ଟୁଟୁ ନାୟକ ପଇସା ରେ ପୋତି ଦେବ - Sanjay Naik || I Love You 2 || Odia Mirchi

Поделиться
HTML-код
  • Опубликовано: 11 янв 2025

Комментарии • 529

  • @m2study696
    @m2study696 4 месяца назад +16

    କେହି ସୁପରଷ୍ଟାର ନୁହଁ only ସିଦ୍ଧାନ୍ତ ମହାପାତ୍ର

  • @dileswarbiswal2962
    @dileswarbiswal2962 4 месяца назад +93

    ସୁପରଷ୍ଟାର ଏବଂ ମେଗାଷ୍ଟାର୍ କେବଳ ଓଡିଶା ରେ ସିଧାତଂ ମହାପାତ୍ର କୁ ବୁଝାଏ ।
    ଯିଏ ସବୁ ଅଭିନୟ କରି ପାରେ, ସେ ହେଉଛି siddhant mahapatra🎉🎉🎉🎉
    Hero, villain, comedy , action, emotion,etc... One and only siddhant sir🙏🙏

    • @rakeshbehera161
      @rakeshbehera161 4 месяца назад +4

      😂😂 anubhav mohanty aau uttam mohanty real megastar and superstar of ollywood,bahut movie tankara solo blockbuster, siddhant Mohapatra star gote superstar nuhe, sabuthu adhika blockbuster movie hauchi uttam mohanty aau anubhav mohanty ra

    • @gautampradhan3182
      @gautampradhan3182 4 месяца назад

      ​@@rakeshbehera161are bahi star houchi au megha star houchi sidhant Mohapatra anubhav ra voice dama nahi ki tanka ra kou siddhant Mohapatra kou look nahi 😅😅😅😅

    • @rakeshbehera161
      @rakeshbehera161 4 месяца назад +1

      @@gautampradhan3182 semiti star megastar huantini ta hele rajnikanth south ra megastar hei na thante,jahara film sabu iconic blockbuster solo heithae semane real superstar aau megastar, only uttam mohanty aau anubhav mohanty hi real megastar of ollywood, siddhant jadi superstar 6 ta solo blockbuster siddhant Mohapatra ra kahilu,mu ganei debi uttam mohanty aau anubhav mohanty ra.

    • @bibhubibhu28
      @bibhubibhu28 4 месяца назад +1

      ​@@rakeshbehera161. Tu kichi janinu

    • @sumansatapathy6733
      @sumansatapathy6733 4 месяца назад +5

      ​@@rakeshbehera161tu kukura anubhav ku uttam mohanty saha Jodi ki kahuchu. Uttam mohanty gote time re super star thile then sidhant asile sidhant Uttam mohanty mihir sirnka combination best

  • @sanghamitrapathy4825
    @sanghamitrapathy4825 4 месяца назад +59

    ବାବୁଶାନ୍,ଅନୁଭବ,ଅରିନ୍ଦମ ସ୍ୱର୍ଗତଃ ହର ପଟ୍ଟନାୟକ ଙ୍କ ଦ୍ଵାରା ହିଁ ଓଲିଉଡ ସିନେମା ଜଗତ ରେ ପ୍ରବେଶ କରିଥିଲେ

  • @bbart7
    @bbart7 4 месяца назад +6

    ଏମାନଙ୍କ ସବୁ ସିନେମା କପି ଥିଲା ଓ ବହୁତ ପଇସା ବାଲା ଯଦି Avtar ପରି holywood ସିନେମା କରିବା କଥା ସବୁ ସିନେମା ସାଉଥ୍ କିମ୍ବା ହିନ୍ଦୀ ରୁ କରି ଥିଲେ କଣ ପାଇଁ ଏ film ବି korian love story ହୋଇ ଥାଇ ପାରେ କିଛି କହି ହେବ ନାହିଁ

  • @upendrabarik5450
    @upendrabarik5450 4 месяца назад +30

    Tutu Nayak ଭାଇ ଙ୍କ ର ଦମ୍ ଅଛି ଏ ନୂଆ ହିରୋ ସୁପରଷ୍ଟାର ହେବା ❤❤❤❤❤❤❤❤❤❤❤❤❤❤❤❤🎉😊

  • @subratmaharathy435
    @subratmaharathy435 4 месяца назад +27

    ଶାହାରୁଖ ଖାନ‌ କୁ କହିଲେ ଟୁଟୁ ନାୟକଙ୍କୁ ହଜାରେ ଥର କିଣି କି ବିକିବ । ଯାହା ପାଖରେ ଅଧିକ ପଇସା ଥାଏ ସେ କେବେ କାହାକୁ କହିବନି ଯେ ଟଙ୍କା ରେ ପୋତି ଦେବ। ବାହାପିଆ ଟା। ବସନ୍ତ ନାୟକ ଙ୍କ ପୁଅ ହେଲେ କଣ ହେବ। ତାଙ୍କ ବାପା କେବେ ଏମିତି କହି ନଥିବେ ଯେ ଟଙ୍କା ରେ କାହାକୁ ପୋତି ଦେବେ।ଅଭଦ୍ର ଲୋକ ଟା ୟେ।ମହିଳା ସାମ୍ବାଦିକା ଙ୍କୁ ହାତ ମାରି ଜେଲ ଯାଇଥିଲା।20 ବର୍ଷ ଯେତେବେଳେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅସୁବିଧା ରେ ଥିଲା ସେତେବେଳେ କିଛି କରୁ ନଥିଲେ।ମାନେ ଟୁଟୁ ନାଏକ ର କେବଳ ପଇସା ରେ ମନ।ସ୍ୱାର୍ଥପର।କୁକୁର କିଏ ଘୁଷୁରୀ କିଏ ସମସ୍ତେ ଜାଣିଛନ୍ତି

    • @କୁଟୁମ୍ବ122milionview
      @କୁଟୁମ୍ବ122milionview 4 месяца назад +1

      1st week ଡକା ଡକୀ ହେଇ ଫିଲ୍ମ ଯିବେ

    • @ramachandrabarik1262
      @ramachandrabarik1262 4 месяца назад

      ସାରୁ ଖାଁ ତୋ ଆଖିକି ଦେଖାଗଲା ଓଡ଼ିଶାରେ ଲୋକ ନାଁହନ୍ତି

    • @subratmaharathy435
      @subratmaharathy435 4 месяца назад

      @@ramachandrabarik1262 ହଁ ଦେଖା ଗଲେ ମୋ ଆଖି କୁ ସେଥିପାଇଁ କହିଲି। ଆପଣ କଣ ଭାଇ ସେତିକି ବୁଝି ପାରିଲେନି ଯେ ପୁଣି ପଚାରୁଛନ୍ତି ।

    • @subratmaharathy435
      @subratmaharathy435 4 месяца назад

      @@ramachandrabarik1262 ହଁ ମୋ ଆଖି କୁ ଦେଖା ଗଲେ ବୋଲି କହିଲି।ଆପଣ ଏତିକି ବୁଝି ପାରିଲେନି ଯେ ପୁଣି ମୋତେ ପଚାରୁଛନ୍ତି

  • @homefilms9689
    @homefilms9689 4 месяца назад +1

    All the best to I ❤ U 2

  • @NewLeapEducation
    @NewLeapEducation 4 месяца назад

    I love you 2 bi super hoichi

  • @rajashreejena7781
    @rajashreejena7781 4 месяца назад +1

    Tutu Bhai gote odisha ra Film brand

  • @satyabratasahoo2577
    @satyabratasahoo2577 4 месяца назад +36

    ତ ପାଖରେ ଯଦି ଏତେ ପଇସା ଅଛି, ସଲମାନ୍ ଖାନ୍ କୁ ଆଣି ଗୋଟିଏ ଓଡିଆ ଫିଲ୍ମ ବନେଇକି ଦେଖା ମୁ ଜାଣିବି ତ କଥା ରେ ଦମ୍ ଅଛି (ଜୟ ଜଗନ୍ନାଥ)

    • @jananinaik4645
      @jananinaik4645 4 месяца назад +1

      Kn pai salman khan ku anibe amo odisha re kn hero nai

    • @duryodhanmeshua
      @duryodhanmeshua 4 месяца назад

      Exsetly bro

    • @satyabratasahoo2577
      @satyabratasahoo2577 4 месяца назад

      @@jananinaik4645 ସେ କହୁଛି ମୋ ପାଖରେ ବହୁତ ଟଙ୍କା ଅଛି ବୋଲି , ହେଲେ ଆମ ଓଡ଼ିଆ ହିରୋ ବହୁତ କମ୍ ଟଙ୍କା ରେ କାମ କରୁଛନ୍ତି

    • @mrsosu8414
      @mrsosu8414 4 месяца назад

      😂

    • @littoncool
      @littoncool 4 месяца назад

      Salman nai…thalapathy ku Ana eka 200 CR neba😂

  • @SohanRoy-m2w
    @SohanRoy-m2w 4 месяца назад +1

    Bhai u are super maker

  • @purbeshswain2126
    @purbeshswain2126 4 месяца назад +3

    Movie superhit heba ❤🎉

  • @akb1433
    @akb1433 4 месяца назад +5

    ମୁଁ ଯାହା ହାତରେ ମୁଣ୍ଡ ଦେଇଛି ସେଇଟା ନାହିଁ ଏ ହଉଚି ଟାଉଟର ନାୟକ ର କଥା ବାଉଳି ଚାଉଳି ହେଲାଣି ରେ ଭାଇ ଆଉ ଆମର ରିପୋର୍ଟ ର ଭାଇ ବି ଟିକେ ବେଶୀ ଟେକୀକି ମାରିବା କୁ ବସିଛନ୍ତି

  • @KumarPrabhat796
    @KumarPrabhat796 4 месяца назад +1

    Film dekha taa pare kahiba .❤❤❤

  • @narayanpadhi5986
    @narayanpadhi5986 4 месяца назад +3

    Love u tutu ❤❤❤❤❤❤❤🎉bhai

  • @ranjanpradhan9780
    @ranjanpradhan9780 4 месяца назад

    New star born already film ta nischya jiba dekhibaku with family emiti gote film thik 90's-2000 bhali full family enjoy kariparibe. Gote producer au director odia film Ku puni sahi track ku anichanti ନିଶ୍ଚୟ dekhiba darkar. All the best

  • @Jagadishmusic2.9
    @Jagadishmusic2.9 4 месяца назад +6

    Fast comment agai chala tutu bhai

  • @sarojkumarswain1587
    @sarojkumarswain1587 4 месяца назад

    Excellent movie

  • @RajendraDas-t3j
    @RajendraDas-t3j 4 месяца назад +3

    Hero ta bhala heichi super duper haba

  • @sibunmusicvlogs9911
    @sibunmusicvlogs9911 4 месяца назад

    Right

  • @dipakmallik3650
    @dipakmallik3650 4 месяца назад +14

    ବ୍ରଜରାଜ ମୁଭି ମାନେ ହିଟ୍ ନିଶ୍ଚିନ୍ତ ବହୁତ ଦିନ ପରେ ଫିଲ୍ମ୍ ଦେଖିବାକୁ ଯିବି

  • @DilipJayaVlogs
    @DilipJayaVlogs 4 месяца назад +2

    Happy Janmashtami 🙏🙏🙏

  • @abhitopno892
    @abhitopno892 4 месяца назад +1

    New Hero new record kariba love you tutu bhai

  • @nayak.creation1991
    @nayak.creation1991 4 месяца назад +1

    ଜୟ ଜଗନ୍ନାଥ 🙏🏻
    ଖାଲି ମିଡ଼ିଆ ଆଗରେ ବାହାପିଆ କଥା କହିଲେ କଣ ହେବ ଯଦି ଦମ୍ ଅଛି ଆପଣଙ୍କ ସିନେମାରେ ଆପଣଙ୍କ ସିନେମା ଏବେ ଶୁଭମୁକ୍ତି ନକରି
    ଦଶହରା ବଜାରରେ ରେ ଶୁଭମୁକ୍ତି କର ଦେଖିଆ ଟୁଟୁ ନାୟକ କେମିତି ଚଳଚିତ୍ର ବନେଇଛନ୍ତି
    ଅନୁଭବ ଆଉ ଅର୍ଧେନ୍ଦୁ ଙ୍କ ସାଙ୍ଗରେ କେମିତି ଆପଣଙ୍କ ସିନେମା ଚାଲିବ ସାରା ଓଡ଼ିଶାର ଦର୍ଶକ ଦେଖିବେ
    ଆଉ ଯୋଉ ସମୟ ରେ ପ୍ରେଖ୍ୟାଳୟ ରେ ସିନେମା ନାହିଁ ସେହି ସମୟ ରେ ଶୁଭମୁକ୍ତି ଲାଜ ଲାଗୁନି ଆପଣକୁ ଟିକେ

  • @pradipta2727
    @pradipta2727 4 месяца назад +12

    Basanta Nayak ❤❤

  • @sarojdas5357
    @sarojdas5357 4 месяца назад +2

    Super duper hit hebo

  • @DilipJayaVlogs
    @DilipJayaVlogs 4 месяца назад

    Thank You For 💯 subscribers 👍🙏🙏🙏🎉🥰❣️💕

  • @manasranjandalei2450
    @manasranjandalei2450 4 месяца назад +2

    Wel.com.tutu.vahi.flmi.🎉🎉❤❤

  • @Slifeenjoyto
    @Slifeenjoyto 4 месяца назад

    Tutu nayak gold Bhai jan

  • @SwatikPanda-tu8bs
    @SwatikPanda-tu8bs 4 месяца назад +2

    Tutu Bhai always best ❤

  • @Aditya-vd8vp
    @Aditya-vd8vp 4 месяца назад +2

    I think this film is something new for odia flim industry ❤

  • @pradipmohanty4727
    @pradipmohanty4727 4 месяца назад +1

    ବାବୁ ଯାହାତ ଫିଲ୍ମ କରୁଛ ମା ଗଙ୍ଗା ଜାଣନ୍ତି। ହାତ ଗଣତି କେତେ ଜଣଙ୍କୁ ଵାଦ ଦେଲେ ଅନ୍ୟ ହିରୋ ଙ୍କ ଠାରୁ ଆମ ଗାଁ ଶଙ୍କର ଡ୍ରାମାରେ ଅଧିକ ପ୍ରାକ୍ରୃତିକ ରୋଲ୍ କରିପାରେ। ସେଥିରେ ପୁଣି ଫୁଟାଣିଆ କଥା "ଟଙ୍କାରେ ପୋତି ପକେଇବି"। ପିମ୍ପୁଡ଼ି ରୁଖାରେ ଚଢିଲା ଭଳି ମାସିକତା ଏମାନଙ୍କର। ଭଦ୍ର ହୁଅ, ନମ୍ର ହୁଅ, ଭଲ ଫିଲ୍ମ ତିଆରି କର, ଲୋକାଦ୍ରୃତି ମିଳିବ। ବାପା ଯେଉଁ ଧାରା ସ୍ତୃଷ୍ଟି କରି ସମସ୍ତ ଙ୍କ ଦ୍ଵାରା ଆଦ୍ରୃତ ହୋଇଥିଲେ ତା'ର ବିଶ୍ଲେଷଣ କରି କାର୍ଯ୍ୟ କର, ନହେଲେ, କଳିଙ୍ଗ ଷ୍ଟୁଡିଓ ଗେଟ୍ ପାଖରେ ହିଁ ଅଟକି ଯିବ।

  • @Rjkarik100copyright
    @Rjkarik100copyright 4 месяца назад +69

    ପ୍ରଥମେ ଫିଲ୍ମ ଦେଖ ତାପରେ କମେଣ୍ଟ କର!!!ଜୟ ଜଗନ୍ନାଥ

    • @mrpintublogs2976
      @mrpintublogs2976 4 месяца назад +6

      ଆ କଥା ରୁ ଜଣା ଯାଉଛି ଏଇଟା ପୁରା ପବନ କରୁଛି 😂

    • @hardworkneverdies5679
      @hardworkneverdies5679 4 месяца назад +8

      film dekhi sarila pare jadi kharap lagila tu money aau time return karibuki???
      dekhi sarila pare aau bala thaba je sonpapmudi khaeiba😂

    • @tarachandpanda9481
      @tarachandpanda9481 4 месяца назад

      ​@@hardworkneverdies5679tuma katha thik je but part 1 dekhile sina part 2 dekhiba ku icha haba
      Eia ta 1 ku uploaded Kalani

    • @bhabanisankardas2642
      @bhabanisankardas2642 4 месяца назад

      ବାଣ୍ଡ ଜାଣିନୁ

    • @pritiranjanlenka8963
      @pritiranjanlenka8963 4 месяца назад +2

      Hero ta kn chhaka bhali disuchi ki film Kariba se

  • @SOUMYARANJANSAHOO-x4u
    @SOUMYARANJANSAHOO-x4u 4 месяца назад +4

    ବସନ୍ତ ନାୟକ ବସନ୍ତ ନାୟକ ଓଡ଼ିଆ ସିନେମା ର କଳିଙ୍ଗ ଟାଇଗର ଏବେ ବି ତାଙ୍କ ଫିଲ୍ମ କେହି ରୋକଡିଂ କରି ପାରି ନାହାନ୍ତି ମୁଁ ତତେ ଲଭ କରୁଛି ଆଜି ଯାଏ କ୍ୟାସେଟ୍ ମାର୍କେଟ କୁ ଆସିନି

  • @malayakumarbiswal5445
    @malayakumarbiswal5445 4 месяца назад +1

    Tutu ଭାଇ ଭଲ ମୁଭି କର ଆମେ ଦେଖିବା ପାଇଁ ବହୁତ ଦିନରୁ ଅପେକ୍ଷା କରିଛୁ
    ଭାଇ ଗର୍ବ କରନି ଆଉ ବିଭିନ୍ନ ଦୋନ୍ଦ୍ ରେ ଫସନି

  • @pkvideo2323
    @pkvideo2323 3 месяца назад

    Sabyasachi best hero

  • @SridharNayak-u2y
    @SridharNayak-u2y 4 месяца назад +1

    Super hit haba

  • @rajibbehera2539
    @rajibbehera2539 4 месяца назад

    ❤❤❤

  • @Kiila-b9p
    @Kiila-b9p 4 месяца назад +3

    Tutu nayak TIGER, ଘାସ ଖାଏ ( ଟଙ୍କା ) ନାହିଁ, ଫିଲ୍ମ ଭଲ ଚଳିବ, ୟଏ ଟୋକା ହିରୋ, ଅନୁଭବ ବୁଢ଼ା ହେଲାଣି, ଟୁଟୁ ନାୟକ ବଦନାମିୟା ମାନଙ୍କୁ କାହିଁକି ନେବ ?

  • @sisirmohan7517
    @sisirmohan7517 4 месяца назад

    ମୁଁ ବୁଝି ପାରୁନି ଆମ ଓଡ଼ିଆ ଲୋକ ହେଇକି ଓଡ଼ିଆ ଫିଲ୍ମ ବନେଇଲେ ଅନ୍ୟ ଓଡ଼ିଆ ପ୍ରଦୁସର୍ ଡାଇରେକ୍ଟର ମାନେ କାହିଁକି ଘୃଣା ରେ ଇର୍ଷାରେ ଜଳୁଛନ୍ତି। ତା ହେଲେ ଆମେ ଓଡ଼ିଆ ମାନେ ଆଗକୁ କେମିତି ଆଗକୁ ଯିବା। କନ୍ନଡ ଭଳି ଛୋଟ ଇଣ୍ଡୁଷ୍ଟ୍ରି ଆଜି ଏତେ ଆଗକୁ ଯାଉଚି କାରଣ ହେଇଛି ସେମାନେ ନିଜ ଭାଷା ଆଉ ସଂସ୍କୃତି କୁ ଭଲ ପାଆନ୍ତି। ଫିଲ୍ମ ହିଟ୍ ହଉ କି ଫ୍ଲପ୍ ହଉ ସେମାନେ ଆଗ ତାଙ୍କ ଭାଷା ର ଫିଲ୍ମ ଦେଖି ବାକୁ ଯାଆନ୍ତି

  • @Adhaasaritvofficial
    @Adhaasaritvofficial 4 месяца назад

    ❤. ❤. ❤

  • @Pikachuyoutubechannel
    @Pikachuyoutubechannel 4 месяца назад

    tutu bhai right ❤❤❤

  • @sarat_traveller14300
    @sarat_traveller14300 4 месяца назад +4

    Super hit heba

  • @goutamsikdar357
    @goutamsikdar357 4 месяца назад

    Tutu Bhai Lovely Performance,
    Lovely Chiku Bhai Interview ♥️

  • @dibya63
    @dibya63 4 месяца назад +70

    ଟୁଟୁ ଭାଇ ଙ୍କୁ hit କରାଅ ରେ

    • @Ashoka_the_great
      @Ashoka_the_great 4 месяца назад +3

      Tara Paisa achhi se hit kareidaba 😂

    • @Dill.Ka.RAZA__
      @Dill.Ka.RAZA__ 4 месяца назад +3

      Banda ku kehi jibeni hall anubhav ku nelaani

    • @Babul-t9b
      @Babul-t9b 4 месяца назад

      Sabu bele kn anubhab ku dekhiba se kichi nua try karuchanti tanku support karantu​@@Dill.Ka.RAZA__

    • @iJagannath
      @iJagannath 4 месяца назад

      ଚାଲ ଭାଇ, ଆମେ ତମ ପଛେ ପଛେ

    • @ବେକାର
      @ବେକାର 4 месяца назад

      ​@@Dill.Ka.RAZA__na gale gandi mara

  • @AntaryamiBehera-xv9vr
    @AntaryamiBehera-xv9vr 4 месяца назад

    Good 👍👍👍

  • @indramanisahooindramanisah9829
    @indramanisahooindramanisah9829 4 месяца назад

    All the best❤

  • @prasantamalla7895
    @prasantamalla7895 4 месяца назад

    Jay tutu bhie

  • @bibhuduttagan7165
    @bibhuduttagan7165 4 месяца назад +1

    Time will answer

  • @a1productionodia
    @a1productionodia 4 месяца назад +35

    ମୂର୍ଖ Media Wala ରେମେକ୍ ନୁହ୍ ରେ sequel କୁହାଯାଏ ସେଇଟା Mgh କୁଆଡୁ କୁଆଡୁ ପଳେଇ ଆସୁଛ, ଲାଜ ଲାଗୁନି ତୁମ ମାନଙ୍କୁ

  • @gangadharbarik9798
    @gangadharbarik9798 4 месяца назад +27

    Tutu bhai great person ❤

    • @user-TRADE-WITH-ADK
      @user-TRADE-WITH-ADK 4 месяца назад +1

      😂😂bopa paisa re tutu vada vada😂😂😂😂

    • @gamingduniayt2007
      @gamingduniayt2007 4 месяца назад +1

      Pela person

    • @jnyanadevbhoi5883
      @jnyanadevbhoi5883 4 месяца назад

      Tutu very antisocial person.

    • @gangadharbarik9798
      @gangadharbarik9798 4 месяца назад

      @@rajeshbaral8581 bhai mu ta Tama ku kichhi kahini

    • @gangadharbarik9798
      @gangadharbarik9798 4 месяца назад

      @@rajeshbaral8581 tm amiti mate kahiba ta bhala helani bhagwan thile bujhi be jay jagannath 😊

  • @alokkumarsha9931
    @alokkumarsha9931 4 месяца назад

    Movie sure super hit haba

  • @sibunaik5851
    @sibunaik5851 4 месяца назад

    Nihati suppr star hebo tutu siar jia jahakahu aamarodho❤❤❤❤ jay jagarnath🙏🙏🙏

  • @pradeeppradhan8814
    @pradeeppradhan8814 4 месяца назад

    ଯୋଉ ବାଳ ଫିଲ୍ମ 😊😊😊

  • @anantabehera7700
    @anantabehera7700 4 месяца назад

    Only Anubhav bhai superstar

  • @naikvlogsnaik9688
    @naikvlogsnaik9688 4 месяца назад

    Superhit hebo

  • @amrit0501
    @amrit0501 4 месяца назад

    Jai Tutu Bhai

  • @SusantPradhan-r4l
    @SusantPradhan-r4l 4 месяца назад +2

    Tutu bhai ,Film hit

  • @AYESNATUBE
    @AYESNATUBE 4 месяца назад +33

    Super duper ହିଟ୍ ହେବ ଫିଲ୍ମ

    • @Aizazeng
      @Aizazeng 4 месяца назад

      Tu banda pagala haejaechu

    • @Pankajpvlog
      @Pankajpvlog 4 месяца назад

      Balo hebo 😂

  • @kaibalyakumarbhoi1480
    @kaibalyakumarbhoi1480 4 месяца назад

    Tutu bhai all the best 🎉
    Tama film vala business karu

  • @debasishbehera601
    @debasishbehera601 4 месяца назад

    ONCE MORE I LOVE YOU IN CINEMA HALL

  • @Biswa143-10
    @Biswa143-10 4 месяца назад

    Hit ହେବ 😂😂

  • @shortsvideo949
    @shortsvideo949 4 месяца назад +2

    ଗୋଟେ ଗୀତ best ଭଲ ହେଇଛି।

  • @trueindiansagar775
    @trueindiansagar775 4 месяца назад +1

    Na hero na heroine both r comedy 😄😄😄😄😄

  • @rutukantapradhan2306
    @rutukantapradhan2306 4 месяца назад

    Very good

  • @shreekrishnabhakta326
    @shreekrishnabhakta326 4 месяца назад

    Nichaya dekhibu.new face ku encourage karibu. Future pain odia industry pain

  • @sadhudas2758
    @sadhudas2758 4 месяца назад

    ଫିଲ୍ମ ଭଲ ହେଇଛି

  • @sibaram8328
    @sibaram8328 4 месяца назад

    Tutu Naik right person ❤

  • @DasharathiKhatei
    @DasharathiKhatei 4 месяца назад +2

    Great producer tutu naik

    • @user-TRADE-WITH-ADK
      @user-TRADE-WITH-ADK 4 месяца назад

      😂😂😂😂bopa name re Khali FUTANIA tutu motu😂😂

  • @manasranjanupadhyaya5676
    @manasranjanupadhyaya5676 4 месяца назад +1

    Tutu Naik always Tigers

  • @Prince_Baba-m2j
    @Prince_Baba-m2j 4 месяца назад

    Bhala dialogue maruchi

  • @AYESNATUBE
    @AYESNATUBE 4 месяца назад +11

    ତୁମେ ମାନେ ଜାଣି ରଖିବା ଦରକାର i love you 2004 film ଆଜିବି ଫିଲ୍ମ୍ ହଲ୍ ଚାଲିଛି। ଟୁଟୁ ନାୟକ ସାର୍ ଆସିଛନ୍ତି ମାନେ ଯେତେ ସବୁ ଫିଲ୍ମ ଆସିଛି ସବୁ ଫିଲ୍ମକୁ ତଳେ ପକେଇ ଦବ ଏଇ i love you 2 .....

    • @Beautifulnture-et2bk
      @Beautifulnture-et2bk 4 месяца назад

      ​@K.K.Raj123Setaa Thalapathy Vijay Ra Flim 1999 Ra Original

  • @s2statusking1381
    @s2statusking1381 4 месяца назад +1

    News reporter ku Like kar

  • @SubhadraSahu-i5i
    @SubhadraSahu-i5i 4 месяца назад

    Tutu bhai nku hit karao se hit hele nua cinema anibe

  • @ToshaliEntertainment
    @ToshaliEntertainment 4 месяца назад

    kindly controversy bhitare pasantuni...au Ama Odia Movie ku bht develop karaantu.......Ama ODIA MOVIE pura odisha ra ..kindly samastanku warm welcome karantu sampurna janata nku ..cause Janata hin Eswara...

  • @shreekrishnabhakta326
    @shreekrishnabhakta326 4 месяца назад

    Tutu Nayak nku BAHUT dhanyawad athi pain gote new face samna ku anichanti aau risk madhya nei chanti. Bahut dhanyawad. Jaha hou se ta openly kahuchanti ki a sabu horo nku se interdusing karithile. Like anubhav arindam babu shan. Tame jou maane kahucha badnam karucha tame kete ta new hiro interdusing karicha. Karita paribeni ninda kahara bi karantuni please

  • @DibakarMajhi-wl9zm
    @DibakarMajhi-wl9zm 4 месяца назад +1

    ଟୁଟୁ ଭାଇ ତମର କଣ ହିଟ୍ ହଉନି କି କ'ଣ ଭାଇ ଵୁଝିପାରୁନ କି😅😅😅😅😅

  • @Lokal_toka_143.H
    @Lokal_toka_143.H 4 месяца назад

    Love you bhaijan anubhav. ..❤

  • @Smileking1997
    @Smileking1997 4 месяца назад +3

    Blockbuster nischaya heiki rahiba

  • @Sambitrider02
    @Sambitrider02 4 месяца назад

    Superhit haba

  • @AbhayaKumarBehera-h5e
    @AbhayaKumarBehera-h5e 4 месяца назад +1

    ଅନୁଭବ୍ ଭାଇ ଜାନ୍ ଙ୍କ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଆଇ ଲଭ୍ ୟୁ Full Movie Chhada Sir Please Please Please Please

  • @shortsvideo949
    @shortsvideo949 4 месяца назад

    ହିରୋ ଯିଏ ହେଲେବି,ଆକ୍ସନ,acting, ଷ୍ଟୋରୀ,sadness, heart touching love stories and dialogue as if Hara Pattnaik ହେଲେ ଫିଲ୍ମ ଚାଲିବ।

  • @Kanhapani-sg6gm
    @Kanhapani-sg6gm 4 месяца назад

    Tutu da don't listen anyone ignore everyone do ur best public will automatically support u dis is not a big think.....
    Odia vaimane jadi nija madhyamare kichi heiparuchi ba kareparicha kareki dekhao....
    Jane karuchi kareki dekhauchi taku b tame karei dauna chi.. chiii... Ete kain leg pulling karucha plzzz don't do this after all everybody know which level is our odia industry write now ...
    Great job Mr. Tutu Nayak

  • @AYESNATUBE
    @AYESNATUBE 4 месяца назад +29

    ମୁଁ ନିହାତି ଯିବି ଫିଲ୍ମ୍ ଦେଖିବାକୁ ବହୁତ୍ ବର୍ଷ ହେଲା ହଲ୍ କୁ ଯାଇନି ଫିଲ୍ମ ଦେଖିବାକୁ ଏଇ ବ୍ରଜ ରାଜ movie ସବୁବେଳେ କିଛି ନୂଆଁ କରିଥାଏ ସେଥିପାଇଁ tutu sir ଙ୍କ ଫିଲ୍ମ୍ ସବୁବେଳେ ସୁପର ହିଟ୍....

    • @jitendrajitu8517
      @jitendrajitu8517 4 месяца назад +2

      Aaaaaathuuuu..

    • @Beautifulnture-et2bk
      @Beautifulnture-et2bk 4 месяца назад

      Bakwas Hatt Slaa Copypaste Sabu South Raa Balaa Taa Janichuu 😂😂😂😂😂

    • @RajaPradhan-ey1gu
      @RajaPradhan-ey1gu 4 месяца назад

      😂😂😂ମୁଁ ବି ଯିବି ତୁମେ ଯିବ ଯଦି 😮😮😮😮

  • @srbsom5776
    @srbsom5776 4 месяца назад +10

    କି ପଇସା ଦେଖାଉଛ🙄ସମୟ ଆସିବ ଦିନେ ତୁମର ଟଙ୍କା ତୁମ ସାମ୍ନାରେ ପଡୁଥିବ କିନ୍ତୁ ତୁମେ ଉଠେଇପାରିବନି

    • @kumargauravmohapatra7694
      @kumargauravmohapatra7694 4 месяца назад

      Semiti kan hua kahara haichi

    • @srbsom5776
      @srbsom5776 4 месяца назад

      @@kumargauravmohapatra7694 ଭଲରେ ଟିକେ ଭାବିଲ ସେ ସମୟ କେତେଵେଳେ ଆସିବ

  • @sarojkumarpangi4772
    @sarojkumarpangi4772 4 месяца назад +1

    ଏତେ ଟଙ୍କା କାହିଁକି hit ହେଉନାହିଁ???

  • @mitrabhanumeher5780
    @mitrabhanumeher5780 4 месяца назад +2

    Tutu naa toto 😂😂

  • @umakantabehera9148
    @umakantabehera9148 4 месяца назад +5

    E media wala na , sabu bele ei gotie loka ra bite nei neiki badnam karidele loka taku 😂

  • @nigamanandasahoo3942
    @nigamanandasahoo3942 4 месяца назад

    Superhit heba..
    Superstar Arindam ku try kara

  • @srlove3232
    @srlove3232 4 месяца назад

    Can it release Hyderabad

  • @ashutoshbehura8757
    @ashutoshbehura8757 4 месяца назад +1

    Aku kie kala reporter 😂😂

  • @dibya63
    @dibya63 4 месяца назад +11

    Tutu ଭାଇ ଙ୍କ quality ଅଛି, film ଭଲ ହେବ sure

  • @samalpradeep4849
    @samalpradeep4849 4 месяца назад

    Hit hau

  • @Sambitrider02
    @Sambitrider02 4 месяца назад

    New hero New movie 👍

  • @surendradehury1414
    @surendradehury1414 4 месяца назад

    Ethara vilain movie full hit

  • @KedarnathDash-hi9tl
    @KedarnathDash-hi9tl 4 месяца назад +14

    Again blockbuster hit heba

  • @PK_SRS_VLOGS
    @PK_SRS_VLOGS 4 месяца назад

    ଓଡ଼ିଆ Mirchi ଚ୍ୟାନେଲ୍ ର ଏଡ଼ିଟର ମହାଶୟ ଙ୍କୁ ଅନୁରୋଧ ଯେ ଭିଡ଼ିଓ ଏଡିଟ ଟିକେ ଭଲରେ କରନ୍ତୁ.....background sound ଭିଡ଼ିଓ ରେ ବହୁତ୍ ରହୁଛି।🙏🏻

  • @pinkumeher821
    @pinkumeher821 4 месяца назад

    ଟୁଟୁ ନା ଟୋଟୋ

  • @MithunNaik-ju3tb
    @MithunNaik-ju3tb 4 месяца назад

    ଆଉ ଓଡ଼ିଆ ଫିଲ୍ମ ସୁପର ହିଟ ହବନାହିଁ, କାରଣ ଓଡ଼ିଆ ଫିଲ୍ମ ଷ୍ଟୋରି ଫୁରୀ କିଛିନାହିଁ ସବୁ ଫିଲ୍ମ ଓଡ଼ିଆ ସିରିଏଲ ପରିକା ଲାଗୁଛି. ସେଥିପାଇଁ ଲୁକ ଦେଖୁନାହାନ୍ତି

  • @LwReality
    @LwReality 4 месяца назад

    ଆଗେ ଫିଲ୍ମ ଦେଖନ୍ତୁ.. କାହା କଥା ରେ ବାୟା ହୁଅନ୍ତୁ ନାହିଁ.. କାରଣ ଯେତିକି ହୀରୋ କୁ ଆଣି ଛନ୍ତି ସେଇଟା ଦେଖୁ ନାହାନ୍ତି.. Personal ଝଗଡ଼ା ପାଇଁ ଫିଲ୍ମ କୁ ବଦନାମ଼୍ କରନ୍ତୁ ନାହିଁ...