ICU ଗାୟକ-ଯୁବସମ୍ରାଟ ନୃସିଂହ ଚରଣ ହୋତା // ଆରୋଗ୍ୟ କାମନା ପାଇଁ ମହାପ୍ରଭୁଙ୍କ ପାଖରେ ପାର୍ଥନା 🙏🙏🙏🙏

Поделиться
HTML-код
  • Опубликовано: 16 ноя 2024

Комментарии • 294

  • @rajatmusiczone7192
    @rajatmusiczone7192 Месяц назад +22

    ଆପଣଙ୍କ ଆଶୁ ଆରୋଗ୍ୟ କାମନା ରେ ସାରା ଓଡିଶା ପ୍ରଭୁ ଜଗନ୍ନାଥ ରକ୍ଷା କରନ୍ତ୍

  • @narsunahak6078
    @narsunahak6078 Месяц назад +19

    ସାର ଭଲ ହେଲା ପରେ ମଦ ପେଇବେନି ଆପଣ ଭଲ ହୋଇଯିବେ ଠାକୁର ଅଭିରାମ କୁର୍ପାରୁ ପୁରା ସୁସ୍ଥ ହୋଇଯିବେ ମୋର ଠାକୁରଙ୍କ ପାଖରେ ପର୍ଥନା ଓଁ ନମଃ ନାରାୟଣ

    • @sanubehera99
      @sanubehera99 Месяц назад

      ଭାଇ ତମେ କେବେ ମଦ ନେଇ ଦେଇ ଥିଲେ କି 🙏🙏 ଭାଇ ଦେହ ଖରାପ୍ ଥିବାରୁ ଦୁଃଖ ଗୀତ ବୁଝିଲ🙏🙏🙏 ଜୟ ଜଗନ୍ନାଥ

    • @saheedkumar6317
      @saheedkumar6317 16 дней назад

      @@sanubehera99 tume deithiba sure. adhika gapucha bujhila.

  • @rabindrapatro3569
    @rabindrapatro3569 Месяц назад +13

    ଠାକୁର ଙ୍କୁ ପ୍ରଣାମ ଦଣ୍ଡବତ ଜଣାଉଛି 🙏 ଆପଣକଂ ଆରୋଗ୍ୟ କାମନା କରୁଛି 🙏 କଳାକାରମାନେ ତ ନିଶା ସେବନ ର ସାହାରା ନେଇଥାନ୍ତି। ତଥାପି କ୍ଷମା କରନ୍ତୁ ମଣିମା 🙏

  • @rabinarayanpanda2274
    @rabinarayanpanda2274 17 дней назад +8

    ଜଗନ୍ନାଥ ଆପଣ ଙ୍କୁ ଆ ରୋ ଗ୍ୟ କରିବେ

  • @babulipatra4381
    @babulipatra4381 19 дней назад +6

    ସରକାର ପାଲା ଗାୟକ ଓ ସାଥି ମାନଙ୍କ ପାଇଁ ବ୍ୟବସ୍ଥା କରିବା ଦରକାର। ଓଡ଼ିଆ ସାହିତ୍ୟ ଓ ସଂସ୍କୃତି କୁ ଏମାନେ ବଞ୍ଚାଇ ରଖିଛନ୍ତି।

  • @mangarajrath2406
    @mangarajrath2406 Месяц назад +10

    ଆପଣଙ୍କର ଆରୋଗ୍ୟକାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଣତି ରଖୁଛି 🙏🏻

  • @PramodKumarSahoo-zc6lh
    @PramodKumarSahoo-zc6lh Месяц назад +13

    ହୋତା ବାବୁ ଜଣେ ଭଲ ପାଲା ଗାୟକ
    ଭଗବାନ ପ୍ରଭୁ କଳା ଗୋସାଇଁ ହୋତା ମହାଶୟ କୂ ଆରୋଗ୍ୟ କରନ୍ତୁ

  • @biranchipalei8278
    @biranchipalei8278 11 дней назад +4

    ମହାପ୍ରଭୁ ହୋତା ବାବୁଙ୍କୁ ଆରୋଗ୍ୟ କରିଦିଅ । ଏତିକି କାମନା ପ୍ରଭୁ

  • @amiyaray6690
    @amiyaray6690 8 дней назад +1

    ହଜାର ହଜାର ଲୋକ ମାନଙ୍କ ଆଶ୍ରିବାଦ ରହିଛି
    ନିଶ୍ଚିତ ଭଲ ହୋଇଯିବେ

  • @brajakishoresingh9136
    @brajakishoresingh9136 Месяц назад +8

    ଠାକୁର ଙ୍କ ପାଖରେ ମୁଁ ପ୍ରଣାମ ଜଣାଉଛି, ହୋତା ଭାଇଙ୍କୁ ଠାକୁର ଆରୋଗ୍ୟ କରିଦିଅନୁ 🙏

  • @kanhahomedecorating6602
    @kanhahomedecorating6602 Месяц назад +3

    ଭଗବାନ ଙ୍କ ଗୁଣ ଜ୍ଞାନ ଗାଉଥିବା ଲୋକ ଆଜି ତାଙ୍କ ଆଖିରେ ଲୁହ ହେପ୍ରଭୁ ❤❤❤❤❤

  • @santoshpatra4401
    @santoshpatra4401 Месяц назад +5

    ହୋତା ସାର୍ ଙ୍କୁ ଭଗବାନ ଭଲରେ ରଖନ୍ତୁ ଏହାହିଁ ପ୍ରାର୍ଥନା, ଏହିପରି କଳାକାର ମିଳିବା ବହୁତ କଷ୍ଟ ସାଧ୍ୟ।

  • @shenalatasahoo2522
    @shenalatasahoo2522 Месяц назад +5

    ହୋତା ମହାସୟଙ୍କୁ. ପ୍ରଭୂ .ଜଗନାଥ ଆରୋଗ୍ୟକରନ୍ତୁ

  • @AkasyaDas-k6d
    @AkasyaDas-k6d 12 дней назад +2

    ହେ ପ୍ରଭୁ ହୋତା ସାରଙ୍କୁ ଭଲ କରିଦିଅ ସେ ତୁମଗୁଣ ଗାଇବେ

  • @gobardhansahoo9175
    @gobardhansahoo9175 Месяц назад +5

    ଭଗବାନ ହୋତା sir ଙ୍କୁ ଶୀଘ୍ର ଆରୋଗ୍ୟ କରିଦିଅନ୍ତି....🙏🙏🙏

  • @trilochanpatnaik6321
    @trilochanpatnaik6321 Месяц назад +26

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ହୋତା ମହାଶୟ ଙ୍କୁ ଆରୋଗ୍ୟ କରି ଦିଅନ୍ତୁ। ଜୟ ଜଗନ୍ନାଥ।

  • @bijayakumarsahoo1570
    @bijayakumarsahoo1570 13 дней назад +2

    ମହାପ୍ରଭୁ ଶ୍ରୀଜଗନ୍ନାଥ ମଟନ ଖାଆନ୍ତି ବୋଲି କହି ଯେଉଁ ପାପ କରିଛ ତାର କ୍ଷମା ବା ପ୍ରାୟଶ୍ଚିତ ନାହିଁ । କଲା କର୍ମର ଫଳ ଅବଶ୍ୟ ଭୋଗିବ ।

  • @malayakumarbiswal5445
    @malayakumarbiswal5445 15 дней назад +4

    ହୋତା ମହାଶୟଙ୍କୁ ମହାପ୍ରଭୂ ଆରୋଗ୍ୟ କରନ୍ତୁ

  • @satyabratabehura839
    @satyabratabehura839 Месяц назад +9

    ଜଗତ ର ନାଥ ଜଗନ୍ନାଥ ଙ୍କ ଅପାର କରୁଣା ରୁ ଆପଣ ଶୀଘ୍ର ସୁସ୍ଥ ହେଇଯାଉନ୍ତୁ 🙏

  • @sibaramsamantray1448
    @sibaramsamantray1448 Месяц назад +7

    ପ୍ରଭୁ ଜଗନ୍ନାଥଙ୍କୁ ପ୍ରାଥନା କରୁଚି ପ୍ରଭୁ ଆପଣଙ୍କୁ ସୁସ୍ଥ କରିଦିଅନ୍ତୁ

  • @My_daily_life887
    @My_daily_life887 Месяц назад +21

    ପ୍ରଭୁଲକ୍ଷ୍ମୀ ନାରାୟଣ ପାଲଗାୟକଙ୍କୁ ଭଲକରିଦିଅ ପ୍ରଭୁଭଗବାନ🙏🙏🙏🙏🙏🚩🚩🚩🚩🚩🚩🚩🚩

    • @prafullapatra8176
      @prafullapatra8176 Месяц назад +1

      ଗାୟକ ଯୁବ ସମାଟଙ୍କୁ ଜଗତର ନାଥ ସାହା ହୁଅନ୍ତୁ ଆରୋଗ୍ୟ କାମନା କରୁଛି

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ Месяц назад +2

    ଓଡ଼ିଆ ପାଲା ସସ୍କୃତି ଥିବା ପର୍ଯ୍ୟନ୍ତ ଆପଣ ଅଛନ୍ତି, ପ୍ରଭୁ ଶ୍ରୀ ଜଗନାଥ ନିଶ୍ଚୟ ଆପଣଙ୍କୁ ଭଲକରି ଦେବେ 🙏🙏🙏

  • @SanjaykumarGhana-hb3lo
    @SanjaykumarGhana-hb3lo Месяц назад +4

    ହେ ଭଗବାନ ନୃସିଂହ ହାତ ଙ୍କୁ ବଞ୍ଚେ ଇ ଦିଅନ୍ତୁ ❤❤❤❤ଜୟ ବଳଭଦ୍ର ଜୟ ଜଗନ୍ନାଥ ଜୟ ସୁଭଦ୍ରା ଜୟ ଶ୍ରୀ ରାମ❤❤❤ ହେ ମାଆ

  • @pradipkumardhal565
    @pradipkumardhal565 Месяц назад +3

    ଜଗନ୍ନାଥ ଆପଣଙ୍କୁ ଶୀଘ୍ର ଆରୋଗ୍ୟ କରି ଦେବେ.

  • @prafullachandrasethy6222
    @prafullachandrasethy6222 14 дней назад +1

    Actually hota Babu is a great pala gayak.

  • @dibyapatha8555
    @dibyapatha8555 16 дней назад +2

    ଜୟ ଜଗନ୍ନାଥ ।।ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ସାରଙ୍କ ଦେହ ଆରୁଗ୍ୟ କରନ୍ତୁ

  • @kashinathsahoo9713
    @kashinathsahoo9713 Месяц назад +34

    🙏🙏🙏ହୋତା ସାର୍ ଙ୍କୁ ପ୍ରଭୁ ଆରୋଗ୍ୟ କରିଦିଅନ୍ତୁ

    • @birarout5755
      @birarout5755 Месяц назад +1

      ହୋତା ବାବୁ ଙ୍କର ଆରୋଗ୍ୟ କାମନା ଆମେ ନିଶ୍ଚିନ୍ତ କରିବା , ହେଲେ ନିଜକୁ ସେ କଣ ଭାବି ସାଧାରଣରେ କହୁଛନ୍ତି ସତରେ ସେ କଣ ଜଣେ ଜ୍ଞାନୀ ଗାୟକ ? ଯେଉଁ ସତ୍ୟ ନାରାୟଣ ଙ୍କର୍ ପାଲା ଥରେ ଗ୍ରାମ ବାସି ମାନେ ମାନେ କରନ୍ତି କୁହନ୍ତି ଗ୍ରାମ ବଡିଙ୍କର ସକାଳ ରିଷ୍ଟ ଖଣ୍ଡନ ହୁଏ ବୋଲି ଓଡ଼ିଶାର ସମସ୍ତ ପାଲା ଗାୟକ କୁହନ୍ତି ହେଲେ ସେଇ ଚଣ୍ଡା ଳ ନୃସିଂହ ହୋତା ପେଟେ ମ ଦ ପି ସତ୍ୟନାରାୟଣ ନକର ଚାମର ଧରିବା କେତେ ଦୂର ଠିକ୍ ଆଜି ରାଜ୍ୟ ବାସି ବିଚାର କରନ୍ତୁ ।ତାକୁ ନାରାୟଣ ସହିବେ ?

  • @JAYAJANMASAMAL
    @JAYAJANMASAMAL 28 дней назад +2

    Apanka sabu pala mu dekhichi apanka pai odisha basi dhanya jagannatha kuruparu apane bhala haijibe

  • @Hrushikeshroutray-b5v
    @Hrushikeshroutray-b5v Месяц назад +2

    ପ୍ରଭୁ ସତ୍ୟନାରାୟଣ ଆପଣଙ୍କୁ ଆରୋଗ୍ୟ କରିଦିଅନ୍ତୁ

  • @padmalochansahoo585
    @padmalochansahoo585 Месяц назад +3

    ଠାକୁରଙ୍କ ପାଖରେ ଆମର କୋଟି ପ୍ରଣାମ ଆପଣ ଭଲ ହେଇ ଯାଆନ୍ତୁ ...

  • @Asishi3379
    @Asishi3379 Месяц назад +4

    ହେ କାଳିଆ ସାଆନ୍ତ ମହାପ୍ରଭୁ ବଡ ଠାକୁରେ , ହୋତା ସାର ଙ୍କୁ ଭଲ କରି ଦିଅ

  • @amarendrabehera1302
    @amarendrabehera1302 Месяц назад +14

    ଜଗତରନାଥ ଜଗନ୍ନାଥ ଙ୍କ କରୁଣାରୁ ଗାୟକ ମହାଶୟ ଶୀଘ୍ର ସୁସ୍ଥ ହୋଇଯାନ୍ତୁ

  • @bishnupani7999
    @bishnupani7999 Месяц назад +2

    ବାବା ଯୋଗେଶ୍ଵର ପାଖରେ ଏତିକି 🙏🙏ସାର ଙ୍କ ଦିହ ଭଲ ହେଇଯାଉ

  • @mangarajpradhan8319
    @mangarajpradhan8319 Месяц назад +1

    ଶ୍ରୀଜଗନ୍ନାଥ ମହାପ୍ରଭୁ ଆପଣଂକୁ ଭଲରେ ରଖିଥାନ୍ତୁ 🙏

  • @bhagabandas2319
    @bhagabandas2319 Месяц назад +1

    ଜଗନ୍ନାଥ କୃପାରୁ ଆପଣ ଭଲ ହେଇଯିବେ ପୁଣି ପାଲା ଗାଇବେ

  • @krupasindhubharati9034
    @krupasindhubharati9034 24 дня назад +1

    ଚରଣ, ସାର୍ ଙ୍କୁ ଭଗବାନ ଭଲ କରିଦିଅନ୍ତୁ 😢😢😢ଜୟ ଜଗନ୍ନାଥ 🙏🏻🙏🏻🙏🏻

  • @AtulDash-o6r
    @AtulDash-o6r Месяц назад +1

    ହେ ପ୍ରଭୁ ଜଗନ୍ନାଥ!,, ମୋ ହୋତା ପୁଅକୁ ଭଲ କରି ଦିଅ,ନହେଲେ ତୁମ ଗୁଣ ଓ ମାଆ ସରସ୍ୱତୀଙ୍କ ପ୍ରଚାର କେତେକାଂଶରେ ଉଣା ପଡିଯିବ ,

  • @jagabandhudash1753
    @jagabandhudash1753 Месяц назад +1

    🕉️ ପ୍ରଭୁ ଭଲ କରିବେ ଗାୟକ ମହାରାଜ ଙ୍କର

  • @dipaksahoo5883
    @dipaksahoo5883 20 дней назад +1

    Jay jagannath Apanaku Bhala Kari dhiathu

  • @hemantsamantary9312
    @hemantsamantary9312 Месяц назад +4

    Nrusingh hota sir always diamond star of pala jagat 🙏🙏

  • @PrasantBehera-f4s
    @PrasantBehera-f4s 16 дней назад +1

    ମୁଁ ଭୂମି ସୂତା ପାଲା ଗାୟିକା ପ୍ରଭୁ ସତ୍ୟ ନାରାୟନଙ୍କୁ ଡା କୁଛି ଆ ପନ ଭ ଲ ହୋଇ ଯିବା କୁ, ବ ଉଦ୍ଧ,
    🙏🙏🙏🙏🙏🙏🙏🙏🙏

  • @satyabratabehura839
    @satyabratabehura839 Месяц назад +1

    ଆଶୁ ଆରୋଗ୍ୟ କାମନା କରୁଛି, ଜଗତ ର ନାଥ ଜଗନ୍ନାଥ ଙ୍କ ଆଶୀର୍ବାଦରୁ ଆପଣ ସୁସ୍ଥ ହେଇଯାଉନ୍ତୁ 🙏

  • @subratsenapati9283
    @subratsenapati9283 Месяц назад +1

    ହେ ପ୍ରଭୁ ଜଗନ୍ନାଥ ନୃସିଂହ ଚରଣ ହୋତାଙ୍କୁ ଭଲ କରିଦିଅ ତୁମପାଦ ତଳେ କୋଟି କୋଟି ପ୍ରାଣମ

  • @himansubiswal7862
    @himansubiswal7862 Месяц назад +6

    ପ୍ରଭୁ ତୁମ କୁ ଆରୋଗ୍ୟ କରିଦିଅନ୍ତୁ

  • @baradaprasannamishra1635
    @baradaprasannamishra1635 Месяц назад +14

    ନୀଳାଚଳ ନାଥ ନୀଳାଦ୍ରି ଗୋସାଇଁ 🙏ନୃସିଂହ ହୋତା ଙ୍କୁ ରଖ.
    କୃପା ନେତ୍ରେ ଚାହିଁ ଆହେ ଭାବଗ୍ରାହୀ ହାତ ଠାରି ତାଙ୍କୁ ଡାକ.
    ତୁମ୍ଭେ ଡାକିଦେଲେ ସିଏ ଉଠି ଯିବେ ରହିବ ତୁମ୍ଭର ଯଶ.
    କୋଟି ବ୍ରହ୍ମାଣ୍ଡ ର ମଉଡମଣୀ ହେ ଫେରାଅ ହୋତାଙ୍କ ହସ.
    ତୁମେ ଯାକୁ ଦିଅ ଦୁଃଖ ହେ ଆହେ କଳା ଶ୍ରୀମୁଖ.
    ସାରା ଜଗତରେ କେ ଅଛି ତାକୁ ବାଣ୍ଟିବ ସୁଖ.🌹🌹🌹🌹🌹🙏🙏🙏🙏🙏ହୋତା sir ନିଶ୍ଚୟ ଭଲ ହୋଇ ଫେରିବେ.

  • @yadabbehera4069
    @yadabbehera4069 23 дня назад +1

    ମହାପ୍ରଭୁ,ହୋତା ମହାଶୟ ଙ୍କୁ ଆରୋଗ୍ୟ କରି ଦିଅନ୍ତୁ ।

  • @SoumyaRanjanBarik-vw9sr
    @SoumyaRanjanBarik-vw9sr Месяц назад +1

    ଜୟ ଜୟ ଜଗନ୍ନାଥ ପ୍ରଭୁ ଆରୋଗ୍ୟ କରନ୍ତୁ।

  • @purnendubehera2661
    @purnendubehera2661 Месяц назад +1

    ଭଗବାନ ଙ୍କ ପାଖରେ ଆପଣ ଆରୋଗ୍ୟ କାମନା କରୁଛି
    ପ୍ରଭୁ ଜଗନ୍ନାଥଙ୍କ କୃପାରୁ ଆପଣ ଚଞ୍ଚଳ ଆରୋଗ୍ୟ ହୋଇ ଯାଆନ୍ତୁ।

  • @GODCREATION2155
    @GODCREATION2155 Месяц назад +1

    ପ୍ରଭୁ ମହାଵୀରଙ୍କ ପାଖରେ ଆତ୍ମ ନିବେଦନ ଏଭଳି କଳାକାର ଙ୍କୁ ଖୁବ୍ ଶୀଘ୍ର ଭଲ କରିଦିଅନ୍ତୁ

  • @nabaghanasahu9660
    @nabaghanasahu9660 Месяц назад +7

    ବହୁତ୍ ଗାୟକ ମଦ ନ ପିଇବାକୁ ମନଚ ରେ କହିଛନ୍ତି ଙ୍କିନ୍ତୁ ଆପନ ମାନି ନାହାନ୍ତି ଯାହାର ଫଳ ଆଜି ଭୋଗିବାକୁ ପଡୁଛି ନିଜକୁ . ଆପଣ ଜଣେ ଆଗ ଧାଡିର ଗୟକ ଆପଣଙ୍କ ଠାରୁ ସମାଜ ବହୁତ୍ କିଛି ଆଶା ରଖିଛି . ଯାହାବି ହେଉ ଆପଣଙ୍କୁ ଜଗନାଥ ଭଲ କରିଦିଅନ୍ତୁ ଆପଣ ପୁଣି ଆମ ଗହଣରେ ପାଲ ଗାୟନ କରିବା ହେଉ .

  • @alokjena5886
    @alokjena5886 Месяц назад

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ହୋତା ସର୍ ଭଲ ହୋଇଯାଆନ୍ତୃ

  • @prasannabehera7221
    @prasannabehera7221 Месяц назад +4

    ଏତେ ପରେ ଏତେ ଗର୍ବ କାହିଁଙ୍କି । ତଥାପି ପ୍ରଭୁ ଜଗନ୍ନାଥ ତାଙ୍କୁ କ୍ଷମା କରିଦିଅନ୍ତୁ l

  • @anitamohanta9989
    @anitamohanta9989 Месяц назад +4

    ଜଗନ୍ନାଥ ସେ ଭାଇଙ୍କୁ ଭଲ କରି ଦିଅନ୍ତୁ

  • @chandraguptbarick6827
    @chandraguptbarick6827 Месяц назад +1

    May Lord Krishna bless him soon.

  • @manikabehera4022
    @manikabehera4022 Месяц назад +5

    ଜୟ ଗୁରୁ ଜୟ ମାଆ. ଦେହ vala କରି ଦିଅ 🙏🙏😭😭

  • @SuchitraSahoo-s7k
    @SuchitraSahoo-s7k Месяц назад

    ସାର୍ କୁଂ ପ୍ରଭୁ ଭଲ କର 🙏🏻

  • @sisirkumarrout2621
    @sisirkumarrout2621 Месяц назад +2

    Very excellent Gakyak.May Pravu Satyanarayan cure him .🙏

  • @manojparida2082
    @manojparida2082 14 дней назад

    Hai jagannath Prabhu sighra vala karidia angya nku

  • @santoshpatra4401
    @santoshpatra4401 Месяц назад

    ବହୁତ୍ ବହୁତ୍ ଦଣ୍ଡବତ।

  • @debaraj4726
    @debaraj4726 Месяц назад +2

    ପ୍ରଭୁ ସତ୍ୟନାରାୟଣ ହୋତା ସାରଙ୍କୁ
    ଭଲ କରିଦିଅନ୍ତୁ

  • @chitadash1993
    @chitadash1993 19 дней назад

    ଜୟ ଜଗନ୍ନାଥ ପ୍ରଭୁ ଆରୋଗ୍ୟ କରନ୍ତୁ 😢

  • @dambarudharapanda2459
    @dambarudharapanda2459 10 дней назад

    Maha pravahu apanka daha vala karie dihantu🙏

  • @manoramamohanty340
    @manoramamohanty340 Месяц назад +1

    Joy Jagannath swamee sharan Hota sir nku sampurna arogya kari
    diantu

  • @PUSPA6902
    @PUSPA6902 25 дней назад

    ହୋତା ସାରେତମେବଚିଵ ମୁଁ ପ୍ରଭୁ ଜଗନ୍ନାଥ କୁ ଡାକୁଛି ଭଲହବ friend Gopi

  • @tarakanta2543
    @tarakanta2543 27 дней назад

    ଜୟ ମା ତାରାତାରିଣୀ 🌺🌺🌺🌺🙏🙏

  • @lokanathdas5246
    @lokanathdas5246 25 дней назад

    ଶ୍ରୀ ଜଗନ୍ନାଥ ଆରୋଗ୍ୟ କରିଦେ ବେ

  • @shydollpriti8691
    @shydollpriti8691 Месяц назад

    ପ୍ରଭୁ ଭଲ କରିଦିଅ ତାଙ୍କୁ🙏

  • @PAPUNANAYAK-jr8ss
    @PAPUNANAYAK-jr8ss Месяц назад +1

    Jay Swaminarayan

  • @subashranjansatapathy8211
    @subashranjansatapathy8211 Месяц назад +1

    Pravu Jagannath nku prarthana, Nrushingha Hotanku sustha hebara Kalyan karantu 🙏🏻🙏🏻🙏🏻🙏🏻🙏🏻🙏🏻

  • @satyaranjanbehera6886
    @satyaranjanbehera6886 Месяц назад

    Maa mangala valare rakhantu tumaku sir

  • @HemantaDas-v2y
    @HemantaDas-v2y Месяц назад +1

    Pravu satya narayan bless you

  • @chandrasekharpradhan8298
    @chandrasekharpradhan8298 Месяц назад +1

    Hota sir nku hey mahaprabhu jaldi arogya kari amam gahananku pherei anantu prabhu

  • @rakeshroul6523
    @rakeshroul6523 Месяц назад

    ଭଲ କରି ଦିଅ ହେ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ 🙏🙏🙏😢 ହୋତା ସାର୍

  • @ShivobrotoPanda
    @ShivobrotoPanda 20 дней назад

    Jay Jagannath 🙏 prabhu mangala karantu

  • @rajakishoresahoo3197
    @rajakishoresahoo3197 Месяц назад

    Jay Jagannath saranam 🙏. pravu Saha hua.sigra bhala Kari dia

  • @swastiprasaddas5508
    @swastiprasaddas5508 Месяц назад

    🙏🏼ଜଗତର ନାଥ ଜଗନ୍ନାଥ ପ୍ରଭୁ ସତ୍ୟ ନାରାୟଣ ଗାୟକ ହୋତା ମହୋଦୟ ଙ୍କୁ ସହାୟ ହୁଅନ୍ତୁ. ତାଙ୍କୁ ଆରୋଗ୍ୟ ମୟ କରନ୍ତୁ.

  • @sahadebabhoi7279
    @sahadebabhoi7279 Месяц назад

    Jay Jagannath pravu hota sir nku bhala karidiantu

  • @lokanathmaharana8842
    @lokanathmaharana8842 Месяц назад

    ଜଗନ୍ନାଥ ପ୍ରଭୁ ନିଶ୍ଚୟ ଭଲ କରିଦେବେ ଆପଣଙ୍କୁ ପୁଣି ଥରେ ଆପଣ ସେମିତି ପାଲା କରିବେ କାରଣ ଆପଣଙ୍କ ଭଳି ଗାୟକ ବିରଳ ଭାଇନା😭😭

  • @kalyanibalasahoo8816
    @kalyanibalasahoo8816 Месяц назад

    Jagannath apananku jaldi vala karidebe,🙏🙏

  • @manojswain5620
    @manojswain5620 Месяц назад

    Jay shree Jagannatha 🙏🙏 Prabhu vala karidia 😢😢

  • @sunilkumarbiswal4875
    @sunilkumarbiswal4875 Месяц назад

    Jay Jagannath 🙏 🙏 🙏 🙏
    God Bless You

  • @sukantarout6438
    @sukantarout6438 Месяц назад

    ହୋତା ସାର୍
    ଭଲ ହୁଅ

  • @nabakishorerana8844
    @nabakishorerana8844 Месяц назад +1

    ସମ୍ପୂର୍ଣ ଭୁଲ କଥା l ଉର୍ମିଳା ସାହୁ କେବେ କହି ନାହିଁ ଯେ, ହୋତାର ଶିଷ୍ୟା l ଆଜିଯାଏ କେହି ଜଣେ କହି ନାହିଁ ମୁଁ ହୋତାର ଶିଷ୍ୟ l ଯିଏ ଛାତ୍ର ହେଇଥିବ ସେ ଗୁରୁଙ୍କର ନାଁ ପ୍ରଚାର କରିବ l ଓଲଟା ଗୁରୁ ପ୍ରଚାର କରୁଛି ସେ ମୋର ଶିଷ୍ୟ ଶିଷ୍ୟା l ଏହା କେବଳ ନିଜର ଆତ୍ମ ବଡ଼ିମା l

    • @hemantsamantary9312
      @hemantsamantary9312 Месяц назад

      Tume angya

    • @nabakishorerana8844
      @nabakishorerana8844 Месяц назад

      @@hemantsamantary9312 ମୁଁ ଜଣେ Lecturer ଏବଂ ପାଲା ଦର୍ଶକ l ମୁଁ ସବୁ ଗାୟକମାନଙ୍କର ପାଲା ଦେଖେ l

    • @Debarajnath-d1x
      @Debarajnath-d1x Месяц назад

      Manisa ku ta ra garba kha a

  • @SnehalataBesan-b4b
    @SnehalataBesan-b4b Месяц назад +1

    Hota sir nku sustha karideyantu He Prabhu satyanaraysn mahaprabhu 🙏🙏👃🙏🙏

  • @ullashchandraparida2252
    @ullashchandraparida2252 Месяц назад

    ପ୍ରଭୁ ହୋତା ସାରଙ୍କ ଦେହ ଭଲ କରିଦିଅନ୍ତୁ

  • @pratapbeherapratap5131
    @pratapbeherapratap5131 Месяц назад

    Prabhu jagannath bhalakaridiantu

  • @MurlidharBehera-g3v
    @MurlidharBehera-g3v 26 дней назад

    hota sir ku bholo koridiantu prabhu jay maa mangala 🙏🙏🙏🙏

  • @JitendraMahapatra-n9j
    @JitendraMahapatra-n9j Месяц назад +1

    Mora prabhunku upray bharsa achi Tumanku.prabhu bhal karidaybay

  • @prasanasatpathy6121
    @prasanasatpathy6121 Месяц назад +1

    Maha.pravu.sir.nku.vala.kari.diyantu.🙏🙏🙏🙏

  • @umeshchandraswain8578
    @umeshchandraswain8578 Месяц назад +1

    ହୋତା ବାବୁଙ୍କୁ ଦେହ ଭଲ କରି ଦିଅନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥ

  • @AmitGaming-p4g
    @AmitGaming-p4g Месяц назад

    Banita mallik Giranga
    ଜଗନ୍ନାଥଙ୍କ କୃପାରୁ ଭଲ ହୋଇଯାନ୍ତୁ ।

  • @LilyPatra-h5h
    @LilyPatra-h5h Месяц назад

    Jai shree jaganath 🙏🙏🙏🙏 Hota sir nku vl karidiontu

  • @advocatealok.prusty6311
    @advocatealok.prusty6311 Месяц назад +1

    He god
    ଯାହା ହେଉ ହୋତା ବାବୁ ପୁଣି ପାଲା ଜଗତକୁ ଆସନ୍ତୁ

  • @ajitsethi9609
    @ajitsethi9609 Месяц назад

    Jai jagannath Swami God bless u

  • @prafullakumarmohanty1708
    @prafullakumarmohanty1708 21 день назад

    ମାଆ ସାରଳା ମଙ୍ଗଳ କରନ୍ତୁ 🙏🏻

  • @satyakamsahu6123
    @satyakamsahu6123 Месяц назад

    ଭଗବାନଙ୍କ ଆଶୀର୍ବାଦ

  • @pintujena4050
    @pintujena4050 Месяц назад +4

    Jay shree Satya Narayan swami kara jay

  • @sanatanpradhan9320
    @sanatanpradhan9320 Месяц назад

    Jagannath arogya karantu🙏🙏

  • @mantusagar1246
    @mantusagar1246 16 дней назад

    Jay Jagannath Prabhu Bhala Kari dio

  • @pabitrakumarroutkhusianu5676
    @pabitrakumarroutkhusianu5676 11 дней назад

    Jay shree Jagannath