି କିଛି କହିଲେ ସେମାନେ ସହି ପାରନ୍ତି ନାହିଁ, ବଡ ଭାଇ ଭଉଣୀ ମାନଙ୍କୁ ମଧ୍ୟ ଶତୃ ପରି ଦେଖନ୍ତି, ମୁ ଏମିତିଆ ଘଟଣା ବହୁତ ଦେଖିଛି , ବଡ ଭାଇ ଭଉଣୀ ମାନେ ସାନ ଭାଇ ଭଉଣୀ ମାନଙ୍କୁ ବହୁତ ଭଲ ପାଆନ୍ତି କିନ୍ତୁ ସାନ ଭାଇ ଭଉଣୀ ମାନେ ବୁଝି ପାରନ୍ତିନି, ଦେଖାଣିଆ ପ୍ରେମ ସେମାନଙ୍କୁ ବହୁତ ଭଲ ଲାଗେ ,😢😢
ବାପ ର ତ ଟିକେ ହେଲେ ମୁହଁରେ ଦୁଃଖ ନାହିଁ ନର୍ମାଲ byte ଦଉଚି
Thik katha kahila bhai
Sata katha
Thik Katha
se bapa re maa nuhe . bapa kebe durbala hueni . se durbala hele dunia rahibani
ଫାଶୀ ଦିଅ ତାକୁ ନ ହେଲେ ସାନ ଭାଇ ମାନଙ୍କୁ କଣ ଶିକ୍ଷା ମିଳିବ,,😢😢 ଏ ପରି ଅପରାଧ କରିବା ଆଗରୁ ଯେମିତି tk ବି ଭାବିବେ,,
ଜୀବନ ଦୁର୍ବିସହ ପାଲଟିଯିବ ଏମିତି ଦୃଶ୍ୟ ସତରେ କେତେ କଷ୍ଟ ଦାୟକ, କୁହାଯାଏ ତୁ ଭାଇ ନୁହେଁ ତୁ ମୋର ଛାଇ, ଛାଇ ପାଖରୁ ଅଲଗା ହୁଅନି ଦେହ ଭାଇ ପାଖରୁ ଦୁରେଇ ଯାଏନି ଭାଇ, ଯେତେ ରାଗ ଅଭିମାନ ଥିଲେ ଭାଇ ଦେହରେ ଧୂଳିଟିଏ ପଡ଼ିଲେ ସହି ପାରେନି ଭାଇ, କେମିତି ରେ ପାଗେଳା ଏମିତି କର୍ମ କଲୁ ତୁ ଏଇ ସମାଜ ରେ ତୁ ତ ଦୋଷୀ ହୋଇ ଘୁନ୍ୟ ଦୁଷ୍ଟିରେ ସବୁଦିନ ରହିଯିବୁ ହେଲେ ଭଗବାନ ଙ୍କ ଦ୍ୱାର ରେ ସାରା ଜୀବନ ମହାପାପୀ ହୋଇ ଏମିତି ବୁଲିବୁ ତତେ କୋଉଠି ଜଗା ମିଳିବନି, ଯାହାର ତୁ କ୍ଷତି କରିଲୁ ଦୁନିଆରୁ ତାକୁ ବିଦାୟ ଦେଲୁ ସେ ସିନା କ୍ଷମା କରିଦେଲେ ହେଲେ ତୋ ଅନ୍ତର ଆତ୍ମା କେବେ ତତେ କ୍ଷମା ଦେବନି ତୁ ଗୋଟେ ଘୁନ୍ୟ ମହା ପାପି, ସେମିତି ଛଟ ପଟ ହୋଇ ମରିବି ଯେମିତି ତୋ ଭାଇକୁ ମାରିଛୁ... 😭😭😭😭😭
ଆନନ୍ଦପୁର କେନ୍ଦୁଝର କେଉଁ ଗ୍ରାମ ର ଏଇ ଘଟଣା??
Salapada kaloni
ହେ ଭଗବାନ 😭😭😭😭😭😭😭😭😭 ଇଏ ମଣିଷ ନୁହଁ
Gote nararupi rakshasa
ଆଜିର ଯୁଗରେ ଯୋଉଠି ବାପାମାଆ ଭାଇ ଭଉଣୀ ସବୁ ନିଜ ରକ୍ତ ର ହେଇ ବି ଯଦି ନିଜର ନୁହଁ ତା ହେଲେ କାଲି ଯେଉଁ ଅଜଣା ଝିଅ ବା ପୁଅ ର ବିଷୟ ରେ ନଜାଣି ନିଜ ବାପାମାଆ ଙ୍କ କଥା ରେ ରାଜି ହେଇ ବାହା ହେବା କୁ ଆଗେଇ ଆସୁଛ ସେଟା କେତେ ଦୂର ଠିକ୍ କୁହ 😂😂 be Alert ⚠️ କେହି କାହାରି ନୁହନ୍ତି ସ୍ଵାର୍ଥ ଓ ସମ୍ପତ୍ତି ଆଗରେ ସବୁ ଅନ୍ଧ.. ଏଠି କେବଳ ମୂର୍ଖ ଚୋର ଙ୍କ ମୁହଁ ଟାଣ .. କର୍ମ returns
ଅଣ୍ଟା ଛୁରୀ ତନ୍ତି କାଟି ଦେଲା 😢
ଶିକ୍ଷା, ସଂସ୍କାର ଓ ପରିବାର ଏ ତିନୋଟି ଠିକ ନ ରହିଲେ ଏହିପରି ସବୁ ଅଘଟଣ ଘଟିବ l
ଏ ଭିଡ଼ିଓ ଦେଖି ମୋ ଆଖିରେ ଲୁହ ଝରିଗଲା 😭😭😭😭
ହେ ଭଗବାନ ଏମିତି ଭାଇ କାହାକୁ ନ ଦିଅନ୍ତୁ
satre
ବଢିଆ
ଆକୁ ଏମିତି ଦଣ୍ଡ ଦିଅ ଯେ ଆଉ କେହି ଏମିତି ସାହସ କରିବେନି,,, ସମସ୍ତେ ଜାଣିବା ଦରକାର କି ଏମିତି ଅପରାଧ କଲେ କି ଫଳ ମିଳେ
ବାପା ମା ବି ପଇସା ପାଇଁ ନିଜ ଵପୁଅକୁ ଅଲଗା କରୁଛନ୍ତି ଯଉ ପୁଅ ପଶା ଦେବ ତାକୁ ପୁଅ କହୁଛନ୍ତି
ଆଜି କାଲିର ସାନ ଭାଇ ମାନେ ବଡ଼ ଭାଈ ର 1 ନମ୍ୱର ଶତ୍ରୁ,ସେ ତା ପାଇଁ ଯେତେ ଯାହା କରୁ ଶେଷରେ ବଡ଼ ଭାଈ ର ସବୁ ଦୋଷହୁଏ,🤔
ଖବରଟା ଦେଖେଇବା ହିଁ ଅପଣକର ଭୁଲ୍ ନନ୍ଦିଘୋଷ ଟିଭି
ଯଦି ଭାଇ ଭାଇ ମଧ୍ୟରେ ଏହି ଭଳି ହୁଏ ତା'ହେଲେ କେଉଁ ବଡ଼ ଭାଇ ନିଜ ସାନ ଭାଇକୁ ତାଗିଗ କରିବନି l 😭ଭିତରେ କୋମଳ ଆଉ ବାହାରେ ଶକ୍ତ ମନୋଭାବକୁ ନେଇ ନିଜ ଭାଇକୁ ଉପଦେଶାତ୍ମକ କଥା କହିବ ନାହିଁ l ମା ପେଟରୁ ନିଜେ ନିଜର ବାଟ ଖୋଜିବେ ଏବଂ ମା ପେଟରେ ହିଁ ଭଗାରୀ ହୋଇଯିବେ l ଭାଇ ବୁଝିବନି ଯେ ଭାଇର ସ୍ନେହ କ'ଣ.........
ବାର୍ତ୍ତାଟି ସେମାନଙ୍କ ହୃଦୟକୁ ସ୍ପର୍ଶ କରିବ ଯିଏ କି ଗୋଟେ ବଡ଼ ଭାଇ ହୋଇଥିବ...😭😭😭😭😭...
❤❤great bodo bhai❤❤sathore emithika bodo bhai miliba kosto❤❤
ବହୁତ୍ ଦୁଃଖ ର ବିଷୟ
He prabhu😢😢ghara ra Sana pila Mane ate danger
ଘାତକ କାହାର ନୁହେଁ ଏହିପରି ଜନ୍ତୁ କୁ ମାରିଦେବା ଦରକାର
ହାରାମି ଗର୍ଦାର ସିଂହ ଠୁଁ ଆହୁରି
ଭୟଙ୍କର 🙏🙏🙏🙏🙏 🙏🙏🙏🙏 🙏🙏🙏🙏
ଆପଣ ମାନେ ଭୁଲ କହୁଛନ୍ତି ସେତା ତା ଭାଇ ହେଇନ ଥିବ. କାଉ ଭାଇ ଅହି ଭଳିଆ କାମ କରିପାରେ କି କେବେବି ନୁହଁ. ସେଇଟା ଭାଇ ନଥିଲା. ସେଇଟା ଗଟେ ରାକ୍ଷସ
ସତରେ ଶଳା ବୋପା - ରୁ ଜନମ ବିଷ
ଖାଇଦେ
ଗାଁ ଲୋକେ କେସ ଦେବା ଦରକାର ନଚେତ
ତୁମେବି ହିଞ୍ଜଡ଼ା ରେ ଗଣା ଯିବ 🙏🙏🙏🙏🙏
Sange Sange fasi yaku fasi diajau
ସାନ ଭାଇ ଚଗଲୁ ଏମିତି ମରଣ ଦିଅ ଏ ସମାଜ ଥରିଯିବ,
He prabhu tume Saha ki news dekhi bu mote melila😢😢😢
ଏ ଆଜି ବଡ଼ ଭାଇ କି ମାରିଛି କାଲି ବାପା ମା ଙ୍କୁ ବି ମାରିଦେଇ ପରେ, ଏ ପିଲା ବଡ଼ ହେଲେ କାଲି ବାହା ବି ହେବା ଏଭଳି ଚିନ୍ତା ଧାରା ର ମଣିଷ ଙ୍କୁ ଖୋଲା ରେ ଛାଡ଼ିବା ଠିକ୍ ହେବ ନାହିଁ। ଏମାନଙ୍କ ବିଷାକ୍ତ ଚିନ୍ତା ଧାରା ପରିବେଶ କୁ ଦୂଷିତ କରିପାରେ। ଏଥିରେ ପୋଲିସ୍ କୁ ନିଜ ଆଡୁ ତଦନ୍ତ କରି ସେ ପିଲା କୁ ଦୋଷ ଦିଅନ୍ତୁ। ଯଦି ପରିବାର ର ଲୋକ ସାମିଲ ଥାଆନ୍ତି ତେବେ ସମସ୍ତଙ୍କୁ ଦଣ୍ଡ ଦିଆଯିବ ଦରକାର । ବାପା ମା ଜନ୍ମ ଦାତା, କିନ୍ତୁ କର୍ମ ଦାତା ନୁହନ୍ତି । ଦୟାକରି ଏ ଉପରେ ତଦନ୍ତ କରାଯାଉ।🙏
ଶଳା ବାପ, ପୁଅ ଦୁଇଜଣଯାକ ସାମିଲ ଅଛନ୍ତି
,
ଭାଇ ହେଲା ଭଗାରି
ଅନ୍ୟ ଜାତିରେ ବାହାହୋଇଯିବ ବୋଲି କଣ ଜୀବନରୁ ମରିଦେବ ।
ହେ ଭଗବାନ ଇଏ କଣ ହେଲା
ମଣିଷକୁ ସବୁବେଳେ ନିଜ ର ଇନ୍ଦ୍ରିୟ ଉପରେ କାବୁ ରହିବା ଦରକାର 😢
ବହୁତ୍ ଦୁଃଖ ହଉଚି
ବିଚରା ବଡ଼ ଭାଇ କୁ ବିଷର ଯନ୍ତ୍ରଣା ଠାରୁ ଧୋକା ର କଷ୍ଟ ଅଧିକ ହଉଚି ତାଙ୍କ କଥାରୁ ଜଣା ପଡ଼ୁଛି 🥺
ସାନ (ଚଗୁଲୁ) ଆମ ସ୍କୁଲ ରେ ପଢୁଥିଲା ଆମ ଉପର batch re
ଏମିତିକା ଲୋକ ହିଁ ଦିନେ criminal ହେଵେ ଏମାନଙ୍କୁ ଛାଡିଵା କଥା ନୁହେଁ
ଆରେ ଭାଈ ମୋ ପାଖେ ଭାଷା ନାହି ଘୋର କଳି କାଳ......😢😢😢😢😢🙏🙏🙏🙏🙏🙏🙏🙆🙆
He bhagwan sesare amiti ghatana ghatibaku thila 😢😢😢😢 sesa re bhaiku chinhi parilani chhi 😢😢
Hay bhagwaan 🥺
Ki katha suni baku miuchi bhagaban
ଏ ପାଗଳ ମାଗିହା ଭାଇ ନୁହେଁ ଭାଇ ନାମ ରେ କଳଙ୍କ ଏ ପାଗଳ ମାଗିହା କୁ ଜେଲ ରେ ଆଜୀବନ ସଜା ହେବାର କଥା..😢
ହତ୍ୟା ଅପରାଧୀ କୁ ମୃତ୍ୟୁ ଦଣ୍ଡ ହେବା ଉଚିତ୍ !
ଆରେ ବେଧୁଆ ବିଶ୍ଵାସ ରେ ବିଷ ଦେଲୁ ଆରେ ମୋଓ ଭାଇ ସହିତ କେତେ ଯୁକ୍ତ ହୁଏ କେତେ ଝଅଗଡା ହୁଏ ହେଲେ ମୁଁ ମୋଓ ଭାଇ ସେମିତି ଆଗ ପରି କଥା ହେଉ କିନ୍ତୁ ମୁଁ ରାଗି ଲାଆ ବେଳେ ଭାବେନି ମୋଓ ଭାଇ ର ଖେଂତି କରିବି ଖେଂତି ତ ଧୁଉରର କଥା ଭାଆବିବା ପାଆ ପଅ 😢😢😢
KALIJUGA RAE SESA SAMAY. HAY PRABHU JAGANNATH KI JUGA HAYLA. JAY JAGANNATH.
କି ଭାଇରେ ତୁ ଭାଇ ର ଜୀବନ ନେଇଗଲୁ । ତୁ ଭାଇର ଜୀବନ ନାଉଚୁ ବୋଲି ଜାଣିବି ସେ ଭାଇ ତତେ କ୍ଷମା କରିଦେଇଛି କିମିତି ତୋ ହାତ ଗଲରେ ମୋ ଆଖିରେ ଲୁହ ରହୁନି ସେ ଅଡିଓ ଶୁଣିକି ଓଃ କି ବିକଳ ହଉଚି ଭାଇଟା।ସେ ରାକ୍ଷସ କୁ ବିଷ ଦେଇକି ମାରିବା କଥା। ଦେଵବ୍ରତ ପରି ଭାଇ କୋଟି ପୁଣ୍ୟ କରିଥିଲେ ମିଳେ ତୁ ରାକ୍ଷସ ସେଭାଇକୁ ମାରିଦେଲୂ ତତେ ତ ନର୍କ ରେ ବି ଜାଗା ମିଳିବନି । ରାକ୍ଷସ
Same at my home
My husband and his youngest brother
Exactly same
He is like same
Not giving us space to live
Even I returned from death.
Still my husband not telling him anything.
Exactly same
It comes tear on my eyes
Inform to your family members
@@Economics365
Everyone knows my husband also. but not ready to listen to me.
Husband Blindly support him also father in law supports younger brother
too much tedious matter .
I have two daughters.
@@learnwithpurvigoodli147 inform to your own father's house and be careful, would you tell your case in short?
He bhagban amiti Bhai kahaku na milu 😭😭😭😭😭😭........Bhai Naa re kalanka ......
Emiti bhai bi achhantii duniyare
He prabhu 😢😢 ama anandpur re emiti heichhi
Sabu Sana bhai seia
ଏହିସମୟରେ ପୋଲିସ୍ ଆକ୍ସନ ନେବା ଉଚିତ ଆଗକୁ ଭାଇ ଭାଇ ବିତରେ ଏମିତି ଘଟିପାରେ ପୋଲିସ ଆକ୍ସନ ନନେଲେ ଆଗକୁ ଗଟିପାରେ
बड़ा भाई इन्सान के रुप में एक भगवान थे 🙏🙏