ପୁଣି ଥରେ ଇତିହାସ୍ ରଚିବ I LOVE YOU 2 ll Manoj mishra

Поделиться
HTML-код
  • Опубликовано: 23 дек 2024

Комментарии • 1,8 тыс.

  • @dhaneshburudi3425
    @dhaneshburudi3425 5 месяцев назад +135

    ଜାମ୍ମୁ ଓ କାଶ୍ମୀର ଠୁ ବି କମ୍ ନୁହଁ ଆମ କୋରାପୁଟ,ଫୁଲବାଣି, ମାଲକାନଗିରି ଜିଲ୍ଲା ମାଠିର ସନ୍ଦର୍ଯ୍ୟ ବହୁତ ସୁନ୍ଦର ❤...

    • @melodysunshine2279
      @melodysunshine2279 5 месяцев назад +2

      Kain other districts sundar nahi ki???

    • @NikhilBhanja-d5j
      @NikhilBhanja-d5j 5 месяцев назад +4

      Paschim odisha kebe b ama koraput bhalia hei paribani

    • @odia_pua_KT
      @odia_pua_KT 5 месяцев назад +2

      Odisha re sabu place sundar bas dekhibara nazar semiti haba darkar

    • @ManojSingh-xo7sf
      @ManojSingh-xo7sf 4 месяца назад +2

      I love koraput

    • @BasuDevDas-cj6fs
      @BasuDevDas-cj6fs 4 месяца назад

      👍 ​@@NikhilBhanja-d5j

  • @spandancreations4333
    @spandancreations4333 5 месяцев назад +39

    ଓଡ଼ିଆ ମୂଳ ଭାଷା- ତାପରେ, ସମ୍ବଲପୁରୀ, ମୟୁରଭଞ୍ଜି, ଵରହମପୁରି, କୋରାପୁଟିଆ, କଳାହାଣ୍ଡିଆ , ବାଲେଶ୍ଵରୀ ..
    ଜୟ ଜଗନ୍ନାଥ, ଜୟ ମାଁ ସମଲେଶ୍ଵରୀ, ଜୟ ଶ୍ରୀରାମ, ଜୟ ବୀର ହନୁମାନ 🙏

  • @ashutoshmohanty713
    @ashutoshmohanty713 5 месяцев назад +401

    ଆମେ ଓଡ଼ିଆ ଆଉ ଆମେ ସମ୍ବଲପୁରୀ ଭାଷା ରେ ମଧ୍ୟ ଫିଲ୍ମ ରେ ଦେଖିବୁ ❤ଜୟ ମା ସମଲେଇ 🙏🕉️🕉️🕉️🕉️
    ଓଡିଶା କେବଳ ଗୋଟିଏ ନା ପୂର୍ବ ଓଡ଼ିଶା ନା ପଶ୍ଚିମ ନା କୋଶଳ
    ଜୟ ଓଡିଶା🚩 ଜୟ କଳିଙ୍ଗ
    ଜୟ ଜଗନ୍ନାଥ 🙏🕉️ ବନ୍ଦେ ଉତ୍କଳଜନନୀ 🙏
    •ଆଉ aapnank kathare mu ସହମତ WODC office paschim bhaga re haba darkar
    •ଆଉ ଓଡ଼ିଶା ର ପଶ୍ଚିମ ଅଞ୍ଚଳ ରେ ବିକାଶ ହେବା ଦରକାର 🙏

    • @mrbikash.....8916
      @mrbikash.....8916 5 месяцев назад +10

      Love from sambalpur bro❤️🫶

    • @JagabandhuKanta-ll9nh
      @JagabandhuKanta-ll9nh 5 месяцев назад +27

      ତମର୍ ଲେଖେଁ ସମସ୍ତଙ୍କ ଚିନ୍ତା ଧାରା😂 ରହିବା ଦର୍କାର୍ ତମେ ଜଦି ଆମର୍ ସମ୍ବଲପୁରୀ Movie ଦେଖିବ ତାହେଲେ ଆମେ ବି ଓଡ଼ିଆ ଭାଷାର Movie ଆମେ ବି ଦେଖିବୁ ଭାଇଚାରା ବଢିବ

    • @ashutoshmohanty713
      @ashutoshmohanty713 5 месяцев назад +16

      @@JagabandhuKanta-ll9nh are bhai nischay dekhibu ଆମେ ବି ସମ୍ବଲପୁରୀ ଗୀତ ଆଉ ପୋଷାକ ଗର୍ବ ରେ ପିନ୍ଧୁଛୁ❤️ ତାହଲେ ଫିଲ୍ମ କାହିଁକି ନ ଦେଖିବୁ ? Sure dekhibu

    • @satishkumarpradhan8849
      @satishkumarpradhan8849 5 месяцев назад +6

      ​@@JagabandhuKanta-ll9nhjouti sambalpuri gita ra ete vhal paiba ❤ achi Sara odisha re , khas Kari CTC BBSR re so film ra Kain habani ............but mate jadi personaly pachariba then mu ta vhai sambalpuri Baja au gita ku aga 1no debi ....then smblpri movie .......gita au Baja hauchi Amara aga favorites ❤🎉🎉

    • @jagacreation7421
      @jagacreation7421 5 месяцев назад

      Right bhai ❤❤❤

  • @jyotiranjansahu9445
    @jyotiranjansahu9445 5 месяцев назад +1

    Kea kea tutu bhai ku sodhiba pai asicha like 👍🏻kara

  • @debabratamishra9633
    @debabratamishra9633 5 месяцев назад +212

    ଡେରିରେ ହେଉ ପଛେ ଦର୍ଶକ ଆପଣଙ୍କୁ ବୁଝିବେ, ଆପଣ ଓଡ଼ିଶାର ଗର୍ବ ❤❤❤
    ସାର୍ ଆପଣଙ୍କ ଏହି ଚଳଚିତ୍ର ଇତିହାସ ରଚିବ।

  • @tcpsboss9263
    @tcpsboss9263 3 месяца назад +1

    Bhai ame odia amo odisha ra sabu bhasha amoro se sambalpuri hau ki karaputia se puri hau ki balesoria. Jay Jagannath 🙏🚩 Jay maa samalei 🙏🚩

  • @mks5547
    @mks5547 5 месяцев назад +256

    ମୁଁ କଟକ ର ସମ୍ବଲପୁରୀ ଓଡ଼ିଆ ଦୁଇଟା ଭାଷା ମୋ ଭାଷା ମୋ ମାଟି ର ଭାଷା

    • @myjourney8090
      @myjourney8090 5 месяцев назад +8

      Ek number kahela Bhai 👍 love from sambalpur ❤❤

    • @mks5547
      @mks5547 5 месяцев назад

      @@myjourney8090 ଦେଖ ଭାଇ ତମେ ଓଡିଶା ରେ ରହୁଚ ତମକୁ କିଛି ଜଣା ପଡିନାହିଁ ପୂର୍ବ ପଶ୍ଚିମ କହି ଝଗଡ଼ା ହୋଇଚ ମୁ ଓଡିଶା ବାହାରେ ରହେ ଓଡିଶା ର ଯେ କୋନଶି ଜିଲ୍ଲାର ଓଡ଼ିଆ ଭାଷା କାନ ରେ ବାଜିଲେ କେତେ ଖୁସି ଲାଗେ ଯାଏ ତାକୁ ଓଡ଼ିଆ ନିଜ ଭାଇ ଭଳିଆ ଲାଗେ

    • @santoshmohanty5101
      @santoshmohanty5101 5 месяцев назад +9

      ଏମିତି ସମସ୍ତେ ହେବା ଦରକାର

    • @KedarPaule
      @KedarPaule 5 месяцев назад +1

      Asa karma sambalpuri bhasa ke bhasa ra manyata debe sarkar

    • @rkcreation8778
      @rkcreation8778 5 месяцев назад +1

      Love you Bro from Bargarh

  • @mr.bisoi_babu1
    @mr.bisoi_babu1 3 месяца назад +1

    I love my koraput ❤

  • @gyanendramohapatrs5841
    @gyanendramohapatrs5841 5 месяцев назад +189

    ମୋନଜ ବାବୁ ସମ୍ବଲପୁରୀ ଭାଷା କୁ କେହି ଖରାପ କହୁ ନାହାନ୍ତି ସବୁ ଭାଷା ର ଗୋଟେଗୋଟେ ଅଲଗା ସ୍ୱତରାନ୍ତା ଥାଏ ମଧୁରତା ଥାଏ ସେହି ସମୟରେ ବି ଆପଣଙ୍କର କିଛି ଦୋଷ ନଥିଲା ଅଯଥା ଗୋଟେ ବିବାଦ ସୃଷ୍ଟି ହେଥିଲା ଆପଣ ଲାଗି ପଡନ୍ତୁ

    • @JagabandhuKanta-ll9nh
      @JagabandhuKanta-ll9nh 5 месяцев назад

      @@gyanendramohapatrs5841 ଠିକ୍ କହୁଛ ଇାଇ ଆମର୍ ସମଲପୁରିଆକର୍ ଭାଷା ସଂସ୍କୃତି କେ ଜଦି ତମେ ଗ୍ରହଣ୍ ନାଇଁ କର୍ବ ଆମେ କେନ୍ତା ତମ ଭାଷା ଓଡିଆ କେ ଗ୍ରହଣ କର୍ମୁ ଆଉ ଗୁଟେ କଥା ସମ୍ବିଧାନର ଅନୁସାରେ ସମସ୍ତଙ୍କ ଅଧିକାର ଅଛି କିଛି ଦାବି କରିବାକୁ ସେଥିପାଇଁ ଆମେ ଆମର୍ ସମଲପୁରିଆକର୍ ଭାଷା କେ ଅଷ୍ଟମ ଅନୁଛେଦରେ ରଖିବା ଲାଗି ଓ କୋସଲ୍ ରାଜ୍ଯ ଲାଗି ଦାବିି କରୁଛୁ ଆର୍ ଆମ୍କୁ ଭି ଜନା ଅଛେ ରାଜ୍ଯ ପାଇଁ ବହୁତ ସଂଘର୍ଷ କର୍ବାକେ ପଡଵା କିନ୍ତୁ ନ ହେବା ଭିତରେ ସରକାର ପଚିମ୍ ଓଡିଶାକୁ Development କରନ୍ତୁ ନହେଲେ ଶହ ଶହ ବର୍ଷ ଦାବି ପୁରା ତିବ୍ର ହେବା ଆଉ ଦରକାର ପଡ୍ଲେ ବଲିଦାନ୍ ବି ବହତ୍ କର୍ବେ ସେଥିପାଇଁ ଅମେ କହୁଛୁ ଇାଇଚାରା ବଢାଅ କେହି କାହାର ଦାବିରେ ହସ୍ତଗତ କରିବା ଠିକ୍ ନୁହଁ

    • @KMKsbpofficial
      @KMKsbpofficial 5 месяцев назад +1

      RUclips re dekha Sambalpuriya . paschim odisha basi boli ken ken bhasa kahucha

    • @Smrutiranjan-n6e
      @Smrutiranjan-n6e 5 месяцев назад +1

      ​@@KMKsbpofficialtame b dekha paschim odisha loka katkia nku sodhuchanti besi...

    • @firojkumarpradhan5518
      @firojkumarpradhan5518 3 месяца назад

      Harimi ta Manoj

  • @krushna426
    @krushna426 5 месяцев назад +14

    ଭାଇ ସମ୍ବଲପୁରୀ ଆମୋ ଓଡ଼ିଶାର

  • @ChhabilaMohanty
    @ChhabilaMohanty 5 месяцев назад +155

    ଆମେ ଓଡ଼ିଶା ବାସୀ ଯଦି Tamil, Malayalam, Korean films କୁ subtitle ରେ ଦେଖୁଛୁ ତାହାଲେ Sambalpuri ଭାଷା ତ ଆମ ଓଡ଼ିଶା ଭାଷା, ଆମେ ବୁଝିପାରିବୁ । ଆପଣ ଭାଇ Sambalpuri ରେ ଫିଲ୍ମ ବନାନ୍ତୁ, ଓଡ଼ିଶାବାସୀ ଆପଣଙ୍କ ସାଙ୍ଗେ ଅଛନ୍ତି । ଏଇ ଟୁଟୁ ନାୟକ ଭଳିଆ ଲୋକ ଯେତେ ଆସିଲେ ବି ଆପଣଙ୍କର କେହି କିଛି କରିପାରିବେନି । We r with you Sir 🙏🏻😊

    • @sangramnayak5601
      @sangramnayak5601 5 месяцев назад +6

      Love you bro❤

    • @subashdalai8893
      @subashdalai8893 5 месяцев назад

      Bala Te Dekhibe 😂 Korean Hollywood Bollywood South Movie Ru Bi Loka Bor Hei Haleni 😂 Movie Aajika Time Re Kehi Dekhu Nahanti Abe Anime Webseries Superhero Movie Chalichi

    • @alinone4576
      @alinone4576 5 месяцев назад +1

      କେହି ମାଗୀୟ ଦେଖିବେ ନାହିଁ ସବୁ ଏବେ webseries

    • @Okhe133
      @Okhe133 5 месяцев назад

      Love you bhai❤❤❤

    • @SachhidanandaSutar-zq7gn
      @SachhidanandaSutar-zq7gn 5 месяцев назад

      Seme To u

  • @neelxofficial8496
    @neelxofficial8496 5 месяцев назад

    Full support Monoj Dada ❤️❤️❤️

  • @ark143music
    @ark143music 5 месяцев назад +94

    ମନୋଜ ଦାଦା 'କାଲି Film'ର ଟେର୍ଲର ବହୁତ୍ ଭଲ୍ ଲାଗୁଛି ❤❤❤❤

  • @rabinarayanarn1712
    @rabinarayanarn1712 5 месяцев назад +2

    Bhai mind game kau OTT re asiba ❤

  • @Dr.Shashikanta_Mohanta
    @Dr.Shashikanta_Mohanta 5 месяцев назад +89

    ଏଇ କଥାରେ ମନୋଜ ବାବୁଙ୍କ ସହ ମୁଁ ସହମତ😂

    • @trinathkrisanitiru8657
      @trinathkrisanitiru8657 5 месяцев назад +2

      କ'ଣ ବୁଝିଲ ଯେ ସହମତ, ଜଣଙ୍କର ବ୍ୟକ୍ତିଗତ କାର୍ଯ୍ୟ କୁ ଛାଡ଼ିଦିଅ କହିବା।ଭଲ ହେଉ କି ଖରାପ ହେଉ ତା ଇଛା ।

  • @sudansabar
    @sudansabar 5 месяцев назад

    super Manoj Mishra dada❤❤❤❤❤❤🎉🎉

  • @Kalmikuliyt
    @Kalmikuliyt 5 месяцев назад +58

    ସମ୍ବଲପୁରୀ ଗୀତ, କମେଡି, ବେଶୀ ମୟୁରଭଞ୍ଜ ରେ ଭଲ ପାନ୍ତି ଆଉ ଫିଲ୍ମ ବାହାରିଲେ ତୋ ଆହୁରି ଅଧିକ .....❤
    Keep it up Sir.... 🙏

  • @andaguntha8491
    @andaguntha8491 5 месяцев назад

    Thankyou Manoj sir Apano koraput ro Naa nele🙏🙏🙏

  • @Amit-o7s4p
    @Amit-o7s4p 5 месяцев назад +42

    ମନୋଜ ଦାଦା ଏନ୍ତା ଗୁଟେ ଲୋକ ଯେ କି ଓଡ଼ିଆ ଇଣ୍ଡଷ୍ଟ୍ରି କେ ବହୁତ ଉପର କେ ନେଇ ପାରି ଥି ତେ ବାକି ତମେ ମାନେ ବେଣ୍ଡ କରି ନିଜ ଗୋଡ ରେ ନିଜେ ଚୋଟ ମାରିଛ ❤ love u da ❤

    • @Smrutiranjan-n6e
      @Smrutiranjan-n6e 5 месяцев назад

      Sabhe misi Kari rahle jaikari improve heba....jhagda lagle kichi nai heba loss aye

  • @shayaranil-5kt
    @shayaranil-5kt 5 месяцев назад

    Sambal puri bhasha re jen maja achhe really mate bhal lagsi... Odia sambal puri re film🎬 kara bhal lagba❤❤❤

  • @PKCreationsPB
    @PKCreationsPB 5 месяцев назад +72

    Sambalpuri language and sambalpuri sarees proud of odisha.❤ Jay maa samalei

  • @jitunaik258
    @jitunaik258 5 месяцев назад

    ଜୟ ମାଁ ମାଣିକେଶ୍ଵରୀ ,ଜୟ ମାଁ ସମଲେଶ୍ଵରୀ 🙏🙏🙏

  • @santoshkumargoud4924
    @santoshkumargoud4924 5 месяцев назад +60

    Bahut badhia heichhi film kaligita❤️ super hit heba

  • @IASaspairant
    @IASaspairant 5 месяцев назад +3

    ଆରେ ଆରେ କଥା ତାହାଲେ ଏଠି 😅, ଝିଅ ମାନଙ୍କୁ Heroine ହେବା ପୂର୍ବ ରୁ Producers ଙ୍କ ପାଖରେ ରାତି କଟେଇ ବାକୁ ପଡେ, ସେ ଝିଅ Manoj ବାବୁ ଙ୍କ ପାଖରେ ରାତି କଟେଇ Mind game film ରେ chance ପାଇଲା , ଏବେ ଯେବେ TuTu ବାବୁ , ସେ Heroine କୁ ତାଙ୍କ film - I Love you 2 ପାଇଁ ନେଇ ଗଲେ , ତେଣୁ ସେ ଝିଅ ଟୁଟୁ ବାବୁ ଙ୍କ ପାଖରେ ରାତି କଟେଇ ଥିବ , ଯେଉଁଟା କି ମନୋଜ ବାବୁ ଙ୍କୁ କଷ୍ଟ ଦେଉଛି 😅

    • @subashdalai8893
      @subashdalai8893 5 месяцев назад

      Bilkul Thik Katha Kahila Au Se Heroine Hela Apsara Rani Emiti Re Se Actress Kam Items Dancer Adhika Jani Paru Thiba 😂

    • @aswinidhurua6289
      @aswinidhurua6289 5 месяцев назад

      are bhai se South hiroine

    • @ourvillagecooking359
      @ourvillagecooking359 5 месяцев назад

      ଆଉ ଏଇ ମନୋଜ ମିଶ୍ର କୋଉ ଭଲକି। ଇଏ ପୁରା ହାରାମି ୟାର history kahi le ସରିବନି

  • @ramakantameher342
    @ramakantameher342 5 месяцев назад +116

    ସବୁ ସିନେମା ସମ୍ବଲପୁରୀ ରେ ହେଉ ❤❤❤

    • @maheshbhadra4867
      @maheshbhadra4867 5 месяцев назад +3

      Bala na

    • @purusottamsa1103
      @purusottamsa1103 5 месяцев назад +5

      ​@@maheshbhadra4867BC Odia koi Samajhta nehi khali Odisha me Chelega jyada Se jyada west bengal me Chelega Lekin Sambalpuri Chhatisgarh.jharkhand.Assam .Aur All Odisha Chelega

    • @a__1__boy
      @a__1__boy 5 месяцев назад +5

      Kn ama odisha re au kichhi language nahi na ki bro...ame khanti odia ❌ not sambalpuria. Bhai ama language vi bhala anugulia. But I am proud , I am odia & Indian 🇮🇳✅.

    • @premanandasahu2721
      @premanandasahu2721 5 месяцев назад

      U are right

    • @X_itz_1
      @X_itz_1 5 месяцев назад +5

      ସବୁ ସିନେମା ଯଦି ସମ୍ବଲପୁରୀ ରେ ହବ ଆମେ ଓଡ଼ିଆ ଲୋକ ମୁଠି ମାରି ଦେଖିବୁ

  • @GangaramBishi
    @GangaramBishi 5 месяцев назад

    ବହୁତ ବଢିଆ ମନୋଜ ଦାଦା ମଡିଚାଳ

  • @ChhabilaMohanty
    @ChhabilaMohanty 5 месяцев назад +108

    ଟୁଟୁ ନାୟକ ଭଳିଆ ଲୋକ ଙ୍କ ପାଇଁ ଆଜି ଓଡ଼ିଆ ସିନେମା ଜଗତର ଏଇ ଭଳି ଅବସ୍ଥା.. ଠିକ୍ କହିଛନ୍ତି ଆପଣ ସତରେ #tutunayak ର ସିନେମା ବିଷୟରେ କିଛି idea ନାଇ..

    • @banamalimahalik2761
      @banamalimahalik2761 5 месяцев назад

      Tutu😂😂😂😂😂😂

    • @banamalimahalik2761
      @banamalimahalik2761 5 месяцев назад +2

      Sambalpuria Monoj great moveno1

    • @TheRedPen-w5c
      @TheRedPen-w5c 5 месяцев назад +1

      Right Bhai

    • @santagahir272
      @santagahir272 5 месяцев назад

      ​@@banamalimahalik2761ଟୋଟୋ 😃🤭😜

    • @snc777
      @snc777 5 месяцев назад +2

      Tutu nayak ❌❌❌❌
      Tutu naik ✔✔✔✔

  • @iswarchandranaik
    @iswarchandranaik 5 месяцев назад

    Samblapur film super duper ❤❤❤❤❤ u madichal

  • @sarojkumarsahoo3503
    @sarojkumarsahoo3503 5 месяцев назад +44

    Ollywood lost a 💎gem. Manoj bhai ur pride of our Odisha. Jay jagganath Jay maa samaleswari

  • @PkDasia-r2i
    @PkDasia-r2i 4 месяца назад

    ❤❤❤❤❤ sambalpuri flim aka nob 🎉🎉🎉🎉🎉🎉

  • @ashokkhandapani4581
    @ashokkhandapani4581 5 месяцев назад +43

    Kali Gita will be very hit and heart touching movie.......god bless to team KALI GITA✨✨

  • @chinatamanireddy9758
    @chinatamanireddy9758 5 месяцев назад

    ଜୟ ମା ସମଲେଇ ଜୟ ମା ବୁଢ଼ୀ ଠାକୁରାଣୀ love from ବ୍ରହ୍ମପୁର

  • @ରୋକଠୋକଟୋକାRANJAN
    @ରୋକଠୋକଟୋକାRANJAN 5 месяцев назад +30

    ଠିକ୍ ଭାଇ କହିଛ । ମୋର ପୁରୀ ଜିଲ୍ଲା ଭାଇ । ରଞ୍ଜନ କହୁଛି । ଭେଦ ଭାବ ନରଖି ମିଶିକି ଫିଲ୍ମ୍ କଲେ । ଓଡ଼ିଆ ଫିଲ୍ମ୍ ନିଶ୍ଚୟ ଉପର lable କୁ ପହଞ୍ଚିବ । ଆଜି ବହୁତ୍ ଭଲ ଲାଗିଲା ଭାଇ ତମ କଥା

  • @GurudevMunu
    @GurudevMunu 5 месяцев назад

    Love u Manoj bhai Kala gate hatehao Mohra district mayurbhanj❤❤❤❤❤❤❤

  • @chandancreation7064
    @chandancreation7064 5 месяцев назад +12

    ଜୟ ମା ସମଲେଇ ❤ଜୟ ଜଗନ୍ନାଥ ❤

  • @SambalpuriDnVlogs
    @SambalpuriDnVlogs 5 месяцев назад

    ମନୋଜ ଦାଦା ଜୁହାର 🙏

  • @allinonebro3293
    @allinonebro3293 5 месяцев назад +21

    Super duper heba dada from Kalahandi

  • @BhismadevPradhan
    @BhismadevPradhan 3 месяца назад

    are bhai film i love u 2 bahut sundar achhi - tame jane actor heiki bujhi palrila nahi
    super hit - i love you 2

  • @tusharrautia9159
    @tusharrautia9159 5 месяцев назад +15

    Kali gita lagi congratulations 👏🎉👏teaser supar dupar hit ❤❤❤❤

  • @sumittakri3232
    @sumittakri3232 5 месяцев назад

    ଶ୍ରୀ କୃଷଣ ଶ୍ରୀମୋଦ ଭାଗବତ ଗୀତା ରେ ବହୁତ ସୁନ୍ଦର କଥା ଗୋଟେଏ କହିଥିଲେ ଲୋକ କୁ ଲାଗି କି ହରାନ୍ତୁ ନାହି ତାଠୁ ଅଧିକ ସଫଳତା ହୋଇକି ହରାଅନ୍ତୁ ଆପଣ ସେଇଠା କରିକି ଦେଖାଇଦେଲେ sir ❤❤❤ ଏବେ ଆଉ କିଛି କିଏ କହିବେନି love you sir I'm from Koraput

  • @KarunaSahu-iu9ep
    @KarunaSahu-iu9ep 5 месяцев назад +10

    ଜୟ ମା ସମଲେଇ ଓଡ଼ିଆ ଆମର ପ୍ରାଣ

  • @sumanhota1275
    @sumanhota1275 5 месяцев назад

    Jay koshal Jay maa samlei I support manoj dada mui tamar sabu sange ache au rahebi dada

  • @khirodkumarnag4949
    @khirodkumarnag4949 5 месяцев назад +20

    Right katha kahile manoj sir...I am from Balangir......kali gita movie block buster heba.......

    • @EgoistMind
      @EgoistMind 5 месяцев назад

      Bala heba mind game asithila kan hela yeh gote super flop film

  • @pinkusarap5345
    @pinkusarap5345 5 месяцев назад +1

    ଆମର ଭାଷା ଆମର ପରିଚୟ ଜୟ କୋଷଲ୍ Congratulations dada 🎉🎉🎉

  • @arunnandacreation9644
    @arunnandacreation9644 5 месяцев назад +21

    Good news congratulations ❤🎉

  • @skcreations9055
    @skcreations9055 4 месяца назад +1

    ସତ ମୋନଜ ଦାଦା‌ ଭଲ ଲାଗୁଛି

  • @dinabandhukumbhar3865
    @dinabandhukumbhar3865 5 месяцев назад +28

    Jay maa samalei Daa

  • @murulidharbenia2227
    @murulidharbenia2227 4 месяца назад

    aaku kuhanti mind game 🔥🔥🔥🔥

  • @niladriparida7813
    @niladriparida7813 5 месяцев назад +13

    Sambalpuri bhasa re filmy dekhiba pain mu bahut excited achi

  • @Drs753
    @Drs753 5 месяцев назад

    Write ❤❤Manoj Mishra da❤

  • @ChutkiPapaFun
    @ChutkiPapaFun 5 месяцев назад +17

    Really Kali Gita will be milestone and "I love u" movie will b left behind it

  • @vishnubabu6802
    @vishnubabu6802 5 месяцев назад

    100% right monaj bhai 👍👍👍

  • @mksroster7423
    @mksroster7423 5 месяцев назад +19

    ❤ love from harisankar
    manoj misra ...

  • @suratratha7376
    @suratratha7376 5 месяцев назад

    Yes I'm support you love from RAYAGADA

  • @chandrakantamishra3025
    @chandrakantamishra3025 5 месяцев назад +4

    ମନୋଜ ବାବୁ ଆପଣ ଙ୍କୁ ଧନ୍ୟବାଦ୍ ଯେ, ଆପଣ କହିଲେ ସମସ୍ତେ ଆମେ ସମ୍ବଲପୁର ଭାଷା କୁ ଭଲ ପାଉ । କିନ୍ତୁ ସମ୍ବଲପୁର ର ଲୋକ ମାନେ କାହିଁକି ଅଣ ସମ୍ବଲପୁର ଭାଷା ର ଲୋକ ମାନଙ୍କୁ କାହିଁକି ଭଲ ପାଆନ୍ତି ନାହିଁ? ଉତ୍ତର ଦିଅ

    • @sachinbehera5981
      @sachinbehera5981 5 месяцев назад

      To bhali magiha boka choda pua ku kehi bhala panti nahi

    • @mihirranjanbodkia9749
      @mihirranjanbodkia9749 5 месяцев назад +2

      ଭାଇ ଓଲଟା କହିଲେ ଆପଣ କେବେ Kalahandi nabarngapur ଆସନ୍ତୁ ଜାଣିବେ ଯେ ପ୍ରକୃତ ସତ୍ୟ କଣ ଆଉ କୋଶଳ କଥା କଣ ପାଇଁ ଉଠୁଚି

    • @sankarsanaswain8887
      @sankarsanaswain8887 5 месяцев назад

      tume nijaku pachare kana pain ei prasna ta karucha
      kahin ki bhala paibe
      nija swartha ku khali dekhuchha

    • @beherac4742
      @beherac4742 5 месяцев назад

      Kan bhai sathy ta kuha ta ame b Sambalpur re rahu and athi ra local loko cuttackia kuhanti is it good and odisa ra western part ku chhadidele ...jou area heithiaa taku Sambalpur loko cuttkia kuhanti a ki type ra behaviour....Jia Cuttack dist ru belongs kare taku cuttikia kuhanti na ki other dist ku​@@mihirranjanbodkia9749

    • @chandrakantamishra3025
      @chandrakantamishra3025 5 месяцев назад

      ​@@mihirranjanbodkia9749ମନୋଜ ବାବୁ ଉତ୍ତର ଦିଅନ୍ତୁ

  • @santoshbisoi8766
    @santoshbisoi8766 5 месяцев назад

    ମନୋଜ sir abhaya movie super ଅକ୍ସସ ନ❤❤❤

  • @asimkumarsahoo9380
    @asimkumarsahoo9380 5 месяцев назад +7

    ମୁଁ ଓଡ଼ିଶାକୁ ବହୁତ୍ ଭଲ ପାଏ ଆଉ ଓଡ଼ିଶାର ଏକ ଜିଲ୍ଲା ହେଉଛି ସମ୍ବଲପୁର ତ ତାକୁ କେମିତି ଭଲ ପାଇବୁନି ମୁଁ ସମ୍ବଲପୁର କୁ ମଧ୍ୟ ବହୁତ୍ ଭଲ ପାଏ। ମୁଁ ନୁହେଁ ସାରା ଓଡ଼ିଶା ବାସୀ ସମ୍ବଲପୁର କୁ ଭଲ ପାଆନ୍ତି ଏବଂ ସମ୍ବଲପୁର ପାଇଁ ଗର୍ବିତ ମଧ୍ଯ ଅନୁଭବ କରନ୍ତି ❤️❤️❤️

  • @PradipKumar0208
    @PradipKumar0208 3 месяца назад

    monaj sir bahut badhiya kahicha❤❤

  • @jaduramjani6415
    @jaduramjani6415 5 месяцев назад +20

    My koraputia nice word kahilo bhai tik jaga

  • @JayadebSingha-p3d
    @JayadebSingha-p3d 5 месяцев назад

    Mu balasore ru bahaut bhala katha kahila Manoj bhai I love you ❤️❤️❤️❤️❤️ madi chala

  • @babulasagaria8656
    @babulasagaria8656 5 месяцев назад +6

    Aamoro Koraput suniki bohut khusi lagila
    Manoj sir❤ ilove koraput🎉

  • @hemantabadhei7344
    @hemantabadhei7344 5 месяцев назад

    ଠିକ୍ ସମୟରେ ଠିକ୍ ଜବାବ୍ ଦେଲ ଭାଇ,
    Love you Manoj Bhai !!

  • @p.r.pradhan41
    @p.r.pradhan41 5 месяцев назад +30

    Thik kahila Da

  • @PrakashSahoo-sl7hx
    @PrakashSahoo-sl7hx 5 месяцев назад

    ସତ କଥା ମନୋଜ ସାର୍ 👍 ମୁଁ ତମ କଳି ଗୀତ ଫିଲ୍ମ୍ ର ଟିଜର ଦେଖିଲି ଭଲ ଲାଗିଲା❤ ଏହିଭଳି ସିନେମା ହିଁ ଆମ ଓଡ଼ିଶାର ସିନେମାକୁ ଆଗକୁ ନେଇପାରିବ🎉 କେବଳ କଟକିଆ ଭାଷାରେ ଫିଲ୍ମ୍ କଲେ ହବନି ଓଡ଼ିଶାର ସବୁ ଜିଲ୍ଲାର ଭାଷାରେ ଫିଲ୍ମ୍ ମଧ୍ୟ କରିବା ଦରକାର୍ 👍👏🎉🤗

  • @KCT718
    @KCT718 5 месяцев назад +4

    ଟିକ କଥା ମନଜ ସାର ଆମ କୋରାପୁଟ ବହୁତ ସୁନ୍ଦର ଅଛି

  • @deepakjena1133
    @deepakjena1133 5 месяцев назад

    Bahut bhala kahila bhai 👏👏👏👏👏👏

  • @moheshwarsabar744
    @moheshwarsabar744 5 месяцев назад +6

    You are right monaj sir mu Sambhalpuri language ku mu sikhibaku chunchi and mo sango madya Nuapada ru auu Kalahandi ru Sambhalpuri language tike sikauchanti I love Sambhalpuri language Jay maa samalei jai jagannath jai odisha 🙏🙏🙏

  • @rakeshsahooofficial2402
    @rakeshsahooofficial2402 5 месяцев назад

    ଆମେ ଓଡ଼ିଆ ଆମେ ସବୁ ଭାଷା କୁ ଭଲ ପାଉ ❤❤❤❤

  • @hindiwale123
    @hindiwale123 5 месяцев назад +4

    सम्बलपुरी गीत को जैसा बहुत राज्य में, अच्छा लगता ऐसा,Pupular है ऐसा सम्बलपुरी Film भी देखेंगे हम , आप लागेरोह भाई 🙏 Juhar

    • @RD123.........
      @RD123......... 5 месяцев назад

      ଭାଇ ତୁମ area ରେ କଣ ସବୁ ହିନ୍ଦୀରେ ଲେଖାଯାଏ, ଓଡ଼ିଆରେକିଛି ଲେଖ

    • @hindiwale123
      @hindiwale123 5 месяцев назад

      @@RD123......... ଧନ୍ୟବାଦ ଆପଣଙ୍କ 🙏

    • @subashdalai8893
      @subashdalai8893 5 месяцев назад

      Geeta Au Movie Alaga 😂 Kehi Dekhi Beni 😂

    • @hindiwale123
      @hindiwale123 5 месяцев назад

      @@subashdalai8893 👍 good point 🤣🤣

  • @Sunildas-zm6zh
    @Sunildas-zm6zh 5 месяцев назад

    ଠିକ କହିଲ ଭାଇ ଅନୁଭବ ବିନା i love you 2 ଅଧୁରା 😔😔😔

  • @prasankumarofficial
    @prasankumarofficial 5 месяцев назад +33

    ଆରେ ଭାଇ ସାରା ଓଡିଶା ରେ sambalapuri କୁ ସମସ୍ତେ ଭଲ ପାଆନ୍ତି, କିନ୍ତୁ ତୁମେ ଖାଲି ଅଯଥାରେ ଓଡ଼ିଆ କଟକିଆ କହି ଗାଳି ଦିଅ କିଛି ଲୋକଙ୍କ ପାଇଁ।

    • @Koshli
      @Koshli 5 месяцев назад +1

      tahele ete bibad kana pai ruku suna heuman sagar manoj mishra sambalpuri para bulsid vasa

    • @Koshli
      @Koshli 5 месяцев назад +1

      papu pam pam thakura gita ku abhadra kari gaile seita bhal hele heuman sagar ruku suna tk gaidele bali khali charcha papu pam pam ra na re kie kebe fair dei6i kahiki na se purba odisha ra artist se jadi thakura ku gali kariba seita tumaku bhajan pari lagiba

    • @freefierstatusofficial7344
      @freefierstatusofficial7344 5 месяцев назад +1

      ​@@KoshliI like you bhai bhala kahila

    • @Smrutiranjan-n6e
      @Smrutiranjan-n6e 5 месяцев назад

      ​@@KoshliPapu pom pom ku Kali mada heithila Bhubaneswar re suninu bodhe ?? Human Sagar ku 1st chance daba loka hauchi anubhav...tame Khali sodha sodhi kariba janicha

  • @zoyasharukh7334
    @zoyasharukh7334 5 месяцев назад

    Trailer ta mast heuchi

  • @surajsd7846
    @surajsd7846 5 месяцев назад +6

    I also love sambalpuri language 🙏
    jay maa samalei 🙏🌹

  • @bubu_swain100
    @bubu_swain100 5 месяцев назад

    Monaj sir namaste🙏🏻🙏🏻❤ apanka mind game mu dekhichi City mall hal re bahut vala lagila mu sambalpur re belong kare recent jaichi mo ghara sambalpur nuhe but mate sambalpur ra language au culture bahut bahut badhiya Lage ete beautiful place achi sambalpur re so very nice mu budha Raja market re ruhe bank re job kare very nice place it's my sambalpur district

  • @ManoranjanSahoo-rb2rz
    @ManoranjanSahoo-rb2rz 5 месяцев назад +5

    Kamal Hassan of ollywod manoj mishra si ❤, love from dhenkanal

  • @simanchal440
    @simanchal440 5 месяцев назад

    Very nice video monaj bhai right 👍

  • @DNPTechnical18
    @DNPTechnical18 5 месяцев назад +5

    ଓଡ଼ିଆ+ସମ୍ବଲପୁରୀ=ଓଡ଼ିଶା

  • @pinkubag2311
    @pinkubag2311 5 месяцев назад

    ଦାଦା ସମ୍ବଲପୁରୀ କହ ଦାଦା ଜୟ କୋଶଳ 🚩🚩🚩

  • @swadhinabarik2803
    @swadhinabarik2803 5 месяцев назад +20

    Sir Apanna au kaha Bisayare kichhi kuhantuNi Apana nija ka nije karantu Au Agaku madi chalantu💖🙏 Au sei Mane Apanka pachhare padibe Au jalibe
    Au Sir Mun Apankara Bahuta bada Fan keonjhar Ru🙏

  • @khusiminucreations
    @khusiminucreations 5 месяцев назад

    ମନୋଜ ଦାଦା Teaser ଟା ବହୁତ ଭଲ ହେଇଛି , ମୁଁ ଆଶା କରୁଛି Film ମଧ୍ୟ ବହୁତ ଭଲ ହେବ। ଜୟ ଜଗନ୍ନାଥ, ଜୟ ସମଲେଇ 👍👍👍

  • @ashutoshrath6565
    @ashutoshrath6565 5 месяцев назад +13

    ତମର ସବୁଠୁ ବଡ଼ ଦୋଷ ହେଲା ଯେ , ତମେ ଓଡ଼ିଆ ଆଉ ସମ୍ବଲପୁରୀ ଭାଷା କୁ ଦୁଇଟି ଅଲଗା ଭାଷା ବୋଲି ଭାବୁଛ ! ନିଃସନ୍ଦେହ ତମେ ତମ ଫିଲ୍ଟ ରେ ଜଣେ ଉଚ୍ଚକୋଟୀର ଅଭିନେତା , କିନ୍ତୁ ମତେ ଲାଗୁଚି ତମେ ଜଣେ ବିଚ୍ଛିନ୍ନତାବାଦୀ !!

  • @Ugri-fn2db
    @Ugri-fn2db 5 месяцев назад

    Im bahut dhaniy bat monuj babu filim sundar laguchhe 4:35

  • @pandarakesh7382
    @pandarakesh7382 5 месяцев назад +7

    Mu bhai puer cuttackia.i love you.

  • @sd.amedia3146
    @sd.amedia3146 5 месяцев назад

    Manoj sir juhar bahut bhala lagu6i

  • @ark143music
    @ark143music 5 месяцев назад +5

    🙏🙏ଜୁହାର୍ ମନୋଜ ଦାଦା ❤❤

  • @sudeeppattnaik2609
    @sudeeppattnaik2609 5 месяцев назад

    Manoj Mishra one and only 🙏🙏

  • @VillageVloggerSagar
    @VillageVloggerSagar 5 месяцев назад +5

    Manoj Bhai Tame Bi Manucha Anubhav Super Star Boli 1:40

    • @mksvlog-ew8kg
      @mksvlog-ew8kg 5 месяцев назад

      Mor bandar hero mgh anuvab

    • @VillageVloggerSagar
      @VillageVloggerSagar 5 месяцев назад +1

      @@mksvlog-ew8kg ମୋର୍ ବାଣ୍ଡର୍ ଲୋକ ଟା ତୁ 🤣

  • @sangrambehera8874
    @sangrambehera8874 5 месяцев назад

    Tutu sir କିଛି ଜାଣିନାହାନ୍ତି film ବିସୟ ରେ ❤ ଠିକ୍ କହିଚ ମୋନୋଜ୍ ଦାଦା ❤

  • @smileindia9817
    @smileindia9817 5 месяцев назад +15

    Congratulations 💐 Jay koshal ❤❤❤

  • @SaipaintingChitta
    @SaipaintingChitta 5 месяцев назад

    I love Manoj Da from Bhubaneswar

  • @freefierstatusofficial7344
    @freefierstatusofficial7344 5 месяцев назад +10

    Dada sambalpuri re khali bana award milba

  • @asishmohanty5987
    @asishmohanty5987 5 месяцев назад

    I am from Jagatsinghpur district but i love Sambalpuri language n culture❤ jay maa samalei🙏🏻

  • @Buluseth-cq1tr
    @Buluseth-cq1tr 5 месяцев назад +10

    Manoj dada tamar lagi paschim odisha ra sabu pila achhu au sambalpuri cinema Kali Gita 💯% hit heba Jay koshal

  • @Oneplayer123
    @Oneplayer123 5 месяцев назад

    Love from puri manoj sir, fantastic mindblowing film

  • @ajayasahu4728
    @ajayasahu4728 5 месяцев назад +4

    Great star villian in Odia and hind Monoj Mishra support you all odisha

  • @JogindaranathPradhan
    @JogindaranathPradhan 4 месяца назад

    Monaj Bhai very nice 👍 Jay maa sambuli

  • @sambalpurimahujharan3898
    @sambalpurimahujharan3898 5 месяцев назад +7

    Congratulations Dada

  • @bikashmirdha1921
    @bikashmirdha1921 5 месяцев назад +4

    Super 👌💐

  • @SunaSinghMajhi-m5s
    @SunaSinghMajhi-m5s 5 месяцев назад

    Aapanka video khub vl lagba sir ❤

  • @anjandas3317
    @anjandas3317 5 месяцев назад +5

    ସତ କଥା କହିଛ ଭାଇ, ଅମିତାଭ ବଚ୍ଚନ ପରେ ଅଭିଷେକ ଯେମିତି ବସନ୍ତ ନାୟକ ଙ୍କ ପରେ ଟୁଟୁ ନାୟକ ସେମିତି 😂😂😂😂