ଅଛୁଆଁ ଦିଅ କୁ ଦେଲି ଛୁଇଁ ରେ ରେ ମୋର ଦେହ ମନ ଗଲା ନଈ ରେ ।। କଣ୍ଠ ଦାନ - କିଶ୍ୱର କୁମାର ।। ଚରମ ନାଥ ଶରଣ
HTML-код
- Опубликовано: 5 фев 2025
- ଅଛୁଆଁ ଦିଅ କୁ ଦେଲି ଛୁଇଁ ରେ ରେ ମୋର ଦେହ ମନ ଗଲା ନଈ ରେ ।। କଣ୍ଠ ଦାନ - କିଶ୍ୱର କୁମାର ।। ଚରମ ନାଥ ଶରଣ
ଆପଣ ମାନଙ୍କୁ ଆମ ପ୍ରୋଗ୍ରାମ ଗୁଡିକ ଭଲ ଲାଗେ ତେବେ like share ଓ subscribe କରିବେ
Mahima Bhakti Sagar chanel RUclips ku subscribe like share comment karibe
🎇🕉️🕉️🕉️🕉️🕉️🕉️🕉️☸️☸️☸️☸️⚛️⚛️⚛️⚛️
#kishor_Bhai_song
#kishorebhai_song
#kishorsong
#kesab_thakur_song
#Achhua_deaku_deli_chuire
#achua_diaku_deli
#achua_diaku
#kishorBhai_song_by_kesabsong
#jagannath_bhajan_new
#jagannathbhajan
#kisarbhai_song
#kiswar_bhai_song
#mahima_bhakti_Sagar
#kisar_bhai
#kisarbhai
#sibanana_song
#namitaagrawal_song
Bhai 100/100 ରେ ଭାବ ଭକ୍ତି ରେ ଭସେଇ ଦେଲେ ଜୟ ଜଗନ୍ନାଥ ହରିବୋଲ
Mind❤blowngi ❤ 🎉Bhai bhaba re koti pranam jay keshaba❤
ବହୁତ୍ ସୁନ୍ଦର୍ କିଶୋର ଭାଇ
ପ୍ରାତ ମୁହୂର୍ତ୍ତରେ ଆଖିରୁ ଲୁହ ଆସିଗଲା । ଭାବ ଭକ୍ତିରେ ଭରପୁର ସୁମଧୁର କଣ୍ଠ ସ୍ୱର୍ । ଉପସ୍ଥାପନ ଶୈଳୀ ବହୁତ୍ ବଢିଆ ।❤❤❤
ମଧୁର ସଙ୍ଗୀତ🎉
SUPER
Bohut sunder bhai❤
Nice comp. Nice presentation
Jete sunnile be ahuri sunnibaku ichha heuchhi jagannath apannanku sunder Galla deichhanti jite raho
ବାଃ...... ଚମତ୍କାର ସ୍ୱର ରେ ସୁନ୍ଦର ଭଜନ.... ହୃଦୟ ଛୁଆଁ.... 🙏
ହୃଦୟସ୍ପର୍ଷି ଭଜନ .
ସୁନ୍ଦର କଣ୍ଠ ଓ ସୁନ୍ଦର ଗାୟନ ଶୈଳୀ .
ଧନ୍ୟବାଦ.
ଜୟ ଜଗନ୍ନାଥ.
Guru Swami 🙏....khub sundar🙏
ଏକାଧାର ରେ ଏତେ ସବୁ ପ୍ରତିଭାର ଅଧିକାରୀ ସବୁ ଈଶ୍ୱର ଙ୍କ ଲୀଳା, ତୁମ ମାଧ୍ୟମରେ ଆମ ମାନଙ୍କ ପାତକ ଛଡ଼ାଇବା ପାଁୟୀ ଏ ସବୁ ମହାପ୍ରଭୁ ଙ୍କର ଲୀଳା
Nice kishore
ସୁନ୍ଦର ଭଜନ ❤❤❤❤
Guru Swami 🙏🙏🙏
Super ❤
Very nice
Bahut sundar
Verry nice
Name of the lyristic & singer please. Very much heart touchiy🙏🙏🙏
ଅତି ସୁନ୍ଦର ଲାଗିଲା, ହୃଦୟ କୁ ଛୁଇଁଲା..... Singing with harmonium... Best.... 🙏
Bhai tama gitare mu pura haji jauchi ate bhabara ❤️❤️❤️❤️sahita gaucha❤❤❤❤❤😭😭😭😭
Jay Jagannath very nice 💯
Original singer... God bless you bhai
ଚମତ୍କାର କଣ୍ଠ ତୁମର ଭାଇ ❤
Sundar bhajan
ଜୟ ଜଗନ୍ନାଥ ❤।।ବହୁତ ସୁନ୍ଦର ଭଜନ
ଅତି ସୁନ୍ଦର ଭଜନ ,ଆଃହା ।
Lyrics aur composition bahut achha hai, clear tone ,bahut badhia.Jay Jagannath.
Jay Jagannath 🎉🎉Beautiful song 🎵 Kishor babu
Bahuta sundera song Jay
He prabhu kalia thakure bhai bahuta bhabare gauchanti bahuta sundar kaliara ashreebada achhi
ଯିଏ ଶ୍ରୀ ଜଗନ୍ନାଥଙ୍କ ଶରୀରର ସ୍ପର୍ଶ ପାଇଥିବ, ଭକ୍ତିର ଆଞ୍ଜୁଳି ନେଇ,,ସେ ହିଁ ଅନୁଭବ କରି ପାରିବ ତାହାର ଅନୁଭୂତି,,,ସେମିତି ଛୁଇଁଲେ ନୁହେଁ.
Super hit bhajana 🙏🙏🙏👌👌👌
ଗୁରୁଃସ୍ୱାମୀ 👏👏
Bahutsundar
Nice song my keshob bahi you are fain , hari bahi
Oti sundar bhajan guruswami 🙏🏼🙏🏼🙏🏼🙏🏼🙏🏼🙏🏼
ଓଁ ଶ୍ରୀ ଶ୍ରୀ କେଶବାୟ୍ ନମଃ
Bahut bhala lagila
ମନକୁ ଛୁଇଁଲା ଭଳି ହୃଦୟ କୁ ଭାବ ମୟ କଲା ଭଳି ସୁନ୍ଦର ଭଜନ ସୁନ୍ଦର କଣ୍ଠ ଶିଳ୍ପୀ 🙏🙏🚩🚩ଜୟ ଜଗନ୍ନାଥ 🙏🙏🚩🚩🚩🚩🚩🚩
ହୃଦୟସ୍ପର୍ଶୀ ଭଜନ,ଜୟ ଜଗନ୍ନାଥ
ଭାଇ ତୁମକୁ ସେହି ଦିଓଁ ଙ୍କ ଆଶୀର୍ବାଦ ସବୁ ବେଳେ ଥାଉ ତୁମ କଣ୍ଠ ସ୍ବର ରେ କି ଯାଦୁ କରିଛ ମନ ଅଟକି ଯାଉଚି ଜୟ ଜଗନ୍ନାଥ ପ୍ରଭୁ
Guruswami kisore bhai 🙏 sweet voice
Bahuta sundar bhajana. ❤🙏🙏🙏
କି ବଢିଆ ଲେଖା ଓ ଭଜନ ।
Super song
Thanks a lot and heart ful pranam to the singer 🙏
ଜୟ ଗୁରୁ ଦେବାୟ 👏🌹👏🌹👏🌹👏🌹👏🌹👏🌹👏🌹
ati sunder paribesana🎉🎉🎉
Jay jagannath ati sundar
Bahut sunder. 🙏🙏
Jay achuyuta Jay panchasakha
Love vai keta Sundar tama bhasa
ସୁନ୍ଦର ବହୁତ ସୁନ୍ଦର
ବହୁତ ସୁନ୍ଦର 👌👌👌🥰🥰ଜୟ ଜଗନ୍ନାଥ 🙏🏻
Jay kesab Thakura nkara🙏
Bahut bhala bhajana
Guru swami bhai 🙏🏼🙏🏼🙏🏼
Seriously heart touching song mind blowing ❤❤❤❤
Jay shree Jagannath
Ati sunder vai
Guruswami bhai atisunara bhajana
ବହୁତ ସୁନ୍ଦର ଭଜନ 🙏ଗୁରୁସ୍ୱାମୀ 🙏
Bahut bahut bhal
ଶତ କଥା ଭାଇ ଆପଣଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର,ରୋମ ରୋମ ରେ ଶିହରଣ ସୃଷ୍ଟି ହୋଇଗଲା, ହୃଦୟ ଦ୍ରବିଭୂତ ହୋଇଗଲା, ଅଶେଷ ଧନ୍ୟବାଦ୍
voice bahut sundar &Tabla gurunku Mora natamastaka pranama
Wow ati sundar
Bhai 🙏🙏🙏 Jay Jagannath
Ati sundar
ବହୁତ ଭାବପୂର୍ଣ୍ଣ ଚମତ୍କାର ଭଜନ ଓ ସୁନ୍ଦର କଣ୍ଠଦାନ ❤🙏🙏🙏🙏ଜୟ ଜଗନ୍ନାଥ ସ୍ଵାମୀ ❤🙏🙏
Just incredible..
Naman Sata Sata.
Maa Saraswati Ashirwad
Guruswami 🙏🙏🙏bhai bahutasundr 👌👌👌
Very nice singer has sweet tone it is a heart touching bhajan jay jagannath
Fantastic sir great
ବହୁତ ସୁନ୍ଦର ଗୀତ ।
Excellent bhai
Very attractive song and singing style brilliant ❤️
Not only touch our mind but also touch inner heart .
Jay Jagannath
ଗୁରୁଃସ୍ୱାମୀ ଭାଇ ବହୁତ ସୁନ୍ଦର ଭଜନ
Beautiful Bhai 🙏🙏🙏🙏🙏
Jay jaganatha ⭕‼️⭕🙏🙏God bless you 👌👌👌👌👌❤️❤️❤️❤️❤️
ବେଶ୍ ମନଛୁଆଁ
Beautiful, nice voice of kiswar babu . You are so great and I am so proud of you
ଚର୍ମକାର ❤🙏
bahut sundar..........................
Guru swami kishorbhai, keshab bhai and anya manku guru swami
Ati sundar❤❤
Guruswami 🙏
Lyrics is very nice and your voice is wow
Jay Jagannath sighra arogya karidiya
ଗାୟକ ବାୟକ ନାୟକ ପ୍ରାୟକ🙏
Omm shree kesabaya nama 🙏🙏🙏🙏
ଖୁବ ସୁନ୍ଦର ଭଜନ .
ଖୁବ ପ୍ରାଣସ୍ପର୍ଶି ଭଜନ .
ଜୟ ଜଗନ୍ନାଥ .
Jay jagannath Swami Nayan Patha Gami Bhava Tume
ସତରେ ଭାଇ ଆତ୍ମା ସାନ୍ତି ହେଇଗଲା ଅନ୍ୟବାଦ ଅତି ବଢିଆ ଭଜନ❤❤❤
Jay Jagannath Swami
ଭକ୍ତି ରସରେ ଶରୀର ସମ୍ପୂର୍ଣ ବିଗଳିତ ହୋଇ ଗଲା।ଜୟ ଗୁରୁ ଗୋବିନ୍ଦ ଜୟ ଜଗନ୍ନାଥ ସ୍ବାମୀ। ❤❤❤
Mana chhuan bhajan. Jay Jagannath jay maa laxmi.
Jay jaganath Swami Nayana path gami bhaba tume 🙏
Very nice
Bahut sundar
Jay jagannath swami❤❤❤