ସାଢେ ୧୦ଟାରେ ପରୀକ୍ଷା, ସାଢେ ଗୋଟାଏ ଯାଏଁ ଏଣ୍ଟ୍ରି ମିଳୁନି.. ପଚାରିଲେ ନାଲିଆଖି ଦେଖାଉଛନ୍ତି RI Exam

Поделиться
HTML-код
  • Опубликовано: 22 дек 2024

Комментарии •

  • @Ghungroobabu143
    @Ghungroobabu143 2 месяца назад +640

    ପ୍ରଥମ ଥର ପାଇଁ ଭାସ୍କର ନ୍ୟୁଜ ଚ୍ୟାନେଲ ରେ ଗୋଟେ ଠିକ୍ ନ୍ୟୁଜ ଆସିଲା।।।।ଆମେ ବି ଫେସ୍ କରିଛୁ।।।

  • @subhraize
    @subhraize 2 месяца назад +54

    ସବୁ news channel ଆଉ media ଭାଇ ଭଉଣୀ ମାନଙ୍କୁ ଅନୁରୋଧ କି ଆମ ପାଇଁ ଥରେ ଲଢନ୍ତୁ
    Student ମାନଙ୍କୁ ସବୁ ହଇରାଣ କରୁଛନ୍ତି , ଆଉ ଆମ ପକ୍ଷେ ସମ୍ବଳ ନାହିଁ କି ନ୍ୟାୟ ପାଇ ଲଢ଼ିବୁ
    ତେଣୁ ଥରୁଟିଏ ହଉ ପଛେ ଷ୍ଟୁଡେଣ୍ଟ୍ ମାନକ ପାଇ ସ୍ୱର୍ ଉଠାନ୍ତୁ

  • @Subrat_for_nation
    @Subrat_for_nation 2 месяца назад +277

    Exam ଖାଲି ପ୍ରହସନ. 75% vacancy କୁ ବିକି ଖାଇ ଯାଉଛନ୍ତି

  • @RINKUUUUUU12333
    @RINKUUUUUU12333 2 месяца назад +187

    ମାଗିହା ଓଡିଶା govt ପାଖରେ ଯଦି ପଇସା ନାହିଁ ଭଲ ସେଣ୍ଟର arng କରିବାକୁ ପିଲାଙ୍କୁ ଠୁ ପଇସା ନିଅ, ଭଲ ସେଣ୍ଟର arng କର

    • @hapnabiramsoren9929
      @hapnabiramsoren9929 2 месяца назад +1

      BJP ro sabu....khelo

    • @bibekmallik6109
      @bibekmallik6109 2 месяца назад +1

      Odisha government ra Paisa nahi... Jadi subhadra Yojana kemite deuchanti... Paisa asila kou thu ... Sabu Maya ethi kou sarakar bhala nuha...Jai jagannath 🙏🙏

    • @ROBINVLOGS2902
      @ROBINVLOGS2902 2 месяца назад

      BJP 😂

    • @lipikapatra6348
      @lipikapatra6348 2 месяца назад

      Are BJP kn kola ri ta bjd time re baharithila sabu ta bjd decide koriki centre deiki jaichhi patho podhichho kahi ba agoru kichhi bhaviki kuho

    • @PhoeniXdevJr
      @PhoeniXdevJr 2 месяца назад

      ଭାଇରେ ସବୁ ଗିଳିଦେବେ, ରତ୍ନଭଣ୍ଡାର କୁ ଭି ଛାଡିଲେନି,

  • @PHARMAQUIZ123
    @PHARMAQUIZ123 2 месяца назад +84

    10000 times thank you......
    Bhaskar channel... for
    This type of reporting...🙏🙏🙏

  • @jiturockez8572
    @jiturockez8572 2 месяца назад +188

    RI, AMIN ସିଟ ବିକ୍ରି ସାରିଲାଣି..... ପରୀକ୍ଷା ଦେଲେ ବି କିଛି ହେବନି.. 🙏🙏

    • @RupNarayanMajhi
      @RupNarayanMajhi 2 месяца назад +5

      Exam is only for formalities and paper work, otherwise seats are already sold

    • @asishkumarpradhan1965
      @asishkumarpradhan1965 2 месяца назад +4

      Kiye bikuchi tike no diya kahiki exam dabu direct Paisa daiki job naijibu kahiki padha padhiki aue labha nai

    • @sibukumar6632
      @sibukumar6632 2 месяца назад +2

      This is right

    • @chitrasenasamal1116
      @chitrasenasamal1116 2 месяца назад +1

      Jadi kichhi proof achhi diantu khàli rekuhantu nahi...

    • @uttambaba6800
      @uttambaba6800 2 месяца назад +2

      ​@chitrasenasamal1116Proof tu exam de pai jibu😅😢😂

  • @udaymohanta8192
    @udaymohanta8192 2 месяца назад +245

    Government change heiki କିଛି ଲାଭ ନାହିଁ

    • @abhimanyunayak4782
      @abhimanyunayak4782 2 месяца назад +3

      Chora sarakr

    • @RupNarayanMajhi
      @RupNarayanMajhi 2 месяца назад

      ଲଙ୍କାରେ ଯେତିକି ଅସୁର ସବୁ ଗୁଡ଼ାକ ରାବଣ ପ୍ରକାର ।

    • @ranjanraita3358
      @ranjanraita3358 2 месяца назад +4

      Lava nahi maubadi sanghatana karo

    • @RupNarayanMajhi
      @RupNarayanMajhi 2 месяца назад

      @@abhimanyunayak4782 ଡକାୟତ ସରକାର

    • @soumyakmohanty319
      @soumyakmohanty319 2 месяца назад +2

      Bhai bhangijiba,jadi amiti chaluba.aspirants ka future Saha khe li le.6 MLA resignation ki highcourt case re harile bhangijiba.Banda Mohan Sarkar

  • @beautifulnature789
    @beautifulnature789 2 месяца назад +30

    ସବୁ ଭାଇ ଓ ଭଉଣୀମାନେଏକ ହୁଅ ଏମାନକୁଂ student politics ଦେଖେଇଦିଅ😡

  • @PNN55555
    @PNN55555 2 месяца назад +12

    ବହୁତ୍ ବହୁତ୍ ହୃଦୟରୁ ଧନ୍ୟବାଦ୍ ଭାସ୍କର news କୁ

  • @Sanjaysir0D
    @Sanjaysir0D 2 месяца назад +123

    ଏଇଆ ହେବ tcs କୁ ନ ଦେଲେ exam କରିବାକୁ... ଚୁଟିଆ ସଂସ୍ଥା

    • @dsara5
      @dsara5 2 месяца назад +3

      TCS re b corrupt heuchi govt jadi strict rule na kariba se jeu tender hele b kichi labha nahin

    • @tusharranjanpradhan8046
      @tusharranjanpradhan8046 2 месяца назад

      TCS bahut busy.

    • @subhamsahoo6381
      @subhamsahoo6381 2 месяца назад +2

      ​@@dsara5 TCS re bank exam b hauchii kichi corruption hauni odisha govt education system re corruption hauchii

    • @LaluStydypoint
      @LaluStydypoint 2 месяца назад +1

      Mu kain dekhini TCS re emt banda centre thiba ... TCS best sabu central xm thik thak houchi

  • @purnanayak5383
    @purnanayak5383 2 месяца назад +41

    ରାଜ୍ୟର ସରକାର ଙ୍କୁ ଅନୁରୋଧ ଓଡ଼ିଶାର ଗାରିମା କୁ ସମ୍ମାନ ଦେଇ ପରୀକ୍ଷା ରେ ସାଧୁତା ରକ୍ଷା କରାଯାଉ ।

  • @Onemanarmy334
    @Onemanarmy334 2 месяца назад +27

    ବାଣ୍ଡ exam କରୁଛନ୍ତି ମାଗିହେ ମାଗିହାଙ୍କୁ ପିଟ ଆଉ କିଛି ନାଇଁ student unity ଦେଖେଇଦିଅ ଗରିବ ପିଲାଙ୍କୁ ହଇରାଣ କରୁଛ 😭😭😭

  • @Vijaya070
    @Vijaya070 2 месяца назад +7

    ମୋହନ ସରକାର ସବୁ ଭଲ କରିବ ବୋଲି ପରା ନବୀନ କୁ ହରେଇଲୁ। ଏବେ କଣ ଏତେ problem।

  • @SankarMurmu-fe4tf
    @SankarMurmu-fe4tf 2 месяца назад +13

    Jau centre re bi exam hebo Bhaskar reporter ପହଞ୍ଚି ବା ଦରକାର 👍

  • @minakshidehury3189
    @minakshidehury3189 2 месяца назад +128

    ଓଡ଼ିଆ ଅସ୍ମିତା ରେ ହିନ୍ଦୀ କିଏ କହିଲା

  • @Freetimetravels
    @Freetimetravels 2 месяца назад +19

    OSSSC ର ନାରା
    ମତେ ପଇସା ଦିଅ ମୁଁ ତୁମକୁ ଚାକିରି ଦେବି..
    OSSSC ରେ ଚାକିରି ପାଇବା ଅସମ୍ଭବ..
    କଷ୍ଟ ଲାଗୁଚି ପିଲା ପଢି ପଢି କିଛି କରି ପାରୁନି..
    ଯିଏ ପଇସା ଦେଇ ପାରୁଛି ସେ ଚାକିରି ପାଉଛି..😢

  • @subhrajeetsahoo8271
    @subhrajeetsahoo8271 2 месяца назад +61

    Exam cancel only offline

  • @sidhilalmurmu3257
    @sidhilalmurmu3257 2 месяца назад +4

    ମୁଖ୍ୟ ମନ୍ତ୍ରୀଙ୍କ ଜିଲ୍ଲାର ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମାନେ ଆଉ କହିକି କିଛି ଲାଭ ନାହିଁ ।

  • @snayakctctoka3355
    @snayakctctoka3355 2 месяца назад +89

    Govt. Change heiki kichhi labha nahi....bjd Tharu BJP baligala....😮next kie asiba ??

  • @JeetMaheetEntertainment
    @JeetMaheetEntertainment 2 месяца назад +5

    Student Power ଦେଖେଇବାର ସମୟ ଆସି ଯାଇଛି......

  • @Dipendra730
    @Dipendra730 2 месяца назад +73

    BJP ସରକାର ତ ହବ ଆଉ। ଆଉ ଟିକେ ସମ୍ବାଳ ଚାକିରୀ ମିଳବ ନାହିଁ। 😂😂😂😂😂

    • @NarsingMali-w8m
      @NarsingMali-w8m 2 месяца назад +7

      BJD thila bele chakiri deuthile ki, eha sabu BJD sarakakhnara bhai

    • @Dipendra730
      @Dipendra730 2 месяца назад +4

      @@NarsingMali-w8m hele Amiti hau nathila
      tame ta dekhucha kemiti sabu ₹₹rates hei galani
      ଆଉ କିଛି ଦିନ ପରେ ଓଡିଶା ବିକି ଖାଇ ଦେବେ BJP

    • @OnlyVideo0363
      @OnlyVideo0363 2 месяца назад

      😂😂😂

    • @Akd784
      @Akd784 2 месяца назад +1

      Bjd bjp sabu saman... Tu aspirant pari rahunu... Tu rajaniti karuchu kaiki... Politics alga jagare kare

    • @Akd784
      @Akd784 2 месяца назад

      Tu abe janma heichu ki... Bjd time re adhika issue thila... Corruption sabuthi saman... Tu party wala mane sabu party bala nuha​@@Dipendra730

  • @manaskumarhembram1808
    @manaskumarhembram1808 2 месяца назад +50

    ଭଲ ହେଇଛି ମିଡିଆ wala ଆସିକି video କଲେ

  • @niranjannayak2861
    @niranjannayak2861 2 месяца назад +27

    ସରକାର।ଜଦୀ।ଏ। ଭିଡିଓ ଦେଖୂଛନ। ତାହେଲେ ସବୁଵିଭାଗକୁ।ନଜର, ରଖନ୍ତୁ, ନହେଲେ, ଅସୁବିଧାରେ,ପଡିଵେ

  • @adishine5775
    @adishine5775 2 месяца назад +16

    CBT ନେଲ ,exam hall ରେ ବସିକି ଦେଖେ ତ ସବୁ system ଖରାପ୍।

  • @biswaltutorial1522
    @biswaltutorial1522 2 месяца назад +16

    ସେ କୋଉ ବ୍ୟକ୍ତି ତାକୁ ଘୋଷାଡି ଦଉନ ପିଲାଙ୍କ ଭବିଷ୍ୟତ ନଷ୍ଟ କରିବେ ନା କଣ

  • @game-changer15
    @game-changer15 2 месяца назад +98

    Ye exam Pura fraud heichi, Proof hei gala, ye Bastard exam vendor Pura post bikuchi.

    • @sucess824
      @sucess824 2 месяца назад +3

      Kie sunileni pila kahile besi time hela exam kara govt kan sunila ki

    • @game-changer15
      @game-changer15 2 месяца назад +8

      @@sucess824 bhai sabu sunibe, khali energy ta Bihar aau UP students kan pari darkar. Sarkar kana ta Bapa b suniba. Aau se Cora chairman b suniba

    • @sunilhansdah-cw8ft
      @sunilhansdah-cw8ft 2 месяца назад

      Bangladesh re jemiti hei thila semiti darkar​@@game-changer15

  • @sashibhusanmohapatra5976
    @sashibhusanmohapatra5976 2 месяца назад +45

    E ଅନ୍ଧ ଭକ୍ତ ମାନେ, ତୁମେମାନେ ଚାହିଁ la ସରକାର ବଦଳିବେ, ହେଲା ପୁଣି କଣ ହେଲା, ବିଜେପି ର ଓଡିଆ ଅସ୍ମିତା କୁଆଡେ ଗଲା, ଅନ୍ଧ ଭକ୍ତ ମଲେ ଆମ କୁ ବି ମାଇ ଲେ

    • @LoneWolf-tk9em
      @LoneWolf-tk9em 2 месяца назад +5

      ଏ ଅନ୍ଧ liberal, ଏ ସବୁ centre allotment, BJD Govt ଥିଲା ବେଳୁ ହୋଇ ସାରିଛି I post ବିକ୍ରି ତ BJD time ରୁ ଚାଲିଚି 20 ବର୍ଷ ହୋଇଗଲା I

    • @akn8670
      @akn8670 2 месяца назад

      BJP asiki kn chodila
      Ebe govt ra kichi responsibility nahi ?​@@LoneWolf-tk9em

    • @pr5402
      @pr5402 2 месяца назад

      Arey ମୂର୍ଖ
      Notification କେବେ ବାହାରିଥିଲା
      Exam conduct କରିବା ପାଇଁ କେବେ ଆଉ କାହାକୁ tender ଦିଆ ଯାଇଥିଲା ଥରେ dekh
      Gote Tamil ସଂସ୍ଥା କୁ ଦେଇଦେଇଛି ତୋ ପାଣ୍ଡୁ

  • @lalit98193
    @lalit98193 2 месяца назад +157

    Computer hack ହେଉଛି

    • @pabitrakumarlenka3474
      @pabitrakumarlenka3474 2 месяца назад +5

      Sabu pilankara ta exam helani hack hela kahara😅

    • @lalit98193
      @lalit98193 2 месяца назад

      @@pabitrakumarlenka3474 balasore ରେ କମ୍ପ୍ୟୁଟର hang ହେଉଛି balasore ପିଲାଙ୍କୁ ପଚାରି ବୁଝି ପାର

    • @soumyakmohanty319
      @soumyakmohanty319 2 месяца назад

      ​@@pabitrakumarlenka3474are maghia.exam timing ketebele ND exam hauchi ketebele?????

    • @Ajayzx12
      @Ajayzx12 2 месяца назад

      Jiye Paisa deichhi Tara heichhi
      Ata pagala kariba pain computer problem kahuchhanti​@@pabitrakumarlenka3474

    • @sarojkhatua4036
      @sarojkhatua4036 2 месяца назад

      Hack sorichi

  • @Bhabanishankarpati466
    @Bhabanishankarpati466 2 месяца назад +6

    What a surprise incidents happening in exam centre.. strictly taken action against them who are involving all that things

  • @kunasmita6195
    @kunasmita6195 2 месяца назад +2

    ଆରେ ଭାଇ RI EXAME କଣ ପାଇଁ ଦେଉଛନ୍ତି ଏ ସବୁ ଦେଖୀଲେ ଜଣାପଡୁଛି ଯେ ଯିଏ ପଇସା ଦେବ ସେ ଚାକିରୀ ପାଇବ ଏମାନେ କେବଳ ଖାଲି ଟା ରେ ପରୀକ୍ଷା ଦେବ

  • @bijaykumarmarandi4047
    @bijaykumarmarandi4047 2 месяца назад +26

    Jahan pe Server Down hai wahan Exam Centre kyun Rakha gya hai.. 💯% Corruption Chal rha hai Ab Students ke Carrier Khetre mein hain

  • @rajkishorebehera6314
    @rajkishorebehera6314 2 месяца назад +1

    ସାହାସୀ ସାମ୍ବାଦିକ। "ଏଇ ବ୍ଯକ୍ତି "--ଶବ୍ଦ ମନକୁ ଭାରି ଆନନ୍ଦ ଦେଲା। ସୁନ୍ଦର ଉପସ୍ଥାପନା ଭାଇ। ମନ ମୁଗ୍ଧ ହେଇଗଲା।

  • @bldash4235
    @bldash4235 2 месяца назад +6

    ପ୍ରଥମ କଥା ମାଷ୍ଟର କନ ଇଂଲିଶ କହୁଚି ମୁଖ୍ୟମନ୍ତ୍ରୀ ବା ଓଡ଼ିଆ ସବୁ କରି ସାରି ଲେନି ଗୋଟେ କାମ କର ଏଥର ସବୁ ଫ୍ରମ୍ ପକେଇ ଦିଆ ଏକ୍ସାମ ଦବାକୁ ଯାଓନି ସବୁ ସିଟ ସରିଛି ଟଙ୍କା ନେଇ rip- osssc

  • @CraftGallery_Barsha
    @CraftGallery_Barsha 2 месяца назад +5

    Change to ମୋହନ ସରକାର

  • @anweshpriyadarshisahu6047
    @anweshpriyadarshisahu6047 2 месяца назад +11

    Not only OSSSC,SSC exams re b EMTi behave karuchanti

  • @sidhantabehera6875
    @sidhantabehera6875 2 месяца назад +12

    ପରୀକ୍ଷା କେନ୍ଦ୍ର କଣ ଏମିତି ଦେଖାଯାଉଛି, ଜଣେ ପରୀକ୍ଷା ଦେବା କୁ ଯାଇଥିବ ସେ ଏମିତି ଦେଖିଲେ ତାର ମୁଣ୍ଡ କଣ ହେବ, ଯାହା ପଢିଥିବ ସେ ସବୁ ଭୁଲିଯିବ। କଣ ସବୁ ଚାଲିଛି ମାନେ revenue inspector gote group b post and icds also group b post , ଯଦି ଏହିଭଳି ପରୀକ୍ଷା କରିବ ତେବେ କଣ ହେବ କିଛି ଲାଭ ନାହିଁ। ଶିକ୍ଷାନୁଷ୍ଠାନ କଣ ଏତେ ଅଭାବ ଯେ ପାନ ଦୋକାନ ମଦ ଦୋକାନ ଆଉ ହୋଟେଲ ପାଖରେ ପରୀକ୍ଷା ହେଉଛି।

  • @mstourvlogeer
    @mstourvlogeer 2 месяца назад +65

    କୋଉ ସେଣ୍ଟର୍ । ମାଡ଼ ମାରିବା ଦରକାର।

  • @kishorbhue1122
    @kishorbhue1122 2 месяца назад +2

    So many thanks to Bhaskar Channel

  • @naimydidi3325
    @naimydidi3325 2 месяца назад +7

    Student mane dhire dhire system bujhigoleni au ତତିଲେଣି ଆଉ ସମୟ ଦୂର ନାହିଁ Bangladesh bhalia situation hebo

  • @Murmubrothersofficials
    @Murmubrothersofficials 2 месяца назад +1

    ଓଡ଼ିଆ ଲୋକ ହେଇ ଓଡ଼ିଆ ରେ କଥା ନ ହେଇ ହିନ୍ଦୀ ରେ କଥା ହଉଛି, ଏହା ଏକ ଦେଶ ସ୍ଵାଧୀନ ହେବା ପରେ ମଧ୍ୟ ନିଜେ କେତେ ଗୋଲାମୀ ମାନସିକତା ବ୍ୟକ୍ତିର ପରିଚୟ । OSSSC ଯାହା ଓଡ଼ିଆ ଭାଷା mandatory, ସର୍ବ ସାଧାରଣ ଲୋକ ସହିତ ସରକାର କାର୍ଯ୍ୟ ପାଇଁ ଓଡ଼ିଆ ଭାଷା ନିହାତି ଆବଶ୍ୟକ ସେଇଥିରେ ନିଜକୁ ଦେଖେଇ ହେବା ପାଇଁ ହିନ୍ଦୀ ରେ କଥା ହଉଛି । ସର୍ବସାଧରଣ ସାମନା ରେ ମାଡ଼ ର ଅଭାବ ଏମାନଙ୍କୁ, ନିର୍ଧୁମ୍ କୁଟି ବାକୁ ପଡ଼ିବ ତେବେ ଠିକ୍ ବ୍ୟବହାର କରିବେ । ଯାହା problem ଅଛି ପ୍ରାର୍ଥୀ କୁ ଜଣେଇବ Server link failure କି ଯାହା ବି ହେଉ କହିବ, ଯାହା ସମୟ ଅଛି ପ୍ରାର୍ଥୀ କୁ entry ଦେବା ଦରକାର ବହୁତ୍ ଅବହେଳା ହଉଛି । ଏହା ଏକ ପରୀକ୍ଷା ରେ ଅବହେଳା ଆଉ ଦୁର୍ନୀତି, ଏହା ଉପରେ କାର୍ଯୟାନୁଷ୍ଠାନ ନିୟା ଯାଉ ।

  • @purefarmingyoutubechannel739
    @purefarmingyoutubechannel739 2 месяца назад +12

    ଆଶା ଭରସା ଛାଡ ଜୋର୍ ଯାହାର ମୁଲକ୍ ତାହାର 😅 please stand please seating

  • @subodhakumarray6136
    @subodhakumarray6136 2 месяца назад +2

    500ନିଅ ଭୋଟ ଦିଅ।12ଲକ୍ଷ୍ୟ ଦେଇ ଚାକିରୀ ନିଅ।ଓଡ଼ିଆ ପିଲା ଦାଦନ ଯାଅ। ଛି ଛି ଲଜ୍ୟା

  • @rajendrasahu7912
    @rajendrasahu7912 2 месяца назад +31

    Off-line kara
    Best rahiba

  • @kanhuparida3560
    @kanhuparida3560 2 месяца назад +1

    Hatsss up reporterrrr
    Bhai emiti news kaarantu bhaai
    Pura support

  • @sidhantabehera6875
    @sidhantabehera6875 2 месяца назад +7

    ପରୀକ୍ଷା ଯଦି ଦୋକାନ ଆଉ ପ୍ରାଇଭେଟ୍ ଘରେ ହୁଏ ଏମିତି ହେବ। କମ୍ପ୍ୟୁଟର institute nhi jadi TCS ku dia se aram re conduct karipariba, nahle omr base kara.
    ଏମିତି ନ୍ୟୁଜ ଦେଖିଲେ ଭରସା ପାଉନି। ପରୀକ୍ଷା ରେ ଏତେ ଅନିୟମିତତା ପୁଣି ଫଳ ଆସିଲେ ବି ଅନିଶ୍ଚିତତା ଲାଗି ରହିଥିବା।

  • @bibhutibehera9309
    @bibhutibehera9309 2 месяца назад

    ମୁଁ ଯାଉଜି ପାରିବା ଵିକିଵି ବାଳ ପାଠ ପଢିକି ପରୀକ୍ଷା ଦେଇ ଯାଇଥିଲି ଏବେ ଦେଖୁଜି ପେଟ୍ରୋଲ ସରିଲା ସବୁ ସରିଲା ମୋ ଭବିଷ୍ୟତ ଏବେ ମୋହନ ସରକାର ଙ୍କ ହାତରେ, ହେ ମୋହନ ସରକାର ଆମକୁ ବେଧୁଆ ଯୋଜନା ଗୋଟେ ଦିଅ, ନହେଲେ ଆଉ ଚଳି ହବନି, ଆଉ ବାଳ କେମିତି ଚଳିବୁ 🙏🏻🙏🏻🙏🏻ଜୁହାର ହୋ ଆଜ୍ଞା

  • @rasmiranjansahoo1969
    @rasmiranjansahoo1969 2 месяца назад +7

    Ossc ra pharmacist ଆଉ mphw male ରେ ବି ଏମିତି ସମସ୍ୟା ହୋଇଥିଲା । ମୁଁ ସେ problem face କରିଛି।ମାନସିକ ଅବସ୍ଥା କଣ ହେବ ଯିଏ exam preparation କରିକି ଯାଇଥିବ। Osssc ଗୋଟେ ବେକାର ସଂସ୍ଥା କୁ ଦେଇଛି tender।

  • @tarasbabu430
    @tarasbabu430 2 месяца назад +14

    Exam ରେ ବହୁତ ଅନିୟମିତତା ହେଉଚି.... ଠିକ time ରେ exam ହେଉନି ଆଉ link ବି fail ହେଇ ଯାଉଛି... But extra time ବି ଦେଉ ନାହାନ୍ତି....exam centre ରେ ସବୁ bihari ହିନ୍ଦୀ ଵାଲା ଲକ ରହୁଛନ୍ତି... ଆଉ କିଛି ପିଲାଙ୍କୁ ଅଲଗା room ରେ exam କରାଉ ଛନ୍ତି... ତେଣୁ ପୁରା ଦୁର୍ନୀତି ଗନ୍ଧ ଆସୁଛି 😡😡😡

  • @khusirajalaxmidiptiexpress5041
    @khusirajalaxmidiptiexpress5041 2 месяца назад +6

    ସରକାର ଦୃଷ୍ଟି ଦେବା ନିହାତି ଦରକାର ପୁନଃବାର ex କରାଯାଉ...

  • @budunibaskey7524
    @budunibaskey7524 2 месяца назад +1

    ଏଇ ବେକାରିଆ ସିଷ୍ଟମ୍ ପାଇଁ ପିଲାମାନେ ବହୁତ୍ ହଇରାଣରେ ପଡ଼ୁଛନ୍ତି। ଆଗରୁ ଯେମିତି ଚାକିରି ବିକ୍ରି ହେଉଥିଲା ଏବେ ବି ସେମିତି ହେଉଛି।

  • @anweshpriyadarshisahu6047
    @anweshpriyadarshisahu6047 2 месяца назад +7

    Odia asmita Jane hindi kahuchi aau jane English 😂😂😂

  • @rajeshkumarbidyadhar5750
    @rajeshkumarbidyadhar5750 2 месяца назад

    ସରକାର Re exam ଜଲଦି RI Amin ପରୀକ୍ଷା କରନ୍ତୁ Cancel କରିକି 👍👍👍👍🇮🇳💐

  • @jogesh1438
    @jogesh1438 2 месяца назад +30

    Bjppppp ku b vote dei ki bhul karichi...
    Like 👍

    • @sagarikameher-yv7cg
      @sagarikameher-yv7cg 2 месяца назад

      Bjd ku deinu

    • @jogesh1438
      @jogesh1438 2 месяца назад

      ​@@sagarikameher-yv7cg Madam nai😢

    • @upenhansdah8281
      @upenhansdah8281 2 месяца назад

      😂😂😂😂😂😂 bhai tk late re realise kale………

    • @swarnapravaswain1501
      @swarnapravaswain1501 2 месяца назад +1

      BJP thu bjd re adhika corruption adhika

    • @jogesh1438
      @jogesh1438 2 месяца назад

      ​@@swarnapravaswain1501 kehi bhala nuhe... finally

  • @sitdesiavlogs5579
    @sitdesiavlogs5579 2 месяца назад +1

    ସମସ୍ତ ଭାଇ ଓ ଭଊଣି ମାନଙ୍କୁ ଅନୁରୋଧ ସମସ୍ତେ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ସାମିଲ୍ ହୁଅନ୍ତୁ ।

  • @proactiveguy9216
    @proactiveguy9216 2 месяца назад +13

    Bhai Mane jordar strike Kariba darkar..au kehi ri exam diantu nahi ...mass strike karantu...nahele emti sabu fraud heiki post bikri haba..au kehi job paiba nahi

  • @pabitranaik2539
    @pabitranaik2539 2 месяца назад

    ଲାଗୁଛି ପାଠ ପଢା ଛାଡ଼ି ଦେବି ଆଉ ମାଓବାଦୀ ହେଇ ଯିବି😡😡😡 ମାଓବାଦୀ ହେଲା ପରେ ଏଇ ମାନଙ୍କୁ ଆଗ କଲବଲ କରି ହାଣିବି,ଶଳା ମାନଙ୍କର ହାରାମି,ଠୋକ,ଚୋର ବୁଦ୍ଧି ଛାଡ଼ି ଯିବ।

  • @balaihansdah9320
    @balaihansdah9320 2 месяца назад +27

    ବାଳ Exam ହେଉଛି...

  • @ganeshsing5580
    @ganeshsing5580 2 месяца назад +2

    ସେ ବାଳ osssc chairman osssc office ରେ ବସି କଣ AC ହାୱା ଖାଉଛି କାହିଁକି ପିଲାମାନଙ୍କର ସମସ୍ୟା ବୁଝୁନାହାନ୍ତି

  • @sanjeebbagh4217
    @sanjeebbagh4217 2 месяца назад +3

    ପରୀକ୍ଷା ବତିଲ୍ କରାଯାଉ
    ପୁନର୍ବାର ସମସ୍ତଙ୍କ ପରୀକ୍ଷା ହେଉ ଠିକ୍ ଭାବରେ

  • @Settyman
    @Settyman 2 месяца назад

    I am proud of u ଭାସ୍କର ❤❤
    First time gote bhala news dekhili

  • @maamangalaentertainment5918
    @maamangalaentertainment5918 2 месяца назад +4

    ଓଡ଼ିଆ ଅସ୍ମିତା ମୋର ଅନୁରୋଧ ଓଡିଶା ସରକାର କୁ ତୁରନ୍ତ ଆକ୍ସନ ନିଅନ୍ତୁ

  • @DinabandhuMohanta-cu4qm
    @DinabandhuMohanta-cu4qm 2 месяца назад +1

    ମୋ ମତରେ ନୂଆ ସରକାର ସମୟରେ ପୁରୁଣା ନିତି ଯାହା ଦେଖାଉଛନ୍ତି କିଛି ନହେଲେ ଆପଣ ମାନେ 112ରେ କଂଟ୍ରୋଲ ରୁମକୁ ଖବର ଜଣାଇ ଥିଲେ ଭଲ ହାଇଥାନ୍ତା

  • @rabindradebnath744
    @rabindradebnath744 2 месяца назад +12

    Balasore re same problem 😊

  • @koraputianona9837
    @koraputianona9837 2 месяца назад

    ମାର ମାଗ୍ୟା office staff ମାନଙ୍କୁ 🤬student ଏକାଟି ହେବା ଏବଂ OSSSC office କୁ ଜାଳି ଦେବା 🤬🤬🤬

  • @pramodkumarmuduli2984
    @pramodkumarmuduli2984 2 месяца назад +12

    Pura corruption😂😂😂. Sabu centre re ae abasta😂

  • @Mrvikram-f1l
    @Mrvikram-f1l 2 месяца назад +1

    OSSSC ଦୟାକରି EXAM ନକରି ଆପଣଙ୍କ CITE RE "BETTER LUCK NEXT TIME "ଲେଖି NOTIFY କରନ୍ତୁ AND ଯେଉଁମାନଙ୍କ ଠାରୁ ପଇସା ନିଆଯାଇଛି ତାଙ୍କୁ ଚାକିରି ଦିଆଯାଉ,ପିଲାଙ୍କ ପାଖରେ ସାମର୍ଥ୍ୟ ନାହିଁ ଆପଣଙ୍କ ପଛରେ ଦୌଡିବାକୁ🙏🙏🙏

  • @theommeducation5164
    @theommeducation5164 2 месяца назад +14

    Corruption ra sima tapigale ...
    Odia asmita jay ho

  • @Mr..Monu________0011
    @Mr..Monu________0011 2 месяца назад

    Bhaskar news aji proudly feel news te dekheila thanks 🙏

  • @sodabhagh4689
    @sodabhagh4689 2 месяца назад +4

    Only one congress govt is best govt please all the odisha people one time chance Congress govt definately will b change all problem solution

  • @SusantaKumarSenapati-kb5pv
    @SusantaKumarSenapati-kb5pv 2 месяца назад +2

    ଓଡିଶା ମିଡ଼ିଆ ଭାଇ କୁ 🙏👍

  • @niharranjannayak6611
    @niharranjannayak6611 2 месяца назад +8

    Full corruption exam cancel hau

  • @Mr_Baral_vlogs
    @Mr_Baral_vlogs 2 месяца назад

    ଏମାନେ ଓଡ଼ିଶା ସରକାର କୁ ଖତିର୍ କରୁ ନାହାନ୍ତି, ସ୍କୁଲ ରେ ବି ଅନୁଆଲ ପରୀକ୍ଷା ଠିକ୍ ଟାଇମ ରେ ହୁଏ କିନ୍ତୁ job pai ପରୀକ୍ଷା ଠିକ୍ ଟାଇମ ରେ ହେଉନି, ହେ ସରକାର ଅନୁରୋଧ ତୁରନ୍ତ Action ନିଆନ୍ତୁ , OSSSC Chairman କୁ Change କରନ୍ତୁ 🙏🏻

  • @bijaykumarmarandi4047
    @bijaykumarmarandi4047 2 месяца назад +10

    Exam Centre Bhitare Device sobu Prepare ochhi Computer Hack pain💯 Ye Exam v Paper Leak Hela? 🤔

  • @JnShivaa
    @JnShivaa 2 месяца назад

    Ehi news channel ku bahut dhanyawad ❤❤❤❤❤

  • @understandyourself8129
    @understandyourself8129 2 месяца назад +20

    Problem nahi hack panei kama chalichi

    • @game-changer15
      @game-changer15 2 месяца назад

      Bhai chora exam vendor ku para diaa heichi aama Bastard OSSSC. Sala kun prabala mada darkar. Ye exam cancel hau, Re-examination hau offline re

  • @CraftGallery_Barsha
    @CraftGallery_Barsha 2 месяца назад +1

    ଭାସ୍କର news ର ସେଇ ରିପୋର୍ଟର ଭାଇ ଙ୍କୁ ସଲାମ

  • @MithunPradhan-yp4px
    @MithunPradhan-yp4px 2 месяца назад +18

    RI exam offline heba darkar

  • @princessbarda1552
    @princessbarda1552 2 месяца назад

    ଭାସ୍କର news re ebe bahut bhalo news deuchhanti 👍👍

  • @pravassir6308
    @pravassir6308 2 месяца назад +19

    song -- a haini ki6ii.. haini ki6ii.. agaku dekh kn hau6ii😂😂😂

  • @SuryaPadhi-t5y
    @SuryaPadhi-t5y 2 месяца назад +1

    Wah. First time Bhaskar ku support.

  • @BHAGWATPRACHAR
    @BHAGWATPRACHAR 2 месяца назад +6

    Are ye BJP ku hotao nohele kahaku govt job miliboni 😢

  • @ganapatipradhan5568
    @ganapatipradhan5568 2 месяца назад +7

    No server down I think it's compter hack

  • @anweshpriyadarshisahu6047
    @anweshpriyadarshisahu6047 2 месяца назад

    Geniune problem...Too much respect for Bhaskar news❤

  • @PratapKumarBehera-i2e
    @PratapKumarBehera-i2e 2 месяца назад +4

    bhai se jhi janaka kahile 11 ta ru exam start hebar thila, but time ta match karuni. 1st shift ta 9:30 ru 11:00, 2nd shift 12:30 ru 2:00 .

  • @soumyaranjanmohapatra7933
    @soumyaranjanmohapatra7933 2 месяца назад

    ଯେଉଁ ମାନେ ଏଥି ବିଜେପି ସରକାରକୁ ବିରୋଧ କରୁଛନ୍ତି ସେମାନେ ଜାଣି ରଖିବା ଉଚିତ୍ ଯେ ୟାର ରେଜିଷ୍ଟ୍ରେସନ ନିର୍ବାଚନ ପୂର୍ବର ହେଇଥିଲା। ଆଉ ବିଜେଡି ସରକାର ଭୟଙ୍କର fund ଯୋଗାଡ଼ ରଖିଥିଲା କିନ୍ତୁ ବିଜେଡିର ଭାଗ୍ୟ ଖରାପ୍ ଯେ ସେ ହାରିଗଲା। ଏଇ ossc,osssc ସବୁ ବିଜେଡି ସରକାର ସହିତ ସାମିଲ ଥିଲେ କିନ୍ତ୍ ଏବେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି।। ବିଜେପି କୁ ଅନୁରୋଧ ଯେ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ

  • @Smart_Study_Odisha
    @Smart_Study_Odisha 2 месяца назад +11

    Bht exam centre re exam timming pare b pila nku chadunahanti

    • @game-changer15
      @game-changer15 2 месяца назад +1

      Chadibe kemiti, Ta bhitare para dalal aau setting pila thibe. Sabu result re topper. Ye exam cancel hau aau Re-examination offline hau. Otherwise ye chora exam vendor sabu biki dei thiba

  • @subhabratamishra4465
    @subhabratamishra4465 2 месяца назад

    ଭାସ୍କର୍‌ ନ୍ୟୁଜ୍‌ ❤❤❤❤❤❤

  • @Asuchhi_Mo_Kalia_Suna
    @Asuchhi_Mo_Kalia_Suna 2 месяца назад +3

    କଣ ହୋଉଛ ରେ 😂😂😂😂
    ମୋର system hack କରି 100 ର 100 ତ କରିଦେଇଛି... ତମେ ମାନେ ସେମିତି ହୋଉଥା... ମୁଁ RI ପାଇକି ପଳେଇବି 😂😂😂😂

    • @somya805
      @somya805 2 месяца назад

      😂😂😂 gajab

  • @Diptimayeepandavloge
    @Diptimayeepandavloge 2 месяца назад

    Thanks ମିଡିଆ ବାବୁ ୟୁଆର ଗ୍ରେଟ୍

  • @shankarsanbehera1004
    @shankarsanbehera1004 2 месяца назад +4

    Post sabu bikri heuchi aau e sabu khali lokadekhania pain exam , sethilagi mu aau douni exam

  • @HemantaPalei-kw4fc
    @HemantaPalei-kw4fc 2 месяца назад +1

    ପୁରା ଫାଲତୁ center
    ଏମିତି center ରେ exam ହେବାର ନଥିଲା..?
    ଠିକ କହିଲେ ମିଡ଼ିଆ ଭାଇ ମାନେ..
    ତଳେ ଯେଉଁ observation ରେ sir ରହୁଛନ୍ତି ସେ ଜମା ଭଲ ନୁହଁନ୍ତି..😮

  • @rashmibehera5390
    @rashmibehera5390 2 месяца назад +11

    Center name kn

  • @itsstorytime-odia3223
    @itsstorytime-odia3223 2 месяца назад

    Thank you ଭାସ୍କର ବାବୁ ଆଜି ଏହି news ସାମ୍ନା କୁ ଆଣିଲ😢😢

  • @iam9998
    @iam9998 2 месяца назад +3

    Koun centre aeta..?

  • @krupasinghpatra2906
    @krupasinghpatra2906 2 месяца назад

    Exam କରିବା ପାଇଁ କେବଲ ଭୁବନେଶ୍ୱର ଅଛି ଆଉ କୋୖଣସି District ହୋଇପାରିବନାହିଁ କି ଶଲା ନେତା ଅଫିସର ମାନେ ପିଲାଙ୍କ ଭବିଷ୍ୟତ ସହିତ ଖେଲ ଖେଲୁଛ ଗୋଟିଏ ବର୍ଷର ପରିଶ୍ରମ ଗଲାକି ଶକୁଆ ପୁଡାରେ ପ୍ରତେକ ଜିଲ୍ଲା ରେ Exam କରାଯାଉ ପିଲା କାହିଁକି ଭୁବନେଶ୍ୱର ରେ ଯାଇ ଭିଡ କରିବେ

  • @natureloverasit2683
    @natureloverasit2683 2 месяца назад +12

    Magia banda exam karuchnati eaia bala govt magia chora ghandimariki sabu post bikri karuchi ethi mo bala exam karuchi

  • @swadhinpradhan6737
    @swadhinpradhan6737 2 месяца назад

    ଭାସ୍କର ଭାଇନାଙ୍କୁ ଧନ୍ୟବାଦ୍

  • @bijaykumarmarandi4047
    @bijaykumarmarandi4047 2 месяца назад +4

    Kuch to gad bad hai bhai😢

  • @Sudhanshumeher875
    @Sudhanshumeher875 2 месяца назад

    ସରକାର ତ କେବଳ pm kisan/cm kisan/ସୁଭଦ୍ରା ଯୋଜନାରେ ବ୍ୟସ୍ତ ଅଛନ୍ତି ଏ ସବୁରେ ଆଉ ସମୟ ହିଁ ନାହିଁ

  • @dinesh-dharua
    @dinesh-dharua 2 месяца назад +3

    exam cancel kara jau.