ଜୟ କୋଶଲ ଜୟ କଂଗ୍ରେସ......ଏଭେ ନାଇଁ ତ କେଭେ ନାଇଁ... ମନୋଜ ମିଶ୍ର ର ଜବାବ୍

Поделиться
HTML-код
  • Опубликовано: 25 дек 2024

Комментарии • 470

  • @kanhubehera7950
    @kanhubehera7950 8 месяцев назад +3

    ଦେଶ ଦ୍ରହି ମାତୃ ଦ୍ରହି ତତେ ବାଡେଇ ବା କଥା ତ ପାଇଁ ଆଜି ଓଡିଶା ଭାଗ ଭାଗ ହେବାକୁ ଯାଉଛି
    ଜୟ ଜଗନ୍ନାଥ
    ଜୟ ଓଡ଼ିଶା

  • @Chittafitmove
    @Chittafitmove 8 месяцев назад +2

    ନିର୍ବାଚନ ଆସିଲେ ଏ ସବୁ କଥା ଆସେ କିନ୍ତୁ ଆପଣ ଏତେ ମାତ୍ର ରେ ଘୃଣା ମନୋଭାବ ଯାତ କରାଉଛନ୍ତି ,ଏହା କେବଳ ରାଜନୈତିକ ଫାଇଦା ପାଇଁ ନିଜର ପଦ ପଦବି ଆଉ କ୍ଷମତା ହାସଲ କରିବା ପାଇଁ।।।‌ଦ‌ୟା କରି ରାଜନୀତିରେ ରେ ମନ ଦିଅନ୍ତୁ ବିଭାଜନ ରେ କି ଘୃଣା ଭାବ ରେ ନୁହେଁ। ବନ୍ଦେ ଉତ୍କଜନନୀ

  • @uttamkubehera9216
    @uttamkubehera9216 8 месяцев назад +4

    "ବନ୍ଦେ ଉତ୍କଳ ଜନନୀ"
    ⭕️❗️⭕️ #ଜୟ_ଜଗନ୍ନାଥ ⭕️❗️⭕️

  • @Humanityindia2305
    @Humanityindia2305 8 месяцев назад +3

    ଜୟ ଜଗନ୍ନାଥ ତୋ ପାଟି ରେ ପସୁ ନାହିଁ ପାପୀ
    ମୁଁ ଭାବୁଥିଲି ତୁ ଗୋଟେ ଶିକ୍ଷିତ କିନ୍ତୁ ଆଜି ଜାଣିଲି ତୁ ଗୋଟେ ଗଜମୂର୍ଖ ଛି ଛି ଧିକ୍ ତୋ ମଣିଷ ପଣିଆ 😢 ଧିକ ତୋ ଚିନ୍ତା ଧାରା ଧୀକ
    ମୋତେ ଲାଗୁଛି ତୁ କେବେ ଓଡ଼ିଆ ବୁଲି ନାହୁ ପଶ୍ଚିମ ଓଡ଼ିଶା ଅପେକ୍ଷା ପୂର୍ବ ଓଡ଼ିଆ ରେ ଅଧିକ ଗରିବ ଲୋକ ଅଛନ୍ତି

  • @SUNDARNAIK143
    @SUNDARNAIK143 8 месяцев назад +2

    ଠିକ୍ କଥା କହିଲ ଅଧିକାଂଶ ଲୋକ କଟକିଆ ମାନେ ଏକା ଆମର ପଶ୍ଚିମ ଓଡ଼ିଶାରେ ଚାକ୍ରି କରିଛନ ଆଉ ଆମର ଆଡାର ଲୋକ କେ ଚାକ୍ରି ନି ମିଳିବାର ବାହାର ଦାଦନ ଯାଉଛନ ନିହାତି କୋଶଳ ରାଜ୍ୟ ଦରକାର ଜୟ କୋଶଳ

    • @vrsvlogs4.094
      @vrsvlogs4.094 8 месяцев назад

      ଆରେ ସମସ୍ତେ କହୁଛନ୍ତି ବିକାଶ କରିଦେବୁ ବୋଲି। କେହି ଜଣେ ହେଲେ କହୁଛନ୍ତି କି ପରିବେଶ ର ସୁରକ୍ଷା କରିବେ ବୋଲି????ଏ ସବୁ ରାଜନୈତିକ ସ୍ବାର୍ଥ ପାଇଁ ଖରାପ ରାଜନୀତି କରୁଛନ୍ତି। ଆଜି କାଲି ଯେଉଁ ଭଳି ଭାବରେ ଗ୍ରୀଷ୍ମ ର ଅତ୍ୟଧିକ ଉତପ୍ତତା ପାଇଁ ଯେଉଁ ଭଳି ଭାବରେ ପ୍ରତ୍ୟେକ ଜୀବ ଛଟପଟ ହେଉଛନ୍ତି, କିଛି ଦିନ ପରେ ଏହି ବିକାଶ ସବୁ ବିନାଶ କରି ପକାଇବ। ତେଣୁ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ।ଲଦାଖ ଖବର ଅଛି ଯଦି ଜାଣିପାରିବେ। ଆମେ ଏଇ ରାଜନୀତି ଯୋଗୁଁ ଆମ ଭାଇଚାରା କୁ ହତ୍ୟା କରୁଛେ। ପୃଥିବୀ ହେଉଛି ଆମର ଏକମାତ୍ର ମା'।ଆମେ ସବୁ ଆମ ମାନଙ୍କର ସ୍ବାର୍ଥ ପାଇଁ ପୃଥିବୀ ମା' ର ଶୋଷଣ କରିଚାଲିଛନ୍ତି। ପ୍ରଥମେ ଆମେ ପରିବେଶ କୁ ସୁସ୍ଥ କିପରି ଭାବେ ରଖିବା ସେଥି ନିମନ୍ତେ ଚିନ୍ତା ଏବଂ ଚେଷ୍ଟା କରିବା ଆବଶ୍ୟକ।
      ଧନ୍ୟବାଦ।

    • @sashikantamohanty1235
      @sashikantamohanty1235 8 месяцев назад

      Hm patha padhiba nahin. Katkia chakiri neigle..

  • @dolamanistarproduction1911
    @dolamanistarproduction1911 8 месяцев назад +4

    Jay koshal - aabhe ne ta kebhe nai

  • @nirakarasahu8622
    @nirakarasahu8622 8 месяцев назад +3

    ରାଜ୍ୟ କୁ ଭାଙ୍ଗିବା ଉଦ୍ଦେଶ୍ୟ ଏହାର .....

  • @kulamanimendilimendili6715
    @kulamanimendilimendili6715 8 месяцев назад +2

    ମନୋଜ ଭାଇ ଜିନ୍ଦାବାଦ ଜଏ କୋଶଳ

  • @binay8377
    @binay8377 8 месяцев назад +3

    ହଁ ଭାଇ ପୂର୍ବ ଓଡ଼ିଶା ତ ଜାପାନ ଆଉ ୟୁରୋପ ହେଇ ଯାଇଛି ଆଉ ପଶ୍ଚିମ ଓଡ଼ିଶା ବିଶେଷ କରି କୋଶଳ ଆଫ୍ରିକା ଠାରୁବି ପଛେଇ ଯାଇଛି। ଏ ସମସ୍ୟା ସମସ୍ତ ଓଡ଼ିଶାର, ଜୟ କୋଶୋଳ, ମୟୂରଭଞ୍ଜ, କୋରାପୁଟ , ପୁରୀ ନ ହେଇ, ବିନା ପାତରଅନ୍ତର ରେ କେମିତି ସାରା ଓଡ଼ିଶାର ଲୋକଙ୍କ ବିକାଶ କଥା ଚିନ୍ତା କର । ମଧୁବାବୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ନ କରିଥିଲେ ଏ କୁଜି ନେତା ଆଜି ଓଡ଼ିଶାରୁ ଖଣ୍ଡେ ମାଗି ନବାକୁ ସାହସ କରି ନଥାନ୍ତେ । ପଶ୍ଚିମ ଓଡ଼ିଶା ବାସୀ ସାବଧାନ ରୁହନ୍ତୁ ଏମିତି ଲୋକଙ୍କ ଠାରୁ 🙏

  • @MayadharaPatra-r3x
    @MayadharaPatra-r3x 8 месяцев назад +2

    ଧନ୍ୟବାଦ,

  • @lifefacts1055
    @lifefacts1055 8 месяцев назад +5

    Kehi kichhi ni karan jiti gale kia kahar

  • @RakeshSwain-p8n
    @RakeshSwain-p8n 8 месяцев назад +2

    Odisha ek, manoj mishra bhali hajare asibe jibe

  • @Majhiofficial1431
    @Majhiofficial1431 8 месяцев назад +2

    ଜୟ କୋଶଳ ରାଜ୍ୟ କି ଜୟ ଜୟ କଂଗ୍ରେସ୍ ପାର୍ଟି ❤ ମୋନୋଜ ଦାଦା କି ଜୟ ❤

  • @Uchhabapadha59
    @Uchhabapadha59 8 месяцев назад +5

    ତମର କୋଶଳ ପ୍ରେମ କେନେ ଥିଲା ଯେ ଇଛେ ଉଛୁଲୁଛେ ନିଜର ସ୍ବାର୍ଥ ଲାଗି ପ୍ରବଚନ ବୁଝାଉଛ ଲୋକ ହେତେ ଭ କୁଆ ନାଇ ନ ଭୁଲି ଯାଅ ନ ସପନ

    • @shisupalrana588
      @shisupalrana588 8 месяцев назад

      Hebare fusi chhita nai kar jay kosal

    • @jpofficial5440
      @jpofficial5440 8 месяцев назад

      Tame kaha Jay koshal tamku b support karmu

    • @mks5547
      @mks5547 8 месяцев назад

      ​@@shisupalrana588ଭ୍କୁଆ ବନୌଚେ କଂଗ୍ରେସ ଦଳର ମୁଖିଆ କହିଚେ ରାଜ୍ଯ ନି ବନେ e କହିଲେ କଣ ହେବା ମୋଦୀ ନବୀନ ହି କରି ପର୍ବେ ଇ କେଣ୍ଟେ କରି ମୋ ଟେ ବନ୍ବି ସର ଜୀବନ pention paime only vote for BJP MP

    • @vrsvlogs4.094
      @vrsvlogs4.094 8 месяцев назад

      ଆରେ ସମସ୍ତେ କହୁଛନ୍ତି ବିକାଶ କରିଦେବୁ ବୋଲି। କେହି ଜଣେ ହେଲେ କହୁଛନ୍ତି କି ପରିବେଶ ର ସୁରକ୍ଷା କରିବେ ବୋଲି????ଏ ସବୁ ରାଜନୈତିକ ସ୍ବାର୍ଥ ପାଇଁ ଖରାପ ରାଜନୀତି କରୁଛନ୍ତି। ଆଜି କାଲି ଯେଉଁ ଭଳି ଭାବରେ ଗ୍ରୀଷ୍ମ ର ଅତ୍ୟଧିକ ଉତପ୍ତତା ପାଇଁ ଯେଉଁ ଭଳି ଭାବରେ ପ୍ରତ୍ୟେକ ଜୀବ ଛଟପଟ ହେଉଛନ୍ତି, କିଛି ଦିନ ପରେ ଏହି ବିକାଶ ସବୁ ବିନାଶ କରି ପକାଇବ। ତେଣୁ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ।ଲଦାଖ ଖବର ଅଛି ଯଦି ଜାଣିପାରିବେ।
      ଧନ୍ୟବାଦ।

  • @mukeshtandi9578
    @mukeshtandi9578 8 месяцев назад +3

    Jay koshal ❤️❤️

  • @ramachandrakuanr3535
    @ramachandrakuanr3535 8 месяцев назад +3

    Right ❤❤

  • @vkbhai1452
    @vkbhai1452 8 месяцев назад +2

    କୋଶଳ ରାଜ୍ୟ ନାହିଁ ତି ହେବା କଥା ଜୟ କୋଶଳ ରାଜ୍ୟ 🚩🚩🚩🚩

  • @manojbibhar1207
    @manojbibhar1207 8 месяцев назад +2

    This election Congress win I am believe this

  • @jamrusmajhi6318
    @jamrusmajhi6318 8 месяцев назад +2

    Congratulations

  • @ashokkumarpradhan1674
    @ashokkumarpradhan1674 8 месяцев назад +2

    Jay Congress jindabad Manoj Bhai jindabad welcome 🎉🎉🎉

  • @Dullabhakumar-dv3ip
    @Dullabhakumar-dv3ip 8 месяцев назад +2

    Jay koshal 🚩✊✊🐅🐅🙏❤️❤️❤️

  • @e-schoolstudy1895
    @e-schoolstudy1895 8 месяцев назад +1

    Ethara bht bhal lagla tmar Nara daa🙏....Jay maa samlei Jay koshal 🙏 🚩

  • @RakeshSwain-p8n
    @RakeshSwain-p8n 8 месяцев назад +3

    Satare ama paschima odisha bhai mane tike sarala au emotional boli ye kheluchi tanka emotions ku astra kari

  • @jugeshwarbhue7376
    @jugeshwarbhue7376 8 месяцев назад +2

    ଜୟ କୋଶଲ ଜୟ କଂଗ୍ରେସ ଜୟ ମନୋଜ ମିଶ୍ର ସାର

  • @aswani1999
    @aswani1999 8 месяцев назад +2

    ଜୟ କୋଶଳ ଜୟ କଂଗ୍ରେସ

  • @Bs9L9106
    @Bs9L9106 8 месяцев назад +2

    Jai koshal Daaa....❤ We support you

  • @manojbibhar1207
    @manojbibhar1207 8 месяцев назад +1

    Ame Tamar sange Ac6u Dada Jay koshal
    And Jay Congress

  • @nirakarasahu8622
    @nirakarasahu8622 8 месяцев назад +2

    କୋଶଳ ନା ନେଇ ଭୋଟ ପାଇବାକୁ ଚାଁହୁଛି .....

  • @Durbadal_official
    @Durbadal_official 8 месяцев назад +2

    Jai Koshal Jai maa samalei

  • @SrabanKumar-l1n
    @SrabanKumar-l1n 8 месяцев назад +2

    ପାଠ ପଢ଼ିବ ନାହଁ ତ ବାଳ job ମିଳିବ

  • @TheCivilEngg129
    @TheCivilEngg129 8 месяцев назад +2

    Aeta katu satya katha. Odisha sharkar sabubele westerner odisha ku neglect karichi...seita infrastructure re hau ki helth sector re hau ki education sector re hau.
    Sabu jinishare neglect karichi.
    Maximum development project sabu coastal belt re hauchi.

  • @mrkhiladishowchannel92
    @mrkhiladishowchannel92 8 месяцев назад +2

    Maaa samalei ama odisha ra maa. kebala sambalpur nuha semiti jay Jagannath pura wourld ra sethi pai maa samalei bi kaha au jay Jagannath bi kaha...jay odisha bhi kaha..dekhibu sabu thik heijiba...ok😮😮😮😮😮😮

  • @Alokkumarshortvideo9583
    @Alokkumarshortvideo9583 8 месяцев назад +1

    ପଶ୍ଚିମ ଓଡ଼ିଶାରେ ସବୁ କମ୍ପାନୀ ଅଛି ପୂର୍ବ ରେ କଣ ବାଳ ଅଛି

  • @niranmeher6128
    @niranmeher6128 8 месяцев назад +2

    Jay koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩 Jay Koshal 🚩

  • @dileswarbiswal2962
    @dileswarbiswal2962 8 месяцев назад +6

    ମନୋଜ ଦାଦା, ଖାଲି ବଲାଙ୍ଗିର ରୁ ଦାଦନ ନାଈ ହୋ ବରହମପୁର ରୁ ବି ଯାସନ୍ । ତାର୍ ମାନେ ନାଈ ସେ ଯେ ସେମାନେ ଜୟ ବରହମପୁର କହବେ । 😢
    ରାଜନୀତି ଲାଗି ରାଇଜ କେ ଭାଗ୍ ନାଇ କର୍ । ତମେ ଏ ଓଡ଼ିଶା କେ ଗଢ଼ି ନଥଲ ହେ, ମନେରଖ ଭଲ୍ ସେ ।
    ପୂର୍ବାଚଂଳ ତମର୍ ୧୦୦ ପୁରୁଷ୍ ଆଗରୁ ଊନତ,ସେଥି ର୍ ଲାଗି ସେମାନେ ଧନୀ। ସେମାନେ ବୋଇତ ନେଇକରି ଜାଭା, ସୁମାତ୍ରା ଦୀପ୍ କେ ଯାଇ କରି ବାଣିଜ୍ଯ କରୁଥିଲେ ଆର୍ ତୁମର୍ ପୂର୍ବ ପୁରୁଷ୍ ମାନେ କାଣା କରୁଥିଲେ, ସେଟା ଟିକେ ଜାଣ ପହେଲା ।
    ବିକଶିତ ରାଜ୍ଯ ଲାଗି ସରକାର ପରିବର୍ତ୍ତନ କଲେ ସବକେ ଲାଭ ହେବା 🎉🎉🎉
    ସେଥିପାଇଁ ତୋ ୫ ବରଷ ରେ ଥରେ elction ହେଉଛି।
    ଦୟାକରି ଜୟ କୋଶଲ୍ ନାରା ରୁ ଦୁରେଇ କି ରହୁନ୍ ଏବଂ ଛୋଟ ପିଲାକୁଂ ବି ଏ ନାରା ରୁ ନିବୃତ୍ତ କରୁନ୍ ।
    ଆଶାକରେ ଏଥର ବୁଝି ପାରିଥିବେ ।
    ଜୟ ଜଗନ୍ନାଥ, ଜୟ ମା ସମଲେଇ ।

    • @DeepakKumar-b5c7v
      @DeepakKumar-b5c7v 8 месяцев назад

      Sabu distic ehi samasya ochi ehi sala new re political karuchi aau 💯 ru 100 micha acting karuchi ,katha kuhaa kapila kichi kama ku nai

  • @experimentresearch6742
    @experimentresearch6742 8 месяцев назад +2

    Kada jabab dada Nuapada thare buli asbe most welcome ❤❤❤❤

  • @uniqueblue2933
    @uniqueblue2933 8 месяцев назад +1

    Koshal amar Au sabu Bel amar raheba Jay Maa samalei Jay koshal

  • @funnyvideo-uq7vw
    @funnyvideo-uq7vw 8 месяцев назад +4

    ଓଡ଼ିଆ ସିନେମା ଉନ୍ନତି କରିବୁ କରିବୁ କହି mind game ରେ ସବୁ ବାହାର ଲୋକଙ୍କୁ କାମଦେଲୁ ଏବେ joy khosla କହି କହି Western ଓଡ଼ିଶା କୁ ଗଣ୍ଡିମାରିଦବୁ ଶଳା ହାରାମି madurchuda

    • @chinmayvlog21
      @chinmayvlog21 8 месяцев назад

      Haire murkha se Jane sadharana actor se gote jana kn karipariba odia industry pai...tme katkia choro gudaka taku support kala nai

    • @chinmayvlog21
      @chinmayvlog21 8 месяцев назад

      Sabu ta Cuttack bbsr East odisha sabu sarkar tme hathare gote paschim odisha loka kn karipariba....au paschim odisha loka odia film dekhanti nai nahele support karithante😂

    • @funnyvideo-uq7vw
      @funnyvideo-uq7vw 8 месяцев назад

      @@chinmayvlog21 aparijita,human Sagar, Nirmal nayak, Abhijit majumdar emane sabu top 1 ରେ ପହଁଚି ଗଲେ ସେମାନେ ତ କେବେ କହିନାହାନ୍ତି ଆମେ esterrn ବୋଲି ହଇରାଣ କରାଯାଉଛି।ଆଉ ଇୟାକୁ ସବୁ ଗାଣ୍ଡୀ ମାରିଦେଲେ l ଅଧିକା ରୁ ଅଧିକ aritist,singer, director sabu ଅଲଗା ଅଲଗା dist ru ସେମାନେ କାମ କରି chaluchhanti ଇୟକୁ ସବୁ ଗେହିପକେଇଲେ। ମନୋଜ chamcha ଶଳା ମୋ ଘର ଆଠମଲ୍ଲିକ ମୁ କଟେକ୍କିଆ ନୁହେଁ ତମେ ସଲେ ଗୋଟେ ଗୋଟେ ଦେଶ ଡ୍ରୁହୀ ସାରା ଓଡିଶା ଜନିଲାନୀ ମନୋଜ ହାରାମି ବୋଲି ତମେ ସାଲେ ମୂର୍ଖ କେତେଟା ଅଛ ଜନିପରୁନ ବୋକାଚୁଡ଼ା

    • @chinmayvlog21
      @chinmayvlog21 8 месяцев назад

      @@funnyvideo-uq7vw so mu murkha??? 😁 Tumara qualification janipare bro??
      Katha rahila paschim odisha ra , hv u ever been to western odisha before??? Nija area ku development na kale awaz utheiba kn bhul ?? tax amara v Tama sarkar tma rule development v tmra ame Kan maribu??? Ama loka dadan khatibe ? Bro be practical govt ra bhul ku bhul kuha hela....

    • @chinmayvlog21
      @chinmayvlog21 8 месяцев назад

      @@funnyvideo-uq7vw mu nije odisha ra division ra against achi jadi paschim odisha ku emiti pachua Karu thiba bele division nischinta heba Max ru max paschim odisha loka janile ni e katha

  • @bhajanrana5209
    @bhajanrana5209 8 месяцев назад +1

    ହାତୀ ଗଲା ବେଳେ କୁକୁର ଭୁକସି ହେଟା କେ କଥା ମାଡ଼ି ଚାଲ ଯାହା ହେବା ଦେଖା ଜିବା ❤ଜୟ କୋଶଳ❤

  • @THE_END_PART_FAIL
    @THE_END_PART_FAIL 8 месяцев назад +2

    Right bhai

  • @asutoshhota669
    @asutoshhota669 8 месяцев назад +2

    Mr. Mishra tume gute bhal actor hei para bhal Rajneta hei para kintu jay koshal kahucha kana koshal state karbar lagi tumar pache kete Jan neta achan aao kete neta chahunchan koshal state karbar lagi khali tume akla Jay koshal kahi dele nai hue dada Jay koshal kahi kari election ta jiti b gala jadi koshal state nai hela ta eta amar pura paschim odisha ra aao koshal ra public ra emotion sange khel khelbar chada aao kichi naise dhanyabad apankar koshal lagi bahut piyar ache sethir lagi bahut bahut dhanyabad

  • @khagendraratai6753
    @khagendraratai6753 8 месяцев назад +2

    Jay koshal jay Manoj

  • @Bikashpadhan123
    @Bikashpadhan123 8 месяцев назад +1

    Jai koshal jay congress

  • @ashokbhoi6532
    @ashokbhoi6532 8 месяцев назад +1

    Always with you

  • @mrLakpatiSagria
    @mrLakpatiSagria 8 месяцев назад +2

    Jay koshal jai maa samlei

  • @User32271
    @User32271 8 месяцев назад +3

    Jay Koshal Boycott Katkia

  • @dibyaturuk2673
    @dibyaturuk2673 8 месяцев назад +1

    Only one Congress jindabad

  • @mks5547
    @mks5547 8 месяцев назад +2

    Sabkarnu ବେଶି ଦାଦନ୍ ଓଡ଼ିଶା ପୂର୍ବ ନୁ ଯାଇସନ କାଂଜେ ସେନ ଫ୍ୟାକ୍ଟ୍ରି କମ୍ପାନୀ ନଇନ ବାତ୍ୟା ବନ୍ୟା ଆସୁଚେ ଖାଲି ଗଂଜାମ ଜିଲ୍ଲା ନୁ 20ଲାଖ ସୁରତ ସାଉଥ୍ ଇଣ୍ଡିଆ ରେ କାମ କରୁଛଣ୍ଟ ବୁଝୁଲୁ

  • @ArbiyanshOfficia
    @ArbiyanshOfficia 8 месяцев назад +2

    ❤❤❤Jay Koshal

  • @RajkumarMohanty-yq1tt
    @RajkumarMohanty-yq1tt 7 месяцев назад

    Jajanakahu manoja Dada jaha haba dakhajiba madichala Jay Congress Jay koosal ❤❤❤

  • @sach8080
    @sach8080 8 месяцев назад +2

    Jay kosal

  • @hareramchhatria9926
    @hareramchhatria9926 7 месяцев назад

    କଂଗ୍ରେସ ଜିନ୍ଦାବାଦ୍

  • @BIKASH-KM
    @BIKASH-KM 8 месяцев назад +1

    Congress ର blood ରେ ଅଛି ବିଭାଜନ, ଆଉ ତମେ ସେଇ ପାର୍ଟି ର ଚାମ୍ଚା! ଓଡ଼ିଶା ର ନା ପଛେ ଉତ୍କଳ ହେଇଯିବ, ହେଲେ ସମ୍ବଲପୁର କେବେ ଅଲଗା ହେବନି, ଯେମିତି, କୋଶଳ , ସାନ୍ତାଳୀ, barhmpuri, ଏକ ଭାଷା ସେପରି ଓଡ଼ିଆ ଏକ ଭାଷା ଯଦି ପାର ତ ଓଡିଶା ର ନା change କର ଆଉ ସମ୍ବଲପୁର କୁ କ୍ୟାପିଟାଲ କର, ଏହି ହିନ ଚକ୍ରାନ୍ତ କରି ନିରୀହ ଜନତା କୁ ଓଲୁ ବନାନା,

  • @BrajakishorNial
    @BrajakishorNial 8 месяцев назад +2

    Manoj sir good

  • @pintupadhan2299
    @pintupadhan2299 8 месяцев назад +3

    ୧୦୦ରୁ୧୦୦ ସତ କଥା

  • @Indian-h8j
    @Indian-h8j 8 месяцев назад +1

    All the best dada,Hope for the best for you and Western Odisha.

  • @mks5547
    @mks5547 8 месяцев назад +1

    ବଲାଙ୍ଗୀର ନେ କଂଗ୍ରେସ ସରକାର ଅଛେ ତଭି ଦାଦନ ତମେ କିଛି କାମ ନି କରି ତମର ବାଗିର ଲୋକ deshdrohi only vote BJP ❤

  • @MithunKumar-fx1bj
    @MithunKumar-fx1bj 8 месяцев назад +2

    Jai jagannath asuni kahibaku

  • @milanthelakoushiknanchhpr9164
    @milanthelakoushiknanchhpr9164 8 месяцев назад +2

    Mp Cenindide helaକେ କୋସଲ ର ମଦା ଉଠଛୁ ସତୁରି ବର୍ଷ ପର୍ୟ୍ଯନ୍ତ କେନ ଗାଁ ରେ ଥିଲ

  • @Odia805
    @Odia805 8 месяцев назад +2

    Bhai ta munda kharap heigalani........Jay Odisha. Jay Jagannath Swami

  • @kailashbagh8730
    @kailashbagh8730 8 месяцев назад +2

    Jay koshal

  • @lnanda4473
    @lnanda4473 7 месяцев назад

    Jai koshal 🎉🎉❤❤❤❤

  • @sudansabar
    @sudansabar 8 месяцев назад +1

    jay Koshal ❤❤

  • @LochanSahu-fz7ev
    @LochanSahu-fz7ev 8 месяцев назад +2

    Jay Kushal

  • @UdhabBarik-q7z
    @UdhabBarik-q7z 8 месяцев назад +1

    Right

  • @HelloDoctor3
    @HelloDoctor3 8 месяцев назад +2

    jia nija wife ku bhala se rakhiprilani rakhel rakhichi sea khuchi Desha chaleba , jahara sanskar bhala nhi tahaku kbe bada padabi power deba katha nuha kete j maa bhauni agku hairan hbe aeita bhabia katha , jahara nijera ghara thhek nai sea desha kana chaleba , sabu sanskar start hue ghra ru jia nija ghara loknka saha bhala re rahichi respect dauchi sea desha ra anya ghara katha b bhabiki chaliba ,, tume 1st nija ghara wife au chua nku nijera kara sanman ra saha maa bhalia devi bhalia gharaku ana tapre desha katha chinta kriba

  • @bishwaranjanpadhi1560
    @bishwaranjanpadhi1560 8 месяцев назад +1

    Thik sir

  • @nilamanisahu2974
    @nilamanisahu2974 8 месяцев назад +1

    Jay koshol

  • @SantoshNaik-qm1qd
    @SantoshNaik-qm1qd 8 месяцев назад +1

    Right Rahul Gandhi jindabad

  • @ajitsunani6983
    @ajitsunani6983 8 месяцев назад +1

    Jai khoshal

  • @Sannataani
    @Sannataani 8 месяцев назад +1

    Jay Koshal...Ask Narsingh Mishra what he did to avoid dadan from last 20years?
    For power and money u r licking his feet now..if you have really concerned about Balangir stand as a independent candidate

  • @Xyz1998-si7mu
    @Xyz1998-si7mu 8 месяцев назад +2

    Jadi ete din congress rhela pare b balangire balangiru dadan jauchan baele narsingh mishra kichi kari ni parle MLA heikari failure of congress in balangir

  • @rohitkumarjena3382
    @rohitkumarjena3382 8 месяцев назад +4

    Rahul gandhi - North vs south
    Manoj Mishra - East vs west
    😡😡😡

    • @vrsvlogs4.094
      @vrsvlogs4.094 8 месяцев назад

      E sala mananku kebala aurangajeba sasana ,british sasana darkar

  • @uniqueblue2933
    @uniqueblue2933 8 месяцев назад +1

    Dada bahut duklaguchhe Jiti ki dekhama Jay Maa samalei Jay koshal

  • @bidesitandia
    @bidesitandia 8 месяцев назад +1

    Jay congress.

  • @allinonetv4977
    @allinonetv4977 8 месяцев назад +1

    ଦାଦନ ଖଟିବାକୁ ଯାଉଛନ୍ତି କାରଣ ସେମାନେ ପାଠ ପଢିବାକୁ ଭଲ ପାଉନାହାନ୍ତି ସେଠାକାର ଲୋକ ମାନଙ୍କୁ awareness ଦରକାର ସମସ୍ତେ ଯେମିତ graduate ହେବେ ତା ପ୍ରତି ଧ୍ୟାନ ଦବା କଥା yes also industirilisation କିଛି କରିବା ଆବଶ୍ୟକ ମଧ୍ୟ. କେବଳ industry ସେମିତି ଦେଖିବାକୁ ଗଲେ bihar chatisgarh west bengal odisha assam rest east state all going to work for delhi gujarat mumbai banglore hydrabad chennai କାରଣ ଏସବୁ industrialisation from british rule developed..ଦାଦନ କେବଳ bolangir ଲୋକ ନୁଁହ ଗଞ୍ଜାମ ଗଜପତି mayrubhanj keonjhar bhadrak balasore etc ଜିଲ୍ଲା ru ବି ଯାଉଛନ୍ତି

  • @Chinusima
    @Chinusima 8 месяцев назад +1

    Thik kohilo bhai.....

  • @ashish87k
    @ashish87k 8 месяцев назад +1

    ଆମର ଏରିଆ ର ନା ଜୟ କୌଶଲ । ଠିକ କହିଛ ଦା, ଯିଏ ଯାହା କହୁ, ଜୟ କୌଶଲ କାହାମୁ । ଇଥିନେ ଲାଜ ଲାଗବାର ନାଇ ନା ।

  • @janmeswarnag7655
    @janmeswarnag7655 8 месяцев назад +1

    Jay koshal jay maa samalei
    Jay samalpuri

  • @krushnapatra6312
    @krushnapatra6312 8 месяцев назад +1

    Kosal state heba nihati darakar ପୂର୍ଵ ଓଡିଶା ର ଲୋକ ପଞ୍ଚିମ ଓଡିଶା ର ଲୋକଙ୍କ develop ଚାଁହୁ ନାହାନ୍ତି but sir ଆପଣ congress party ଯିବାର ନ ଥିଲା bjp jathinte କୋଶଲ state ଆଶା ଥିଲା jay kosal

    • @hareramchhatria9926
      @hareramchhatria9926 7 месяцев назад

      ବିଜେପି ଆଉ ବିଜେଡି ଓଡ଼ିଶାକୁ ବରବାଦ୍ କରି ଦେଇଛନ୍ ଏମାନଙ୍କ ମେନ୍ଟ ବାବଦ୍ ରେ ତମେ କିଛି ନେଇ ଜାନି କେଁ?

  • @LovelyAdysha
    @LovelyAdysha 8 месяцев назад +1

    Jai congress

  • @pratyushnayak9119
    @pratyushnayak9119 8 месяцев назад

    U r right bro 🎉🎉❤❤monaj mishra jindabad

  • @devbiswal5334
    @devbiswal5334 8 месяцев назад +1

    Aapan kar Dam nahin n ken je Hindu Birodhi Pati Congress adu Laduchhan Kosal pati adu Ladi thite ki Suadhin Ladithite......

  • @itsindiabyrazeev6437
    @itsindiabyrazeev6437 8 месяцев назад +2

    Manoj bro, Jai koshal ame bi kahibu,kichhi asubidha nahin, mu chahunchi tame election jita. But gote Katha tame jitila pare development Kariba ta, na phmpa Katha guda emiti kahiba au bhasana baji chaliba,
    Jitila pare 1 year pare kn kn karicha kahiba, jadi kichhi na Kariba , chapal mada khaiba mothu, au eita sata hin kahuchi.
    Agaru bahut actor turn politician dekhichi, kichhi bi Kari nahanti, bhabuchi se bhali tame habani, jadi hela 💯 chapala mada mun debi, ta pain tayar rahiba . Au hmm mu odisha pila. Purba paschima odisha adi mu kichhi janini.
    Development cinema industry ra bi Kariba. Sabu ra appraisal mun karibi.
    Common man RV

  • @insidelife1515
    @insidelife1515 8 месяцев назад +1

    Bhai lo suna age
    1.Dadan ta kebal Balangir ru jaunahanti ama epate b bangalore,kerala,UP jauchanti plywood kama aau mula lagibaku
    2. Kapa chasa sepate heuchi bhala katha khali kapa ku nei rajya ki desa chaliba ki baki fasal,pani pariba b ta achhi na
    3. Rasta ghata kahila rasta jemiti tume kahucha ete b kharap nai han ta mane nuhe j pura chak chak
    Ama gan akha pakha area re ebe b kacha rasta achhi
    4. Samanata jau kahuna eita manisa re manobhaba ru bachhajae
    Paribartana ei youth mane ta karibe na agaku paraspara hata milei
    Katha re nai
    United we stay but devided we fall
    Aau tume heucha sei devide karuthiba neta
    Jete safei dele b albat kuha heba j tume odisha ku bhangibaku prana pane udyam karucha
    Tuma ku ama epate asile jota mala upahar diajiba

  • @INDODI
    @INDODI 8 месяцев назад +1

    J Manoj babu Hena ta hetki din hela na narasingh Mishra MLA achhe he Tamar duk ta kebe nai dur Kari parle .tume e parti Kai j choice kala but dekha jau ame Tamar sange a6u knn Kari paru6 j tame ki hetar lekhan Khali kosal kosal heba r ki6i nai j ke jane ❤❤jay kosal ❤❤jay maa samalei ❤❤

  • @dhananjaymohapatra5162
    @dhananjaymohapatra5162 8 месяцев назад +1

    Manoj Mishra jitibe

  • @Mehnat9999
    @Mehnat9999 8 месяцев назад

    Sahi ja rahe ho Manoj bhai ....pakka jitoge....my vote and my family vote to u congress ........

  • @biswajitroul1552
    @biswajitroul1552 8 месяцев назад +1

    Na sir ame apananku pura support achhi being cuttakian

  • @mihirpratapdas2130
    @mihirpratapdas2130 8 месяцев назад +2

    Manoj bhai Ame tamke bahut Respect Karu ,muin purba Odisha ru belong karuchhe, Hele kebeta Jay Jagannath bi kuha,ame Jay Maa Samlei bi kahuchhi,tume kn pain Jay Jagannath kahuna 🙏

    • @chinmayvlog21
      @chinmayvlog21 8 месяцев назад

      Jai jagannath jai koshal
      We respect eastern odisha PPL too
      But we want separate state for development

    • @golddigger8528
      @golddigger8528 8 месяцев назад

      ​@@chinmayvlog21 mane odisha ku vangiba eeia ta. Sala murkha. congresh chamcha congress jemiti India ku vangila semiti tame odisha ku vangiba. sala Tama blood kharap kahile kan heba

  • @BabitaTandi-q4y
    @BabitaTandi-q4y 8 месяцев назад +1

    Jay Jagannath

  • @SibaNaik-c9j
    @SibaNaik-c9j 8 месяцев назад +2

    Je jadi sachha balangiria he thiba se tamke kebe bi vote nei diye tamke because tame politics lagi kichhi bi kari para india ke bi bhag kari deba jay koshal i am from Western odisha

    • @swayampetervlogs1236
      @swayampetervlogs1236 8 месяцев назад

      Bhau jay koshal kn pai ama akhathi rahila kn haba ni jay odisha kuha❤

  • @sanjucreations5723
    @sanjucreations5723 8 месяцев назад +2

    Manoj sir !
    Hindu birodhi Congress party tenu Kari mora pasanda nuhan. aapananku dher sara bhalapaiba ❤ OO Abhinandan. from ganjam ❤❤

  • @kamalseth1522
    @kamalseth1522 8 месяцев назад +1

    Jay koshal jay maa samaleswari

  • @asit_mohanty
    @asit_mohanty 8 месяцев назад +2

    Balangir re mp kiye achi ebe?
    Balangir ra MLA kiye achi ebe ?
    Pachhua kiye kala balangir ku sala chora tu

    • @deepakdxyz
      @deepakdxyz 8 месяцев назад +1

      Bhai EA Rajaniti...A sala Ta ku mada abhab

  • @bisudeep404
    @bisudeep404 8 месяцев назад

    Right sir

  • @LovelyAdysha
    @LovelyAdysha 8 месяцев назад +1

    Jai Manoj Mishra

  • @PrasantaKumarSabar-p2e
    @PrasantaKumarSabar-p2e 8 месяцев назад +2

    Haribu re Gunda roll 😅

    • @hareramchhatria9926
      @hareramchhatria9926 7 месяцев назад

      ହରାବାର୍ ଲାଗି କାହାର୍ ନେ ଦମ୍ ନାଇଁନ

  • @SanyasiBehera-g7l
    @SanyasiBehera-g7l 8 месяцев назад +1

    Manoj dada jindabad

  • @vrsvlogs4.094
    @vrsvlogs4.094 8 месяцев назад

    ଆରେ ସମସ୍ତେ କହୁଛନ୍ତି ବିକାଶ କରିଦେବୁ ବୋଲି। କେହି ଜଣେ ହେଲେ କହୁଛନ୍ତି କି ପରିବେଶ ର ସୁରକ୍ଷା କରିବେ ବୋଲି????ଏ ସବୁ ରାଜନୈତିକ ସ୍ବାର୍ଥ ପାଇଁ ଖରାପ ରାଜନୀତି କରୁଛନ୍ତି। ଆଜି କାଲି ଯେଉଁ ଭଳି ଭାବରେ ଗ୍ରୀଷ୍ମ ର ଅତ୍ୟଧିକ ଉତପ୍ତତା ପାଇଁ ଯେଉଁ ଭଳି ଭାବରେ ପ୍ରତ୍ୟେକ ଜୀବ ଛଟପଟ ହେଉଛନ୍ତି, କିଛି ଦିନ ପରେ ଏହି ବିକାଶ ସବୁ ବିନାଶ କରି ପକାଇବ। ତେଣୁ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରିବା ଆବଶ୍ୟକ।ଲଦାଖ ଖବର ଅଛି ଯଦି ଜାଣିପାରିବେ। ଆମେ ଏଇ ରାଜନୀତି ଯୋଗୁଁ ଆମ ଭାଇଚାରା କୁ ହତ୍ୟା କରୁଛେ। ପୃଥିବୀ ହେଉଛି ଆମର ଏକମାତ୍ର ମା'।ଆମେ ସବୁ ଆମ ମାନଙ୍କର ସ୍ବାର୍ଥ ପାଇଁ ପୃଥିବୀ ମା' ର ଶୋଷଣ କରିଚାଲିଛନ୍ତି। ପ୍ରଥମେ ଆମେ ପରିବେଶ କୁ ସୁସ୍ଥ କିପରି ଭାବେ ରଖିବା ସେଥି ନିମନ୍ତେ ଚିନ୍ତା ଏବଂ ଚେଷ୍ଟା କରିବା ଆବଶ୍ୟକ।
    ଧନ୍ୟବାଦ।