Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଯିଏ ତୁମକୁ ଭୁଲ ବୁଝୁଛି ...ଭୁଲ ବୁଝିବାକୁ ଦିଅ ।ଯିଏ ତୁମକୁ ଘୃଣା କରୁଛି...ଘୃଣା କରିବାକୁ ଦିଅ।ଯିଏ ତୁମକୁ ନିନ୍ଦା କରୁଛି... ନିନ୍ଦା କରିବାକୁ ଦିଅ ।କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ।କି କେହି କାହାକୁ ବୁଝିପାରନ୍ତି ନାହିଁ ।ଭଗବାନ ପରି ଲୋକ ଏ ସଂସାରେ ଘୃଣା, ନିନ୍ଦା,ସନ୍ଦେହ,ଅପମାନ, ସବୁ ସହିଥିଲେ ଆଉ ଆମେତ ତୁଛ ମଣିଷ ।ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ ।କିନ୍ତୁ ଚାଲିଯାଇଥିବା ସମୟ ବହୁତ କିଛି ଶିଖେଇ ଦିଏ କିନ୍ତୁ ସେ ସମୟ ଆଉ ଫେରିନଥାଏ ।।✍️ ସତ୍ୟ, ଢ଼େଙ୍କାନାଳ
ଯିଏ ତୁମକୁ ଭୁଲ ବୁଝୁଛି ...ଭୁଲ ବୁଝିବାକୁ ଦିଅ ।
ଯିଏ ତୁମକୁ ଘୃଣା କରୁଛି...ଘୃଣା କରିବାକୁ ଦିଅ।
ଯିଏ ତୁମକୁ ନିନ୍ଦା କରୁଛି... ନିନ୍ଦା କରିବାକୁ ଦିଅ ।
କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ।
କି କେହି କାହାକୁ ବୁଝିପାରନ୍ତି ନାହିଁ ।
ଭଗବାନ ପରି ଲୋକ ଏ ସଂସାରେ ଘୃଣା, ନିନ୍ଦା,ସନ୍ଦେହ,ଅପମାନ, ସବୁ ସହିଥିଲେ ଆଉ
ଆମେତ ତୁଛ ମଣିଷ ।
ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ ।
କିନ୍ତୁ ଚାଲିଯାଇଥିବା ସମୟ ବହୁତ କିଛି ଶିଖେଇ ଦିଏ
କିନ୍ତୁ ସେ ସମୟ ଆଉ ଫେରିନଥାଏ ।।
✍️ ସତ୍ୟ, ଢ଼େଙ୍କାନାଳ