Really whenever I am listening this song, I am crying, because I am missing my childhood friend and missing my village..... I am residing at Delhi.... Thanks for this song..
This song brought me tears into my eyes.... Reminded me of my childhood memories... Everything seems nostalgic... Love this song... Missing my home, my village, my country.... Love from a guy in USA longing for home..
ଧନ୍ୟବାଦ ।।ଅଶେଷ ଧନ୍ୟବାଦ,ଆପଣ ଏହି ଗୀତ ଟିକୁ ଭଲ ପାଇଥିବା ରୁ।।
ସୌମିତ୍ରୀ ପଲାଇ।।ମାନସ ପଢ଼ିଆରୀ।।
ସାର୍ ମୁଁ ଆପଣଙ୍କ ଅଡିଓ ରେ ଭିଡିଓ ବନେଇ ପରିବିକି ।ଯଦି ଆପଣଙ୍କର କିଛି ଆପତ୍ତି ନଥାଏ ।ତେବେ ମୁଁ ଆପଣଙ୍କ ଅଡିଓ ରେ ମୋ ନିଜର କିଛି ଅନୁଭୂତି ଲୋକ ଲୋଚନକୁ ଆଣିବାକୁ ଚାହୁଁଚି ।ଦୟା କରି ଆପଣଙ୍କ ମତ ଦିଅନ୍ତୁ 🙏🙏🙏🙏#PKodisha
@@PKodisha ..ok🙏
@@sa3565 ଧନ୍ୟବାଦ୍ ସାର୍ 🙏🙏🙏
Mu se video dekhibaku chnhuchi.
Mate se link ta shere kara.
@@bikashchandramangaraj5279 ebe parjayanta karini apananka permission first magithili ....
ଏ ସଙ୍ଗୀତରେ ପ୍ରତେକଟି ଶବ୍ଦ ଆମ ଓଡ଼ିଆ ମାନଙ୍କ ଜୀବନ ଓ ସଂସ୍କୃକି ସହିତ ଜଡିତ ହୋଇ ରହିଛି ହେଲେ ଏ ସବୁ ଆଜିର ଏ ଆଧୁନିକ ସମୟରେ ସତେ ଯେମିତି ଲିଭି ଲିଭି ଯାଉଛି। ଆଉ ଏ ସଂଗୀତ ଶୁଣିଲା ପରେ ସତେ ଯେମିତି ଲାଗୁଛି ଆମ ସଂକୃତି ଜୀବନ୍ତ ପାଇଗଲା । ଏ ସଙ୍ଗୀତର ପ୍ରତେକଟି ଶବ୍ଦ ହୃଦୟ ସ୍ପଶ୍ରୀ।
Sata katha ete sundar e geeta j ama odia nka pain au ame kete emotional e geeta janeidauchhi....first tharakare Ruma tankuri galaa.....
Love u bhai
thik katha
❤
Right Bhai
ଦୁନିଆର ଯେତେ ସୁନ୍ଦର୍ ଜାଗାକୁ ଗଲେ ମଧ୍ୟ ଗାଁର ମଜା କୋଉଠି ବି ମିଳେନି 😭🙏
Ri8 bro🥺🥺
Right brother🙏🙏🙏
ବିଲ୍ କୁଲ ଠିକ୍ କହିଛ
Bilkul right 👍.
Hnn
ଏ ଗୀତ ଶୁଣି ମୋ ପିଲା ଦିନର ସବୁ ସ୍ମୃତି ମନେ ପକେଇ ଦେଲା । ଆଖିରୁ କେତେବେଳେ ଲୁହ ଆସିଗଲା ଜଣା ପଡ଼ିଲାନହି 🥺
ବହୁତ୍ ବଢିଆ ଗୀତ ଟିଏ 😢❤️🩹
ଗୀତଟି ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ହୃଦୟ ବିଦାରକ। ଧନ୍ୟବାଦ୍ ଗୀତିକାର ଓ ସଂଗୀତକାର ଙ୍କୁ। ବହୁତ ଦିନ ପରେ ଗୋଟେ ଆଖିରୁ ଲୁହ ଆସିଗଲା ଭଳି ଗୀତ।
Absolutely right
Satre hrudaya bidarak jo mane nija गां
Ku bhal pauthibe se manakar aakhi nischita ओदा होइजिब ye gita sunile
😭
2024 ରେ ❤️❤️❤️❤️❤️ଶୁଣୁଛୁ
ଆଜି ସେଇ ଗାଁ ମୁହାଁ ହେଉଛନ୍ତି କିଛି ଲୋକ,
ଗାଁ ମାଟି କେବେ ପର କରେନି, ପର କରିଦେଇଛୁ ଆମେ ମାନେ,
ତା ପ୍ରେମ ଆଜି ବି ମନେ ପଡେ ମୋ ଗାଁ ମାଟି
ସତ କଥା ଭାଇ
Ri8
ବହୁତ ବଢିଆ ....
ଏ ଗୀତ ଶୁଣି ଆଖିରେ ଲୁହ ଭରିଗଲା ଭାଇ। ସତରେ ଏଇ ଗୀତ ବହୁତ ହୃଦୟସ୍ପର୍ଶୀ । ଆଉ ନାହିଁ ଗାଁ ର ସେଇ ପିଲାଦିନ,କ୍ରିକେଟ,କୂଆବାଡ଼ି, ବାଟି, ଖେଳ।ଗାଁ କୁ ଗଲେ ଯାହାକୁ ଦେଖିବା ଖାଲି ମୋବାଇଲ ଧରି ଚିପୁଥିବେ।ଆଉ ଆପଣ ଙ୍କ ଗୀତ ବହୁତ ବଢିଆ ଲାଗିଲା ।ମତେ ବହୁତ କାନ୍ଦ ଲାଗିଲା ଭାଇ।😢😢😢😭😭😭
HM Bhai Pura thik Katha kahi6a Bhai
Gan Ra se Maja AAU ebe nahi
Right yar
ruclips.net/video/ceGdVzR1Z7Q/видео.html
I love you sunge
S t u
ସତରେ ଖୁବ୍ ମର୍ମସ୍ପର୍ଶୀ ସଙ୍ଗୀତ ଟିଏ ହୃଦୟକୁ ଅଚିରେ ଛୁଇଁ ଗଲା ଅତୀତର ସ୍ମୃତି କୁ ରୋମନ୍ଥନ କରି ଆଖିରେ ଲୁହ ଭରିଦେଲା।ଆଉ ନୀରବରେ ମନ ପ୍ରଶ୍ନ କଲା ସତରେ କ'ଣ ଆଉ ସେ ସୁନାଝରା ଦିନ ଆସିବନି???? ଗୀତିକାର ଓ ଗାୟକ ମହାଶୟଙ୍କୁ ଅୟୂତ କୋଟି ଧନ୍ୟବାଦ ଏବଂ ପ୍ରଣାମ ଜଣାଉଛି ।🙏🙏🙏🙏
ଗାଁର ମରି ଥିବା ବୁଢ଼ା ଲୋକ ଙ୍କ କଥା ମନେ ପଡ଼ୁଚି
ଏ ଗୀତ ଶୁଣିଲା ପରେ
ଗୀତ ଟା ଶୁଣିଲା ପରେ ଗାଁ ର କଥା ମନେ ପଡୁଛି, କେମିତି ଗାଁ କୁ ଜଲଦୀ ଯିବି,ବହୁତ୍ ସୁନ୍ଦର ଗୀତ🙏
Satare gaan opare tiari hoi thiba sabu gita madhyaru eha eka best gita. Sunila bele gaan katha bahut mane paduchhi
Mu b jibi ghoroku 1yr heigola jaini
ଗାଁ ହଉଚି ଗାଁ, ବହୁତ ସୁନ୍ଦର ଗୀତ 🙏🙏🙏
😍😍😍😍❤️❤️❤️
Baharaku asila pare gaan katha vari mane pade
ବହୁତ ସୁନ୍ଦର ଭାବରେ ସଂଗୀତ ଉପସ୍ଥାପନା କରା ଯାଇଛି ହୃଦୟ କୁ ଛୁଇଁଯାଉଛି
ସତରେ ଆଖିରେ ଲୁହ ଆସିଗଲା....😭😭😭
ମୁଁ ନିଶ୍ଚୟ ଏ ଗୀତ ଗାଇବି...♥️♥️♥️
Satare sir aae song sunila pare akhi ru luha aasigala ❤️❤️❤️❤️❤️❤️🙏
ଆଜି ବହୁତ ମନେ ପଡୁଛି ତୋ କଥା ଆଉ ବୋଉ କଥା 😭😭😭😭😭😭 ହେ ଠାକୁର ମତେ ପୁଣି ଛୋଟ ପିଲା କରି ଦିୟ 🙏🙏🙏🙏🙏
Really miss you maa & my village
😭😭
ସତରେ ବହୁତି ସୁନ୍ଦର ଆଉ ଗୀତ ଟିଏ ଶୁଣିବାକୁ ଆନନ୍ଦ ରେ ମନ ଭରି ଯାଉଛି, life ରେ ଏ ଗୀତ ଶୁଣି ନ ଥିଲି, 🙏🙏🙏🙏
ଅଶେଷ ଅଶେଷ ଧନ୍ୟବାଦ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଗୀତ ଟିଏ ପାଇଁ❤️❤️❤️❤️
ଗୀତର ଲେଖା ଅତି ସୁନ୍ଦର ଏବଂ ଭାଷା ଅର୍ଥ ସବୁଠୁ ବେଷ୍ଟ👍 ବହୁତ୍ ଭଲ ଲାଗିଲା ଗୀତ ।ଚମାତ୍କର👍
Jete sunilebi aau suni baku ichha hauchi bahut sundar....
👌👌wow ki sundar gita mana Santi heigala suniki..
ଅତି ହୃଦୟସ୍ପର୍ଶୀ ସଙ୍ଗୀତ।
ଆମ ସଂସ୍କୃତି ଆଉ ପରମ୍ପରାକୁ ନେଇ ଏଇ ଗୀତଟି ଠିକ ରୂପ ରେ ଉପସ୍ଥାପନା କରା ଯାଇଛି।
କିନ୍ତୁ କିଛି ଲୋକ ଉନ୍ନତି କୁ ଦେଖି ସଂସ୍କୃତି କୁ ପଛରେ ପକାଇ ଦେଇଛନ୍ତି। ଏହା ଆମ ପାଇଁ ଏକ ବଡ କ୍ଷତି ।
ruclips.net/video/ceGdVzR1Z7Q/видео.html
Eha pai nije odiya loko dayi
Right
@@sahooid859 karono Bhogo bilasitare loko ondho hei.jayichhonti
@@missontoride3152 ha bhai
Bahut Sundar. E Gita suni mo gaan au piladina Bahut mane paduchi. Aji ka juga re Sabu gaan ra eei abastha. Satare se dina Sabu au kebe b pheribani.
ସତରେ ଭାଇ ଏ ଗୀତ ଶୁଣି ଆଖିରେ ଲୁହ ଆସିଗଲା ପ୍ରକୃତରେ ମୋ ଗାଁ ଆଜି ସହର ସହର ବସୁଛି ଗାଁ ର ସ୍ମୃତି ଆଜି ବି ମନେ ପଢୁଛି
Vai satare mote a gita sunile bahut kanda lage.....
Cover video pathei dia
ପିଲାବେଳର ଅଲିଭା ସ୍ମୃତି ମନେପଡୁଛି ଏହି ହୃୟସ୍ପର୍ଶୀ ସଙ୍ଗୀତ ଶୁଣିଲେ ଥରେ । ଧନ୍ୟବାଦ ଅର୍ପଣ କରୁଛି 🙏❤️🙏
Wooww very nice brooo..... Bahut sundar.... Jete sunilebi mana bujhunii.........
ବହୁତ ସୁନ୍ଦର ଗୀତ ,ବହୁତ ଦିନ ପରେ ଶୁଣିବାକୁ ମିଳିଲା ହୃଦୟସ୍ପର୍ଶୀ ଗୀତଟି ବହୁତ ଧନ୍ୟବାଦ |
ବହୁତ ସୁନ୍ଦର ଲେଖା, ବହୁତ ସୁନ୍ଦର ଭାବରେ ଏଇ ଗୀତ ଗାଇଛନ୍ତି sir, ସତରେ ହୃଦୟସ୍ପର୍ଶୀ ଗୀତ 🙏🙏🙏🙏
Yes
Ete sundar gita au tar music satare manaku chuin jauchhhi bshut sundar gita...
ବାଃ। ଚମତ୍କାର
ଅତି ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି l ଗୀତର ପ୍ରତ୍ୟେକ ଶବ୍ଦ ସହିତ ଅତୀତର ସ୍ମୃତି ସବୁ ଛନ୍ଦି ହୋଇଛି l ଛୋଟ ବେଳର ସବୁ ସ୍ମୃତି ଉଜ୍ଜୀବିତ ହୋଇ ଉଠିଲା l ଧନ୍ୟବାଦ 🙏🙏🙏. ଆଖିରୁ ଲୁହ ଆପେ ଆପେ ଖସି ଆସିଲା 😢😢😢
ଭାଇ ଗୀତ ପୁରା ମନକୁ ଛୁଇଁ ଗଲା🙏
ସବୁ ସତ ଅଛି ଗୀତରେ 👍
ଗୋଟେ ମିଛ ଅଛି ମୁଁ ଛକ ନାଳରେ ଗଡେନି ମଦ ପିକୀ
ମୋ ନାଁ ସନା😁😁😁😁
Uncountable likes.........ବହୁତ୍ ସୁନ୍ଦର । ଆଖି ରୁ ଲୁହ ଝରେଇଲା ପରି ଗୀତ ।
Bahut sundar aau dukhabharaa gita .
Satare hrudaya sparsi gita . Bahut dhanyabaad
Mana padigala bhai chota bela katha dhanyabad bhai se gita karibaru
ଆପଣଙ୍କ ଏ ଗୀତ ର ମଧୁରତା ଦେଇଛି ମୋ ଗାଁ ପ୍ରତି ଭଲପାଇବା ଧନ୍ୟବାଦ ସାର୍ ନମସ୍କାର
ଏହି ଗୀତ ଶୁଣିଲା ପରେ ଆଖିରୁ ଲୁହ ବୋହିଗଲା....ସତରେ ସେହି ପିଲାଦିନ ଆଉ କଣ ଫେରିବ????😭😭😭
ବନ୍ଦେ ଉତ୍କଳ ଜନନୀ ।
Satare bhai a Gita suni akhiru luha bhaharuchi
ଆଜି ପ୍ରକୃତ ଗାଉଁଲି ଜୀବନ ଆଉ ନାହିଁ ଭାଇ......... ହୁଏତ ଏହି ଗୀତଟି ଗାଉଁଲି ଜୀବନକୁ ଫେରିବା ପାଇଁ ପ୍ରେରଣା ଯୋଗାଇବ
ଏହି ସୁନ୍ଦର ଗୀତଟି ପାଇଁ ଅଶେଷ ଧନ୍ୟବାଦ ଆପଣଙ୍କୁ
Bahut sundar lekha and gita hrudaya sparshi 🙏🙏👌👌
ଆଜି କାଲି ଗାଁ ଗାଁ ପରି ନାହିଁ ସଂସ୍କାର ସଭ୍ୟତା ସହଯୋଗ ନାହିଁ ଜଳବାୟୁ ଦୁଷିତ ହେଲାଣି ଚାଷବାସ ହେଉନାହିଁ ଧନ୍ଯବାଦ🤝
Bahu Dina pare ki khub Sundar Gita kale sir prakutare yehi gaon ra jiban baah hrudaya hassi uthila sir ❤❤❤❤
ବହୁତ ସୁନ୍ଦର ଲେଖା ଏବଂ ବହୁତ ସୁନ୍ଦର ସ୍ୱର । ପ୍ରତେକ ପଦରେ ଗାଁ ର ସେ ସୁନ୍ଦର ବାସନା ଆଉ ଗାଁଓଲିଆ ଭାବ ଅଭାବ ହୋଇଛି ତେଣୁ ମୋ ଗାଁ ଆଜି ମୋ ଗାଁ ଆଜି ସହର ସହର ସହର ବାସୁଛି।
Lockdown re ghara Katha mane paduchi ...😭😭Kia Kia sunucha like please
Nice song
Bhai mu aji sunuchhi 🥺🥺🥺😥😥😥
Katha heba pain jeje aji sanga khojuchi.. Heart touching
ବହୁତ ସୁନ୍ଦର ଗିତ ଭାଇ ଏବଂ ଏହି ଗିତ ସୁଣିକି ପୁରୁଣା କଥା ମନେ ପଡୁଛି ଭାଇ
A gita lekhithiba bhai nku aau gaithiba bhainku aau pura team nku bhagwaan sabubele khusire rakhantu 🙏🙏🙏🙏
Aati sundar.... Great thousand thank you....
ତଥାପି ଗାଁ ବହୁତ ସୁନ୍ଦର ବହୁତ କିଛି ବଦଳି ଯାଇଛି ତଥାପି ମୋ ଗାଁ ହସୁଛି
ଅଶେଷ ଅଶେଷ ଧନ୍ୟବାଦ ଆଣଙ୍କର ଏହି ଗୀତ ପାଇଁ ।ଯୋଉଠି ଥିଲେ ବି ଏହି ଗୀତ ଶୁଣିଲେ ଗାଁ ର ଦୃଶ୍ୟ ଆଖିଆଗରେ ସ୍ପଟ୍ ଦେଖାଯାଉଛି ।ଆପଣକୁଁ ଯେତେ ଦନ୍ୟବଦ ଦେଲେ କମ ହୋଇଯାଉଛି ।😭😭😭
ସାର୍ ,ଆପଣ ଗୋଟିଏ ସତ୍ଯ ଘଟଣାକୁ ସଠିକ୍ ଭାବରେ ଗୀତ ମାଧ୍ଯମରେ ପ୍ରକାଶ କରିଥିବାରୁ ଆପଣଙ୍କୁ ସାଲ୍ଯୁଟ୍ ସାର୍
Khub sundar lage ae gito Pura mana Ku chhuin jae👌👌👌👌
ଧନ୍ୟ ବାଦ sir ମୋ ଛୋଟ ବେଳର ଅଭୁଲା କଥା ମନେ ପକାଇଲେ.🙏🙏🙏
ଅତି ସୁନ୍ଦର ଓ ହୃଦୟସ୍ପର୍ଶି ଗୀତ । ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦୁଃଖ ର କଥା କି ଆମେ ପୁଣି ସେ ଦିନ ଗୁଡିକ ଫେରେଇ ଆଣିପାରିବା ନାହିଁ।
Please watch this skit /drama about childhood memories of village
ruclips.net/video/2YV3i1btZl4/видео.html
କାନ୍ଦିବା କୁ ଯଦି କେବେ ଇଛାହୁଏ ନିଶ୍ଚୟ ଏ ହୃଦୟସ୍ପର୍ଶୀ ଗୀତ ଶୁଣନ୍ତୁ.......
Right Bhai
ମୁଁ ଶୁଣି କାନ୍ଦିପକାଇଲି ଭାଇ 😭
Wow ❤❤ wonderful mate aahi Gita emotional karidela😢😢
ଗୀତ ଟି ଖୁବ୍ ହୃଦୟ୍ପର୍ଶି ହୋଇଛି ବାରମ୍ବାର ନ ଶୁଣିଲେ ମନ ବୁଝେନା ମୁ ବେଳେ ବେଳେ you tube re type କରି ଗୀତ ଟି ଶୁଣେ ବହୁତ୍ ଭଲ ହୋଇଛି ଆମ ଓଡ଼ିଆଙ୍କ ସଂସ୍କୃତି ପରମପରା ଜଡ଼ିତ ପିଲାଦିନ କଥା ମନେ ପଡ଼ିଯାଏ ମନ ଟିକେ ହାଲକା ଲାଗେ ଧନ୍ୟବାଦ୍ ସୋମିତ୍ରୀ ଏବଂ ମାନସ
ଏଗୀତକୁ କାହିଁକି କେଯାଣି ସବୁବେଳେ ଶୁଣିବାକୁ ଇଛା ହଉଛୀ,ସବୁ ପରେ ବି ଗୀତ ସାଥିରେ ପ୍ରିତମ ସାର୍ ଙ୍କ ସ୍ୱର 👌👌👌👌👌👌ମନକୁ ଛୁଇଁଯାଉଛି
Very nice song ମୋର ଗଁ କଥା ମନେ ପଡ଼େ ଏ ଗୀତ ଶୁଣିଲେ ବେଳକୁ
ବହୁତ ସୁନ୍ଦର
ଗାଁ ର ବାସ୍ନା ଯେମିତି କେଉଁଠି ହଜି ଯାଇଛି ସତେ
ବହୁତ ସୁନ୍ଦର ଲାଗିଲା ଗାଁ କଥା ବହୁତ ମନେ ପଡୁଛି 🙏🙏🙏
ଏମିତି ଗୀତ ମୁଁ ପ୍ରଥମ ଥର ଶୁଣୁଛି ଭାଇ ଆପଣଙ୍କ ସ୍ବର ବହୁତ ସୁନ୍ଦର ଆଉ ଲେଖା ମଧ୍ୟ ସୁନ୍ଦର
ଏହି ଗୀତ ମୋର ସବୁଠୁ ପ୍ରିଆ ଗୀତ |ଏହି ଗୀତ ପ୍ରକୁତ କଥା ଉପରେ ଆଧାରିତ ଆଜି ଗା ଗୁଡ଼ିକ ସହର ଆଭିମୁଖ୍ୟ ହେଉଛନ୍ତି |
ସତରେ ଗାଁ ପାଣି ପବନ ଯେମିତି ଭଲଲାଗେ ଅନ୍ୟ କୌଣସି ଜାଗା ରେ ସମେତି ପାଇବ ନାହି ❤❤❤
Love this song...100 thara suni sarithibi..bahut bhala..
Jete sunile bi kama laguchhi..xcellent song and sabu ama nija pila bela katha ku jodi hoijauchhi..gr8..all the best..
Really heart touching song. MO akhiru luha asigala
'Sahara Sahara Basuchhi' is an elegant composition. Can make anyone emotional.
Thanks, Soumitri..!
Thanks, Pritam..!!
ବହୁତ ସୁନ୍ଦର ହେଇଚି ଗୀତ ଟି ....
A geta 2020 Ra Kia Kia sunuchanti like karantu ☺️😊
Mu sune bhai
ମୋତେ ଯେତେବେଳେ ମୋ ଗାଁ କଥା ମନେପଡେ ମୁଁ ଏଇ ଗୀତ ଦେଖି ମୋ ଗାଁ କଥା ମନେ ପକାଇ ଥାଏ
ମାନସ ବାବୁ, thank you as always for heart touching lines.
ସହରି ଗାଁ ଟା ଆଜି ଖୁବ୍ ମନେ ପଡୁଛି
a, achagana
😭😭😭 realy miss my village...😭😭😭 Mane paduchi bahut....
Emti song .. ahuri anantu sir...hajijaithiba ,lopa paithiba jinisa ku suni ...bahut garba anubhaba houchi tq sir
😢😢😢😢 _I love my Odisha..._
Nice... Thanks.. *ବନ୍ଦେ ଉତ୍କଳ ଜନନୀ*
ଏ ଗୀତ ଶୁଣିବା ପରେ ବହୁତ ଯନ୍ତ୍ରଣା ହେଉଛି । ସତରେ କାହିଁକି ଏପରି ଘଟୁଛି । ଗାଁର ସେ ସୁନ୍ଦର ପରିବେଶ, ସେ ସ୍ୱର୍ଗୀୟ ଅନୁଭୂତି କେବେ ବିଲୋପ ନହେଉ ।
E Gita suni mo akhiru luha bahariasuchi 😭
Chhota Bela Katha mane paduchi
ruclips.net/video/ceGdVzR1Z7Q/видео.html
Same here
Same bhai.....gaon maza kebe kouthi nahi 😩😩😩
Correct mora bi
Prakrutare Satya Bhai ,Duhkha laguchhi ,Puruna dina gudika mane paduchhi ,Mo gaon atitara gaon hoi jaantaki ,Kete sundar thila Mo gaon ,Mo gaonra akhire au hasa nahin ,khali luha ,Kahaku kichhi kahi paruni ,
Wowwww ଗୀତ ଟା ମୋ ମନ କୁ ଛୁଇଁ ଗଲା
Hm jharkhand k he fir b odisha bahut achha lgta h..nice song
Really heart touching song Bhai ...akhi re luha asigala Gita suniki 😭😭😭miss my child Life😭😭😭
ପିଲା ଦିନ କଥା ମନେପଡୁଛି ଶୁଣିଲେ ଗୀତ....... 😭😭😭😭😭
All-time hit song bro
Don't compromise on this song
Greet song bro
Keep it bhai
ଅତି ସୁଦଂର୍
Bahuta bhadhia heichhi,mu ,,,50tjara sunibini,tathapi sunibaku Bhala laguchhi,.thanks.
ଅତି ସୁନ୍ଦର ମାନ୍ୟବର ❤️❤️❤️❤️
ଆଜି ନଚେତ୍ କଲି ଏହି ଗାଁ କୁ
ସହର କୁ ଯାଇଥିବା ସମସ୍ତ ପୁରୁଣା ଭାଇ ମାନେ ମନେରଖ ନିଚେତ ଗା କୁ ଖୋଜିବେ
Singar ku mora bahut bahut dhanyabad god bless you
, ବାସ୍ତବରେ ଏ ଦେଶର କିଛି ପୁରାତନ କାଳର ପରମ୍ପରା କୁ ଏଇ ଭଳି କିଛି କବିତା ମାଧ୍ୟମରେ ବଜାୟ ରଖିବା ପାଇଁ ଏଇ ଚେଷ୍ଟା ନିତ୍ୟାନ୍ତ ଆବଶ୍ୟକ।ଧନ୍ୟବାଦ ଦେବି ମୁଁ ସେମାନଙ୍କୁ ଯିଏ ଏ ଗୀତ ଗାଇଛନ୍ତି ।
Oh amazing 👍
Oho beautiful song heart touching all viewers
ବହୁତ ସୁନ୍ଦର ଗୀତ ଟେ... ❤️❤️
Mesmerising song & singing style ...... thanks a lot SAUMITRI 😍💖💕👌👌👍
ଅତି ସୁନ୍ଦର ହେଇଛି
Fantastic...bhai
Really whenever I am listening this song, I am crying, because I am missing my childhood friend and missing my village..... I am residing at Delhi.... Thanks for this song..
This song brought me tears into my eyes.... Reminded me of my childhood memories... Everything seems nostalgic... Love this song... Missing my home, my village, my country.... Love from a guy in USA longing for home..
Akhi re luha asuchi ..pila bela katha mane paduchu..eve gaku gale sabu mane paduchi
ବହୁତ ସୁନ୍ଦର ଓ ହୃଦୟସ୍ପର୍ଶି ହୋଇଛି 🙏
Sir love u kete vala lekha mu apananka fan heigali sir...mind blowing mast writing