ରାଧା ରାଧା ବୋଲି ଗୋରା କାନ୍ଦେ।।ସଙ୍କୀର୍ତ୍ତନ||ଗାୟିକା:-ମନୋରମା ବେହେରା, ବ୍ରହ୍ମଗିରି,ପୁରୀ।।Sankiratan||No:-1

Поделиться
HTML-код
  • Опубликовано: 23 ноя 2024

Комментарии • 755

  • @bikashKumar-vg9fh
    @bikashKumar-vg9fh 11 месяцев назад +52

    ବହୁତ ସୁନ୍ଦର କଣ୍ଠ
    ଜଗନ୍ନାଥଙ୍କ କୃପାରୁ ଏମିତି ଲାଗି ରହୁ
    ଜୟ ଜଗନ୍ନାଥ

  • @kunamallick1592
    @kunamallick1592 9 месяцев назад +48

    ସତରେ ବଡ ଭଉଣୀ କଣ୍ଠ ଅତି ସୁନ୍ଦର 🙏🙏🙏 ଆଉ ବାୟକ ଭାଇ ର ମୃଦଙ୍ଗ ବଜେଇବା ବହୁତ ସୁନ୍ଦର 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @rakeshbehera8788
    @rakeshbehera8788 11 месяцев назад +52

    ବାଦକ ଭାଇଙ୍କ voice ଟି ଭାରି ଦରଦୀ ଦରଦୀ ଲାଗୁଛି ମନକୁ ଛୁଇଁ ଗଲା ପୁରା ll❤❤❤❤❤❤👌👌👌👌👌🙏🙏🙏🙏🎇🎇🎇🎇

  • @madanmohandas4289
    @madanmohandas4289 11 месяцев назад +24

    ଗାୟିକା ମା ମନୋରମା ବେହେରା! ଆପଣଙ୍କୁ ବହୁତ ବହୁତ ଅଭିନନ୍ଦନ ଓ ଅଶେଷ ଧନ୍ୟବାଦ ଜଣାଉଛି. ହୃଦୟ ମଧ୍ୟରେ ଏକ ଭାବାତ୍ମକ ଆନନ୍ଦ ସୃଷ୍ଟି କରାଉଛି ଆପଣଙ୍କ କଣ୍ଠ ସ୍ୱର, ତାଳ, ଲୟ, ଭାବ ଓ ଭଙ୍ଗୀ. ବିଶେଷ କରି ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସନ୍ନ୍ୟାସ ଯାତ୍ରାକୁ ବାରଣ ପୂର୍ବକ ମା ସଚି ଦେବୀଙ୍କ ଗାନଟି ଆପଣଙ୍କ କରୁଣାତ୍ମକ କଣ୍ଠ ଓ ଭାବାତ୍ମକ ପରିବେଷଣ ଆମକୁ ବଡ଼ ଭାବ ବିହ୍ଵଳ କରି ଦେଉଛି. ଆପଣଙ୍କର ସର୍ବାଙ୍ଗୀନ ଉନ୍ନତି ପ୍ରାର୍ଥନା କରୁଛି ସେହି ବିଶ୍ୱ ପିତାଙ୍କ ନିକଟରେ. ଗୋଟିଏ ଅନୁରୋଧ ମା, କେବେବି ପ୍ରଶଂସା ଯେତେ ବି ମିଳୁ ହେଲେ ଅହଂକାରକୁ ଘର ଦେଖାଇବ ନାହିଁ. ଈଶ୍ୱର ଦୀର୍ଘାୟୁ କରନ୍ତୁ. ଆପଣଙ୍କ ସହ କର୍ମୀ ବାୟକ ତରୁଣ ବାବୁଙ୍କୁ ମଧ୍ୟ ବହୁତ ଅଭିନନ୍ଦନ ଯେ ଖୁବ ଉଚ୍ଚ ଓ ସଠିକ ସ୍ୱର ତାଳ ଲୟରେ ବାଦ୍ୟ ପରିବେଷଣ କରୁଥିବାରୁ.

  • @atozkirtanvideo
    @atozkirtanvideo 11 месяцев назад +102

    ସବୁ କମେଣ୍ଟ ପଢିଲା ପରେ ଆଉ କିଛି ଭାଷା ନାହିଁ କହିବାକୁ ଖାଲି ଏତିକି କହିବି | ସଂକ୍ରିତନ ଗାୟକ ୟାଙ୍କୁ ହିଁ କୁହନ୍ତି ଜୟ ଜଗନ୍ନାଥ

    • @balubehera4155
      @balubehera4155 7 месяцев назад +4

      7:12

    • @GopabandhuNayak-iy8ri
      @GopabandhuNayak-iy8ri 6 месяцев назад +4

      Ati karunya katha mahasaya manorama nka palia mohasaya atri sundar pali mu bhabuchi gaika samrat haba pai jogya jay palakala jay sriram.

    • @biranchinarayansahoo3124
      @biranchinarayansahoo3124 Месяц назад

      Ko

    • @KunguluMali
      @KunguluMali 6 дней назад

      ​ pppppp00pp lp00000p0ppppp0 pop 😊😊😊 ppppppppp😊padi😊😊p0😊😊

  • @brajakishore2002
    @brajakishore2002 11 месяцев назад +37

    ବାୟକ ଭାଇଙ୍କ କଣ୍ଠ ବହୁତ୍ ସୁନ୍ଦର୍❤❤❤❤

  • @sharatnaik5615
    @sharatnaik5615 7 месяцев назад +3

    Both of u very very strong to perform this types of kirtan Sangita. Jagannath bless both of them.

  • @kapilasbehera1394
    @kapilasbehera1394 11 месяцев назад +21

    ବହୁତ ସୁନ୍ଦର ପରିବେଷଣ ଆପଣ ଉତ୍କଳ ର ଗୌରବ 🙏🙏🙏

  • @oplucifer7794
    @oplucifer7794 11 месяцев назад +31

    ବହୁତ ସୁଦର ପରିବେଷଣ ଜୟ ଜଗନ୍ନାଥ🙏🙏🙏

  • @sachikantanayak5063
    @sachikantanayak5063 5 месяцев назад +7

    ଅତି ସୁନ୍ଦର ଭାବରେ ବୁଝାଉ ଛନ୍ତି ଭଉଣୀ ଏମିତି ଖାଲି ଆମ ବ୍ରହ୍ମଗିରି ର ନାମ ରୋଶନ କରୁଛନ୍ତି ତାହା ନୁହଁ ସମୂର୍ଣ୍ଣ ଓଡ଼ିଶାର ନାମ ରୋସନ୍ କରୁଛନ୍ତି ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ ଆପଣଙ୍କୁ ଏମିତି ସବୁ ବେଳେ ସମସ୍ତଙ୍କର ଆଶ୍ରିବାଦ୍ ସାଉଣ୍ଟ ଥାନ୍ତୁ ❤

  • @dibyanshuaditya3850
    @dibyanshuaditya3850 11 месяцев назад +19

    ବାୟକ ଭାଇ ଙ୍କୁ ମୋ ହୃଦୟ ରୁ ପ୍ରଣାମ ଉଚ୍ଚ କୋଟିର ଏମିତି ବାଦ୍ୟ ବଜାଇ ବା ମୋ ଜୀବନ କାଳ ଭିତରେ ଦେଖିନି କଉଠି 🙏

  • @hrusikeshkaran831
    @hrusikeshkaran831 9 месяцев назад +14

    ହେ ଗାୟିକା ମହୋଦୟ। କିସୁନ୍ଧର କଣ୍ଠ ଦେଇଛନ୍ତି ବିଧାତା ତୁମକୁ ଖାଲି ସୁଧା ଝରୁଛି
    ଯେତେ ସୁଣିଲେବି ମନ ଭରୁନି 🙏

  • @sisirbehera19
    @sisirbehera19 11 месяцев назад +55

    ଅତି ସୁନ୍ଦର ବଡ଼ ଭଉଣୀ ସତରେ ଉତ୍କଳର ଗର୍ବ ଓ ଗୌରବ ଜଗନ୍ନାଥ କୃପାରୁ ଆଗେଇ ଚାଲ, ସମାଜରେ ସଂସ୍କାର ବାଣ୍ଟି ଚାଲ 🙏🙏🙏🙏........

  • @NarayanSahu-kz6fy
    @NarayanSahu-kz6fy 11 месяцев назад +7

    ଗାୟିକା ମହାଶୟ ଆପଣଙ୍କ କଣ୍ଠ ଶ୍ବର ଓ ପରିବେଶଣ ଶୈଳୀ ବହୁତ ଉଚ୍ଚକୋଟୀର ଧନ୍ୟବାଦ

  • @rajatsahu5175
    @rajatsahu5175 11 месяцев назад +36

    ସତ ରେ ମୋ ମା ଆଖିର ଲୁହ ରହିପାରିଲା ନାହିଁ 😂😂😂😂😂 ଦୁଇ ଆଖିରୁ ଧାର ଧାର ଲୁହ ବହିଗଲା। ମାଆ ସରସ୍ଵତୀ ସଦା ତୁମ କଣ୍ଠରେ ରହିଥାଆନ୍ତୁ।
    ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ତୁମ ଉପରେ ବର୍ଷୁ ଥାଉ।❤❤❤❤❤❤❤❤

  • @Ashishkumar-uq2xf
    @Ashishkumar-uq2xf 11 месяцев назад +35

    ମା ସରସ୍ୱତୀ ଆଉ ମହାପ୍ରଭୁ ଙ୍କ କୃପା ଆପଣ ଙ୍କ ଉପରେ ସେମିତି ଥାଉ ଦିଦି ,ଏତେ ସୁନ୍ଦର ପରିବେଷଣ କରୁଛନ୍ତି ଯାହାର ଯେତେ ପ୍ରଶଂସା କଲେ ବ କମ୍ ହେବ.❤

    • @arundas-x3g
      @arundas-x3g 3 месяца назад

      Jay shree jagannath ⭕❗⭕ jay jagannath

  • @sanjayakumarbehera8634
    @sanjayakumarbehera8634 11 месяцев назад +13

    ଭାବ ଭାବ ଭାବ.. କି ଭାବ, ସତରେ.. ହୃଦୟ ଜିଣିନେଲ

  • @krisnabehera5464
    @krisnabehera5464 9 месяцев назад +6

    ମନୋରମା ଦିଦି ତମ ସ୍ୱର ବହୁତ ସୁନ୍ଦର ଜୟ ଜଗନ୍ନାଥ 🙏🙏🙏🙏

  • @arunakumardas4719
    @arunakumardas4719 9 месяцев назад +9

    ମା ସରସ୍ଵତୀ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 🙏🙏🙏 ଆପଣ ବହୁତ୍ ସୁନ୍ଦର୍ ଗାଇଛନ୍ତି ଖାସ୍ କରି ଗାୟକ ବାୟକ ଯୋଡ଼ି ବହୁତ୍ ସୁନ୍ଦର୍ 👌👌👏👏👍👍

  • @SibaprasadJena-zv7lw
    @SibaprasadJena-zv7lw 4 месяца назад +4

    ଅତି ସୁନ୍ଦର ଲାଗୁଛି, ଧନ୍ୟବାଦ ଭଉଣୀ

  • @krushnamahanta2960
    @krushnamahanta2960 5 месяцев назад +4

    ଅତି ସୁନ୍ଦର ସଂକୀର୍ତ୍ତନ ପରିବେଷଣ କରୁଛନ୍ତି ଦିଦି 🎉🎉🎉 ବାୟକ ଭାଇବି ଅତି ସୁନ୍ଦର୍ ପରି ବେଷଣ , ଧନ୍ୟ ବାଦ୍ ଜୟ ଜଗନ୍ନାଥ

  • @ashokkumarsahoo2233
    @ashokkumarsahoo2233 11 месяцев назад +22

    ସୁନ୍ଦର ପରିବେଷଣ..... ଜଗନ୍ନାଥ ଙ୍କ କୃପାରୁ ଏହିପରି ଆଗେଇ ଚାଲନ୍ତୁ....ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରନ୍ତୁ......

  • @santosinibagh119
    @santosinibagh119 11 месяцев назад +8

    ବହୁତ ଭଲ ହୃଦୟ କୁ ଛୁଇଁଲା 👍👍👍

  • @buntyparida7628
    @buntyparida7628 11 месяцев назад +9

    ଅତି ହୃଦଯ ସ୍ପର୍ଶୀ ପ୍ରଭୁଙ୍କ ଆଶୀର୍ବାଦ ସେମିତି ଝରୁଥାଉ

  • @Savitapradhan.1991
    @Savitapradhan.1991 4 месяца назад +2

    ସତରେ ଆପଣଙ୍କ ପାଦ ରେ କୋଟି କୋଟି ନମସ୍କାର 🙏🙏🙏🙏🙏🙏... ଆପଣଙ୍କ କଣ୍ଠ ରେ ସ୍ୱୟଂ ମା ସରସ୍ବତୀ ବିଜେ କରିଛନ୍ତି 🙏🙏.. ଧନ୍ୟ ତୁମେ 🙏🙏🙏

  • @sukantadash3070
    @sukantadash3070 11 месяцев назад +30

    ତମେ ପାଲା ପରିବେଷଣ ଅତି ସୁନ୍ଦର୍ ଭାବେ କରି ପାରିବ ।ଆମ ରାଜ୍ୟ ରେ ପାଲା ର ପରିସର ବ୍ୟାପକ ।ତେଣୁ ତମେ ପାଲା କୁ ଆସ ।।

  • @AjayaKumarMishra-nf8rr
    @AjayaKumarMishra-nf8rr 2 месяца назад +3

    ରାଧେ ରାଧେ 🙏🙏🙏

  • @DamodarKansobehera
    @DamodarKansobehera 10 месяцев назад +3

    ବହୁ ସୁନ୍ଦର ପରିବେଷଣ l ଶୁଣିକି ଧନ୍ୟ ମନେ କରୁଛି l ଜୟ ଜୟ ଜଗନ୍ନାଥ l

  • @laxmidharpradhan6993
    @laxmidharpradhan6993 11 месяцев назад +3

    ଚମତ୍କାର ଗାୟିକା ପରିବେଷଣ କରୁଛନ୍ତି ଦିଦି 💯 salute❤

  • @Santosh-ds7pl
    @Santosh-ds7pl 4 месяца назад +5

    Bayak.brother.bahuta.sundar
    Paribeshana.karuchantitumara
    Kalaameti.juge.jugebanchirahu
    Bhagabana.mangalakarantu❤

  • @AjayaKumarMishra-nf8rr
    @AjayaKumarMishra-nf8rr 2 месяца назад +3

    ତୁମ କୁ ପ୍ରଭୁ ତାଙ୍କ କଥା ଗାଇବା ପାଇଁ ଜନ୍ମ ଦେଇଛନ୍ତି, ଜୟ ଜଗନ୍ନାଥ 🙏🙏🙏

  • @jitendrakumarmaharana9687
    @jitendrakumarmaharana9687 11 месяцев назад +318

    3 ଥର ଶୁଣିଲିଣୀ । ହେ ଗାୟିକା ମହାଶୟl ! ଆପଣଙ୍କ କଣ୍ଠରୁ କି ସୁଧା ରସ ଝରୁଛି । ଶୁଣି ମୁଁ ମନ୍ତ୍ର ମୁଗ୍ଧ ହୋଇ ଯାଏ । ଧନ୍ୟ ପିତାମାତା ,ତୁମ ଭଳି ସୁଯୋଗ୍ୟl କନ୍ୟା କୁ ଜନ୍ମ ଦେଇଛନ୍ତି ।🙏

  • @ranjitdas5250
    @ranjitdas5250 11 месяцев назад +8

    ସୁଯୋଗ୍ୟା ଗାୟିକା, ଧନ୍ୟ ସେ ପିତା, ମାତା, ଜୟ ଜଗନ୍ନାଥ.

  • @GaurangPradhan-bl7nm
    @GaurangPradhan-bl7nm 11 месяцев назад +5

    ଅତି ସୁନ୍ଦର ଉପସ୍ଥାପନା ଆପଣଙ୍କୁ ପ୍ରଣାମ

  • @kirtansarathi3083
    @kirtansarathi3083 11 месяцев назад +10

    ବହୁତ ବହୁତ ସୁନ୍ଦର

  • @mahendarmeher2868
    @mahendarmeher2868 10 месяцев назад +4

    ବହୁତ ସୁନ୍ଦର ପରିବେଷଣ। ସୁନ୍ଦର କଣ୍ଠ 🙏🙏🙏

  • @pramodnayak5383
    @pramodnayak5383 11 месяцев назад +11

    ବହୁତ ସୁନ୍ଦର ଗୀତ ଗାୟନ ବହୁତ ଧନ୍ୟବାଦ 🙏🙏🙏👍🎉

  • @bapinayak5569
    @bapinayak5569 11 месяцев назад +17

    ବାସ୍ତବ ଜୀବନର ପର୍ଯ୍ୟାୟ, ଯାହା ମଣିଷକୁ ପରିସ୍ଥିତିର ସ୍ୱତନ୍ତ୍ର ପରିବର୍ତ୍ତନ କରିଦିଏ l ମନୋରମା ଦିଦିଙ୍କୁ ଅଭିନନ୍ଦନ, ସୁନ୍ଦର ସ୍ୱର ଆଉ ସଂଯୋଜନା ମଧ୍ୟ l

  • @dibyasinghanayak6225
    @dibyasinghanayak6225 8 месяцев назад +3

    Jagannath mahaprabhu apanaku au samasta srota manaku valare rakhantu jay jagannath

  • @kshyamasahu1695
    @kshyamasahu1695 2 месяца назад +2

    ଜୟ ଜଗନ୍ନାଥ ଜୟ ଗୌରାଙ୍ଗ ଜୟ ଚଇତନ୍ୟ ଠାକୁର 🙏🙏🙏🙏🙏🙏🙏

  • @chandanentertainment7312
    @chandanentertainment7312 11 месяцев назад +13

    ଅତି ସୁନ୍ଦର ପରିବେଷଣ 🙏

  • @RajkishorMishra-pn3xc
    @RajkishorMishra-pn3xc 7 месяцев назад +1

    ଅନେକ ଥର ଶୁଣିଛି ବହୁତ୍ ଭଲ ଉପସ୍ଥାପନା ସୁମଧୁର କଣ୍ଠ ସ୍ୱର ବାୟକ ବାବୁଙ୍କୁ ବି ଅନେକ ଧନ୍ୟବାଦ୍

  • @sontoskuna4731
    @sontoskuna4731 6 месяцев назад +1

    👌🏼👌🏼👌🏼👌🏼👌🏼👌🏼👌🏼👍🏼👍🏼👍🏼👍🏼👍🏼👍🏼👍🏼👍🏼👍🏼ଅତି ଉତ୍ତମ ପରିବେଷଣ 👌🏼

  • @SudhiraSahu-wm8st
    @SudhiraSahu-wm8st 11 месяцев назад +5

    ବହୁତ ସୁନ୍ଦର ପରିବେଷଣ ଦିଦି

  • @ramachandrapradhan9938
    @ramachandrapradhan9938 11 месяцев назад +5

    ବହୁତ ସୁନ୍ଦର ଭାଷାରେ ବୁଝେଇଲ ବହୁତ ବହୁତ ଧନ୍ୟବାଦ୍

  • @abanipradhan
    @abanipradhan 11 месяцев назад +6

    ବହୁତ୍ ସୁନ୍ଦର୍ ପରିବେଷଣ 🙏🙏🙏🙏🙏🙏🙏🙏🙏👍🥰🥰🥰

  • @raghabpradhan1189
    @raghabpradhan1189 11 месяцев назад +3

    ଅତି ସୁନ୍ଦର ଭାବରେ ଗାୟିକା ମନୋରମା ଦିଦିଙ୍କ କଣ୍ଠ ଗାନ ଶୁଣି ମୋତେ ଅମୃତ ପାନ କଲାଭଳି ଲାଗୁଛି। ଜଗତର ନାଥ ସ୍ୱୟଂ ଜଗନ୍ନାଥଙ୍କ କରୁଣାରୁ ତାଙ୍କୁ କୋଟିପରମାୟୁ ପ୍ରଦାନ କରିବା ସଙ୍ଗେ ମା ଶାରଦା ଦେବୀ ତାଙ୍କ କଣ୍ଠରେ ଏମିତି ସର୍ବସମ୍ମୁଖରେ ସଂସ୍କାର ବାଣ୍ଟିବାକୁ ମୋର ଭଗବାନଙ୍କ ନିକଟରେ କୋଟି ପ୍ରଣିପାତ।
    ଆଉ ବାୟକଙ୍କ ବାଦ୍ୟ ବାଦକ ମଧ୍ୟ ଅତି ଚମତ୍କାର ଲାଗୁଛି।
    -ବନ୍ଦେ ପୁରୁଷୋତ୍ତମ
    ବନ୍ଦେ ଉତ୍କଳ ଜନନୀ-

  • @sangramjena2200
    @sangramjena2200 Месяц назад +1

    ଯେତେ ଶୁଣିଲେ ବି ମନ ଭରି ନାହିଁ । ଗାୟକ ମହଦୋୟା ଏବଂ ବାୟକ ମହଦୋୟ ଙ୍କ ର ଚମତ୍କାର ପରିବେଷଣ । ଭାବ, ଭକ୍ତି , ସ୍ୱର , ଶବ୍ଦ , ଅଳଙ୍କାର ସବୁ ମଧୁର

  • @KhirodGouda-pj6es
    @KhirodGouda-pj6es 2 месяца назад +1

    ମନ ଖୁଶି ହେଇଗଲା jai jagannath 🙏🙏

  • @Santosh-ds7pl
    @Santosh-ds7pl 3 месяца назад +3

    Manoroma sister and ❤️ taruna brother really your voice is so heart touching good bless you

  • @mitubehera63
    @mitubehera63 6 месяцев назад +2

    ଜଗାର ସବୁ ଇଛା

  • @krushnasahoo7401
    @krushnasahoo7401 10 месяцев назад +3

    Heart touching presentation of Manorama beti
    May God bless you
    U are Pride of Odisha
    Krushna ch Sahoo
    Jharada Sadangi DKL

  • @satrughanabehera7741
    @satrughanabehera7741 11 месяцев назад +2

    ଅତି ସୁମଧୁର କଣ୍ଠ ସହିତ ସୁଲଲିତ ସ୍ଵର୍ ଭାବ ପୂର୍ଣ୍ଣ ସଙ୍କୀର୍ତ୍ତନ ଇୟାକୁ ହିଁ କୁହାଯାଏ..... ଜୟ ଜଗନ୍ନାଥ ଭଉଣୀ

  • @chittaranjanmallick323
    @chittaranjanmallick323 Месяц назад

    ବହୁତ ସୁନ୍ଦର ପରିବେଷଣ. ଜୟ ଜଗନ୍ନାଥ .🎉🙏🙏🙏

  • @trinathpradhan532
    @trinathpradhan532 3 месяца назад +1

    ବହୁତ ଉଚ୍ଚ କୋଟିର କଣ୍ଠ ସ୍ୱର... ଭଉଣୀ

  • @lifeofsagar535
    @lifeofsagar535 7 месяцев назад +2

    Ki sundar voice..well done

  • @Bijaykumar2525.
    @Bijaykumar2525. 11 месяцев назад +7

    ସତରେ ବହୁତ୍ ସୁନ୍ଦର୍ ଭାବରେ ଭଗବାନ୍ ଙ୍କ ବିଷୟରେ ସୁଣେଇଲେ ❤ ଭଗବାନ୍ ତୁମକୁ ଏମିତି ସବୁଦିନ ଖୁସିରେ ରଖନ୍ତୁ 🙏❤️🙏

  • @ChikuBehera-i8b
    @ChikuBehera-i8b 11 месяцев назад +4

    Bayaka Bhai tuma song and baday very beautiful think you ❤❤❤

  • @kapilasbehera1394
    @kapilasbehera1394 10 месяцев назад +2

    ଅତି ଉତ୍ତମ ବାୟକ 👌👌

  • @nakulcharankhatua3376
    @nakulcharankhatua3376 10 месяцев назад +5

    ସୁନ୍ଦର ପରିବେଷଣ। ଅତ୍ୟନ୍ତ ସାବଲୀଳ ଭାବରେ ବର୍ଣ୍ଣନା ଓ ସୁନ୍ଦର କଣ୍ଠ ସ୍ୱର। ଭଗବାନ ଆଶୀର୍ବାଦ କରନ୍ତୁ ଏମିତି ପ୍ରଭୁଙ୍କ ମହିମା ଓ ଗୁଣଗାନ କରିଥାନ୍ତୁ। ଜୟ ଜଗନ୍ନାଥ 🙏

  • @BabubhaiBabubhai-bu9vm
    @BabubhaiBabubhai-bu9vm 11 месяцев назад +3

    ସୁନ୍ଦର କଣ୍ଠ ଗାୟିକା ଏବଂ ବାୟକ ବହୁତ ସୁନ୍ଦର ଜୟ ଜଗନ୍ନାଥ

  • @Kcpadhyvlogs
    @Kcpadhyvlogs Месяц назад

    ଉଭୟ ଗାୟିକା ଓ ଗାୟକ ଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା।

  • @niranjanpradhanpradhan
    @niranjanpradhanpradhan 11 месяцев назад +3

    ଅତି ସୁନ୍ଦର ଜୁଗଳ ବନ୍ଦୀ ଗାୟିକା ଓ ବାୟକ ଙ୍କର କିନ୍ତୁ କିଛି କମି ରହିଛି ଆଉ ଦୁଇ ଜଣ ଦରକାର ଆପଣଙ୍କ ପାଇଁ ଜଣେ ହାରମୁନିୟମ୍ ଆଉଜଣେ ଝୁମୁକା ଏତିକି ହେଲେ ଚାର୍ ଚାନ୍ଦ୍ ଲାଗି ଜିବ

  • @Santosh-ds7pl
    @Santosh-ds7pl 4 месяца назад +3

    Sister.your.song.isveryveryverinice.aapanak.kanthare.saraswati.birajamana.karichanti❤

  • @nitinindians3550
    @nitinindians3550 3 месяца назад +1

    ହେ ମୋର ଭଉଣୀ ଏବଂ ବାଦକ ଭାଇ ,, ଆପଣ ଙ୍କ ଯୁଗଳ କୁ ବୋଧେ ଓଡ଼ିଶା ରେ କେହିବି କାଟି ପାରିବେନି ,, ଭଉଣୀ ଙ୍କ କଣ୍ଠ ରେ ମାତା ସରସ୍ଵତୀ ଙ୍କ ଆଗମନ ଏବଂ ଭାଇ ଙ୍କ ଖୋଲ ବାଦ୍ୟ ସାଙ୍ଗକୁ କଣ୍ଠ ଓଃ ଅତି ହୃଦୟସ୍ପର୍ଶ

  • @madhabnag5367
    @madhabnag5367 11 месяцев назад +6

    bahut badhia pala... heart touching 🥰👌🙏

  • @AlokaSanantaray-vx9vv
    @AlokaSanantaray-vx9vv 11 месяцев назад +2

    ଅତିସୁନ୍ଦର ବାୟକ

  • @PrasantaKumarSeth-vw8si
    @PrasantaKumarSeth-vw8si 3 месяца назад +1

    ବହୁତ ସୁନ୍ଦର 🎉🎉

  • @mahalaxmipatra7884
    @mahalaxmipatra7884 11 месяцев назад +7

    ବହୁତ ସୁନ୍ଦର....

  • @dallydally985
    @dallydally985 11 месяцев назад +6

    Aajira a samajare mu amiti jane gayikanku aasaa karinathili. Aaji mo jibana dhanya helaa pari laaguchi. Bhagbananka nikatare tumara dirghaayu kamana karuchi. Dhanya tumara pita mata. Koti Pranam.

  • @Santosh-ds7pl
    @Santosh-ds7pl 4 месяца назад +2

    Musakalu.sandhya.sabudine
    Sunchi.more.mana.bhangunahi
    Sister.dayakari.sri.chaytanyank
    Janambrutanta.tike.kuhantu
    Mu.koraput.distru.anurodha.
    Karuchi.aapank.kalaku.kotikoti
    Pranam

  • @ashokdcure7847
    @ashokdcure7847 Месяц назад

    ଏତେ ସୁନ୍ଦର କଣ୍ଠ ଟି ଏ ଭଗବାନ କେବଳ ଆପଣଙ୍କୁ ଦେଇଛନ୍ତି ଭଗବାନ ଙ୍କ ଗୁଣ ଗାନ କରିବା ପାଇଁ କିନ୍ତୁ ଆପଣଙ୍କ ବାୟକ ବିନା କିଛି ସମ୍ଭବ ନୁହେଁ ଅତ୍ତି ଉଚ କୋଟିର ପ୍ରଦର୍ଶନ ଆପଣଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ ପଡିବ

  • @prasantanath2775
    @prasantanath2775 7 месяцев назад +1

    ବହୁତ ସୁନ୍ଦର ଉପସ୍ଥାପନା

  • @sanjayapatnaik4448
    @sanjayapatnaik4448 6 месяцев назад +2

    Manormama madam very talented. The bayak Tarun bhai is also extremely talented.

  • @saishreemusic5748
    @saishreemusic5748 11 месяцев назад +5

    ମନୋରମା ଭଉଣୀ ଏବଂ ବାହାଣ ଦୁଇଜଣ ଙ୍କୁ ମୋର ଧନ୍ଯବାଦ ଏବଂ ଜଗନ୍ନାଥ ପାଖରେ ମୋର ନିବେଦନ ସଦାସର୍ବଦା ଦୁଇଜଣ ଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ

  • @rashmiranjansahoo5116
    @rashmiranjansahoo5116 Месяц назад

    ଅତି ସୁନ୍ଦର କଣ୍ଠ ମୁଁ ସବୁବେଳେ ଶୁଣୁଛି ହେଲେ ମନ ବୁଝୁନି 🙏🙏

  • @pramodabiswal6897
    @pramodabiswal6897 7 месяцев назад +2

    Wonderful combination,GodS grace,JAI JAGANNATH

  • @DasharathiTripathi-b3n
    @DasharathiTripathi-b3n 4 месяца назад +1

    ବହୁତ ବଢିଆ ନାନୀ

  • @balarambarik7001
    @balarambarik7001 7 месяцев назад +2

    Magical voice God gifted
    Jay jagannath

  • @DhirenNahak-e5g
    @DhirenNahak-e5g 9 месяцев назад +2

    Jai jagannath madamji ,really your voice is so heart touching, really when ever I have seen I am crying thank you very much for your voice

  • @niashasahoo2562
    @niashasahoo2562 11 месяцев назад +10

    ଜୟ ଶ୍ରୀ କୃଷ୍ଣ 🙏 🙏🌹 🙏🌹 🙏🌹

  • @jharanasahoo2615
    @jharanasahoo2615 11 месяцев назад +3

    Bahut bahut sundar 👌🙏🌹 sri chaitanya mahaprabhu 🙏🌹🌹🙏🙏🌹🙏

  • @mamatabehera3350
    @mamatabehera3350 9 месяцев назад +2

    Ati sundar voice didi and bhainkara ,suni mana Mugdha heigala, Jay jaganath❤❤

  • @RabindraSahoo-tx4vs
    @RabindraSahoo-tx4vs Месяц назад

    , ଗାୟିକା ମହାଶୟ ଆପଣ ଆପଣଙ୍କର ପରିବେଷଣ ବହୁତ ସୁନ୍ଦର (କୋଣାର୍କ)

  • @laxmidharpradhan4170
    @laxmidharpradhan4170 2 месяца назад

    ଭାଇ ଓ ଭଉଣୀ ମାନଙ୍କ ଙ୍କୁ ମା ସରସ୍ବତୀ ଙ୍କର ଆଶ୍ରିବାଦ ଅଛି

  • @indianhackers4743
    @indianhackers4743 5 месяцев назад +2

    Congratulations for your spiritual speech and God bless you

  • @duryodhanbehera6627
    @duryodhanbehera6627 11 месяцев назад +4

    ମାଡାମ ଆପଣଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏

  • @sumitrarana1977
    @sumitrarana1977 11 месяцев назад +1

    ଜୟ ଜଗନ୍ନାଥ ଅତି ସୁନ୍ଦର ପରିବେଷଣ

  • @sudarshansahoo1379
    @sudarshansahoo1379 9 месяцев назад +2

    Beautiful mam and beautiful bhajan.more respect to u ....

  • @rashmiranjanpraharaj8009
    @rashmiranjanpraharaj8009 11 месяцев назад +3

    Bahut sundar kirtan Jay shree Radhe

  • @DasharathiTripathi-b3n
    @DasharathiTripathi-b3n 4 месяца назад

    ଜୟ ଜଗନ୍ନାଥ

  • @pradeep7554
    @pradeep7554 11 месяцев назад +8

    ଜୟ ଗୋପାଳ ଜୟ ଶ୍ରୀକୃଷ୍ଣ 🙏🙏🙏🙏🙏🌹🌹🌹🌹🌹

  • @hariharamahanta375
    @hariharamahanta375 11 месяцев назад +2

    ଜୟ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ

  • @ashoksahoo6631
    @ashoksahoo6631 5 месяцев назад +1

    No 1 manorama didi🙏🙏🙏

  • @dilipkumarparida1855
    @dilipkumarparida1855 11 месяцев назад +3

    ଧନ୍ୟବାଦ ଭାଇ
    ପାରବତୀ ଅଂଶ ଛାଡି ଥିବାରୁ.......

  • @funfemily3160
    @funfemily3160 3 месяца назад +1

    Bahut vala gaiyaka very nice

  • @KrushnaChandraSahoo-r7s
    @KrushnaChandraSahoo-r7s 14 дней назад

    Thank mam.
    U are proud of Odisha.
    Jay Jagannath Swami
    Krishna ch Sahoo Jharada Sadangi DKL

  • @saradamohapatra2556
    @saradamohapatra2556 11 месяцев назад +1

    ତୁମଙ୍କୁ ଆଶୀର୍ବାଦ ହେ ମହିୟସୀ ✋✋✋✋✋

  • @rajanikantapradhan5109
    @rajanikantapradhan5109 4 месяца назад +1

    Dhanya Dhanya tumhe Dhanya tuma Mata Pita 🙏 Prabhu Mangala Karantu apana nkara

  • @anilkumarrautaray5173
    @anilkumarrautaray5173 Месяц назад

    ଭୋଉଣୀ ତୁମର ସ୍ୱର ବହୁତ ସୁନ୍ଦର ଏମିତି ଗାଉଥାଅ