Kahariku kharap kahi kahuchha Tume jau Thakur nku bhala pauchha tanka nama re jadi kehi kharap kari kichhi kuhe tumaku kasta haba ki na kuha Mu Sree Sree Thakur Anukul Chandra nku sadGuru bhabare baran karichhi tanka namare kehi kichhi kahile mote bahut kasta hue mu jemiti sabubele chahen mora Ista aaradhya ku kehi kichhi kharap na kuha tu sethipain anya mananka re Dharma bisayare kichhi kharap kahenahi Iswar ak nama aneka Jayguru Mane Guru nkara jay gaan Kara jauchhi JebhaliJay Jagannath Jay Srikrushna Jay Sreeram Jay Mahakaal ..............🙏🙏🙏🙏🙏
ସତରେ ସାର୍ ମୋ ବାପା ଆପଣଙ୍କୁ ବହୁତ ଦିନ ହେବ ଖୋଜୁଥିଲେ। ସେ କହୁଛନ୍ତି ତୁ ମିଛ କହୁଛୁ ଦେଖ କ'ଣ ନାରାୟଣ ମିଶ୍ରେ ଦେଉଥିବ ମୋବାଇଲ ରେ ପ୍ରଣାମ ସାର୍ ଆପଣଙ୍କୁ ଜଗତର ନାଥ ଜଗନ୍ନାଥ ଘଣ୍ଟ ଘୋଡେଇ ରଖିଥାନ୍ତୁ।
ମହାଶୟ !ନମସ୍କାର ।ଦୀର୍ଘ ଦିନ ପରେ ଦେଖି ଖୁସି ଲାଗିଲା।ଜଗନ୍ନାଥଙ୍କୁ ନିବେଦନ,ସୁସ୍ଥ ରଖନ୍ତୁ ।
ଖୁବ ଅନୁପ୍ରାଣିତ ହେଲି, 🙏ମୋ ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ, ସୁନ୍ଦର ଉପାଦେୟ କଥା ପ୍ରଣାମ ପୂର୍ବକ ମଙ୍ଗଳ କାମନା କରି ରହୁଛି।
Very nice words Sir,Th😅 you.God bless you.
ସାର, ନମସ୍କାର, ବହୁତ ଦିନ ପରେ ଆପଣଙ୍କ କଥା ଶୁଣି ବହୁତ ଖୁସି ଲାଗିଲା।
ସାର୍ ମୋର ପ୍ରଣାମ ଆମ ମାନଙ୍କ ପାଇଁ ବହୁତ୍ ଶିକ୍ଷଣୀୟ। ଭିତିରି ଉପସ୍ଥାପନା ଆମ ପାଇଁ ଅସରନ୍ତି ଜ୍ଞାନର ଭଣ୍ଡାର।ମୋର ଧନ୍ୟବାଦ୍ ଜଣାଉଛି।
Very very important advice
RAMA RAMA
🙏sir. U R great
Namaskar sirଆପଣ ଠିକ୍ କଥା କହୁଛନ୍ତି
ପ୍ରଣାମ ସାର. ଆପଣ ଏମିତି ବାସ୍ତବ କଥା କହୁଥାନ୍ତୁ. ଆଉ ଆମମାନଙ୍କୁ ଅବାଟରୁ ସତ୍ୟ ପଥ ଦେଖାଉଥାନ୍ତୁ. ଭଗବାନ ଆପଣକୁ ଦୀର୍ଘାୟୁ କରନ୍ତୁ. 🙏🙏🙏
Jay shree Radhe Krishna ❤
ସାର୍ ଆପଣ ଙ୍କ ବାର୍ତା ବହୁତ ଉପାଦେୟ ବହୁତ ଶିକ୍ଷଣୀୟ ସାର୍ 🙏🙏🙏
Stay Blessed.. Stay healthy
Thanks sir 🙏❤️
Sir Namaskar
Bahut bhalalagila
ମୁ ବି ମନେ ମନେ ସାରଙ୍କୁ ଖୋଜୁଥିଲି ମହାପ୍ରଭୁଙ୍କ ଆଶ୍ରୀବାଦରୁ ଆପଣ ଓ ଆପଣଙ୍କର ପରିବାରର ସମସ୍ତେ ଭଲରେ ରୁହନ୍ତୁ ସାର ଏହାହିଁ ମୋର ଠାକୁରଙ୍କ ନିକଟରେ ପ୍ରାଥନା ଜୟ ଜଗନ୍ନାଥ
ସମସ୍ୟା ଅନେକ କାରଣ ଏକ ଓ ସମାଧାନ ମଧ୍ୟ ଏକ।।
ନାମ ହିଁ କେବଳମ୍ 🙏💐
ଅନେକ ଦିନ ପରେ ଆପଣଙ୍କଠାରୁ ଶୁଣି ଖୁସିହେଲୁ ।
ଈଶ୍ବରଙ୍କ କୃପାରୁ ଶୁଭ ଫଳ ପାଆନ୍ତୁ ❤
Bahut din pare apanaku suni khusi lagila❤❤❤❤
Sir Namaskar. Bahut Bhala lagila. Bahut Dina pare apnaku tu sunilu
ନମସ୍କାର ସାର୍, ବହୁତ ଦିନ ପରେ ଆସି ଥିବାରୁ ବହୁତ ଖୁସି
Very learnable spritual advice,speech for society.
ପ୍ରଣାମ ସମାଧାନ ର ସୂତ୍ର ପ୍ରତ୍ୟେକ ମୁହୂର୍ତ ରେ ଆତ୍ମା ଆଡକୁ ଢଳିବା ଅର୍ଥାତ ଆତ୍ମା ଯୁକ୍ତ, ଆତ୍ମ ଚିନ୍ତନ, ଆତ୍ମ ବିଶ୍ୱାସରୁ ବଢ଼ି ଅନ୍ୟ କାହାର ବିଶ୍ୱାସ ହୋଇ ନପାରେ, ଏଣୁ ପରମାତ୍ମା ଗାଢ଼ ବିଶ୍ୱାସର ଏକ ପ୍ରକୁତ ଜୀବନ୍ତ ଜାଗ୍ରତ ରୂପ |ଆମେ ନିଜ ଠାରୁ ଅଧିକ କାହାରିକୁ ପ୍ରେମ କରିନପାରୁ, ଯେ କି ପରମାତ୍ମା ଆମର ନିଜର ନିଜେ ଆମ ଆତ୍ମା |ତାହା ପ୍ରକୁତ ପ୍ରେମର କେନ୍ଦ୍ର |ତୁମର ପ୍ରକୁତ ପଥ ପ୍ରଦର୍ଶକ ତୁମ ଭିତରେ ବିଦ୍ୟମାନ |ଆତ୍ମଦେବ କି ଜୟ
ସତକଥା କହିଲେ ଆପଣ ଧନ୍ୟବାଦ
Jay jagannath sir
ଜୟ ଜଗନ୍ନାଥ
Namaskar sir apna susta Rahi emiti kahuthantu Jay jaggnatha
ଜୟ ଜଗନ୍ନାଥ ❤ ସାର୍ ନମସ୍କାର। ବହୁତ ଦିନ ପରେ ଆପଣଙ୍କ ଦର୍ଶନ ପାଇ ଧନ୍ୟ ହେଲୁ। ଜଗନ୍ନାଥ ସବୁବେଳେ ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ। ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ।🌹🙏🙏🙏
Thank you sir for the super learning things
Jay jagannath
Namaskar sir 🙏 100% correct
Jay Jagannath
Bahuta dina pare sir.jay jagannath
Jay SitaRam❤Best vdo sir
Jay shree jagannatha 🙏🙏🙏mora biswosta pujya m.r dr jena nku pranam 365 samasta sir nku hrudayaru pranam jaya shree jagannath pahimam🙏🙏🙏
ଜୟଶ୍ର୍ରୀଜଗନ୍ନାଥା
suniki shanti lagila.
ଜୟ ଜଗନ୍ନାଥ ହରିବୋଲ 🙏
Bhaut Sundar sir
JAY Shree jagannath 🙏🙏🌑❗🌑🙏🙏
Jay jagannath ❤
Jay Jagannath Jay anata Jay ho 🙏🙏🚩
ଆଜି ନ ହେଲେ କାଲି ମରଣ ସତ୍ଯ ଏବଂ ସମାଧାନ ର ଏକ ଉପାୟ।
ସାଇ ବାବା କିମ୍ବା ଜୟ ଗୁରୁ ଭଗବାନ ଙ୍କ ନାମ ନୁହେଁ। ସମ୍ଭବତଃ ଆପଣ ଏହି ସଂସ୍ଥା ମାନଙ୍କ ମଧ୍ୟରୁ ଗୋଟିକର ଅନୁଯାୟୀ( Follower) ଅଟନ୍ତି। ତେଣୁ ଠାକୁର ଙ୍କ ନାମ ସହ ସେହି ମିଛ ଗୁରୁ ବା ମିଛ ଠାକୁର ନାମ କହି ଲୋକଙ୍କୁ ବିଭ୍ରାନ୍ତ କରିଛନ୍ତି। ଜୟ ଜଗନ୍ନାଥ। ନମସ୍କାର ବନ୍ଧୁ। ରାଗିବେ ନାହିଁ।
ଆରେ ପୁଅ ରାଗିବା କଥା ନୁହଁ କି ଖରାପ ଭାବିବାକଥାନୁହଁ ସତକଥା ଯିଏ ଭୋଗିଛି ସିଏ ନିଜେ ପ୍ରକୃତରେ ଜାଣିଛି ଓ ନିଜେଅଙ୍ଗେ ଲିଭାଇଛି ଜୟଗୁରୁର ମହାତ୍ମ୍ୟ କଣ ସେ କଥା ମୁ ନିଜେ ଜାଣିଛି ଓ ମୁ ନିଜେ ଜୟଗୁରୁ ଜୟଗୁରୁ ନାମ ନେଇ କଣ ପାଇଛି ନିଜେ ଜାଣିଛି ଦୟୀକରି କୋଣସି ସମ୍ପ୍ରଦାୟର କିଏ ହୋଇଥିବେ ନିଶ୍ଚିତ ଲେଖନ୍ତୁନି ଦୟାକରି ମୋର ନିବେଦନ
Kahariku kharap kahi kahuchha
Tume jau Thakur nku bhala pauchha tanka nama re jadi kehi kharap kari kichhi kuhe tumaku kasta haba ki na kuha
Mu Sree Sree Thakur Anukul Chandra nku sadGuru bhabare baran karichhi
tanka namare kehi kichhi kahile mote bahut kasta hue
mu jemiti sabubele chahen mora Ista aaradhya ku kehi kichhi kharap na kuha tu
sethipain anya mananka re Dharma bisayare kichhi kharap kahenahi
Iswar ak nama aneka
Jayguru Mane Guru nkara jay gaan Kara jauchhi
JebhaliJay Jagannath Jay Srikrushna Jay Sreeram Jay Mahakaal ..............🙏🙏🙏🙏🙏
You are my favourite ❣️
Sir Jayjagannath
Jay Jagannath 🙏🙏
Namaskar sir
Jay jagannath Jay jagannath Jay jagannath
Jay Sree Ram......❤❤❤❤ 🙏🙏🙏🙏🙏🙏
Sir apana kete bhala kete mahan
God bless you 🙏🙏🙏🙏🙏
ଆପଣ ସୁସ୍ଥ ଆଉ ସବଳ ରୁହନ୍ତୁ
ଆମକୁ ହିତ ଉପଦେଶ ଦିଅନ୍ତୁ
Really true fact sir
ଉଚିତ୍ କହିଲେ, ହେଲେ ଆଜି କାଲି ମାନସିକ ସମସ୍ୟାର ସମାଧାନ ପାଇଁ ମଧ୍ଯ ଔଷଧ ଉପଲବ୍ଧ ହେଲାଣି, କିନ୍ତୁ କୌଣସି ପାର୍ଶ୍ଵପ୍ରତିକ୍ରିୟା ହେବନି ବୋଲି କୌଣସି guarantee ନାହିଁ ।
100% correct
ଠିକ୍ କଥା କହିଲେ, ସାର୍
ଏକ ଦମ୍ ଠିକ୍ କହିଲେ ସାର୍
🙏🙏🙏 sir
❤❤❤❤❤
Sir this is the naked truth.
ଖାଲି ସମୟ ରେ ଓଁ ନମଃ ଶିବାୟ ଜପ କରି ହେବ କି,ଦୟ କରି କୁହନ୍ତୁ
କରି ପାରିବେ 🙏
Jay.
Problem by karma & problem by powerful man,what is solutions for man made problem.
🙏🙏🙏🙏🙏
ନାମ କେବଳ ଶ୍ରେଷ୍ଠ ।
Mahaprabhu hi saha varasha
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Namaskar sir
Jai jagannath
Jay Jagannath 🙏🙏🙏