Janata Zindabad News | କହିଦେଲେ ବିଧାୟକଙ୍କ ବଢିବ ଦରମା କେତେ ! | Odisha MLAs demand salary hike|OdiaNews

Поделиться
HTML-код
  • Опубликовано: 29 янв 2025

Комментарии •

  • @sanatannath229
    @sanatannath229 Месяц назад +39

    ଏଠି ,ଠିକା କର୍ମଚାରୀ 12 ରୁ 14 ଘଣ୍ଟା କାମକରି 8 ରୁ 10 ହାହାର ପାଉଛନ୍ତି ,,ଲଜ୍ୟା ଲଜ୍ୟା

  • @mikunkumar8861
    @mikunkumar8861 Месяц назад +18

    ବିଧାୟକ ମାନଙ୍କୁ କଣ ପାଇଁ ଏତେ ଟଙ୍କା ଦରମା ଦିଆ ଯାଉଛି.... ତାଙ୍କର pay scale କିଛି ଅଛି କି?? ସେବା କରିବା କୁ ଆସିଛନ୍ତି ସେବା କରନ୍ତୁ... ପେନସନ ବି କଣ ପାଇଁ ଦିଆଯିବ.... ଯିଏ ଯେତେ ଥର ବିଧାୟକ ହବ ସେତେଥର ପେନସନ ନବ... ଇଟା କେମିତିକା ନିୟମ... ଗୋଟେ ଲୋକ ଏକାଧିକ ଥର କଣ ପାଇଁ ପେନସନ ନବ...

  • @ugrasenbal8799
    @ugrasenbal8799 Месяц назад +4

    ଅତି ସୁନ୍ଦର

  • @PurnachandraPanda-vx2nj
    @PurnachandraPanda-vx2nj Месяц назад +49

    ରାଜନୈତିକ ବ୍ୟକ୍ତିମାନଙ୍କର ଦରମା ସାଧାରଣ ଜନତା ସ୍ଥିରକରିବା ଦରକାର ବିଧାୟକ କିମ୍ବା ବିଧାନସଭା ର ଅଧିକାର ନାହିଁ ।

  • @chintusamantaraya8139
    @chintusamantaraya8139 Месяц назад +6

    Thank you news 18 good topic

  • @ajayakumarbeherabehera5697
    @ajayakumarbeherabehera5697 Месяц назад +11

    ବିଧାୟକ ମାନଙ୍କ ପାଞ୍ଚ ବର୍ଷ କାର୍ଯ୍ୟ କାଳ ଭିତରେ ଶିକ୍ଷାଗତ ଯୋଗ୍ୟତା ଏବଂ ତାଙ୍କର ପରିଶ୍ରମ ଅନୁସାରେ ଦରମା ଧାର୍ଯ୍ୟ କରିବା ଦରକାର
    ପେନସନ ବନ୍ଦ କରିବା ଉଚିତ୍

  • @ANKITA-q4d
    @ANKITA-q4d Месяц назад +13

    ଜଣେ ସରକାରୀ କର୍ମଚାରୀ ୬୦ବର୍ଷ ପର୍ଯ୍ୟନ୍ତ ସେବା ଦେଲେ ପେନ୍‌ସନ୍ ମିଳୁନି ଏମାନେ ୫ ବର୍ଷ ସେବା କଲେ, କାହିଁକି ମିଳିବପେନସନ୍ ତା'ପୁଣି ୨/ ୩ ଟା ଲଜ୍ୟା ଲାଗୁନି ଦରମା ବୃଦ୍ଧି ଚ଼ିନ୍ତା କରୁଛନ୍ତି' ' ଏମାନଙ୍କ ଦରମା ହେବାକଥା ନୁହଁ ଏଥିପାଇଁ ବିଜେପି ସରକାରର ବାଜପେୟୀ ଦାୟୀ

  • @AshokPatel-vz1qp
    @AshokPatel-vz1qp Месяц назад +10

    ଦେଶକୁ ଅନ୍ନ ଯୋଗାଉଥିବା କୃଷକଙ୍କ ପାଇଁ ବେତନ ର ବ୍ୟବସ୍ଥା କରାଯାଉ। ସାମ୍ବାଦିକସେବା କରୁଛି ମାତ୍ର ତା ପାଇଁ ମଧ୍ୟ କିଛି ସରକାର କରୁନାହିଁ।

  • @MrupyunjayaPradhan
    @MrupyunjayaPradhan Месяц назад +2

    ବିଧାୟକଙ୍କ ବରମା ବଢିବା ନିହାତି ନିନ୍ଦନୀୟ ଅଟେ,

  • @DhadubandhuLenka
    @DhadubandhuLenka Месяц назад +2

    ବିଧାୟକଙ୍କୁ ଦରମା ବଢାନ୍ତ ଏମାନେ ଚାକିରିଆ କି ବଢିବ କାହିଁକି ଅବସର ନେଇଜାନ୍ତ

  • @gokulanandadas4048
    @gokulanandadas4048 Месяц назад +4

    ଦରମା ବୃଦ୍ଧି ହେବ ପ୍ରସ୍ତାବରେ ଶାସକ ବିରୋଧୀ ସବୁ ଏକ , କୌଣସି ଜଣେ ବିଧାୟକ କହିନାହାନ୍ତି ଓଡ଼ିଶାର ଋଣଭାର ଲକ୍ଷେ କୋଟି ରେ ପହଞ୍ଚିଲାଣି ,81% ଲୋକ ଗରିବୀ ସୀମାରେଖା ତଳେ , ତେଣୁ ଦରମା ବୃଦ୍ଧି ନା କରି କାମ କରାଯାଉ , ଆଉ ସବୁ ବିଧାୟକ ମାନଙ୍କ ମାସିକ / ବାରିକ ଆୟ ତଦନ୍ତ କରାଯାଉ , ବାସ୍ତବରେ ବାବୁ ମାନଙ୍କର ଉପୁରି ରୋଜଗାର ଦରମାର 50 ଗୁଣ ,ଏଠି totaly darama na milile bi neta ହେବାକୁ ବାଡ଼ିଆ ପିତ୍ତା ,

  • @prafullakumarbehera7774
    @prafullakumarbehera7774 Месяц назад +23

    ସମସ୍ତ ମତଦାତା MLA ମାନଂକର ଦରମା ବୃଦ୍ଧି ପ୍ରସଙ୍ଗକୁ ବିରୋଧ କରିବା ଉଚିତ୍ l

  • @SantoshMandal-gu6mm
    @SantoshMandal-gu6mm Месяц назад +9

    MLA ମାନେ ତ ବିଭିନ୍ନ ଉପାୟରେ ମୋଟା ଅଙ୍କର ଟଙ୍କା ପାଉଛନ୍ତି , ବଢିବା କଥା ନୁହେଁ

  • @tumeswarmandal7449
    @tumeswarmandal7449 Месяц назад +1

    ବିଧାୟକ ମାନଙ୍କ ଦରମା ବର୍ତ୍ତମାନ ବହୁତ ଅଧିକ ପାଉଛନ୍ତି, ପୁଣି ଯେତେ ଥର ସେମାନେ ଜିତିବେ ସେତିକି ପେନସନ ଅଧିକ ପାଇବେ.ଯେତେବେଳେ ବିଧାୟକ ନିର୍ବାଚନ ଲଢେ଼ କୋଟି କୋଟି ଖର୍ଛ କରି ନିର୍ବାଚନରେ ବିଜୟ ହୁଏ. ସେମାନଙ୍କ ପାଖରେ କୋଟି କୋଟି ଟଙ୍କା ଅଛି, ପୁଣି ସେମାନେ ଜନସେବା କରିବାପାଇଁ ଯାଇଛନ୍ତି, ସେହିଦୃଷ୍ଟିରୁ ଦେଖିବାକୁ ଗଲେ ଦରମା ପାଇବା ଯୋଗ୍ୟ ନୁହଁନ୍ତି. ଯଦି ଯୋଗ୍ୟ ତେବେ ପଂଚାୟତିରାଜ ବ୍ୟବସ୍ଥାରେ ଯେଉଁ ବ୍ୟକ୍ତିବିଶେଷ ନିର୍ବାଚିତ ହୁଅନ୍ତି ସେମାନଙ୍କୁ କାହିଁକି ପତରଅନ୍ତର କରୁଛନ୍ତି. ଯଦି ବିଧାୟକ ଲକ୍ଷେ ଦରମା ମିଳିବ ତାର ଅଧା ଏମାନଙ୍କୁ ମିଳିବା କଥା. ଅଧିକ ଦରମା ପାଇ ମଧ୍ୟ ବିଧାୟକମାନେ ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଲକରୁ ପିସି ଆଦାୟ କରନ୍ତି. ତ ଏମାନଙ୍କୁ କାହିଁକି ଦରମା ଦିଆଯିବ. ଯାଗୋ ଜନସାଧାରଣ ଯାଗୋ.......

  • @sudhansusekhardash9010
    @sudhansusekhardash9010 Месяц назад +3

    ଏ ହେଉଛି ଆମ ଦେଶ, ଆମ ସମ୍ବିଧାନ, ବିକାଶ ର କର୍ଣ୍ଣଧାର ହେଲେ ଦେଶ ସେବକ ବା ସେବକ। ଦରମା ର ସଂଜ୍ଞା କଣ, କାହା ପାଇଁ ଦରମା, ସେମାନେ କଣ ଚାକିରି କରିଛନ୍ତି, କଣ କହିବା କାହାକୁ କହିବା।

  • @biswanathsitha5142
    @biswanathsitha5142 Месяц назад +3

    ଲୋକ ପ୍ରତିନିଧି ହେଇ ଦରମା ମାଗୁଛନ୍ତି ,ସେମାନେ କଣ ସରକାରୀ କର୍ମଚାରୀ କି ?? ସେମାନେ କଣ ୩୦୦ ଦିନରେ ଦୈନିକ ୬ରୁ ୮ ଘଣ୍ଟା କାଟୁଛନ୍ତି କି ? ବିଧାୟକ ମାନଙ୍କ ଦରମା ବୃଦ୍ଧି ଇଦଂ ଗ୍ରହଣୀୟ ନୁହେଁ ।

  • @biswambharmanahira966
    @biswambharmanahira966 Месяц назад +4

    MLA ମାନେ ଆମ ରାଜ୍ୟକୁ ଲୁଟି ଖାଇଗଲେ l ସାଧାରଣ କର୍ମଚାରୀଙ୍କର ଆଗ ଦରମା ନ ବଢ଼ାଇ ନିଜର ବଢ଼ାଉଛନ୍ତି l ସେମାନେ ସେବା କରୁଛନ୍ତି କି ଦେଶ କୁ ଲୁଟିବାକୁ ଜିତିକି ଆସିଛନ୍ତି l ଚୋର ସଲେ l ବର୍ତ୍ତମାନ ବିଜେପି ସରକାର ଶିକ୍ଷା ପାଇଁ କଣ କଲେ ଣି l ଛିଛି ଏହା ବିଜେପି ର ଓଡ଼ିଆ ଅସ୍ମିତା l

  • @sudarsanmaharana230
    @sudarsanmaharana230 Месяц назад +1

    ନ୍ଯୁଜ୧୮ କୁ ଧନ୍ୟବାଦ। ଏଥିପାଇଁ ନିର୍ବାଚନ କମିଶନର ଙ୍କୁ ପକ୍ଷ କରନ୍ତୁ। ସେ ହେଉଛି, ଦୁର୍ନୀତି ପ୍ରାୟୋଜକ।

  • @AshokPatel-vz1qp
    @AshokPatel-vz1qp Месяц назад +8

    ବିଧାନସଭାରେ ମଜା କରି ଦରମା ବଢ଼ୁଛି ଯିଏ ଜୀବନକୁ ପାଣିଛଡାଇ ଦେଶ ସେବା କରୁଛି ତା ପାଇଁ କିଛି ନାହିଁ।

  • @pravatkumardutta864
    @pravatkumardutta864 Месяц назад +13

    ସେବକ କହିଥିବା ଲୋକର ଦରମା ମାଲିକଠାରୁ ଅଧିକ ହେବ କେମିତି ?,,,,,,,

  • @rabindrasahoo1394
    @rabindrasahoo1394 Месяц назад +7

    MLA, minister,Mp nka salary kichhi na diya jau😊

  • @BhubaneswarBehera-nr8ir
    @BhubaneswarBehera-nr8ir Месяц назад +3

    ବିଧାୟକ ମାନେ ସରକାରୀ କର୍ମଚାରୀ ନା ରାଜନେତା ବା ଜନ ସେବକ.. ଛି ଛି ଛି ଲଜ୍ୟା...

  • @jayaprakashdash6918
    @jayaprakashdash6918 Месяц назад +1

    ବିଧାୟକ ଙ୍କ ଦରମା ବଢାଇବା ପାଇଁ ସବୁ ଦଳ ଏକ, କିନ୍ତୁ ସର୍ବ ସାଧାରଣ ଙ୍କ କୈାଣସି ଯୋଜନା କଲେ ବିରୋଧ ଏମିତି କି ସୁବୁଦ୍ରା ଟଙ୍କା ନେବାକୁ ବି ମନା କରା ଯାଉଛି,ଓ ଲକ୍ଷ ଲକ୍ଷ ଟଙ୍କା ଖର୍ଚ ରେ ବିଧାନ ସଭା କିମ୍ବା‌ ଲୋକ ସଭାରେ ସର୍ବ ସାଧାରଣ ଙ୍କ ଯୋଜନା କଲା ବେଳେ ହଟ ଗୋଳ କରି ଲୋକଙ୍କ ଟେକ୍ସ ଟଙ୍କା ବରାଦ କରୁଛନ୍ତି।

  • @mbjnews
    @mbjnews Месяц назад +3

    ବିଧାୟକ ଙ୍କ ଦରମା କେତେ ବଢିବ ସେଥିପାଇଁ ସାଧାରଣ ଜନତା ଭୋଟ ଦିଅନ୍ତୁ କିମ୍ବା ମତା ମତ ନିଅନ୍ତୁ ।

  • @BimbadharMangaraj
    @BimbadharMangaraj Месяц назад +4

    ସେବା ନାମରେ ଶୋଷଣ କରୁଛନ୍ତି
    ଦରମା ନାମରେ ଅୟସ କରୁଛନ୍ତି
    ଦେଶକୁ ଲୁଟୁଛନ୍ତି-ଗୁଣ୍ଡା ଗର୍ଦି କରୁଛନ୍ତି-ଦେଶ ଓ ରାଜ୍ଯ ରାଜ୍ଯରେ
    ଏକତା ନଷ୍ଟ କରୁଛନ୍ତି-

  • @surendranathlenka3599
    @surendranathlenka3599 Месяц назад +4

    ସେମାନେ ପ୍ରଥମେ ସ୍ପଷ୍ଟ କରନ୍ତୁ ସେମାନେ ନିର୍ବାଚିତ ପ୍ରତିନିଧି ନା ଏକ ଚାକିରୀଆ ?

  • @pratimasatpathy8582
    @pratimasatpathy8582 Месяц назад

    Jay Jagannath 🙏🏻

  • @umasankar6931
    @umasankar6931 Месяц назад +2

    Best program

  • @sbcreation371
    @sbcreation371 Месяц назад +24

    ଯେଉଁ ବିଧାୟକ ଙ୍କୁ ଦରମା ହଉନି ରେଜିଗ୍ନେସନ ଦେଇଦିଅନ୍ତୁ ।

  • @sewanayak945
    @sewanayak945 Месяц назад +7

    ଆଉ ଓଡିଶାବାସୀଙ୍କୁ ଲୁଟିବା ପାଇଁ ଚାଲିବନୀତ ସେଇଥିପାଇଁ ଦରମା ବଢ଼ାଓ 😜👍

  • @gourisankarpadhy1972
    @gourisankarpadhy1972 Месяц назад +3

    ନେତା ମନ୍ତ୍ରୀ ଯେଉଁ ଦଳ ପାଇଁ କାମ କରୁଛନ୍ତି ସେହି ଦଳ ଦରମା ଦେବା ଉଚିତ, ସରକାରୀ ତହବିଲରୁ କାହିଁକି?

  • @pkpanda1371
    @pkpanda1371 Месяц назад +5

    ବିଧାୟକ ମାନଙ୍କୁ ଦରମା ବନ୍ଦ କର। ନିଜେ ଘରୁ ଖାଇ ଆସିବେ ଓ ଲୋକ ଙ୍କ ସେବା କରିବେ। ଯେ ହେତୁ ସେମାନେ ଲୋକ ସେବକ। ନିଜ ଘର ଜମି ବିକ୍ରି କରି ଲୋକ ସେବା କରିବେ।
    ବିଧାୟକ ମାନେ ଖଦୀ ବସ୍ତ୍ର ପରିଧାନ କରନ୍ତୁ। ମୋଟର ସାଇକେଲ ରେ ବସି ଲୋକ ଙ୍କ କଥା ବୁଝିବେ। ଶାଗ ପଖାଳ ଖାଇ ଲୋକ ସେବା କରିବେ। କୁଡ଼ିଆ ଘରେ ରହି ସେବା କରିବେ। Rajdhani ରେ ଘର କରିବେ ନାହିଁ। ଏ ସବୁ କଥା ନ ମାନିଲେ ସେ ବିଧାୟକ ହେବା ଦରକାର ନାହିଁ। ବିଧାୟକ ମାନେ ଭୋଟ ବେଲେ କୋଟି କୋଟି ଟଙ୍କା ବ୍ୟୟ କରି ବିଧାନ ସଭା କୁ ଆସୁ ଛନ୍ତି। ଏମିତି ଘଟଣା ରେ ଦରମା ଗୋଟେ କଣ?? ବିଧାୟକ ଶବ ମଧ୍ଯ ବୋହିବେ। ଶବ ବାହକ ଗାଡ଼ି ନ ଆସିଲେ। ବିଧାୟକ ମାନେ ପେନସନ ପାଇବେ ନାହିଁ। ବସ ରେ ଯିବା ଆସିବା କରି ବେ।b

  • @mikunkumar8861
    @mikunkumar8861 Месяц назад +5

    ଦରମା ଆଉ ପେନସନ ବନ୍ଧ କରିଦେଲେ କେହି ଆଉ ସେବା କରିବା ପାଇଁ ବାହାରିବେ ତ....

  • @praveenmusic9015
    @praveenmusic9015 Месяц назад +2

    ଗଜପତି ମହନା ନିର୍ବାଚନ ମଣ୍ଡଳୀର M L A ତ କିଛି କାମକୁ ନାହିଁ ,ନିର୍ବାଚନ ପରେ ତାଙ୍କ ମୁହଁ ଦିଶୁନାହିଁ ।

  • @basantakumarpanda9022
    @basantakumarpanda9022 Месяц назад +4

    ଅନ୍ୟ ରାଜ୍ୟ ର ବାର୍ଦ୍ଧକ୍ୟ ଭତ୍ତା ସହ ଓଡ଼ିଶା ର ବାର୍ଦ୍ଧକ୍ୟ ଭତା କୁ ତୁଳନା କରାଯାଉ।

  • @skmohapatra-kj3vu
    @skmohapatra-kj3vu Месяц назад +4

    MLA salary 30r thousand heu beshi nuenh

  • @cuteepie7953
    @cuteepie7953 Месяц назад +2

    ମହାଶୟ ନେତା ମନ୍ତ୍ରୀ ଏମେଲେ ଏମ୍ପି ଦୟାକରି କହିବେକି ଆପଣମାନେ ଲୋକକଂ ସେବାକରିବାକୁ ଆସିଛନ୍ତି ନାଚାକିରି କରିବାକୁ ଆସିଛନ୍ତି। ତୁମମାନକୁଂ ଖରାପଲାଗିବାକଥା ହଇଓ ବାର୍ଧକ୍ୟଭତା ଦେବାକୁ ସରକାରଙ୍କପାଖେ ପଇସା ନାହିଁ ତୁମର ଦରମା ଭତା ପେନସନ୍ ଘୁ ଘୁ ହୋଇ ବଢିଯାଉଛି। ଛି ଛି ଏଇଟା ବଡ ଲଯ୍ୟାଜନକ କଥା ଅବିବେକି କଥା ଆଉ ହାସ୍ୟାସ୍ପଦ କଥା।। 😂😮😅

  • @narendrabehera1623
    @narendrabehera1623 Месяц назад +4

    Odisha ru dadan jauchhanti se chinta nahi MLA darama chinta odisha re rojkar diya tapare darama badhile kehi aapati karibeni

  • @satyajitmohapatra459
    @satyajitmohapatra459 Месяц назад +3

    Goa is a beautiful state, where less amount of salary is paid to People's representative.

  • @AbhimanyuKanhar-c4c
    @AbhimanyuKanhar-c4c Месяц назад +1

    ଗନଶିକ୍ଷ ମାନଙ୍କର ଦରମା ୧୦୦୦୦ନେତା ମାଙ୍କ ଦରମା ୧୦୩୦୦୦୦କେତେ କାମ କରନ୍ତି ବେକା ରାଜକୋର ଲସ ହେଉଛି

  • @harekrshnasahu-wf1ef
    @harekrshnasahu-wf1ef Месяц назад +1

    😊 ଆଜ୍ଞା ମନ୍ତ୍ରୀ ମାନେ ଲକ୍ଷ ଲକ୍ଷ ଟଙ୍କା ଦରମା ପାଇଁ ମଧ୍ୟ ଏମାନଙ୍କୁ ଅନ୍ଟୁନାହି ଯେଉଁମାନେ ଆହୁରି ଅଧିକ ଦରମା ଚାହୁଁ ଛନ୍ତି।ଆଉବ୍ରୁଦ୍ଧବ୍ରୁଦ୍ଧା ମାନେ ତ ଆରାମରେ ଚଳୁଛନ୍ତିଆଉ ତାଙ୍କୁ କାହିଁକି ବର୍ଦ୍ଧିତ ଭତ୍ତା ଦେବେ।

  • @veer25808
    @veer25808 Месяц назад +3

    ବି.... ଫଟା ମାଡ ଦରକାର ଦରମା ନାହିଁ

  • @rjitmitalivlogs6494
    @rjitmitalivlogs6494 Месяц назад +1

    ବିଧାୟକ ଙ୍କର ଦରମା ବଢିଲେ ଦୁର୍ନୀତି କମିବ....... ତାପରେ ସେମାନେ ଆମ ପ୍ରତିନିଧି ତାଙ୍କ ଦରମା ବଢୁ..... ଆମେ ବି ବିଭିନ୍ନ ଯୋଜନା ପାଉଛେ ନା.....

  • @GovardhanNayak-fx4qs
    @GovardhanNayak-fx4qs Месяц назад +2

    MLA ମାନେ ପିସି ନେବା ବନ୍ଦ କରନ୍ତୁ ଦରମା ବଡାନ୍ତୁ 😂

  • @PramodBal
    @PramodBal Месяц назад +2

    ନେତାଙ୍କ ପେଣ୍ଟ ଖୋଲିଗଲା ରେ 😂😂

  • @sunilsardar9257
    @sunilsardar9257 Месяц назад +1

    ଯିଏ ଵିରୋଧ କରୁଛନ୍ତି ସିଏ ଥରେ ଵିଧାୟକ ହୁଅନ୍ତୁ ତାପରେ ଜାଣି କହିଵେ

  • @UllasKumar-ve7ve
    @UllasKumar-ve7ve Месяц назад +1

    ସାର୍ ଜୟ ଜଗନ୍ନାଥ,
    ୨୦୨୪ ବିଧାନସଭା ରେ ହୋଇଥିଵା ପ୍ରଶ୍ନ, ସରକାରଙ୍କ ଉତ୍ତର ରେ ସଂପୂର୍ଣ୍ଣ ଅସନ୍ତୁଷ୍ଟ ଅଛନ୍ତି,୧୧୦୦୦ ଅଲ୍ ଓଡିଶା ସିଭିଲ ଡିଫେନ୍ସ ପିଲା,
    ସରକାର ପରିହାସ କରୁଛନ୍ତି ଆମକୁ,
    ଆପଣ ଆମକୁ ସାହାଯ୍ୟ କରନ୍ତୁ
    ଆମର ପ୍ରଶ୍ନ ସରକାରଙ୍କ ଉତ୍ତର... ଉପରେ ଆମେ ସଂଘର୍ଷ କରିବୁ....

  • @sunilsardar9257
    @sunilsardar9257 Месяц назад +1

    ପ୍ରଥମେ ଜନତା ନିଜେ ସଚେତନ ହେବା ଆବଶ୍ୟକ, ନିର୍ବାଚନ ଵେଳେ ଵିନା ଟଙ୍କାରେ ଜିନ୍ଦାବାଦ କରନ୍ତୁ କୌଣସି କାର୍ଯକ୍ରମରେ ଟଙ୍କା ନ ଦିଅନ୍ତୁ।

  • @manoranjan647
    @manoranjan647 Месяц назад +1

    Very good discussion

  • @DhrubaMishra-qt2ck
    @DhrubaMishra-qt2ck Месяц назад +1

    Sadharana mata re samastanka banchibara adhikara achi.2.pratinidhi mane hin sarakara.3.semane ichakale semananka darama ra bichara karibe.4.kintu sarakari karma chari,outsorsing,thikadari,jeunmane swalpa betana pauchanti samastanka vabisyata ku aga bichara kari tapare pratinidhi mane semananka vabisyata bichara kariba uchita.aga anyaku khusi kariba tapare ame tahiba eha sathik bichara.a perjyanta saptamabetana commission upare karmachari pai nahanti.

  • @sarbeswarbaskey1359
    @sarbeswarbaskey1359 Месяц назад

    Understand all humanbings primary teachers are hard worker, founder and society changer.........

  • @rabinarayanmohapatra4733
    @rabinarayanmohapatra4733 Месяц назад +3

    MLA mane seba nuha khaiba jananti. Dahara behya.

  • @rabinarayanmohapatra4733
    @rabinarayanmohapatra4733 Месяц назад +3

    Jaukama pai qualification darkar nahi tabe darama kahiki darkar.

  • @rabinarayanmohapatra4733
    @rabinarayanmohapatra4733 Месяц назад +2

    MLA nka darama pura nil hele valaloka asante politics ku. Docoitie karibaku asichanti politics.

  • @HiralalSahu-bb3hl
    @HiralalSahu-bb3hl Месяц назад +2

    Congrass Odisha re Next Government

  • @chintusamantaraya8139
    @chintusamantaraya8139 Месяц назад

    Right sir

  • @PabitraJena-b5b
    @PabitraJena-b5b Месяц назад

    Very good news ❤❤❤❤

  • @alokbhoi2106
    @alokbhoi2106 Месяц назад

    Right katha

  • @ramakantapadhan2396
    @ramakantapadhan2396 Месяц назад

    Good news chennal

  • @kailashmohanta6476
    @kailashmohanta6476 Месяц назад +1

    ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଆଳୁ ୧୦ ଟଙ୍କାରେ ଖାଇବ। ଚାଷୀ ମରି ଯାଉ।
    କିନ୍ତୁ ତାଙ୍କ ଦରମା ଅଢେଇ ଲକ୍ଷ ହେଉ

    • @jayaprakashdash6918
      @jayaprakashdash6918 Месяц назад

      ପ୍ରଥମେ ଡିଉଟି କରିବା ଆବଶ୍ୟକ, ନଚେତ୍ ତାଙ୍କରି ବି ଦରମା ବନ୍ଦ ହେବା ଆବଶ୍ୟକ।

  • @NityanandaSahoo-ny1ko
    @NityanandaSahoo-ny1ko Месяц назад +1

    ସେବକ ମାନଙ୍କର ଦରମା ୩ ଲକ୍ଷ କରାଯାଉ କାରଣ ସେମାନେ କୋଟିପତି. ଚଳିବ କଷ୍ଟ ହେଉଥିବ.

  • @AbcdAbcd-z3y
    @AbcdAbcd-z3y Месяц назад +1

    Darama badiba pain kahucha ti lajya nahin ?

  • @ranjanmallick6797
    @ranjanmallick6797 Месяц назад

    ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ମାତ୍ରା 50ହଜାରରେ ଶିକ୍ଷିତ ପିଲାମାନେ ଅଛନ୍ତି ଲୋକଙ୍କୁ ସେବା ଦେବାପାଇଁ

  • @ChikuChiku-k1t
    @ChikuChiku-k1t Месяц назад +4

    Darama badiba kn darkar

  • @rabindrasahoo1394
    @rabindrasahoo1394 Месяц назад

    Good debate 👏👏👏

  • @sukantkumardash2059
    @sukantkumardash2059 Месяц назад +4

    Jama darama neba uchit nuha....they r not govt employee

  • @sudamcharanprusty
    @sudamcharanprusty Месяц назад

    ବିଧାୟକ ମନ୍ତ୍ରୀ ମାନଙ୍କ କେତେ ଦରମା
    ବଢିବ କୌଣସି କମିଟିର ବ୍ୟବସ୍ଥା ଆମ
    ସମ୍ବିଧାନ ରେ ନାହିଁ। ସେମାନେ ଆଇନ ତିଆରି କରନ୍ତି। ତାଙ୍କ ହାତରେ ସେ ଟା ଅଛି।
    କିନ୍ତୁ ଯୋଉମାନେ ରାଜରାସ୍ତାରେ ବିନା ଦରମାରେ ପାଠ ପଢ଼ୁଛନ୍ତି 18 ବର୍ଷ ହେଲା
    ପୁଣି କିଏ 35 ବର୍ଷ ଚାକିରୀ କଲା ପରେ ଶେଷରେ ଔଷଧ ଖାଇବାକୁ ପଇସା ଟିଏ
    ପାଉ ନାହାଁନ୍ତି ବୁଢ଼ା ବୟସରେ ଭିକ ମାଗି
    ଚଳୁଥାନ୍ତି ,ଆହୁରି କେତେ ସମସ୍ୟା ଆକୁ
    ସମାଧାନ କରି ନିଜ ଦରମା ବଢ଼ାନ୍ତୁ

  • @AnkitKumarBehera-t5g
    @AnkitKumarBehera-t5g Месяц назад +4

    bidhayak mane janata nko seba kariba badala re Rajyosh luti ba re byasto. Kana pai darama badhib 5barsha pare pention kana pai dia jauchhi

  • @ranjansahoo4391
    @ranjansahoo4391 Месяц назад

    Dhikse bidhyanku . Jeumane swadhinata pare bidhyaka heithile samanku darama milu nathila. Ebe kana pain.

  • @KanhaChandran
    @KanhaChandran Месяц назад

    Good news

  • @BhupenBhupen-e3b
    @BhupenBhupen-e3b Месяц назад +1

    90% bidhayaka kotipati ,au eha kehi manna karibeni ki kichinkara site incom rahichi. Duniya subidha sujog miluchi, tathapi tanku ahuridarkar. Etthi chasi, gariba, sadharana janata sosita. Puni taupare ladaheba netanka bojha 😮.

  • @bikrambarik8257
    @bikrambarik8257 Месяц назад

    ସମାଜ କୁ ଗଠନ କରିବା ଶିକ୍ଷକଙ୍କ ଦରମା 11100/ ଟଙ୍କା କିନ୍ତୁ ବିଧାୟକଙ୍କ ଦରମା 250000/- wow କି ସରକାର୍ BJP ସରକାର୍ ଭାରତୀୟ ଜୁମ୍ମଲା ପାର୍ଟୀ

  • @jitendrasahu4123
    @jitendrasahu4123 Месяц назад +1

    Masaku 5kg chaula debar katha aktankiya chaul save khaeibe

  • @bikramcharanmalik6734
    @bikramcharanmalik6734 Месяц назад +1

    Sabu lutiki khaichal alpadina .
    Rajyara mukhya mudda upare alochana heunahi.
    Jay Jagannath swami 🙏❤️🎉❤️🎉

  • @JayakrishnaSahu-yv2xc
    @JayakrishnaSahu-yv2xc Месяц назад +2

    Deithiba pratisruti pura na karile salery nebe,but P.C kete neichanti inquire heba darakar.

  • @Chandan.....2682
    @Chandan.....2682 Месяц назад +1

    Jibon re reporting nahin ki kichhi kama nakole b salary pension miluchhi, no work no salary no pension hou. Loko ethi 10000 tanka job kole b work done report dionti emane kn karuchhanti ki pension nebe puni salary badhiba katha nuhan. Patho podhi pila ethi tuition karuchhanti job nahin MLA/MP nka kete jana puo jhio dadon/tuition karuchhanti👍🏻

  • @sukantkumardash2059
    @sukantkumardash2059 Месяц назад +1

    Alajuk salary Mane govt employee with requisite quality

  • @aneetamaam6535
    @aneetamaam6535 Месяц назад +3

    Ame sabu highly qualified heiki job paunu.. Unemployed hoiki basichu.. Aau e murkha MLA MP 2.5 lakhs darama paibe.. Kau khati khati mari jauchanti ki.. Ame patheichu tanku.. Semane ama samasya ra samadhan karantu.. Bekari dura karantu sarkaar.. Koti koti tanka lut kariki ayaesh karu chanti aau sethire puni high salary paibe.. Ame hard labour kari kari age chali jauchi.matra tanka lancha debaku nanhi boli mana lakhi job paunu... Mrg v kari parunu.pua jhia mane..family chalei hebani boli pua mane mrg karibaku bimukh.. Aau e neta mane nija swarth dekhu chanti.. Next time Nota re vote debu

    • @SKJSTL
      @SKJSTL Месяц назад

      We are very unfortunate . Uneducated MLAs are ruling State 😢😢😢😢😢😢😢and We common people suffering severely 😢😢

  • @pratapbiswal7507
    @pratapbiswal7507 Месяц назад +1

    Ganatantra ru puni odisha rajatantra haba

  • @sasibhusansahoo7684
    @sasibhusansahoo7684 Месяц назад +2

    Salary badhile odisha re fire jaliba, mla nka salary maximum 5k kara jau

  • @adds8322
    @adds8322 Месяц назад +1

    Politician , Babaa ei di taa bhala career ebe. . Qualification not required.

  • @TikanaDas
    @TikanaDas Месяц назад

    ରାଜନିତିଛାଡିଦିୟ

  • @jitendrasahu4123
    @jitendrasahu4123 Месяц назад +1

    Bhagat Singh rajguru sukhdev desa seba Paine ketedarama neuthile amane Kona takathanu bada despremiann itaku aktanka bi nedebar katha

  • @niranjanmahalik9172
    @niranjanmahalik9172 Месяц назад

    Good night

  • @ashokkumar-hg1zj
    @ashokkumar-hg1zj Месяц назад

    Sarkar anusare janata hauchi raja...bartaman janata decide karu darama badhibaki nahi...boss janata

  • @rajendrasahu6096
    @rajendrasahu6096 Месяц назад

    ସାର ଆପଣ କୁହନ୍ତୁ ସେମାନେ କଣ ଡାଲି ଚାଉଳ କଣ ଅଧିକ ଦେଇକି ଆଣନ୍ତି କି....

  • @ranjansahoo4391
    @ranjansahoo4391 Месяц назад

    😅Jeun votermane vote dei nirbachita karithile seimane tanka darama sthira kariba darkar. Pratek nirbachan mandallire.

  • @rasmihial6064
    @rasmihial6064 Месяц назад +1

    Teacher manaku besi salary dia

  • @sarbeswarbaskey1359
    @sarbeswarbaskey1359 Месяц назад

    First increase old man,Old women and widow pension

  • @hmbholaff4213
    @hmbholaff4213 Месяц назад

    Jadi bidhayank daramabadhile bhut bele jabab debu

  • @sudhirsahoo7942
    @sudhirsahoo7942 Месяц назад +1

    MLA Mane khaibaku paunahanti tanka salary badhu kintu Block grant teacher Mane 30 barsa service Kari darama nahin ki pension nahin .Prathame Block grant teacher nka pension byabasta karantu

  • @mikunkumar8861
    @mikunkumar8861 Месяц назад

    Minimum salery dia jau....

  • @akhilchandrabarik6440
    @akhilchandrabarik6440 Месяц назад

    Salary of MLAS may immediately be Hiked.

  • @Chandan.....2682
    @Chandan.....2682 Месяц назад

    Ethi block grand teacher mananka salary aji b kichhi heiparilani but MLA nka salary bodhiba badalare kota jau aau ex-mla nka pension bond heu dekhiba kete jana social worker baharibe politics re👍🏻

  • @natabaranaik5026
    @natabaranaik5026 Месяц назад +2

    M,L.A,mananku,total,bahar,korontu,Odisharu,amane,kon,kale,ki,.maza,lagu,nahi.

  • @indranidash6216
    @indranidash6216 Месяц назад

    A agnya mane samaste Right katha kahuchhanti .

  • @rakeshkumarmahakul7968
    @rakeshkumarmahakul7968 Месяц назад

    MLA are getting everything for free, there should not be case of salary।

  • @pradhan3056
    @pradhan3056 Месяц назад

    Kn paien darama nebe ,kan tank bapa sampti thoichanti.. ye niyam badaliba uchit

  • @mahadevsingh9216
    @mahadevsingh9216 Месяц назад

    MLA,MP,PM SALARY NOT INCREASE