ରୋଜଗାର ବଢ଼ିଲେ କଣ ହୁଏ ? What happen when income grows ? Bhitiri Katha 58 | Narayan Mishra

Поделиться
HTML-код
  • Опубликовано: 17 дек 2024

Комментарии • 208

  • @jayshreebrahma6097
    @jayshreebrahma6097 2 года назад +13

    ସଂସାରିକ ଜୀବନ ରେ ଆପଣଙ୍କ ର ଭଲ ଅନୁଭବ ସାରେ. ସେଥିପାଇଁ ଆପଣଙ୍କୁ ଧନ୍ୟବାଦ 🙏👍

  • @surjitkumar8949
    @surjitkumar8949 2 года назад +13

    ସାର ସବୁ ବେଳେ ଆପଣଙ୍କ କଥା ହୃଦୟ ସ୍ପର୍ଶୀ!!

  • @skp-creativity
    @skp-creativity 2 года назад +9

    ଶତ ନମନ୍ ମହୋଦୟ । ଆପଣ ଙ୍କ କହିବାର ଶୈଳୀ ତଥା ଉପସ୍ଥାପନ , କଥା ବସ୍ତୁ ର ବାସ୍ତବତା ସତରେ ହୃଦୟ ସ୍ପର୍ଶୀ ....

  • @achyutanandasethy2461
    @achyutanandasethy2461 Год назад +1

    ଆଜ୍ଞା ନମସ୍କାର ,,,ଆପଣଙ୍କ ଯେଉଁ ସବୁ ଶିକ୍ଷଣୀୟ ବିଷୟ ଗୁଡ଼ିକ କାହାଣୀ ,, କଥାନି,,ଗପ,, ଉପଦେଶ ମୂଳକ ଦିସା ଦେଉଛନ୍ତି ତାହା ମୋ ହୃଦୟ ସ୍ଥଦ ହୋଇଗଲା ,,,ହୃଦୟରୁ ଜୁହାର ଆଜ୍ଞା ,,,

  • @sarbeswarmohapatra3708
    @sarbeswarmohapatra3708 2 года назад +3

    ଅଧିକ ରୋଜଗାର ସୁନ୍ଦର ପ୍ରୟାସ 🙏 ହେଲେ ଗଲାବେଳେ କେବଳ ଛ ହାତ ସ୍ଥାନରେ ଛ ଖଣ୍ଡ ବାଇଶ ରେ ଶେଷ ବିଦାୟ 👏 ଏଣୁ ଅଧିକ ପ ଇସା ମୂଲ୍ୟ ହୀନ ଏକାନ୍ତରେ ସତ୍ୟ 🌹 ବନ୍ଧୁ ସୁନ୍ଦର ଭାବରେ ପ୍ରୟାସ କରିଛନ୍ତି ହେଲେ ଆମର ଏକଥା କାନରେ ପଶିବନାହି କାରଣ ସମୟ ପରିବର୍ତ୍ତନ ହୋଇଛି 👍👍

  • @chittaranjanpradhan2673
    @chittaranjanpradhan2673 2 года назад +13

    Sir 🙏, ଅତି ସୁନ୍ଦର ଶିକ୍ଷଣୀୟ ବାର୍ତ୍ତା ।

  • @judhisthiranaik2503
    @judhisthiranaik2503 Год назад +1

    ସାର ନମସ୍କାର, ବହୁତ ସୁନ୍ଦର ଭାବରେ ବୁଝାଇ ଥିବାରୁ ବହୁତ ବହୁତ ଧନ୍ୟବାଦ l

  • @thirdeye9492
    @thirdeye9492 2 года назад +31

    ଧନ୍ୟବାଦ ମହାଶୟ.. ଏପରି ଏକ ସୁନ୍ଦର ଆଲେଖ୍ୟ ପାଇଁ .. ଭାବ ଅଭାବ ଏକ ମାନସିକ ସ୍ଥିତି.. ବ୍ୟକ୍ତି ରୁ ବ୍ୟକ୍ତି ଏହା ଭିର୍ଣ୍ଣ.... ସୁଖୀ ଜୀବନର ଏଇ ଗୁଢ ସତ୍ୟ ପାଇଁ ଆଉଥରେ ଧନ୍ୟବାଦ 🙏🙏❤

  • @narendraprasadbehera7353
    @narendraprasadbehera7353 Год назад +1

    ଆପଣଙ୍କ ଆଲୋଚନା ବେଶ୍ ମହତ୍ତ୍ବପୂର୍ଣ୍ଣ। ଯଦି 1% ଲୋକ ଆପଣଙ୍କ କଥାକୁ ଗ୍ରହଣ କରନ୍ତି,ତେବେ ସମାଜ ବଦଳି ଯିବ। ଧନ୍ୟବାଦ। ନମସ୍କାର ଆଜ୍ଞୂ।

  • @sabitapanigrahi4406
    @sabitapanigrahi4406 2 года назад +7

    ଜୟ ଜଗନ୍ନାଥ 🙏🙏🙏🙏ଆପଣ ଯାହା କହିଲେ ତାହା ହେଉଛି ବର୍ତ୍ତମାନ ସମାଜର ଦର୍ପଣ l

  • @binapanimallik4628
    @binapanimallik4628 2 года назад +10

    ବହୁତ ଭଲ କଥା କହିଲେ ଆପଣ

  • @sailendrapujahari1105
    @sailendrapujahari1105 2 года назад +1

    🙏🏻ଆପଣଙ୍କର କଥା ସୁନ୍ଦର ଓ ହୃଦୟ ସ୍ପର୍ଶ କର ଓ ସୁନ୍ଦର। ଧନ୍ୟବାଦ।

  • @jagadevdas5297
    @jagadevdas5297 2 года назад +6

    ନିଚ୍ଛକ ସତ କଥା ।
    ଆଶା ଆମେ ଏଥିରୁ କିଛି ଶିଖିବା।

  • @dibakarmishra1706
    @dibakarmishra1706 2 года назад +2

    ଧନ୍ୟବାଦ ସାର୍ । ବହୁତ ସୁନ୍ଦର ଲାଗିଲା। ପ୍ରଣାମ ।

  • @mantumeher1174
    @mantumeher1174 Год назад

    କି ସୁନ୍ଦର କଥା

  • @AshokKumar-mr2yy
    @AshokKumar-mr2yy Год назад

    ବହୁତ୍ ସୁନ୍ଦର୍ ବାର୍ତ୍ତା ସାର୍ 🙏🙏

  • @bibhishanmajhi7662
    @bibhishanmajhi7662 Год назад

    ମହାଶୟ, ଆପଣଙ୍କ କଥା ମୋ ମନକୁ ଆସିଲା ଆଉ ଏ କଥା ମୋତେ କିଛି ମାତ୍ରାରେ ଜଣା ଥିଲା, ମୋର ଗୋଟିଏ ଛୋଟ ଘଟଣା ଟିକୁ ଏଠି ପ୍ରକାଶ କରୁଛି, ଜଣେ ମୋଠାରୁ ଗୋଟେ ମୋବାଇଲ ଟିଏ ଠକି ନେଇ ଗଲା, ଆଉ ସେ ଭାବୁଛି ସେ ବହୁତ ଚାଲାକ ମୋ ଠୁ ମୋବାଇଲ ଠକି ନେଇ ଗଲା, କିନ୍ତୁ ସେଥିରେ ତାର କଣ କ୍ଷତି ହେଉଛି ତାକୁ ଜଣା ନାହିଁ, କିନ୍ତୁ ମୋତେ ଭଲ ଭାବରେ ଜଣା, ସେ ଗରିବ ପରିବାରର, ମାସକୁ 1000 ଟଙ୍କା ବି ତାର ରୋଜଗାର ଥାଇ ନ ପାରେ, ଯଦିବି ବାଇଚାନ୍ସ 1000 ଟଙ୍କା ରୋଜଗାର କରୁଥିଲା ( ମୋବାଇଲ ନେବା ପୂର୍ବରୁ ) ତାର ସାର୍ଟ ପେଣ୍ଟ, ସାବୁନ ତେଲ ମେଣ୍ଟେନ କରୁଥିଲା, ଭଲ ପୋଷାକ ଟିଏ ପିନ୍ଧି ପାରୁ ଥିଲା, ଏବେ, ତାର ଅବସ୍ଥା ଢିଲା, ମୋବାଇଲ ରେ ସମୟ ନଷ୍ଟ କଲା, ମୋବାଇଲ ରିଚାର୍ଜ କଲା, ଏତିକିରେ ତା ରୋଜଗାର ର ଟଙ୍କା ସରି ଗଲା, ସାର୍ଟ ପେଣ୍ଟ, ଜୋତା ଚପଲ କୋଉଠୁ ଆସିବ ଛେଛିରି ପେଣ୍ଟ ସାର୍ଟ, ଛିଣ୍ଡା ଚପଲ ପିନ୍ଧିବାକୁ ପଡୁଛି,

  • @BijaydasDasbijay
    @BijaydasDasbijay 3 месяца назад

    ଆରେ ନାରଣ ତୁ କେମିତି ରୋଜଗାର
    କରିବୁ ଆଗ କହ, ସେ କାହାଣୀ ଶୁଣାନା l କାହାଣୀ ରେ ରୋଜଗାର
    ହୁଏନି l ରୋଜଗାର କରିବାକୁ ହେଲେ
    ତମକୁ କାମ କରିବାକୁ ହେବ, ଚାକିରୀ
    କରିବାକୁ ହେବ, କିମ୍ବା ବ୍ୟବସାୟ
    କରିବାକୁ ହେବ, ଆଉ ମୁଁ କହୁଛି ଚାରିଟି ବ୍ୟବସାୟ ଯଦି କରିବୁ
    ତାହାହେଲେ ତୁ ରାତାରାତି ଧନୀ
    ହେଇଯିବୁ l
    1. ଦୁଧ ବ୍ୟବସାୟ l
    2. ମଦ ବ୍ୟବସାୟ l
    3. ଶୁଦ ବ୍ୟବସାୟ l
    4. ବେଧ ବ୍ୟବସାୟ l
    ଏହି ଚାରିଟି ବ୍ୟବସାୟ କଲେ
    ଦୁନିଆରେ ଯେ କୌଣସି ବ୍ୟକ୍ତି
    ରାତାରାତି ଧନୀ ହବାର ନଜିର ଅଛି l
    କିନ୍ତୁ ରୋଜଗାର କରିଥିବା ଧନର ଗୋଟେ ଶୁଦ୍ଧି ଅଛି, ଆଉ ସେ ଶୁଦ୍ଧି
    ହେଲା ଦାନ, ମାନବ ସେବା l

  • @arabindasahoo9409
    @arabindasahoo9409 2 года назад +7

    ଅତି ସୁନ୍ଦର ସାର୍.... ପ୍ରଣାମ ସାର୍

  • @hariharamahanta375
    @hariharamahanta375 2 года назад +2

    ସାର୍ ଆପଣ ଙ୍କୁ ମୋର ନମସ୍କାର ସାର୍ ଆପଣଙ୍କ ଭଳି ଲୋକ ଯଦି ଗୋଟିଏ ଗାଁ ରେ ଗୋଟିଏ ଥିବେ ସେଇ ଗାଁ ର ଲୋକମାନେ କିଛି ପରିମାଣରେ ବଦଳିବେ ଜୟ ଜଗନ୍ନାଥ

  • @khusilearning784
    @khusilearning784 7 месяцев назад

    Sir apanku koti koti pranam 🙏🏻🙏🏻. Karana amiti sata au bastaba katha kahi loka mananku sachetana kareibaku chesta karuthibaru. Au apankara jibana o samaja prati avigyata bahut sundar. Vagaban apanku sabubele niroga au khusire rakhithantu 💐

  • @lopamudramohanty9465
    @lopamudramohanty9465 Год назад

    Bahut bahut dhanyawad Sir 🙏🏻🌹 apana ka ei sunder katha ku samaste sunantu o nijaku bela thau thau sudhari niantu.🙏🏻🌹 Jay Shree Jagannath 🙏🏻😊

  • @pintumahapatra4756
    @pintumahapatra4756 2 года назад +1

    Sata sata naman

  • @rukmaniparida9606
    @rukmaniparida9606 2 года назад +4

    🙏🙏Jay jagganath sir 🙏🙏Bout sundar kathha🙏🙏

  • @subhabratamishra4465
    @subhabratamishra4465 2 года назад +2

    Byasta Jeebana Re E Sabu Neeti Banee Tharu Loke Durei Jauchhanti . Tebe Aapananka E Prayash Semananku Shikshya Deba. Aapananka Katha Bahut Sundar Lagila . Anek Anek Dhanyabad. 🙏🙏🙏🙏🙏

  • @rrr-pr7yr
    @rrr-pr7yr 2 года назад +4

    Bahut sundar katha🙏🙏🙏

  • @magirammaharana2030
    @magirammaharana2030 Год назад

    ଆଜି କାଲି ସବୁ ଚାଲି ଅଛି । ପୂର୍ବ ରେ ଏହି ସବୁ ନଥି ଲା। ଯେତ ସୁବିଧା ସେତେ ଅସୁ ବିଧା ।

  • @dilipbehera5882
    @dilipbehera5882 2 года назад +2

    ଏଥିରୁ ଆମେ ବହୁତ ଶିଖିଲୁ

  • @babitamishra7004
    @babitamishra7004 Год назад

    Very nice sir

  • @patitakumarchoudhury9855
    @patitakumarchoudhury9855 2 года назад

    ମସ୍ତ ଉପଦେଶ 👍👍👍🙏🙏ଶିକ୍ଷଣୀୟ ❤❤🙏🙏

  • @birakishoresahoo3080
    @birakishoresahoo3080 2 года назад +1

    Sir Namskar.Thank u for a story constructing homage life.

  • @archanadash6777
    @archanadash6777 2 года назад

    Bahut sundar mausa.... 🙏Katha ti mo mono ku paila,mo ro age 26 ,mo bapa gote barso hela expact korichanti....apanko katha ru lagila jemiti mo bapa mo saho katha hau chanti.... ❤️🙏

  • @kshirodchandrananda8134
    @kshirodchandrananda8134 Год назад +1

    ଅତି ସୁନ୍ଦର 👍👍👍

  • @bnmangaraj5301
    @bnmangaraj5301 2 года назад

    ନମସ୍ତେ, ସୁନ୍ଦର କଥା, ବାସ୍ତ୍ର ବିକ

  • @subashchandrarath8358
    @subashchandrarath8358 2 года назад

    ଧନ ବଢିଲେ ଇନଭେଷ୍ଟ ମେଣ୍ଟ ହୁଏ

  • @rabinarayanpanda1779
    @rabinarayanpanda1779 7 месяцев назад

    Dhanyabad.angya.bahut.sunder.alekhya.prakas.karrichhanti.aajira.samaj.paien

  • @ghanabiharimaharana1562
    @ghanabiharimaharana1562 2 года назад

    ସାର୍ ,
    ନମସ୍କାର ।
    ଆପଣଙ୍କ ସମସ୍ତ ଲେଖା ପ୍ରାୟ ପଢେ ।
    ମନୋଜ ଦାସ ଙ୍କ କାହାଣୀ , ସାମାନ୍ୟ ଭିନ୍ନ ମୋଡ ଦିଆ ଯାଇଛି । ତେବେ ଉପସ୍ଥାପନା ଶୈଳୀ ସୁନ୍ଦର ।
    କେହି ଜଣେ ବନ୍ଧୁ ଅମ୍ବାନୀ ,ଟାଟା ଙ୍କ ପ୍ରସଙ୍ଗ ଉଠାଇଛନ୍ତି..ତେବେ ଏତିକି କୁହାଯାଇ ପାରେ ଯେ ଏହି ଧନପତି ମାନେ ବିତ୍ତ ଅର୍ଜନ କରୁଛନ୍ତି ସତ ମାତ୍ର ଏହି ଧନ-ସ୍ରୋତ ରେ ବହୁ ସାଧାରଣ ଲୋକଙ୍କୁ ଅବଗାହନ ର ସୁଯୋଗ ଦେଉଛନ୍ତି ନିଶ୍ଚୟଁ ।
    କଥନିକା ଟି ପାଇଁ ସାଧୁବାଦ ଗ୍ରହଣ କରିବେ ସାର୍ ।
    🙏

  • @tapankumarmohanty2355
    @tapankumarmohanty2355 2 года назад +1

    Satare sir bahut sundar upajugi kahani tie kahithibaru, mo hrudaya ru asesa asesa dhanyavaad gyampan karuachhi. 🙏🙏🙏jay jagannath🙏🙏🙏

  • @amitaroul6252
    @amitaroul6252 Год назад

    Great post

  • @lidoratha9920
    @lidoratha9920 Год назад

    Bahut sundar.

  • @sashibhusannaik8218
    @sashibhusannaik8218 2 года назад

    Sir bahutu bhala laguchhi,aagaku aahuri amiti video banantu a samaaja ku paribartana karantu

  • @GaneswarRout-f9e
    @GaneswarRout-f9e 7 месяцев назад

    Presentation of sjt.Narayan Mishra,Bhitiri Katha on the
    Topic "what happen when income grows". is very valuable teaching to the society.People should realise the bad effect of black money earning. So honesty is to be maintained for peaceful and healthy living.Otherwise life will go to hell with all who will be accompanied to it.
    Please Sir continue such type of presentation to bring reformation in the Society.
    Ganeswar Rout.

  • @pranatidash9387
    @pranatidash9387 2 года назад +1

    Ati Sundar. Pranam sir

  • @adumallick2027
    @adumallick2027 7 месяцев назад

    ଠିକ୍ କହିଛନ୍ତି ଧନ୍ଯବାଦ

  • @sanjeebpradhan5440
    @sanjeebpradhan5440 2 года назад +4

    Sir...💯👍👍👍👍👍

  • @rbikashkumar5509
    @rbikashkumar5509 2 года назад +2

    Bahut badhia upakshyan thila aapanankara ..bahut dhanyabaad..
    Jay jagannath 🙏❤❤

  • @rameshchandraprusty4790
    @rameshchandraprusty4790 2 года назад +2

    God. Bless. You

  • @rajkishor6349
    @rajkishor6349 2 года назад +2

    Pranam Guru ji

  • @NilamaniMallik-kz6gg
    @NilamaniMallik-kz6gg 7 месяцев назад

    Sir a prakar Gyan kebe suni nathili thankyou sir

  • @kunirana4682
    @kunirana4682 2 года назад

    Thanks sir bahut sundar bhabare bhujau thanti buji parile hela samstanku su bichara aasu Jay 🌼jagannth🙏🙏🙏

  • @midnit8810
    @midnit8810 2 года назад

    ଏଗୁଡ଼ା ସମସ୍ତେ ଜାଣିଛନ୍ତି କାହିଁକି ସମୟ ନଷ୍ଟ କରୁଛ

  • @lingarajmajhi9410
    @lingarajmajhi9410 Год назад

    Thank you so much sir ✌️

  • @Lee-df5ox
    @Lee-df5ox Год назад

    Perfect kahile sir

  • @beerunial7833
    @beerunial7833 Год назад

    Jay jagannath sir

  • @maheswarmaharana5013
    @maheswarmaharana5013 2 года назад

    Bahuto volo dhanyabad sir

  • @pusparout333
    @pusparout333 2 года назад

    Sir🙏 bhahut bhala prasang

  • @kedarmahapatra2135
    @kedarmahapatra2135 7 месяцев назад

    Best message for all

  • @jyotsnabaral9593
    @jyotsnabaral9593 2 года назад +2

    Great job

  • @badrinarayanjena7615
    @badrinarayanjena7615 2 года назад +1

    ଗପ ଟି ମନୋଜ ଦାସଙ୍କ ଲେଖା ରୁ ଆଣିଛନ୍ତି

  • @jhunuray8045
    @jhunuray8045 2 года назад

    ବହୁତ ସୁନ୍ଦର କଥା,,,🙏🙏

  • @pramodpradhan9733
    @pramodpradhan9733 2 года назад

    ନମସ୍କାର ସାର୍ ସମାଜ ପାଇଁ ସୁନ୍ଦର ବାର୍ତ୍ତା ଦେଇଛନ୍ତି

  • @keshabachandramahapatra7575
    @keshabachandramahapatra7575 2 года назад

    ସୁନ୍ଦର କଥା ଧନ୍ୟବାଦ

  • @sampadswain4903
    @sampadswain4903 2 года назад +2

    Really heart torching 💚💚💚💚❤❤❤❤🙏🙏🙏🙏🙏

  • @bhaskarakisan5764
    @bhaskarakisan5764 2 года назад +1

    Thanks information

  • @litulitulitu
    @litulitulitu 2 года назад +2

    Thank you sir after long time

  • @niranjansahusahu9500
    @niranjansahusahu9500 Год назад

    Sir bahuta badhiya katha thanks

  • @DevotionalBanglaSangeet
    @DevotionalBanglaSangeet 2 года назад +4

    Thank you sir 🙏 Joy jagannath

  • @biswanathjani375
    @biswanathjani375 Год назад

    Sir, Namskar.aapanankar bhitir kathaa bahi mo Pakhare achhi, bahut badhiaa lekhaa. Mora saouvaagya je video re aapananku Dekhili.

  • @mukundamurariguru6171
    @mukundamurariguru6171 2 года назад

    ସମାଜର ବାସ୍ତବ ଚିତ୍ର

  • @prasannanath8525
    @prasannanath8525 2 года назад

    Very good day to day topics
    Jai jagannath

  • @suryamanisahu9604
    @suryamanisahu9604 2 года назад

    Very Best sir.

  • @srimantsahu3458
    @srimantsahu3458 2 года назад

    Bahut sundar kathaa ti

  • @agneyasahoo8697
    @agneyasahoo8697 2 года назад

    Bahuta Bada & bhala katha gote kahile apana 🙏🙏🙏🙏🙏

  • @mahendrakumarsahu4395
    @mahendrakumarsahu4395 2 года назад +2

    Great thought sir 🙏🙏🙏🙏🙏

  • @anjanadeo7899
    @anjanadeo7899 Год назад

    Asesh dhonyobad sir 🙏

  • @damburraopatipiti2657
    @damburraopatipiti2657 2 года назад

    మహాశయులు, వందనములు."
    ధనం పెరిగితే యేం అవుతుంది అన్న విషయం చాలా చక్కగా వివరించారండి.ధనం పెరిగిన కొద్దీ మానవీయ విలువలు క్షీణించి పోతున్నాయి, మనము దిగజారిపోతున్నామని విశ్లేషణ నూటికి నూరు పాళ్ళు నిజం. పొరుగింటోడు అవినీతి ఉపాయాల్తో డబ్బు గడించి మేడలు- మిద్దెలు కడుతుంటే చూసి ఓర్చుకోలేక ఉండలేం.అతడికంటే మించి గొప్పోడు అవ్వాలని పోటి పడక ఊరుకుంటు వుండటం కష్టం కదా ? ఆశయాలు, ఆకాంక్షాలు పెరిపోయాయి విపరీతంగా ఈనాడు.కాబట్టి డబ్బుకు లోకం దాసోహం.

  • @wakeupphysicist2105
    @wakeupphysicist2105 2 года назад +2

    Sir pranam, aapanaka kathhare samaj ra prati Kona Ku dekhi hauchhi. Satare aapana pari loka birala

  • @bharatasahoo699
    @bharatasahoo699 2 года назад

    Good treatment for all person.

  • @chinmayeemohapatra4167
    @chinmayeemohapatra4167 2 года назад +1

    Thik Katha kahile sir🙏🙏🙏

  • @ramchandrahota2430
    @ramchandrahota2430 2 года назад +4

    Namaste Guruji for Ur precious exhortations to ameliorate the indisplined westernising society of India .

    • @kumarpapun2588
      @kumarpapun2588 Год назад

      ବହୁତ୍ ବଢିଆ ଲାଗିଲା ନମସ୍କାର sir

  • @ramramprebhuje...8077
    @ramramprebhuje...8077 2 года назад +1

    🚩 🙏ᴊᴀʏ ᴊᴀɢᴀɴɴᴀᴛʜ ᴘʀᴇʙʜᴜ ᴊᴇ..🙏🚩

  • @durbasaharijan4647
    @durbasaharijan4647 2 года назад

    Thhik kathha sir

  • @shakuntalabehera4848
    @shakuntalabehera4848 2 года назад

    Thankyou sir

  • @tapaskumartahal9757
    @tapaskumartahal9757 2 года назад

    wow, pura thik sir

  • @rabigouda5380
    @rabigouda5380 2 года назад +1

    Om Shri Guru 🙏

  • @shibaprasadnath827
    @shibaprasadnath827 2 года назад +6

    Absolutely right message to the soceity

    • @sabitadas5726
      @sabitadas5726 2 года назад

      Absolutely right message to the soceity.

  • @pradipkumarkandi6631
    @pradipkumarkandi6631 Год назад

    Thenk you Mishra sir

  • @ajitkumardas7561
    @ajitkumardas7561 2 года назад

    Hard truth. Life living changed. Harekrishna haribol.

  • @Bipunka
    @Bipunka 2 года назад

    ଏବେ ରିଟାର୍ୟମେଣ୍ଟ୍ ନିଅନ୍ତୁ

  • @manasisatpathy
    @manasisatpathy 2 года назад

    Wow nice 🎁🙏

  • @bjayalakshmi7746
    @bjayalakshmi7746 2 года назад

    Sir. Great. Sir. 🙏🙏🙏

  • @narayanpradhan7148
    @narayanpradhan7148 2 года назад +1

    100right sir 🙏🙏🙏🙏

  • @overpowergamer5724
    @overpowergamer5724 7 месяцев назад

    Right 👍👍👍

  • @pradhanproject2221
    @pradhanproject2221 2 года назад +7

    Thank you so much Sir for your such a nice discussion.

    • @sabitadas5726
      @sabitadas5726 2 года назад

      Thank you so much Sir for your such a nice discussion. Namaskar.

  • @kanakalatamohanty6792
    @kanakalatamohanty6792 2 года назад

    Sir Namaskar, excellent topic.

  • @siddheswarsamantray4610
    @siddheswarsamantray4610 2 года назад +1

    An innovative way in this platform in a unique perspective

  • @nibeditamishra4121
    @nibeditamishra4121 2 года назад +2

    True

  • @BijoyS-i5d
    @BijoyS-i5d 7 месяцев назад

    From my college days I was thinking on this subject, wealth is a boon or curse, and all along I was thinking whether any body else thinks as I do, happy to note that there is somebody who is thinking in the same line as I do.
    Good write up, thought provoking.
    Pl.enlighten us with more such articles.

  • @laxmankumarmahanta1542
    @laxmankumarmahanta1542 2 года назад

    Very good Teaching topic.

  • @factualreporter17
    @factualreporter17 2 года назад +2

    अर्थंमनर्थम् भावय नित्यं नास्ति ततः सुखलेशः सत्यम्। पुत्रादपि धनभजाम् भीतिः सर्वत्रैषा विहिता रीतिः ॥ ଶ୍ରୀ ଶ୍ରୀ ଆଦି ଶଙ୍କରାଚାର୍ଯ୍ୟଙ୍କ ରଚିତ "ମୋହ ମୁଦ୍ଗଗର" ସ୍ତୋତ୍ର ର ଗୋଟିଏ ପଦ.....ଅର୍ଥ ସବୁ ଅନର୍ଥର କାରଣ.... ସ୍ଥାନ,କାଳ,ପାତ୍ର ସର୍ବତ୍ର ଓ ସର୍ବଦା ଏହା ଚିରନ୍ତନ ସତ୍ୟ....