ଆଜି ଶ୍ରୀ ନୃସିଂହ ହୋତା ଙ୍କ ପୁଜ୍ୟ ଗୁରୁ ଶ୍ରୀ ଭାସ୍କର ସାହୁ କାନ୍ଦି କାନ୍ଦି କହିଲେ

Поделиться
HTML-код
  • Опубликовано: 16 ноя 2024

Комментарии • 124

  • @mangarajrath2406
    @mangarajrath2406 9 дней назад +3

    ଜଗତର ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗାୟକ ଯୁବ ସମ୍ରାଟ ଶ୍ରୀଯୁକ୍ତ ନୃସିଂହ ଚରଣ ହୋତାଙ୍କୁ ସୁସ୍ଥ କରିଦିଅନ୍ତୁ ଏତିକି ନିବେଦନ 🙏🏻

  • @sadabigyasahu9189
    @sadabigyasahu9189 Месяц назад +5

    ଭାବର ଠାକୁର, କୋଟି ଓଡିଆଙ୍କ ହୃଦୟର ସ୍ପନ୍ଦନ, ସମଗ୍ର ଓଡ଼ିଶାବାସୀଙ୍କ ମଉଡମଣି ତଥା ଭକ୍ତମାନଙ୍କର ର ଦୁଃଖ ବୁଝୁଥିବା ମୋ ଦରଦୀ ହଟିଆ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ଯେ ହୋତା ମହୋଦୟ ଙ୍କ ବହୁତ ଶୀଘ୍ର ଆଶୁ ଆରୋଗ୍ୟ କାମନା।

  • @ptsantoshkumardashsharma
    @ptsantoshkumardashsharma Месяц назад +7

    ସାହୁ ମହୋଦୟ, ନୃସିଂହ ହୋତା ବଡ ଭୁଲ କରିଦେଲା,ସେ ବ୍ରହ୍ମାଣ୍ଡ ସୃଷ୍ଟିର ଯେ ଶ୍ରଷ୍ଟା ପୁଣି ଚତୁର୍ଦ୍ଦଶ ଅଖିଳ ବ୍ରହ୍ମାଣ୍ଡପତି ଜଗନ୍ନାଥ ଙ୍କୁ ମଟନ ଖାନ୍ତି ଵୋଲି କହିଥିଲେ,ଏହା ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କର ହୃଦୟ ବିଦାରକ କଥା ହେବାରୁ,ମଣିମା ଅସହ୍ୟ ହୋଇ ତାକୁ ଏପରି ଦଶା ଭୋଗିବାକୁ ଦେଲେ?? କହିବାର ସୀମା ହୋତା ଟପିଗଲାରୁ,, ଜଗନ୍ନାଥ ଏ ଦଣ୍ଡାଦେଶ କରିଛନ୍ତି,,ହେ ମଣିମା ସେ ଅପାରଗ ଅଜ୍ଞ ଗରିବ ବ୍ରାହ୍ମଣ କୁ କ୍ଷମା କରନ୍ତୁ ମଣିମା ଆପଣ,,ଆଉ ସାହୁ ମହୋଦୟ ସେ ପଞ୍ଚାୟତନ ଦେଵତା ଆସ୍ଥାନ ରେ ଏ ଜଣେ ବ୍ରାହ୍ମଣ ଜାତିର,ମଦ ଖାଇ,ଅତି ଅନ୍ୟାୟ କରିବାରୁ ଏ ଦଶା ଭୋଗିବାକୁ ପଡୁଛି,, ଜଗନ୍ନାଥ ଙ୍କ ଶରଣାପନ୍ନ ହୋଇଲେ ହୋତା ଭଲହେଵ,ସେ ନ ଚାହିଁଲେ ହୋତା ଜଳିଯିଵ 😂😂😂😂

  • @chhabindramansingh73
    @chhabindramansingh73 Месяц назад +8

    ମୋର ପ୍ରାଣର ପ୍ରାଣ କୃପାସାଗର କାଳିଆରେ ତୋତେ ନିବେଦନ ହୋତା ଭାଇନାଙ୍କୁ ଆରୋଗ୍ୟ କର ମୋର ନିବେଦନ 🙏🌹🙏♥️

  • @MadhaRout-wi4ig
    @MadhaRout-wi4ig 12 дней назад +2

    ଭଗବାନ ତାଙ୍କ ଭଲକରି ଦୁଅ🙏

  • @NabaghanaBehera-qn6dn
    @NabaghanaBehera-qn6dn 21 день назад +1

    ହେ ଜଗନ୍ନାଥ ମହାପ୍ରଭୁ ଆପଣଙ୍କର କୃପା ହଉ ହୋତା ବାବୁ ଙ୍କର ଶ୍ୱାସ୍ତ୍ୟ ଭଲ ହେଇଯାଉ

  • @ManguKabi
    @ManguKabi Месяц назад +2

    ହେ ପ୍ରଭୁ ହୋତା ମହା ଦୟଙ୍କୁ ଆରୋଗ୍ୟ କରନ୍ତୁ

  • @Rabindrasahoo-uf8wd
    @Rabindrasahoo-uf8wd Месяц назад +2

    ହେ ସତ୍ୟ ନାରାୟଣ ଆଗରୁ ହେଇଥିବା ଭୁଲ ଆଉ ହବନି ଆରୋଗ୍ୟ କରି ଦିଅନ୍ତୁ ପ୍ରଭୁ
    ଓଁ ନମଃ ନାରାୟଣାୟ

  • @prafullakumarmohanty1708
    @prafullakumarmohanty1708 21 день назад +2

    ମାଆ ମଙ୍ଗଳ କରନ୍ତୁ🙏🏻🙏🏻🙏🏻

  • @pramodrout2483
    @pramodrout2483 Месяц назад +4

    ମଦ୍ୟ ପାନ ର ପରିଣାମ,,,,,
    ସତ୍ୟ କୁ ସାମ୍ନା କର .....

  • @PrakashTarai-q9u
    @PrakashTarai-q9u 3 дня назад +1

    ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ହୋତା ସାହାରଙ୍କୁ ଆରୋଗ୍ୟ କରିଦିଅନ୍ତୁ ଜୟ ଜଗନ୍ନାଥ ସ୍ବାମୀ 🙏🙏🙏😂😂😂

  • @tapanbehera2350
    @tapanbehera2350 Месяц назад +8

    ହେ କୃପାମୟ,ହୋତା ସାର୍ ଙ୍କୁ ଭଲ କରିଦିଅ ମଣିମା ।

    • @NiranjanSethi-e3i
      @NiranjanSethi-e3i Месяц назад +1

      ମହାପ୍ରଭୁ ଭଲ କରି ଦିଅନ୍ତୁ

    • @himanshubal902
      @himanshubal902 Месяц назад

      ହେ କୃପାମୟ,ହୋତା ସାରଙ୍କୁ ଭଲ କରିଦିଅ ମଣିମା । ଜୟ ଜଗନ୍ନାଥ 🙏

  • @banamalimahakud8497
    @banamalimahakud8497 Месяц назад +3

    ଭଗବାନ ହୋତା ସାରଙ୍କୁ ଆରୋଗ୍ୟ କରିଦିଅନ୍ତୁ ।

  • @Skmohapatra-fs9gy
    @Skmohapatra-fs9gy Месяц назад +5

    ଗୁରୁଙ୍କ ଆଶ୍ରିବାଦ ଓ ମହାପ୍ରଭୁଙ୍କ କୃପାରୁ ସେ ଭଲ ହୋଇ ଯାଆନ୍ତୁ

    • @gnayak9691
      @gnayak9691 9 дней назад

      May God give him Free from Nasha

  • @dharanidharpanda6920
    @dharanidharpanda6920 Месяц назад +2

    ମାଆ କୃପାମୟୀ ହୋତା ନନା ଙ୍କୁ ଆରୋଗ୍ୟ କରନ୍ତୁ

  • @prafulladash8040
    @prafulladash8040 Месяц назад +5

    ମହାପ୍ରଭୁ ଶ୍ରୀଜଗନ୍ନାଥ ନୃସିଂହ ବାବୁଙ୍କ ଶରୀର ଆରୋଗ୍ୟ କରିଦିଅନ୍ତୁ, ଏତିକି ପ୍ରାର୍ଥନା।

  • @drpravatkumarpradhan2143
    @drpravatkumarpradhan2143 Месяц назад +1

    ହେ ପ୍ରଭୁ ଜଗନ୍ନାଥ, ତୂମେ ଦୟାର ସାଗର, ତୁମ ନାମ ସର୍ବଦା ଗାଉଥିବା ନୃସିଂହ ହୋତା ଙ୍କୁ ଶୀଘ୍ର ଭଲ କରିଦିଅ, ନଚେତ ତୁମକୁ ନିନ୍ଦା ହେବ. Dayakar ପ୍ରଭୁ, dayakar.

  • @gaganbehera1557
    @gaganbehera1557 Месяц назад +1

    ପ୍ରଭୁ ଜଗନ୍ନାଥଙ୍କ କୃପା ରୁ ହୋତା ବାବୁ ଙ୍କ ର ସ୍ୱାସ୍ଥ୍ୟ ର ଆଶୁ ଆରୋଗ୍ୟ କାମନା କରୁଅଛି

  • @surendrakumartripathy2345
    @surendrakumartripathy2345 Месяц назад +2

    ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କୁ ସୁସ୍ଥ କରିଦିଅନ୍ତୁ 🙏🙏🙏🙏🙏

  • @basantabehera781
    @basantabehera781 Месяц назад +1

    🙏କୃପା କର ପ୍ରଭୁ ଜଗନ୍ନାଥ 🙏
    ତୁମ ଚରଣେ ସମର୍ପିତ ଏ ଜଗତ

  • @RanjitBehera-px2ts
    @RanjitBehera-px2ts Месяц назад +1

    ଭଲ ହେବା ନିହାତି ଦରକାର କାରଣ ପାଲା ଜଗତର ଜଣେ ଏକ 1ନମ୍ବର କଳାକାର ଜୟ
    ଜଗନ୍ନାଥ 🙏🙏🙏🙏🙏🙏🙏

  • @ratikantabehera8987
    @ratikantabehera8987 Месяц назад +1

    ସମୁଦୁଣୀ ଙ୍କ ତାଗିଦ ପରେ ଆତ୍ମଘୋଷିତ ସମୁଦୀ ପ୍ରତ୍ୟହ ଧାରାବିବରଣୀ ରୁ ବିରତ ରହିଲେ. ଜୟ ଜଗନ୍ନାଥ

  • @ashokkumarmoharana7946
    @ashokkumarmoharana7946 Месяц назад +2

    ନୃସିଂହ ହୋତା ମହୋଦୟ ଜଣେ ସ୍ପଷ୍ଟ ବାଦୀ ଉଚ୍ଚକୋଟୀର ଗାୟକ । ସାରା ଓଡ଼ିଶାବାସୀ ଚାଙ୍କର ଆସୁ ଆରୋଗ୍ଯ କାମନା କରନ୍ତି ।

  • @dillipkumarsatapathy2574
    @dillipkumarsatapathy2574 Месяц назад +3

    ପ୍ରଚୁର ମଦ ପିଉଥିବା ବେଳେ ଗୁରୁ ହିସାବରେ ବାରଣ କରିଥିଲେ କି ନାହିଁ....

  • @KarunakarDas-os4uf
    @KarunakarDas-os4uf Месяц назад +1

    ହେ ପ୍ରଭୁ ଜଗନ୍ନାଥ ହୋତା sir ଙ୍କୁ ଭଲ କରିଦିଅ ମୁ ଅପଙ୍କୁ 108 ଶ୍ରିଫଳ ଦେବୀ ଦୟା କର ପ୍ରଭୁ କାଳିଆ ସାଆନ୍ତେ 🙏🙏🙏🙏🙏

  • @NIBASHCHANDRABARAL
    @NIBASHCHANDRABARAL Месяц назад +3

    ହେ ଜଗନ୍ନାଥ ମହାପ୍ରଭୁ ହୋତା ସାର କୁ ଭଲ କରିଦିଅ

  • @rautbhaiagnibirasamajsebak
    @rautbhaiagnibirasamajsebak Месяц назад +1

    ହେ ଜଗନ୍ନାଥ ଦୟାକର

  • @alekhmallick17
    @alekhmallick17 Месяц назад +3

    ହେ ମହାପ୍ରଭୁ ହୋତା ସାରଙ୍କୁ କ୍ରୁପା କରି ଆରୋଗ୍ୟ କରନ୍ତୁ ଏହା କାମନା କରୁଛି

  • @Asishi3379
    @Asishi3379 Месяц назад +3

    ହେ କୃଷ୍ଣ ହୋତା ସାର ଙ୍କୁ ଭଲ କରି ଦିଅ

  • @lokanathdash2243
    @lokanathdash2243 Месяц назад +1

    God bless him, and Hope speed recovery 🙏

  • @SsBarik-y3v
    @SsBarik-y3v Месяц назад +2

    ଭଲହବା ଦରକାର ଜଗନାଥ ଦୟାକରନ୍ତୁ 🙏🙏🙏🙏🙏🙏

  • @arunkumar_akp
    @arunkumar_akp Месяц назад +1

    ମହାପ୍ରଭୁ ତାଙ୍କୁ ଶୀଘ୍ର ଭଲ କରି ଦିଅନ୍ତୁ।

  • @nakulabehera4015
    @nakulabehera4015 Месяц назад +5

    Jay Jagannath

  • @KhageswarSethy-i5d
    @KhageswarSethy-i5d Месяц назад +5

    Jay jagannath

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ Месяц назад

    ମା ମଙ୍ଗଳା, ନୃସିଂହ ହୋତା ଗାୟକ ମହୋଦୟଙ୍କୁ ଶୀଘ୍ର ଆରୋଗ୍ୟ କରି ଦିଅନ୍ତୁ
    ଜୟ ମା ଶ୍ରୀ ସର୍ବ ମଙ୍ଗଳା 🙏🍀🙏

  • @ajitsethi9609
    @ajitsethi9609 Месяц назад +2

    Jai jagannath Swami God bless u

  • @bhagabandas2319
    @bhagabandas2319 Месяц назад

    ଭଗବାନ ତାଙ୍କୁ ଭଲ କରିଦିଅନ୍ତୁ

  • @HimansuSamal-u2q
    @HimansuSamal-u2q Месяц назад +1

    ମହାପ୍ରଭୁ ସୁସ୍ଥ କରିଦିଅନ୍ତୁ।🙏💐🙏

  • @rasmiranjanchhotaray3694
    @rasmiranjanchhotaray3694 Месяц назад

    ଜୟ ଜଗନ୍ନାଥ 🙏🙏🙏🙏 ହେ ପ୍ରଭୁ ହୋତା ସାର୍ ଙ୍କୁ ଭଲ କରିଦିଅ

  • @JpPrakash-k4n
    @JpPrakash-k4n Месяц назад +2

    ଭଲ ହୋଇଯିବେ ଈଶ୍ୱର ଙ୍କ ଉପରେ ଭରସା ରଖନ୍ତୁ

  • @Dusmantasahupintu2553
    @Dusmantasahupintu2553 Месяц назад +1

    ନାରାୟଣ ସ୍ୱାମୀ ଙ୍କର ନିକଟରେ ଦୃତ ଆରୋଗ୍ୟ କାମନା କରୁଛି

  • @bijayketandas2545
    @bijayketandas2545 Месяц назад +1

    . No- 1 pala Gayak odisha

  • @nityanandadas295
    @nityanandadas295 Месяц назад +1

    Jay jagannath Mohaprabhu jaldi bhala Karidiantu prabhu 🙏🙏🙏

  • @nbehera_2023
    @nbehera_2023 Месяц назад +3

    He Jagannath ,hota sir nku bhal kari dia

  • @gorachandsathapathy9590
    @gorachandsathapathy9590 Месяц назад +1

    Prabhu tanku sighratisighra arogya karidiantu,eha heuchhi Jagannathanka nikatare prathana.😊😊

  • @MurlidharBehera-g3v
    @MurlidharBehera-g3v 26 дней назад +1

    hota sir ku bholo koridiontu prabhu 🙏🙏🙏🙏

    • @gnayak9691
      @gnayak9691 9 дней назад

      Apana Nisha chhadi deeantu bhala hoi zeebe Sir

  • @jagannathparida356
    @jagannathparida356 Месяц назад +1

    ମୋର ପ୍ରଣାମ କରୁଛି ଗାୟକ କୁ ଭଗବାନ ଆଶୀର୍ବାଦ ଦିଅନ୍ତି କିନ୍ତୁ ତାଙ୍କୁ ପୁରା ଭଲକରଦେଵେ ମୋର ପ୍ରଣାମ କରୁଛି କାଳିଆ ସାଆନ୍ତ କୁ ପ୍ରାର୍ଥନା କରୁଛି ଆପଣଙ୍କ ଭଲ ଦିଅନ୍ତି ।

  • @arjuncharanparida1074
    @arjuncharanparida1074 Месяц назад +4

    ଯକୃତ ସଂକ୍ରମଣ ଏକ ଛୋଟ ରୋଗ ନୁହେଁ ଯେ doctor ତୁମକୁ 5ଦିନ ମଧ୍ୟରେ କିଛି ପୂର୍ବାନୁମାନ କରି କହିଦେବେ । ଏହା ମଧ୍ୟ ବହୁତ ବ୍ୟୟ ବହୁଳ । ଭଗବାନଙ୍କ କୃପାରୁ ସେ ଆରୋଗ୍ୟ ଲାଭ କରନ୍ତୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପା କରନ୍ତୁ । ଜୟ ଜଗନ୍ନାଥ

    • @NaliniPrabhaMaharana
      @NaliniPrabhaMaharana 21 день назад

      Prabhu jagannatha hota mahashaya nku shankhare purai chakra adhualare rakhantu.arogya karantu.

  • @PPWorldExploring
    @PPWorldExploring Месяц назад +1

    Maa tarini bhala Kari diantu

  • @KhageswaraPani
    @KhageswaraPani Месяц назад

    ଜୟ ଜଗନ୍ନାଥ 🙏🏾🙏🏾🙏🏾

  • @CHITARANJANLenka-e8f
    @CHITARANJANLenka-e8f Месяц назад +2

    Sriguru saranam prabhu hota sir

  • @pradipnaik4471
    @pradipnaik4471 Месяц назад

    Jay Jagannatha 🙏🙏🙏

  • @pramodkumardash9328
    @pramodkumardash9328 Месяц назад +3

    Jayjaganath

  • @BasantaDas-o6t
    @BasantaDas-o6t Месяц назад

    JAY,JAGANNATH

  • @jayaprakashlenka9865
    @jayaprakashlenka9865 Месяц назад +2

    He prabhu tanku bhala kari deo

  • @benudharsahoo710
    @benudharsahoo710 Месяц назад +1

    God bless you sir.

  • @prashantsahoo450
    @prashantsahoo450 Месяц назад +1

    Jay Jagannath Prabhu 🙏🙏🙏

  • @t.m.s.4175
    @t.m.s.4175 Месяц назад +1

    Jay Jagnnath Bhagban hota Sirnku sighra bhalkaridiantu Jay Jagnnath

  • @brajabandhukhanda1613
    @brajabandhukhanda1613 Месяц назад +5

    Dayakari samaste help karantu. Tanka phone pay re kichhi pathantu.

  • @rajumalik2798
    @rajumalik2798 Месяц назад +2

    ଜଗନ୍ନାଥ ଙ୍କ ପାଖରେ ମୁ ପ୍ରଥାନା କରୁଛି ତାଙ୍କୁ ଭଲ କରିଦିଅନ୍ତୁ

  • @BijayDas-y2i
    @BijayDas-y2i Месяц назад

    ଜୟ ଜଗନ୍ନାଥ

  • @UrmilaMishra-s1v
    @UrmilaMishra-s1v Месяц назад +2

    🎉🎉🎉🎉

  • @surathjena5893
    @surathjena5893 Месяц назад +4

    Thakura Hotasirnku bhala Kari debe. Se sure asibe mu kahuchi karana se Thakur Katha kahanti.

  • @UpendranathNaik
    @UpendranathNaik Месяц назад +1

    Maa kichakeswari bhala karibe

  • @prafullachandrapadhi
    @prafullachandrapadhi Месяц назад

    ଜଗନ୍ନାଥ ମଙ୍ଗଳ କରନ୍ତୁ

  • @Sidheswar80
    @Sidheswar80 Месяц назад

    Hay Jagannath mahan pratibha nku ferai ana , atiki prathana prabhu 🙏

  • @ARUNKUMARROUT-i1j
    @ARUNKUMARROUT-i1j Месяц назад

    😢Bhagaban bhala karidia jagatara natha Jagannath

  • @subhadramohantysubhadra9769
    @subhadramohantysubhadra9769 Месяц назад

    ପ୍ରଭୁ ଜଗନ୍ନାଥଙ୍କ ପାଖରେ କୋଟି କୋଟିପ୍ରଣାମ ନୃସିଂହ ହୋତା ସାରଙ୍କୁ ଭଲ କରିଦିଅ 🙏🙏

  • @prasantakumarbarik5534
    @prasantakumarbarik5534 Месяц назад

    ଜଗନ୍ନାଥ ଶୀଘ୍ର ଆରୋଗ୍ୟ କରନ୍ତୁ,କାମନା

  • @Kaliputrakp
    @Kaliputrakp Месяц назад

    ଭଗବାନ ଶୀଘ୍ର ଆରୋଗ୍ୟ କରନ୍ତୁ,,,, ଭାଇନା

  • @KanhuJena-i7c
    @KanhuJena-i7c Месяц назад

    Jay Jagannath Swami Nayan pratha grami bhaba tumbhe

  • @bidyadharsamal2310
    @bidyadharsamal2310 Месяц назад +1

    🙏🙏🙏

  • @VINODMAJHI-ld7rn
    @VINODMAJHI-ld7rn Месяц назад

    Jay Jagannath Swami

  • @niranjanpatra5772
    @niranjanpatra5772 Месяц назад

    ମଦୁଆ ପାଲା ଗାୟକ ଛି

  • @dhaneswarbehera5669
    @dhaneswarbehera5669 Месяц назад

    Jay jaganatha bhala kari diantu hota mahasaya ku

  • @nimaindash5193
    @nimaindash5193 Месяц назад

    ମହାପ୍ରଭୁ ଶୀଘ୍ର ଅରୋଗ୍ୟ କରିଦିଅନ୍ତୁ

  • @sudhakarpradhan4655
    @sudhakarpradhan4655 Месяц назад

    Lord Jagannatha may bless you. He should be cured as soon as possible.

  • @rakeshmajhi3358
    @rakeshmajhi3358 Месяц назад

    Jay Jagannath 🙏
    Hota sir vala hoi jaantu

  • @SeshanKumarMahapatra
    @SeshanKumarMahapatra Месяц назад

    God bless you

  • @DIPALIBEHERA-nh3zm
    @DIPALIBEHERA-nh3zm Месяц назад

    He Narayan sir nku vala karidiantu

  • @sisirkumarrout2621
    @sisirkumarrout2621 Месяц назад

    Prabhu Satyanarayan Kalyan karantu 🙏🏻

  • @jitunayak4266
    @jitunayak4266 Месяц назад

    Hota sir nku vala karidiantu prabhu

  • @gamingworld4816
    @gamingworld4816 Месяц назад

    ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ନୃଷିଙ୍ଗ ହୋତା ଙ୍କୁ ଶ୍ରିଘ ଆରୋଗ୍ୟ ଲାଭ କରନ୍ତୁ

  • @bhaskarsethi9927
    @bhaskarsethi9927 Месяц назад

    God bless him.

  • @doctor831
    @doctor831 Месяц назад

    What is the current diagnosis?

  • @kulamanipradhan547
    @kulamanipradhan547 Месяц назад

    He Mahesh tu rakhe

  • @samarendradakhinakabat3653
    @samarendradakhinakabat3653 Месяц назад

    He Prabhu daya kara

  • @mrutyunjayasahoo5495
    @mrutyunjayasahoo5495 Месяц назад +2

    Bhagban Jagannath tanku bhala Kari diantu.

  • @MahaprasadaDash
    @MahaprasadaDash Месяц назад

    Jagannath mahaprabhu hota sir nku bhalakari
    diyantu

  • @dillipkumarmoharana8643
    @dillipkumarmoharana8643 Месяц назад

    Vara karidebe jagannath 🙏

  • @ChittaranjanPradhan-w1o
    @ChittaranjanPradhan-w1o Месяц назад

    Jagannath dayakari nrushingh hotanku bhalakaridiantu

  • @MunnaMunnaaa-p4k
    @MunnaMunnaaa-p4k Месяц назад

    Jay Jagannath hota sir nku bhala kari diantu

  • @rakeshbehera4113
    @rakeshbehera4113 Месяц назад +1

    Jagannath bhala karidianu

  • @SurendaDas-g1h
    @SurendaDas-g1h Месяц назад

    Sudaya karantu mahabahu

  • @nalinirout6590
    @nalinirout6590 Месяц назад

    Bhagaban mangala karantu

  • @AmritMangaraj-q6l
    @AmritMangaraj-q6l Месяц назад +1

    He mahaprabhu hota babunku sighra arogya karidiantu

  • @abhimanyusamal2730
    @abhimanyusamal2730 Месяц назад +3

    MAHAPRABHU SRI JAGANNATHA NKA APARA KARUNARU HOTA SIR NKA BHALI JANE ANANYA PRATIBHA SIGHRA SUSTHA HOI FERI ASANTU. JAY JAGANNATHA

  • @PuspalataPuspalata-r6i
    @PuspalataPuspalata-r6i Месяц назад +1

    Pushapalata parida
    Prabhu hota sir nku bhala karidiantu

  • @lulutripathy3895
    @lulutripathy3895 Месяц назад +1

    ସରକାରଙ୍କୁ ଅନୁରୋଧ ହୋତା ସାରଙ୍କୁ ସାହାଯ୍ୟ କରନ୍ତୁ ।🙏

  • @sanjibtripathy6486
    @sanjibtripathy6486 Месяц назад

    Bhagaban sighra arogya karidiantu