You are absolutely right. Everybody knows this but nobody thinks to prevent such things. If lawyers like you could appeal court to bring some restrictions it would be a great help for the future generations.
@@jeeban. Sri krushna ku kete janicha ?? Nije kichi padicha na bas TV serial dekhiki gyana asichi ?? Sri krishna is yogi and he has only one wife that is rukimini .Gopi lila is when he is 8 year old .Srikrishna left gopa pura at the age of 11.
Deepak Mishra created more problems or complicated in the family and also created more case in court where the problem may not be solve easily, most of poor's are facing problems but Judge sleeping comfortably.
ସତରେ ମଣିଷ ଆଉ ମଣିଷ ହୋଇ ନାହିଁ, କାରଣ ସଂଯମତା ନାମକ ଯେଉଁ ଅଙ୍କୁଶ ଥିଲା ସମାଜ କୁ ତଥା ନିଜ ଶରୀର କୁ ସୁଦୃଢ଼ କରିବା ପାଇଁ ତାକୁ ଆବଶ୍ୟକତା ନାଁ ରେ ଆଇନ୍ ବାହାର କରି କେବଳ ପରିବାର ଭାଙ୍ଗିବା କାମ କରାଯାଉଛି।। ଜୟ ଜଗନ୍ନାଥ।।
perfect
Right
ଓକିଲ sir ଜୁହାର appn କୁ। ରଥ ଯାତ୍ରା ର ଶୁଭ ଅଭିନନ୍ଦନ
ଆପଣ ରାଇଟ ଗୁରୁତର କଥା ଟି କହିଚନ୍ତି ଜୟ ଜଗନ୍ନାଥ
ଆଗରୁ ଥିଲା ମାର୍ଗ ଦର୍ଶନ । ଏବେ ହେଲା ମାଙ୍ଗ ଦର୍ଶନ । ମାନେ ମାଅଙ୍ଗ ଦର୍ଶନ ।ମାର୍ଗ ଦର୍ଶନ ଡୁବିଲା ବ୍ରହ୍ମଚର୍ଯ୍ୟ ଆଶ୍ରମର ଶିକ୍ଷା ଡୁବିଲା । ଏ ନ୍ୟାୟ ବ୍ୟବସ୍ଥା ବେକାର ।
ତୁମକୁ ଲୋକେ ପାଗଳ କହନ୍ତି କିନ୍ତୁ ମୁଁ ଆଜି କହୁଚି ତୁମ ହିମତ୍ କୁ ମୁଁ salute କରୁଛି i love you 😘
You are absolutely right. Everybody knows this but nobody thinks to prevent such things. If lawyers like you could appeal court to bring some restrictions it would be a great help for the future generations.
Very very thanks. A real advice to the society.
Absolutely right sir
Right
Hi
@@rinkunmohanty1613 kan be galu houchi ??
ଆମେ ଏମିତି ଗୋଟେ ଉଚ୍ଚ ନୈତିକତା ପୁର୍ଣ୍ଣ ପୃଥିବୀ ଟେ କୋଉଠୁ ପାଇବା ଯେ ସେଠି ଭୁଲ ହବନି। କାରଣ ସେ ଦିଗରେ ଆମର ସାମାନ୍ୟ ଉଦ୍ୟମ ମଧ୍ୟ ନାହିଁ। ଆପଣ ସବୁବେଳେ ଅପ୍ରିୟ ସାତ କୁହନ୍ତି
Bahut sundar statement...I am appreciate
ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆପଣ ଅନ୍ୟ ସମସ୍ୟା ର ମଧ୍ୟ ଭିଡିଓ ତିଆରି କରନ୍ତୁ ବହୁତ ଉପଯୋଗୀ ହେବ ସମାଜ ପାଇଁ
ଓକିଲ ବାବୁ ଆପଣ ଠିକ କହିଲେ କିନ୍ତୁ ଆପଣଙ୍କ ସ୍ତ୍ରୀ ଯଦି ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବ ତାହେଲେ ଆପଣ ସହିବେ ତ, ?ଏଇଟା ଆଗ କୁହନ୍ତୁ ,ଆଉ ବାକି ରହିଲା ଆମ ଆଇନ ରେ ଯେଉଁମାନେ ଏଭଳି ପଦକ୍ଷେପ କୁ ସ୍ୱାଗତ କରିଛନ୍ତି ତାଙ୍କ ମଇକିଣା ମାନେ ଯଦି ଏଭଳି କିଛି କରନ୍ତି ତାହାଲେ ସେମାନଙ୍କୁ କିଛି ଝଟକା ମିଳିବ, ନହେଲେ ଏମାନେ ସୁଧୁରିବେନି,,ଯଦି କିଛି ଆଇନ ର ପରିବର୍ତ୍ତନ ଆନିବାର ଥିଲା ତାହାଲେ ଏମିତି ହେଇ ପାରିଥାନ୍ତା କି ଯେଉଁ ସ୍ତ୍ରୀ ହଉ କିମ୍ବା ପୁରୁଷ ନିଜ ବୈବାହିକ ଜୀବନ ରେ ସେମାନେ ଜଣେ ଜଣଙ୍କ ଠୁ ଶାନ୍ତି ପାଇ ପାରୁନାହାନ୍ତି ସେଇ ଜାଗାରେ ସେ କିଛି ବି ଡ଼ିସିସନ ନେଇ ପାରିବେ ଏବଂ ଆଇନ ର ବି ସହାରା ନେଇଥାନ୍ତେ, କିନ୍ତୁ ଏହା ନ କରି ଆଇନ ରେ ପାସ କରିଦେଲେ ପରକ୍ରିୟା ପ୍ରୀତି ଖରାପ ନୁହେଁ, ତେଣୁ ଏଠି ଯିଏ ନାହିଁ ସିଏ କରି ପାରିବେ ଆଉ ଲୋକମାନଙ୍କ ସାହସ ବି ବଢ଼ିଗଲା ଆଉ ଡ଼ରଭୟ ରହିଲା ନାହିଁ, ଏଇଟା କି ପ୍ରକାର ଆଇନ। ଦେଖ ଆଗକୁ ସବୁ କଣ କଣ ଘଟୁଛି🤔🤔
Absolutely right.Thanks a lot.
ଠିକ୍ କହିଛନ୍ତି ସାର୍ , ଯଦି ସର୍ବୋଚ୍ଚ ନ୍ୟାୟାଳୟ ପରକୀୟା ପ୍ରୀତିକୁ ଠିକ୍ କହେ ତେବେ ଆଉ କିଏ କଣ କରିପାରିବ ।
Sabubele b anya mananku kahiba katha nuhe etiki mane rakhantu sir
Apanka katha apananku return milijaipare 😄
@@sweety3616OK
@@amanstarcreation6437 mu ta apananka kathaku suport kari rply karichhi tike coment ku bujhiki rply debe boli mu asa karuchhi
Absolutely right sir.👍
Sir you are right 👍👍🙏🙏
bhala katha
ଶ୍ରୀ ରାମ ଙ୍କୁ ଅନୁସରଣ କରି ଦେଶ ଯଦି ଚାଲିଥାନ୍ତ ତେବେ କିଛି ଅସୁବିଧା ନାହିଁ,କିନ୍ତୁ ଦେଶ ଆମେରିକା ଷ୍ଟାଇଲ କୁ ଅନୁସରଣ କଲେ କଣ ଘଟିବ,ଛି ଛି ଲଜ୍ୟା,
ଶ୍ରୀ ରାମ ଗୋଟେ ବାହା ହେଲେ ଆମେ କାହିଁକି ଶ୍ରୀ ରାମ ଙ୍କୁ ଅନୁସରଣ ନ କରି କୋଉ ରାଜା 15 ଟା ବାହା ହେଲା ତାକୁ ଅନୁସରଣ କରିବା, ଆଉ ରାଜା ହଉଚି ରାଜା ବାହା ହେଲା 20 ଟା କିନ୍ତୁ ପ୍ରଜା ମାନେ 20 ଟା ବାହା ହଉ ନଥିଲେ ,
ତମେ ସବୁ କଣ ଗୋଟେ ଗୋଟେ ରାଜା ନା ପ୍ରଜା😡
ସବୁ ଗା * ଣ୍ଡି ମାରେଇବା ଯେ
ଛାଡ ସେ କଥା , ଯଦି ଗୋଟେ ସ୍ତ୍ରୀ ସ୍ବାମୀ ସୁଖ ପାଉନି ତେବେ ସେ ସିଧା କହୁ ସ୍ବାମୀ କୁ ମୁଁ ସନ୍ତୁଷ୍ଟ ନୁହ କିଛି କର ,ସ୍ବାମୀ ଯଦି କିଛି ନ କରିବ ତେବେ ତମେ ଯାହା କଲେ ଚଳିବ ଏଥି ପାଇଁ ସ୍ବାମୀ ନିଜେ ଜାଣିଚି ନିଜେ ଦୁର୍ବଳ ତେଣୁ ସେ ସହମତ ହବ,
ସ୍ତ୍ରୀ କିଛି ନ ଜଣେଇ କାଣ୍ଡ କଲେ ଟୁଙ୍ଗୁରୁ ବର୍ଷା ଭଳି ହବ,ସମାଜ ଜାଣିବ, ସ୍ବାମୀ ସ୍ତ୍ରୀ ଖୋଲା ଖୋଲି ଭାବରେ କୁହ ତମେ ପାରୁନ ଡକ୍ଟର ଦେଖା ନଚେତ୍ କିଛି କର
ରାମ କଣ.....ପାଇଁ ଆମେ ଯଦି କୃଷ୍ଣ ଙ୍କୁ ଅନୁସରଣ କରିବା ତାହେଲେ
@@jeeban. ଶ୍ରୀ ରାମ ଙ୍କୁ ଛାଡି କାହିଁକି ଶ୍ରୀ କୃଷ୍ଣ ଙ୍କୁ ଅନୁସରଣ କରିବେ ଟିକେ କୁହ , ତା ପରେ ମୁଁ କହିବି ଶ୍ରୀ କୃଷ୍ଣ ନୁହଁ ଶ୍ରୀ ରାମ ଙ୍କୁ,
@@jeeban. sri krishna kn pain ete kanya nku bibah karithile sastra ru se bisayare tk vala se bujha......
@@jeeban. Sri krushna ku kete janicha ?? Nije kichi padicha na bas TV serial dekhiki gyana asichi ?? Sri krishna is yogi and he has only one wife that is rukimini .Gopi lila is when he is 8 year old .Srikrishna left gopa pura at the age of 11.
You are right ❤
Right sir
Tripathy sir your speach is #Adorable 🙏🙏🙏
Thanks sir Advise
Very very important tips.
We all to eyes these.
Well Advise 👍 Sr
Wright sir
Absolutely Right
Right
You are absolutely right sir
Salute you for your good thinking and analysis.
U are correct sir
Right sir 🙏🏽🙏🏽🙏🏽🙏🏽🙏🏽
U r right....
Great Sir
Har har Mahadev Jay Maa parvati 🙏🙏🙏
Thanks for discussion
Thanks🙏 for good information.
You are right sir.
Very good Sir
U r 100% right sir...❤
u r right sir
jai shri Ram
U r right sir
There is a limit for everything
Fact message
100'/. Right👍steps should be taken for not to forward illegal msgs VDOsin the social media
🙏ଜୟ ଜଗନ୍ନାଥ 🙏
Yes sir it's true..........I respect ur advice sir.........
Right 💯
Hi
Jai shri Ram
Your lines is genuine and well appreciated...
Bhahut sundar cament byomakesh sir
Nice sir. You are Right.. Thank you
That's great ad
Absolutely Right Sir 🙏🙏🙏
Sata Katha Ur no plz
Hi
Right 💯
Vala lagila sir
Right sir 🙏🙏
Sir. U r right
Right thinking
Great you sir.absolutely right
Right bro
good advice
Good 👍 sir
ବୌଦ୍ଧିକ ଶିକ୍ଷାର ଅଭାବ ଓ ଅନୁଚିତ୍ ସଂସ୍କାର ଏଭଳି ପରିସ୍ଥିତି ସୃଷ୍ଟି କରୁଛି।
ଆପଣ କୁ କିଏ କହିଲା ଏ ଭଳି ବୁଝାଇ ବାକୁ,apan ଭୁଲ ବାଟରେ ଯିବାକୁ ବାଟ ଦେଖାଉଛନ୍ତି,ସମାଜ ରେ ଲୋକମାନେ ଖରାପ କାମ କରନ୍ତୁ , ତା ମାନେ ଏଭଳି କାମ ସବୁ ଠିକ୍ ,ବୁଝିଲ sir ଏଭଳି ମନ୍ତବ୍ୟ ଦିଅନ୍ତୁ ନାହିଁ,ସମାଜ ରେ ଆହୁରି ଅପରାଧ ବଢ଼ିବ
You are right ❤
Like sir 👍👍👍👍
Ekdam thik katha kahichanti aagya 👍👍👍👌
ବ୍ୟୋମକେଶ ବାବୁ କହିବା କଥା ପରକିଆ ପ୍ରୀତି ଆଗରୁ ଅଛି ,ଆଗକୁ ରହିବ ,ରହିବା ଦରକାର୍ ଯେହେତୁ ଏଇଟା ଶରୀର ପ୍ରଥମେ ପ୍ରଧାନ ଖାଦ୍ୟ
ଅଗକ କୁ ତାଙ୍କର ଥାନା କୋର୍ଟ କଚେରୀ ହେବ, ଓକିଲ
ମାନେ ଦୁଇ ପୋଇଶା କମାଇବେ,ମାଡ଼ି ଚାଲ,
Very nicely told you are a good human being sir
Sir nkara agnest gyana asibaku social mediare
Thank u sir
Thanku sir
All rights sir 👌
right sir
Genius lawyer❤
Nice voice for new social media
Very nice 👍
👌👌👌👌🙏🙏
thik kahuchan sir
👌
Super bhai
ମଣିଷ ପାଖରେ ଆଉ ମାନବିକତା ହିଁ ନାହିଁ
👍
A mananku kuhajae sir..... Jou thalire khauchha sei thalire dhuli pakouchha..chhi chhi .
sir apan emiti kichhi ଶିକ୍ଷଣୀୟ jinisa share karantu
Perfectly Genius
👍🙏
👌👍❤🙏🙏🙏
ମୁଁ ସମ୍ପୂର୍ଣ୍ଣ ଏକମତ 👍🏻
Beautiful coverage bomyakesh tripathey
ଓକିଲ sir ଆଗ ଯୁଗ ପରି ରାମ .କି ସୀତା ପରୀ ମାଁ ନାହିଁ। ହଁ ଅଛନ୍ତି 50% ମାଁ କୁ ଛାଡି ଦେଲେ ଆଉ 50% other category Women,Girl ଏହି ନର୍କ ର ଜୀବନ ବିତାଇବାକୁ ପସନ୍ଦ , କିମ୍ବା ମଜବୁରୀ ରେ ଏହି ଖରାପ ରାସ୍ତାରେ ଆପଣେଇ କରୁଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଜୀବନ ଶୈଳୀ 🙏 କ'ଣ ଘଟୁଥିବ କାହାକୁ ଜଣାନାହିଁ। ତେଣୁ ଅଧିକ comment no
Your words are very powerful and correct
Rahibata dukha nuhe ,samaste rakhibata dukha.
Sir thik je chhua hela Kia neba sir
Ek dam thik kahile sir,chua mane dekhile amiti rough language use karuchanti kn sikhibe ,tanka future kn heba
ଯାହା କହିଲେ ଠିକ୍
Sir ଆପଣ ପୁରା ଠିକ୍ କହୁଛନ୍ତି କିନ୍ତୁ କିଏ ବୁଝିବ ସେଇଟା ହେଲା ଦୁଃଖ
ଠିକ କଥା.....
Actually ur right sir..who will do this.. govt or public unless there is a law to crub it
ଠିକି କଥା
ପୁରୁଷ କମିଶନ
ମାନ୍ୟବର ସୁପ୍ରିମ କୋର୍ଟ କେବେ ଫ୍ରି ସେକ୍ସ ପାଇଁ ଘୋସଣା କରିବେ ?
Bahut bhalase bujhauchanti sir.. apana emiti 24 ghanta kahile bi sunuthibi semiti mu.. 🙏🙏🙏
ok
Tama katha sunibaku aamar samaya nahin
Government ki rules tiyari Kariba katha
Deepak Mishra created more problems or complicated in the family and also created more case in court where the problem may not be solve easily, most of poor's are facing problems but Judge sleeping comfortably.
ବାସି ରଖିବାର ନାହିଁ କି କୁକୁର କୁ ଦାବର୍ ନାହିଁ 😁👏
Pratibad karahauthila karaheba