The Interview With Dr. Govinda Bhuyan, Writer/Columnist || ODISHA PULSE

Поделиться
HTML-код
  • Опубликовано: 6 сен 2024
  • #odishapulse #theinterview #odishanews #latestodishanews #odisha #odishapolitics #bjp #bjd #congress #naveenpatnaik #vkpandian #sambad

Комментарии • 310

  • @sukantabaliarsingh9769
    @sukantabaliarsingh9769 Месяц назад +5

    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
    ଏପରି ଲେଖା ଆଗରୁ କେହି ଲେଖିନଥିଲେ।
    ସୈମ୍ୟରଞ୍ଜନ ପ୍ରଥମେ ଚେଷ୍ଟା କରି ଥିଲେ।

  • @niharpalai3774
    @niharpalai3774 Месяц назад +34

    ବହୁତ ସୁନ୍ଦର ଭାବରେ ସତ୍ୟର ଉପସ୍ଥାପନା Dr. Bhuyan Sir nkara 🙏 ମଦୁଆ ଆଉ ଦୁର୍ନୀତି ନବୀନ ବାବୁଙ୍କ ଠାରୁ ଉନ୍ନତି ଆଶା କରା ଯାଇ ପାରେନା 🙏VK Pandian ବାମନ ନୁହେଁ ନବୀନ ର କୁକୁର।।

  • @bimalanandabrahmachari1000
    @bimalanandabrahmachari1000 Месяц назад +12

    This is the fact, beautiful discussion between a journalist and a writer. I salute and welcome

  • @ghanashyamswain2222
    @ghanashyamswain2222 Месяц назад +53

    Dr Bhuyan ଙ୍କ ଲେଖା ଓଡ଼ିଆଙ୍କ ଉପରେ ବିସ୍ତୃତ ପ୍ରଭାବ ପକାଇବ । ଖୁବ୍ ସୁନ୍ଦର ଲେଖା ।

  • @bituliparida726
    @bituliparida726 Месяц назад +7

    ନିରାଟ ସତ୍ୟ, ନିର୍ଭୀକ ସ୍ତମ୍ଭକାର।
    Sir ଙ୍କୁ ମୋର ପ୍ରଣାମ ।

  • @JogendraMishra-i4o
    @JogendraMishra-i4o Месяц назад +6

    ବହୁତ୍ ସୁନ୍ଦର୍ ଲେଖା ପୁରା ସଂପୂର୍ଣ୍ଣରୂପେ ସବୁ ସତ କଥା ଉପସ୍ଥାପନା କରିଛନ୍ତି। 24 ବର୍ଷ ଧରି ଲୋକଙ୍କୁ କେବଳ ବୋକା ବନାଯାଉଥିଲା।

  • @user-fo9ko2lq6x
    @user-fo9ko2lq6x Месяц назад +33

    ଲେଖକ ଅପ୍ରିୟ ସତ କଥା କହିଛନ୍ତି। ଯେଉଁ ସମୟ ହାତଛଡା ହୋଇଛି ତାହା ଫେରିବ ନାହିଁ। ଉତ୍କଳ ଜନନୀର ଦୁର୍ଭାଗ୍ୟ ଯେ ୨୪ ବର୍ଷ ବୃଥା ରେ କଟି ଯାଇଛି। ଏହି ଦୀର୍ଘ ସମୟରେ ହୁଏତ ଜନନୀର ଶ୍ରୀ ବୃଦ୍ଧି ହୋଇ ପାରିଥାନ୍ତା।

  • @manaswinisahoo6357
    @manaswinisahoo6357 Месяц назад +16

    ଭାବଗର୍ଭକ ବିଶ୍ଳେଷଣ । ଅସ୍ମିତା ଏବଂ ରାଜନୀତିର ଚମତ୍କାର ସଂଜ୍ଞା ପରିବେଷଣ କରିଛନ୍ତି, ଗୋବିନ୍ଦ ଭୂୟାଁ ସାର୍।
    ଅଶେଷ କୃତଜ୍ଞତା।

  • @manaswinisahoo6357
    @manaswinisahoo6357 Месяц назад +17

    ମହାପ୍ରତାପୀ ଏବଂ ମହାପରାକ୍ରମୀଙ୍କର ଅଭିମାନ ଭୂଲୁଣ୍ଠିତ ହୋଇ ସାରିଥିଲେ ମଧ୍ୟ କ୍ଷମତା କ୍ଷୁଧା ଅତୁଟ ରହିଛି ।
    ଜନ ସାଧାରଣଙ୍କୁ ଅସଲ ସେବା ଦେବାରେ ସିଏ ଛଳନାର ମୁଖା ପିନ୍ଧା ଆତ୍ମଗର୍ବୀ ମଣିଷଟିଏ ।

  • @sukumarrana9091
    @sukumarrana9091 Месяц назад +17

    ପାଣ୍ଡିଆନ ଜଣେ ଅତ୍ୟନ୍ତ ଚତୁର ଓ ଧୂର୍ତ୍ତ ବ୍ୟକ୍ତି ।ସେ କେବେହେଲେ ରାଜନୀତି ରୁ ଦୂରରେ ରହି ପାରିବେ ନାହିଁ । ଏହା ଅତ୍ୟନ୍ତ ସ୍ପଷ୍ଟ ।

    • @brajakishorepadhi4022
      @brajakishorepadhi4022 Месяц назад

      ପାଂଡିୟାନ କୁ ପୂରେଇ ଥିବା ନବୀନ ପଟ୍ଟନାୟକ କେଡେ ବଡ ହାରାମି।

  • @Kulamani-nr5oq
    @Kulamani-nr5oq Месяц назад +3

    Many many thanks dr bhuyan sir ,for your clear cut and open heart written and reply. Namaste 🙏

  • @satyanarayanrath1344
    @satyanarayanrath1344 Месяц назад +42

    ନିଛକ ସତକଥା ଲେଖି Dr Bhuyan ପ୍ରଶଂସା ର ପତ୍ର ଅଟନ୍ତି । ଆଜିଯାଏଁ ଏପରି ନିଛକ ସତକଥା କେହି କହିନାହାନ୍ତି କିମ୍ବା ଲେଖିନାହାନ୍ତି ।

    • @sukantabaliarsingh9769
      @sukantabaliarsingh9769 Месяц назад

      ଆପଣଙ୍କୁ ଧନ୍ୟବାଦ। ଏପରି ନିଛକ ଚିତ୍ରଣ କେହି କରିଥିଲେ ନଥିଲେ।

  • @sangramkishoredasdas2424
    @sangramkishoredasdas2424 Месяц назад +18

    ଗୋବିନ୍ଦ ଭୂୟାଁ ଙ୍କ ବ୍ୟକ୍ତଵ ଯଥାର୍ଥ ।

  • @Bismaya491
    @Bismaya491 Месяц назад +16

    ସମ୍ପୂର୍ଣ ସତ୍ୟ

  • @saratmishra7100
    @saratmishra7100 Месяц назад +21

    True ❤
    ସବୁ କ୍ଷେତ୍ରରେ। ଓଡିଶା past 24 years suffers a lot. ସେମାନେ ଓଡ଼ିଶାକୁ ମୋଗଲ ଭଳି ଲୋଟିଛନ୍ତି।
    ନବୀନ ବାବା is a great traitor for Odisha history.

  • @ghanashyamswain2222
    @ghanashyamswain2222 Месяц назад +29

    ବିଧ୍ୱସ୍ତ ଶିକ୍ଷା ବ୍ୟବସ୍ଥା। ତାମିଲନାଡୁ ପାଇଁ ଆଗାମୀ ବହୁ ବର୍ଷ ପାଇଁ ଦାଦନ ସୃଷ୍ଟି କରିଦେଲା । ଓଡ଼ିଶାକୁ ରୁଗଣ କରି ତାମିଲନାଡୁ କୁ ସବଳ କରିଛ ନବୀନ ବାବୁ ! ଓଡ଼ିଶା ଇତିହାସରେ କଳଙ୍କିତ ପୃଷ୍ଟା ହୋଇରହିଗଲ !

  • @LOKANATHBHARATI
    @LOKANATHBHARATI Месяц назад +5

    Dr, ଭୂୟାଁ ଯାହା ଲେଖିଛନ୍ତି ଓ ଯାହା ମୁକ୍ତ କଣ୍ଠରେ କହୁଛନ୍ତି ଏବଂ sir ଙ୍କ ଉପସ୍ଥାପନା ଶୈଳୀ ଓଡ଼ିଆ ଅସ୍ମିତା ର ସ୍ପଷ୍ଟ ପରିଚୟ ନିଶ୍ଚିନ୍ତ।

  • @pallimadhuriodiafolksong2771
    @pallimadhuriodiafolksong2771 Месяц назад +11

    ଗୋବିନ୍ଦ ସାର ଠିକ୍ କଥା କହୁଛନ୍ତି । ଲୁଟ ରେ ଭାରତରେ ପ୍ରଥମ ଓଡିଶା । ଚୁପ ରହୁଥିବା ଲୋକ ଭିଷଣ ମାରାତ୍ଵକ

  • @debendramohanty5209
    @debendramohanty5209 Месяц назад +9

    Good analysis

  • @akshyakrnayak4364
    @akshyakrnayak4364 Месяц назад +5

    ୨୪ ବର୍ସଭିତରେ ଏହି ଲେଖାଟି ଆସିଥିଲେ ଭଲ ହୋଇଥାନ୍ତା ତଥାପି ସ୍ବାଗତ ଜଣାଉଛି
    ଉଚ୍ଚ କୋଟୀର ଉପସ୍ଥାପନ ଜୟ ଜଗନ୍ନାଥ

  • @laxmidharapanda6086
    @laxmidharapanda6086 Месяц назад +11

    ଓଡ଼ିଶାର ଏକମାତ୍ର କଳଙ୍କିତ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ପଟନାୟକ ଇତିହାସରେ ଲେଖାହେବା ଥୟ ! ତା ସହିତ ବିଗତ 24ବର୍ଷ କୁଶାସନ ବର୍ଷ ଭାବରେ ପରିଗଣିତ ହେବ ! ଏପର୍ଯ୍ୟନ୍ତ ନବୀନ ପାଣ୍ଡିଆ ପାଖରେ ଗୋଲାମ ଭାବରେ କାର୍ଯ୍ୟରତ !

  • @prafulasingh2267
    @prafulasingh2267 Месяц назад +30

    ନବୀନ ବାବୁଙ୍କ ଶେଷ ୧୫ ବର୍ଷର ଶାସନକୁ କଳା ଶାସନ କହିଲେ ଅତୃକ୍ତି ହେବନାହିଁ ।
    ଯେଉଁଥି ପାଇଁ ଓଡ଼ିଶା ୩୦ ବର୍ଷ ପଛକୁ ଚାଲିଗଲା ।
    ଇତିହାସ ନବୀନ ବାବୁଙ୍କୁ କ୍ଷମା କରିବ ନାହିଁ

  • @niharpalai3774
    @niharpalai3774 Месяц назад +6

    🌼🌿 ମହାପ୍ରଭୁଙ୍କୁ 🌿🌼💗 ହୀନ ରାଜନୀତି ଲାଗି ଦାଣ୍ଡେ ଦାଣ୍ଡେ ଭିକ୍ଷା ମଗେଇ ଥିବାରୁ ନବୀନ ବହୁତ୍ ହିନସ୍ଥା ହୋଇ ମରିବ 🙏ପୁରା BJD ଦୁର୍ନିତୀ ଲୋପ ପାଇବ🙏

  • @chakradharsahoo3684
    @chakradharsahoo3684 Месяц назад +5

    We appreciate the debate discussion and conclusions. Thanks.

  • @uttamsethy2832
    @uttamsethy2832 Месяц назад +5

    Alright true topic great sir 👍👍👍

  • @prasanprusty7160
    @prasanprusty7160 Месяц назад +6

    Excellent

  • @swadhikarbetaj3768
    @swadhikarbetaj3768 Месяц назад +28

    ନବୀନ ପଟ୍ଟନାୟକ ଊପରେ ତୁରନ୍ତ ଆଈନିର ଛାଟ ବାଜିବା କଥା।ନବୀନ ଜଣେ ଅପାରଗ ସରକାର।ସବୁ ବ୍ୟବସ୍ଥାର ଧ୍ବଂସକାରୀ ରାବଣ ହେଉଛି ନବୀନ।

  • @RamakrushanTripathy
    @RamakrushanTripathy Месяц назад +8

    10000right

  • @rabindrabehera7244
    @rabindrabehera7244 Месяц назад +8

    ଅପ୍ରିୟ ସତ୍ୟ,

  • @rameshchandrabehera8100
    @rameshchandrabehera8100 Месяц назад +3

    Thanks sir.

  • @bibekkumarMk
    @bibekkumarMk Месяц назад +6

    Bhuyan Babu written chart will effect more upon Odia citizen.

  • @goutamkaran7863
    @goutamkaran7863 Месяц назад +9

    ନବୀନଙ୍କୁ ପାଣ୍ଡୁ ସଵୁ ଯେଗି ଦେଉଥିଲେ ନବୀନ ଭାବୁଥିଲେ ଯେ ଯାହା କରିଲେ ଲୋକ ଭୋଟ ଦଵେ ।ଆଉ ଶଙ୍ଗ ଚିହ୍ନ ଗଲା।

  • @Business-inodia
    @Business-inodia Месяц назад +5

    Dr.Govind says everything right way.He has says right analysis about BJD SUPRIMO Naveen Patnaik.

  • @jitendrabehera4249
    @jitendrabehera4249 Месяц назад +4

    Sir jaha bi lekhichanti 100%right congratulations

  • @smanaraoachary7019
    @smanaraoachary7019 Месяц назад +3

    100% correct presentation sir

  • @rabinarayandas6779
    @rabinarayandas6779 Месяц назад +3

    Dr Bhunya is exclusively correct salute to you 🎉

  • @antaryamimandal3988
    @antaryamimandal3988 Месяц назад +2

    Right analysis. Thanks

  • @ASHOKBBABU
    @ASHOKBBABU Месяц назад +1

    Dr.Bhuyan'writing is hundred percent authentic.His language and knowledge can never be compared.My hearty congratulation to him.May God bless him to go ahead.

  • @RanjanMishra-oq4yf
    @RanjanMishra-oq4yf Месяц назад +6

    ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ ଓଡ଼ିଆରେ ନ କହି English re ସାମ୍ବାଦିକ ମାନଙ୍କର ଉତ୍ତର ଦେଉଛନ୍ତି, ଓଡିଆ ସାମ୍ବାଦିକ ମାନେ ଓଡ଼ିଆରେ ନ ପଚାରି English ରେ ପଚାରିବାର ମାନେ କଣ

  • @prasantapal8745
    @prasantapal8745 Месяц назад +6

    Very nice 👏

  • @pradiptamohanty1364
    @pradiptamohanty1364 Месяц назад +6

    Eha heuchhi sampurna satya ghatana....
    Odisha basi etiki re bujhijiba katha......
    Actually bjd govt re kan sabu chalithila, odisha ku bhuan bulai.......
    Navin babu rajaniti re pura akhyam....... sethipaine se anya upare depend kari chalithile....

  • @babulibehera3750
    @babulibehera3750 Месяц назад +4

    Jay Sri Jagannath
    Dhanyabad sir

  • @santanukumar-rv9ln
    @santanukumar-rv9ln Месяц назад +2

    Excellent message 100% correct

  • @subhasissahoo9725
    @subhasissahoo9725 Месяц назад +3

    Bahut badhia lekhati
    Kintu lokamanaka pakhare aha pahanchiba darakar

  • @bishnucharnrana3282
    @bishnucharnrana3282 Месяц назад +1

    ଡ. ଭୂୟାଁ ଖୁବ୍ ସୁନ୍ଦର ବିଶ୍ଳେଷଣ କରିଛନ୍ତି ,ମୁଁ ଏହା ପଢ଼ି ତାଙ୍କୁ ଫୋନ୍ କରି ସ୍ଵାଗତ ଜଣେଇ ଥିଲି ।

  • @sambalpurikahar9248
    @sambalpurikahar9248 Месяц назад +4

    ବହୁତ୍।ସୁଦଂର।ଭୁୟାଁବାବୁ

  • @rameshmallick2780
    @rameshmallick2780 Месяц назад +1

    ବହୁତ ସୁନ୍ଦର ହୋଇଛି ଲେଖା ଡ.ଭୁଇଁୟା ସାର୍....

  • @sadasivasahoo4572
    @sadasivasahoo4572 Месяц назад

    Many many thanks to Dr Bhuyan for this lekha (Write,) and the reality of odisha peoples faced and suffered by the General public for last 24 years during the reign/time of BJD Administration in odisha i.e.by Sri Naveen Pattnaik and writer Dr Bhuyan written this matter so nicely to bring the crucial period ofsufferings,criticalsituation ,problems,difficulties etc of the general peoples of odisha is rightly brought by the writer to the lime light. Many thanks to Dr Bhuyan and Namaskar 🙏🙏🙏💐💐🌹🌷.. Jai Sri Ram.. Jai Jagannath..Om Namah sibaya 🙏🙏🙏🙏💐💐🌹🌷🙋🌹👍.

  • @aksahoo346
    @aksahoo346 Месяц назад +8

    Vala kam kharap adhika hoichi 24barsa sasanare

  • @subashpatra6884
    @subashpatra6884 Месяц назад +4

    Nabina.babura.kala sasan..odisa.History.re.sabu.dinapai.lipibadha.Hoi.rahigala.😊Odisabasi..Nabina.lagi..sarajiban..kandibe😊

  • @ajeetkumarmohanty7880
    @ajeetkumarmohanty7880 Месяц назад +7

    Fasi hau nabina ku

  • @ashokkumarsahoo7041
    @ashokkumarsahoo7041 Месяц назад +2

    Excellent Intervew Sir ❤

  • @surjyakumarsatpathy556
    @surjyakumarsatpathy556 Месяц назад +4

    ଫାଜଲାମି ୱାର୍ଡଟି ବିଲକୁଲ ଠିକ୍ |

  • @hulashmajhi7571
    @hulashmajhi7571 29 дней назад

    ଭୂଇଆ ସାରେ ନିରାଟ ସତ୍ୟ ଘଟଣା ଉପରେ ଆଧାରିତ କରିଛନ୍ତି ସାରେ ଆପଣ ଙ୍କୁ ଧନ୍ୟବାଦ

  • @ajeetkumarmohanty7880
    @ajeetkumarmohanty7880 Месяц назад +4

    Nabina apradhi

  • @Business-inodia
    @Business-inodia Месяц назад +3

    Vhaskar Sahu is a Original Odiya.Who start first attack on Non ODIYA.

  • @sibaprasadswain5060
    @sibaprasadswain5060 Месяц назад

    Sir, Namaskar, These are true facts and all the presentations praiseworthy and beyond imagination..

  • @astrosambad8169
    @astrosambad8169 Месяц назад +1

    Thank you bhuanya sir for truth spiking and writing.

  • @user-es3fn9dc5u
    @user-es3fn9dc5u Месяц назад +1

    କିନ୍ତୁ ଦୁଃଖ ର ବିଷୟ ଏଇ ସବୁ ଦୁର୍ନତି ଜଳ ଜଳ ହୋଇ ସମସ୍ତଙ୍କୁ ଦେଖା ଯାଉଥିବା ବେଳେ ନୁଆଁ ସରକାର କେବଳ ନିରବ ଦ୍ରଷ୍ଟା ସାଜିଛନ୍ତି ଜାଣି ଅଜଣା ହେଉଛନ୍ତି।

  • @bansidharswain6298
    @bansidharswain6298 Месяц назад

    Very practical views offered by Bhuyan Sir. Navin should be summoned.

  • @rameshchandrajena9319
    @rameshchandrajena9319 Месяц назад +1

    ଧନ୍ୟବାଦ sir 🙏

  • @sadasivasahoo4572
    @sadasivasahoo4572 Месяц назад

    Very nice presentation... Jai Sri Ram 🙏🙏🙏🙏💐💐🌹🌷🚩🌹🌹

  • @Business-inodia
    @Business-inodia Месяц назад +3

    My Question is Why Dr.Govinda not give any thing about 5 T or PANDYAN.

  • @user-kt2nr4xf1s
    @user-kt2nr4xf1s Месяц назад

    G. Bhuyan is a great prominent writer& columnist no doubt.Thank you a lot.

  • @dillipmohanty1000
    @dillipmohanty1000 Месяц назад +3

    ଏହି ଆର୍ଟିକିଲ୍ ରେ ଯାହା ଲେଖା ଯାଇଛି ପରବର୍ତ୍ତୀ ପିଢ଼ିର ପାଠକଙ୍କ ପାଇଁ ଇତିହାସ ପୁସ୍ତକରେ ଲେଖାଗଲେ ଚଳିବ

  • @ramakantabehera1403
    @ramakantabehera1403 Месяц назад +1

    ଡକ୍ଟର ଗୋବିନ୍ଦ ଭୂୟାଁ ଆମ ଓଡ଼ିଆ ଜାତି ପାଇଁ ଗର୍ବିତ।ଚିନ୍ତା ଓ ଚେତନାର ଉତ୍ସ।

  • @harihardhal1974
    @harihardhal1974 Месяц назад +3

    24 barsa re odisa ra bahuta abanati hoichi

  • @monajsabat8383
    @monajsabat8383 Месяц назад +4

    Naveen Patnaik madua sarkar jadu tamil Loka ku Luti chalei achie 25 year back Odisha

  • @sadasivasahoo4572
    @sadasivasahoo4572 Месяц назад

    Well said writer and Absolutely Right .. Jai Jagannath.. Jai Sri Ram....Om Namah sibaya 🙏🙏🙏🙏💐🌹🙋❤️💐

  • @autofast5298
    @autofast5298 Месяц назад

    Hat's Off to Dr Gobinda Bhuyan a talented courageous journalist.

  • @prasantdas2702
    @prasantdas2702 Месяц назад +1

    Khub sundar lagila

  • @surashabehera3756
    @surashabehera3756 Месяц назад +1

    Koti koti pranam Dr bhuyan sir

  • @sitikanthamishra2871
    @sitikanthamishra2871 Месяц назад

    Dr Bhuan' s political analysis is appropriate, timely & excellent.His keen insight into Nabin 's hypocrisy is highly remarkable.

  • @pramodkumarrout7641
    @pramodkumarrout7641 Месяц назад

    Right Article.
    Thanks to Dr.Gobinda Bhuyan.

  • @purnamallik-gl8st
    @purnamallik-gl8st 15 дней назад

    Sir you are a great writer you are right thanks 🙏👍

  • @bhaskarchandrasahoo8777
    @bhaskarchandrasahoo8777 Месяц назад +1

    ଜୟ ଜଗନ୍ନାଥ 🙏
    ସବୁ ଜଗନ୍ନାଥଙ୍କର ଇଛା

  • @manjupravamishra8000
    @manjupravamishra8000 Месяц назад

    Very nice excellent 👌 discussion 👍.🙏

  • @krushnasahoo155
    @krushnasahoo155 Месяц назад +2

    ଠିକ୍ କଥା

  • @user-kr3tv2kv2p
    @user-kr3tv2kv2p Месяц назад

    Dr. Bhuyan nka lekha bahut sundar prakuta tathya, bahut Bahut dhanyabad.pratek odia ahaku padhiba nihati abasyka.

  • @laxmidharsatapathy1167
    @laxmidharsatapathy1167 Месяц назад

    ଅତି ସୁନ୍ଦର.... ଅତି ସୁନ୍ଦର ❤

  • @dibakarpanigrahy9369
    @dibakarpanigrahy9369 Месяц назад

    Absolutely right observation by Dr.Bhuyan...🎉

  • @ullasakumarjena9573
    @ullasakumarjena9573 Месяц назад +2

    Nabina kumbhira kandhana kandhuhi

  • @user-re4eq6mi1y
    @user-re4eq6mi1y Месяц назад +1

    Very nice Dr, Bhuyan

  • @MahavirMusicStudio-vj8yu
    @MahavirMusicStudio-vj8yu Месяц назад

    I praise immensely to Dr Bhuanya for his clear description and manifestation of the failure of governance meted out by Ex CM Nabin Pattnaik

  • @nibarandas9776
    @nibarandas9776 Месяц назад

    Dhanyavad Dr Bhuyan!Sabu thik samikhya.

  • @sudhakarnayak2958
    @sudhakarnayak2958 Месяц назад +2

    Dr Bhuyan Saab Is Right Lakha Naveen Non Odiya Is Right Naveen Odisha ko Dush Keya 24yers Gadha Naveen Out Karo Arast Karo Jay BJP Jay Jagannath

  • @prahaladsahu5406
    @prahaladsahu5406 Месяц назад

    Very good Analysis, 👍.

  • @nibarandas9776
    @nibarandas9776 Месяц назад

    Request Dr Bhuyan to write a full book on 24yrs of failed rule in Odisa.

  • @gangadhardash3430
    @gangadhardash3430 Месяц назад

    Congratulastion
    🎉🎉🎉🎉🎉🎉🎉

  • @user-ye6mn5fi1g
    @user-ye6mn5fi1g Месяц назад

    Dr bhuyan i salute you for your valuable comments.❤

  • @dillipmohanty2410
    @dillipmohanty2410 15 дней назад

    Many many thanks gobinda sir.

  • @AmitKumar-ix8rv
    @AmitKumar-ix8rv Месяц назад +1

    100%Right 👌👌👌👌👌👌👌👌👌👌👌👌👌👌

  • @binodnayak5778
    @binodnayak5778 Месяц назад

    ୧୦୦ ରୁ ୧୦୧ ସତ କଥା କହିଛନ୍ତି ଆଜ୍ଞା । ଧନ୍ୟବାଦ୍।

  • @shibaprasadsahoo3162
    @shibaprasadsahoo3162 Месяц назад

    Very nice thanks

  • @purnadash3291
    @purnadash3291 Месяц назад +1

    👍👍👍🙏

  • @peaceofnature...6905
    @peaceofnature...6905 Месяц назад +1

    Koti koti Namaskar Dr.Bhuyan🙏🙏

  • @user-ud1lp4oh5t
    @user-ud1lp4oh5t Месяц назад +2

    ସତ କଥା କହିଲେ ଅଯୋଗ୍ୟ ନବୀନ ଅଣ ଓଡିଆ ନବୀନ

  • @rasmiraut
    @rasmiraut Месяц назад

    Litu bhai.. Best one... 👏👏

  • @purnachandrasahoo2847
    @purnachandrasahoo2847 Месяц назад

    ଧନ୍ଯବାଦ୍ ଜଣାଉଛି ଆପଣ କୁ ଠିକ୍ କଥାକହିଥିବାରୁ

  • @RabinarayanaSwain-jh9pf
    @RabinarayanaSwain-jh9pf Месяц назад

    Bhuyan Babu thanks your prapose and young and most built