ଯଦି ଅଜାଣତରେ ମୁଁ କାହା ମନରେ କଷ୍ଟ ଦେଇଥାଏ, ସେଥିପାଇଁ ମୁଁ ଦୁଃଖିତ ମତେ କ୍ଷମା କରିବେ...🙏

Поделиться
HTML-код
  • Опубликовано: 17 ноя 2024

Комментарии • 297

  • @TapasMahakhud0056
    @TapasMahakhud0056 11 часов назад +85

    ମୁଁ ପ୍ରଥମେ ଭାବୁ ଥିଲି ମନୋଜ ମିଶ୍ର ଠିକ କିନ୍ତୁ ଏବେ ଜାଣିଲି ଏ ଲୋକ ଟା ଗୋଟେ ପାଗଳ ଔଷଧ ବିକଳ ରେ ତାଟିଆ କାମୁଡୁ ଛି....

    • @Bkp_msd
      @Bkp_msd 10 часов назад +4

      Eta odisha chadi gale odia industry agaku jibe 😂😂

    • @LaxmanOfficial8
      @LaxmanOfficial8 10 часов назад +4

      Mate bi seia laguchi 😂

    • @birendrachhatria4299
      @birendrachhatria4299 10 часов назад

      Murkha beyeeman tume maane gute gute kukura laanja

  • @sunilpatra1224
    @sunilpatra1224 12 часов назад +67

    ଯେତେବେଳେ ଗୋଟେ ଫିଲ୍ମ ରେ ଗଣ ଦୁଷ୍କର୍ମ ର ଦୃଶ୍ୟ ଦେଖା ଯାଉଛି ଚଉଠି ରାତି ର ଦୃଶ୍ୟ ଦେଖା ଯାଉଛି ସେଇଟା କଣ ନାରୀ ମାନଙ୍କର ଇଯତ ଉପରେ ପ୍ରଶ୍ନ ଉଠୁନି

    • @stylesajay1423
      @stylesajay1423 11 часов назад +8

      Ta boli kn jani janika tame sabu amiti tatel rakhiba sale bhadoa Manoj Bhai thik kahuchanti love you manoj Bhai ❤❤❤

    • @SapnaraniPatra
      @SapnaraniPatra 11 часов назад +4

      ସେଇଟା ତୁମେ ମଧ୍ୟ ବିରୋଧ କରିବାର ଅଧିକାର ଅଛି

    • @SapnaraniPatra
      @SapnaraniPatra 11 часов назад

      ଚିନ୍ତା ନି କର ମନୋଜ ଦାଦା ତମକୁ ଫସାଇବା ପାଇଁ ଚେଷ୍ଟା କରୁଛନ୍ତି ଆଉ ହାତୀ ଚାଲିଲେ କୁକୁର ହଜାରେ ଭୁକିବେ bala ବଙ୍କା କରି ପାରିବେ ନି।।

    • @ONLYVIRAL13
      @ONLYVIRAL13 11 часов назад

      ଠିକ ଅଛି ତୋ ମା ଭଉଣୀ କୁ କହିବୁ ଚାଲେ ରାଣ୍ଡି ପୁଅ ଦେଖିବକକୁ ଯିବା😂

    • @amishabehuria742
      @amishabehuria742 11 часов назад

      Title emt rakhile chalibani tamara hele flim bhitare kharap scene thile chaliba wahh

  • @biswanath5297
    @biswanath5297 11 часов назад +3

    Chup magiha,chhepa thuki chhepa chatiba Tara abhyasha.

  • @balaramsamal5094
    @balaramsamal5094 10 часов назад +20

    We love manoj sir ❤❤❤❤❤. I am from Cuttack.

    • @jayaprakash4006
      @jayaprakash4006 5 часов назад

      This man is trying to divide odisha into parts still u love him then ur love is divine and continue it.

    • @manojkumar-tr4oe
      @manojkumar-tr4oe 4 часа назад

      ​@@jayaprakash4006That's your personal takeaway , it's not true.

  • @BIVUU146
    @BIVUU146 9 часов назад +15

    ଆପଣ ଜଣେ ମିଠା ମାଡୁଆ
    ଗୋଇଠା ମାରି ବିଷ୍ଣୁ କରିବା ଆପଣ ଙ୍କ ଅଭ୍ୟାସ

  • @itsSatyajeet__
    @itsSatyajeet__ 8 часов назад +7

    ଶସ୍ତାରୁ ହୀନସ୍ତା... ତୋତେ 'ତୁ' ହିଁ କହିବା ଦରକାର ଆଉ ତା'ଠାରୁ ଯଦି କଦର୍ଯ୍ୟ ଶବ୍ଦ ଅଛି ତୋ ଠାରେ ବ୍ୟବହାର କରିବା ଦରକାର।
    ଆସିଲୁ ଅଉକାତକୁ ...ଜ୍ଞାନ ନାହିଁ ତ କହୁଛୁ କ'ଣ ପାଇଁ? ତୋ ଜୀବନ ଚାଲିଯିବ ତୁ କେବେ ଫକୀରମୋହନ ସାହିତ୍ୟ କ'ଣ ତୁ କୌଣସି ସାହିତ୍ୟ ବୁଝିପାରିବୁନି। ମୋତେ ଲାଗୁଛି ତୁ ତୋର ଜନ୍ମକଲା ପିତାମାତାଙ୍କୁ ସମ୍ମାନ ଦେଉଥିବୁ କି ନାହିଁ ମୋତେ ସନ୍ଦେହ। ଏମିତି ତୋର ଜୀବନ ଯିବ କ୍ଷମା ମାଗି ମାଗି।
    ସାମ୍ନାରେ ପାଇଲେ ତୋତେ ସେକିବା ଦରକାର।
    ବେକାରିଆ, ପାଗଳ ଆଉ ଫାଲ୍ତୁ ମଣିଷର ଜ୍ୱଳନ୍ତ ଉଦାହରଣ ତୁ....

  • @bibhuprasaddas6780
    @bibhuprasaddas6780 11 часов назад +10

    ଦୟାକରି ଆପଣ mind game ର କେତେ incom କରିଛି ଦୟାକରି proof ସହ ଦିଅନ୍ତୁ
    ଦମ ଅଛି ଜଲଦି ଦିଅନ୍ତୁ ପରେ କଥା କହିବେ

    • @samirdas-xyz
      @samirdas-xyz 10 часов назад +1

      😂 film release heini😂 report kiye daba😅

    • @debasmitaparida2072
      @debasmitaparida2072 10 часов назад +1

      Se nija hisab debani .Kintu samastanku hisab magiba upare padi.

  • @yajaskumar349
    @yajaskumar349 8 часов назад +1

    Gotha maribu ta pare bisnu Khabibulin tu kibhali acter Sara odisha janichi

  • @rebelreviewdegaa2172
    @rebelreviewdegaa2172 12 часов назад +6

    Tu salta kichhi kama nahiki mane mane bhabuchu bohut gyani auu jaha kahuchu sabu thik

  • @RIDERPIPU
    @RIDERPIPU 5 часов назад +2

    ମନୋଜ sir ଆପଣକୁ ଗୋଟେ ଛୋଟ ଅନୁରୋଧ ଆପଣ ଆଉ କଥା କହିକି ଓଡ଼ିଆ ଫିଲ୍ମ ଜଗତ କୁ ବଦଳେଇ ପାରିବେ ନାହିଁ ଆପଣ ଟିକିଏ ଭାବନ୍ତୁ ଆପଣ ଯାହା କହିଲେ କଥା ଟା ଅଲଗା ଦିଗକୁ ଗତି କରୁଛି so ଏବେ ଆପଣ ଭଲ ସିନେମା ରେ କାମ କରିକି ସିନେମା ଜଗତକୁ ଆଗ କୁ ନିଅନ୍ତୁ

  • @swagatsethi7174
    @swagatsethi7174 11 часов назад +4

    KRK of Ollywood Industry 😂

  • @BasantiMunda-ru4pl
    @BasantiMunda-ru4pl 11 часов назад +16

    Manoj sir apana right

  • @rebelreviewdegaa2172
    @rebelreviewdegaa2172 12 часов назад +5

    Sabyasachi bhai ka ra mu die hard fan tanka saha lagena

  • @jitinsghibhela3610
    @jitinsghibhela3610 11 часов назад +2

    Tui jitlu manoj bhai,se podcast re tukel blem karikari tar muhuk chup karabak chahuthila hele harigala ,comment re sabu lok take support kale ,

  • @bapi2430
    @bapi2430 10 часов назад +2

    Bhai tama controversy etiki re band kara nahele odisha chhadiki jiba

  • @Rajkumarnayak576
    @Rajkumarnayak576 8 часов назад +2

    ମନୋଜ ବାବୁ କାହିଁକି ଏମିତି ହେଉଛ।କାମ ଧନ୍ଦା ଯଦି ନାହିଁ ତାହା ହେଲେ ଅଲଗା କିଛି କାମ କର।କିଏ କ'ଣ କଲା ଆପଣଙ୍କ ର କାହିଁକି ଅସୁବିଧା ହେଲା।

  • @Tanmay_sahoo
    @Tanmay_sahoo 3 часа назад +1

    Manoj mishra ❌ Controversy instigator ✅

  • @munadalei6268
    @munadalei6268 13 часов назад +12

    ହେଲେ ଚଳଚିତ୍ର ରେ ଯୋଉ rape scene
    Adult scene
    Bikini
    Vulgarity
    nudity
    Esabu society ku kn message deuchi ??
    Sethipain kebe muha kholibe
    ବ୍ୟାସ କବି , ଓଡ଼ିଆ ସାହିତ୍ୟର ଜନକ ଙ୍କ ଲେଖାର ଅର୍ଥ ନ ଜାଣି , ତାକୁ ପରିବର୍ତ୍ତନ କରିବାକୁ କହୁଛ

    • @nkfilms0
      @nkfilms0 9 часов назад

      କୋଉଠି ପରିବର୍ତ୍ତନ କରିବାକୁ କୁଆହା ଯାଇଛି , ଯୋଉଠି in futer କେହି title ରେ କିଛି ବି ଦେଇଦେବେ, for example
      Betich**d premika
      Bhauni ** Majnu
      Maa ** ____
      ଏମିତି କିଛି ବି ଦିଆ ଯିବ କେହି question କରି ପାରିବ ?
      ମନୋଜ ମିଶ୍ର କହିଥିଲେ ଯେ "ରାଣ୍ଡିପୁଅ ଅନନ୍ତା'' ସେତେବେଳେ ସେଇ ସବୁ word ଚାଲିଥିଲା ବୋଲି ସେମତି ଗଳ୍ପ ମାଧ୍ୟମ ରେ ବି ସେଇ word ଲେଖା ଯାଉଥିଲା, ଆଜି ର date ରେ ଫକୀର ମୋହନ ସେନାପତି ଯଦି ଗଳ୍ପ ଲେଖିଥାନ୍ତେ ସେ ବି ସେଇ word use ବି କରି ନଥାନ୍ତେ,
      ସମାଜ ରେ କଥା ବାର୍ତ୍ତା, ଚାଲିଚଳଣି ଗଳ୍ପ ପ୍ରବନ୍ଧ ଯୁଗ ଉପଯୋଗୀ ହୁଏ, ଯୁଗ ପରିବର୍ତ୍ତନ ରେ ସେ ସବୁ ବି change ହୁଏ,
      ବିନା କାରଣ ରେ ସେ ସବୁ କଥା କୁ issue କରା ଯାଉଛି, କଥା କୁ ଭଲସେ ନ ବୁଝି ଫକୀର ମୋହନ ଙ୍କ name କୁ issue କରା ନଯାଉ।

    • @nkfilms0
      @nkfilms0 9 часов назад

      ଏଇ ଭଳି news ରେ କିଏ କୋଉ word କହିଛନ୍ତି ସେଇଟା mention ହେବା ଦରକାର ,ଆଉ ମନୋଜ ମିଶ୍ର କଣ କହିଥିଲେ କୋଉ ଉଦ୍ଦେଶ୍ୟ ରେ କହିଥିଲେ ସେଇଟା ବି ଲେଖା ହେବା ଦରକାର,
      ବିନା କାରଣ ରେ ଫକୀର ମୋହନ ସେନାପତି ଙ୍କୁ ଏମିତି ରେ ଅସମ୍ମାନ କରାଯାଉଛି ଏଇ ସବୁ news ଦ୍ଵାରା,
      ମନୋଜ ମିଶ୍ର କହିଥିଲେ ଯେ "ରାଣ୍ଡିପୁଅ ଅନନ୍ତା'' ସେତେବେଳେ ସେଇ ସବୁ word ଚାଲିଥିଲା ବୋଲି ସେମତି ଗଳ୍ପ ମାଧ୍ୟମ ରେ ବି ସେଇ word ଲେଖା ଯାଉଥିଲା, ଆଜି ର date ରେ ଫକୀର ମୋହନ ସେନାପତି ଯଦି ଗଳ୍ପ ଲେଖିଥାନ୍ତେ ସେ ବି ସେଇ word use ବି କରି ନଥାନ୍ତେ,
      ସମାଜ ରେ କଥା ବାର୍ତ୍ତା, ଚାଲିଚଳଣି ଗଳ୍ପ ପ୍ରବନ୍ଧ ଯୁଗ ଉପଯୋଗୀ ହୁଏ, ଯୁଗ ପରିବର୍ତ୍ତନ ରେ ସେ ସବୁ ବି change ହୁଏ,
      ବିନା କାରଣ ରେ ସେ ସବୁ କଥା କୁ issue କରା ଯାଉଛି, କଥା କୁ ଭଲସେ ନ ବୁଝି ଫକୀର ମୋହନ ଙ୍କ name କୁ issue କରା ଯାଉଛି ।

  • @officialbefikresid7753
    @officialbefikresid7753 9 часов назад +3

    Sir apana vauata chalekh na kemiti katha kahi odia loka nku ola banuchanti. Ame odisha sabu dist pila ama eka

  • @Indian-h8j
    @Indian-h8j 12 часов назад +3

    You should focus on Koshali film and television industry, we Koshali don't have studio,less cinema hall, film related infrastructures , focus on that, don't interfere with Odisha film industry,let the Odisha people enjoy their industry.

    • @zindegidopalki2478
      @zindegidopalki2478 12 часов назад

      Haha foolish people when we break we fall. Tume koshali film kara bhai budget recover kariba kasta heijiba. Au rahila sambalpuri language we respect. We love sambalpur. Tuma ra sethi infrastructure develop hauni seta tuma politician ka bhul pn accept that tume mane sarala boli politician use karuchanti. Ethi politician besi role naii.

    • @Indian-h8j
      @Indian-h8j 12 часов назад

      @@zindegidopalki2478 Paisa recover heba ki ni hue,seta amar gharar katha a,tumar mood debar darkar ninaa

  • @dillipkumarsahoo1133
    @dillipkumarsahoo1133 5 часов назад +2

    ନାରୀ ସମ୍ମାନ ରଖି ବାକୁ ହେଲେ ଆପଣ ଙ୍କ ପ୍ରଥମ ସ୍ତ୍ରୀ ର କଥା ଟିକିଏ ବୁଝି ଥାଆଁଟେ, ସିଏ ବି ଗୋଟିଏ ନାରୀ 😭😭🤪🤪

  • @biswajitpattojoshi469
    @biswajitpattojoshi469 10 часов назад +3

    Odisha people be like:ଜ୍ଞାନ୍ ନାହିଁ ଯଦି ପାଟି ଚୁପ କରି ରହିଯl. ବାଳ ଲୋକ ପରି ହେନା 🫵

  • @harishchandrajena6477
    @harishchandrajena6477 12 часов назад +5

    Tamaku odisha ru kadhi deba darkar bahut katha kahucha mate jaha laguchi tame jama sudhuri bani

    • @Bkp_msd
      @Bkp_msd 10 часов назад

      Thik thik eia gale hi industry agaku jibe😂

  • @Badboy997bhk
    @Badboy997bhk 11 часов назад +9

    ସତ କହିବାକୁ ଗଲେ କିଛି ସମୟ ପାଇଁ ଜୋ ତରଙ୍ଗ ର ଜଜ ହେଉଥିଲୁ ଯେବେ କେତେ ଝିଅ ଙ୍କର ଇଜତ ନେଇଛୁ ମନେ ଅଛି ଝିଅ ମାନଙ୍କୁ କାମ ଦବ କହିକି ଛି ଛି ସତ କଥା ହେଲା ଗୋଟେ କୁକୁର ଯେତିକି କୁତି ର ଇଯତ ନେଇ ନଥିବ ତା ଠାରୁ ତୁ ଅଧିକ ନେଇଚୁ କହିକି କଂଅଳ ବଚନ ମମତା ଦିଦି ର ଜୀବନ ଟିକୁ ବାରବାଦ କରିଦେଲୁ, ମମତା ଦିଦି ବୁଝି ପାରିଲେନି ସେ ବଚାରି ପଛରେ କୁକୁର ଭଳି 10 12 ବର୍ଷ ଲାଗି ଲାଗି ଶେଷରେ life ଟିକୁ ନଷ୍ଟ କରିଦେଲୁ
    ସତ କହିବାକୁ ହେଲେ ତୁ ଗୋଟେ କଳଙ୍କ
    ଥୁ ଥୁ ଥୁ

  • @chandrakantanayak3231
    @chandrakantanayak3231 10 часов назад +27

    ଓଡ଼ିଆ ଶବ୍ଦ ବିଷୟରେ ଜ୍ଞାନ ନରଖୁଥ‌ିବା ଲୋକ ହିଁ ଏମିତି କଥାବାର୍ତ୍ତା କରନ୍ତି | "ରାଣ୍ଡି ପୁଅ ଅନନ୍ତା" ଏକ ଗାଳି ନୁହେଁ, ବରଂ ଏକ ବିଶେଷଣ ଯାହାକି ଅନୁଶାସନହୀନତା କୁ ସୂଚାଏ । କାରଣ ଏଭଳି ଦେଖାଯାଇଛି ଯେ ସାଧାରଣତଃ ପିତୃହୀନ ପିଲାମାନେ ଅନୁଶାସନହୀନ ଓ ବିଦ୍ରୋହୀ ସ୍ବଭାବର ହୋଇଥାନ୍ତି । ଏଠାରେ ଅନନ୍ଥା ନାଁ ଟିକୁ ମଧ୍ଯ ଭାବିଚିନ୍ତି ନିଆଯାଇଛି । ଅନନ୍ଧା ନାଁ ଟି ଏହି ଅର୍ଥରେ ନିଆଯାଇଛି ଯେ ଯାହାକୁ କୌଣସି ସୀମାରେ ବାନ୍ଧି ହେବନି । ସ୍ତ୍ରୀ ଗର୍ଭବତୀ ଥାଇ ସ୍ବାମୀ ମରିଯିବାରୁ,ତା ପିଲାଙ୍କୁ ରାଣ୍ଡି ପୁଅ କହନ୍ତି । ସ୍ତ୍ରୀ ଆଗରୁ ସ୍ବାମୀ ଚାଲିଯିବାକୁ ବିଧବା କହନ୍ତି। ଫକୀର ମୋହନ ସେନାପତିଙ୍କ ଲେଖା ଆଜ୍ଞା ଏହା ଉପରେ ଅଳ୍ପ ଜ୍ଞାନ ରଖ୍ ପ୍ରଶ୍ନ କରିବା ଅନୁଚିତ | .... ଶଳା ମେଣ୍ଢାଗିଆ ଗୋଇଠା ମାରିବୁ ତା ପରେ ବିଷ୍ଣୁ କହିବୁ...ତୁ ଶଳାଟା କଣ controversy ରେ ରହିବା ପାଇଁ ଭଲ ଲାଗେ.....

    • @debasmitaparida2072
      @debasmitaparida2072 10 часов назад

      Aree se ta murkha ta sangare bi panjhae achhanti kichhi nabujhi i support manoj mishra heuchanti.Chhi chhi a odia jati ra patan arambha heigalani

    • @nkfilms0
      @nkfilms0 10 часов назад

      ଏଇ ଭଳି news ରେ କିଏ କୋଉ word କହିଛନ୍ତି ସେଇଟା mention ହେବା ଦରକାର ,ଆଉ ମନୋଜ ମିଶ୍ର କଣ କହିଥିଲେ କୋଉ ଉଦ୍ଦେଶ୍ୟ ରେ କହିଥିଲେ ସେଇଟା ବି ଲେଖା ହେବା ଦରକାର,
      ବିନା କାରଣ ରେ ଫକୀର ମୋହନ ସେନାପତି ଙ୍କୁ ଏମିତି ରେ ଅସମ୍ମାନ କରାଯାଉଛି ଏଇ ସବୁ news ଦ୍ଵାରା,
      ମନୋଜ ମିଶ୍ର କହିଥିଲେ ଯେ "ରାଣ୍ଡିପୁଅ ଅନନ୍ତା'' ସେତେବେଳେ ସେଇ ସବୁ word ଚାଲିଥିଲା ବୋଲି ସେମତି ଗଳ୍ପ ମାଧ୍ୟମ ରେ ବି ସେଇ word ଲେଖା ଯାଉଥିଲା, ଆଜି ର date ରେ ଫକୀର ମୋହନ ସେନାପତି ଯଦି ଗଳ୍ପ ଲେଖିଥାନ୍ତେ ସେ ବି ସେଇ word use ବି କରି ନଥାନ୍ତେ,
      ସମାଜ ରେ କଥା ବାର୍ତ୍ତା, ଚାଲିଚଳଣି ଗଳ୍ପ ପ୍ରବନ୍ଧ ଯୁଗ ଉପଯୋଗୀ ହୁଏ, ଯୁଗ ପରିବର୍ତ୍ତନ ରେ ସେ ସବୁ ବି change ହୁଏ,
      ବିନା କାରଣ ରେ ସେ ସବୁ କଥା କୁ issue କରା ଯାଉଛି, କଥା କୁ ଭଲସେ ନ ବୁଝି ଫକୀର ମୋହନ ଙ୍କ name କୁ issue କରା ଯାଉଛି ।

    • @tapanmohanty712
      @tapanmohanty712 9 часов назад

      Se time re thik heiparithaye. But ebe time re , it's not appropriate word to use in society. Bahut movie name emiti agaru change v heichi.

    • @nkfilms0
      @nkfilms0 9 часов назад

      ଓଡ଼ିଆ ଶବ୍ଦ ବିଷୟ ରେ ଜ୍ଞାନ ରଖୁଥିବା ଲୋକ
      ଯଦି ସେଇ word ଟା ବିଶେଷଣ ଆଉ ଅର୍ଥ ହେଲା ଅନୁଶାସନ ହୀନତା ,
      ତାହେଲେ
      ଭଉଣୀ ଗି* ଏକ ବିଶେଷଣ ତାହାର ଅର୍ଥ ଆପଣଙ୍କୁ ଭଲ ଭାବେ ଜଣା, ଏମିତି ହଜାର ହଜାର word କୁ ନେଇକି movie title ଦିଆ ଯିବ, ସେତେବେଳେ question କରି ପାରିବ କାହାକୁ ?
      ସେତେବେଳେ ଲୋକ ମାନେ ଚଡ଼ି ପିନ୍ଧୁ ନଥିଲେ ଆଜି କାହିଁକି ଚଡ଼ି ପିନ୍ଧୁଛ ,
      ସେତେବେଳେ ସତିଦାହ ପ୍ରଥା ବି ଗଳ୍ପ ମାଧ୍ୟମ ରେ ନାଟକ ମାଧ୍ୟମ ରେ show କରା ଯାଇଛି, ତାମାନେ ଏବେ ବି ସେଇ ସତିଦାହ ପ୍ରଥା ଚାଲିବ,
      କେହି ଅସମ୍ମାନ କରୁନାହାନ୍ତି ଫକୀର ମୋହନ ସେନାପତି ଙ୍କୁ,
      ଯୋଉ ମାନେ ନ ବୁଝି କି କଥା କୁ issue କରୁଛନ୍ତି ସେମାନେ ବେଶି ଅସମ୍ମାନ କରୁଛନ୍ତି ।

    • @nkfilms0
      @nkfilms0 9 часов назад +3

      ମନୋଜ ମିଶ୍ର କହିଥିଲେ ଯେ "ରାଣ୍ଡିପୁଅ ଅନନ୍ତା'' ସେତେବେଳେ ସେଇ ସବୁ word ଚାଲିଥିଲା ବୋଲି ସେମତି ଗଳ୍ପ ମାଧ୍ୟମ ରେ ବି ସେଇ word ଲେଖା ଯାଉଥିଲା, ଆଜି ର date ରେ ଫକୀର ମୋହନ ସେନାପତି ଯଦି ଗଳ୍ପ ଲେଖିଥାନ୍ତେ ସେ ବି ସେଇ word use ବି କରି ନଥାନ୍ତେ,
      ସମାଜ ରେ କଥା ବାର୍ତ୍ତା, ଚାଲିଚଳଣି ଗଳ୍ପ ପ୍ରବନ୍ଧ ଯୁଗ ଉପଯୋଗୀ ହୁଏ, ଯୁଗ ପରିବର୍ତ୍ତନ ରେ ସେ ସବୁ ବି change ହୁଏ,
      ବିନା କାରଣ ରେ ସେ ସବୁ କଥା କୁ issue କରା ଯାଉଛି, କଥା କୁ ଭଲସେ ନ ବୁଝି ଫକୀର ମୋହନ ଙ୍କ name କୁ issue କରା ଯାଉଛି ।

  • @deardevesh0416
    @deardevesh0416 7 часов назад +8

    ଆପଣ ଏପର୍ଯ୍ୟନ୍ତ ଯାହା କହୁଥିଲେ ଠିକ୍ କହୁଥିଲେ କିନ୍ତୁ ଫକୀର ମୋହନ ସେନାପତି ଙ୍କ ଉପନ୍ୟାସ କୁ ସମାଲୋଚନା କରିବା ଆପଣଙ୍କ ପାଇଁ ବୁମେରାଂ ହେବ। ଆଜିକାଲି ତ କେହି ଆଉ ଧୋତି ପିନ୍ଧୁନାହାଁନ୍ତି ତା ହେଲେ ଜଣେ ଯଦି ରାମାୟଣ କୁ ନେଇକି ସିନେମା କରିବ ସେ କ'ଣ ରାମଚନ୍ଦ୍ର ଙ୍କୁ ଜିନ୍ସ ପିନ୍ଧେଇବ

  • @himansusatpathy3047
    @himansusatpathy3047 11 часов назад +16

    ମନୋଜ ବାବୁ ଆପଣ କ୍ଷମା ର ପାତ୍ର ନୁହଁନ୍ତି

  • @sanjeetkadraka2425
    @sanjeetkadraka2425 10 часов назад +2

    Karate ❤❤

  • @jyotiprakashnayakjyotiprak5086
    @jyotiprakashnayakjyotiprak5086 11 часов назад +2

    Absolutely right brother ❤

  • @cricketvir
    @cricketvir 6 часов назад +1

    ମନୋଜ ସାର୍ ଏ ମାନଙ୍କୁ ବୁଝାଇବା ଯାହା
    ଆଉ ଗୋଟିଏ ଗଛ କୁ ବୁଝାଇବା ତାହା

  • @sonupadhi2295
    @sonupadhi2295 10 часов назад +9

    U r right manoj mishra 🙏.. Abujha loko knu bujheiba kasta .

  • @pradeepvlogss8909
    @pradeepvlogss8909 11 часов назад +1

    Tu Bhai sabu ta kahuthilu......jebe Thu rajya devide karibaku chesta Kalu ....now puni byaskabi fakirmohan nka bisayare kahiki bahut bada bhul karidelu.....Tu gote parama pagal.sala Tu pita khaibu sunischita dine na dine

  • @odiaculture4492
    @odiaculture4492 5 часов назад

    Tu magia basa kabi bisayarey gapibu....tora okat kan be.....to jogyata kete be ..ethirey bhasana maruchu.....tate magia laza laguni

  • @chanduchandan3011
    @chanduchandan3011 6 часов назад

    Monaj bhai mu aji apanku dekhili jagannath nagar katha hebaa ku bohut ichha hela ,,hele sahas pailani.apana , madam and sridhar babu Katha hauthile

  • @jitinsghibhela3610
    @jitinsghibhela3610 11 часов назад +2

    Tui kebe nai haru❤

  • @CRMohanty515
    @CRMohanty515 11 часов назад +5

    We are with you bhai don't be afraid of all these things and love from Dhenkanal.

  • @suryakantamishra1753
    @suryakantamishra1753 10 часов назад +1

    Manoj sir aapan Artist...aapan film re nija charitra kemiti best debe se prati dhyan diantu...Ajhatha Controversy ku pasantu ni .

  • @Dhemssaherobabula
    @Dhemssaherobabula 2 часа назад

    Love you Manoj sir, I ❤ କୋରାପୁଟ ଜୁଆର 🙏

  • @Bkp_msd
    @Bkp_msd 10 часов назад +1

    Ebe safei deba mghia ta eia hi param mghia odia industries pain 🎉❤ eta ku Bida kara odisha ru 🎉

  • @Wifihouse-m2f
    @Wifihouse-m2f 11 часов назад +13

    ଆପଣ ଲଜିକାଲି ଠିକ୍ ଅଛନ୍ତି ସାର୍। ଯେତେବେଳେ ପୋଷ୍ଟରରେ ଲେଖାଯିବ "ରାଣ୍ଡି ପୁଅ ଅନନ୍ତା" , ଏହା ନିଶ୍ଚିତ ରୂପେ କିଛି ବର୍ଗଙ୍କ ଉପରେ ପ୍ରତିଫଳିତ ହେବ। କିନ୍ତୁ ଏହି ବିଷୟରେ ସ୍ୱର ଉଠେଇଲେ ଘୋର୍ ବିରୋଧର ସମ୍ମୁଖୀନ ହେବାକୁ ପଡ଼େ। ଅନେକ ଲୋକଙ୍କ ଭିତରେ ଏହି ପ୍ରଶ୍ନ ଆସେ କିନ୍ତୁ କେହି କହିବାକୁ ସାହସ କରନ୍ତିନି, ଚୁପ୍ ରୁହନ୍ତି। କାରଣ ସମସ୍ତେ ଗୋଟିଏ ଦିଗରେ ଯାଉଥିଲା ବେଳେ ଆପଣ ବିପରୀତ ଦିଗରେ ପାଦ ଥାପିଛନ୍ତି। କିନ୍ତୁ ପରିବର୍ତ୍ତନ ଏହାକୁ କୁହାଯାଏ। ଯେତେବେଲେ ଆପଣଙ୍କ ଭଳି ଲୋକମାନେ ପରିହାସର ସମ୍ମୁଖୀନ ହୋଇ ମଧ୍ୟ ପରିବର୍ତ୍ତନ ଚାହିଁଛନ୍ତି। ଆଗକୁ ଚାଲନ୍ତୁ।

  • @XWorldcreativity
    @XWorldcreativity 12 часов назад +3

    Apana tahele ବର୍ଣ୍ଣବୋଧ re sei sabda ku katibaku kuhantu kahinki na sethi bi pila mane padhile samaja upare kn prabhab pakeiba......

  • @kushaveraityvideo
    @kushaveraityvideo 11 часов назад +9

    ଯେଉଁମାନେ ବ୍ୟାଡ କମେଣ୍ଟ କରୁଛନ୍ତି ସେମାନେ ଅଷ୍ଟ ଧାତୁ ବିହନ ହୋଇଥିବେ

  • @upendrakumarnayak
    @upendrakumarnayak 8 часов назад +1

    Munda kama nakale e pote sepote kahiba ta pore realize hele khyama magiba... Kahin kahila bele tike bhabuna je mu kana kahuchi😊

  • @akashsethi3849
    @akashsethi3849 11 часов назад +4

    ଆମେ ଆପଣଙ୍କ କଥା ଠିକ୍ ସେ ବୁଝୁଚୁ କିନ୍ତୁ ଅନ୍ୟ ମାନେ ଯଦି ଅନ୍ୟ ଅର୍ଥ ରେ ନଉଛନ୍ତି ତାହା ହେଲେ କଣ କରିବା , ରାଣ୍ତୀ ଶଦ୍ଧ ଟି ଆଜି କା ସମୟରେ ଫିଲ୍ମ ର ନାମ ରଖିବା ,ଠିକ୍ ଲାଗୁନି ,ତା ମାନେ ନୁହ ଜେ ଫକୀର ମୋହନଙ୍କ ଲେଖା କୁ ଭୁଲ କହିବା ,କିଛି ଜଣା ଏହାକୁ ଜାଣି ଶୁଣି ଅଲଗା ଅର୍ଥ ରେ ନଉଛନ୍ତି ,ମୋ ବାପା ନାହାନ୍ତି କାଲି ଫିଲ୍ମ ବହୁତ୍ ହିଟ ହେବା ,ତାପରେ ରାଣ୍ଡିପୁଆ ବୋଲି ପାଟିରେ ରହିବ ,ଯଦି କିଏ ମୋତେ କହିବା ରାଣ୍ଡିି ପୁଅ ବୋଲି ସେ ଦିନ ଆମେ କାହା କୁ କହିବୁ 😞🙂 ରାଣ୍ଡିପୁଅ ନାମ ତ ପରିବର୍ତନ କରି ଆଉ କଣ ଦେଲେ ଭଲ ହେବା, ଫିଲ୍ମ ରେ ଯାହା ଅଛି ଥାଉ ଆମର ଆପତ୍ତି ନାହିଁ 🙏🏼

    • @debasmitaparida2072
      @debasmitaparida2072 10 часов назад

      Dunia re bahut loka nka ra bapa nahanti tanku kie randi pua kahi buluchi?
      Agaru serial asithila randee pua ananta taku dekhi kie tumaku randee pua kahichi ki?
      Bahi re padha heuchi kain kehi ta kahi bulu nahanti.
      Aji manoj gote katha bahar karidela boli samaste nija nija dehaku tanile.
      Randee pua ananta ru randee ku alaga kari bujha jaeni.
      Se tiniti sabda ku ekatra niajae jahara artha anusasanbihina .kichhi adha gyani bhangi bhangi artha bahar kari kadartha karuchanti.Au kichhi taku thik bhabuchanti.
      Ethiru jana paduchi ama odia loka odia sahitya re kete parangama.Eita odia jati ra patan arambha hela.

    • @akashsethi3849
      @akashsethi3849 10 часов назад

      @@debasmitaparida2072ସେ ଟାଇମ ରେ ଇଣ୍ଟରନେଟ ଆଉ ସୋସିଆଲ ମିଡିଆ ଅଧିକ ବ୍ୟବହାର ହେଉନଥିଲା ଆଜ୍ଞା,ଏବେ ସମୟ ଅନୁସାରେ ସବୁ ପରିବର୍ତନ ହଉଚି,ଏମିତି ନୁହ ଜେ ଆମେ ଆମ ସାହିତ୍ୟ , ଇତିହାସ କୁ ଖରାପ କହିବା ,ଠିକ୍ ନୁହ , କିନ୍ତୁ ସମାଜର ସାମାଜିକ ଉନ୍ନତି ରେ କିଛି ଖରାପ ପ୍ରଭାବ ନପଡୁ ,ସେଥି ପାଇଁ କିଛି ଶବ୍ଦ ଅଛି ଯାହାର ଅନ୍ୟ ଅର୍ଥ ବି ରହିଛି ସେ ସବୁ କୁ ବ୍ୟବହାର କଲେ ଭଲ ହେବ ,କିନ୍ତୁ ଅନ୍ୟ ଶବ୍ଦ କୁ ଭୁଲ କୁହା ଯାଉନି , ଯାହା ଲାଇଫ ରେ ବାପା ପାଖରେ ନଥିବେ ସେ ଠିକ୍ ବୁଝି ପାରିବେ 🙏🏼ମୋ କଥା କୁ 🙏🏼ଜୟ ଜଗନ୍ନାଥ 🙏🏼

    • @akashsethi3849
      @akashsethi3849 10 часов назад

      @@debasmitaparida2072 ସେ ଟାଇମ ରେ ଇଣ୍ଟରନେଟ ବ୍ୟବହାର ଅଧିକ ହେଉନଥିଲା ,ସୋସିଆଲ ମିଡିଆ ଅଧିକ ବ୍ୟବହାର ବି ହେଉନଥିଲା , ସେଥି ପାଇଁ ବୋଧେ ଅଧିକ ଲୋକ ଲୋଚନକୁ ଆସିନଥିଲା ,ଏବେ ସମୟ ଅନୁସାରେ ସବୁ ପରିବର୍ତନ ହଉଚି, ଏମିତି ନୁହ ଜେ ଆମେ ଆମ ସାହିତ୍ୟ ଇତିହାସ କୁ ନେଇ ସମାଲୋଚନା କରିବା ,ଆମେ କହୁଚୁ ଯୋ ଶବ୍ଦ ରହିଛି ତାକୁ ସିନେମା ରେ ପରିବର୍ତନ କଲେ ଭଲ ହେଇଥାନ୍ତା ,ବାସ ଅନ୍ୟ କିଛି ନୁହ ,ମୋତେ କିଏ କହିଛନ୍ତି କି ନା କହିଛନ୍ତି ସେ କଥା ମୁଁ ଜାଣିଛି ,ବାପା ଙ୍କ ଦେହାନ୍ତ ପରେ ସମାଜରେ ଚାଲିବା ଏତେ ସହଜ ନୁହ ,ମୁ ନିଜେ feel କରିଛି ,ତ କାହା କୁ ଖରାପ ନା ଲାଗୁ ,ମୁ କହୁଚି ,ସେ ଠିକ୍ ବୁଝି ପାରୁଥିବେ🙏🏼ଜୟ ଜଗନ୍ନାଥ 🙏🏼

  • @jitinsghibhela3610
    @jitinsghibhela3610 11 часов назад +2

    Take re balichhe aru tui balichhe j heta take pyar re kahichhe❤❤❤❤❤❤❤❤

  • @SunilChennaiVlog
    @SunilChennaiVlog 4 часа назад

    Miss you manoj mishra sir ❤❤❤❤

  • @anmolmuna2352
    @anmolmuna2352 11 часов назад +15

    ତମେ ଭଲ ମଣିଷ ନୁହଁ vhai

    • @miyabhaiodisha5474
      @miyabhaiodisha5474 11 часов назад

      Tu biachuli kia re tu kauchu

    • @miyabhaiodisha5474
      @miyabhaiodisha5474 11 часов назад

      Se bhala manisa ki nai tu kaibaku kia be

    • @Bkp_msd
      @Bkp_msd 10 часов назад

      Hmmm thik eia jaudin jiba odia industries 1 no heba🎉

    • @SamirDas-r8w
      @SamirDas-r8w 8 часов назад

      ​@@miyabhaiodisha5474manoj ra nari prati bahut samman achi 😂😂

  • @pnayak2182
    @pnayak2182 8 часов назад +1

    ଯଦି କହିବା କୁ ଗଲେ ମୋଭି ରେ ଯଉ romance scene kiss scene ରହୁଛି ତାହା କଣ ଠିକି ରାଣ୍ଡି ୱାଡ଼ ତ ଦେହରେ ବାଜି ଗଲା ନା 😂😂

  • @prakashchandrajena4344
    @prakashchandrajena4344 8 часов назад

    Bhai negativity chhada ntu and best odia film banantu aagaku babut devlop karibe aapana and odisha basi aapanku hrudaya ru babuut love karanti and lord jagannath always bless you thanks

  • @sunilpatra1224
    @sunilpatra1224 12 часов назад +26

    ହଇରେ ମାଗିହା କଣ ପାଇଁ ଦୋଷ କରୁଛୁ ପୁଣି ଭୁଲ ମାଗୁଛୁ କିରେ

    • @Love-z7x3m
      @Love-z7x3m 11 часов назад +2

      ତୁ ଗାଳି କରି ବା କୁ କିଏ, ଭଲ ସେ ଲେଖି କରି ପୋଷ୍ଟ କର

    • @SapnaraniPatra
      @SapnaraniPatra 11 часов назад

      ତୋ ମାଆ କୁ କେତେ ଥର ଗେହିଁଲା ଆଉ ଯଦି ଗେହିଲା କାହିଁକି ତୁ ଦେଖୁଥିଲୁ ।।

    • @rpmusicodia8296
      @rpmusicodia8296 11 часов назад

      ତ ମା କୁ ଗେହିବା ପାଇଁ

    • @Bkp_msd
      @Bkp_msd 10 часов назад +1

      Eia jaudin jiba sedina odia industry 1 no heba🎉❤

    • @LagenOfficial
      @LagenOfficial 9 часов назад

      Haire Sunil Patra sala sada khaiba pain ichha houchi ki tora

  • @subhashishmishra5101
    @subhashishmishra5101 3 часа назад

    ପାଗଳ ଭଳି ହୁଅନି ଲୋକ ଭୁଲ୍ ବୁଝିବେ ତମେ ଯଉ ବେଶୀ chalak ଦେଖେଇ ହଉନ ଯେ ସବୁବେଳେ controversy statement deiki lime light re ରହିବା ପାଇଁ ଚାହୁଁଛ ଏମିତି ସବୁବେଳେ କଲେ ଲୋକ ପାଗଳ ଭାବିବେ

  • @Satya1990_
    @Satya1990_ 2 часа назад

    ମନୋଜ ଭାଇ ମୁଁ ଆପଣଙ୍କୁ ଦବୁ issues ରେ ବିରୋଧ କରିଥିଲି କିନ୍ତୁ ଆପଣଙ୍କ Randi ପୁଅ ଅନନ୍ତା move କୁ ନେଇ ଯୋଉ objection କରିଥିଲେ ସେଥିରେ ମୁଁ ଆପଣଙ୍କୁ suport କରିଥିଲି କରୁଛି ମଧ୍ଯ not only I maximum leberal educated personality also supported you , ଗୋଟେ positive issue ଆପଣଙ୍କୁ ବହୁତ response ମିଲିଥନ୍ତ ସବୁ negetive issue ଆପଣଙ୍କର ଲୋକେ ଭୂଲି ଯାଇଥାନ୍ତେ ଆପଣା ଟିକେ oversmart ହୋଇଗଲେ ଲୋ ରେବ ଲୋ ଚୁଲି ରେବତୀ ଗଳ୍ପ କୂ ଚାଲି ଆସିଲେ ଯାହାକି ପୁଣି ଆପଣଙ୍କୁ zero କରିଦେଲା .ଆପଣଙ୍କୁ ଫିଲ୍ମ୍ critic ଦିଲୀପ ହାଲି ମନୋରଞ୍ଜନ ମିଶ୍ର ବି support କରୁଥିଲେ Randi word ପାଇଁ .

  • @saigunuvideos6895
    @saigunuvideos6895 10 часов назад

    Tu khyama ra jugya nuhan tu gote odia industry ru kama na paiba pagala

  • @diptiranjanpuhan1385
    @diptiranjanpuhan1385 10 часов назад +5

    bhai always support 😊

  • @debasmitaparida2072
    @debasmitaparida2072 10 часов назад

    Tate bhul karibaku kehi kahinahanti ki kehi bhul magibaku kahi nahanti.
    Sanskruta re gote sloka achhi
    Bisokumbho payo mukha
    Tu heuchu seia
    Bhitare bisa muhan re amruta
    Jani suni lokanka mana re bisa bharti karibu loka jetebele bisa ogalibe bhul magidebu
    To chhota mundare bada katha pasibani
    Jou Randee sabda ku adhar kari tu bibad srusti karichu sei randi pua ananta upare tora kichhi gyana nahin.Jou bisaya re tu janinu se bisayare tu chup raha.
    To pati kholila mane nian baharuchi.Tu odisha pain gote dianosor.Gilidebu sabu sukha santi .Nija jiban ku ta asati karidelu ebe au ama jiban kha na.Mobile kholile prathame tori vdo asuchi .Dekhi dekhi birakta lagilani.Therapist pakhaku ja nija jiban ku sajade.

  • @Basanta491
    @Basanta491 10 часов назад +1

    ❤❤❤

  • @jitinsghibhela3610
    @jitinsghibhela3610 11 часов назад +2

    Baki dukh lagci take bujhbalok kam

  • @experimentsalad5238
    @experimentsalad5238 12 часов назад +3

    A Sabu Dhnda chada sabu nija nija Kamare laga

  • @manojmohanpradhan6261
    @manojmohanpradhan6261 12 часов назад +2

    Seta gote galpa thila puni se time ra ..upanyasa bhi nuha ....aji kali e sabda especially film and serial mankre ban heba drkar kain ki na aji kali randi ra artha chota chua te hele bi bujhe je nija pati ku chadi Anya loka sah relation rakhiba

    • @debasmitaparida2072
      @debasmitaparida2072 10 часов назад

      Nijara chhota chintadhara nija pakhare rakha.

    • @manojmohanpradhan6261
      @manojmohanpradhan6261 10 часов назад

      @debasmitaparida2072 eta Harsh truth of today's generation..choto chintadhara nuhe..jie bujhila bujhila jie na bujhila taku au kn Karipariba ..Amara sabda ru him byaktitwa ra parichay mile..eta western culture nuhe jaha asila kahijiba

  • @Bkp_msd
    @Bkp_msd 10 часов назад +3

    Tu jaudin jibu odisha ru sedina odia industry agaku jiba🎉❤

  • @balaramsamal5094
    @balaramsamal5094 10 часов назад +3

    Manoj sir 100 % right ❤❤❤❤❤❤❤❤

  • @SujitkumarSahoo-kx3gq
    @SujitkumarSahoo-kx3gq 5 часов назад

    Bia pagala

  • @SubratNayak-q7z
    @SubratNayak-q7z 12 часов назад +3

    To birudhare action naba darakar

  • @jitinsghibhela3610
    @jitinsghibhela3610 11 часов назад +1

    Nai dar mui achhe re nai nai tui to nai daru mui bhul kaheli

  • @jitinsghibhela3610
    @jitinsghibhela3610 10 часов назад +3

    Mui bi nai dare ,tui bi nai daru sakatha k❤❤❤❤

  • @jitinsghibhela3610
    @jitinsghibhela3610 11 часов назад +1

    Make replay gute debu

  • @educationmedia80
    @educationmedia80 10 часов назад

    Title no problem, you are the big problem sir 🙏🙏

  • @Bs9L9106
    @Bs9L9106 12 часов назад

    गलती से गलती इंसान से होता हे...it's ok Manoj Daaa❤....we are with you no need to worry from Faltu people 😂

  • @SujitkumarSahoo-kx3gq
    @SujitkumarSahoo-kx3gq 11 часов назад +1

    Mamata ku nidhum peluchi

  • @krishnapolai637
    @krishnapolai637 4 часа назад

    apanka katha barta ,Chinta dhara ku namaskar, Brain au kama karuni Pagala heigaleni

  • @jitinsghibhela3610
    @jitinsghibhela3610 11 часов назад +1

    Sabu lok harigalena

    • @Bkp_msd
      @Bkp_msd 10 часов назад

      Tui gandimarenu❤

  • @SrihariSrihari-gt2hx
    @SrihariSrihari-gt2hx 8 часов назад +3

    ମୁଁ ବହୁତ ଦୁଃଖିତ କ୍ଷମା କରିବି ନାହିଁ ...!

  • @Abhi-panda
    @Abhi-panda 6 часов назад +6

    ମନୋଜ ସାର୍ ଠିକ୍ କହିଛନ୍ତି, ତାଙ୍କୁ କ୍ଷମା ମାଗିବା ଦରକାର ନାହିଁ

  • @maharananaresh-rn7nj
    @maharananaresh-rn7nj 11 часов назад +6

    ଫିଲ୍ମ ର ନାଁ ଖାଲି ଅନନ୍ତା ରଖୁ ନାହାନ୍ତି,,,

  • @CrazzzyContents
    @CrazzzyContents 11 часов назад

    first goitha mara tapare bishnu hua badhia policy manoj sir😂😂 odisha re apanka monopoly chalibani

  • @hardworkneverdies5679
    @hardworkneverdies5679 5 часов назад

    physco😅😅

  • @LaxmanOfficial8
    @LaxmanOfficial8 10 часов назад +6

    ଏସବୁ ଆପଣଙ୍କ ପ୍ରଶ୍ନ ନା କଂଗ୍ରେସ ଦଳ ର?😂😊

  • @kumkumranjannaik4562
    @kumkumranjannaik4562 10 часов назад +1

    Actualy apon jau kohu nahanti se perticular word ,
    Ame jte ble DD - 1 dekhithilu kai amo ku to kichi odd lagunothila ,
    Se se word ku khorap way re present kora hoithanta tbe apon kohithante ame support korontu
    But eta nuho apon total baseless controvercy koruchonti plz band korontu esabu 🙏🙏🙏

    • @nkfilms0
      @nkfilms0 9 часов назад

      ସେତେବେଳେ ଲୋକ ମାନେ ଚଡ଼ି ପିନ୍ଧୁ ନଥିଲେ ଆଜି କାହିଁକି ଚଡ଼ି ପିନ୍ଧୁଛ ,
      ସେତେବେଳେ ସତିଦାହ ପ୍ରଥା ବି ଗଳ୍ପ ମାଧ୍ୟମ ରେ ନାଟକ ମାଧ୍ୟମ ରେ show କରା ଯାଇଛି, ତାମାନେ ଏବେ ବି ସେଇ ସତିଦାହ ପ୍ରଥା ଚାଲିବ,
      କେହି ଅସମ୍ମାନ କରୁନାହାନ୍ତି ଫକୀର ମୋହନ ସେନାପତି ଙ୍କୁ,
      ଯୋଉ ମାନେ ନ ବୁଝି କି କଥା କୁ issue କରୁଛନ୍ତି ସେମାନେ ବେଶି ଅସମ୍ମାନ କରୁଛନ୍ତି ।

  • @manassahoo8065
    @manassahoo8065 10 часов назад +1

    tame Odisha 6adi palao tame gala pare bi Odia industry semiti chaliba

  • @nkfilms0
    @nkfilms0 9 часов назад

    ମନୋଜ ମିଶ୍ର କହିଥିଲେ ଯେ "ରାଣ୍ଡିପୁଅ ଅନନ୍ତା'' ସେତେବେଳେ ସେଇ ସବୁ word ଚାଲିଥିଲା ବୋଲି ସେମତି ଗଳ୍ପ ମାଧ୍ୟମ ରେ ବି ସେଇ word ଲେଖା ଯାଉଥିଲା, ଆଜି ର date ରେ ଫକୀର ମୋହନ ସେନାପତି ଯଦି ଗଳ୍ପ ଲେଖିଥାନ୍ତେ ସେ ବି ସେଇ word use ବି କରି ନଥାନ୍ତେ,
    ସମାଜ ରେ କଥା ବାର୍ତ୍ତା, ଚାଲିଚଳଣି ଗଳ୍ପ ପ୍ରବନ୍ଧ ଯୁଗ ଉପଯୋଗୀ ହୁଏ, ଯୁଗ ପରିବର୍ତ୍ତନ ରେ ସେ ସବୁ ବି change ହୁଏ,
    ବିନା କାରଣ ରେ ସେ ସବୁ କଥା କୁ issue କରା ଯାଉଛି, କଥା କୁ ଭଲସେ ନ ବୁଝି ଫକୀର ମୋହନ ଙ୍କ name କୁ issue କରା ଯାଉଛି ।

  • @movielover5253
    @movielover5253 11 часов назад +2

    In odia, randi refers to those who are widowed. But in Hindi, it refers to prostitute. As it's an Odia film, what's the issue in using that word?

  • @jitinsghibhela3610
    @jitinsghibhela3610 11 часов назад +1

    Take tike chumti bagir lagci

  • @nkfilms0
    @nkfilms0 9 часов назад

    ସେତେବେଳେ ଲୋକ ମାନେ ଚଡ଼ି ପିନ୍ଧୁ ନଥିଲେ ଆଜି କାହିଁକି ଚଡ଼ି ପିନ୍ଧୁଛ ,
    ସେତେବେଳେ ସତିଦାହ ପ୍ରଥା ବି ଗଳ୍ପ ମାଧ୍ୟମ ରେ ନାଟକ ମାଧ୍ୟମ ରେ show କରା ଯାଇଛି, ତାମାନେ ଏବେ ବି ସେଇ ସତିଦାହ ପ୍ରଥା ଚାଲିବ,
    କେହି ଅସମ୍ମାନ କରୁନାହାନ୍ତି ଫକୀର ମୋହନ ସେନାପତି ଙ୍କୁ,
    ଯୋଉ ମାନେ ନ ବୁଝି କି କଥା କୁ issue କରୁଛନ୍ତି ସେମାନେ ବେଶି ଅସମ୍ମାନ କରୁଛନ୍ତି ।

  • @nirmalsahoo753
    @nirmalsahoo753 4 часа назад

    Tame aagay jai jagannath kuha taa pare thik manisa kahiba

  • @SB-fi9up
    @SB-fi9up 10 часов назад

    ତମେ ଏ ବୟସ ରେ ଭୁଲ କରୁଛ ମାନେ ତମେ mature ନୁହଁ । କୋଉଠି , କାହାକୁ , କଣ କହିବ କିଛି ଜାଣି ପାରୁନ . ନିଜ କର୍ମ ରେ ମନ ଦିଅ ଏ ସବୁଥିରେ ପଶିକି ନିଜର ଆଉ ନିଜ family ର life ନଷ୍ଟ କରନି

  • @officialgulsanshorts6150
    @officialgulsanshorts6150 11 часов назад +1

    Se film ku neiki kaha monara re to semiti intention nhi Tora kn fatuchhi, nijoku bahut bado gyaani bhabuchhu na, gote bhola film boneiki dekha tapore kahibu, tu Sola nijo bhul ta first dekh j tu kn karichhu industry pain, 😡😡😡😡😡

  • @snshorts401
    @snshorts401 6 часов назад

    Gyana nahi ta Gyani boli kn paen dekheihauthila

  • @dharmapadapradhan6969
    @dharmapadapradhan6969 2 часа назад

    Ea sei loka jiye Odisha ku di bhaga karibaku chahu thile. Au ebe Byasa Kabi nku anguli kaleni.

  • @subratasahoo3068
    @subratasahoo3068 10 часов назад +1

    Manoj Mishra is correct, the name can be changed else it may affect the business of the film the name was given 150 yrs ago and it was right at that time but we are in 21st century, just think if you convert in to English, the name is ' The son of prostitude' which looks bad, anyway director of the film will decide what should be the name, i think the film got the publicity, Manoj Mishra speaking for betterment of Odia cinema, i appreciate him

    • @debasmitaparida2072
      @debasmitaparida2072 10 часов назад

      Ete english jgadena.Odia re kahuchi suna .Randee pua Ananta ru Randee ku alaga kari bujha jaeni.
      Se tiniti sabda misile taku gote boli dharajae.Jahara artha anusasan bihina.Ajatha bhangi bhangi kadartha karani .

  • @kajalpahan9594
    @kajalpahan9594 7 часов назад

    Sir Abe nari mananku sanman diaheuchi,agaru nari mananku sanman diaheu nathila? Apan kahiba katha.

  • @CrazzzyContents
    @CrazzzyContents 11 часов назад

    Manoj sir nijaku bhagwan bhabuchanti… jadi gyana nahi tahle social mediaku asiki bite kain daucha, tapare bhul magucha. It shows your immaturity.

  • @milankarna1215
    @milankarna1215 10 часов назад

    Not good

  • @12save
    @12save 10 часов назад

    Thik achi sir..Sabu kichi ..Kichi bhul kari nahnti apana?Low Iq level loka guda apnku oppose karuchanti..BBSR re basili kehi dunia dekhinahanti kouthi pahanchilani asiki..Emane writer ..litertaure karuchanti..Life aau dunia kn yanka anusare chaliba na kn..Thik achi eei word ta mind re nathila amara but valid katha argument saha thik katha uthichi...Jou mane oppose karuchanti semanka mindset minimum 20 yeras pachare achi semanku kehi taniki ani paribeni samaya saha khapa khuai chaliba pain..tanku nije asi ba pain padiba..nahele basithantu sei thi..dunia rahibani chalithiba
    Jai Jagannath🙏

  • @dfordestroyer5896
    @dfordestroyer5896 11 часов назад +1

    ତୋ ଭିଡ଼ିଓ ରେ ଥିବା କମେଣ୍ଟ୍ ବକ୍ସ ଦେଖେ ତାପରେ ତୁ ଜାଣିବୁ ତୁ କେତେ ନମ୍ବର ପାଗଳ ।

    • @mr.saggie9419
      @mr.saggie9419 11 часов назад

      Sie vabuchi Fakir mohan senapati nka thu ahuri bada loka, comments kain padhiba😂😂😂

  • @mynameisnew3783
    @mynameisnew3783 6 часов назад

    Manoj mishra tu bahut bada Gyani ta kire

  • @birendrachhatria4299
    @birendrachhatria4299 10 часов назад

    Manoj bhai tume kaahi bekar taa maafi maagu6.kukura laanja maanku..tumar kehi ki6i kariparibeni saara odisha tuma sanga re a6i...

  • @pati-fy4po
    @pati-fy4po 4 часа назад

    Tu kie be...... jadi janinu kahuchhu kanhi ki..? Tote jota pahara darkar.

  • @dineshranjan5294
    @dineshranjan5294 6 часов назад

    Who are you to judge "Fakiri Mohan Senapati"?? You have no knowledge think about the famous writer.In your RUclips channel and Facebook you say unecessary talk for your views and likes.

  • @SubhamMohapatra-t7z
    @SubhamMohapatra-t7z 9 часов назад

    Very bad actor

  • @Sudhansu4994
    @Sudhansu4994 11 часов назад

    Bhai, 🙏 Randipua ananta a ka rudhi madhya jahara artha sasana ra bahare, & Randa ra amisha chinta aka loka bani jahara artha Ajatha munda kheleiba , aku ame school ru hin padhi asuchi au ajika date re sabu competative exam re asuchi apan kn kahuchanti book change heba , bhai mo matare manisha jete upara ku thile b pada ta bhumi re rahiba darkar similarly ame jete upara ku uthile ama bhasa sahitya ku sanman deba katha. Apan jadi mo comment tku paduthibe then kindly sabu jinsa tk consider karibe .