Kumar Purnima । କୁମାର ପୂର୍ଣ୍ଣିମା । Kumara Purnima । Bipini Bihari Samal । Odia Prabachan । Prabachan

Поделиться
HTML-код
  • Опубликовано: 30 окт 2020
  • #BipiniBihariSamal

Комментарии • 137

  • @radhakantabehera9583
    @radhakantabehera9583 Год назад

    Guruswami Bhai
    Om keshabaya Namha

  • @sujatabehera4911
    @sujatabehera4911 Год назад

    Guruswami 🙏🙏🙏 bhai bahut sundar bhabare kahichhanti

  • @debalaxmimohanty8825
    @debalaxmimohanty8825 Год назад

    ଜୟ ଜଗନ୍ନାଥ 🙏🙏🙏 ଜୟ ମା ବୃନ୍ଦାବତୀ🙏🙏🙏🙏 ଗୁରୁଜୀ 🙏🙏🙏

  • @SitalPlaza-vy9cb
    @SitalPlaza-vy9cb 3 месяца назад

    Jay Jagannath

  • @milankumarnahak8163
    @milankumarnahak8163 Год назад

    Sir amara bahut bada odia sangit premi
    ..prati line re gote sundar gita ra example deichanti....dhanyvad sir

  • @natabarpatasahani2599
    @natabarpatasahani2599 3 года назад +8

    ଏଭଳି ମହତ୍ୱ କଥା ଆମ ସଂସ୍କୃତିରେ ଲୁଚି ରହିଛି ଆମେମାନେ ଏବେବି ଜାଣିନାହୁଁ......... ହେ ମହାତ୍ମା ଆପଣଙ୍କୁ ଅନନ୍ତ କୋଟି ପ୍ରଣାମ ଆପଣ ଆମ ସଂସ୍କୃତି ପରପଂରାର ଜୀବନଦର୍ସନକୁ ଆମ୍ଭମାନଙ୍କୁ ଏତେ ସରଳରେ ବୁଝେଇ ଦେଉଚନ୍ତି🙏🙏🙏

  • @sanghamitrasurya1426
    @sanghamitrasurya1426 3 года назад +2

    Guruswami bhai oti sundar alochana bhahut bhalolagila 🙏🙏🙏🙏🙏🙌🙌🙌👌👌👌👌

  • @anandmahakur957
    @anandmahakur957 3 года назад

    Bahut badhia upchhan

  • @gangabehera9393
    @gangabehera9393 3 года назад

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ

  • @bibhutibhusansamantaray7824
    @bibhutibhusansamantaray7824 2 года назад

    Jay Sri Krishna ❤️🙏❤️🙏🙏🙏

  • @sribatsaranjit35
    @sribatsaranjit35 3 года назад +4

    ଗୁରୁ ସ୍ଵାମୀ ଭାଇ ବହୁତ ସୁନ୍ଦର ଆଲୋଚନା.

  • @user-rh8rw2so5f
    @user-rh8rw2so5f 10 месяцев назад

    Jay Shree ram 🙏 guruji

  • @chaitanyamahanandia4152
    @chaitanyamahanandia4152 3 года назад +6

    Women are always in every walk of life they are respected.

  • @rinkymandal8424
    @rinkymandal8424 3 года назад

    Guruswami bhai

  • @arkshitanaik7237
    @arkshitanaik7237 3 года назад

    Super mast mast mast jhakaas achcha laga

  • @pabitrakumarmallick5735
    @pabitrakumarmallick5735 Год назад

    Jay jaganatha

  • @rajivmallik8897
    @rajivmallik8897 3 года назад

    Guruswami Bhai. Apananka bakya ati anandadayak🙏🙏🙏🙏

  • @arjunsoura7470
    @arjunsoura7470 3 года назад +1

    ଗୁରୁ ସ୍ଵାମୀ ପ୍ରଣାମ ରାଧେକଷ୍ଣ

  • @ashabatidehury5156
    @ashabatidehury5156 3 года назад

    Bhai. Guruswami. Pranam🙏🙏🙏🙏🙏bhuta. Bhala. Hoichhi

  • @rasmitamallik8320
    @rasmitamallik8320 3 года назад +1

    Guruswami🙏

  • @debjanimagar9160
    @debjanimagar9160 3 года назад

    Guruswami bhai.

  • @shyamshyamanujdas8628
    @shyamshyamanujdas8628 3 года назад +3

    ଜୟ ଶ୍ରୀ ଗୁରୁ ସ୍ୱାମୀ ଶରଣମ୍ ଭାଇ🙏 ସଂସ୍କୃତି ପରମ୍ପରା ର ଚରମ ନିଦର୍ଶନ ବଖାଣି ବସି ଆମ୍ଭମାନଙ୍କର ଭବିଷ୍ଯତ ଚଲାପଥ ସୁଗମ କରିଥିବାରୁ ଆନ୍ତରିକ ସପ୍ରେମ ଗୁରୁସ୍ୱାମୀ🙏 ପ୍ରଣାମ

  • @Guruswami-12
    @Guruswami-12 3 года назад +1

    Ete bhala katha agaru kebe suni nathilu

  • @tutushasini7166
    @tutushasini7166 3 года назад +1

    Guru swami Bhai, Satya Katha Ati sundar

  • @k-popgalaxy5146
    @k-popgalaxy5146 3 года назад

    ଗୁରୁ ସ୍ବାମୀ ଭାଇ

  • @Bibhutisamal977
    @Bibhutisamal977 3 года назад

    Jay jagannath 🙏🙏🙏

  • @nityaswarups111
    @nityaswarups111 3 года назад +1

    Guruswami..

  • @ramachandraprusty5971
    @ramachandraprusty5971 2 года назад

    ଆ ଲୋ ଚ ନା ଖୁବ ଉଚ୍ଚକୋଟିର

  • @niranjan5750
    @niranjan5750 3 года назад

    Guruswami Bhai

  • @manoj.143
    @manoj.143 3 года назад

    Jay sri ram bhai suni baku bahuta bhala laguchhi

  • @ANDigital-bk4qu
    @ANDigital-bk4qu 3 года назад

    ଅତି ସୁନ୍ଦର

  • @sarbeswarbehera8470
    @sarbeswarbehera8470 3 года назад

    Bahuta sundara alochana

  • @mylifeismymessage9942
    @mylifeismymessage9942 3 года назад +1

    Very very Nice subjects for society.

  • @sumantasahoo5754
    @sumantasahoo5754 2 года назад

    Jay shree ram 🙏🎉🎉

  • @jitendrabeherajiten2301
    @jitendrabeherajiten2301 3 года назад

    ସଂସ୍କୃତିର ଉଦେଶ୍ୟ

  • @geetanjalipatra9311
    @geetanjalipatra9311 3 года назад +1

    Guruswami pronam bhai 🙏🙏 bhala lagila sundar khata kahichanti 👏👏🙌🙏

  • @nimaincharandeheri97
    @nimaincharandeheri97 3 года назад

    Hariom

  • @sunitasenapati6393
    @sunitasenapati6393 2 года назад

    Jay Jagarnath

  • @manojkumardas4302
    @manojkumardas4302 3 года назад

    Lots of thanks

  • @kulamanipatra9606
    @kulamanipatra9606 3 месяца назад

    Nice samalbabu

  • @susantamandal250
    @susantamandal250 3 года назад +1

    Very nice video

  • @mr.sunilkumar4984
    @mr.sunilkumar4984 3 года назад

    🙏🙏🙏

  • @chakradharnayak1399
    @chakradharnayak1399 3 года назад

    ବହୁତ ଭଲକଥା ଗୁରୁଢୀ

  • @DKBabu-rf8ny
    @DKBabu-rf8ny 3 года назад +3

    Very nice Comment Sir,,,,

  • @debasmita1800
    @debasmita1800 3 года назад

    Radhe Krishna 🙏🙏🙏🙏🙏🌹🌹🌹🌹🌹🌹🌹🌹🌹🌹🌹🌹🌹 hey guruswami apanaku koti koti naman apanaka bani suni bahut bhala lagila apana bahut sarala bhabe barnona kari bujhai kahuchanti

  • @sabitabhuyan3866
    @sabitabhuyan3866 3 года назад

    Kete sunder sate

  • @babulirathir7092
    @babulirathir7092 2 года назад

    Jay.jagnnath.jay.panchasaka

  • @chandrasekharbehera9000
    @chandrasekharbehera9000 3 года назад

    Good performance

  • @Pure-Vegetarian-khana
    @Pure-Vegetarian-khana 3 года назад +1

    ଓହୋ କି ଭାଵ ଗର୍ଭ ତତ୍ତ୍ୱ କଥା ବଡ ଭାଇ ଗୁରୁସ୍ଵମୀ

    • @r-ch-sahu3931
      @r-ch-sahu3931 3 года назад

      ଜୟ ହୋ .. ଧଲ ଭାଇ.. ଦକ୍ଷପ୍ରଜାପତି ଧଳ.. ଓଡିଶାର ବଳ..

  • @etiranjigurusishya3534
    @etiranjigurusishya3534 3 года назад

    Guruswami

  • @prajnaparimitaacharya7416
    @prajnaparimitaacharya7416 3 года назад

    Really, ବହୁତ experience ଆପଣଙ୍କର କୁମାରୀ ମାନଙ୍କ ଉପରେ.

    • @srikantasamal4461
      @srikantasamal4461 3 года назад +1

      ସେ ମହାଶୟ ଆଶ୍ରମ ରେ ରହୁଥିବା ବାବାଜୀ ନୁହନ୍ତି। ସେ ଜଣେ ପାରିବାରିକ ଜୀବନ ଯାପନ କରୁଥିବା ଗୃହି। କିନ୍ତୁ ସବୁ ଅଭିଜ୍ଞତା କୁ ଅର୍ଜନ କରିବା ବାସ୍ତବ ସାଧୁ। ସେ ପରିବାର ର ବନ୍ଧୁବର୍ଗ ଙ୍କ ଭିତରେ ସମସ୍ତ ପ୍ରକାର ସମ୍ପର୍କିତ ନାରୀ ଙ୍କ ସହ ସମ୍ପର୍କି ରକ୍ଷା କରିଛନ୍ତି। ମାଆ, ଭଉଣୀ, ସ୍ତ୍ରୀ, ମାଉସୀ, ମାଇଁ, ଜେଜେମାଆ, ଖୁଡି, ବଡ ମାଆ। ସମସ୍ତଙ୍କ ର ଦୁଃଖ କୁ ସେ ମୋଚନ କରିବାକୁ ଚେଷ୍ଟା କରନ୍ତି। ସମସ୍ତଙ୍କ ସମ୍ବନ୍ଧରେ ତାଙ୍କର ତେଣୁ Experience ରହିଛି। ସାଦର ନମସ୍କାର।

    • @maheshkumarmahali
      @maheshkumarmahali 3 года назад

      ଶ୍ରଧେୟ ବିପିନ ଭାଇ ତ କେବଳ କୁମାର ପୂର୍ଣ୍ଣିମା ର ମାହାତ୍ମ୍ୟ ଓ ଚନ୍ଦ୍ର ପୂଜା ର ରହସ୍ୟ ଯାହା ଜନ ମାନସ ଭୁଲି ସାରିଛନ୍ତି ତାହାକୁ କେବଳ ଉନ୍ମୋଚନ କରିଛନ୍ତି ମାତ୍ର । କୁମାରୀ ନାରୀଙ୍କ ଉପରେ experience ତ କେବଳ ଆଧୁନିକ ପଶ୍ଚିମ ସଭ୍ୟତା କୁ ଅନୁକରଣ କରୁଥିବା ଲମ୍ପଟ ଯୁବକ ମାନଙ୍କର ଅଧିକା ଥାଏ।
      ଏଠି କାମ ଭାବକୁ ବିରୋଧ କରାଯାଇ ନାହିଁ,ପ୍ରେମ ନାମ ରେ କାମ ପ୍ରବୃତ୍ତି ର ଅସଂଯତା ଯାହା metro city ର ପାର୍କ ଗୁଡ଼ାକରେ ସାଧାରଣତଃ ସନ୍ଧ୍ୟା ବେଳେ ଦୃଶ୍ୟମାନ ହୁଏ ଏ episode ରେ ତାକୁ ବି ସମର୍ଥନ କରାଯାଇ ନାହିଁ।
      ଭାଇ ଙ୍କ video ନିୟମିତ ଦେଖନ୍ତୁ,ଆପଣଙ୍କ ର ସବୁ ପ୍ରଶ୍ନ ର ଉତ୍ତର ପାଇଯିବେ ଓ ଧୀରେ ଧୀରେ ନିଜେ ବି ସଂସ୍କୃତି ସମ୍ପନ୍ନ ହେଇ ଯିବେ। ବିପିନ ଭାଇ ଙ୍କ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ topic ଉପରେ episode ଗୁଡାକ ଦେଖିବାକୁ ଅନୁରୋଧ
      ଗୁରୁସ୍ୱାମୀ

    • @sarbeswarbehera8470
      @sarbeswarbehera8470 3 года назад

      Jane abhigyanasampannashila manisara srusti sambandhare sabu abhigyata thae.samajara antarala re ghati jauthiba dainadina ghatana ku dekhi sabu anumana karihue. Jananku nachihni kahara charitra ku akhepa kariba soujanyata nuhe.

    • @prajnaparimitaacharya7416
      @prajnaparimitaacharya7416 3 года назад

      @@srikantasamal4461 ଋଷି ଯମଦଗ୍ନି ଙ୍କ ପତ୍ନୀ ରେଣୁକା ତାଙ୍କ ସତୀତ୍ଵ ବଳରେ ବିନା ସେକା ହେଇଥିବା ମାଟିରୁ କଳସ ତିଆରି କରିକି ନଦୀ ପାଣି ଆଣି ସ୍ୱାମୀ ଙ୍କ ପୂଜା ରେ ନିୟୋଜୀତ କରୁଥିଲେ ଯାହା କି ଅସମ୍ଭବ, କିନ୍ତୁ ସେ ତାଙ୍କ ସତୀତ୍ୱ ବଳରେ ସେ ଏହାକୁ ସମ୍ଭବ କରିପାରୁଥିଲେ. କିନ୍ତୁ ଏକଦା ସେହି ନଦୀରୁ ପାଣି ଆଣିବା ସମୟ ରେ ଦୁଇ ଗନ୍ଧର୍ବ ଦମ୍ପତି ଙ୍କୁ ସେହି ନଦୀରେ ପ୍ରେମ କ୍ରୀଡା ରେ ଲିପ୍ତ ଥିବା ଦେଖି ତାଙ୍କ ମନରେ ବି କାମ ଭାବନା ଜାତ ହେଲା, କିନ୍ତୁ ସେହି ସମୟ ରେ ବି ସେ କେବଳ ତାଙ୍କ ସ୍ୱାମୀ ଙ୍କ କଥା ହିଁ ଭାବୁଥିଲେ. ଋଷି ଯମଦଗ୍ନି ତାଙ୍କ ଦିବ୍ୟଦୃଷ୍ଟି ବଳରେ ସବୁ ଜାଣିସାରିବା ପରେ ତାଙ୍କୁ ଯମଦଗ୍ନି ତାଙ୍କ ପୁତ୍ର ପର୍ଶୁରାମ ଙ୍କ ଦ୍ୱାରା ହତ୍ୟା କରାଇଲେ. ଯଦି ମାତା ରେଣୁକା ଏକ ଦୁର୍ବଳ ମୁହୂର୍ତ ରେ ନିଜର ପତି ବିଷୟରେ ଚିନ୍ତନ କରି ମଧ୍ୟ ଅସତୀ ର ଆଖ୍ୟା ପାଇଁ ଜୀବନ ହରେଇଲେ ତେବେ ଏକ କୁମାରୀ କନ୍ୟା ବିବାହ ଆଗରୁ କୌଣସି ପୁରୁଷର ମାନେ ତା ଭାବି ସ୍ୱାମୀ ର ପରିକଳ୍ପନା କରୁଥିବା କନ୍ୟା ଯିଏ କି ଜାଣିବି ନାହିଁ ସେ ପରିକଳ୍ପନା କରୁଥିବା ବ୍ୟକ୍ତି ଜଣଙ୍କ ତା ସ୍ୱାମୀ ହବ କି ନାହିଁ ସତୀ କିପରି ହେଇଗଲା.ସେ ସମୟ ରେ ତା ଭିତରେ କାମ ଭାବନା ଆସୁନଥିବ ବୋଲି ଆପଣ ମାନେ କିପରି ନିଶ୍ଚିତ? ଯଉ ନାରୀ ତା କାୟ ମନୋବାକ୍ୟ ରେ କେବଳ ତା ସ୍ୱାମୀ ପ୍ରତି ସମର୍ପିତ, ଯାହା ମନରେ ତା ସ୍ୱାମୀ ଛଡା ଆଉ କେହି ନାହିଁ କେବଳ ସିଏ ହିଁ ସତୀ. ଏ କଳି ଯୁଗର ସାଧୁ ମାନେ ହିଁ କେବଳ ଓଡ଼ିଆ movie ର କୁମାରୀ ମନର romantic ଆଉ emotional feeling କୁ ଭଲ ଭାବରେ ଏକଦମ ସେ ଅନୁଭବ କରି ମାନେ visualize କରି କି ଏପରି ଶିକ୍ଷା ଦିଅନ୍ତି. ଗୋଟେ ପଟେ ଆପଣ ମାନେ ନାରୀ ମାନଂକୁ ନିଜେ ସୌଜନ୍ୟ ରକ୍ଷା କରିବାକୁ କହୁଛନ୍ତି ଅନ୍ୟପକ୍ଷ ରେ publicly ନାରୀ କୁ ଦୋଷାରୋପ କରି ତାକୁ ଅପମାନ କରୁଛନ୍ତି, ତା ସୌଜନ୍ୟ ତା କୁ ଭଙ୍ଗ କରୁଛନ୍ତି. ଏଠି ନାରୀ କି ବାରମ୍ବାର କଳୁଷିତ କାହିଁକି କୁହା ଯାଇଛି. ନାରୀ କଣ ବିନା ପୁରୁଷ ରେ କଳୁଷିତ ହୋଇଗଲା. ପୁରୁଷ କୁ କାହିଁକି କଲୁଷିତ କୁହା ଗଲାନି? ବୁଦ୍ଧ ଙ୍କ line ଆପଣ ମାନେ ଜାଣି ନାହାନ୍ତି କି ଗୋଟେ ନାରୀ ସେ ପର୍ଯ୍ୟନ୍ତ ଖରାପ ହେଇ ନଥାଏ ଯେପର୍ଯଯନ୍ତ ପୁରୁଷଖରାପ ନ ନହେଇଛି. କଣ ନାରୀ କୁ ଆକ୍ଷେପ କରିବା ସହଜ ବୋଲି, ସେ କିଛି କରିପାରିବନି ବୋଲି. ଗୋଟେ ବଳାତ୍କାର ହେଇଥିବା ଛ ମାସ ର ଶିଶୁ କି ପ୍ରକାର ର ଅଃସୌଜନ୍ୟତା ର ଦଣ୍ଡ ପାଏ. ପରୁଷ ଆଜି କାଲିକା ସିନେମା ଦେଖି କି ନାରୀ ଉପରେ ଦାଉ ସାଧିବ ଆଉ ଆପଣ ମାନେ ନାରୀ କୁ publicly ଅପମାନ କରୁଛନ୍ତି, blame କରୁଛନ୍ତି. ତାଳି ଗୋଟେ ହାତରେ ବାଜେନି. ଗୋଟେ ପଟେ କୁମାରୀ ଥିବା ଅବସ୍ଥାରେ କୌଣସି ପୁରୁଷ ବିଷୟ ରେ ଚିନ୍ତନ କରି ବାକଥା ନୁହଁ ଆପଣ ମାନେ ଓଡ଼ିଆ romantic ଗୀତ ର feeling ମନରେ ଆଣି କି ରୋମାଂଚିତ ହବାକୁ ପ୍ରୋତ୍ସାହନ ଦେଉଛନ୍ତି ଅପର ପକ୍ଷ୍ୟରେ ନାରୀ କୁ ସର୍ବସାଧାରଣ ରେ କଳୁଷିତ କରୁଛନ୍ତି. କାମ ଭାବନା କୁଠାରୁ ଜାତ ହୁଏ ଏହିପରି ଭବନରୁ ହିଁ ତ? ଯେତେବେଳେ ଗୋଟେ ଘଟଣା ପାଇଁ ନାରୀ ଆଉ ପୁରୁଷ ଉଭୟ ଦାୟୀ କେବଳ ନାରୀ କୁ କାହିଁକି ସାର୍ବଜନୀନ ଭାବରେ ଅକ୍ଷ୍ୟେପ, ଅପମାନିତ ଆଉ ଦୋଷାରୋପ କରାଯାଉଛି. କଣ ସେ ସ୍ୱର ଉତ୍ତୋଳନ କରିପାରିବନି ବୋଲି. କାଇଁ ନାରୀ ମାନେ ତ ପୁରୁଷ ମାନଙ୍କୁ ଦେଖି ଉତ୍ତେଜିତ ହଉନାହାନ୍ତି, ସେମାନଙ୍କୁ ବଳାତ୍କାର କରୁନାହାନ୍ତି. ତାହେଲେ ନାରୀ କଳୁଷିତ ହେଲା କିପରି? ଏଠି ନାରୀ ମାନଙ୍କୁ ସାର୍ବଜନୀନ ଭାବରେ କାହିଁକି କଳୁଷିତ କୁହାଗଲା? ସମାଜ କୁ ଯଦି ସୁଦ୍ଧରିବାକୁ ଚାହୁଁଛନ୍ତି ତାହେଲେ ଏକ ପାଖିଆ ନୁହଁ ଦୁଇପଖିଆ ନିୟମ ସବୁ implement କରନ୍ତୁ. ସମାଜ କୁ ସୁଧାରିବା ଦରକାର ନାହିଁ ଆପଣ ମାନେ ନିଜେ ସୁଧୁରିଯାନ୍ତୁ ସମାଜ ଆପେ ସୁଧୁରିଯିବ. ମୋତେ reply କରିଥିବା ବ୍ୟକ୍ତି ଜଣକ ଯଦି ଏହିପରି ସମାଜ ସୁଧାରକ ପ୍ରୋଗ୍ରାମ କୁ ପ୍ରୋତ୍ସାହିତ କରୁଛନ୍ତି ଏହା ତାଙ୍କ ର ବ୍ୟକ୍ତିଗତ ପସନ୍ଦ କିନ୍ତୁ ମୋତେ reply କରନ୍ତୁ ନାହିଁ. Else I will take legal action ଆଉ ଆପଣଙ୍କ ର ଏ video fedio ସବୁ ବନ୍ଦ କରିବି. ଆଗ ଆପଣଙ୍କ ପୁଅ ଆଉ ପୁରୁଷ ଜାତି କି ସଂଯତ କରନ୍ତୁ ନାରୀମାନେ ଆଉ କଳୁଷିତ ହେବେ ନାହିଁ?

    • @prajnaparimitaacharya7416
      @prajnaparimitaacharya7416 3 года назад

      @@sarbeswarbehera8470 @srikanta samal ଋଷି ଯମଦଗ୍ନି ଙ୍କ ପତ୍ନୀ ରେଣୁକା ତାଙ୍କ ସତୀତ୍ଵ ବଳରେ ବିନା ସେକା ହେଇଥିବା ମାଟିରୁ କଳସ ତିଆରି କରିକି ନଦୀ ପାଣି ଆଣି ସ୍ୱାମୀ ଙ୍କ ପୂଜା ରେ ନିୟୋଜୀତ କରୁଥିଲେ ଯାହା କି ଅସମ୍ଭବ, କିନ୍ତୁ ସେ ତାଙ୍କ ସତୀତ୍ୱ ବଳରେ ସେ ଏହାକୁ ସମ୍ଭବ କରିପାରୁଥିଲେ. କିନ୍ତୁ ଏକଦା ସେହି ନଦୀରୁ ପାଣି ଆଣିବା ସମୟ ରେ ଦୁଇ ଗନ୍ଧର୍ବ ଦମ୍ପତି ଙ୍କୁ ସେହି ନଦୀରେ ପ୍ରେମ କ୍ରୀଡା ରେ ଲିପ୍ତ ଥିବା ଦେଖି ତାଙ୍କ ମନରେ ବି କାମ ଭାବନା ଜାତ ହେଲା, କିନ୍ତୁ ସେହି ସମୟ ରେ ବି ସେ କେବଳ ତାଙ୍କ ସ୍ୱାମୀ ଙ୍କ କଥା ହିଁ ଭାବୁଥିଲେ. ଋଷି ଯମଦଗ୍ନି ତାଙ୍କ ଦିବ୍ୟଦୃଷ୍ଟି ବଳରେ ସବୁ ଜାଣିସାରିବା ପରେ ତାଙ୍କୁ ଯମଦଗ୍ନି ତାଙ୍କ ପୁତ୍ର ପର୍ଶୁରାମ ଙ୍କ ଦ୍ୱାରା ହତ୍ୟା କରାଇଲେ. ଯଦି ମାତା ରେଣୁକା ଏକ ଦୁର୍ବଳ ମୁହୂର୍ତ ରେ ନିଜର ପତି ବିଷୟରେ ଚିନ୍ତନ କରି ମଧ୍ୟ ଅସତୀ ର ଆଖ୍ୟା ପାଇଁ ଜୀବନ ହରେଇଲେ ତେବେ ଏକ କୁମାରୀ କନ୍ୟା ବିବାହ ଆଗରୁ କୌଣସି ପୁରୁଷର ମାନେ ତା ଭାବି ସ୍ୱାମୀ ର ପରିକଳ୍ପନା କରୁଥିବା କନ୍ୟା ଯିଏ କି ଜାଣିବି ନାହିଁ ସେ ପରିକଳ୍ପନା କରୁଥିବା ବ୍ୟକ୍ତି ଜଣଙ୍କ ତା ସ୍ୱାମୀ ହବ କି ନାହିଁ ସତୀ କିପରି ହେଇଗଲା.ସେ ସମୟ ରେ ତା ଭିତରେ କାମ ଭାବନା ଆସୁନଥିବ ବୋଲି ଆପଣ ମାନେ କିପରି ନିଶ୍ଚିତ? ଯଉ ନାରୀ ତା କାୟ ମନୋବାକ୍ୟ ରେ କେବଳ ତା ସ୍ୱାମୀ ପ୍ରତି ସମର୍ପିତ, ଯାହା ମନରେ ତା ସ୍ୱାମୀ ଛଡା ଆଉ କେହି ନାହିଁ କେବଳ ସିଏ ହିଁ ସତୀ. ଏ କଳି ଯୁଗର ସାଧୁ ମାନେ ହିଁ କେବଳ ଓଡ଼ିଆ movie ର କୁମାରୀ ମନର romantic ଆଉ emotional feeling କୁ ଭଲ ଭାବରେ ଏକଦମ ସେ ଅନୁଭବ କରି ମାନେ visualize କରି କି ଏପରି ଶିକ୍ଷା ଦିଅନ୍ତି. ଗୋଟେ ପଟେ ଆପଣ ମାନେ ନାରୀ ମାନଂକୁ ନିଜେ ସୌଜନ୍ୟ ରକ୍ଷା କରିବାକୁ କହୁଛନ୍ତି ଅନ୍ୟପକ୍ଷ ରେ publicly ନାରୀ କୁ ଦୋଷାରୋପ କରି ତାକୁ ଅପମାନ କରୁଛନ୍ତି, ତା ସୌଜନ୍ୟ ତା କୁ ଭଙ୍ଗ କରୁଛନ୍ତି. ଏଠି ନାରୀ କି ବାରମ୍ବାର କଳୁଷିତ କାହିଁକି କୁହା ଯାଇଛି. ନାରୀ କଣ ବିନା ପୁରୁଷ ରେ କଳୁଷିତ ହୋଇଗଲା. ପୁରୁଷ କୁ କାହିଁକି କଲୁଷିତ କୁହା ଗଲାନି? ବୁଦ୍ଧ ଙ୍କ line ଆପଣ ମାନେ ଜାଣି ନାହାନ୍ତି କି ଗୋଟେ ନାରୀ ସେ ପର୍ଯ୍ୟନ୍ତ ଖରାପ ହେଇ ନଥାଏ ଯେପର୍ଯଯନ୍ତ ପୁରୁଷଖରାପ ନ ନହେଇଛି. କଣ ନାରୀ କୁ ଆକ୍ଷେପ କରିବା ସହଜ ବୋଲି, ସେ କିଛି କରିପାରିବନି ବୋଲି. ଗୋଟେ ବଳାତ୍କାର ହେଇଥିବା ଛ ମାସ ର ଶିଶୁ କି ପ୍ରକାର ର ଅଃସୌଜନ୍ୟତା ର ଦଣ୍ଡ ପାଏ. ପରୁଷ ଆଜି କାଲିକା ସିନେମା ଦେଖି କି ନାରୀ ଉପରେ ଦାଉ ସାଧିବ ଆଉ ଆପଣ ମାନେ ନାରୀ କୁ publicly ଅପମାନ କରୁଛନ୍ତି, blame କରୁଛନ୍ତି. ତାଳି ଗୋଟେ ହାତରେ ବାଜେନି. ଗୋଟେ ପଟେ କୁମାରୀ ଥିବା ଅବସ୍ଥାରେ କୌଣସି ପୁରୁଷ ବିଷୟ ରେ ଚିନ୍ତନ କରି ବାକଥା ନୁହଁ ଆପଣ ମାନେ ଓଡ଼ିଆ romantic ଗୀତ ର feeling ମନରେ ଆଣି କି ରୋମାଂଚିତ ହବାକୁ ପ୍ରୋତ୍ସାହନ ଦେଉଛନ୍ତି ଅପର ପକ୍ଷ୍ୟରେ ନାରୀ କୁ ସର୍ବସାଧାରଣ ରେ କଳୁଷିତ କରୁଛନ୍ତି. କାମ ଭାବନା କୁଠାରୁ ଜାତ ହୁଏ ଏହିପରି ଭବନରୁ ହିଁ ତ? ଯେତେବେଳେ ଗୋଟେ ଘଟଣା ପାଇଁ ନାରୀ ଆଉ ପୁରୁଷ ଉଭୟ ଦାୟୀ କେବଳ ନାରୀ କୁ କାହିଁକି ସାର୍ବଜନୀନ ଭାବରେ ଅକ୍ଷ୍ୟେପ, ଅପମାନିତ ଆଉ ଦୋଷାରୋପ କରାଯାଉଛି. କଣ ସେ ସ୍ୱର ଉତ୍ତୋଳନ କରିପାରିବନି ବୋଲି. କାଇଁ ନାରୀ ମାନେ ତ ପୁରୁଷ ମାନଙ୍କୁ ଦେଖି ଉତ୍ତେଜିତ ହଉନାହାନ୍ତି, ସେମାନଙ୍କୁ ବଳାତ୍କାର କରୁନାହାନ୍ତି. ତାହେଲେ ନାରୀ କଳୁଷିତ ହେଲା କିପରି? ଏଠି ନାରୀ ମାନଙ୍କୁ ସାର୍ବଜନୀନ ଭାବରେ କାହିଁକି କଳୁଷିତ କୁହାଗଲା? ସମାଜ କୁ ଯଦି ସୁଦ୍ଧରିବାକୁ ଚାହୁଁଛନ୍ତି ତାହେଲେ ଏକ ପାଖିଆ ନୁହଁ ଦୁଇପଖିଆ ନିୟମ ସବୁ implement କରନ୍ତୁ. ସମାଜ କୁ ସୁଧାରିବା ଦରକାର ନାହିଁ ଆପଣ ମାନେ ନିଜେ ସୁଧୁରିଯାନ୍ତୁ ସମାଜ ଆପେ ସୁଧୁରିଯିବ. ମୋତେ reply କରିଥିବା ବ୍ୟକ୍ତି ଜଣକ ଯଦି ଏହିପରି ସମାଜ ସୁଧାରକ ପ୍ରୋଗ୍ରାମ କୁ ପ୍ରୋତ୍ସାହିତ କରୁଛନ୍ତି ଏହା ତାଙ୍କ ର ବ୍ୟକ୍ତିଗତ ପସନ୍ଦ କିନ୍ତୁ ମୋତେ reply କରନ୍ତୁ ନାହିଁ. Else I will take legal action ଆଉ ଆପଣଙ୍କ ର ଏ video fedio ସବୁ ବନ୍ଦ କରିବି. ଆଗ ଆପଣଙ୍କ ପୁଅ ଆଉ ପୁରୁଷ ଜାତି କି ସଂଯତ କରନ୍ତୁ ନାରୀମାନେ ଆଉ କଳୁଷିତ ହେବେ ନାହିଁ?

  • @chaturbhujamallik3402
    @chaturbhujamallik3402 3 года назад +1

    Ati Sundar alochana

  • @shashitanti6349
    @shashitanti6349 3 года назад +1

    ଭାଇ ଗୁରୁ ସ୍ୱାମୀ

  • @jayantipatra2755
    @jayantipatra2755 3 года назад +1

    Guruji Karthika masa bisayare kichi kuantu,

  • @sukantidas102
    @sukantidas102 3 года назад

    Guruji pranam

  • @ranjitbehera4890
    @ranjitbehera4890 3 года назад

    Adhunika example badalare purana sastra example dei bujhaithile bhala hoithanta

  • @naturalchannel4863
    @naturalchannel4863 3 года назад +1

    Guruswami , chhatu amisa na niramisa ?

  • @surendradas8959
    @surendradas8959 2 года назад

    Joyyyyyy shree Radhe Krishna

  • @bidyadharpaida1124
    @bidyadharpaida1124 3 года назад

    Bahut Sundar alochana bhai

  • @taranisahoo8254
    @taranisahoo8254 3 года назад

    Bahuta badhia katha

  • @keshabchandra4481
    @keshabchandra4481 2 года назад

    ଚରମ ନାଥ ଙ୍କ ଇଛା ପୂରଣ ହେଉ ଗୁରୁସ୍ବାମୀ 🙏🙏🙏

  • @poweroflearning9223
    @poweroflearning9223 2 года назад

    Nice

  • @bulupera5463
    @bulupera5463 3 года назад

    Jai srikrina

  • @babulapradhan2630
    @babulapradhan2630 3 года назад

    Guru swami bhai

  • @sanskritbhoi6286
    @sanskritbhoi6286 3 года назад

    Bahuta badhia

  • @basantiroutaray3937
    @basantiroutaray3937 Год назад

    ବହୁତ୍ ସୁନ୍ଦର୍ ବାଣୀ ଆପଣ କହୁସନ୍ତି ଧନ୍ୟବାଦ୍ 🙏 ଆମେ ନୂଆ କଥା ଶୁଣିବାକୁ ପାଉଛୁ 🙏

  • @jitendriyasahoo9426
    @jitendriyasahoo9426 3 года назад

    bahut badhia

  • @arkshitanaik7237
    @arkshitanaik7237 3 года назад

    Bhai Guru Swami

  • @sharatkumarbehera7711
    @sharatkumarbehera7711 3 года назад +1

    ଓଁ କେଶବାୟ ନମଃ 🙏🙏🙏

  • @Pujarani_Vlogs
    @Pujarani_Vlogs 3 года назад

    Nice speech

  • @pabitramohanbarik2390
    @pabitramohanbarik2390 2 года назад

    Pranam apananku

  • @bharatimangaraj7091
    @bharatimangaraj7091 2 года назад

    🙏🏼🙏🏼🙏🏼🙏🏼

  • @r-ch-sahu3931
    @r-ch-sahu3931 3 года назад

    ବାସ୍ତବିକ ସତ୍ୟକଥା ... .. ଭାଇ .. କିନ୍ତୁ ବ୍ୟକ୍ତି ଚୋର୍ମାଗଞ୍ଜନ ମୋହରେ ପଡିଥିବାରୁ ତଥା ଭ୍ରମଜ୍ଞାନରେ ଥିବାରୁ କାମ ପ୍ରବୃତ୍ତିକୁ ଚରିତାର୍ଥ କରୁଛନ୍ତି .. ଏବେ ଯୁଗ ପ୍ରଭାବ ମଧ୍ୟ ସେହିପରି ରହିଛି.. ଆଉ ଅଖାଦ୍ୟ ..ମାଛ ମଂାସାଦି ଭକ୍ଷଣ
    ମଧ୍ୟ କାମପ୍ରବୃତ୍ତି ପାଇଁ ଉତ୍ପ୍ରେରକ ଭଲି କାମ କରୁଛି

  • @hariharnayak9690
    @hariharnayak9690 2 года назад

    Sir aapka mobail no Mujhe chahiye

  • @meera343
    @meera343 Год назад

    Aapankoro kotha bhalo lagila .....guru dev

  • @rajkishorebehera4301
    @rajkishorebehera4301 2 года назад

    L0

  • @prajnaparimitaacharya7416
    @prajnaparimitaacharya7416 3 года назад

    ପୁରୁଷ ମାନଙ୍କ ମଧ୍ୟରେ ଆତ୍ମ ସଂଯମ ଆଣିବା ପାଇଁ ଆଉ ସେମାନଙ୍କ ମାନସିକ ବିକାର କୁ ସମାପ୍ତ କରିବା ପାଇଁ କେଉଁ ଓଷା ବ୍ରତ ଆଉ ପୂଜା ପାଠ ଅଛି?

  • @kalunayak4518
    @kalunayak4518 2 года назад

    hl

  • @pradhanpolutaryfarm7339
    @pradhanpolutaryfarm7339 3 года назад

    Ethire ete bastaba katha kahichhanti je apananka pada tale matha nain jauchi

  • @karthikpujari2264
    @karthikpujari2264 2 года назад

    krsna

  • @DeepakSahu-ov1ml
    @DeepakSahu-ov1ml 2 года назад

    🙏🏼🙏🏼🙏🏼🙏🏼🙏🏼

  • @prajnaparimitaacharya7416
    @prajnaparimitaacharya7416 3 года назад

    ଆପଣ ତା ସାଧୁ ସନ୍ଥ ଲୋକ ଏତେ କଥା କେମିତି ଜାଣିଲେ?

    • @mylifeismymessage9942
      @mylifeismymessage9942 3 года назад +4

      ସାଧୁ ସନ୍ଥ ମାନେ ତ୍ରିକାଳ ଦର୍ଶୀ, ସଂସାରର ସବୁ ପରିସ୍ଥିତିକୁ ସେ ଅନୁଧ୍ୟାନ କରିପାରନ୍ତି ।ତାଙ୍କ ଉପଲବ୍ଧିରେ ସୃଷ୍ଟିରେ ଅନେକ ବିଷୟ ବସ୍ତୁ ସଂଗୃହିତ ହୋଇ ଥାଏ ।ତାହା ନ ହେଲେ ସଂସାରକୁ ଉପଦେଶ ଦେଇ ସଜାଡ଼ିବେ କେମିତି?ଆଗରୁ ଅନେକ ଉଦାହରଣ ଶାସ୍ତ୍ର, ପୁରାଣରେ ମଧ୍ୟ ଅଛି।

    • @prajnaparimitaacharya7416
      @prajnaparimitaacharya7416 3 года назад

      ସେ ଯୁଗର ସାଧୁ ସନ୍ଥ ମାନେ ଓଡ଼ିଆ movie ର କୁମାରୀ ଗୀତ କୁ visualize କରୁନଥିଲେ. ଆଜିକାକା ସାଧୁ ସନ୍ଥ ମାନେ ନାରୀ ମାନଙ୍କ ଉପରେ ବେଶୀ research କରୁଛନ୍ତି. କଳିଯୁଗର ସାଧୁ ସନ୍ଥ ମାନଙ୍କୁ ସେ ଯୁଗର ସାଧୁ ସନ୍ଥ ମାନଙ୍କ ସାଙ୍ଗରେ compare କରିବା ତା ଭୁଲ ଜିନିଷ. ପୁରାଣ ଖୋଲିଲେ ସାଧୁ ସନ୍ଥ ମାନଙ୍କର ବି ବହୁତ ଗୁମର କଥା ବାହାରିବ. ମହାଭାରତ ଠାରୁ ନେଇକି ରାମାୟଣ, କଳିଯୁଗ ପର୍ଯ୍ୟନ୍ତ. ବୁଦ୍ଧ ଙ୍କ ନୀତିବାଣୀ ଜାଣି ନାହାନ୍ତି ବୋଧେ. ଗୋଟେ ନାରୀ ସେପର୍ଯ୍ୟନ୍ତ ଖରାପ ହେଇନଥାଏ ଯେ ପର୍ଯ୍ୟନ୍ତ ପୁରୁଷ ନହେଇଛି. ନାରୀ ତ କଳୁଷିତ ହେଇଗଲା ପରୁଷ ପବିତ୍ର କେମିତି ହେଇଗଲା. ନାରୀ କଣ ବିନା ପୁରୁଷରେ କଳୁଷିତ ହେଇଗଲା. ସାରଥୀ ବାବା,ସୁର ବାବା ଙ୍କ ପରିକା କଳିଯୁଗ ସାଧୁ ସନ୍ଥ ମାନେ ହେଲେ କଳି ଯୁଗର ଜ୍ୱଳନ୍ତ ଉଦାହରଣ. Give some justified logic. Its a trend to blame girls and women from very beginning though she may not guilty, example ସୀତା ମାତା and much more. ଯଉ ପୁରୁଷ ମନେ ନାରୀ ମାନଙ୍କୁ ପ୍ରତିମୁହୂର୍ତ୍ତ ରେ ନାରୀ ମାନଙ୍କୁ blame କରୁଛନ୍ତି ସେମାନେ ଗୋଟେ ଦିନ ପାଇଁ ନାରୀ ହେଇ କି ବାସ୍ତବ ଜୀବନ ସହ ପରିଚିତ ହେଲେ, ତାଙ୍କର ପକୃତ ପ୍ରକୃତି ଜଣାପଡିବ. କହିଦେବାଟା ବହୁତ ସହଜ. Society ର କଣ ସବୁ rule ନାରୀ ମାନଙ୍କ ପାଇଁ, ପୁରୁଷ କଣ ବାରବୁଲା ଷଣ୍ଢ, ସବୁ ଦୋଷ ମାଫ. ଓଡ଼ିଆ picture ର କୁମାରୀ ଗୀତ emotion, romance feeling କୁ କେବଳ ଏମିତିକା କଳିଯୁଗ ର ସାଧୁ ସନ୍ଥ ମାନେ ହିଁ କରିଥାନ୍ତି. Indians are fools କି ସେମାନେ baar baar ଏମିତିକା ସାଧୁ ସନ୍ଥ ମାନଙ୍କୁ ବିଶ୍ୱାସ କରିକି ଆଉ ଜଣେ ଜଣେ ସାରଥୀ ବାବା ଆଉ ସୁର ବାବା ଙ୍କୁ ପ୍ରଶ୍ରୟ ଦେଉଛନ୍ତି. Practical life is completely different. Practical life is much more that. ନାରୀ କୁ ଦୋଷାରୋପ କରୁଥିବା ପୁରୁଷ ମାନେ ଥରେ ନାରୀ ହୋଇ ବାସ୍ତବ ଜୀବନର ପରିସ୍ଥିତିର ସାମ୍ନା କରିପାରିଲେ ଆମେ ବି ତାଙ୍କର ପ୍ରକୃତ ପରିଚୟ ପାଇପାରିବୁ. ନାରୀ ଜୀବନ ସବୁବେଳେ ସଂଘର୍ଷମୟ. ଆପଣ ମାନେ ସିଧା ସିଧା କୁହନ୍ତୁ ନାରୀମାନେ ଏ ଦୁନିଆ କୁ ଆସିବା କଥା ନୁହଁ. Give some justified logic. ପୁରାଣ ଆମେ ବି ପଡ଼ିଛୁ. ନାରୀ ଯୁଗେ ଯୁଗେ ଅବହେଳିତା, ଦଲୀତା, ନିଁଷ୍ପେସିତା. କଉ ପୁରାଣ ଯୁଗରୁ ନାରୀକୁ ବିନା ଦୋଷ ରେ ଅସତୀ ର ଆଖ୍ୟା ଦବା ପ୍ରଥା ଟା ସୀତା ମାତାଙ୍କ ଯୁଗରୁ ଆସୁଛି. ଜ୍ଞାନୀ କେବଳ ରାବଣ ଥିଲା ଆପଣ ମାନେ ନୁହଁ. Give some justified logic. ମୋତେ reply କରୁଥିବା ବ୍ୟକ୍ତିଜଣଙ୍କ ନିଜେ ଗୋଟେ ଦିନ ପାଇଁ ନାରୀ ହୋଇ ନିଜର ପ୍ରକୃତ ପରିଚୟ ଦେଲେ ମୁଁ ଖୁସି ହୁଅନ୍ତି. ଆମକୁ ଆପଣ ମାନଙ୍କର ପବିତ୍ରତା ର ଷ୍ଟାମିନା ଟା ଜଣାପଡ଼ିଯାନ୍ତା. ବହୁତ ଦୁଃଖର ବିଷୟ india ଏମିତିକା ଚିନ୍ତାଧାରା ପାଇଁ india ର growth ହଉନି.କିଛି constructive idea ଦେଇକି ଦେଶ ର ଉନ୍ନତି ପାଇଁ ସାଧନ କଲେ ବରଂ ଲାଭ ହୁଅନ୍ତା.

    • @prajnaparimitaacharya7416
      @prajnaparimitaacharya7416 3 года назад

      @@mylifeismymessage9942 ନାରୀ କୁ ଆକ୍ଷେପ କରିବା ବହୁତ ସହଜ. ଥରେ ନାରୀ ହେଇକି ବଞ୍ଚି କି ଦେଖାଅ.

    • @prajnaparimitaacharya7416
      @prajnaparimitaacharya7416 3 года назад

      @@mylifeismymessage9942 👎👎👎👎👎👎👎

    • @mylifeismymessage9942
      @mylifeismymessage9942 3 года назад +4

      @@prajnaparimitaacharya7416 ଆପଣ ରାଗନ୍ତୁ ନାହିଁ।ସେ ମହାଶୟ ଓଡ଼ିଆ ଝିଅର ମହାନତାକୁ ପ୍ରତିପାଦନ କରିଛନ୍ତି।ତାଙ୍କର ଅନେକ video ରୁ ମୁଁ ମାତୃ ଜାତିର ଜୟଗlନ ଶୁଣିଛି।ମା'ର ମହିମାକୁ ଅତି ସୁନ୍ଦର ଭାବରେ ଉପସ୍ଥାପନ କରିଛନ୍ତି।ଅନେକ video ରେ ଦେଖନ୍ତୁ ମହାଶୟ କେବଳ ନାରୀ କଥା କହି ନାଂହାନ୍ତି ପୁରୁଷ କଥା ମଧ୍ୟ କହିଛନ୍ତି।

  • @pinkymunda4449
    @pinkymunda4449 2 года назад

    🙏🙏🙏🙏🙏

  • @pradeeppradhan8837
    @pradeeppradhan8837 2 года назад

    ତୁମେ ବହୁତ ପଣ୍ଡିତ ନୀଳକଣ୍ଠ ଦର୍ଶନ..

  • @mallipanda4766
    @mallipanda4766 2 года назад

    Write sir

  • @Anshugemeing0007.
    @Anshugemeing0007. 2 года назад

    Screen upare apananka muhna drkhile bhala lage

  • @prajnaparimitaacharya7416
    @prajnaparimitaacharya7416 3 года назад

    👎

  • @prajnaparimitaacharya7416
    @prajnaparimitaacharya7416 3 года назад

    👎👎👎👎👎👎👎

  • @pratapbehera3608
    @pratapbehera3608 8 месяцев назад

    Jay Jagannath

  • @BISWAMITRAPRADHAN8658.
    @BISWAMITRAPRADHAN8658. 3 года назад +3

    ଗୁରୁସ୍ୱାମୀ🙏🌹 ଭାଇ। ଅତି ସୁନ୍ଦର ଆଲୋଚନା ।

  • @priyankahans9372
    @priyankahans9372 2 года назад

    Guruswami🙏

  • @chaturbhujamallik3402
    @chaturbhujamallik3402 3 года назад

    Guruswami bhai

  • @Santalikola112
    @Santalikola112 3 года назад

    🙏🙏🙏

  • @sanjaykhatua7855
    @sanjaykhatua7855 3 года назад

    Guruswami

  • @narendradas3453
    @narendradas3453 2 года назад

    Jay Jagannath

  • @mr.sunilkumar4984
    @mr.sunilkumar4984 3 года назад

    🙏🙏🙏