MAHABITARKA | ଛାଡ଼ୁନି ଆମ୍ବ ଟାକୁଆ ଅପବାଦ | PrameyaNews7

Поделиться
HTML-код
  • Опубликовано: 22 дек 2024

Комментарии •

  • @betexshyamsundar990
    @betexshyamsundar990 Месяц назад +17

    ସତ୍ୟ କଥା. ଏ ହେଲେ ଜୁମଲା ବିଜେପି କୁଜିନେତା.

  • @Ajohn-zy5yr
    @Ajohn-zy5yr Месяц назад +7

    ଅକ୍ଷୟ ସାହୁ ନୁହେଁ, BJP ପ୍ରବକ୍ତା .........

  • @pkraut1550
    @pkraut1550 Месяц назад +4

    ଘରେ ଭାତଥିଲେ ଆମ୍ବ ଟାକୁଆ ଖାଇଥିଲେ?ଷ୍ଟୋରୀ ବନ୍ଦ କର ।ପ୍ରକାଶ ବାବୁ କିଛି ଜଣାନାହିଁ। ସେତେବେଳର ତମେ ନଥିଲେ ?

    • @subratkumarmallick6905
      @subratkumarmallick6905 Месяц назад

      Han mo pakhe pakhal au mutton achhi je hele mote pakhal besi bhala laguchi. Behiya nka pachhare bathha ( abu parika huye ) se kuhanti ama ghara ku chhai hauchi .

  • @manassahoo8818
    @manassahoo8818 Месяц назад +3

    ଯୋଉଁ ପ୍ରବକ୍ତା କିଛି ଜାଣିନାହାନ୍ତି ତାଙ୍କୁ କଣ ପାଇଁ news 7 ଭଳି ଏକ ଟିଭି ଚାନେଲ ତାଙ୍କ swo କୁ ଡାକୁଛନ୍ତି. ବିଜେପି ଏପଟେ କହିବ ଗୋଟେ ପରେ ତାଙ୍କ ମୁଖ ପାତ୍ର ମାନୁନାହାନ୍ତି

  • @bijaypatra9105
    @bijaypatra9105 Месяц назад +4

    ରାସନ ମିଳିବ କେମିତି ଏମାନେ ରହିଲେ ରାଗ ମୂଡ଼ରେ ରାସନ କେମିତି କଟା ହବ ଗରିବ ଲୋକ ମାନେ ହଉଛନ୍ତି ବାହାର ରାଜ୍ୟର ତାକୁ ଦିଆ ଜୀବ ନାହିଁ ସେମନେ ରହିଲେ ଏକେୟୀଇସି ରେ ତାଙ୍କ ମୁଡ଼ ରହିଲା ବିଜେଡି କେମିତି ଧୋଂଶ ହବ

  • @Rashmiranjandas-e1s
    @Rashmiranjandas-e1s Месяц назад +1

    ୨୪ ସରକାର କିଛି କଲାନି ତୁମେ କଣ କରୁଛ

  • @SanjayaNayak-dn6mu
    @SanjayaNayak-dn6mu Месяц назад +3

    Naveen Sir & Pandian Sir plz prepare to come back..🙏...E sala galua Sarkar nkara aukat janapadigalani.....

  • @BishwaRanjanDas-wn1ru
    @BishwaRanjanDas-wn1ru Месяц назад +6

    ଅରୂପ ଭାଇ ଠିକ୍ କହିଛନ୍ତି

  • @maanandakisworicreation
    @maanandakisworicreation Месяц назад +7

    ବିଜେପି ସରକାର ରେ ଥାଇ ପଚାରୁଛି କାହିଁକି ମଲେ କି ନିର୍ଲଜ କଥା

  • @betexshyamsundar990
    @betexshyamsundar990 Месяц назад +5

    ଏ ଶଳା ଅକ୍ଷୟ କିଛି ଜାଣି ନାହିଁ. କାହିଁକି ବାଳକୁ ସାମ୍ବାଦିକ ହୋଇଛି.

    • @ranjansamal4782
      @ranjansamal4782 Месяц назад +1

      Akhaya sahoo kichhi janini tume ta sabu janichha tume sambadika hoijaun

    • @betexshyamsundar990
      @betexshyamsundar990 Месяц назад

      ଅଲାଜୁକ ଗୋବର କୁଜିନେତା ​@@ranjansamal4782

  • @pkraut1550
    @pkraut1550 Месяц назад +4

    2001 ପରେ ଆଉ ମରିଛନ୍ତିକି? ଏବେମଲେ କାହିଁକି?

  • @qxztr
    @qxztr Месяц назад +1

    ନବୀନ ସରକର ଏତେ ଲୋକଙ୍କୁ ଦେଇ କି କମ ଲୋନ କରିଥିଲେ କିନ୍ତୁ ବିଜେପି ସରକାର ଆସୁ ଆସୁ ଲୋନ ବଢାଇ ଦେଲେ।

  • @tapasnayak8188
    @tapasnayak8188 Месяц назад +4

    B.j.p government ଭ୍ରଷ୍ଟାଚାର ସରକାର

  • @BikashDas-e7d
    @BikashDas-e7d Месяц назад +3

    ଲୋକେ ରାସନ ପାଉଥୀବେ ଆପଣ ବାଛିବେ ରାସନ ପାଉଥୀବ ବଦ୍ଧ କରି ବାଛି ବ ଦାଇ ସରକାର

  • @ShaktidharRoul-th1jr
    @ShaktidharRoul-th1jr Месяц назад +3

    ପ୍ରକାଶ କିଛି ଜାଣିନି

  • @BishwaRanjanDas-wn1ru
    @BishwaRanjanDas-wn1ru Месяц назад +5

    ଅକ୍ଷୟ ସାହୁ ଏଡ଼େ ମୂର୍ଖ

  • @NIMAIN-i8q
    @NIMAIN-i8q Месяц назад +4

    Sribastsa bhai bahut dhanyabad

  • @srikantkm
    @srikantkm Месяц назад +4

    Akshaya sahu tike mango seed khai dekhantu seta Kete Nutritious food.

  • @JagannathKadraka-fu3ef
    @JagannathKadraka-fu3ef Месяц назад +2

    ଏ ବିଜେପି ସରକାର ବହୁତ ମିଛ କହି ଚାଉଳ ଦେଲେ ନାହିଁ କାରଣ ଏ ନେତା ମିଛ କହିବା ବହୁତ ଆଗୁଆ ଅଛି

  • @debiprasadmishra2699
    @debiprasadmishra2699 Месяц назад +3

    କୌଣସି ବ୍ଯକ୍ତି ବିକଳରେ ରାସନ ଚାଉଳ ବିକନ୍ତିନି ।
    ଆପଣଙ୍କର ଗାଁ ର ଘର ଅଛି ?
    କେବେ ଆସି ରହନ୍ତି ?
    ଚାଷବାସ ରେ ଅନୁଭବ ଅଛି ?
    ସହରରେ ରହନ୍ତି।
    ଟିଭିବାଲାଙ୍କ ବୁଦ୍ଧିଜୀବୀ।

    • @subratkumarmallick6905
      @subratkumarmallick6905 Месяц назад

      Dear bro this is not development only . Food safety law is there. Free education and medical this is also on constitution . Don't go for any biased statement .

  • @manojparida2880
    @manojparida2880 Месяц назад +4

    ପ୍ରକାଶ ବାବୁ ସବୁବେଳେ ଗାଲୁଆ କଥାବାର୍ତ୍ତା କରୁଛନ୍ତି

    • @tapangamer2013
      @tapangamer2013 Месяц назад +5

      Jumlabjp ok 😂😂😂😂😂😂

  • @anilkumarabehera6804
    @anilkumarabehera6804 Месяц назад +4

    Akhaya Sahu BJP ra anitha khia pada chata sambadika a kana kahiba BJP ra chamasa giri karuchi

  • @bidishapatra7076
    @bidishapatra7076 Месяц назад +1

    ତୁମେ କହୁଛ ଏମାନେ ରାସନ ପାଇବେ ନାହିଁ ।କିନ୍ତୁ ଆଗରୁ ତ ମରୁନଥିଲେ ।ଏବେ କାହିଁକି ? କେତେଦିନ ଆଉ ପୂର୍ବର ସରକାରଙ୍କୁ ଦୋଷ ଦେଉଥିବ ? ପୂର୍ବର ସରକାରର ଭଲ କାମ ଉଦ୍ଘାଟନ କଲାବେଳେ ପୂର୍ବର ସରକାରର ପ୍ରଶଂସା ତ ଆମେ କେବେ ଶୁଣି ନାହୁଁ ।

  • @arunkumar459A
    @arunkumar459A Месяц назад +3

    ବିଜେପି ନେତାମାନେ ଦାଇ

  • @subashmahal7416
    @subashmahal7416 Месяц назад +3

    Jaha hela khali tadanta chalichi bjp ra

  • @biswambarsatapathy9398
    @biswambarsatapathy9398 Месяц назад +4

    Satapathy Nana BJP Bala michhuaa kuhaliaa dala bhartiya jumla party

  • @BabuliBehera-zs2ko
    @BabuliBehera-zs2ko Месяц назад +3

    ରିପୋଟ ଦେଖାଅ ତମେବା ଚାରିମାସ ହେଲା ସରକାର ରହିଲଣି

  • @manishapattanayak2152
    @manishapattanayak2152 Месяц назад

    ଅରୂପ ଶ୍ରୀଚନ୍ଦନ ଭାଇ ପୁରାଣ 100%
    Right କଥା କହିଲେ 👍
    ଅକ୍ଷୟ ସାହୁ ବିଜେପି ଦଲାଲ ଆଉ ମୁଖ ପାତ୍ର କହିଲେ ସତ ହଜମ ହେଉନାହିଁ👍

  • @subhalaxmisingh6650
    @subhalaxmisingh6650 Месяц назад +1

    ସରପଞ୍ଚକୁ କ'ଣ ପାଇଁ ଆରେ ଷ୍ଟ କରିବ ଓଡ଼ିଶାର ସରପଞ୍ଚଙ୍କ Emargency ପାଇଁ ସରକାର କ'ଣ ଦେଇଛନ୍ତି କି ?

  • @PradiptaAcharya-s4l
    @PradiptaAcharya-s4l Месяц назад +3

    Kete girapha kalani ma?Michhua Radhua gapa au gapanti ma

  • @manassahoo8818
    @manassahoo8818 Месяц назад +3

    ବିଜେପି ସରକାର ହିଁ ଦାଈ

  • @drgoutambiswal6717
    @drgoutambiswal6717 Месяц назад

    ବହୁ ପୂର୍ବରୁ ଆମ୍ବ ଟାକୁଆ ଖାଉଥିଲେ 😢 ଦେବଦେବୀଙ୍କ ଭୋଗଖାଉଥି ଲେ 😢 ମଦପିଉଥିଲେ 😢 ସବୁଥିରେ ବିଷାକ୍ତ ଜନିତ ମୃତ୍ୟୁ ଘଟିଛି 😢 ତେବେ ଭୋଗ ଟାକୁଆ ବାସୀ ଭାତ ଛତୁ ଖାଇବା ବନ୍ଦ କରି ଉପବାସ ରହିବା ଠିକ ହେବ 😢 ବାଜେ କଥାରେ ବିତର୍କ ରାଜନୀତି

  • @PradiptaAcharya-s4l
    @PradiptaAcharya-s4l Месяц назад +2

    Alu train asuchhi UP ru mase hela,kuade gala,jogana mantri bahasphot maranti besi

  • @manishapattanayak2152
    @manishapattanayak2152 Месяц назад

    ଅରୁଣ ଭାଇ ସମ୍ପୂର୍ଣ୍ଣ ଠିକ କହୁଛନ୍ତି👍
    ପ୍ରକାଶ ମିଶ୍ର ତୁ ମରିବୁ ରହ ତୁ ଯେମିତି
    କହୁଚୁ ତୋତେ ଭଗବାନ ସେମିତି ଓପାସରେ
    ରଖି ଶାସ୍ତି ଦେଇ ମରିବୁ ବୁଝିଲୁ👍

  • @pkraut1550
    @pkraut1550 Месяц назад +3

    ଷ୍ଟୋରି ବନ୍ଦକର

  • @pabitramohannayak1551
    @pabitramohannayak1551 Месяц назад +2

    Maaghia shameless, nonsense, spokesman, admits guilty of your government.It is inability and incapability of the present government.Ye salaa nku maada ke aalaawa aur kuchh nahin hai!

  • @Sidheswar80
    @Sidheswar80 Месяц назад +1

    4 masa hela chaula anek loka ku milini aha samaste jananti sabu chup

  • @udeswarpatamajhi
    @udeswarpatamajhi Месяц назад +1

    ବିଜେପି ହଟଅ ଓଡ଼ିଶଳ ବଞ୍ଚାଅ

  • @BishwaRanjanDas-wn1ru
    @BishwaRanjanDas-wn1ru Месяц назад +8

    ପ୍ରକାଶ ସାହୁ କିଛି ଜାଣନ୍ତି ନାହିଁ

  • @ShaktidharRoul-th1jr
    @ShaktidharRoul-th1jr Месяц назад +1

    ଏ ଗାଲୁଆ ମୁଖ ପାତ୍ର

  • @manishapattanayak2152
    @manishapattanayak2152 Месяц назад

    ଅରୂପ ଶ୍ରୀଚନ୍ଦନ ଭାଇ ପୁରା ସତ କଥା କହୁଛନ୍ତି👍

  • @THERAMPAGECREATOR
    @THERAMPAGECREATOR Месяц назад +4

    Michua sarakara

  • @PradiptaAcharya-s4l
    @PradiptaAcharya-s4l Месяц назад +2

    Akshaya Babu party oriented journalist,His opinion is not acceptable

  • @RENUBhoi-dl3mx
    @RENUBhoi-dl3mx Месяц назад

    24 ବର୍ଷ ହେଲା ପ୍ରବଳ ବିକାଶ ହେଇଛି ନବୀନ ସରକାର ସମୟରେ କିନ୍ତୁ ଆଜି ନୂଆ ସରକାର 4/5 ମାସ ହେବ ସେଥିରେ ଆମ୍ବ ଟାକୁଆ ଖାଇ ମଲେ, ହେଲେ 24 ବର୍ଷ ବିକାଶ ର ମାନେ କଣ ?

  • @pkpanda1371
    @pkpanda1371 Месяц назад

    ଏହି ଅକ୍ଷୟ ସାହୁ ସାମ୍ୱାଦିକ ନୁହନ୍ତି। ସାରା ଓଡ଼ିଶା କହୁଛି ଏହି ସାହୁ sir ମୋଦୀ ମିଡିଆ ର କର୍ମୀ। ନବୀନ ପଟ୍ଟନାୟକ ଙ୍କ ସରକାର୍ ବେଳେ ବିଜେଡ଼ି ଦଳ ର ପ୍ରଚାରକ ଥିଲେ। ନବୀନ ପଟ୍ଟନାୟକ ଗଲା ପରେ ସାହୁ sir ମୋହନ ମାଝୀ ଙ୍କ ପ୍ରଶଂସକ। ଅକ୍ଷୟ କୁମାର ସାହୁ କୁ ଆମ୍ବ ଟାକୁଆ ଖାଇ ବାକୁ ଦିଆ ଯାଉ।

  • @PradiptaAcharya-s4l
    @PradiptaAcharya-s4l Месяц назад +2

    Really Akshay Babu BJP prabakta sajichhanti, kichhi karabar achhi

  • @NarendraMajhi-t2g
    @NarendraMajhi-t2g Месяц назад +2

    Ehi dibet lokanka pani bilkku uchit nuha ok.

  • @tridibkumarmohanta729
    @tridibkumarmohanta729 Месяц назад +1

    24 barsha 24 barsha dialouge chhada tumor au kichhi nahin

  • @pkraut1550
    @pkraut1550 Месяц назад +2

    ବିଜେପିର ସବୁ ଗାଲୁଆଙ୍କର ସର୍ଦ୍ଦାର

  • @satyaprakashnayak466
    @satyaprakashnayak466 Месяц назад +2

    Rasana sanga re aamba takua dia jau, cm and President , aage khaiki kuhantu kete niutration achi....

  • @subhenduofficial3608
    @subhenduofficial3608 Месяц назад

    ଅକ୍ଷୟ ବାବୁ ବିଜେପି ପାଇଁ ଓକିଲାତି କରୁଛନ୍ତି. ଆପଣ କଣ ପ୍ରମାଣ କରିବାକୁ ଚାଉଛନ୍ତି ସରକାର ଠିକ କରିଛନ୍ତି...?

  • @debiprasadmishra2699
    @debiprasadmishra2699 Месяц назад +2

    ଭୁଲ୍ କଥା। ବିକଳରେ କେହି ଚାଉଳ ବିକନ୍ତିନି। ଆପଣଙ୍କର ଗାଁ ରେ ଘର ଅଛି ?
    ସହର ରେ ଘର ଅଛି,କଟକ/ ଭୁବନେଶ୍ୱର ?
    ଗାଁ ରେ ବର୍ଷକେ କେତେ ଦିନ ରହନ୍ତି ?
    ଟିଭି ଚ୍ଯାନେଲ୍ ପାଇଁ ,ଆପଣ ବୁଦ୍ଧିଜୀବୀ।
    ଅନୁଭୂତି ନାହିଁ।

    • @subratkumarmallick6905
      @subratkumarmallick6905 Месяц назад

      It's not same for everyone or those who are atleast of human being . Irrespective of political views

  • @prakashbarik5913
    @prakashbarik5913 Месяц назад +4

    Bjp re michua party

  • @RamakantaBehera-c3d
    @RamakantaBehera-c3d Месяц назад +2

    Dubble engniggen double engniggen.
    Ramakant AP.

  • @santoshrout6327
    @santoshrout6327 Месяц назад +2

    News7 select kari weak spokesperson ku debate ku dake. Jadi debate ku daki bara achhi sabu party ra new spokesperson ku dakantu. Congress ra old spokesperson ku daku6 kahni ki , congress ra madhya new spokesperson ku debate ku daka

  • @subratasanyal958
    @subratasanyal958 Месяц назад +1

    Aei sobu pain jadi bjd sarkar dayi.taha hele yea alu pianjo, pani pariba pain dayi kia? BJP PRABAKTA KAHIBE KI

  • @hariharabhoi310
    @hariharabhoi310 Месяц назад +1

    ପ୍ରଶାନ୍ତ ବାବୁ ଠିକ କଥା କହୁଛନ୍ତି

  • @Gautambeheragautam-dz9oj
    @Gautambeheragautam-dz9oj Месяц назад

    ଖାଲି ବିଜେଡି ବିଜେଡି ଘୋଷି ଘୋଷି ପାଞ୍ଚବର୍ଷ ବିତିଯିବ ବିଜେପି ର।

  • @bhagyaranjantripathy377
    @bhagyaranjantripathy377 Месяц назад +2

    Pagal sarkar handia sarkar reber stamp majhi

    • @subratkumarmallick6905
      @subratkumarmallick6905 Месяц назад

      Then who have appointed him as our Honourbale CM then what kind of drugs consuming or consumed by the party ??

  • @pkraut1550
    @pkraut1550 Месяц назад +1

    ପ୍ରକାଶ ବାବୁ ସେମାନଙ୍କ ପାଖରେ ଖବର ନାହିଁ

  • @jomudmajhi1533
    @jomudmajhi1533 Месяц назад +2

    BJP ଟାଉଟର

  • @jayaprakashdash6918
    @jayaprakashdash6918 Месяц назад

    ଅସଲ କଥା ହେଲା, ଅର୍ପଣ ଚାଉଳ ନାଁରେ ଚାଉଳ ନେଇଗଲେ ,ଯଦି ନେଲେ ଗରିବ ଗୁରୁବା ମାନଙ୍କୁ ବାଣ୍ଟିବା ଆବଶ୍ୟକ ଥିଲା, ଅର୍ପଣ ଚାଉଳ ପୋକ ଖାଇଲା କିନ୍ତୁ ଭୋକିଲା ପାଇଲେ ନାହିଁ, ବର୍ତ୍ତମାନ ମଧ୍ୟ ଯଦି କିଛି ଚାଉଳ ଥାଏ ବିରୋଧୀମାନେ ସେ ଚାଉଳ ସେଠାରେ ବାଣ୍ଟିବାକୁ ନ କହି ଚୁପ ରହିବା କାରଣ କୋଣ ?3:03

  • @subhenduofficial3608
    @subhenduofficial3608 Месяц назад

    ଅକ୍ଷୟ ବାବୁ ଓଡିଶା କଥା ଚିନ୍ତା କରନ୍ତୁ.

  • @RamaARTWORK
    @RamaARTWORK Месяц назад

    ଜୟ ବିଜେଡି

  • @RadheshyamBag-m4h
    @RadheshyamBag-m4h Месяц назад +2

    BJP hatao Odisha banchao

  • @Nilamani-fk1kd
    @Nilamani-fk1kd Месяц назад +1

    Prakash Ratha tu khaichhu ki Amrutabhanda patra ?

  • @kamallochannayak9660
    @kamallochannayak9660 Месяц назад

    Right Speaking Bhai Sarkar Aparaga BJP Govt ,Dhik .

  • @jogendrabehera1658
    @jogendrabehera1658 Месяц назад +1

    Aakhya babu apana kahuchanti amba takua khaile kichhi habani kn pain semane amba takua khaibe

  • @satyaprakashnayak466
    @satyaprakashnayak466 Месяц назад +1

    A e prakash ta pura tautar ho......
    Aakhya ku pathao bujheiba.....

  • @prakashsalima4906
    @prakashsalima4906 Месяц назад +2

    Thakuju bijp

  • @umeshkumardas5467
    @umeshkumardas5467 Месяц назад +2

    Akhaya babu bjp tharu tanka akatha kahuchhanti

    • @ajitzero7
      @ajitzero7 Месяц назад +1

      Se bjp spokesperson

  • @mamatamaharana1784
    @mamatamaharana1784 Месяц назад +1

    Bhai mane gote Kam kar 🙏 mantri mankr pati re phunka nali lagei garam takua jau dhali dia , tebe jai ame janiba eha parmparik khadya , mor binit anurodh 🙏

  • @Bulugouda-j4e
    @Bulugouda-j4e Месяц назад

    ରଙ୍ଗ ମାରା ସରକାର ଲୋକ ମାରା ସରକାର୍

  • @GaneshPanda-e8o
    @GaneshPanda-e8o Месяц назад

    Ae jatra party michha kahibara ostada

  • @manishapattanayak2152
    @manishapattanayak2152 Месяц назад

    A ସାହୁ ବିଜେପି ମୁଖପାତ୍ର ହିସାବରେ
    ବୁଧି ଯିବି ହେଇ ଆସିଚି😂
    ଆଉ news7 ଖାଲି ବିଜେପି ସପୋର୍ଟ କୁ
    ସପୋର୍ଟ କରୁଚି bjp ର ଝାଞ୍ଜା ପିଟା ଦଲାଲ
    ଚାନେଲ 😂😂😂

  • @DebrajNaik-kg7ys
    @DebrajNaik-kg7ys Месяц назад +1

    bjp hatao Desh bachao

  • @sadhudas2758
    @sadhudas2758 Месяц назад

    ଆଙ୍କର ଭଲ କହିଲେ😊

  • @mohantechinfo599
    @mohantechinfo599 Месяц назад +1

    Amba taka kiye khaochi ye paroparika khadiya nuha khadiya namille loka esabu khahati paraparika khadiya thile adivasi netako ye amba taka khaeiba ko diya se khaeibe para.....

  • @GaneshPanda-e8o
    @GaneshPanda-e8o Месяц назад

    Bharatya jatra party

  • @baidyanathmallick9985
    @baidyanathmallick9985 Месяц назад

    ମାଆଘିଆ ୪ମାସଚାଉଳ ଦେଇ ନ

  • @subratkumarmallick6905
    @subratkumarmallick6905 Месяц назад

    Why on sarapnch only - 14:05 . Go for the collector , BDO , Block chairman , MLA or MP ??

  • @madpan2570
    @madpan2570 Месяц назад

    Well done Arup

  • @subratkumarmallick6905
    @subratkumarmallick6905 Месяц назад

    16:53 minutes of debate after congress prabakta during such incident on 1985 Mr. Rajiv Gandhi visited odisha on punji case of Kalahandi then CM was Honourvale JB patranik sir . For sensitiveness on this matter , could we expect Mr. Akshay that our PM ll visit to Kalahandi not for Bday celabration ??

  • @jayaprakashdash6918
    @jayaprakashdash6918 Месяц назад

    ଅସଲ କଥା ହେଲ

  • @uttambaba6800
    @uttambaba6800 Месяц назад

    Khali chaulo problem nanhi baki jinisho rate bodhi thibaru e sobu problem dekha jauchhi 😅😢😂

  • @satyajitmohapatra459
    @satyajitmohapatra459 Месяц назад

    Governors son has done a crime.When collector will submit his report as declared by Law Minister.

  • @manojdas-rw5st
    @manojdas-rw5st Месяц назад

    Jayanarayan chaulkankaruchani 3masare thare dele 20kg bikibe 10kgkhaibe

  • @satyajitmohapatra459
    @satyajitmohapatra459 Месяц назад

    Were not BJparty with BJD Government?

  • @satyasahu3413
    @satyasahu3413 Месяц назад

    Rice.deisariba.pare.k.y.c.kari.thile.kana.asubidha..hoi.thanta

  • @PRAKASHTRIPATHY-hf5pz
    @PRAKASHTRIPATHY-hf5pz Месяц назад

    bala

  • @subratkumarmallick6905
    @subratkumarmallick6905 Месяц назад

    3:23 seconds re video pare lekhiba ku chanhuchi je prime minsiter karinahnati its on constitution only . Whoever the leader he or she has to follow it.

  • @ganeswarsahu7633
    @ganeswarsahu7633 Месяц назад

    Food securrity vrs system managemeent

  • @pradeepkumarpati4257
    @pradeepkumarpati4257 Месяц назад

    2001 re BJP odisha sarkar re bhagidari thila,ebe galua katha kn pain,

  • @somanathrout7414
    @somanathrout7414 Месяц назад

    Prakash ra Katha thik

  • @UpendraKanta-yp2uy
    @UpendraKanta-yp2uy Месяц назад

    Send ambatakua to foreinc lab to test it.whether any nutrition in IIT or not.😢🎉🎉🎉🎉🎉🎉🎉🎉🎉🎉

  • @subratkumarmallick6905
    @subratkumarmallick6905 Месяц назад

    Gote kana news janibaku paili je " khadya surakhya laws hetu kau b gote loka edpire karibani ama country re " . As per budget status its been reduced 7022 crocres on this assmebly session !!!!??? Is it ture !!

  • @myfriends3608
    @myfriends3608 Месяц назад

    Akhya sahu kichita pauchi bjp tharu

  • @santoshrout6327
    @santoshrout6327 Месяц назад

    Nabin pattanaik jo state PDS policy kari thile Nabin pattanaik extra 5kg rice sehi loko nku deuthile ki. Semane NFS scheme re achanti.

  • @kamallochannayak9660
    @kamallochannayak9660 Месяц назад

    BJP Valueless Govt.

  • @gopucreation1046
    @gopucreation1046 Месяц назад

    Bjd jaha karithila tame Kariba 😅