Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ଅତି ଅତିଷ୍ଠ ହୋଇ ଜୀବନର ପ୍ରଥମ ମତାମତ ଲେଖୁଛି ।ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ ନିଶାଖୋର । ଦୀର୍ଘଦିନରୁ ତାଙ୍କୁ ନେଇ ନାନା କଥା ଶୁଣୁଥିଲୁ। ଗାୟକ ଯୁବ ସମ୍ରାଟ ଉପାଧିର ପୂନର୍ବିଚାର ହେବାକଥା I କିଛିଦିନ ତଳେ ତାଙ୍କ ପାଲା ସିଧାସଳଖ ଶୁଣିସାରିବାପରେ ଭାରି ଦୁଃଖି ହେଲି। ଆଚାର, ବିଚାର ଓ ଗାୟନ ରୁ ପ୍ରତ୍ୟୟ ମାନ ହେଲା ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି । ସାଧାରଣ ମଣିଷ ମଧ୍ୟରେ ଦ୍ଵନ୍ଦ୍ବ ବଢାଇବା ଦରକାର ନାହିଁ
Jayajaganath
The best gayak 🙏
ହୋତା sir,, ଆପଣ ସାଇ ବାବା ଙ୍କ ବିଷୟ ରେ ପାଲା ଗାଆନ୍ତୁ,,,, ଆପଣ ପାରିବେ,,,, 🙏🏽🙏🏽🙏🏽
A dala sir nkara nuha adjust re sabu chalichhi bodhe ....tike khapa khauni....🎉❤
Best in Odisha
Hotasir tama puruna staf ku ana emankara palia bhala laguni amuli bhai ku ana🙏🙏
ପାଳିଆ ମାନେ କଉ ବଣ ରୁ ଧରା ହଇଚତି
Sir please puruna palia swainy babunku anantu
ନୃସିଂହ ବାବୁ, ନମସ୍କାର। ଆପଣ ପଠାଣ ଟୋପି ପିନ୍ଧି କରି ଲୁଙ୍ଗିମାରି ପାଲା କରି ପାରିବେକି? କାନରେ ପେଣ୍ଡି ବା ରିଙ୍ଗ ପିନ୍ଧି ପାରିବେ ନା ନାହିଁ ? କାରଣ ଆମେ ସମସ୍ତେ ଗୋଟିଏ ଗୋଟିଏ ନାରୀ। ମୋ କଥା ନୁହେଁ ଭାଗବତ ପ୍ରମାଣ କରୁଛି। କେବଳ ଜଣେ ମାତ୍ର ପୁରୁଷ। ତଥାପି ସାରା ଓଡିଶା ଦେଖିବେ। କାରଣ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି। You are an incredible pala gayak of odisha. Wish you all the best. Suresh and family. Jajpur.
ପାଳିଆ ଠିକ୍ ରେ ପାଳି ଧରି ପାରୁନିଆପଣଙ୍କର ସେ ପୁରୁଣା ପାଳିଆ ମଦନ ସ୍ୱାଇଁ କୁ ଆଣ ନହେଲେ ସେ ଦିଲ୍ଲୀପ ପାଳିଆ କୁ ଆଣନ୍ତୁ
ଜଣେ ଗାୟକ ଯେତେ ଭଲ ହେଇଥାନ୍ତୁ କିନ୍ତୁ ନିଜର ସଂଗୀତ ନଥାନ୍ତି ସେ ଗାୟକର କିଛି ମୂଲ୍ୟନାହିଁ
I love you sirତମେ ପାଲା ବନ୍ଦ କରି ଦିଅନ୍ତୁ ପାଲା ଅଉ ହଉନି
The best
ଅବନତିର ଶେଷ ପାହାଚରେ।
ଏତେ ଜ୍ଞାନ ଥିବା ଲୋକ ଭଲ ଲାଗୁନି
ହୋତା ବାବୁ ଭଲ ସଂଗୀତ ଆଣନ୍ତୁ ନ ହେଲେ ପାଲା ବନ୍ଦ କରନ୍ତୁ ଆଗ ଭଳି ଆଉ ଭଲ ଲାଗୁନି
ହୋତା ବାବୁ ମଦ ଛାଡ଼ନ୍ତୁ ତାହେଲେ ଦେହ ସୁସ୍ଥ ସହିତ ପାଲା ଭଲ ହେବ
ଏ ମଲା ସଂଗୀତ ମାନଙ୍କୁ ଛାଡ଼ନ୍ତୁ ନ ହେଲେ ଆପଣଙ୍କ ପାଲା ଆଉ ଲୋକମାନେ ପସନ୍ଦ କରିବେ ନାହିଁ
Staff ଗଲେ କୁଆଡେ
Puruna paliya manku ana
Mu dekhili jeteki, palia guda paini tumo chhabi kharap heuchi, sir
Palia thikre dhariparunahanti puruna palianku anantu sir
ପାଳିଆ କୁ ମାଇକ ଫୋନ ରେ ପାଳି ଧରିବା ଠିକ ଲାଗୁନି
ଆଉ ସଜ ନାହିଁ
Egura ki palia pali dhari. Paru nahanti
🎉
ଆଉ କାହିଁକି ପାଲା କରୁଛ
ଗାୟକ ଙ୍କ କଣ ହେଇଛି , ନିଶ ଦାଢ଼ି ବି କଟା ହେଇନି
Nisha Nisha Rati
କିକହୁଚିପାଲାକରିବନି
Pala ta ku tike purba bhali, paribesan karantu......emiti re tumo chhabi kharap heuchi...
Bhul kon , bhul ta hei golani
Swasthya kharap Helei Kebe chetibe
Nastasya kanya gati
Pala band kari da aga palia kan paisa adhika magila
Chepa pakeiki stage charipata kan kalani😂
Mada nahale pala habani bodhe
Palia guda jungle ru asichanti badhee
Nisa ra ubutubu
X X X,Phaltu pala
Bekar
Madua mananka sardar
Faltu palla
ଅତି ଅତିଷ୍ଠ ହୋଇ ଜୀବନର ପ୍ରଥମ ମତାମତ ଲେଖୁଛି ।
ଏହି ବ୍ୟକ୍ତି ଜଣକ ଅତ୍ୟନ୍ତ ନିଶାଖୋର । ଦୀର୍ଘଦିନରୁ ତାଙ୍କୁ ନେଇ ନାନା କଥା ଶୁଣୁଥିଲୁ। ଗାୟକ ଯୁବ ସମ୍ରାଟ ଉପାଧିର ପୂନର୍ବିଚାର ହେବାକଥା I କିଛିଦିନ ତଳେ ତାଙ୍କ ପାଲା ସିଧାସଳଖ ଶୁଣିସାରିବାପରେ ଭାରି ଦୁଃଖି ହେଲି। ଆଚାର, ବିଚାର ଓ ଗାୟନ ରୁ ପ୍ରତ୍ୟୟ ମାନ ହେଲା ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ନୁହଁନ୍ତି । ସାଧାରଣ ମଣିଷ ମଧ୍ୟରେ ଦ୍ଵନ୍ଦ୍ବ ବଢାଇବା ଦରକାର ନାହିଁ
Jayajaganath
The best gayak 🙏
ହୋତା sir,, ଆପଣ ସାଇ ବାବା ଙ୍କ ବିଷୟ ରେ ପାଲା ଗାଆନ୍ତୁ,,,, ଆପଣ ପାରିବେ,,,, 🙏🏽🙏🏽🙏🏽
A dala sir nkara nuha adjust re sabu chalichhi bodhe ....tike khapa khauni....🎉❤
Best in Odisha
Hotasir tama puruna staf ku ana emankara palia bhala laguni amuli bhai ku ana🙏🙏
ପାଳିଆ ମାନେ କଉ ବଣ ରୁ ଧରା ହଇଚତି
Sir please puruna palia swainy babunku anantu
ନୃସିଂହ ବାବୁ, ନମସ୍କାର। ଆପଣ ପଠାଣ ଟୋପି ପିନ୍ଧି କରି ଲୁଙ୍ଗିମାରି ପାଲା କରି ପାରିବେକି? କାନରେ ପେଣ୍ଡି ବା ରିଙ୍ଗ ପିନ୍ଧି ପାରିବେ ନା ନାହିଁ ? କାରଣ ଆମେ ସମସ୍ତେ ଗୋଟିଏ ଗୋଟିଏ ନାରୀ। ମୋ କଥା ନୁହେଁ ଭାଗବତ ପ୍ରମାଣ କରୁଛି। କେବଳ ଜଣେ ମାତ୍ର ପୁରୁଷ। ତଥାପି ସାରା ଓଡିଶା ଦେଖିବେ। କାରଣ ସମସ୍ତେ ଆପଣଙ୍କୁ ଭଲ ପାଆନ୍ତି। You are an incredible pala gayak of odisha. Wish you all the best. Suresh and family. Jajpur.
ପାଳିଆ ଠିକ୍ ରେ ପାଳି ଧରି ପାରୁନି
ଆପଣଙ୍କର ସେ ପୁରୁଣା ପାଳିଆ ମଦନ ସ୍ୱାଇଁ କୁ ଆଣ ନହେଲେ ସେ ଦିଲ୍ଲୀପ ପାଳିଆ କୁ ଆଣନ୍ତୁ
ଜଣେ ଗାୟକ ଯେତେ ଭଲ ହେଇଥାନ୍ତୁ କିନ୍ତୁ ନିଜର ସଂଗୀତ ନଥାନ୍ତି ସେ ଗାୟକର କିଛି ମୂଲ୍ୟନାହିଁ
I love you sir
ତମେ ପାଲା ବନ୍ଦ କରି ଦିଅନ୍ତୁ
ପାଲା ଅଉ ହଉନି
The best
ଅବନତିର ଶେଷ ପାହାଚରେ।
ଏତେ ଜ୍ଞାନ ଥିବା ଲୋକ
ଭଲ ଲାଗୁନି