Why Sujeet Kumar joined BJP ? || Show(EP-290) || ODISHA PULSE

Поделиться
HTML-код
  • Опубликовано: 15 сен 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #pranabprakashdas #bjdcrisis #bjdpolitics #sujeetkumar #mamatamahanta #dharmendrapradhan #bhartruharimahtab

Комментарии • 53

  • @RanjanBehera-ge1kf
    @RanjanBehera-ge1kf 10 дней назад +5

    ☀️ ଦୁର୍ନୀତି ର ପରିମାଣ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ କେହି ଆଉ ସ୍ୱାଭିମାନି ନେତା ରହିବାକୁ ଚାହୁଁନାହାଁନ୍ତି ବିଜେଡି ରେ....♥️🎄💙🎄💛🎄🖤🎄🤍 🎄🧡🎄💚🎄💙🎄♥️🎄🖤🎄💛🎄💙🎄🖤🎄🧡🌲💚🌲💙🌲♥️🌲🖤🌲💛🌲💙 🌲♥️🌲💙

  • @ajayakumarmohanty9582
    @ajayakumarmohanty9582 10 дней назад +4

    ଆପଣ ଜନତାଙ୍କୁ ଉପଯୁକ୍ତ ଦର୍ପଣ ସାମନାରେ ଠିଆ କରାଇ ଛନ୍ତି। ବହୁତ ଧନ୍ୟବାଦ।

    • @duryodhanmahanta7766
      @duryodhanmahanta7766 9 дней назад +2

      ବିଜେଡି ବୁଡି ବୁଡି ଆସୁଛି।

  • @chhabindramansingh73
    @chhabindramansingh73 10 дней назад +7

    Bjd ରେ କଣ ସମସ୍ତେ କ୍ରୀତଦାସ ହୋଇ ରହିବା ପାଇଁ ଭଲ ପାଇବେ କି, କେତେ ମାନ୍ୟବର ମାନ୍ୟବର ହେବେ, sir sir ହେବେ

  • @abhiramsahoo5642
    @abhiramsahoo5642 10 дней назад +12

    ପାଣ୍ଡାଆନ ବିଜେଡିରେ ଥିବା ପର୍ଯ୍ଯନ୍ତ ଏମିତି ଗୋଟିଏ ଗୋଟିଏ ଖସିବେ ! ବଦମାସ ପାଣ୍ଡିଆନ ଓଡିଶା ପାଇଁ ଗୋଟେ କଳଂକ !

    • @prasantapanda1703
      @prasantapanda1703 9 дней назад +1

      ପାଣ୍ଡିଆନ କିଛି ବି ନୁହେଁ ବିଜେଡିର କିମ୍ବା ଅଲଗା ଯେତେ ବିଜେଡିର ନେତା ସେମାନେ ବି କିଛି ନୁହଁ, ବିଜେଡି ଗୋଟେ ରାଜନୈତିକ ଦଳ ନୁହେଁ ଏହା ଏକ ବେସରକାରୀ କମ୍ପାନୀ ଆଉ ଯାହାର ମାଲିକ ହେଉଛି ସେଇ ପରମ ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ, ବାକି ଯେତେ ନେତା ସବୁ ହେଲେ କ୍ରୀତଦାସ, ଅର୍ଥାତ ସବୁରି ମୂଳରେ ସେଇ ହାରାମି ନବୀନ ପଟନାୟକ, ଓଡିଶାରେ ଯେତେ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ନାରୀ ନିର୍ଯାତନା ଗୁଣ୍ଡାଗିରି ହେଇଚି ସବୁ ସେଇ ହାରାମି ନବୀନ ପଟନାୟକ ଇଙ୍ଗିତରେ ହିଁ ହେଇଚି, ନବୀନ ପଟନାୟକ ବହୁତ ଚାଲାକ ସେ ନିଜେ ସବୁବେଳେ ସ୍ୱଚ୍ଛ ରହିବା ପାଇଁ ସେ ନିଜେ କିଛି ନକରି ଅଲଗା ନେତା ମନ୍ତ୍ରୀ ଅଫିସର ମାନଙ୍କ ଦ୍ୱାରା କରାଏ, ସୁତରାଂ କାଉ ଖାଇବ ପଣସ ବଗ ମୁଣ୍ଡରେ ଆଠା, ଅର୍ଥାତ ନିଜେ ସବୁ କରିବ ନବୀନ ପଟନାୟକ କିନ୍ତୁ ଦୋଷ ଲଦାଯିବ ଅଲଗାଙ୍କ ଉପରେ, ଅଲଗାଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରିବାରେ ନବୀନ ହେଉଛି ମାହିର

    • @RanjanBehera-ge1kf
      @RanjanBehera-ge1kf 9 дней назад

      ​@@prasantapanda1703
      ସବୁ ଦିନ ନଥାଏ ଚାନ୍ଦିନୀ ରାତି..... ଏବେ କିନ୍ତୁ କାଉ ତଣ୍ଟିରେ ଲାଗିଛି କଣ୍ଟା... ଭଗବାନ କେବେ ମୁକ୍ତି ଦେବେନି ଏ ଭ୍ରଷ୍ଟାଚାରି ଅଧର୍ମି କୁ କାରଣ ଯୋଗେ ଯୋଗେ ଲାଗି ରହିଛି ସଂହାର ଲୀଳା.......

  • @manojkumarrout4694
    @manojkumarrout4694 10 дней назад +4

    Sujit Bhai welcome to B JP❤❤❤❤❤❤❤❤❤❤❤❤❤❤❤

  • @bipracharanjena2736
    @bipracharanjena2736 10 дней назад +4

    ନବୀନବାବୁ ଯାହା ଶିଖାଇଛନ୍ତି ଏବେ ତାର ଫଳ ଭୋଗୁଛନ୍ତି ଲୋକେ ଦେଖୁଛନ୍ତି

  • @chandrapratapbisoi3882
    @chandrapratapbisoi3882 10 дней назад +2

    Dhanyabad bhai

  • @pradiptaroul5826
    @pradiptaroul5826 10 дней назад +4

    ପାଣ୍ଡିଆନ୍ ଯେପର୍ଯ୍ୟନ୍ତ ବିଜେଡିରେଥିବ ବିଜେଡି ଉଧେଇବ ନାହିଁ

  • @netajidash9367
    @netajidash9367 9 дней назад +1

    ନବୀନ ନିଜେ ଥରେ ଗୋଟେ ସାକ୍ଷାତକାରରେ କହିଥିଲେ " ମୁଁ ଏହାର ଆରମ୍ଭ, ମୁଁ ହିଁ ହେବି ଅନ୍ତର କାରଣ"। ସେ ତାଙ୍କ କଥା ଏବେ (ଅନିଚ୍ଛା ସତ୍ତ୍ବେ ବୋଧହୁଏ) ଧୀରେ ଧୀରେ ପାଳନ କରିବା ଭଳିଆ ଲାଗୁଚି।

  • @rkbehera1241
    @rkbehera1241 10 дней назад

    Good news sir

  • @sumankar6856
    @sumankar6856 9 дней назад

    Hard-hitting analysis ❤❤

  • @kishorchsrichandan307
    @kishorchsrichandan307 10 дней назад +3

    Next name will after oath of Sujit.

  • @444bharat
    @444bharat 10 дней назад +2

    In Next few months All Ragya sabha members And many MLA of BJD will be joining into BJP Party 🙏

  • @netajidash9367
    @netajidash9367 9 дней назад

    ମିଶ୍ର ବାବୁ, ଆପଣଙ୍କର ସମ୍ବାଦ ଅନୁଶୀଳନ ଓ ପରିବେଷଣର ଢଙ୍ଗ ବହୁତ ଭଲ ଲାଗୁଚି। ହେଲେ ଦୁଃଖ ଲାଗୁଚି ସବୁବେଳେ ବାସି ଖବର। ଏବର ଏଇ ଭିଡିଓ ଗତ କାଲିର ଆଜି ଏବେ (ଦିନ ୧.୧୫ ରେ) ପାଇଲି। ଏଥିରେ ସୁଧାର ହେଇ ପାରିବ କି?

  • @NirakarSamantarai-db2mr
    @NirakarSamantarai-db2mr 9 дней назад +1

    ସଫା ହେଇଯାଉ

  • @swadhikarbetaj3768
    @swadhikarbetaj3768 10 дней назад +1

    ଉପରକୁ ଅନେଇ ଭଲକରି ମରଉଥା ରେ ସର୍ବହରା---

  • @pabitramohandas6943
    @pabitramohandas6943 9 дней назад

    ବିଜେଡି ଲୋପ ପାଇବା ଉଚିତ, କାରଣ ଓଡ଼ିଶାବାସୀଙ୍କର ଓଡ଼ିଶାର ସ୍ୱାର୍ଥକୁ ବିଜେଡି ଗୁରୁତ୍ୱ ନ ଦେଇ ଅଣ-ଓଡ଼ିଆଙ୍କ ସ୍ୱାର୍ଥକୁ ପ୍ରୋତ୍ସାହନ ଦେଇଛି l ବିଜେଡି'ର ଅବଶିଷ୍ଟ ସାତ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ଦେଲେ ଭଲ l

  • @janardanpanda5378
    @janardanpanda5378 9 дней назад +1

    ସୁଜିତ କୁମାର ଯାହା କରିଛନ୍ତି ଠିକ୍ କରିଛନ୍ତି

  • @TusaraKata
    @TusaraKata 9 дней назад +2

    ଘୁଷୁରୀ ବିକ୍ରି ହେଇ ଗଲା

  • @trilochanpatnaik6321
    @trilochanpatnaik6321 9 дней назад +1

    ଆଗ ଇସ୍ତଫା ଦେଲେ। BJD ଦଳରୁ ଓ ରାଜ୍ୟ ସଭାରୁ ଇସ୍ତଫା ଆଗ ସୁଜିତ କୁମାର। ତା ପରେ ନନ୍ଦିଘୋଷ ଟିଭି ରେ କୁହାଗଲା ସୁଜିତ କୁମାର ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ BJD ଦଳରୁ ବହିସ୍କାର ହେଲେ। ସେ ତ ଆଗ ଇସ୍ତଫା ଦେଇଥିଲେ। ଦଳ ତେବେ କାହାକୁ ବହିଷ୍କାର କଲା ବୋଲି ନନ୍ଦିଘୋଷ ଟିଭି କହିଲା?

  • @binodsahoo3374
    @binodsahoo3374 10 дней назад

    Party doesn't have any ethical emotions to keep its members united despite adversity.

  • @pradiptakumarnayak5249
    @pradiptakumarnayak5249 9 дней назад +1

    Good news😂

  • @biswanathsitha5142
    @biswanathsitha5142 9 дней назад +1

    ନବିନ ର ମୁହଁ କୁ ମୁହଁ କୁ ଚପଲରେ ପିଟ ,ବେଇମାନ,ଲାଞ୍ଚୁଆ ,ମିଛୁଆ ବିଜେଡି ନେତା ନବିନ ,

  • @prasantapanda1703
    @prasantapanda1703 9 дней назад

    ଏ ସାମ୍ବାଦିକ ଜଣକ ବିଜେଡି ଓ ନବୀନର ପେଳ ଚାଟିବା କେବେଠାରୁ ଛାଡିଲା

  • @simanchalpanda331
    @simanchalpanda331 10 дней назад

    Nabin will face the problem like Ramachandra Mangaraj of the novel Chha mana atha guntha written by F.M.Semapati.

  • @shankardmishra121
    @shankardmishra121 9 дней назад

    Who is the mext to quit the Rajya Sabha seat from bjd?

  • @ranajitjena4668
    @ranajitjena4668 9 дней назад

    ଆରେ ଗାଲୁଆ ଗୋଲାମ ସାମ୍ବାଦିକ ରେଭେନ୍ସା କଲେଜ ଉପରେ ଖବର ପ୍ରସାରଣ କରିବା ପାଇଁ ତୋର କଣ ମନେ ପଡୁନି ଏଠି କଣ ଓଡ଼ିଆ ଅସ୍ମିତା ତୋର ହଜିଗଲା. ରାଜ୍ୟପାଳ ପୁଅ ଉପରେ କଣ ପାଇଁ ଖବର ପ୍ରସାରଣ କରିପାରୁନୁ.

  • @JagdishHarichandan
    @JagdishHarichandan 10 дней назад +1

    Nabin patnaik ra ana odia priti

  • @bibhutinanda2359
    @bibhutinanda2359 9 дней назад

    ଠିକ କଥା

  • @sasikantkant4780
    @sasikantkant4780 9 дней назад

    Durga mera bhai,
    BJD will go for ever,
    Like Utkal congress.

  • @pradipray6127
    @pradipray6127 8 дней назад

    ଆରମ୍ଭ ମାତ୍ର

  • @rayadvocate7711
    @rayadvocate7711 8 дней назад

    Marwadi aau Kan Kariba.

  • @rayadvocate7711
    @rayadvocate7711 8 дней назад

    Naveen is behin all turmoil in Odisha as he had preferred Tamils and Marwaries over Odias. Now running from pillar to post. Odia people will no mre shed trars for him

  • @bubusahoo2869
    @bubusahoo2869 9 дней назад

    Bjd ku khusi lagila😂jay bjd

  • @suryadas1087
    @suryadas1087 10 дней назад

    Sulata Deo is role model for BJD.

  • @sabitribehera3
    @sabitribehera3 9 дней назад

    ଘୁଷୁରୀ କୁ ପାଚିଲା କଦଳୀ ଭଲ ଲାଗିଲା ନାହିଁ ପଙ୍କ ରେ ଘାଣ୍ଟି ହେବା ପାଇଁ ଗଲା।

    • @sankarnathmaharana7859
      @sankarnathmaharana7859 9 дней назад +1

      ଯିଏ ପାଣ୍ଡୁର ପାଦ ଚାଟିବ ସିଏ ଏଭଳି କହିବେ

  • @bishnumishra8668
    @bishnumishra8668 10 дней назад

    🚨 Who Next?

  • @bisweswarmishra103
    @bisweswarmishra103 10 дней назад

    BETRAYER

  • @user-tc8zk7gb1x
    @user-tc8zk7gb1x 9 дней назад

    Sujit,Kumar,gotay,swartha,badi

  • @shyamsundarpanda4830
    @shyamsundarpanda4830 10 дней назад +1

    Hipocrat

  • @tariniprasadmohanty1136
    @tariniprasadmohanty1136 10 дней назад

    Maharaj Abe samaste aamaku chhadi chaligale Abe aame kan Kariba......Pandu

  • @ganeshpadhi3230
    @ganeshpadhi3230 10 дней назад

    Kete tanka pae bikri houchu

    • @sankarnathmaharana7859
      @sankarnathmaharana7859 9 дней назад +1

      ଅନ୍ୟ ଦଳରୁ ଯେଉଁମାନେ ବିଜେଡିକୁ ଆସୁଥିଲେ କେତେ ଟଙ୍କାରେ ବିକ୍ରୀ ହେଇକି ଆସୁଥିଲେ ଟିକେ କହିପାରିବେ ବିଜେଡିର କର୍ମର ଫଳ ଭୋଗୁଛି ଆଗକୁ ଆହୁରି ଭୋଗିବ ସମୟକୁ ଅପେକ୍ଷା କର ଏତେ ବ୍ୟସ୍ତ କାହିଁକି ହେଉଛନ୍ତି

  • @dilliptripathy8813
    @dilliptripathy8813 8 дней назад

    Bakwas