କର୍ମ | Bhitiri Katha 106 | Narayan Mishra | Odisha 365

Поделиться
HTML-код
  • Опубликовано: 18 сен 2024
  • କର୍ମର ପ୍ରକାର ଭେଦ
    କେଉଁ କାମ କରିବା ଆଉ କେଉଁ କାମ କରିବା ନାହିଁ ?
    ସତ୍ ମାର୍ଗରେ ଯିବାକୁ ଚାହୁଁଥିଲେ କଣ କର୍ମ କରିବେ |
    କଣ ସବୁ କାମ କଲେ ନାମ କେଉଁ ଫଳ ମିଳେ ?
    ଭଲ କର୍ମ କରି ମଧ୍ୟ ଭୋଗିବାକୁ ପଡ଼ୁଛି କାହିଁକି ?
    କେଉଁ କର୍ମର ଫଳ ବଦଳାଇ ହେବନି ?
    କଣ କର୍ମ କଲେ ସିଦ୍ଧିଲାଭ ହେବ ?
    ପ୍ରଭୁଙ୍କ ନିମନ୍ତେ କର୍ମ କଲେ ସୁଫଳ ମିଳେ କି?
    -----------------
    How to Do Good Karma ?
    Obstacles in Karma ?
    ----------------
    ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ,
    ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ?
    ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ |
    ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ
    ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର
    ସରଳ ଉପାୟ ପାଇ ପାରିବେ |
    ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ
    ଜୟ ଜଗନ୍ନାଥ
    ----------
    Narayan Mishra
    Bhitiri Katha
    Odisha 365
    ----------
    Karma
    #Karma #bhitirikatha #narayanmishra #odisha365 #namasankirtanam #jayjagannath #jayjagannathstatus #jayjagannathawhatsappvideo

Комментарии • 36