Exclusive Interview with Odisha Chief Minister Mohan Charan Majhi

Поделиться
HTML-код
  • Опубликовано: 16 сен 2024

Комментарии • 364

  • @MullaKejruddin701
    @MullaKejruddin701 12 дней назад +71

    ଓଡ଼ିଶାରେ ପ୍ରତ୍ଯେକ ସରକାରୀ ସ୍କୁଲ ରେ ଆଧୁନିକୀକରଣ କରାଯାଉ।

  • @chandanpolai331
    @chandanpolai331 12 дней назад +43

    ସମଗ୍ର ଶିକ୍ଷା କୁ ଉନ୍ନତି କରିବାକୁ ହେଲେ ପ୍ରଥମେ ପ୍ରାଥମିକ ଶିକ୍ଷା କୁ ଉନ୍ନତି କରିବାକ ସହିତ ଗୋଟେ ଶିକ୍ଷକ ଙ୍କ ଆବଶ୍ୟକତା କୁ ବି ନଜର କରିବାକୁ ପଡିବ କାରଣ ବର୍ତମାନ ସମାଜରେ ଗୋଟେ ପ୍ରାଥମିକ ଶିକ୍ଷକ ଦରମା ବହୁତ କମ ଦୟାକରି ଏ ବିଷୟରେ ଆଗାମୀ ଦିନରେ ଆପଣ ଚିନ୍ତାକରିବେ ବୋଲି ଆମର ଆଶା ରଖୁଛୁ 🙏🏻

  • @user-ip3dr2nb2n
    @user-ip3dr2nb2n 12 дней назад +126

    ଏତେ ଦିନ ପରେ ଜଣେ ମୁଖ୍ୟ ମନ୍ତ୍ରୀ ଓଡିଆ ଭାଷାରେ ଟିଭି ଚ୍ୟାନେଲ ପ୍ରସାରିତ ନିଜ ସାକ୍ଷାତ ଆଲୋଚନା କରିଥିବାରୁ ଧନ୍ୟବାଦ

    • @prashantkumarbehera771
      @prashantkumarbehera771 11 дней назад +1

      Bahara loka mananka sahita katha hai paru nahantii aeta kate bhala katha

    • @SatyabanNaik-mt2ze
      @SatyabanNaik-mt2ze 11 дней назад +1

      Absolutely right

    • @anilart9466
      @anilart9466 10 дней назад +4

      Otv bjp tv janina kain kanak tv re deleni

    • @Cricket23567
      @Cricket23567 10 дней назад

      Chor mukhya mantri

    • @Samrat_CAK
      @Samrat_CAK 10 дней назад

      ​@@anilart9466 tama BJD bala nka deha sahuni

  • @sambhu1683
    @sambhu1683 11 дней назад +29

    ଆଜ୍ଞା LI,FORESTER AND FOREST GUARD ରେ ଦୁର୍ନୀତି ହେଇଛି। ବଡ଼ ପଦରେ ଥିବା ଲୋକ ଯଦି ଏମିତି କରିବେ ତାହେଲେ ଆମକୁ ଏ ସମାଜ କନ ଶିକ୍ଷା ଦେଉଛି।। OSSSC କୁ ଟିକେ ତାଗିଦ୍ କରନ୍ତୁ ସେ ଚେୟାରମେନ କୁ ହଟା ଯାଉ ନହେଲେ ବହୁତ୍ ବଡ଼ ସମସ୍ୟା ହେବ।।। BJP PARTY ପାଈ ବି ଭବିଷ୍ୟ ଭଲ ହେବନି।।। ଆଶା ଆପଣ ନିଶ୍ଚୟ ପଦକ୍ଷେପ ନେବେ।।। ହେଲେ ବିLove you Mohan SIR 🙏🙏🙏

    • @DebiprasadSahoo47
      @DebiprasadSahoo47 9 дней назад

      Semane janiba darkaar ki a e corruption pai students mane protest kariki..... Then gadi ru hateidele bjd ku amane jadi same corruption ku dhyam na debe next election re tm ku bjp sarkar bi hateidebe

  • @sidhantanayak8708
    @sidhantanayak8708 12 дней назад +76

    ଜୟ ଜଗନ୍ନାଥ,24 ବର୍ଷ ପରେ ଓଡ଼ିଆ ରେ କଥା ହେବ ମୁଖ୍ୟମନ୍ତ୍ର ଦିଖିଲି, ଧନ୍ୟବାଦ କିନ୍ତୁ ଆପଣ ଙ୍କୁ ଏତିକି ଅନୁରୋଧ ଓଡ଼ିଶା ମଦ ବନ୍ଦ କରିଦିଅ, ଆଉ ଓଡ଼ିଶା ରେ ଚିନି କାରଖେନା ଚାଲୁ କରାଯାଉ, ପରୀ ବେବିନା ଇତିଶ୍ରୀ ହତ୍ୟାକାଣ୍ଡ ପଛରେ cbi ତଦନ୍ତ କରାଯାଉ,

    • @SouravDas-mz6jf
      @SouravDas-mz6jf 10 дней назад

      😂😂😂 pua tax dauchu tu odia gapa sunibaku na industries anibaku

  • @sureshsahoo2267
    @sureshsahoo2267 11 дней назад +32

    ଦୀର୍ଘ ୨୪ ବର୍ଷ ପରେ ନୁଆ ମୁଖ୍ୟମନ୍ତ୍ରୀ ଙ୍କ ମୁହଁ ରେ ଓଡ଼ିଆ ଭାଷା ଶୁଣି ଵୋହୁତ ଖୁସି ଲାଗୁଛି 🚩 ଓଡିଆ ଅସ୍ମିତା 🚩 ଜୟ ଜଗନ୍ନାଥ 🙏

  • @MullaKejruddin701
    @MullaKejruddin701 12 дней назад +122

    ମୋହନ ମାଝୀ ଆପଣଙ୍କ ବିରୋଧୀ ଆଉ ଶତ୍ରୁ ବହୁତ ଏ ରାଜ୍ୟ ରେ। ନିଜ କାମ ଜରିଆରେ ଉତ୍ତର ଦିଅନ୍ତୁ । 5 ବର୍ଷ ଯଥେଷ୍ଟ ଆମୂଳଚୂଳ ପରିବର୍ତନ ଆଣିବା ପାଇଁ ।

  • @pradeepkumarjena4162
    @pradeepkumarjena4162 11 дней назад +6

    ମୋ ତେ ବହୁତ ଖୁସି ଲାଗୁଛି ଯେ
    ଆମ ମୂଖ୍ୟମନ୍ତ୍ରୀ କଂ ମୁହଁ ରୁ ଓଡ଼ିଆ
    ଭାଷା ସୁଣିବାବକୁ ମିଳିଲା ବହୁତ ଧନ୍ଯବାଦ ସାର୍

  • @MullaKejruddin701
    @MullaKejruddin701 12 дней назад +47

    ମୋହନ ଭାଇନା ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ।

  • @chittaranjankanhar7991
    @chittaranjankanhar7991 12 дней назад +56

    ଶ୍ରୀ ମୋହନ ଚରଣ ମାଝୀ ଙ୍କ ପରି ଜଣେ ମୁଖ୍ୟମନ୍ତ୍ରୀ ଙ୍କୁ ପାଇ ଓଡିଶା ଆଜି ବହୁତ ଗର୍ବିତ 🙏💚

    • @nirasahoo284
      @nirasahoo284 12 дней назад +2

      But some people will also criticize fir this interview. At least they should give his govt some time.

  • @thestar7394
    @thestar7394 12 дней назад +25

    ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତି କଲେ ଓଡ଼ିଶା ରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଇପାରିବ।

    • @NarayanDas-x7f
      @NarayanDas-x7f 12 дней назад +1

      ଶିକ୍ଷକ ମାନେ ଠିକ ସମୟରେ ସ୍କୁଲକୁ ଆସିଲେ ଏଵଙ ଗଲେ ଠିକ ପାଠ ପଢାଇବା ହେଲେ, ତାପରେ ଯାଇ ପାଠ ପଢା ଭଲ ହେବ

    • @thestar7394
      @thestar7394 12 дней назад

      Government,Teacher, parents, samste misi work kribaku padiba

  • @kcdaspresents9811
    @kcdaspresents9811 12 дней назад +10

    Bahut badhiya interview, thank you sir 🎉🎉🎉

  • @sourabhasahoo40
    @sourabhasahoo40 12 дней назад +38

    Junior teacher ku regular kara

    • @rakeshpalai9523
      @rakeshpalai9523 12 дней назад +3

      Heijiba apeksha kara.. Samaya asiba..

    • @BokaSantal-h2d
      @BokaSantal-h2d 12 дней назад +3

      ​@@rakeshpalai9523apekhya kari kari ki marijibe junior teacher mane

    • @shradhanjalijena4161
      @shradhanjalijena4161 11 дней назад +1

      missionsakti re jeun post sabu jeun dist re nijukti diajainahi se sabu posting diajau bahut post baki achhi

  • @MullaKejruddin701
    @MullaKejruddin701 12 дней назад +50

    ଓଡ଼ିଶା ମାନେ କେବଳ ଭୁବନେଶ୍ବର ଓ ପୁରୀ ନୁହେ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଦୃଢ ପଦକ୍ଷେପ ନିଆଯାଉ ।

  • @gourishankarmishra929
    @gourishankarmishra929 12 дней назад +13

    ଶିକ୍ଷକ ରୁ ରାଜନେତା ବନି ମୁଖ୍ୟମନ୍ତ୍ରୀ ଙ୍କୁ ଅଭିନନ୍ଦନ। ଶିକ୍ଷକ ଙ୍କୁ ଗୋତି ଶ୍ରମିକ ରୁ ଉଦ୍ଧାର ,ଏବଂ ତାଙ୍କୁ ବିଭିନ୍ନ ବର୍ଗ ରେ ବିଭାଜନ ରୁ ଏକ n କଲା ଯାଏଁ ଶିକ୍ଷକ ଓ ଶିକ୍ଷା ର ଉନ୍ନତି ଅସମ୍ଭବ, ମୁଖ୍ୟ ମନ୍ତ୍ରୀ ଙ୍କୁ ଅନ୍ତତଃ ଏଇ ପ୍ରଶ୍ନ ଭବାନୀ ବାବୁ ପଚାରିବାର ଥିଲା ।

  • @Damadarhimirika-w6t
    @Damadarhimirika-w6t 12 дней назад +16

    Good Cm 🙏🙏🙏🙏🙏🙏

  • @balarammallick9372
    @balarammallick9372 10 дней назад +3

    ଓଡ଼ିଶାର ଗଞ୍ଜାମ,କନ୍ଧମାଳ କଳାହାଣ୍ଡି,ମାଲକାନଗିରି, ଦେବଗଡ଼, ସୁନ୍ଦରଗଡ଼ ଏହି ସବୁ ଜିଲ୍ଲା ମାନଙ୍କର ବିକାଶ କେବେ ହବ ସରକାର ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ

  • @ManaskumarPanda-g5p
    @ManaskumarPanda-g5p 12 дней назад +9

    ହେ ମୋହନ ମାଝୀ ଆପଣ ଙ୍କୁ କିଏ କେତେ ବି ସମାଲୋଚନା କରନ୍ତୁ. ସବୁ ପରେ ବି ଏହା ନିଶ୍ଚିତ ଯେ ଆପଣ ପରୋପକାରୀ ହୃଦୟ ବାନ ନ୍ୟାୟ ବାନ ଏବଂ ଗାନ୍ଧିଜୀ ଙ୍କ ଗୁଣ ର ଅଧିକାରୀ. ଏଣୁ ଆପଣ ଙ୍କୁ ସତ ବାର ପ୍ରାର୍ଥନା କି ରାଜ୍ୟରେ ସ୍ୱଚ୍ଛତା ପାଇଁ ପ୍ରୟାସ କରନ୍ତୁ
    1-ରାଜ୍ୟରେ ମାସର 1 ତାରିଖ କିମ୍ବା 31ତାରିଖ ଦିନ ଅପରାହ୍ନ ରେ 1ଘଣ୍ଟା ଗାଁ ର ପ୍ରତ୍ୟେକ ବ୍ୟକ୍ତି ନିଜ ଗାଁ କୁ ସ୍ୱଚ୍ଛ କରିବାକୁ ଆପଣ ଯଦି ନିର୍ଦେଶ ଦିଅନ୍ତେ ତେବେ ଗାନ୍ଧିଜୀ ଙ୍କ ସ୍ବପ୍ନ ସାକାର ହୁଅନ୍ତା.
    ଏହା ଦ୍ୱାରା ଲୋକ ଙ୍କ ର ଏକତା ହେବ. ଉଚ ନୀଚ, ଧନୀ ଗରିବ, ଅଯଥା ଅଂହକାର ବନ୍ଦ ହେବ ଓ ପବିତ୍ର ତା ଆସିବ. ଆମେ ମହିଳା 16ଜଣ ମିଶି ସ୍ୱଚ୍ଛ ତା ଗ୍ରୁପ କରି ରାସ୍ତା କଡରେ ଝାଡା ବସିବା ବନ୍ଦ କରିବା ପାଇଁ ବହୁତ ପ୍ରୟାସ କରି ଥିଲୁ. ଶେଷରେ ତାସଚ୍ଛଲ୍ୟ ର ପାତ୍ର ହୋଇ ରହିଲୁ କାରଣ ଆମ ପାଖରେ କ୍ଷମତା ନଥିଲା. ଆପଣ ଏମିତି କରନ୍ତୁ କି ଯେଉଁ ଗାଁ ରଲୋକ ରାସ୍ତା ରେ ଝାଡା ଫେରୁ ଥିବେ ସେଗାଁ କୁ ସମସ୍ତ ସରକାରୀ ଯୋଜନାରୁ ବଂଚିତ କରନ୍ତୁ. କାରଣ ସେମାନେ ସମାଜଦ୍ରୋହୀ ସେମାନେ ଭାବୁଛନ୍ତି ଲୋକ ମାନେ ଯିବାଆସିବା ପାଇଁ ହଇରାଣ ହୁଅନ୍ତୁ ଆମର କିଛି ଯାଇଆସେ ନାହିଁ. ଏପଟେ ପାଇଖାନା ଠୁ ଆରମ୍ଭ କରି ସବୁ ଯୋଜନା ର ଫାଇଦା କୁ ନିଜ ସ୍ୱାର୍ଥ ପାଇଁ ହାସଲ କରି ବସିଥିବେ. ଏପରି ଲୋକ ଙ୍କୁ ଉଚିତ ଶିକ୍ଷା ଦିଅନ୍ତୁ ଗୁରୁ ରୁ ଗୁରୁଦାୟିତ୍ୱ ନେଇଥିବା ଓ ନାୟକ ଫିଲ୍ମ ଷ୍ଟାଇଲ ରେ କାମ କରୁଥିବା ମହାନ ସରକାର ମୋହନ ମାଝୀ

  • @pujaranibishoyi249
    @pujaranibishoyi249 11 дней назад +10

    OSSSC ର ଗରିବ ପିଲାଙ୍କ ପ୍ରତି ଅନ୍ୟାୟ ଆଉ ଅତ୍ୟାଚାର ପାଇଁ ଆମର ପ୍ରିୟ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ମହୋଦୟ ଙ୍କ ହସ୍ତ କ୍ଷପ ନିତ୍ୟାନ୍ତ ଆବଶ୍ୟକ,,, ଫରେଷ୍ଟର ଗାର୍ଡ ରେ ହୋଇଥିବା corruption ଉପରେ ତଦନ୍ତ ଆମର ଦାବି

  • @hotgoogle8525
    @hotgoogle8525 12 дней назад +9

    ପ୍ରାଥମିକ ଶିକ୍ଷା କୁ ଗୁରୁତ୍ଵ ଦିଆଯିବ ବୋଲି ମିଛ ଦେଙ୍ଗୁରା ପିଟୁଛନ୍ତି ସରକାର, ହେଲେ ପ୍ରାଥମିକ ଶିକ୍ଷକ ଅବହେଳିତ .... ଦୀର୍ଘ ଏକ ବର୍ଷ ଧରି ଶିକ୍ଷକ ନିଯୁକ୍ତି ହୋଇପାରୁ ନାହିଁ। ଶିକ୍ଷକ ମାନଙ୍କୁ ରେଗୁଲାର ଭି କରାଯାଇ ପାରୁନାହିଁ । ଯିଏ ମାନବ ସମ୍ବଳ ତିଆରି କରିବେ ସେ ବଞ୍ଚିବେ କିପରି ୯୦୦୦୦/- ସରକାର ପିଲାଙ୍କୁ ହତାଖର୍ଚ୍ଚ ୫୦୦୦/- ମିଳିବ..ଏପରି ହେଲେ ପରବର୍ତ୍ତୀ ପିଢ଼ି ଶିକ୍ଷକ ହେବା ପାଇଁ କେବେ ହେଲେ ଆସିବେ ନାହିଁ। ଶିକ୍ଷକ ଙ୍କୁ ଆଜି ସରକାର ଗୁରୁ ନୁହେଁ ଗୋରୁ ଭଳି ବ୍ୟବହାର କରୁଛନ୍ତି।

  • @Chingu1234
    @Chingu1234 12 дней назад +23

    Junior teacher nku regular sah nijukti deantu.......😢🙏🙏🙏

  • @Gangadhar_Madala
    @Gangadhar_Madala 12 дней назад +6

    ଓଡ଼ିଶାରେ କେତୋଟି ଇଂରାଜୀ ମିଡିୟମ୍ ବିଦ୍ୟାଳୟ ତାଙ୍କର ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନଙ୍କୁ ସ୍କୁଲରେ ବିଦ୍ୟାଦାନ କଲାବେଳେ ଶ୍ରେଣୀ କକ୍ଷରେ ବସିବାକୁ ଦେଉନାହାଁନ୍ତି। ଗୋଟିଏ ଦିନରେ ଛଅରୁ ଆଠ ପିରିୟଡ଼ ଠିଆ ହୋଇ ପଢେଇବା କେତେ କଷ୍ଟ। ସରକାର ଏବଂ ସମାଜର ଚତୁର୍ଥ ସ୍ତମ୍ଭ ହିସାବରେ ଆପଣମାନଙ୍କର ଏ ଦିଗରେ କିଛି କରିବା ଆବଶ୍ୟକତା ଅଛି। ଦୟାକରି କିଛି କରନ୍ତୁ।🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @bijuharpal8821
    @bijuharpal8821 11 дней назад +4

    Excellent interview Odisha mukhyamantri Mohan Charan Majhi sir

  • @MyLove_SARADA
    @MyLove_SARADA 12 дней назад +112

    ନବୀନା ଅପେକ୍ଷା ଇଏ ଭଲ। ସିଏ ଶଳା ତ ଓଡ଼ିଆ ପଦେ ମନରୁ କହିପାରୁନଥିଲା। ଓଡ଼ିଆ ସାମ୍ବାଦିକଙ୍କୁ ସାକ୍ଷାତକାର ଦଉନଥିଲା। ❤

    • @tapankhuntia8697
      @tapankhuntia8697 12 дней назад +5

      🎉🎉 right 👍

    • @dharmudharpodha5405
      @dharmudharpodha5405 12 дней назад +4

      1000% 👍 👍👍 Right.

    • @wassypcc8680
      @wassypcc8680 12 дней назад +15

      ହଁ ବା ଇଏ ବା ଶିଶୁ ମନ୍ଦିର ର teacher ଦେଖିକି ପଡୁଛନ୍ତି ତଳେ ଲେଖା ଟା ଥୁଆ ହୋଇଛି ହଁ ଓଡ଼ିଆ ଅସ୍ମିତା ତ ଅଛି ନହେଲେ ବାହାରୁ କାହିଁକି ଅଫିସର ଆସୁଛନ୍ତି. ଓଡ଼ିଆ ଖାଲି କହିଦେଲ ହବନି ଓଡିଶା ର ଡେଭଲପମେଣ୍ଟ ଦେଖା ଆଉ କଥା କୁହା କପିଳା ନହୁଅ

    • @chandankumarsahoo4772
      @chandankumarsahoo4772 12 дней назад +1

      Correct

    • @kunmunmallick-oi4jx
      @kunmunmallick-oi4jx 12 дней назад +2

      Sir apane bahuta bhala katha kahile

  • @dhiren.ganthia
    @dhiren.ganthia 12 дней назад +11

    perfect odia chief minister, eita hauchhi amara asmita

  • @user-ce7wo1yc3f
    @user-ce7wo1yc3f 11 дней назад +1

    I respect our CM Mohan sir, I am Prafulla jena mo bahut khusi heli aji ama CM kahuthiba katha samathe bujhi Paruchanti 25 years ama prubatana cm Naveen sir kn kahuthile mo odisha basi bujhi paru na thile Dhanyabada OTV. Mo odia mo bhasa odia mo odisha ku bhala pai ama CM emiti heba darkar Jay Jagannath😍😍😍
    Happy Teachers Day I respect all teachers👩‍🏫‍ I miss my all teacher

  • @MullaKejruddin701
    @MullaKejruddin701 12 дней назад +15

    ଦକ୍ଷିଣ ଓଡ଼ିଶାରେ aiilms ଓ iit ପ୍ରତିଷ୍ଠା କରାଯାଉ ।

    • @kcdaspresents9811
      @kcdaspresents9811 12 дней назад

      Correct Bhai

    • @bikasheditz1357
      @bikasheditz1357 12 дней назад

      Bhai iit gotia state re gotia heba kasta au tu kohuchu au gote karibaku😂,,, Aiims haba katha but iit kebe hei paribani.

    • @MullaKejruddin701
      @MullaKejruddin701 12 дней назад +2

      @@bikasheditz1357 ସଚ୍ଚୋଟ ମନୋବୃତ୍ତି ଥିଲେ ସବୁ କିଛି ହେଇ ପାରେ

    • @abhisekmishra8732
      @abhisekmishra8732 11 дней назад

      You are going to get AIIMS very soon but IIT is not possible.

  • @abhiramsahoo5642
    @abhiramsahoo5642 11 дней назад +2

    ମାନନୀୟ ମୁଖ୍ଯମନ୍ତ୍ରୀ ମହୋଦୟଙ୍କ ନୂତନ ଶିକ୍ଷାବ୍ଯବସ୍ଥାର ସ୍ବପ୍ନ ସଫଳ ହେଉ। ମୁଖ୍ଯତଃ ଲୋକମାନେ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପ୍ରାଥମିକତା ଦେଇ ସରକାର ପରିବର୍ତ୍ତନ କରିଛନ୍ତି। ପୂର୍ବ ସରକାରରେ ହୋଇଥିବା ଦୁର୍ନୀତିର ତଦନ୍ତ କରାଯାଇ ଅପରାଧୀ ନେତାମାନଙ୍କୁ ଉପଯୁକ୍ତ ଦଣ୍ଡ ନ ମିଳିବାଯାଏ ସେମାନେ ନିର୍ଦ୍ଦୋଷ ସାବ୍ଯସ୍ତ ହୋଇ ବୁଲିବେ ଏବଂ ଆପଣମାନେ ଲୋକପ୍ରିୟତା ହରାଇବେ ! ଏଥିପ୍ରତି ସତର୍କ ଦୃଷ୍ଟି ଦେବେ ବୋଲି ଆଶା କରୁଛୁ !

  • @pramodkumarrout7641
    @pramodkumarrout7641 11 дней назад +2

    ଜୟ ଗୁରୁଜୀ। ଜୟ ମୁଖ୍ୟମନ୍ତ୍ରୀ।
    ଜୟ ଜଗନ୍ନାଥ।

  • @Jagat_Sahoo1
    @Jagat_Sahoo1 12 дней назад +6

    Happy teacher's day Mohan Sir 🎉🎉🎉

  • @SubhendukumarSahani
    @SubhendukumarSahani 12 дней назад +7

    ଜୟ ଶ୍ରୀ ରାମ

  • @mogaonmomaa5228
    @mogaonmomaa5228 12 дней назад +6

    ଆଜିର‌ ଦିନରେ ଆପଣଙ୍କୁ ଅନୁରୋଧ ସବୁ ବିଚାର ବିମର୍ଷ କରି ନିଷ୍ପତ୍ତି ନିଅନ୍ତୁ । ସମସ୍ତଙ୍କୁ ଉଚିତ ସମ୍ମାନ ଦିଅନ୍ତୁ ତଥା ନିଜେ ସମ୍ମାନ ପାଆନ୍ତୁ । ଉଜ୍ଜ୍ବଳ ଓଡ଼ିଶା ଗଠନ ପାଇଁ ସଂକଳ୍ପ ନିଅନ୍ତୁ ।🎉🎉🎉🙏🙏🙏

  • @maheswarprusty3043
    @maheswarprusty3043 11 дней назад +2

    Very good congratulations

  • @cuteboysiba
    @cuteboysiba 12 дней назад +13

    Primary teacher katha kahucha.kintu gote peon ra salary ra 1/3rd hauni.kemiti Jane banchiba nira paribaraku banchiba chinta karantu

  • @laxmidharpattayat9882
    @laxmidharpattayat9882 11 дней назад +1

    ଭଲ ସାକ୍ଷାତକାର। ଏହି ଭଳି ବିଭିନ୍ନ ସାମାଜିକ ବିଷୟ ଉପରେ ସାକ୍ଷାତକାର ହେବ ଉଚିତ।

  • @alok5549
    @alok5549 12 дней назад +4

    Abolish contractual system from junior teacher schematic and make syllabus like private school

  • @kunmunmallick-oi4jx
    @kunmunmallick-oi4jx 12 дней назад +5

    Mohan sir apanaku prabhu jagatara natha jaganatha apanaku sabu bele bhala re rakhatu

  • @fakirmohansahoo2079
    @fakirmohansahoo2079 11 дней назад +2

    ଜୟ ଜଗନ୍ନାଥ,ଜୟ ବିଜେପି 🙏🙏🙏

  • @SubhendukumarSahani
    @SubhendukumarSahani 12 дней назад +4

    ଜୟ ଶ୍ରୀ କୃଷ୍ଣ

  • @ishwardishri7473
    @ishwardishri7473 12 дней назад +3

    ପବିତ୍ର ଗୁରୁଦିବସ ଅବସରରେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ନୂତନ ପେନସନ ଭୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦେଇ ଥିଲେ, ସେଥି ପାଇଁ ଚେଷ୍ଟା କରନ୍ୁ, ନଚେତ୍ ପୁରୁଣା ସରକାର ଯେଉଁ ଆସନରେ ବସିଛନ୍ତି ଆପଣଙ୍କୁ ମଧ୍ୟ ଏହି ଆସନରେ ବସିବାକୁ ପଡ଼ିବ।

  • @Damadarhimirika-w6t
    @Damadarhimirika-w6t 12 дней назад +4

    Jay Jagannath 🙏🙏🙏🙏💕❤️ sir

  • @babulisahu8788
    @babulisahu8788 12 дней назад +4

    JAY JAGANNATH, PEOPLE CM MOHAN BABA

  • @ranjitparida6572
    @ranjitparida6572 11 дней назад +2

    ସବୁବେଳେ ଖାଲି ପ୍ରଧାନ ମନ୍ତ୍ରୀ କହିଥିଲେ ମୋହନ୍ ମାଛି ତମେ ତ କିଛି କୁହ ଖାଲି ମୋଦି କହିଥିଲେ 😊😊

  • @anmayakumar1551
    @anmayakumar1551 12 дней назад +9

    ଆମ ମୋହନ ଭାଇନା 🚩

  • @bapinisahoo5009
    @bapinisahoo5009 12 дней назад +8

    Jts nku regular kari central scale re salary dia... Then dekha education system kan heuchi... Salary naj kichhi nai... Teacher banchile sina jaha ...

  • @sudarsansahoo4623
    @sudarsansahoo4623 12 дней назад +5

    Nabin tharu mohan c m bhala

  • @santoshkumarmukhi1056
    @santoshkumarmukhi1056 11 дней назад +1

    ରାଜ୍ୟ ର ବିକାଶ ଏବଂ ହିନ୍ଦୁ ସମାଜ ର ହକ ଅଧିକାର ଗରିବ କଲ୍ୟାଣ ପାଇଁ ବିଜେପି କୁ ଆମେ ଭୋଟ ଦେଇଚୁ ତେଣୁ ସେଇଉପରେ କାମକରା ❤️❤️🙏

  • @sonashok1624
    @sonashok1624 5 дней назад

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ

  • @sushantdas8073
    @sushantdas8073 12 дней назад +2

    ଆପଣଙ୍କ ଶିକ୍ଷକତା ସମୟର ଅଭିଜ୍ଞ ଅନୁସାରେ junior teacher କେମିତି ଏତେ କମ୍ ବେତନରେ କିପରି ଅଚିନ୍ତିତ ଭାବରେ ଶିକ୍ଷାଦାନ କରିବେ😢😢😢

  • @devendrarout4469
    @devendrarout4469 5 дней назад

    Congratulations Sir

  • @aswinidhall
    @aswinidhall 10 дней назад

    ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ହୋଇଥିବାରୁ ଅତ୍ୟନ୍ତ ଗର୍ବିତ।

  • @santoshswain3113
    @santoshswain3113 12 дней назад +9

    Great Cheaf minister of ODISHA

    • @santoshchand7288
      @santoshchand7288 12 дней назад

      Correct your spelling than comments 😀😁😂🤣🤣

  • @laxmanmurmu3285
    @laxmanmurmu3285 12 дней назад +2

    Thanks pm sir apananko su chintan pain anek anek suvechha au suvokamana.jay jaganath 🙏

  • @MardarajBanua-gy3sh
    @MardarajBanua-gy3sh 11 дней назад +2

    Bhabani sir ସାକ୍ଷାତକାର ଆଗରୁ ପ୍ରଶ୍ନ ର ଉତ୍ତର ମୁଖ୍ୟମନ୍ତ୍ରୀ ଲେଖି ଦେଇଥିଲେ

    • @golakjambeka3090
      @golakjambeka3090 11 дней назад

      ଠିକ କହିଲେ. ...ଲେଖା ଦେଖି ଦେଖି କହୁଛନ୍ତି 😅

  • @SaileshDehuri
    @SaileshDehuri 10 дней назад

    Mohan Majhi zinda bad❤Jai Sherr Jagannath🙏🙏🙏🙏

  • @BhagirathiSingh-s9j
    @BhagirathiSingh-s9j 10 дней назад

    ବହୁତ ଭଲ ଚିନ୍ତା କରିଛନ୍ତି ଆଜ୍ଞା

  • @jagannathswain9692
    @jagannathswain9692 6 дней назад

    Bahut sundar sir vhagaban vhalare rakhantu

  • @jadunathmarandi779
    @jadunathmarandi779 11 дней назад +1

    ଖାଲି ଭାଷଣ ଦେଲେ କିଛି ହେବ ନାହିଁ । ଆପଣ ଜଉ election ପୂର୍ବରୁ ଯେଉଁ ସବୁ କହିଥିଲେ ସେଇଟା ଆଗେ କରନ୍ତୁ, ତାପରେ ଏଇଟା କରନ୍ତୁ ଧନ୍ୟବାଦ୍

  • @abhisekmishra8732
    @abhisekmishra8732 11 дней назад +1

    THERE SHOULD BE STRICT ACTION TAKEN AGAINST OSSSC. Osssc doing corruption in every exam suspend that organization. Odisha government and Our media should focus on it.

  • @MullaKejruddin701
    @MullaKejruddin701 12 дней назад +7

    ବିକଶିତ ଓଡ଼ିଶା ବିନା ବିକଶିତ ଭାରତ ସମ୍ଭବ ନୁହେ।

  • @SubhendukumarSahani
    @SubhendukumarSahani 12 дней назад +2

    ଜୟ ଶ୍ରୀ ଜଗନ୍ନାଥ

  • @achandrasekhardora5773
    @achandrasekhardora5773 11 дней назад

    Mohan majhi sir jindabad 🙏

  • @dakeshwarsabar5410
    @dakeshwarsabar5410 10 дней назад

    Jay mohan majhi odisha great cm 🎉🎉🎉❤❤❤

  • @RabiAsandhari
    @RabiAsandhari 5 дней назад

    Mohan Majhi jindabad 🎉🎉🎉

  • @biswanathpatra6627
    @biswanathpatra6627 11 дней назад

    Keep it up 👍

  • @manojnaik1347
    @manojnaik1347 12 дней назад +2

    ଆପଣ ଖାଲି କହିଲେ ହବନି... Health n education ରେ... Recruit କରନ୍ତୁ

  • @bholanathsahoo7302
    @bholanathsahoo7302 4 дня назад

    Jay Jagannath

  • @Chingu1234
    @Chingu1234 12 дней назад +3

    Equal work , equal pay....😢😢

  • @ଲକ୍ଷ୍ମୀନାରାୟଣ

    ସ୍ୱାସ୍ଥ୍ୟ ର ମୂଳ ଦୁଆ ଘୁସୁଡ଼ି ଯାଉ ପଛେ କିନ୍ତୁ ଶିକ୍ଷକ ନିଯୁକ୍ତି ଆଗ ଦରକାର।।।

  • @geetanjalipradhan3962
    @geetanjalipradhan3962 10 дней назад

    ଓଡ଼ିଶାର ଲୋକଙ୍କୁ କଣ ମିଳିଲେ ଶାନ୍ତି ହେବେ କେଜାଣି, ନବୀନ ସରକାର ଥିଲାବେଳେ କହୁଥିଲେ ଏ ନବୀନ ବାବୁ ଓଡ଼ିଆ କହିଜାଣୁନି, ଆଉ ଏବେ ମୁଖ୍ୟମନ୍ତ୍ରୀ ମୋହନ ସରକାର ଓଡ଼ିଆ ରେ କଥା ହେଲାବେଳକୁ କହୁଛନ୍ତି ୟାକୁ English ଆସୁନି, ହିନ୍ଦୀ ଆସୁନି, ହେ ଭଗବାନ ଆଜିକା ମତଲବୀ ଦୁନିରେ ଲୋକମାନଙ୍କୁ ଯାହା କହିଲେ, ଯାହାଦେଲେ ବି ଶାନ୍ତି ନାହିଁ

  • @yashobantameher7246
    @yashobantameher7246 11 дней назад +1

    Junior teacher nku regular appointment diajau

  • @mihirranjan6248
    @mihirranjan6248 8 дней назад

    Super CM ama CM Jay Jagannath

  • @trilochannaik8700
    @trilochannaik8700 4 дня назад

    ଆମ ମୁଖ୍ୟମନ୍ତ୍ରୀ କହିଲେ ଅଭିଵାବକ ଙ୍କୁ ଯୋଡ଼ିବେ କିନ୍ତୁ ଆଜିକାଲି ପରିଚାଳନା କମିଟି କେବଳ ସବୁ ହଇରାଣ କରୁଛନ୍ତି

  • @rameshsahu8640
    @rameshsahu8640 11 дней назад +1

    ପ୍ରାଥମିକ ଶିକ୍ଷା ର ଉନ୍ନତି ବିନା ଓଡ଼ିଶାର ବିକାଶ ଅସମ୍ଭବ।

  • @munadalbehera
    @munadalbehera 11 дней назад +1

    Jai Jagannath 🙏

  • @makramohanta1047
    @makramohanta1047 12 дней назад +4

    Jay BJP

  • @binodpradhan2129
    @binodpradhan2129 10 дней назад

    Wel come CM sir

  • @sanjibpurohit4863
    @sanjibpurohit4863 12 дней назад +2

    Jai jagannath

  • @vikrantkhatai5750
    @vikrantkhatai5750 10 дней назад +1

    If you are a good Chief Minister & truly care for Odisha & its people, then make Quality Education & Compulsory Odia & English Language a mandatory subject in all Government & Private Schools & also ensure our literacy rate reaches to 99% which will be at par with South Indian States, so that our state shall also develop like Tamilnadu & Karnataka🙏🏻

  • @purusottamsahoo5938
    @purusottamsahoo5938 11 дней назад

    ❤joyguru 🎉

  • @mrutyunjaysahu8547
    @mrutyunjaysahu8547 12 дней назад +1

    Nice cm mohan charan majhi

  • @sanjayasabar5477
    @sanjayasabar5477 12 дней назад +2

    Jay sri ram

  • @saratpradhan691
    @saratpradhan691 12 дней назад +3

    Teacher's mananku contractual agreement re joining dei kemiti b education system ku devlopment kariheba sirrr ....kou media b questions karunahanti je kahinki teacher manankara contractual au baki samastey regular job karuchhanti kebala teacher mananku kn pai contractual karila ...... Plz abolish contractual agreement from junior teacher

  • @dibyaprasadgarnaik2072
    @dibyaprasadgarnaik2072 11 дней назад

    Mohana majhi jindabad

  • @trinathsahoo7404
    @trinathsahoo7404 12 дней назад +1

    Good cm

  • @santaliworlds334
    @santaliworlds334 12 дней назад +2

    Mu b santali sir

  • @himansukumar1149
    @himansukumar1149 11 дней назад

    Jt ku regular koro kotha bohut heigola

  • @manojjena1934
    @manojjena1934 10 дней назад

    Mohan sir zero ru hero hei chanti .he is real hero in our odisha state

  • @mkaroundtheworld8635
    @mkaroundtheworld8635 12 дней назад +1

    🙏❤🙏

  • @santoshshoo
    @santoshshoo 10 дней назад

    My friend ruchi majhi mohan majhi is a good train

  • @SureshKumar-dt1bq
    @SureshKumar-dt1bq 11 дней назад

    Great cm Jai jagannath swami 🕉 🙏 🌹 ❤

  • @learnersacademy8044
    @learnersacademy8044 11 дней назад +1

    Abolish 6years contractual system for Elementary teachers in odisha..
    Nahele Michua mohan sarakar
    Sabu chakanayana drusti re charakhar hoijiba..😢
    It's really painful of young scholar to work as a teacher with less paid salary. I.e 11k in odisha.

  • @learningcabin
    @learningcabin 12 дней назад +1

    Teacher's day re teacher ମାନଙ୍କର ସମସ୍ୟା ବିଷୟରେ ପଚାରିଥିଲେ ଭଲ ହେଇଥାନ୍ତା। kejriwal is famous for his health and education system...Nabin babu is famous for his Garib kalyan yojana....Lets see Mohan Babu strategy 😊

  • @NarottamSa-n1w
    @NarottamSa-n1w 11 дней назад +1

    Doctor ଏବଂ master ମାନଙ୍କ ଚାକେରି ପାଇଁ କାଷ୍ଟ ଦେଖା ନ ଯୋଉ..
    କାରଣ ଯିଏ ଭଲ ମାର୍କ ରଖେ ସେ ଭଲ ପଠ ପଢ଼ଇବ

  • @Tandikana
    @Tandikana 11 дней назад

    ❤ good morning 🌄

  • @dushmantkumarnath
    @dushmantkumarnath 12 дней назад +3

    Our very pleasant,chiefminister

  • @ଲକ୍ଷ୍ମୀନାରାୟଣ

    ସୁଭଦ୍ରା ଯୋଜନା କରି ମହିଳା ସଶକ୍ତି କାରଣ କରିବା ପାଇଁ ଚାହୁଁଛନ୍ତି।।।ହେଲେ ନିରୀହ ମା ଭଉଣୀ ମାନେ ବହୁ ବର୍ଷ ପରେ mphw ପୋଷ୍ଟ ରେ selection hoi ରାସ୍ତା ରେ ବସି ଚିଲୋଉଛନ୍ତି ।।ଗୋଟେ ସରକାରୀ ଚାକିରି କରିବେ ବୋଲି ଆଖିରୁ ପାଣି ମାରିଗଲାନିଁ ।।2 ବର୍ଷ ହେଲାଣି ଆଉ କେତେ ଦିନ ପରେ ମୁଖ୍ୟମନ୍ତ୍ରୀ ଙ୍କୁ ଜଣାଯିବ।।।

  • @Ushamanoj8018
    @Ushamanoj8018 11 дней назад

    ❤❤❤❤❤

  • @chandankumarsahoo1192
    @chandankumarsahoo1192 12 дней назад +1

    Jay Jagannath ❤❤❤

  • @odiateccsk5592
    @odiateccsk5592 11 дней назад

    Jay mohan sir