ଇଏ କେମିତି ପରୀକ୍ଷା ଚଳାଇଛି OSSSC , ରୋଷେଇ ଘରେ ଚାଲିଛି ଚେକିଂ, ଡାଇନିଂ ହଲ୍‌ରେ ପରୀକ୍ଷା

Поделиться
HTML-код
  • Опубликовано: 28 янв 2025

Комментарии • 466

  • @Vinood900
    @Vinood900 4 месяца назад +176

    OSSSC ଅଧ୍ୟକ୍ଷ ଜଣେ ନିହାତି ନିର୍ଲଜ ହେଇ ଥିବେ ନ ହେଲେ ପରମ ଲାଞ୍ଚ ଖିଆ ଅଫିସର ହେଇଥିବେ। Exam centre ହେବା ପାଈଁ କିଛି criteria ଥାଏ। ମନ ଇଚ୍ଛା କଣ ଦୋକାନ ଘରେ exam Centre ହେଇ ପାରିବ। ଉଚ୍ଚ ଶିକ୍ଷା ମନ୍ତ୍ରୀ ଏ ଚାପୁଡ଼ା ତମକୁ କେତେ ଦିନ ଆଉ Hangover ରେ ରହିବ। କିଛି କାମ ବି ଜାଣିଛ ନା ନାଁ କୁ ମନ୍ତ୍ରୀ ହେଇ ଯାଇଛ। ବହୁତ ଭାଷଣ ଦଉଥିଲ ଏବେ ଲୁଚି କି ଅଛ କଣ ପାଈଁ। ପରୀକ୍ଷାର୍ଥୀ ଙ୍କ ସହ ଆଉ କେତେ ଦିନ ଅନ୍ୟାୟ ଚାଲିବ।

    • @GkguruRoyal
      @GkguruRoyal 4 месяца назад +7

      Seta parama maaghia.

    • @SidharthaRay-p5g
      @SidharthaRay-p5g 4 месяца назад +8

      Vai sata kohuchi mu jadi OSSSC chairman heithanty bisa khaiki marijaithanty ,amiti Bala jibana banchiba apekhya marijiba vala chhiii

    • @DD76d
      @DD76d 4 месяца назад +2

      Saswata Mishra IAS... Corrupted 😠😠😡😡

    • @Dinosaur222
      @Dinosaur222 4 месяца назад +3

      😂​@@SidharthaRay-p5g

    • @kushamajhi6440
      @kushamajhi6440 4 месяца назад +4

      Eta mohan sarkar re baba

  • @fulamatibeshra6902
    @fulamatibeshra6902 4 месяца назад +52

    ରୋଷେଇ ଘରେ checking ଘୋର ଲଜ୍ଜା
    ନିର୍ଲଜ ଗୁଡା ପିଲାଙ୍କ future ସହ ଖେଳ ଖେଳୁଛନ୍ତି

  • @bhagirathitarai9981
    @bhagirathitarai9981 4 месяца назад +62

    ଟଙ୍କା ରେ କାମ ହେଉଛି

  • @Pramoddasbabu
    @Pramoddasbabu 3 месяца назад +1

    Aji Bhaskar channel re Bhaskar ta life re best news dei6i .....Amiti swara utheiba darkar .....

  • @prasantipriyadarshini640
    @prasantipriyadarshini640 4 месяца назад +31

    ମୋହନ sir ଙ୍କୁ ଏବେ କିଛି ଦେଖା ହିଁ ଯାଉନି...... ସୁଭଦ୍ରା ଟଙ୍କା କଥା ବୁଝୁଛନ୍ତି ସେଠୁ ସମୟ ପାଇଲେ ସିନା ଆମ ପିଲାଙ୍କ ପରୀକ୍ଷା କଥା ବୁଝିବେ ।

    • @diptibiswal9632
      @diptibiswal9632 3 месяца назад +1

      Double engine govt ta time kain.

    • @spreadin675
      @spreadin675 3 месяца назад

      Are bhauni mohan nka kichhi bhul nahin sabu Ama janatanka bhul karana uchhit sarkar Ame bachhi parunu

    • @prasantipriyadarshini640
      @prasantipriyadarshini640 3 месяца назад

      @@spreadin675 ଉଚିତ୍ ସରକାର bachhile vi semane se tym jaye valare ruhanti je pajyanta tanka kama hoini au କାର୍ଯ୍ୟ re ସଫଳତା ପାଇବା ପରେ change hoijanti........

  • @nityanandadehury5416
    @nityanandadehury5416 4 месяца назад +39

    Centre କୁ ତୁରନ୍ତ black list କରାଯାଉ

  • @Knowledgefact2853
    @Knowledgefact2853 4 месяца назад +60

    PLEASE CANCEL THIS EXAM AS SOON AS POSSIBLE

  • @akn8670
    @akn8670 4 месяца назад +104

    Double engine double corruption

  • @basantamallik866
    @basantamallik866 4 месяца назад +36

    ଖାଲି ମାଡ଼ ସେମାନେ ପିଲାଙ୍କ ଭବିଷ୍ୟତ ରେ ଖେଳୁଛନ୍ତି

  • @Anythingdosomething-qh5qz
    @Anythingdosomething-qh5qz 4 месяца назад +20

    ବାଳ exam centre ନା
    ଗୁଦାମ ଘର । OSSSC EXAM ବାତିଲ କରାଯାଉ
    Live stock &Forest guard exam ମଧ୍ୟ ଏଥିରୁ ଜଣାପଡିଲା scam ହେଇଛି ବୋଲି।

  • @dhirendranathrout3005
    @dhirendranathrout3005 4 месяца назад +33

    ଏ ହେଉଛି ମୋହନା ସରକାର

    • @prahalladpadhan3072
      @prahalladpadhan3072 3 месяца назад +1

      ମୋହନ କିଛି ନୁହନ୍ତି....All in one Modi...

  • @DD76d
    @DD76d 4 месяца назад +69

    Saswat Mishra IAS OSSSC Chairman ku remove kara jaau...😠😠😡😡😡😠

  • @pradeepjena737
    @pradeepjena737 4 месяца назад +26

    ୧୫ ଲକ୍ଷ୍ଯ ରେ ଚାକିରି ବିକ୍ରୀ ହୋଇଗଲା
    ପରିକ୍ଷା ତ ବାହାନା

    • @MamaMuni-kv3uu
      @MamaMuni-kv3uu 3 месяца назад

      Yes all'government job emiti hin bikri hauchhi.
      Ame patha padhi pura bekar.khali money waste kariba katha time bi 😭😭😭.

  • @Anythingdosomething-qh5qz
    @Anythingdosomething-qh5qz 4 месяца назад +26

    A news ଦେଖିଲା ପରେ ପ୍ରଶାସନ କଣ action ନେଉଛନ୍ତି ଦେଖାଯାଉ ।

  • @sidhantabehera6875
    @sidhantabehera6875 4 месяца назад +2

    ହାଇକୋର୍ଟ ରେ କେସ କର , ପରୀକ୍ଷା କେନ୍ଦ୍ରର ଗୋଟିଏ ନିୟମ ଥାଏ ମନ ଇଚ୍ଛା ପରୀକ୍ଷା କେନ୍ଦ୍ର କରାଯାଏନାହିଁ। ଓଏସ ଏସ ସି ଅଧ୍ୟକ୍ଷ କଣ ଜାଣି ପାରୁନାହାନ୍ତି ‌

  • @ParulPurti
    @ParulPurti 3 месяца назад +5

    ମତେ ଲାଗୁଚି ଆଉ ଥରେ ଇଁରେଜ ଶାସନ ଆସିବା ସୁନିଶ୍ଚିତ ଯାହାକୁ ଭୋଟ ଦେଲେବି ଏମିତି ହିଁ ଅବସ୍ଥା ହେବ BJP hau ki bjd au ki congress au ki ସ୍ୱାଧୀନ paty hau more bi ta ai ଅବସ୍ଥା kn karibi

  • @marutirout335
    @marutirout335 4 месяца назад +2

    ଯେତେ ଦିନ ପର୍ଯ୍ୟନ୍ତ... Computer base test exam pattern ଚାଲିଥିବ.... ସେ ପର୍ଯ୍ୟନ୍ତ ଦୁର୍ନୀତି ହଟିବ ନାହିଁ.... ପୁରୁଣା ସମୟରେ ଯେମିତି pen and paper exam ରେ ଦୁର୍ନୀତି ହେଇପାରିବିନି....off line exam ସବୁଠୁ ଭଲ... ଯୋଉ ଅଧିକାରୀ ଏହି ଦୁର୍ନୀତି ରେ ସାମିଲ ରହୁଛନ୍ତି.... ତୁରନ୍ତ ଏମାନଙ୍କୁ ଫାଶୀ ଦଣ୍ଡ ହେବା ଦରକାର...

  • @HemantaPalei-kw4fc
    @HemantaPalei-kw4fc 4 месяца назад +10

    ଏମିତି ଲୋକ ଛି ଛି
    ଏମିତି center.. ଏଠି ତ ଦଲାରୀ ସବୁ 😱😱😱

  • @manaskumarhembram1808
    @manaskumarhembram1808 4 месяца назад +8

    Starting ରୁ ଠିକ୍ ଟାଇମରେ ଏଣ୍ଟ୍ରି କରେଇ ଥିଲେ problem ହେଇ ନଥାନ୍ତା

  • @rameshmohanty1211
    @rameshmohanty1211 4 месяца назад +11

    ସରକାର ଯେମିତି ବ୍ୟବସ୍ଥା ସେମିତି

  • @sarupabrek3343
    @sarupabrek3343 4 месяца назад +10

    ଜୀବନୀ ଭାଇ ସର୍ଭର down ଥିଲେ ପରୀକ୍ଷାର୍ଥି ମାନେ କଣ ଜାଣି ନ ଥାନ୍ତେ କି, ବୁଢ଼ା ର ଏତେ ରାଗ, ମିଡ଼ିଆ ଭାଇ ଆଉ ଭଉଣୀ ଙ୍କୁ salt ମାରୁଛି ଏ ସାହସ ପାଇଁ

  • @RahulaMallick-zu9fn
    @RahulaMallick-zu9fn 4 месяца назад +31

    ତୁରନ୍ତ ଆକ୍ସନ ନିଆଯାଉ l

  • @kkbnature8161
    @kkbnature8161 4 месяца назад +12

    ଛି ଛି ଆମୋ ଓଡ଼ିଶା ସରକାର 😢😢

  • @banditabarik2872
    @banditabarik2872 4 месяца назад +15

    Sabu pila Mohan Majhi sarkar janantu.Puni thare OFFLINE re RI,ARI,AMIN exam heba uchhit.OSSSC kipari ae centre bachhile ? Pila nka future sahit kheluchhanti OSSSC . Ehaku judiciary tadanta kari shighra drudh karyanusthan grahan kariba uchhit.

    • @pkm2513
      @pkm2513 4 месяца назад

      Mohana majhira oukat heini osssc ta katha suniba ae govt. Ku kehi bala boli pacharunahanti

    • @manavgaria688
      @manavgaria688 4 месяца назад

      You are right

  • @dibyaranjan3454
    @dibyaranjan3454 4 месяца назад +1

    କୁଆଡେ ଗଲା ସେ ନିର୍ଲଜ ନାଲି ଗାମୁଛା ପକା ପିଲା, ଭାରିତ ବାହାପିଆ କଥା ଭାରି ବଡବଡ କଥା କହୁଥିଲା ସୋସିଆଲ୍ ମିଡିଆରେ। ଏବେ କେଉଁଠି ଶୁଇଛି ମାଲ୍ ପି କି??? ଦେଖାଯାଉନି ତାକୁ ଏସବୁ

  • @bhaskarchandrabehera6094
    @bhaskarchandrabehera6094 3 месяца назад +2

    ମୋହନ କହିଲେ ଆମେ ନିଯୁକ୍ତି ଦବୁ, ଏଭଳି ନିଯୁକ୍ତି ଦରକାର ନାହିଁ। ପରୀକ୍ଷା ଫିସ୍ ନିଅନ୍ତୁ ଏବଂ TCS କୁ EXAM କରିବାକୁ ଦିଆଯାଉ।

  • @nibeditatarai3026
    @nibeditatarai3026 4 месяца назад +18

    Mali sahi re bi exam karidebe kichhi nahin eemanankara sabu curroption chalichhi re bhai forester forest guard exam re bi curroption hoithila osssc pura curropted sansta

  • @MadhuKumarJaal143
    @MadhuKumarJaal143 4 месяца назад +12

    ସେ ଆଖି କୁ ଦେଖି ଡରି ଯାଇ ଥିବେ

  • @sashibhusanmohapatra5976
    @sashibhusanmohapatra5976 4 месяца назад

    ଧନ୍ୟ ଓଡିଶା ଶିକ୍ଷା ମନ୍ତ୍ରୀ, ଧନ୍ୟ କେନ୍ଦ୍ର ର ଶିକ୍ଷା ମନ୍ତ୍ରୀ l କେନ୍ଦ୍ର ସରକାରଙ୍କ neet ରେ scam ,ଓଡିଶା ରାଜ୍ୟ ରେ Ri ପରୀକ୍ଷା ରେ ଦୁର୍ନୀତି l ବିଜେପି ସରକାର ର ନିର୍ମଳ ସାସନ ର ମୁଖା ଖୋଲି ଗଲା l ଡବଲ ଇଞ୍ଜିନି ସରକାର, ଡବଲ ଦୁର୍ନୀତି l

  • @dhirendranathrout3005
    @dhirendranathrout3005 4 месяца назад +1

    ଧନ୍ୟ ନୂଆ ଓଡ଼ିଶା।

  • @sambray.baskeysambray2535
    @sambray.baskeysambray2535 3 месяца назад

    ପୋଷ୍ଟ ପାଇଁ ଆଗୁଆ ସିଲେକ୍ସନ ସରିଛିରେଭାଇ ଆଉକିଛି କରିବାର ନାହିଁ !

  • @popup171
    @popup171 3 месяца назад +1

    ପିଲା କେତେ ପରିଶ୍ରମ କରି ପାଠ ପଢିବେ ହେଲେ ଏ ଲାଞ୍ଚ ଖିଆ ସରକାରୀ କର୍ମଚାରୀ ଚାକିରୀ ବିକିକି ପିଲାଙ୍କ future ସହ ଖେଳୁଛନ୍ତି. ଯେତେବେଳ ଯାଏ ସବୁ ପୁରୁଣା ଲାଞ୍ଚ ଖିଆ କର୍ମଚାରୀ ସବୁ ଙ୍କୁ ଚାକିରିରୁ ବାହାର କରି ନ ଦିଆ ଯାଇଛି ସେ ଯାଏ କିଛି ହେବନି l

  • @santanukumarbariha3608
    @santanukumarbariha3608 3 месяца назад +2

    ଜୋର୍ ଜାର ମୁଲକ୍ ତାର
    ଧନ୍ୟବାଦ୍ Bhaskar news ମୋର ବି ଅଛି exam ମୁଁ ଯିବିନି ଥାଉ job Darkar nai

  • @ChaleswarMajhi
    @ChaleswarMajhi 3 месяца назад

    ପଇସା ନେଇ ସଉଦା ପାଇଁ ଚେଷ୍ଠା କରାଯାଉଅଛି ଯେହେତୁ ସବୁ ଆସାଇ ପ୍ରାଥୀ ଜାଣିବା ଦରକାର ମୁଁ ମିଛ ପ୍ରତିଶ୍ରୁତି ଦେଉନି ଏହା ନିରାଟ ସତ୍ୟତା ପରୀକ୍ଷା ରୁ ଜାଣି ପାରୁଛ ଓ ପରୀକ୍ଷା ସେଣ୍ଟର 🏫 building କେମିତି ଅଛି ଜଣାପଡିନି କି ସବୁ ଲାଞ୍ଚ ନେଇ ସଉଦା RI and Amin job

  • @KirtiMahana
    @KirtiMahana 4 месяца назад +16

    ସଳା ଆଖି ଦିଟାକୁ ଟାଣି ଆଣ ଆଖି ଦେଖେଉଚି

    • @jyotiprakashmeher1580
      @jyotiprakashmeher1580 4 месяца назад +3

      Mu heithile badeiki palei asithantu taku kn heithanta dekha jaithanta

  • @bairagibiswal855
    @bairagibiswal855 4 месяца назад +1

    ଚାକିରୀ ବିକ୍ରି ସରିଛି

  • @sushilsamal3789
    @sushilsamal3789 4 месяца назад +4

    ଯଥା ପୂର୍ବଂ ତଥା ପରଂ, ପରିବର୍ତ୍ତନ କେବେ ?

  • @pravasinisatapathy6341
    @pravasinisatapathy6341 4 месяца назад +2

    ଚବିଶ ବର୍ଷ ରାଜତ୍ବ କରି ନବୀନ ପଟ୍ଟନାୟକ ସବୁ ବରବାଦ କରି ଦେଇଚି

  • @amarcha5112
    @amarcha5112 3 месяца назад

    Bhaskar news ku bahut bahut dhanyavaad

  • @sauravmayaacharya754
    @sauravmayaacharya754 4 месяца назад +4

    Unit is essential

  • @parsuramnayak4093
    @parsuramnayak4093 4 месяца назад +4

    Sesala kemiti naliakhi dekhauchi ta akhi 2 ti tadidebakatha .

  • @R-K-Sing
    @R-K-Sing 3 месяца назад

    ଚାକିରି ଖାଲି ଖାଲି ବାହାର କରୁଛନ୍ତି କଣ ପାଇଁ..
    କୋଟି କୋଟି ଟଙ୍କା ଏଇ ଚାକିରୀ ଦୁର୍ନୀତି ରୁ ଆସୁଛି ତ ତେଣୁ କଣ ପାଇଁ ସରକାର ଏସବୁ କୁ ବନ୍ଦ କରିବ..
    ଏଇ ପରମ୍ପରା ଆଗରୁ ଭି ଥିଲା ଏବେ ଭି ଚାକିଛି ଆଗକୁ ଭି ଚାଲିବ...
    ସୁଭଦ୍ରା ପଇସା ଦେଇକି ଏବେ ଆଉ ପାଖରେ ପଇସା ନାହିଁ ନା ଏସବୁ କରିକି କିଛି ପଇସା income ହେଇଯିବ...😢😢

  • @AmilyaPradhan
    @AmilyaPradhan 4 месяца назад +2

    Are ଭାଇ ସବୁ corruption ଓଡିଶା ବିଧାନସଭାରୁ ହେଉଛି.... 147mla ହିଁ ଦାଈ..... ସେମାନେ ଏ କଥା assembly ରେ ଉଠେଇବେନି....... Corruption money ସେମାନଙ୍କ ମଧ୍ୟରେ ବଣ୍ଟା ହୁଏ

  • @PradeepkumarRout-qt4vc
    @PradeepkumarRout-qt4vc 4 месяца назад

    ସରକାର ଏଥି ପ୍ରତି ଧ୍ୟାନ ଦିଅନ୍ତୁ, ଅତ୍ୟନ୍ତ ଦୁଃଖ ଦାୟକ ବ୍ୟବସ୍ଥା

  • @AmilyaPradhan
    @AmilyaPradhan 4 месяца назад

    ସବୁ corruption money ଓଡିଶା ବିଧାୟଙ୍କ ମାନଙ୍କ ମଧ୍ୟରେ ବଣ୍ଟହୁଏ... ସେଥିପାଇଁ ଏ କଥା ଗୃହରେ ପଡ଼ିବନି........ ଯଦି ଜଣେ ଉଠେଇବ ସିଦ୍ଧାନ୍ତ ମହାପାତ୍ର ଆଉ କେହିନୁହଁ

  • @saktikantasamal7281
    @saktikantasamal7281 4 месяца назад +18

    Bhai Mane gote katha kahibi ...eaa sarkar change Kara ..TOTAL CONGRESS ✋

  • @madhusmita597
    @madhusmita597 4 месяца назад +25

    Mohan majhi cm hela tanka jogyata aeta

    • @jrgpurarmy8218
      @jrgpurarmy8218 4 месяца назад

      few months re BJP center Banaichi ki eha agaru chaluthila

  • @ranjanapanda6538
    @ranjanapanda6538 3 месяца назад

    ସଭିଏଁ ପଢ଼ିଲେ ସଭିଏଁ ବଢ଼ିବେ
    ଚାକିରୀ ଦିଅନ୍ତୁ ସରକାର ଏବେ ସମସ୍ତଙ୍କୁ
    ପାଠ ଯଦି ପଢ଼ିଛନ୍ତି କଷ୍ଟ କରିକି ଅବଶ୍ଯ ତ ଚାକିରୀ କରିବାକୁ ପିଲା ତ ଚାହିଁବେ।କଣ ପାଇଁ ଏବେ ହଇରାଣ କରୁଚ ସରକାର

  • @TUSHARMUSIC-cj7oz
    @TUSHARMUSIC-cj7oz 3 месяца назад +1

    EDUCATION MINISTER KIE ACHHE

  • @AnitabhoiAni
    @AnitabhoiAni 4 месяца назад +37

    ମୁଁ ଗଲା ବର୍ଷ exam ଦେଇଥିଲି ହେଲେ ମର results kichhi b ବାହାରିଲାଣି ପାସ ନା fail mu kichhi janiparilini😭😭😭😭😭

  • @suryanarayansahu5375
    @suryanarayansahu5375 3 месяца назад

    ସରକାର ଦେଖୁଛନ୍ତି ତ ଏହା କ'ଣ ରାମରାଜ୍ୟ ସ୍ଥାପନା। ଏପରି ପରୀକ୍ଷା କେନ୍ଦ୍ର କିଏ ଠିକ୍ କରିଛି ତାକୁ ତଦାରଖ କରାଯାଉ।ଏ ଲୋକଟା କୁ ଜେଲ୍ ରେ ପୁରା ଯାଉ। ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବା ସହ ଦଣ୍ଡ ପୁରସ୍କାର ଦିଆଗଲେ ରାଜ୍ୟବାସୀ ଖୁସି ହେବେ। ପିଲାମାନଙ୍କର ଯେଉଁ ଅର୍ଥ ଖର୍ଚ୍ଚ କରି ପରିଶ୍ରମ କରି ଆସୁଛନ୍ତି ତାଙ୍କ ଟଙ୍କା ଓ ଖାଇବାର ଅର୍ଥ କୁ କିଏ ଦେବ। ସରକାର ତୁରନ୍ତ ସିଧାସଳଖ ହୃଦୟଙ୍ଗମ କରିପାରିବେ। ନହେଲେ ବେକାରୀ ପିଲାମାନଙ୍କୁ ଅଜଥା ଅସୁବିଧା କରିବା ଠାକୁର ଏମାନଙ୍କୁ କେବେ ଛାଡି ବେନି।

  • @bikramtudu7884
    @bikramtudu7884 3 месяца назад +1

    Action immediately

  • @sushilchakisushil557
    @sushilchakisushil557 4 месяца назад +1

    Double Engine ra kamal 😢😢😢

  • @jitbabadas9008
    @jitbabadas9008 4 месяца назад +2

    Take remedial action against these oversmart staff 😰😨😡😡

  • @pinkikumarimuni25
    @pinkikumarimuni25 4 месяца назад +10

    Bhai jothi game houchhi se centre sabu book hoichhi

  • @manoramarauta3822
    @manoramarauta3822 4 месяца назад

    ୟେ ଭଗବାନ କିସ ସବୁ ହଉଛି ଲୋ ମା

  • @Skumar2k25
    @Skumar2k25 4 месяца назад +2

    Aame Mayurbhanj & Keonjhar pila bohut problem face korichhu _ei exam pain

  • @AmilyaPradhan
    @AmilyaPradhan 4 месяца назад

    ଏ କଥା ବିଧାନସଭାରେ ପଡ଼ିବନି କାରଣ ଅଧିକାସ ବିଧାୟକ ମାନେ ଜଣେ ଜଣେ ମଘୀଆ..... ସବୁ curruption କାମ ଓଡିଶା ବିଧାନସଭା ରୁ ହେଉଛି......

  • @lalit98193
    @lalit98193 4 месяца назад +1

    ପାଠ ପଢ ଚାକିରି କର ❎ ପୋଇଶା ଦିଅ ଚାକିରି ନିଅ ✅

  • @sabarsasmita656
    @sabarsasmita656 4 месяца назад

    ରାଜଧାନୀ ଏମିତି ହେଲେ ଆଉ କଣ ଆଉ କହିବୁ

  • @SidharthaRay-p5g
    @SidharthaRay-p5g 4 месяца назад +14

    OSSSC CHAIRMAN KU BISA KHAIKI MARIJIBA KATHA AMITI BALA JIBANA BANCHIKI LABHA KN

  • @arjunbadra8995
    @arjunbadra8995 4 месяца назад +17

    କେବଳ ମୋହନ ମାଝି ଦୟୀ

    • @AjayMalik-ql1cw
      @AjayMalik-ql1cw 4 месяца назад

      ବାଳ ନା ନା

    • @Vinood900
      @Vinood900 4 месяца назад

      ଉଚ୍ଚଶିକ୍ଷା ମନ୍ତ୍ରୀ ଦାୟୀ। ସେ ଆଉ କେବେ ଦାୟିତ୍ଵ ନେବେ

  • @RasmitaSwain-ke4tt
    @RasmitaSwain-ke4tt 4 месяца назад

    ସରକାର କାହିଁକି ଏ ସବୁ ପ୍ରତି ନଜର ଦେଉନାହାନ୍ତି

  • @nalinimohapatra4033
    @nalinimohapatra4033 4 месяца назад

    ସେ ଅଧ୍ୟକ୍ଷ କୁ କଣ ଜଣାନାହିଁ ବର୍ତ୍ତମାନ ମୋହନ ସରକାର ଚାଲିଛି।ବିଜେପି ସରକାର।ଜୟ ଜଗନ୍ନାଥ ।

  • @duryodhanmurmu4494
    @duryodhanmurmu4494 3 месяца назад

    ଅଯୋଗ୍ୟ ସରକାର ଏବଂ ମନ୍ତ୍ରୀଙ୍କୁ ଭୋଟ ଦେଲେ ଏମିତି ଅବସ୍ଥା ହବ

  • @viki55989
    @viki55989 4 месяца назад

    ଭାଇ 20 ରୁ 25 ଲକ୍ଷ ଧରିଲା ପରେ କିଛି କରିବେନି କେମିତି ତମେ ଆଗରୁ କୁଆଡେ ଯାଇ ଥିଲା ଜୋ ମାନେ ପଇସା ଦଉ ଥିଲେ ତମେ ଜାଣି ଥିଲା ଏବେ ଡ୍ରାମା କରୁଛ ଜୋ ଗରିବ ଲୋକ ଧାର କରି 20 ki 25 ଲକ୍ଷ ଦେଇ ଛନ୍ତି ତାଙ୍କର କଣ ହବ
    ଜୋଲୋକ ଖାଲ ଖାଲି ପଇସା ମାଗୁଛି ତାକୁ ଆଗରୁ ଧରି କି ଛେଚିଲେନି ଏବେ କଣ ପାଇଁ ନାଟକ କରୁଛ

  • @Sameerks99
    @Sameerks99 4 месяца назад +4

    Osssc kou Kama ku nuhe.
    Na exam thik se conduct karuchanti na proper result publish karuchanti
    Pura behal heipadichi pura system
    Kebala corruption dekhajauchi😢😢

  • @accurategyan1597
    @accurategyan1597 4 месяца назад +3

    Save odisha aspiran😡😡😡😡😡😡😡😡😡😡😡

  • @OdishaJobsPreparation
    @OdishaJobsPreparation 4 месяца назад +1

    I card kain dekhuni ??🤔🤔

  • @santoshpattanayak6355
    @santoshpattanayak6355 3 месяца назад

    Apana maney khusita

  • @bimalkumarjena-k8x
    @bimalkumarjena-k8x 4 месяца назад

    ଦୟାକରି ପିଲାଙ୍କ ଭବିଷ୍ୟତ ସହ ଖେଳ ନାହିଁ।।। କେମିତିକା ସରକାର।।

  • @basudevnayak7248
    @basudevnayak7248 4 месяца назад

    Dear Media📺 brothers and sisters, you take strong action against the case and came to inform the Government of Odisha and public. J🇮🇳 🌹🙏 Jai Hind

  • @Gmfashiondesiner
    @Gmfashiondesiner 4 месяца назад

    OSSSC ଅଧ୍ୟକ୍ଷ ମାନଙ୍କୁ ଚପଳ ସେକା ଦର୍କାର୍

  • @rameshchandraroutray7307
    @rameshchandraroutray7307 4 месяца назад

    OSSS

  • @durbashasahani4154
    @durbashasahani4154 4 месяца назад +1

    ବାମୁଣ ମାନଙ୍କୁ ପ୍ରାଧ୍ୟାନ୍ୟ ପାଇଁ ଏପରି କାର୍ଯ୍ୟକ୍ରମ

  • @anirudha9353
    @anirudha9353 4 месяца назад +4

    Sei. Salar. B jd sasation ...😮😮😮

  • @subratdas9585
    @subratdas9585 4 месяца назад

    Exam cancel Kari offline kale bi semiti ghotala karibe osssc chairman ku change କରାଯାଉ

  • @Gita7218
    @Gita7218 4 месяца назад +9

    Paisa khaichhanti

  • @AmilyaPradhan
    @AmilyaPradhan 4 месяца назад

    ଏ କଥା ସିଦ୍ଧାନ୍ତ ମହାପାତ୍ର ଛଡା କେହି ଉଠେଇବେନି କାରଣ...... ସବୁ ଲାଞ୍ଚୁଆ

  • @wakeupwarrior870
    @wakeupwarrior870 4 месяца назад +2

    Majhi sir achnti ta

  • @suryanarayansahu5375
    @suryanarayansahu5375 3 месяца назад

    ଦୁର୍ନୀତି ଦୁର୍ନାମ କରିବା ଜନସାଧାରଣ ସେବା ଯୁକ୍ତ କେତେ।

  • @bijayanandapanda8816
    @bijayanandapanda8816 4 месяца назад

    ଅଯୋଗ୍ୟ ଗୁଡାକ ପରୀକ୍ଷା କଣ କରିବେ

  • @dibakarnayak1614
    @dibakarnayak1614 4 месяца назад

    Cmsir nka gaan jhia ra emiti abasta❤❤

  • @Akagni3131
    @Akagni3131 4 месяца назад +9

    Kahikire chhua ka life sahita kheluchanti.chhua mane kete kete dura ru asuchanti bahut ass nai nkhai npi asi bbsr re hairan hauchanti kn pain pila ka imotion ka sahita kheluchanti

  • @BasantiBhanda
    @BasantiBhanda 4 месяца назад +10

    Exam cancel kara BJP government nahele ame next election re ahara jabab nischinta debu students mananka pain a pari behaviour sobha pauni 😢😢

  • @143Travelindia
    @143Travelindia 4 месяца назад +1

    😢ବେହିଆ ଶଳା ବେଲଜ୍ୟା osssc 😡😡😡😡😡😡😡😡😡😡

  • @GaneshJena-mr1hf
    @GaneshJena-mr1hf 4 месяца назад

    ଚାକିରୀ ଦେବା ନାମରେ ମାରି ଖାଇବା ଅଭ୍ୟାସ ଆଗରୁ ରହିଛି, ଏ ଭଳି ହେବା ଆଗରୁ ନଜିର ପୂରୁଣା ।

  • @Createrhaibabu
    @Createrhaibabu 4 месяца назад

    Why not giveing TCS to conduct the exam.

  • @najnar1264
    @najnar1264 4 месяца назад

    ପୋଲିସ ହାରାମି ବୋଲି ଶୁଣାଯାଉଥିଲା କିନ୍ତୁ ଏବେ ଶିକ୍ଷା ମନ୍ତ୍ରୀ ହାରାମି ବୋଲି ଲୋକେ କହୁଛନ୍ତି। ଜୟ ଜଗନ୍ନାଥ

  • @deepaktudu209
    @deepaktudu209 4 месяца назад +8

    Ebe ta election nahin.offline exam hebara thila. remember peo and ja peace and peace.

  • @renukamandangi1569
    @renukamandangi1569 4 месяца назад +4

    Off line exam better

  • @TalentMind143
    @TalentMind143 4 месяца назад

    ଆମର ବାଣ୍ଡ ସରକାର ଏହା ପାଇଁ ଘର କରି new ମୋଡେଲ କୋମ୍ପୁଟର ଘର କରିବା ବଦଳ ରେ ସେ ଆକୁ କିଛି ନକରି ଆମର ଭିକାରି 😊ବିଧାୟକ ମାନଙ୍କ ପାଇଁ ନୂଆ ଘର ତିଆରି ଚାଲିଛି ଆଉ 2 ରାସ୍ତା ଯିବା ଆସିବା ପାଇଁ ହଉନି ସେଥିପାଇଁ ପାଇଁ 16 ଥାକିଆ ରାସ୍ତା ହେବ ଆମର 😂😃😃 ଏ ପାଗଳ ସରାକର ଯେତେ ସବୁ ଆମରି ଓଡିଶା ରେ ହ୍ନି ଅଛନ୍ତି 😂😂

  • @hpadhan
    @hpadhan 4 месяца назад

    Fine kara

  • @subhransudalai8360
    @subhransudalai8360 4 месяца назад +1

    ସରକାର ଯେମିତି ବ୍ୟବସ୍ଥା ବି ସେମିତି, କେନ୍ଦ୍ର ରୁ ରାଜ୍ଯ ଯାହା ବିଜେପି ଶାସିତ 😂 ସବୁ ଶ୍ରେଷ୍ଠ ଉଦାହରଣ

  • @pratapkumarmartha4877
    @pratapkumarmartha4877 3 месяца назад

    Ofline is best 👍

  • @subodhakumarray6136
    @subodhakumarray6136 4 месяца назад +1

    ହେ ମୋହନ ସରକାର ତୁମଠାରୁ ଏହା ଆଶା କରାଯାଉ ନଥିଲା।ପ୍ରଥମରୁ ପଇସା ଲୋଭ।ଛି ଛି

  • @chakradhartripathy2511
    @chakradhartripathy2511 4 месяца назад

    Odisha govt is requested to take the issue seriously for change of venue in future as well as the individual who showing big eye to media and candidates. Plz do the needful so that he can understand what is unemployment. Jai jagannath.

  • @MalayaMahapatra-s1w
    @MalayaMahapatra-s1w 4 месяца назад +3

    Boycott osssc exam

  • @AbKaFan
    @AbKaFan 4 месяца назад +3

    SG Digital Zone Angul bi Enta Disuchhe😮

  • @dambrudharnayak7809
    @dambrudharnayak7809 4 месяца назад

    ଓଡିଶାର ନବିନ ସରକାର ପାଇ ଆଜି ଏ ସବୁ ଭଗିବାକୁ ପଡୁଛି