a ki kala, Prabhu a ki kala. by biswanath mallik, jagannath bhajan

Поделиться
HTML-код
  • Опубликовано: 21 ноя 2024

Комментарии • 754

  • @manasiprusty1218
    @manasiprusty1218 Год назад +5

    jay jagannath he mahaprabhu emiti kichhi chamatkar karantu samasta drusti hina vakta mananku tankar chakhyu ferai diantu

  • @sushilsatpathy1772
    @sushilsatpathy1772 Год назад +17

    🎉 ଯେତେ ବି ତାରିଫ କଲେ କାମ ହେଇ ଯିବ ଏଇ ଅନ୍ଧ ଭାଇ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🎉🎉🎉🎉🎉🎉🎉🎉🎉🎉🎉🎉

  • @lalitmahabhoi4291
    @lalitmahabhoi4291 Год назад

    ଆହା ସୁନ୍ଦର ଅତି ସୁନ୍ଦର ଅତି ମଧୁର ଭଜନ ମନ ଖୁସି ହୋଇଗଲା ଭାଇ ଜୟ ଜଗନ୍ନାଥ

  • @samraat...creation2592
    @samraat...creation2592 Год назад +2

    Very nice ...pravu ....Divyaatma mannku koti pranaam...🙏🏻🙏🏻🙏🏻

  • @hemantakumarsahu4733
    @hemantakumarsahu4733 Год назад +11

    ହେ ଜଗତର ନାଥ ଜଗନ୍ନାଥ ତୁମ ପାଦ ତଳେ କୋଟି କୋଟି ଦଣ୍ଡବତ ପ୍ରଭୁ 🙏🙏

  • @manasiprusty1218
    @manasiprusty1218 Год назад +7

    bahuta sundar hoichhi
    Jay jagannath 🌷🙏🙏🙏🌷

  • @prasantakumarbehera3716
    @prasantakumarbehera3716 Год назад

    ସୁନ୍ଦର ତୃପ୍ତିର ଅବସାଦ ନାହି ଯେତେ ଦେଖି ଥି ଲେ ନୂଆଁ ଲାଗୁଥା ଇ
    ଅତି ସୁନ୍ଦର ମନଲୋଭା ପରିବେଷଣ
    ଆଉ କିଛି ବର୍ଣ୍ଣନା କରିବାପାଇଁ ମୋ ପାଖରେ ଶଦ୍ଦ ନାହି।।।।
    Jay Jagannath

  • @brundabanjena8662
    @brundabanjena8662 Год назад +3

    ବାଃ ଚମତ୍କାର,,, ହୃଦୟ କୁ ଛୁଇଁ ଗଲା,,
    ଆପଣ ମ ଆଖିରେ ଲୁହ ଝରାଇ ଦେଲେ,,,😭😭
    ଚମତ୍କାର ଅତି ସୁନ୍ଦର୍,,,,
    ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଚି ସମସ୍ତ ଙ୍କୁ ଖୁସି ରେ ରଖନ୍ତୁ,,,,,
    ଜୟ ଜଗନ୍ନାଥ,,,,, 🙏🙏🙏,, 😭😭

  • @brajamohanpati7797
    @brajamohanpati7797 Год назад +6

    🙏ଜୟ ଜଗନ୍ନାଥ 💐ଅତି ସୁନ୍ଦର 💐ଧନ୍ୟବାଦ ଭାଇ 💐👌

  • @dolamanisahoo5994
    @dolamanisahoo5994 Год назад +11

    ଚମତ୍କାର। ଅବିଶ୍ବସନୀୟ ପ୍ରତିଭା।🙏🙏

  • @sec-brollno-21satyanarayan22
    @sec-brollno-21satyanarayan22 Год назад

    ସତରେ ଚମତ୍କାର !କି ସୁମଧୁର କଣ୍ଠ, ଭାଇ ଭଉଣୀ ମାନଙ୍କୁ ଠିକ୍ ଲକ୍ଷ୍ୟ ସ୍ଥଳରେ ପହଞ୍ଚନ୍ତି,

  • @prasantkumar1321
    @prasantkumar1321 Год назад +4

    Prabhu dinaandhu, emananku dibya drusti diantu mor anurodh jayguru

  • @jyotisankarpattanayak5700
    @jyotisankarpattanayak5700 Год назад +3

    ଧନ୍ୟ ଅପଙ୍କର କଳା ମହାନ୍ ଆପଣଙ୍କର ଉପସ୍ଥାପନା ହୃଦୟସ୍ପର୍ଶୀ ମୋ ମନର ଫୁଲମଲଟିକୁ ନିଶ୍ଚୟ ଗ୍ରହଣ କରିବା ହେବେ 🙏🙏🙏🙏

  • @tunabarik240
    @tunabarik240 Год назад +3

    Bahut sundar Sangita paribesana, God bless your all friends & family

  • @simanchalnahak2244
    @simanchalnahak2244 Год назад +1

    Very Nice Programs...Jay Jagannath swami nayan patha gami bhava tume🌹🙏🙏🙏🙏🙏🙏🙏🌹

  • @narayanswami7253
    @narayanswami7253 Год назад +7

    ଜୟ ଜଗନ୍ନାଥ! ସମସ୍ତ କଳାକାରଙ୍କୁ ବହୁତ ବହୁତ ଧନ୍ୟବାଦ। ଯେଉଁ ଜଗନ୍ନାଥ ତୁମମାନଙ୍କୁ ଏତେ ସୁନ୍ଦର ସୁଗୁଣ ଦେଇଛନ୍ତି ତାତ୍ୱିକ ଭଗବତ ଗ୍ରନ୍ଥ ଶ୍ରବଣ କରି ଶରୀର ମଧ୍ୟରେ ତାଙ୍କୁ ଅନୁଭବ କର। ବିଶେଷ କରି ସନ୍ଥକବି ଭୀମଭୋଇଙ୍କ ରଚନା ଶ୍ରବଣ କର ଓ ମହାପୁରୁଷ ଶ୍ରୀ ଜଗନ୍ନାଥ ଦାସଙ୍କର ଭାଗବତ ଶ୍ରବଣ ମନନ କରିବାକୁ ଅନୁରୋଧ।

  • @susilkumarpradhan931
    @susilkumarpradhan931 Год назад +1

    ବହୁତ ସୁନ୍ଦର ପରିବେଶଣ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ଜୟ ଜଗନ୍ନାଥ ହରିବୋଲ

  • @mahendrakumardas592
    @mahendrakumardas592 Год назад +7

    Very nice voice.Keep it up.May God bless you.

  • @pateibiswal
    @pateibiswal Год назад +4

    ଜୟ 🙏ଜଗନ୍ନାଥ🙏🙏 ବହୁତ ସୁନ୍ଦର ଭଜନ

    • @jatinmalakar7787
      @jatinmalakar7787 6 месяцев назад

      जय जगन्नाथ महा प्रभु जय हो

  • @balarampatra8972
    @balarampatra8972 Год назад +11

    ଵହୁତ ସୁନ୍ଦରଭବରେ ପରିବେଷଣ କରିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ୍ ଦେଇ ପ୍ରଭୁ ଜଗନ୍ନାଥଙ୍କ ପଖରେଗୁହାରି କରୁଛି ସଦା ତାଙ୍କରି କୃପାପାଇବପାଇଁ#ହୃଦୟରେ ଶାନ୍ତି ମିଳିଲା#ଧନ୍ୟବାଦ୍

  • @Santoshkumardas6931
    @Santoshkumardas6931 2 месяца назад +1

    Very good performance.
    Many many thanks you.
    Good voice.
    God bless you.
    Jai jagannath.

  • @gobindasethi3200
    @gobindasethi3200 Год назад +1

    Jay jagannath. God bless the divyangas

  • @binayakasahu8928
    @binayakasahu8928 Год назад +6

    Excellent...song all the best to all members.. thanks u..God bless to all....m

  • @jayantakumarnanda1177
    @jayantakumarnanda1177 Год назад +4

    apana mananku koti koti pranam
    apan mane hin prabhu nka aau maa saraswati nka bara putra
    apan mananka ashirbad mate darakar

  • @hemantabhati6604
    @hemantabhati6604 Год назад +14

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ମୋର ଏତିକି ପ୍ରାର୍ଥନା ଆପଣଙ୍କ କଳା ସଦା ସର୍ବଦା ଏମିତି ଚାଲି ଥାଉ ଆଉ ସମସ୍ତେ ପ୍ରଭୁ ଦୟାରୁ ସବୁବେଳେ ଖୁସିରେ ଥାଆନ୍ତୁ ବଲାଙ୍ଗୀର ରୁ ଅନିଲ କୁମାର ବଗର୍ତ୍ତୀ

  • @pratapchandrapradhan515
    @pratapchandrapradhan515 Год назад +19

    ସୁମଧୁର କଣ୍ଠ, ଭଜନ ସମ୍ରାଟ ଙ୍କ ଏଭଳି ଗୀତକୁ ସଠିକ୍ ଭାବେ ଗାଇଥିବାରୁ , ଅଶେଷ ଧନ୍ୟବାଦ। ମହାପ୍ରଭୁ ଏ ସମସ୍ତ ଙ୍କ ଉପରେ କରୁଣା ବାରି ଢାଳିଦିଅ।
    ଜୟ ଜଗନ୍ନାଥ।,
    ,

  • @ranjanpatra4580
    @ranjanpatra4580 Год назад +4

    Jay Jagannath swami nayana patha gami bhaba tume saha varasha 🙏🙏🙏🙏🙏🙏🙏🙏🙏🙏🙏🙏

  • @SwaraSadhanaSKSingh
    @SwaraSadhanaSKSingh Год назад +1

    Bahut sundar Bhai. Keep it up. God bless you

  • @creativesector3974
    @creativesector3974 Год назад

    ଆମ ଅଞ୍ଚଳରେ ଏକ ପାରାୟଣ କାର୍ଯ୍ୟକ୍ରମ କରିବାକୁ ଯାଉଅଛୁ ଏ ଅନୁଷ୍ଠାନର ନମ୍ୱର ଆବଶ୍ଯକ, ଯଦି ଅନୁଷ୍ଠାନ ର କେହି ବ୍ୟକ୍ତି ଏ କମେଣ୍ଟ ଟି ପଠନ କରୁଥାନ୍ତି ତେବେ ଯଥାଶୀଘ୍ର ନମ୍ୱର ଦେବାପାଇଁ ଆଗ୍ରହ ପ୍ରକାଶ କରିବା ହେଉ, ଜୟ ଜଗନ୍ନାଥ ସ୍ୱାମୀ❤

  • @Smrutibarsa
    @Smrutibarsa Год назад +5

    ସବୁ ତୁମରି ନୀଳା ମହାପ୍ରଭୁ
    ଜୟ ଜଗନ୍ନାଥ 🙏🙏🙏

  • @madhusudankarmakar7157
    @madhusudankarmakar7157 Год назад

    Bhagaban jagannather ashirbad ei orchestra. Asanboni jharkhand-

  • @jaymaamangala4297
    @jaymaamangala4297 11 месяцев назад +1

    ବହୁତ ସୁନ୍ଦର କାର୍ଯ୍ୟ କ୍ରମ, ବହୁତ ସୁନ୍ଦର କଣ୍ଠ,, ସମସ୍ତ କଳାକାର ମାନଙ୍କୁ ହୃଦୟ ରୁ ଧନ୍ୟବାଦ

  • @dayasagar2435
    @dayasagar2435 11 месяцев назад +1

    All musical instruments and specially bhai singing is excellent outstanding reality jai mahabahu Prabhu jagatara natha❤❤❤

  • @ranjitkumarpothal9558
    @ranjitkumarpothal9558 Год назад +3

    ବହୁତ ସୁନ୍ଦର ଖାଉଛନ୍ତି । ଜୟ ଜଗନ୍ନାଥ 🙏🙏🙏

  • @pradeeppanda8446
    @pradeeppanda8446 Год назад

    Jay Guru. Jay Jagannath ji ki Jay ho. Bahut Bahut sundar bhajan. Radhey Radhey ta bolna padega. Hari Hari Bole. Shree Radhey.....

  • @AshokParida-sx5wn
    @AshokParida-sx5wn Год назад

    ati sundar Gailey Tumkur Jagannath sabu bele ghanta ghodai Rakhi thantu❤

  • @lokanathbehera2170
    @lokanathbehera2170 Год назад +10

    ଅତୀବ ମର୍ମ ଭରା ଗାୟନ ଶୈଳୀ।
    ଜୟ ଜଗନ୍ନାଥ ସ୍ଵାମୀ।

  • @sanatandash4551
    @sanatandash4551 Год назад +3

    He prabhu a ki tumara lila,tuma pada tale mora koti koti pranam,

  • @HareKrushna-f3d
    @HareKrushna-f3d 10 месяцев назад +1

    ଅତିଶ ସୁନ୍ଦର କଣ୍ଠ,ଆଃହା,ମୁ କୋଟୀ ପ୍ରଣାମ ଜଣାଉଛି ।ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ।

  • @rameshsahoo7223
    @rameshsahoo7223 Месяц назад +1

    Jay Jagannath Swami Nayana patha gami Bhaba tu me prabhu Prabhu Hare Hare Bol Hare Bol

  • @rashmipradhan2508
    @rashmipradhan2508 Год назад +1

    Radhe Radhe 🙏 Jay Jagannath 🙏 Jay Gopal 🙏🏼 jay shree RadhaRani 🙏 Jay shree Ram 🙏 Jay Hanuman🙏

  • @PradeepKumar-ex5pz
    @PradeepKumar-ex5pz Год назад +1

    Tum sree charanre koti bar dandabat pranam

  • @Rx_Line
    @Rx_Line Год назад +4

    Jay Jagannath 🚩🚩🙏 athara Ratha Yatra re puni suniba ku miliba a madhura sangita 🥰

  • @ratnakarrout5572
    @ratnakarrout5572 Год назад +5

    Jay jagarnath Swami Nayan pathgami Bhavatu me om shanti om shanti om shanti

  • @basudevmajhi5880
    @basudevmajhi5880 Год назад +16

    ଯେତିକି ପ୍ରଂଶସା କଲେ ବି କମ ପଡ଼ିଯିବ 🙏ଆପଣଙ୍କୁ ହୃଦୟରୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @kedarnathpati6450
    @kedarnathpati6450 Год назад +4

    ଜୟ ଜଗନ୍ନାଥ ବଢିଆ ହୋଇଛି ଏବଂ ଏହି ଅବସରରେ ପରମେଶ୍ବର ଆପଣଙ୍କୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପାର୍ଥନା

  • @Rohit-mu4kq
    @Rohit-mu4kq Год назад +1

    Nice jay jagarnnath

  • @GangadharDhal-ib6dj
    @GangadharDhal-ib6dj Год назад

    ଆୟୋଜକ ମହୋଦୟଙ୍କ ପାଦତଳେ ପ୍ରଣିପାତ କରୁଛି🙏🙏🙏

  • @rameshsahoo7961
    @rameshsahoo7961 Год назад +9

    ଧନ୍ୟ ଏ ଭଜନ ର ମହିମା। ଉତ୍ତରୋତ୍ତର ଉନ୍ନତି ହେଉ ଦିବ୍ୟାଙ୍ଗ ଭଜନ ଶୈଳୀ

  • @sachindrajena7113
    @sachindrajena7113 Год назад

    Bhagaban appan samastanku khusire rakhantu Mora sree jaganath nka chranare etiki minati

  • @radhakantarajaguru5183
    @radhakantarajaguru5183 Год назад +3

    ବିଶ୍ଵନାଥ ଭାଇ ତୁମ କଣ୍ଠ ରେ ହୃଦୟ ଥରି ଉଠୁଛି 🙏🙏🙏

  • @AjayNayak-e2r
    @AjayNayak-e2r 10 месяцев назад +1

    Tremendous performance,Jai jagannath

  • @madhusudan1455
    @madhusudan1455 Год назад +1

    Atisundar bhajan ,Jai JAGANNATH...

  • @bharatchandrabarik5921
    @bharatchandrabarik5921 Год назад +12

    ଅତି ସୁନ୍ଦର କଣ୍ଠ ଯାହା ତୁଳନା କରିହେବନି ,ଈଶ୍ୱର ତାଙ୍କର ମଙ୍ଗଳ କରନ୍ତୁ , ଜୟ ଜଗନ୍ନାଥ

  • @sakuntalapal4630
    @sakuntalapal4630 Год назад

    Bhajan paribesana khub sundar

  • @AnnapurnaMuduly-xw8fk
    @AnnapurnaMuduly-xw8fk 9 месяцев назад

    Bah bah kete sundar swara. Dhanya prabhu tume Dhanya tuma lila

  • @HrudayaRanjan-jq7uh
    @HrudayaRanjan-jq7uh 5 месяцев назад

    Sundar ati Sundar..... Jete kahile bi Saribani.....Jay Jagannath❤❤❤

  • @suvasispadhi5418
    @suvasispadhi5418 2 месяца назад +1

    ଦିବ୍ୟାଙ୍ଗ ଭାଇ ଙ୍କ କଣ୍ଠ ସ୍ୱର ହୃଦୟସ୍ପର୍ଶୀ. ପରିବେଶ ଦେଖିଲେ ଲାଗୁଛି ଭାବପୂର୍ଣ୍ଣ. ଦିବ୍ୟାଙ୍ଗ ଭାଇ ଙ୍କ ଉତ୍ତରୋତରା ଉନ୍ନତି କାମନା କରୁଛି.

  • @niranjandash4586
    @niranjandash4586 8 месяцев назад +1

    ଏହି ଭଜନ କୁ ପ୍ରଭୁ କାନଡ଼େରି ଶୁଣିଛନ୍ତି ।।

  • @gopaldhal4424
    @gopaldhal4424 Год назад +13

    Unbelievable tone.🎉🎉🎉💖💖 Jay Jagannath 🙏🙏.

  • @chakradharbehera2546
    @chakradharbehera2546 Год назад +1

    Jai jaganath Swami 😮 very nice

  • @kandarpsahu5151
    @kandarpsahu5151 Год назад

    ATI Sundar Bhajan aaha ha ati uttam video very good samastanku Jay Jagannath Swami ki jay

  • @anguljhialipisahu4383
    @anguljhialipisahu4383 Год назад +2

    ଧନ୍ୟ ଆପଣଙ୍କ ଭଜନ🙏🙏🙏🙏🙏❤️❤️❤️❤️❤️❤️❤️❤️👍 ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏❤️❤️❤️❤️❤️❤️❤️❤️❤️

  • @srutiranjanbiswal452
    @srutiranjanbiswal452 Год назад +7

    .. ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ଅଳୀ ସମସ୍ତ ଙ୍କୁ ଭଲରେ ରଖନ୍ତୁ।

  • @narayanmohanty2569
    @narayanmohanty2569 Год назад +7

    ଭକ୍ତି ସଂଗୀତର ପରିବେଷଣ ଧାରଣା ଅତ୍ୟନ୍ତ ଚିତାକର୍ଷକ ଓ ହୃଦୟସ୍ପର୍ଶୀ.. ଏମାନେ ପ୍ରକୃତରେ ମହାପ୍ରଭୁଙ୍କର ବରପୁତ୍ର. ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା.

  • @dillipkumarojha5474
    @dillipkumarojha5474 Год назад +3

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🌹🙏🙏🙏🙏🌹

  • @prajnnavedavyas2543
    @prajnnavedavyas2543 Год назад +1

    Satare sundar bhajan... Jai Jagannath

  • @ranjitbehera4815
    @ranjitbehera4815 Год назад +28

    ବହୁତ ସୁନ୍ଦର ପରିବେଷଣ। ଭାଇମାନଙ୍କୁ ଅନ୍ତର ହୃଦୟ ରୁ ଧନ୍ୟବାଦ ❤️🙏🏼 ମହାପ୍ରଭୁ ଜଗନ୍ନାଥ ଭାଇ ମାନଙ୍କୁ ଭୁଜ ତଳେ ସର୍ବଦା ରଖିଥାନ୍ତୁ 🙏🏼🙏🏼

  • @pradepmohapatra5044
    @pradepmohapatra5044 Год назад +5

    You are signing wonderful bhajan.Thank you.God bless you.Jay Jagannath.

  • @sahusk2004
    @sahusk2004 Год назад +1

    ଖୁବ୍ ସୁନ୍ଦର କଣ୍ଠଦାନ
    ଜଗନ୍ନାଥଙ୍କ ମାୟା

  • @bibhutinayak1646
    @bibhutinayak1646 7 месяцев назад +1

    ଜଗନ୍ନାଥ ମହାପ୍ରଭୁ ଆପଣଙ୍କୁ ଶକ୍ତି ଦିଅନ୍ତୁ🙏🙏🙏

  • @namitasahu6874
    @namitasahu6874 Год назад

    Ati sundara paribesan.Jagannath tumamananku sabubele khusire rakhantu.Jay jagannath.🙏🙏🙏

  • @Aradhyahealthtips
    @Aradhyahealthtips Год назад +4

    ଆଖିରୁ ଲୋହ ଆସିଗଲା 🙏🙏🙏ଜୟ ଜଗନ୍ନାଥ....

  • @brundabangomango9626
    @brundabangomango9626 5 месяцев назад +2

    ଜୟ ଜଗନ୍ନାଥ ପ୍ରଭୁ ଧନ୍ୟ ତୁମ ଲୀଳା🙏🙏🙏🙏🙏ସମସ୍ତ କଳାକାର ଙ୍କୁ କୋଟି ନମସ୍କାର

  • @ramapusika7792
    @ramapusika7792 Год назад +1

    ଜୟ ଜଗନ୍ନାଥ, 🙏🙏🙏ବହୁତ ସୁନ୍ଦର

  • @bishnuprasadpalei6497
    @bishnuprasadpalei6497 Год назад +5

    Apana'mana'nku Hrudayaru Koti'koti Pranam Janauchhi.Apana'mana'nku Bhagaban Sina Gotie Jinisa Deinahanti Kintu Emiti Jinisa Apana'mana'nku deichhanti Jahaki Sara Biswa'basi Mana'nka Hrudaya'ra Manaku Kini Neuchhanti.....Jay Jagannath

  • @kunamallick1592
    @kunamallick1592 Год назад

    ବିଶ୍ୱନାଥ ଭାଇ ଏ ଭାଇ କୁ କୋଟି ଜୁହାର କି ସୁନ୍ଦର କଣ୍ଠ ଏଇ ଗୀତ ଶୁଣି ଶୁଣି ମୁଁ କାନ୍ଦି କାନ୍ଦି ରହିଛି ହେ ମହାବାହୁ ହେ କାଳିଆ ଶାନ୍ତ ଏ ଭାଇ ମାନଙ୍କୁ ସବୁବେଳେ ଘଣ୍ଟ ଘୋରେଇ ରଖନ୍ତୁ ପ୍ରଭୁ ଜୟ ଜଗନ୍ନାଥ 🙏🙏🙏

  • @karnapradhan1386
    @karnapradhan1386 Год назад +3

    ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ ଏହି ପୁଣ୍ୟ ଆତ୍ମା ମାନଙ୍କୁ ତୁମେହିଁ ଭରଷା ହେଇ ରହିଥାଅ 🙏🙏🙏

  • @akashayajena2692
    @akashayajena2692 Год назад +1

    ଜୟ ଜଗନ୍ନାଥ ବହୁତ ସୁନ୍ଦର ଭଜନ

  • @SONA-qd1qf
    @SONA-qd1qf Год назад

    Ooooo my god 😳😳 ki sundor voice 🎉🎉👍👍👌👌

  • @biswanathmaharana6920
    @biswanathmaharana6920 Месяц назад

    Wow bro you're great👍👍👍👍👍 mo prabhu shree jagannath🙏🙏🙏 tumaku khushi re rakhantu
    Jaye jagannath🙏🙏🙏

  • @chandanrout4547
    @chandanrout4547 2 месяца назад

    ଅତି ସୁନ୍ଦର ଭାଇ ଶେଷ ନିଶ୍ୱାସ ପର୍ଯନ୍ତ ତାଙ୍କ ନାମ ଧର 🙏🏽🙏🏽🙏🏽

  • @rabindrapatro3569
    @rabindrapatro3569 Год назад +1

    ଜୟ ଜଗନ୍ନାଥ 🙏 ବହୁତ ସୁନ୍ଦର କଣ୍ଠ, ଲାଗୁଛି ସତେ ଯେମିତି ଭଜନ ସମ୍ରାଟ ଭିକାରୀ ବଳଙ୍କ କଣ୍ଠ ସ୍ବର, ଠାକୁର ଆଶୀର୍ବାଦ କରନ୍ତୁ 🙏

  • @SomanathaMahapatra-p4o
    @SomanathaMahapatra-p4o 11 месяцев назад +2

    ଭାଇ ଦୃଷ୍ଟିହୀନ ହୋଇ ମଧ୍ୟ ତୁମର ଏହି ସୁନ୍ଦର ଭଜନ ମାଧ୍ୟମରେ ତୁମେ ଜଗନ୍ନାଥଙ୍କୁ ଦେଖିପରୁଛ। ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ।

  • @bapunirout-dq6hi
    @bapunirout-dq6hi Год назад +1

    ବହୁତ ସୁନ୍ଦର ଜୟଶ୍ରୀ ରାମ

  • @tbaral3255
    @tbaral3255 Год назад +3

    ହେ ଭଗବାନ, ମଙ୍ଗଳ ହେଉ ଏମାନଙ୍କର

  • @kanha2205
    @kanha2205 Год назад +2

    Very good jagannath tumaku kala deichhanti

  • @tukusahoo5875
    @tukusahoo5875 Год назад +5

    Vry power full & nice voice..jai jagannath 🙏🙏

  • @NarendraDethi
    @NarendraDethi 2 месяца назад +1

    ହେ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ସମସ୍ତ ଜଗତର ଦୁଃଖ ବୁଝିବେ ହେ ମହା ବାହୁ

  • @basantkumardash7965
    @basantkumardash7965 Год назад

    Ati sundar mohapravu biswanathku asirbad karantu.

  • @UpendraBehera-o1z
    @UpendraBehera-o1z 2 месяца назад

    ସୁନ୍ଦର କଣ୍ଠ। ସୁନ୍ଦର ପରିକଳ୍ପନା ଏବଂ ସୁନ୍ଦର ପରି ଚାଳନା।

  • @NarayanRaita-id3lg
    @NarayanRaita-id3lg 3 месяца назад +2

    ଜୟ ଜଗନ୍ନାଥ 🙏🙏🙏

  • @jatinmalakar7787
    @jatinmalakar7787 6 месяцев назад

    बहुत सुंदर भाव पूर्ण भजन ❤❤🎉

  • @Nrusinghpandit-lg5uc
    @Nrusinghpandit-lg5uc Месяц назад +1

    ଚକ୍ଷୁ ହୀନ ବ୍ୟକ୍ତି ମାନଙ୍କୁ ମୁଁ ଆନ୍ତରିକ ସୁବେଛା ଜଣାଉଛି

  • @UpendraBehera-o1z
    @UpendraBehera-o1z 3 месяца назад

    ବହୁତ ସୁନ୍ଦର ହୋଇଛି। ଧନ୍ୟବାଦ। ଆପଣଙ୍କ ର ଗୁରୁଙ୍କୁ ଧନ୍ୟବାଦ । ଯିଏ ଆପଣ ମାନଙ୍କୁ ନେଇ ଏତେ ବଡ଼ ସଂସ୍ଥା ଚଳାଇ ଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ।

  • @judhistirabehura9626
    @judhistirabehura9626 7 месяцев назад

    Jay Jagannath bahut sunder vajan bahut sunder pariveshan

  • @kshitishacharya7235
    @kshitishacharya7235 Год назад +10

    ହେ ପ୍ରଭୁ ଜଗନ୍ନାଥ, ତୁମର ଏ ବରପୁତ୍ର ମାନଙ୍କୁ ତୁମେ ସହାୟ ହୁଅ

  • @bikashofferprice6480
    @bikashofferprice6480 Год назад +9

    Speech less. 🙏 🔥❤️

  • @pratapbhai8603
    @pratapbhai8603 Год назад

    🌹ଜୟ ଜଗନ୍ନାଥ 🌹🙏🙏🙏🌹ଅଶେଷ ଅଶେଷ ଧନ୍ୟବାଦ ପ୍ରଶଂସା କରିବାକୁ ମୋପାଖରେ ଭାଷା ନାହିଁ 🌹ଆପଣଙ୍କ ର ଜୟ ହେଉ 🌹🙏🙏🙏🌹

  • @susantakumarsahoo6062
    @susantakumarsahoo6062 6 месяцев назад +1

    Jay Shri Jagannath jay Shri radhe radhe