କର୍ମ | Bhitiri Katha 106 | Narayan Mishra | Odisha 365

Поделиться
HTML-код
  • Опубликовано: 16 сен 2024
  • କର୍ମର ପ୍ରକାର ଭେଦ
    କେଉଁ କାମ କରିବା ଆଉ କେଉଁ କାମ କରିବା ନାହିଁ ?
    ସତ୍ ମାର୍ଗରେ ଯିବାକୁ ଚାହୁଁଥିଲେ କଣ କର୍ମ କରିବେ |
    କଣ ସବୁ କାମ କଲେ ନାମ କେଉଁ ଫଳ ମିଳେ ?
    ଭଲ କର୍ମ କରି ମଧ୍ୟ ଭୋଗିବାକୁ ପଡ଼ୁଛି କାହିଁକି ?
    କେଉଁ କର୍ମର ଫଳ ବଦଳାଇ ହେବନି ?
    କଣ କର୍ମ କଲେ ସିଦ୍ଧିଲାଭ ହେବ ?
    ପ୍ରଭୁଙ୍କ ନିମନ୍ତେ କର୍ମ କଲେ ସୁଫଳ ମିଳେ କି?
    -----------------
    How to Do Good Karma ?
    Obstacles in Karma ?
    ----------------
    ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
    ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
    ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
    ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
    ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
    ସରଳ ଉପାୟ ପାଇ ପାରିବେ |
    ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
    ଜୟ ଜଗନ୍ନାଥ
    ----------
    Narayan Mishra
    Bhitiri Katha
    Odisha 365
    ----------
    Karma
    #Karma #bhitirikatha #narayanmishra #odisha365 #namasankirtanam #jayjagannath #jayjagannathstatus #jayjagannathawhatsappvideo

Комментарии • 36

  • @odiasong5700
    @odiasong5700 6 месяцев назад +1

    Ram Ram Ram Ram Ram Ram Ram Ram

  • @umesh7210
    @umesh7210 11 месяцев назад

    Jay jagnnath Jay jagnnath Jay jagnnath

  • @sabitasahoo714
    @sabitasahoo714 10 месяцев назад

    ଜୟ ଜଗନ୍ନାଥ🙏🙏🌷🌷

  • @jasminprusty9523
    @jasminprusty9523 8 месяцев назад

    Radhe Radhe

  • @suryanarayanmallick-up2fy
    @suryanarayanmallick-up2fy 11 месяцев назад

    Hare Krishna

  • @prabhatguin3062
    @prabhatguin3062 3 месяца назад

    Jay Jagannath 💛🙏🙏💛

  • @sasmitadatta8819
    @sasmitadatta8819 11 месяцев назад +2

    ଜୟ ଜଗନ୍ନାଥ 🙏🙏🙏

  • @rubinabalabantaray4648
    @rubinabalabantaray4648 5 месяцев назад

    Jay jagannath 🙏

  • @lidoratha9920
    @lidoratha9920 10 месяцев назад

    Bahut sundar.

  • @thirdeye9492
    @thirdeye9492 11 месяцев назад

    ପ୍ରଣାମ ଆଜ୍ଞା.. ଖୁବ ସୁନ୍ଦର ଉପାଖ୍ୟାନ.. ଧନ୍ୟବାଦ 👍🏼🙏❤️

  • @kumarrajesh2526
    @kumarrajesh2526 11 месяцев назад +1

    Bahut sundar Jay jaganatah 🙏

  • @bulusethy9220
    @bulusethy9220 10 месяцев назад

    ❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @DileswarMajhi-h8j
    @DileswarMajhi-h8j 4 месяца назад

    ବହୁତ ସୁନ୍ଦର ଉପଖ୍ୟାନ ଓ ନୀତିଶିକ୍ଷା। ଧନ୍ୟବାଦ। ନମସ୍କାର ।

  • @skrushnareddy6796
    @skrushnareddy6796 11 месяцев назад

    🕉️🕉️🕉️ଓମ୍ ନମଃ ଶିବାୟ 🕉️🕉️🕉️🙏🙏🙏🙏🙏💐🏵️🌺🌼🌹🪔🪔🪔🪔🪔

  • @geetismitabehera5048
    @geetismitabehera5048 11 месяцев назад +2

    Jay Shree Jagannath 🙏

  • @ANDigital-bk4qu
    @ANDigital-bk4qu 11 месяцев назад

    ମୋର ଗୋଟେ ପ୍ରଶ୍ନ ଅଛି ଯଦି ନିଜ ସ୍ତ୍ରୀ ଅନ୍ୟତିକ ଶାରୀରିକ ସମ୍ପର୍କ ରଖିବାର ଧରା ପଡିଲା.....ତା ସ୍ୱାମୀର କଣ କୌଣସି ଅଧିକାର ନାହିଁ ଦଣ୍ଡ ଦେବା ପାଇଁ....ସେ କେମିତି ସହିବ.... ସେ ପରିସ୍ଥିତି ରେ କେହିବି ନିଜ ରାଗ କୁ କଂଟ୍ରୋଲ କରିପାରିବେନି ସେମାନଙ୍କୁ ଦଣ୍ଡ ଦବା ପାଇଁ ସେ ବାଧ୍ୟ ହବ । ଏଇଟା କଣ ପାପ ରେ ଯିବ..... ରାଜା କଣ ପାଇଁ ସେ ସଜନ ବ୍ୟକ୍ତି ଙ୍କୁ ଫାସୀ ଦଣ୍ଡ ଦେଲେ ? ମୋ ମତ ରେ ରାଜା ଭୁଲ କରିଲେ ।

  • @sujatasahu4593
    @sujatasahu4593 11 месяцев назад +1

    Ama jiban pain nitant jaruri katha tiye sir...bahut vala lagila...ishwara nka krupa ru apananka dwara ame sunibar sujog pauchhu...apananka video ku kebe thu wait karithili au sabubele check karithili ketebele apananka video asiba...last Saturday re bahut Miss karuthili apananka video ku...odisha 365 best

  • @magsirasahu2050
    @magsirasahu2050 11 месяцев назад +2

    Jay shree Jagannath Swami Nayana patha gami vab tum 🛕🚩⭕‼️⭕🔔🐚🪔🌿☸️📿🦚✡️🌹🪷👣🛐🙏🏻💐🙌🌄💗🌅♥️🌅

  • @trinathsabat3283
    @trinathsabat3283 9 месяцев назад

    Bahut bhalo bhabe bujhauchanti sir

  • @sonalinswain1134
    @sonalinswain1134 10 месяцев назад

    Mo Kalia saanta❤

  • @chhabilatasenapati7909
    @chhabilatasenapati7909 11 месяцев назад +2

    🙏🙏🙏

  • @odiasong5700
    @odiasong5700 6 месяцев назад

    Ram

  • @prashantakumardas7107
    @prashantakumardas7107 11 месяцев назад

    ଜୟ ଜଗନ୍ନାଥ।

  • @SaraswatiPradhan-ok2rq
    @SaraswatiPradhan-ok2rq 11 месяцев назад

    Jay Jagannath 🙏

  • @smarajitpunaykanti6463
    @smarajitpunaykanti6463 10 месяцев назад

    1996- 2003 Dharitri padhu thili. Apananka Bhitiri katha sabu bele padhe

  • @sudhakarrout9846
    @sudhakarrout9846 11 месяцев назад

    ଅତି ସୁନ୍ଦର ଉପସ୍ଥାପନା 😊
    ହୃଦୟର ସହ ଆପଣଙ୍କୁ ଶୁଭକାମନା 🙏

  • @agneyasahoo8697
    @agneyasahoo8697 11 месяцев назад

    🙏⭕❗⭕🙏 ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ

  • @krupasindhubehera184
    @krupasindhubehera184 11 месяцев назад

    God bless you sir 🙏🙏🙏

  • @birakishoresahoo3080
    @birakishoresahoo3080 11 месяцев назад

    Sir Namaskar.Jay Jagannath.

  • @satyanayak4271
    @satyanayak4271 11 месяцев назад

    ହୃଦୟରୁ ପ୍ରଣାମ ଆଜ୍ଞା 🙏 ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏

  • @kalpanapadhi8709
    @kalpanapadhi8709 11 месяцев назад

    କର୍ମ କୁ ସୁନ୍ଦର ଭାବେ ବୁଝାଇଛନ୍ତି, ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @saudaminirath6341
    @saudaminirath6341 7 месяцев назад

    ପ୍ରଣାମ ଗୁରୁଦେବ ।ବ୍ୟାଖ୍ୟା ଅତି ହୃଦୟସ୍ପର୍ଶୀ।

  • @ramramprebhuje...8077
    @ramramprebhuje...8077 11 месяцев назад

    Jay Jagannath Prebhu Je...🚩💐🙏😀

  • @BikeshSahani
    @BikeshSahani 11 месяцев назад

    जय जगन्नाथ महाप्रभु 🙏🙏🙏

  • @sanjibkumarrout8591
    @sanjibkumarrout8591 11 месяцев назад

    Jai Jagannath

  • @sidpole1714
    @sidpole1714 11 месяцев назад

    ଆଧ୍ୟାତ୍ମିକ କୁ ଟିକେ ଆଡେଇ ବର୍ତ୍ତମାନ ର ଚାଲିଚଳନି ଉପରେ ଆଲୋଚନା କରନ୍ତୁ।sir