q😊😊😊😊😊😊❤❤❤❤❤❤❤😊❤❤❤❤😊😊1😊q1qq1 re q❤q😊😊😊q😊😊😊❤❤😊😊qqqqqqqqqqq❤😊q😊q❤😊❤❤❤❤qq😊1qqqqqqqqq1wqqqqqqqqqqqqqqqq1qqqqqq re q😊😊 ree qqqqqpqqqqqqqqqq😊q😊❤😊qqqqqqq❤❤q😊q😊😊qqqqq😊😊q😊😊😊😊😊😊😊😊q😊qqqq😊😊😊😊qqqq😊q😊qqeq❤qqqq❤q❤😊❤😊❤qqqqqqqqqqqqqq❤❤qq❤q1qqq
Siddharth Bhai mo pain first and last hero...se time re simple b kete sundar dekha jauchanti.ehi Gita mora favourite song jetebele b mun stress re thae mun ehi Gita sune...
❤ siddhant sir nka bhalia hero mu mo life re kebe dekhini and ama ollywood industry we search the gold we lossed our dimond,eita ama industry 2010 pare karuchi , siddhant sir always superstar in ollywood industry ❤❤and no 1 hero of ollywood industry Love you sir
Hajei deli mun mo se samaya jeun samaya re mun more Mane achhi je mun ei sabi Gita ku mo baba nka mobile ru lekhuthili skip kri Kari mi bhalu kie ei sabu ky Miss karuchi 😭😭😭😢😢😢
୨୦୨୪ ରେ କିଏ ଏ ଗୀତ ଶୁଣୁଚ ❤❤
Mui
Me
Mu
Bhi mun au miluni
❤❤❤❤❤❤
ସିଦ୍ଧାନ୍ତ ଭାଈ ଓଡିଆ ଲୋକଙ୍କ ଭିତର ତାରକା ଭଳି ରହିଛନ୍ତି, ତାଙ୍କ ଭିଡିଓ ଦେଖିଲେ କେତେ ଯେ ପୁରୁଣା ସ୍ମୃତି ମନେ ପଡ଼ିଯାଏ,,2024ରେ କିଏ ଏ ଗୀତ ଦେଖୁଚ like କର
👍
❤❤❤
@@nnareshreddy5260
I like you odia Film
Mu bi dekhe odia movies song❤❤❤❤❤
Mu
ହଜେଇଦେଲି ମୁଁ ସେ ପିଲାଦିନର ଏମିତି ମନୋଲୋଭା ଓଡ଼ିଆ ଫିଲ୍ମ ଆଉ ଏମିତି ହିରୋ ହିରୋଇନ୍ କୁ 😢😢😢😢....ବାହାନା କରି ସ୍ମୁଲରୁ ପଳେଇ ଆସୁଥିଲି ଏତେ ପ୍ରିୟ ଥିଲା ସେ ଓଡ଼ିଆ ଚଳଚ୍ଚିତ୍ର ❤️❤️❤️❤️ଟଙ୍କା ଆଦାୟ କରି ଡିଭିଡି ,ସିଡି ଗାଁ ମଝିରେ ବସି ଏମିତି ଫିଲ୍ମ ଦେଖିବା ସତରେ କୋଉ ସ୍ୱର୍ଗ ସୁଖଠୁ ବି କମ ନଥିଲା 😭😭😭😭😭ଆଉ ଏବେ ବଡ ହେଇ ଖାଲି ଟେନସନ.........
Hnnn vayi
Ravivar koi school thila bhai Tamara!!!😂😂😂
@@razaf4150 ଭଲସେ ପଢ ଭାଇ କ'ଣ ଲେଖିଛି 🙄🙄🙄 ରବିବାରର ସୁନ୍ଦର ଫିଲ୍ମ ୪ଟା ରେ ଦିଏ .... ଏବଂ ବାହାନା କରି ସ୍କୁଲ ସମୟରୁ ବି ପଳେଇ ଆସୁ
Right 😢❤
ଭାଇ କଥା ପଦେ kahila😢
ସେତେବେଳ ର ଚଳଚ୍ଚିତ୍ର ପରି ଏବେ ର ଚଳଚ୍ଚିତ୍ର ସେ fellings ନାହିଁ । କିଏ କିଏ ମାନୁଛ😢😢😢
ଏବେକାର ଗାୟକ ତଥା ଗୀତିକାର ତାଙ୍କ ଚଉଦ ପୁରୁଷରେ ବି ଏମିତି ସଙ୍ଗୀତ ବନେଇ ପାରିବେ ନାହିଁ। କେଡ଼େ ସୁମଧୁର ସଙ୍ଗୀତ ଯାହାକୁ ଶୁଣିଲେ ହଜାରେ ଥର ଶୁଣିବାକୁ ଇଚ୍ଛା ହୁଏ।❤❤
❤❤❤❤❤❤❤❤❤ 5:38 the best
Sonu Nigam❤❤❤
@@JyotiPrusti❤❤❤❤❤❤ 5:34 😊❤
Sata Katha
Kan kahile vai 😂😂😂,well said
କେଡ଼େ ସୁନ୍ଦର ମୋ ହିରୋ ଆଜିବି ସବୁ ଓଡ଼ିଶା ବାସୀଙ୍କ ହୃଦୟ ରେ ଅଭୁଲା ସ୍ମୁତି ଭାବେ ରହିଛନ୍ତି
ଏପରି ଗୀତ ସବୁ ଶୁଣି ଖାଲି ଯେ ମନ ଖୁସି ହୁଏ ତାହା ନୁହେଁ , ବରଂ ପିଲା ଦିନର ସେଇ ଅଭୁଲା ସମୟ ମଧ୍ୟରେ ଏକ ନଉକାରେ ବସି ପରିଦର୍ଶନ କଲା ପରି ଲାଗେ। ସତରେ କେତେ ସୁନ୍ଦର ଥିଲା ପିଲା ଦିନ! ସମୟ ଧୀରେ ଚାଲୁଥିଲା, ଏବେ ଏମିତି ଲାଗୁଛି ଯେମିତି ସମୟ କେଉଁ ଦୌଡ଼ ପ୍ରତଯୋଗିତାରେ ଭାଗ ନେଇଛି।
You are right brother 🥹
🙏🙏🙏...
Same bhai
Thick kahile
Bahut sundar katha kahicha
ଏ ଫିଲ୍ମ ଦେଖିବା ପାଇଁ ରବି ବାର ସନ୍ଧ୍ୟା ରେ tution ru ବହନା କରିକି ଆସୁଥିଲୁ ଆଜି ଦିନଟା ଛାଡ଼ିଦିଅ ଅପା।ସତରେ ସେ ପିଲା ଦିନ ବହୁତ୍ ଭଲ ଥିଲା ।
Aji Mane padile Kanda asuchi
ବାସ୍ତବରେ ଆଜି କାଲି ର ପୁଅ ଝିଅ ମାନେ ଏଇ movie ଦେଖି ଜାଣି ପାରିବେ କି ପ୍ରେମର ମାନେ କଣ, ଆଜି ର generation ସବୁ ପ୍ରେମ ପରି ଏକ ପବିତ୍ର ଶବ୍ଦ କୁ ନଷ୍ଟ କରି ସାରିଲେଣି।❤
You are right bhai 😊
You are right bhai 😊 👌
Thank you
Aji kali Prema mobile arambha .Oyo re sesa
U are right 👍
❤ଆମେ ଓଡ଼ିଆ ଆମ ଗୀତ ଭାରି ବଢିଆ 👌 ଆମ ସିଦ୍ଧାନ୍ତ ଭାଇ ଭଲ କଳାକାର ❤❤
ପିଲାଦିନ ଛାଡିଦେଲେ ଜୀବନରେ ଆଉ ଶାନ୍ତି ନାହିଁ ଏବେ ସମୟ ଅନୁସାରେ ମଣିଷ ଦଉଡିବାକୁପଡିବ ବିଚିତ୍ର ଦୁନିଆ ଜୟ ଜଗନ୍ନାଥ 🙏🙏🙏
ସ୍ବପ୍ନ ଭରା ସେ ପିଲା ଦିନ କୁଆଡେ ହଜିଗଲା କେ ଜାଣି।,,,,,😢😢😢
ସେଥିରେ
ତୋ ପାଇଁ
ଓଃ ମାଇ ଲଭ୍
ଆଇ ଲଭ୍ ୟୁ
ତୋ ଆଖି ମୋ ଆଇନା
ବାବୁ ଆଇ ଲଭ୍ ୟୁ
Etc etc।।।😢😢😢
ପିଲାଦିନେ ସିନେମା ଦେଖିବା ପାଇଁ କେତେ ଗାଳି ଆଉ ମାଡ଼ ଖାଇଚୁ ବାପାଙ୍କ ଠାରୁ କାରଣ ସିନେମା ଆଉ ଆକ୍ଟର ଏଵଂ ଏକ୍ଟ୍ରେସ ମଧ୍ଯ ଭଲଥିଲେ.. ଏବେ ଏମିତି ଆକ୍ଟର ନାହାନ୍ତି କି ସିନେମା ବି ଆସୁନି..
ମୁଁ ପିଲା ଦିନରୁ ଏହି ଫିଲ୍ମକୁ ବହୁତ ପସନ୍ଦ କରେ ଆଉ ଆଜି ବି କରୁଚି❤
ମୁଁ ପିଲା ଦିନେ ସ୍କୁଲ ରେ ଏଇ ଗିତ ଗାଇ । ପ୍ରଥମ ପୁରସ୍କାର ପାଇଥିଲି।
❤❤😊q😊❤❤❤❤❤❤😊😊😊😊😊p😊😊❤😊😊😊😊😊😊😊😊😊😊😊😊😊❤❤😊😊❤😊❤😊❤😊😊😊❤❤qqqqqqqq😊❤q😊qqqq😊😊q😊😊qqq😊😊😊😊😊😊😊😊😊😊😊😊😊😊😊😊😊😊😊😊😊qq😊😊q😊😊q😊q😊😊😊 to😊😊❤😊q😊❤ with❤😊q😊qqqqqqqqqqqqq😊qqqqqqqqqq❤qqqqqqqqqqqqqqq😊😊😊❤❤qq😊qqqqqaqqqqqqq❤qqqqqqq1qqqqqqqq😊qqq1qqqq
q😊😊😊😊😊😊❤❤❤❤❤❤❤😊❤❤❤❤😊😊1😊q1qq1 re q❤q😊😊😊q😊😊😊❤❤😊😊qqqqqqqqqqq❤😊q😊q❤😊❤❤❤❤qq😊1qqqqqqqqq1wqqqqqqqqqqqqqqqq1qqqqqq re q😊😊 ree qqqqqpqqqqqqqqqq😊q😊❤😊qqqqqqq❤❤q😊q😊😊qqqqq😊😊q😊😊😊😊😊😊😊😊q😊qqqq😊😊😊😊qqqq😊q😊qqeq❤qqqq❤q❤😊❤😊❤qqqqqqqqqqqqqq❤❤qq❤q1qqq
😊q😊q😊😊😊qqqqqqqqqq❤q1q111q😊1qqq111q1qqq
Just andaru fhutuchu bodhe au
@@kedarbarik3772❤❤❤❤❤❤❤❤❤❤❤❤❤
ଏଇ ଗିତ ଶୁଣିଦେଲେ ମନକୁ ବହୁତ ଆନନ୍ଦ ମିଳିଯାଏ ଆଉ କୋଉ ଦୁନିଆରେ ହଜିଗଲା ଭଳି ଅନୁଭବ ହୁଏ ଅତି ସୁନ୍ଦର ସିଦ୍ଧାନ୍ତ ସାର ଆପଣଙ୍କ ଅଭିନୟ ଏବଂ ଆପଣଙ୍କ ଲୋକପ୍ରିୟତା
P po
P0@@PuspaMahankuda-p8n
Very nice song old is Gold all the best
କେତେ ଭଲଥିଲା ସେ ଦିନର ଗୀତ ଆଉ ସେ ଓଡ଼ିଆ ଚଳଚ୍ଚିତ୍ର ମୁଁ ଆଜିବି ଏ ଗୀତକୁ ସବୁ ସମୟରେ ଶୁନେ love you ❤❤❤❤❤
ସତରେ ଏ ଦୁନିଆରେ ପ୍ରେମଠାରୁ ବଡ଼ କିଛି ନାହିଁ.ପ୍ରେମ ଏମିତି ହେବା ଦରକାର ଯୋଉଠି pysical relestion ଠାରୁ ହୃଦୟ ମିଳନ କୁ ବହୁତ important ଦିଆଯାଉଥିବ ଏହା ପ୍ରକୃତ ପ୍ରେମ,ଆଜିକା ଦୁନିଆରେ ସୁନ୍ଦର ଜୀବନ ସାଥି ପାଇବା ବହୁତ କଷ୍ଟ ।
Satre
🙏🙏🙏
But mu paichi❤
@@nirmalpani3920j
Right❤
ମୁଁ ଏଇ ସିନେମା ଦେଖିବା ପାଇଁ ଆଉ ଜଣକ ଘରକୁ ଯାଉଥିଲି .. ହେଲେ ଘର କାମ କରିବାକୁ ଡାକିଲେ ଗାଲେଇକି filmi ଦେଖେ ମାଡ଼ବି ଖାଇଛି.. miss you child time 😭😭😭
ଆଉ ହଁ ସ୍କୁଲ ଗଲା ବେଳେ କେଉଁ ଫିଲ୍ମ ରେ କିଏ କେଉଁ ଅଭିନୟ କରିଛି ସାଙ୍ଗ ସାଥିମାନେ କଥା ହଉ. ..
ବେଷ୍ଟ ସିଙ୍ଗର 🌹🌹ସୋନୁ ନି ଗମ 👌👌ଇମୋସିନାଲ ଗୀତ
ହେ ଭଗବାନ ସତରେ ପିଲାଦିନ କଥା ବହୁତ ମନେ ପଡ଼େ
Sata re sanga sedina katha kahi mane pade
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତଟି ସେ ସମୟର ଏଥିସହିତ ଅତି ସୁନ୍ଦର ଚଳଚ୍ଚିତ୍ରଟି....👌👌💐💐💐💐🥰🥰👍👍
Siddharth Bhai mo pain first and last hero...se time re simple b kete sundar dekha jauchanti.ehi Gita mora favourite song jetebele b mun stress re thae mun ehi Gita sune...
ସବୁଦିନ ସକାଳ ଏଇ ଗୀତ ରୁ ଆରମ୍ଭ ହୁଏ ମୋର ପିଲା ଦିନେ । ଗୋଟେ ଅଲଗା ଆକର୍ଷଣ ଥିଲା ଏଇ ଗୀତ ରେ । ରଚନା ଆଉ ସିଦ୍ଧାନ୍ତ ଫିଲ୍ମ ଦେଲେ ଅଥୟ ଛୁଆ ବି 5 ଘଣ୍ଟା ଟିଭି ଆଗରେ ବସି ଫିଲ୍ମ୍ ଶେଷ ହେବା ଯାଏଁ ଅପେକ୍ଷା କରୁଥିଲେ । ଏଇ ଫିଲ୍ମ ସବୁ ରବିବାର ଦିନ ଗୋଟେ ପରିବାର କୁ ପୁରା ବାନ୍ଧି ରଖୁଥିଲା । ଖାଲି ପରିବାର ନୁହେଁ ସାହି ପଡିଶା ସମସ୍ତେ ମିଶି ଫିଲ୍ମ ଦେଖୁଥିଲେ ଏକାଠି । ସେ ଦିନ ଆଉ ଖୋଜିଲେ ବି ଆସିବନି କେବେ ବି କି ସେ hero au heroin bi nuha ସେସବୁ ଅତୀତ ର ପୃଷ୍ଟା ପାଲଟି ଗଲା
Correct Bhai
ଏହି ଗୀତଟି ମୁଁ ଆଜି ପାଇ ଗଲି ସତରେ ମୁଁ କେତେ ଖୋଜିଛି 😢 my favourite song ❤️
😢😂
ସନୁ ନିଗମ୍ ଭାଈ ଙ୍କ ସବୁ ଗିତ ମତେ ବହୁତ୍ ଭଲ ଲାଗେ ଜୟ ଜଗନ୍ନାଥ
ମୁଁ ଆମ ଗାଁ ଦଶହରା ରେ ଗୀତ ଗାଇ fast prize ପାଈଥିଲି।। 🥰
Congratulations bhai❤
First prize. ପ୍ରଥମ ପୁରସ୍କାର
Congratulations 🎉bhai
Su thare gailu
Congratulations brother
ସତରେ ପୁରୁଣା ଗୀତ ଆଗରେ ଏବେକା ଗୀତ କିଛି ବି ନୁହଁ(old is gold)💯💯
I Love This song❤❤❤❤
୨୦୨୪ ରେ କିଏ ଏ ଗୀତ ଶୁଣୁଛ 💓
ଜାଣିନି କାହିଁକି ଏମିତି ଗୀତ ସୁଣିକି ଗୋଟେ ଆଲୋଗା feelings ଆସି ଯାଉଛୁ ଯେମିତି ଆଖିରୁ ଲୁହ ଆସି ଯାଉଛୁ 😢😢😢😢😢
ଖୁବ୍ ସୁନ୍ଦର ଗୀତ ଅଭିନୟ କରିଛନ୍ତି ଫିଲ୍ମରେ ଅଭିନୟ ନିମନ୍ତେ 🙌😍❤️
❤❤❤❤❤❤❤❤❤❤❤❤❤❤❤❤❤❤❤❤😂😂😂
❤❤❤❤❤❤❤❤❤❤❤ very very heart touching song
ଆଉ ସିଦ୍ଧାନ୍ତ ମହାପାତ୍ର ଓଡ଼ିଆ ଜଗତ ର ଏମିତି ଅଭିନେତା ଲାଗେ ସେ ଯେମିତି କେବେବି ବୁଢ଼ା ନ ହୁଅନ୍ତେ ଆଉ ଏମିତି ଫିଲ୍ମ କରୁଥାନ୍ତେ ।
ମୁଁ ଏବେ ବି ତୁମ ଗୀତ ଶୁଣେ ❤❤ ବହୁତ୍ ଭଲ ଲାଗୁଚି 🎉 nice ପିଲା ଦିନ କଥା ମନେ ପଡୁଚି 😢❤❤
Sata kahila sanga sedina katha mane padijauchi
ଏହାକୁ ଲେଖିଥିବା ରାଇଟର ଙ୍କୁ ହୃଦୟରୁ ସାଲୁଟ ଆଉ ମୋ handsome hero
ଏହି ଗୀତ ଶୁଣିଲେ ପିଲା ଦିନର ସୃତି ସବୁ ମନେ ପଡ଼ି ଯାଏ ମୁଁ ଭାବୁ ଥିଲି ବଡ଼ ହେଲେ ବହୁତ ମଜା କରିବି କିନ୍ତୁ ବଡ଼ ହେଇ କି ଜାଣିଲି ସେ ପିଲା ଦିନ କେତେ ଭଲ ଥିଲା ଆଉ ସେ ପିଲା ଦିନର ସାଙ୍ଗ ସାଥୀ ଆଉ ମୋର ସ୍କୁଲ ବେଳର କିଛି ଅଭୁଲା ଶ୍ରୁତି ❤
ଏଇ ଫିଲ୍ମ କୁ ପିଲାବେଳେ ଆମ ଗାଁ ରେ ପାଇସା ଉଠେଇକି ଭିଡିଓ କରିକି ଦେଖିଥିଲେ ଭାଇ ସେଇଜଉ ମଜା really miss you childhood 😢😢😢😢😢 କିଏ କିଏ ଏହି ଫିଲ୍ମ କୁ ଗାଁ ରେ ଭିଡିଓ କରିକି ଦେଖିଛନ୍ତି like କରନ୍ତୁ
ବହୁତ୍ କlନ୍ଧିଚି ଏ ଗୀତ ପାଇ ଏବେ ବି ମନେ ପଡିଲେ ଲୁହ ଆସି ଯାଉଚି 😢😢😢
Old is Gold Song ଭୁଲିହେବନି ଏ ଗୀତ
ମୁଁ ସେଇ 90ଷ golden ଟାଇମ୍ ର young କିଡ୍ସ ଦଶମ ସାରିଥାଏ. ଏଇ ସବୁ. ଫିଲ୍ମ ଆଉ ଆଲବମ ଦେଖି କଣ କଣ କରିଛୁ ସବୁ କହିହବନି ବସ ଲାଇଫରେ ଗୋଟେ ସୁନ୍ଦର ସମୟ. ସ୍ମୃତି ହେ ମାନସ ପଟରେ ସେମିତି ଥିବ 🌼💕🕊️🏹
ଗାଁ ପିଲାମାନଙ୍କ ସଙ୍ଗେ ରାତି ରେ TV re CD ଲଗାଇ ଦେଖିବାର ମଜା କିଛି ଅଲଗା ଥିଲା❤😍
ଏମାନେ ହିଁ ଦାୟୀ ରହିବେ ମୋ ସିନେମା ଦେଖିବାର ନିଶା ପାଇଁ ❤❤
ଏମିତି ଭଲ ଭଲ ସିନେମା ଆଉ ଗୀତ ଥିବା ଯୋଗୁଁ ମୁ ସିନେ ପ୍ରେମୀ ହେଇଗଲି କିନ୍ତୁ ଏବେ ଆଉ ଓଡ଼ିଆ ସିନେମା ଭଲ ଲlଗୁଁ ନାହିଁ 😢😢😢
Sonu Nigam sir nka song bahuta bhala lagila sonu nigam sir nku bhala pau thile like te kara ntu
Jai jagannath 🙏🙏🙏
ମନେ ପଡ଼ିଯାଇଛି ଗାଁ ରେ ଗୋଟେ ଟିଭି ଏବଂ ସମସ୍ତେ ଅଖା ପକେଇ ବସିକି ଫିଲ୍ମ କୁ ଦେଖିବା ମଜା ଅଲଗା ଥିଲା ବର୍ତ୍ତମାନ ମାନ theater ରେ ବି ସେତିକି ମଜା ନାଇ
ସଦାବଳେ ସିଦ୍ଧାନ୍ତ ମହପାତ୍ର ଙ୍କ ଫିଲ୍ମ ଟିକେ ଅଲଗା❤❤❤
କେତେ ସୁନ୍ଦର music 😖😫କେତେ ସୁନ୍ଦର ଥିଲା ସେତେ ବେଳେ time ଯଉଟା ଗାଁ ରେ ଗୋଟେ tv ଆଗରେ ସମସ୍ତେ ବସିକି ଦେଖୁ ଥାଉ ଏବେ ଏ ଗୀତ ସୁଣିଲେ ଆଉ sidhant sir କୁ ଦେଖିଲେ ମନେ ପଡି ଯାଉଛି😖😖
ଏବେ ଏତେ ମନଛୁଆଁ ଗୀତ କିଏ ବି ଲେଖିପାରିବେନି ❤️
ଯେତେ ଶୁଣିଲେ ବି ମନ ଭରେନା ତୋ ଆଖି ମୋ ଆଇନା ...❤
ଏଇ ଭଳି ଗୀତ ଶୁଣିଲେ ଯେତିକି ଭଲ ଲାଲେ ସେତିକି ଦୁଃଖ ବି ଲାଗେ କାରଣ ଏବେ ସେ ଗୀତିକାର ନାହିଁ କି ଲେଖକ ନାହିଁ କି କଳାକାର ବି ନାହିଁ ହଲ ସବୁ ଦେଖିବାକୁ ପାଉନି?Old କେତେ gold ଏବେ ଆମେ ଭାବୁଚେ
Pila dina ra se Black and white TV aau Sidhanta Mohapatra nka movie bahut mane pade 🥺
90's generation pila nka emotion Sidhanta Sir ❤
I'm from Nepal but I studied in odisha.I really liked this song and even the odia language and other dialogues.
2024 re keu mane dekhuchanti ❤❤❤
ସୋନୁ ନିଗମ ❤ପାମେଲା ଜୈନ୍ ❤
You are listening this master piece ❤❤
ଆଜି ଯେତେ ଆଧୁନିକ ଗୀତ ବାହାରିଲେ ମଧ୍ୟ ପୁରୁଣା ଗୀତ ରେ କିଛି ଯାଦୁ ଅଛି ଯାହାକୁ ଆମକୁ ୨୦୨୪ ରେ ମଧ୍ୟ ତା ଆଡ଼କୁ ଆକର୍ଷିତ କରୁଛି ❤
Siddha odia super hero❤❤ au emiti hero asibeni kebe nuhe
ଏ ଗୀତ ଶୁଣିଲେ ସବୁ ପୁରୁଣା ସୃତି ମନେ ପଡିଯାଏ ❤❤❤
The new version of this song can't replace the vibe of old version❤.
Sonu Nigam Ji thare gai dele,se song au kau singer jete thara gaile b vala lagibani...sonu ji ❤
❤ siddhant sir nka bhalia hero mu mo life re kebe dekhini and ama ollywood industry we search the gold we lossed our dimond,eita ama industry 2010 pare karuchi , siddhant sir always superstar in ollywood industry ❤❤and no 1 hero of ollywood industry
Love you sir
Super song mote bahutu bhala laguchi ❤❤
ନା ସେ ବ୍ଲାକ ଏଣ୍ଡ ୱାଇଟ ଟିଭି ଅଛି ନା ସେ ପୁରୁଣା ଏକ୍ଟର ଅଛନ୍ତି ନା ସେ ସମୟ ଅଛି ସ୍କୁଲ ଛୁଟି ହେବା ବେଳକୁ ଫିଲିମ୍ ଷ୍ଟାର୍ଟ ଆଉ ଟିଭି ଆଗରେ ବସି ଦେଖିବାର ମଜା ଅଛି କିଛି ଆଉ ନାହିଁ ଏବେ ଲାଇଫ ରେ ଖାଲି ଟେନସନ୍ 😢
Pila dinar abhula smruti... Super hit movie 🎥🍿 muna Bhai kar ... super hit song ❤
ହଲ ରୁ ବାହାରିଲେ ସେତେବେଳେ ଦେହ ଆଉ ମନ ଖାଲି କୁହେ ପୁଣୀ ଦେଖିବା କୁ ଆଉ ତା ପର ଦିନ ଚର୍ଚ୍ଚା ହୁଏ ଫିଲ୍ମ ରେ କିଏ କେମିତି ଆକ୍ଟିଙ୍ଗ କରିଥିଲା ଖାସ୍ କରି ସିଦ୍ଧାନ୍ତ sir ଙ୍କର ଫିଲ୍ମ ଠିକ୍ କହିଲି ନା ଆଜ୍ଞା
Hajei deli mun mo se samaya jeun samaya re mun more Mane achhi je mun ei sabi Gita ku mo baba nka mobile ru lekhuthili skip kri Kari mi bhalu kie ei sabu ky Miss karuchi 😭😭😭😢😢😢
ଦିନ ଆମର ବି ଏମିତି ଥିଲା 💞💞💞ହେଲେ ସବୁ ଆଜି ସମୟ ସାଥିରେ ବଦଳି ଯାଇଛି please ଯଦି କେହି ଫେରେଇ ଆଣି ଦିଅ 💞💞ମୁଁ ମୋ ଜୀବନ ବି ଦେଇ ଦେବି 🙏
Ferijaithiba samaya au kebhe pherilaibani tame jete kotipati heithana kahinki 😂
@@Subhalaxmi14728 କଣ କହିବି ସତ ଥିଲା ସେ ଦିନ ସବୁ
ସତ ଥିଲେ ସେ ମଣିଷ
ଆଜି ସବୁ ମିଛ
ଭାରି କଷ୍ଟ ଲାଗୁଚି ସେ ପୁରୁଣା ସ୍ମୃତି ମନେ ପଡିଗଲେ 💞ଏମିତି ବି ଆମେ ଦିନ କେଇଟା ପାଇଁ ଗାଁ କୁ ଯାଉଛୁ
ଯେମିତି ଲାଗେ ଏ ଗୋଟେ ଅଲଗା ଦୁନିଆ ଭଳି ଲୋକ ମାନେ କଥା ହୁଅନ୍ତି ନି
ଆମେ ଲବେ ଦଶକ ର ପିଲା ଅଜ୍ଞ୍ୟା fillings ନିଶ୍ଚୟ ଆସିବ 🙏
ସିଦ୍ଧାନ୍ତ ମହାପାତ୍ର ଙ୍କ ମନଛୁଆଁ ଅଭିନୟ ଆଉ ସୋନୁ ନିଗମ ଙ୍କ ସୁରିଲା ମଧୁର କଣ୍ଠ ସତରେ ସେ ହଜିଲା ଦିନ ଫେରି ଆସନ୍ତା କି
All time greatest song in odia industry ❤
ମୁନା ଭାଇ ଓଡ଼ିଆ ଜଗତର ଗର୍ବ ❤❤❤ମୋ ହିରୋ ମୁନା ଭାଇ
Sidhant last Odia Super Star. 😅
ସେ ଟାଇମ ରେ ଯୋଉଁ ପ୍ରେମ ଥିଲ ଆଜି ତା ଆଗରେ ତୁଛ ❤️❤️❤️❤️❤️❤️
Kie sonu nigam sir nkara cuttack stage performance dekhila pare ae Gita sunibaku asichha
ବ୍ରହ୍ମପୁର ଟୋକା ବା 🔥🔥🔥
Hmm jete jaha helebi ama ganjam berhampur toka aau
ଯେତେ ହେଲେ ବି ଆମ ଓଡିଶା ଟୋକା . ଭାଇ ସିଦ୍ଧାନ୍ତ ଭାଇ ଙ୍କୁ ଦେଖିଲେ ଅଲଗା ଫିଲିଙ୍ଗ୍huye
ତୋ ଆଖି ମୋ ଆଇନା ❤️
Best actor sidhant sir for odia industry ...l like very much this song ❤❤❤❤❤
ସିନ୍ଧାନ୍ତ ଦାଦା ସୁପର ମେନ ଆଉ ସୁନ୍ଦର ହିରୋ କୋଟି 🙏🙏🌹🌹
Sonu Nigam sir is best singer ❤❤❤
ସୋନୁ & ପେମଲା ମେମେ ବହୁତ ସୁନ୍ଦର ଗାଇଲେ 🌹❤️
just a midnight thing. Staying out of odisha and remebering this song and u again in ur imagination that you are in ur childhood era. Nostalgia hits💞
ସେ ଦିନର ଗୀତ ,ଆଉ କଳାକାରଙ୍କର ଜାଗା ଆଉ କେହି ନେଇପରିବେନି😢
Abebi suniba ku echha huye ai gito jouta aame 10 barsha aagoru suni thili dekhu thili sidhhant sir super hero
I'm 21 yrr old❤, really miss you childhoods memories..... Love from kolkata❤
Mane pade sei pila dina❤
Who all are here after sonu nigam sir's bali yatra performance😊
Mo chua belara geeta ilove you my big star Sidhanta sir ❤
SONU NIGAM Voice 💯% Matches with SIDDHANT's Personality.
Siddhant is The identification of Odia Movie Industry.
K mok.l oo. 4:17 oo
. Oo😊😮
Me mo nmk
Yes bro ❤❤
Actually bro tone ta Barun mishra pari laguchi
Peace of heart 💓😌
Mu a Gita gai Odisha re 1st heithili
But swapnare😂😂
❤❤😂beautiful😢 4:08
Great actor of ollydwood industry ❤❤❤
ଆପଣ ମାନଙ୍କ ଏ ସୁନ୍ଦର ସୁନ୍ଦର୍ ଗୀତ ଗୁଡ଼ିକ ପାଇଁ ହିଁ ମୁଁ ଆମର ଏ love କୁ success କରିବାକୁ ches
Lost this childhood songs....... Had a great time those days
ଏ ଗୀତ ଶୁଣିକି ମନ ମୁଗ୍ଧ
ହେଇଯାଉଛି
Sonu nigam sir i love you ❤❤
ମୁଁ ଓଡ଼ିଆ ସେଥିପାଇଁ ମୁଁ ଖୁବ୍ ଗର୍ବିତ ll
Mo family sahita cinema hall re a film dekhi thili..aaji gita suni sabu pane paduchi❤
କିଏ ଗୀତ ଶୁଣି ପ୍ରେମିକା /ପ୍ରେମିକ କଥା ଭାବୁଛ 2024 ରେ
Sidhanta Odisha ro Sundar hero 💯💘💘💘💘💘💘💘💘💕💕💕💕💕💕💕💕💕💕💕❤❤❤❤❤❤❤❤❤
ବହୁତ ଭଲ ଲାଗୁଛି ଆଉ ଗୀତ ସୁନ୍ଦର ହେଇଛି ଧନ୍ୟବାଦ
ସୁନ୍ଦର ଗୀତ ❤❤❤
Sidhant sir king of the odia industry ❤️❤️❤️❤️❤️❤️❤️🤝🤝🤝🤝🤝🤝🤝🤝🤝
ରବିବାର ଠିକ ସମୟ 4 pm ରେ ବସିଯାଉଥୁଲୁ ଟିଭି ସାମ୍ନାରେ, ମିହିର ଦାସ ଅଛନ୍ତି, ବିଜୟ ମହାନ୍ତି ଅଛନ୍ତି, ସିଧ୍ୟାନ ଅଛନ୍ତି,ରଚନା ଅଛନ୍ତି,ଜୟୀ ରାମ ସାମଲ ଅଛନ୍ତି, ହର ପଟ୍ଟନାୟକ ଅଛନ୍ତି, ସେ ସମୟ ଚାଲିଗଲା, ସତେ ଯେମିତି ଲାଗୁଥିଲା ଏମାନେ ସମସ୍ତେ ଗୋଟିଏ ମାଆ ପେଟର,ସେମିତିକା ସିନେମା ଆଉନାହିଁ
I love you ❣️❤sidhanta sir
Hyy❤❤