'SANATANI' ODIA MUVIE PUBLIC OPINION.

Поделиться
HTML-код
  • Опубликовано: 27 янв 2025
  • 'SANATANI' ODIA MUVIE PUBLIC OPINION.
    _________________________________-
    Hello friends i am lingraj you are watching AD odia youtube channel
    Friends, we keep trying to show India's complete Christ news through this channel because Christian news is not being shown in any news channel in India, so we had to start running this channel, so you can use this channel. Stay connected in the channel and subscribe to the channel and share every single video of this channel as much as possible.
    Now is the time to wake up every Christian in India. The constitution of India allows Indian Christians to live, is also allowing to propagate their religion, yet many message opponents want to eliminate the admonition from India. So every machine people should raise their voice against this work. Not only raise your voice but also pray to Jesus because everything was impossible because fasting of Jesus Christ is possible.
    Thanks a lot for watching the video praise the Lord ,Hallelujah
    _______________________________
    bholo lagile ehi video gudika Madhya dekhantu=😊😊😊
    church na jai christian = • Church କୁ ନଯାଇ Christi...
    Christian lokonko Gumara kotha= • Video
    jisunka olota kotha = • ଯୀଶୁଙ୍କ ଓଲଟା କଥା | Ne...
    Puri norokoro dwaro = • Video
    _________________________________________
    _________________________________________
    #adodia
    #lingarajnayak
    #odisha
    #odiamesseg
    #jesus
    #odia_bible
    #lingarajnayak
    #odisha
    #jesusnews
    #testimony
    #bible
    #message
    #Christian
    #sanatani
    _______________________________
    Your Queries :
    SANATANI ODIA MOVIE
    Exposed
    Christian conversion
    new odia christian song
    odia christian songs
    new odia christian songs
    odia christian message
    odia christian music
    odisha corona news
    kalinga news odisha
    royal television society
    odisha news
    kalinga news
    latest odia news
    odisha news today
    breaking odia news
    odisha corona update
    kalinga tv odia news live
    odia news
    odia news today
    bhubaneswar news
    breaking news in odia
    no 1 odia news channel
    rts
    kalinga tv
    cuttack news
    odisha news
    latest odia news
    bhubaneswar news
    latest odisha news
    breaking news odisha
    ଓଡ଼ିଆ news
    latest news otv
    otv news
    odisha current news
    odia news headlines
    odia news
    otv news updates
    pratidin

Комментарии •

  • @jariamdigal
    @jariamdigal 29 дней назад +53

    ବହୁତ୍ ସୁନ୍ଦର୍ ଲାଗିଲା ଭାଇ

  • @BinsentNayak-rf2lu
    @BinsentNayak-rf2lu 29 дней назад +51

    Praise the LORD......❤❤❤❤❤❤❤ ଅତି ସୁନ୍ଦର ଚିନ୍ତା ଧାରା , ଯାହାର ସଠିକ୍ ମନୁଷ୍ୟତ୍ପ ଅଛି , ଆତ୍ମିକ ମନୋଭାବ ଅଛି ସେହି ମନୁଷ୍ୟ ବୁଝି ପାରିବ । କିନ୍ତୁ ଧର୍ମ ଦ୍ରୋହି, ଧର୍ମ ବିକ୍ରେତା , ଧର୍ମ ଅଜ୍ଞାନୀ ମାନଙ୍କ ପ୍ରକୃତି ହେଲା ଧର୍ମ_ଧର୍ମ ମଧ୍ୟରେ ,ଜାତି_ଜାତି ମଧ୍ୟରେ ଦଙ୍ଗା କରିବା । ଏମାନେ ନିଜ ସ୍ବାର୍ଥ ପାଇଁ ନିରୀହ ,ଦଳିତ ,ନିଷ୍ପେସିତ ଲୋକ ମାନଙ୍କୁ ବ୍ୟବହାର କରି ନିଜେ ଉଚ୍ଚ ପଦବୀରେ ରହି ଶାସନ କରନ୍ତି । ନିରୀହ ମାନଙ୍କୁ ଶୋଷଣ କରନ୍ତି । ତେଣୁ ସମସ୍ତେ ଶିକ୍ଷିତ ହୁଅନ୍ତୁ ସତ୍ୟତା ଜାଣନ୍ତୁ , ଓ ହିନ୍ଦୁ ଶୋଷଣରୁ ମୁକ୍ତ ହୁଅନ୍ତୁ । Praise the LORD....❤

    • @AnilMirdha-k5i
      @AnilMirdha-k5i 29 дней назад +1

      Hallelujah

    • @sameshmandangi7855
      @sameshmandangi7855 25 дней назад

      ଆମେନ୍

    • @SambariGuiya-e9x
      @SambariGuiya-e9x 14 дней назад +1

      Eya sata murkha ଆଦିବାସୀମାନଙ୍କୁ ପଇସା ଲାଲଚ୍ଛ ଦେଖାଇ ଖ୍ରୀଷ୍ଟଅନ କରୁଛନ୍ତି

  • @LajarUthan
    @LajarUthan 5 дней назад +3

    ବହୁତ୍ ସୁନ୍ଦର କଥା 👍👍👍 ଧନ୍ୟବାଦ୍ ପ୍ରଭୁ ଦାସ ମାନେ ଏମିତି ହିଁ ସାହାସର ସହ କାମ କରନ୍ତୁ ଆମେନ୍ 🙏

  • @kalicharanmajhi7131
    @kalicharanmajhi7131 29 дней назад +69

    ସତ୍ଯତାକୁ ଦେଖେଇ ଥିବାରୁ ବହୁତ ବହୁତ ଧନ୍ୟବାଦ

  • @rahulpradhan4357
    @rahulpradhan4357 29 дней назад +103

    100ରେ 100ସତ କଥା କହିଲ ସାର ପ୍ରଭୁ ଆପଣଂକୁ ଆହୁରି ସାହସ ଦିଅନ୍ତୁ ❤amen

    • @AnilMirdha-k5i
      @AnilMirdha-k5i 29 дней назад +2

      Amen

    • @FakiraSingh-b4z
      @FakiraSingh-b4z 27 дней назад +3

      ଆମେ ଆଦିବାସୀ, ଆଦିବାସୀ ହୋଇ ରହିବା । ଆମେ ଭାରତୀୟତାକୁ ଗ୍ରହଣ କରିବା। ବିଦେଶୀ ଧର୍ମ,ସଂସ୍କୃତି ଓ ପରମ୍ପରା ଠାରୁ ଦୂରରେ ରହିବା ....।

    • @abhishekgiri6859
      @abhishekgiri6859 27 дней назад +2

      Amen

    • @ManojKumar-ti6qp
      @ManojKumar-ti6qp 7 дней назад

      ଜୟ ଜଗନ୍ନାଥ❤❤❤

  • @SuryadityaDehury
    @SuryadityaDehury 12 дней назад +5

    ବହୁତ ସୁନ୍ଦର କଥା. ଆଦିବାସୀ ଓଡ଼ିଆ, ହିନ୍ଦୁ, କ୍ରିଷ୍ଟିନ ଓ ମୁସଲମାନ କଥା କହିଥିବାରୁ ଧନ୍ୟବାଦ 👍👍👍.

  • @SalkhanHembram-yp5us
    @SalkhanHembram-yp5us 28 дней назад +23

    ଜଗନ୍ନାଥ କିମ୍ବଦନ୍ତୀ ପ୍ରଥମେ ଆଦିବାସୀ ଶବର ରାଜା ପୂଜକରି ଅସୁଥଲେ

    • @puripradhan2262
      @puripradhan2262 25 дней назад

      ତେବେ ସେ ଶାବରୀ ଝଅ ଲଳିତା ର ଇତିହାସକୁ ନଷ୍ଟ କରି ଦେଇଛ ବ୍ରାହ୍ମଣ ସମାଜ....ତାର ଇତିହାସର ପ୍ରମାଣ ଦିଅ ତାର ମୃତ୍ୟୁ ପର୍ଯ୍ୟନ୍ତ

    • @AnilKumar-br6uk
      @AnilKumar-br6uk 25 дней назад

      You r 100%right bro...Adiwasi nija Mila hindu Sanatan dharma pain Ladhiba kotha....na ki convert heijiba Christian re....jau Engrage mane 200 barsa sasana krithile amo bapa dada ku pitithile buti thile....Aji tme tanku support kruchha...kn heigole Amo Adiwasi bhai bhauni mane...Jay SriRam 🚩

    • @amitrealworld3725
      @amitrealworld3725 24 дня назад

      100% right 👍

    • @bro.yasobantanaik240
      @bro.yasobantanaik240 11 дней назад

      Tahale Sabu mandira re adibasi pujari huantu . bada lokamane sujag diantu

    • @Funny.animal.official91781
      @Funny.animal.official91781 7 дней назад

      ବରଗଡ ଗନ୍ଧମାର୍ଧନ ବାସି ପ୍ରଭୁ ଶ୍ରୀ ନୃସିଂହନାଥ ଦେବ ଙ୍କୂ ଯମୁନା କନ୍ଧୁଣୀ ଜଙ୍ଗଳରେ ପାଇଥିଳେ ପୁଣି ସେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ..! ଆଉ ଭଗବାନଙ୍କୁ ପାଇଥିବା ସମୟରେ ମଧ୍ୟ ଭଗବାନ ଶୂନ୍ଯ ବାଣୀ ରୁ କହିଥିଳେ ମୁ ହେଉଛି ଭଗବାନ ଆଉ ତୁମ୍ଭେ ମତେ ନେଇ ପୂଜାର୍ଚ୍ଚନା କର ବୋଲି କହିଥିଲେ..!

  • @bidyadharmarndi4582
    @bidyadharmarndi4582 28 дней назад +35

    ମୁ ଜଣେ ପ୍ରକୃତି ପୂଜକ ଆଦିବାସୀ, କିଛି convoted cristan ମାନେ ଆମ ଆଦିବାସୀ ମାନଙ୍କ ଭାଷାକୁ ବିରୋଧ କରୁଛତ୍ତି ଏବଂ ଆମ ଭଗଵାନଙ୍କୁ ସୋଇତାନ କହୁଛତ୍ତି

  • @drusillanayak1429
    @drusillanayak1429 29 дней назад +71

    ସେମାନେ କହିବେ ହିନ୍ଦୁ ହିନ୍ଦୁ ଭାଇ ଭାଇ।।
    ଆଉ ଟିକେ ପରେ କହିବେ
    କୋଉ ଜାତି କୋଉ ସାହି?
    ସାବଧାନ ହାଇଯାଓରେ ଭାଇ
    ମାନନୀୟ ରାଷ୍ଟ୍ରପତି ଙ୍କୁ ମନ୍ଦିରରେ ପୁରେଇଲେ ନାଇ।।
    ସାବଧାନ ହୁଅ ରେ ଭାଇ।

  • @aeodisha
    @aeodisha 29 дней назад +22

    ଦୁଇ ଜଣଙ୍କ ମଧ୍ୟରେ ଆଲୋଚନା ବିଷୟ ଭଲ ଅଛି । ବହୁତ ଭଲ ଲାଗିଲା ❤

  • @KoelCheneproduction9381
    @KoelCheneproduction9381 28 дней назад +30

    ଜୟ ଆଦିବାସୀ... 💪💪💪 ଏଇଟା ସତ କଥା ଖ୍ରୀଷ୍ଟିୟାନ ମାନେ କେତେକ ଆଦିବାସୀ ଲୋକଙ୍କୁ ଲୋଭ ଦେଖେଇ ଆକୃଷ୍ଟ କରୁଛନ୍ତି l କିନ୍ତୁ ଜାଗା ଛୋଡ଼େଇବା କଥା ମୁଁ କହି ପାରିବି ନାହିଁ l ଆସିବାସୀ ପୁରା ନିରୀହ ସେମାନଙ୍କର ଗୋଟିଏ ଧର୍ମ ଅଛି ଏଇଟା ବି ସତ କଥା l

    • @Smykisku-2m
      @Smykisku-2m 27 дней назад +1

      @@KoelCheneproduction9381 ଆଦିବାସୀ ପୁରା ପ୍ରକୃତି ପୂଜକ ଏଇଟା ନିଶ୍ଚୟ ମୁଁ ଜାଣେ କିନ୍ତୁ ତମେ ବି ଭାଇ ଜାଣ। କୌଣସି କ୍ଷେତ୍ରରେ ଖ୍ରୀଷ୍ଟିଆନ୍ ମାନେ ନିରୀହ ଆଦିବାସୀ ମାନଙ୍କୁ ଲଭ ଦେଖାଇ ଖ୍ରୀଷ୍ଟିଆନ୍ କରାଉ ନାହାନ୍ତି କାରଣ ମୁଁ ମଧ୍ୟ ନିରୀହ ଆଦିବାସୀ।

    • @Bapinalevelone
      @Bapinalevelone 26 дней назад +1

      Yes

    • @soumyaranjannayak1232
      @soumyaranjannayak1232 24 дня назад

      ସତ କଥା ଭାଇ.. ବ୍ରାହ୍ମଣ କରଣ ଖଣ୍ଡାୟତ ମାନଙ୍କୁ convert କରିବାକୁ ସାହସ କରୁନାହାନ୍ତି

  • @NohasenPradhan
    @NohasenPradhan 29 дней назад +66

    💯 right ବ୍ରାହ୍ମଣମାନେ ହିଁ ମୂଳନିବାସୀ ମାନଙ୍କର ଜମି ଅଳ୍ପ ପଇସା ଦେଇ ଲୁଟି ଛନ୍ତି ।

    • @pradhankitraditional9145
      @pradhankitraditional9145 27 дней назад

      Tama Jami kete luta heichi

    • @informativeashish9020
      @informativeashish9020 27 дней назад

      Yes au lutibu

    • @BinodKhara-y7o
      @BinodKhara-y7o 25 дней назад

      Right 💯

    • @WorldIzEnough
      @WorldIzEnough 23 дня назад

      ସଙ୍ଗଠିତ ଓଡ଼ିଆ ଧୂର୍ତ୍ତ ଜାତିବାଦ ଦ୍ୱାରା ନିଜ ଓଡ଼ିଆ ବାସୀଙ୍କୁ 1200AD ପରେ ଶୋଷଣ, ଉତ୍ପୀଡ଼ନ ଆଉ ଦଳନ କରି ଆସୁଛନ୍ତି, ଏଥିରେ ଶ୍ରେଷ୍ଠ ବର୍ଗ ବୋଲାଉଥିବା ବର୍ଗ ଓଡ଼ିଆବାସୀ ହିଁ ନୁହନ୍ତି କାରଣ ଅଣଓଡ଼ିଆ ମାନଙ୍କୁ ଆଣି ଏଠି 1200AD ପରେ ପୁରୀରେ ପ୍ରଥମେ ଜାତିବାଦ ସମାଜ ସୃଷ୍ଟି କରାଯାଇଥିଲା ତାହା ଆଗରୁ ଏଠି କେବଳ ବୌଦ୍ଧ ଧର୍ମ ହିଁ ପ୍ରମୁଖ ଧର୍ମ ଥିଲା ଆଉ ଓଡ଼ିଶାର ପ୍ରତ୍ୟକ ମନ୍ଦିର ବୌଦ୍ଧ ଧର୍ମ ସହ ଜଡିତ. ଜୈନ ଧର୍ମ ବୋଲି କିଛି ନାହିଁ; ବୌଦ୍ଧ ଧର୍ମର କିଛି ଅଂଶକୁ ଧୂର୍ତ୍ତ ମାନେ ବିକୃତ କରି ତାକୁ ବୌଦ୍ଧ ଧର୍ମ ଠାରୁ ପୁରୁଣା ସାବ୍ୟସ୍ତ କରିବା ପାଇଁ ଧୂର୍ତ୍ତ ଇତିହାସକାର ଚେଷ୍ଟା କରି ଆସିଛନ୍ତି . ମହାବୀର ଯଦି ବୁଦ୍ଧଙ୍କ ସମକାଳୀନ ତେବେ ବୁଦ୍ଧଙ୍କ କାଳଖଣ୍ଡରେ ମହାବୀରଙ୍କ ଗୋଟେ ହେଲେ ଭି ପୁରୁଣା ମୂର୍ତ୍ତି କାହିଁକି ମିଳେ ନାହିଁ? ଜୈନ ଶବ୍ଦ ବୌଦ୍ଧଧର୍ମ ପାଲି ଶବ୍ଦ ଜିନ ଶବ୍ଦରୁ ସୃଷ୍ଟି ହୋଇଛି ଯାହାର ଅର୍ଥ ବୁଦ୍ଧ. ଏମାନେ ପଢ଼ାଇଥିବା ଇତିହାସ ସମ୍ପୁର୍ଣ୍ଣ ରୂପେ ସମସ୍ତ ପ୍ରକାର ଭ୍ରଷ୍ଟାଚାରରେ ପରିପୂର୍ଣ୍ଣ ସେଥି ପାଇଁ ଆଖି ବନ୍ଦକରି ଏହା ଉପରେ ବିସ୍ଵାଶ କରିବା ମୂର୍ଖାମୀ. ଆଦିବାସୀ ବୋଲି କିଛି ନାହିଁ ଆଦିବାସୀ ଆଦ୍ୟ ବାସୀ ଅର୍ଥାତ ସବୁଠୁ ପୁରୁଣା ବାସିନ୍ଧା ବୋଲି ଧରା ଯାଏ କିନ୍ତୁ ସତ୍ୟତା ତାହା ନୁହେଁ . ଏହି ବିଶାଳ ଭୂଖଣ୍ଡ କୁ 20 ଲକ୍ଷ ବର୍ଷ ପୂର୍ବରୁ ହିଁ ଏଠି ମାଈଗ୍ରେସନ ହୋଇ ଆସୁଛି ଆଉ ଏଠି ଲୋକେ ଆସି ଗୋଷ୍ଠିଗତ ଜୀବନ ଯାପନ କରି ଆସୁଛନ୍ତି ସେଥି ପାଇଁ ଏଠି ଅନେକ ଭାଷା, ରଙ୍ଗରୂପ, ବେଶଭୂଷା, ଖାଇବାପିଇବାରେ ବିଭିନ୍ନତା ଦେଖା ଯାଏ . ଏଠି 10 ଲକ୍ଷରୁ ଅଧିକ ଲୋକେ କହୁଥିବା ଭାଷା ପ୍ରାୟ 30ଟି, 10 ହଜାରରୁ ଅଧିକ ଲୋକେ କହୁଥିବା ଭାଷା ପ୍ରାୟ 122ଟି ଆଉ 1599ଟି ଅନ୍ୟ ଭାଷା ଅଛି. ଏଠି ସୃଷ୍ଟି ହୋଇଥିବା ବିଚାରଧାରା ଏମାନଙ୍କୁ ସଂଗଠିତ କରିଥିଲା. ଐତିହାସିକ ପ୍ରମାଣ ଅନୁଯାୟୀ କେବଳ ବୌଦ୍ଧ ଧର୍ମ ହିଁ ଏହି ଭୂଖଣ୍ଡରେ ରହୁଥିବା ଅନେକ ଭାଷାଭାଷୀ ଲୋକମାନଙ୍କୁ ଏକତ୍ରିତ କରିଥିଲା, ଅର୍ଥାତ ଆଦିବାସୀ ବୋଲାଉଥିବା ଗୋଷ୍ଠୀ ହିଁ ଏହି ବିଚାରଧାରାକୁ ଆପଣେଇ ସଭ୍ୟ ସମାଜରେ ପରିଣତ ହୋଇଥିଲେ ଆଉ ଯେଉଁମାନେ ହୋଇ ପାରିନଥିଲେ ସେମାନେ ସେମାନଙ୍କ ଗୋଷ୍ଠିରେ ମାନିଆସୁଥିବା ସେମାନଙ୍କ ପୂର୍ବପୁରୁଷଙ୍କ ପ୍ରଥାକୁ ହିଁ ଅନୁଶରଣ କରୁଥିଲେ; ସମୟ ବଦଳିଲା ବୌଦ୍ଧ ବିରୋଧୀ ଭି ବାହାରିଲେ ଆଉ 700AD ପରେ ଅନେକ ଭାଷୀୟ ସଭ୍ୟତାର ସଂଗଠିତ ବୌଦ୍ଧ ବିରୋଧି ଧୂର୍ତ୍ତ ମାନେ ଜାତିବାଦ ବନେଇ ବୌଦ୍ଧବାଦୀ ସମାଜକୁ ଛଳ ବଳ ଦ୍ୱାରା ଧୋକା ଦେଇ ସେମାନଙ୍କୁ ଜାତିବାଦରେ ଭାଙ୍ଗି ଦେଲେ. ଯଉ ସଂଗଠିତ ବର୍ଗ ଯେଉଁ ଭାଷିୟ ସଭ୍ୟତାର ଯେଉଁ ପ୍ରାନ୍ତ ବା ସମାଜର ବୌଦ୍ଧ ଧର୍ମ କୁ ବିନାଶ କରିଥିଲେ ସେମାନେ ଜାତିବାଦରେ ରୁଲିଂ କ୍ଲାସ ବନି ଗଲେ, ଯେଉଁମାନେ ବିରୋଧ ନକରି ମଥାପାତି ସେମାନଙ୍କ ଗୁଲାମୀ ସ୍ୱୀକାର କରିନେଲେ ସେମାନଙ୍କୁ ସେମାନେ ଶୁଦ୍ର ବା ଗୁଲାମ କହିଲେ ଏବଂ ଯେଉଁ ବୌଦ୍ଧବାଦୀ ପୂର୍ବଜ ମାନେ ଏମାନଙ୍କୁ କଡାକଡ଼ି ବିରୋଧ କରିଥିଲେ ସେମାନଙ୍କୁ ଧୂର୍ତ୍ତ ମାନେ ଅଜାତି ବା ଆଉଟକାଷ୍ଟ କହି ଧର୍ମ ନାମରେ ସେମାନଙ୍କୁ କଉଥିରେ ଭି ଅଧିକାର ନାହିଁ କହି ସେମାନଙ୍କର ସବୁକିଛି ଲୁଟି ନେଇଥିଲେ. ଯେଉଁ ଜନଜାତି ବା ତଥାକଥିତ ଆଦିବାସୀ ମାନେ ବୌଦ୍ଧ ଧର୍ମ କିମ୍ବା ଜାତିବାଦ ସମାଜରେ ଭାଗ ନେଇ ନଥିଲେ ସେମାନେ ଆଜି ଯାଏଁ ସେମାନଙ୍କ ଗୋଷ୍ଠୀ ପରମ୍ପରା ମାନି ଚଳି ଆସୁଛନ୍ତି; ଏହା ମାନେ ନୁହେଁ ଯେ ସେ ସବୁଠାରୁ ଏଠିକାର ପୁରୁଣା ବାସିନ୍ଧା; ଏମାନେ ହେଉଛନ୍ତି କେଉଁ ପ୍ରମୁଖ ବିଚାରଧାରା ଆପଣେଇ ନଥିବା ଏହି ଭୂଖଣ୍ଡରେ ବାସ କରୁଥିବା ଜନଜାତି ବର୍ଗ ଯିଏ ପ୍ରମୁଖ ବିଚାରଧାରା ଆପଣେଇବା ଦୌଡରେ ପଛରେ ରହି ଯାଇଛନ୍ତି. ପରେ ପରେ ଏହି ଭୂଖଣ୍ଡ କୁ ଇସ୍ଲାମ ଆଉ ଈସାଈ ପରି ବିଚାରଧାରା ଆସିଲା ଆଉ ସେମାନେ ଏମାନଙ୍କ ଜୀବନ କୁ ଉନ୍ନତ କରିବା ପାଇଁ ବିଚାରଧାରା ଆପଣେଇବାକୁ ଆକର୍ଷିତ କରିଥିଲେ. ଏବେ ପ୍ରଶ୍ନ ହେଉଛି ଜାତିବାଦୀ ଧୂର୍ତ୍ତ ତ ସେମାନଙ୍କୁ ନୀଚ ଅଛୁଆଁ ଅଜାତି ଆଦିବାସୀ କହି ସେମାନଙ୍କ ବିଚାରଧାରାରେ ପଶୁ ଠାରୁ ହୀନ ବୋଲି ବିବେଚନା କରନ୍ତି ଯଦି ଏମାନଙ୍କର ଏତେ ଚିନ୍ତା ଥିଲା ସେମାନଙ୍କୁ ବିଶେଷ ଅଧିକାର ଦେଇ ସେମାନଙ୍କ ଜୀବନକୁ ଉନ୍ନତି ପଥରେ ଆଗେଇ ନେଲନି? ଯଦି ଅନ୍ୟ ଏକ ବିଚାରଧାରା ସେମାନଙ୍କ ଜୀବନରେ ଜ୍ଞାନ, ଧନ, ଶିକ୍ଷା ଇତ୍ୟାଦି ଅନେକ ଅଧିକାର ଆଉ ଉନ୍ନତ ମାନର ଜୀବନ ଅଫର କରୁଛି ତୁମ ଗାଣ୍ଡି କାହିଁକି ପୋଡୁଛି? ତୁମ ଗାଣ୍ଡିରେ ସେ ପାଣି ନାହିଁ ଯେ ତାଙ୍କୁ ଉନ୍ନତ ଜୀବନ ଦେଇ ପାରିବ ଉପରେ ତାଙ୍କୁ ନୀଚ ଅଛୁଆଁ କାହିଁ କେତେ ଅପବାଦ ଦେବ, ଯିଏ ଉନ୍ନତ ଜୀବନ ଦଉଛି ତାକୁ ଜାଳି ପୋଡି କହୁଛ ନା କଣ ଧର୍ମ ରକ୍ଷା କରୁଛି? ଜନ୍ମଯାତ ସଂସ୍କରୀ ଅପରାଧୀ ଯିଏ ଜନ୍ମ ହେଉ ହେଉ ଜାତି ନାମରେ ବିଶେଷ ଅଧିକାର ଆରକ୍ଷଣ ନେଉଛି ସେ ପୁଣି ଦେବ ଅନ୍ୟକୁ ଉନ୍ନତ ଜୀବନର ଅଧୀକାର? ଏମାନଙ୍କ ଅସଲି ମୁଖା ଖୋଲ.

  • @Smykisku-2m
    @Smykisku-2m 29 дней назад +165

    ଆଜ୍ଞା ଭାଇ ବ୍ରାହ୍ମଣ ମାନଙ୍କର ଶାସନ ଯେପରି ଚାଲିବ ସେଥି ପାଇଁ ଏମିତି ଫିଲ୍ମ ବାହାର କରୁଛନ୍ତି।

    • @bijaydeep6310
      @bijaydeep6310 29 дней назад +22

      BJP pain ehi flim bana hochi

    • @Inner.divinity
      @Inner.divinity 29 дней назад +26

      ହିନ୍ଦୁ କିଏ ? ଖାଲି ମୁସଲିମ, ଖ୍ରୀଷ୍ଟିଆନ ଙ୍କ ସହିତ ଲଢ଼ିବା ବେଳ କୁ ଦଳିତ, ଆଦିବାସୀ, ଓବିସି ସମାଜ ର ଲୋକ ମାନେ ହିନ୍ଦୁ ହେଇଯାନ୍ତି |😁😂 ଅନ୍ୟ ବେଳେ ସେମାନେ ବ୍ରାହ୍ମଣ ଓ ସବର୍ଣ୍ଣ ହିନ୍ଦୁ ଙ୍କ ଆଖିରେ ଖାଲି ନୀଚ ଜାତି ର ଲୋକ |😂

    • @pinguababu1323
      @pinguababu1323 29 дней назад +10

      Bjp odisha re jemiti danga କରିବା ଲୋକଙ୍କ ମଧ୍ୟ ରେ ସେତି ପାଇଁ ଏଇ ଫିଲ୍ମ କରିଛନ୍ତି / ହିନ୍ଦୁ ଧର୍ମ ରେ ଯଦି ଏମିତି ଦଙ୍ଗା କରି ଶାନ୍ତି ରେ ରହିବେ ତାହା ହେଲେ ପ୍ରଭୁଙ୍କ ର ଧନ୍ୟବାଦ୍ ହେଉ💗💗💗❤

    • @Smykisku-2m
      @Smykisku-2m 29 дней назад

      @@bijaydeep6310 ଠିକ୍ ହୋଇପାରେ, ବଦ୍ଧେ

    • @srinathkar1438
      @srinathkar1438 29 дней назад +1

      Are bhai tame na dakile bramhana kn kehi bi jibeni tenu nije puja kara sethire tamaku kie atkeibe setebele video kariki chhada

  • @pitabasnayak1987
    @pitabasnayak1987 19 дней назад +2

    ଯେଉଁ ଧର୍ମ ରେ ମଣିଷ ମଣିଷ ହାତରୁ ପାଣି ପିଇବାକୁ ଘୃଣା କରେ ନିଜ ର ଜାତି ଧର୍ମ ଚାଲିଯାଏ ବୋଲି କୁହନ୍ତି କିନ୍ତୁ ପଶୁ (ଗାଇ) ର ପରିଶ୍ରା ପିଇବାକୁ ପୁଣ୍ୟ ବୋଲି ମନେ କରେ , ମଣିଷ ମଣିଷ କୁ ଛୁଇଁବାକୁ ଘୃଣା କରେ ସେଭଳି ଧର୍ମ କୁ ପରିତ୍ୟାଗ କରିଦେଲେ ଅସୁବିଧା କଣ ମୁଁ ସେଭଳି ଧର୍ମ କୁ ପସନ୍ଦ କରେନି

  • @susantabhoi3452
    @susantabhoi3452 28 дней назад +24

    ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଆଦିବାସୀ ,ଅଛୁଆଁ ଜାତି ଆମେ ସମସ୍ତେ ଦଳିତ ଧନ୍ୟବାଦ୍ ଭାଈ ଆମେ ଅଲଗା ହବାନି

  • @mitanag9337
    @mitanag9337 4 дня назад +1

    ବହୁତ ସୁନ୍ଦର ଭାବରେ ବୁଝେଇ ଲୋ ଭାଇ ବହୁତ ଭଲ ଲାଗିଲା

  • @BLM420
    @BLM420 28 дней назад +16

    ଆଦିବାସୀ ଜିନ୍ଦା ବାଦ 🙏🙏🙏🙏🙏

  • @KohinoorAvinash
    @KohinoorAvinash 25 дней назад +7

    Correct!!! absolutely right..thank u very much salute to your real knowledge bro!!!

  • @SudhirMeleka-i8t
    @SudhirMeleka-i8t 29 дней назад +16

    ବହୁତ ଭଲ କହିଛନ୍ତି ଆଜ୍ଞା god bless you🙏🙏🙏🙏

  • @ramakatnabhoi6897
    @ramakatnabhoi6897 29 дней назад +32

    ଆଗରୁ ଇଂରେଜ ମାନେ ଡର.ଉ ଥିଲେ ଏବେ ଉଚ ଜାତି ର ଲୋକମାନେ 😢😢

  • @DavidKumar-fd5tq
    @DavidKumar-fd5tq 29 дней назад +87

    ପ୍ରଭୁ ଦୁଇ ଦାସଙ୍କୁ ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ, Amen☦️✝️🛐

  • @BiswanathJani-yy9te
    @BiswanathJani-yy9te 8 дней назад

    ବହୁତ ସୁନ୍ଦର ଅଳଚନା କରି ଥିବାରୁ ଧନ୍ୟବାଦ

  • @bikrammallick2787
    @bikrammallick2787 29 дней назад +16

    ଭାଇ you are100%right. ସବୁ ଆଦିବାସୀ ଶିକ୍ଷିତ ହେଲେ ଉଚ୍ଚ ଜାତି ଲୋକ 100%ନାମ ନେବେ ଏବଂ ତା ଙ୍କୁ ବାବୁ, ଆଜ୍ଞା, ସାହୁକାର ବୋଲି କେହି ଡାକିବେ ନାହିଁ l ତେଣୁକରି ସନାତନୀ ଫିଲ୍ମ ର ଗ୍ରୁପ ଭାଇନା ମାନଙ୍କ ନିଦ ହଜି ଗଲାଣି l ଏ ଣୁ ନାଟ ଲଗେଇ ଦେଖୁ ଛନ୍ତି.... Indirectly ଆଦିବାସୀ କୁ ଆଦିବାସୀ ଦ୍ୱାରl ମାରିବାକୁ ଯୋଜନା କରୁଛନ୍ତି l ବଡ ପରୀତାପ ର ବିଷୟ ଆମ ଆଦିବାସୀ, sc ମାନେ ବୁଝୁ ନାହାନ୍ତି.... l

  • @kanhu7429
    @kanhu7429 29 дней назад +29

    ଅଗ୍ନିବାଣ କଥାବାର୍ତ୍ତା ରାଜ୍ ଭାଇ ✝️

  • @RajuMajhi-gm7zw
    @RajuMajhi-gm7zw 29 дней назад +9

    ବହୁତ ବହୁତ ଧନ୍ୟବାଦ ଏବିଷୟରେ ଆଳଛନାକୁ ଆଣି ଥିବା ପାଇଁ.. 🙏

  • @LaxmanSabar-c2p
    @LaxmanSabar-c2p 28 дней назад +8

    ସାର୍ ନମସ୍କାର ଏମାନେ କାର୍ଯ୍ୟକ୍ରମ ହିଁ ଏମିତି, ଯେପରି ଧର୍ମ ସେପରି କର୍ମ କରନ୍ତି ଆଜ୍ଞା ଆପଣ ବହୁତ ଭଲ କହୁଛନ୍ତି Thank you very much sir wonderful praise the lord ❤❤❤

  • @Gitanjali_sagar
    @Gitanjali_sagar 29 дней назад +36

    ତୁମେ ମାନେ ସତ୍ୟ ଜ୍ଞାତ ହେବ ଓ ସେହି ସତ୍ୟ ତୁମମାନଙ୍କୁ ମୁକ୍ତ କରିବ ଯୋହନ 8 .32 ସେହି ସତ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ❤❤❤

  • @sureshharaka7459
    @sureshharaka7459 29 дней назад +31

    ଏହି ଦୁଇ ଦାସଙ୍କୁ ପ୍ରଭୁ ପ୍ରଚୁର ଆଶିର୍ବାଦ କରନ୍ତୁ Amen

  • @curiositykoshali866
    @curiositykoshali866 29 дней назад +42

    ବିର୍ସା ମୁଣ୍ଡା ସାରା ଜୀବନ missionaries Christian ବିରୁଦ୍ଧରେ ଲଢେଇ କରି ଥିଲେ.ମ‌ରି ଗଳେ କିନ୍ତୁ Christian religion କୁ‌ କେବେବି ଗ୍ରହଣ କରିନଥିଲେ

    • @kiranoram9074
      @kiranoram9074 26 дней назад

      ଇତିହାସ ଭଲ ସେ ପଢ ହୋ ଭାଇ

    • @ranjanmirdha8406.
      @ranjanmirdha8406. 26 дней назад +3

      ​@@kiranoram9074 itihas ku tame padhiba darkar.....Birsa Munda nka naama nei missionaries mane niriha adibasi nku convert karuchhanti

    • @Hindu_editz155
      @Hindu_editz155 26 дней назад

      Thik bhai

    • @curiositykoshali866
      @curiositykoshali866 26 дней назад +8

      @kiranoram9074 ଇତିହାସ ପଢିକି ଆସିଛି ସେଥିପାଇଁ କହୁଛି।ମୁଵି ଜଣେ ପ୍ରକୃତି ପୁଜକ ଆଦିବାସୀ ମରିଯିବି ପଛେ islam, Christianity ଧର୍ମ ଗ୍ରହଣ କରିବି ନାହିଁ

    • @debendraraut8393
      @debendraraut8393 26 дней назад

      ​@curios❤❤❤❤itykoshali866

  • @YashobantaMajhi-r4j
    @YashobantaMajhi-r4j 29 дней назад +7

    Correct Speech 😮💯 True Thank you Jesus Prise the lord sir ❤😊

  • @sabirhial6513
    @sabirhial6513 29 дней назад +5

    Waw! What a great clarification bhai🙏 Praise the Lord 🎉❤ May God Bless You Both 😍

  • @SipriyanKarado-v1d
    @SipriyanKarado-v1d 29 дней назад +25

    ଖ୍ରୀଷ୍ଟିଆନ ଭାଇମାନେ ଭାରତର ଇତିହାସ ଦେଖିବା
    1=ବ୍ରାହ୍ମଣ ମାନେ ଭାରତ ର ଲୋକ ନୁହଁ
    2=ବ୍ରାହ୍ମଣ ମାନେ ହେଲେ ଆର୍ଯ୍ୟ ର ଲୋକ
    3=ବ୍ରାହ୍ମଣ ମାନେ ଭାରତ ପ୍ର
    ବେଶ କଲେ ସିନ୍ଧୁ ସଭ୍ୟ ତା କୁ ମିଛରେ ହିନ୍ଦୁ ଗୋଟିଏ ଧର୍ମ ବୋଲି ମିଛରେ ଭାରତୀୟକୁ ଭୁଟେଇ ବର୍ତମାନ ବ୍ରାହ୍ମଣ ମାନେ ଭାରତର (1ଏକ ନମ୍ବର )

    • @minaketannayak446
      @minaketannayak446 28 дней назад

      ​@@satyamsahoo9551oldest kintu majority nahi

    • @minaketannayak446
      @minaketannayak446 28 дней назад +3

      Oldest heithile majority huanta kebala indiare hindu au kauthi nahin

    • @MafiaRule420
      @MafiaRule420 28 дней назад

      @@satyamsahoo9551 false nuha truth hele tuma ku sata Katha badhe,
      Katha re achhi tak ki naa katha thak ki naa baaje 😛😛😛

    • @dineshpradhan5794
      @dineshpradhan5794 28 дней назад +1

      ​@@satyamsahoo9551
      Yes oldest and best...but destroyed by byborn brahmin (Arya)

    • @VikashKumar-qv4vq
      @VikashKumar-qv4vq 27 дней назад

      ​@@satyamsahoo9551yes its oldest relgion but MANY GODS DID SINS wrote thier relgion books, so my dear God cant sins ,do u read your religion books, show your Gods holyness by book reference, I will give u thier sins reference from your books, yes I converted from sinsfull Gods, I left them because they r not holy, only one is real holy God, jesus christ.

  • @thomaskor4406
    @thomaskor4406 29 дней назад +50

    ହିନ୍ଦୁ ର ଅର୍ଥ କ'ଣ ନ ଜାଣି ଖାଲି କାହିଁକି ହିନ୍ଦୁ ହିନ୍ଦୁ ହେଉଛନ୍ତି ଆରେ ଭାଇ, ସିନ୍ଧୁ ନଦି ରୁ, ଆର୍ଯ୍ୟ ମାନେ ଭାରତ ରେ ପ୍ରବେଶ କରି ସିନ୍ଧୁ କୁ ହିନ୍ଦୁ ଧର୍ମ ବୋଲି ଉଚ୍ଚାରଣ କଲେ, ଯଦି ହିନ୍ଦୁ ଶବ୍ଦ ଅଛି ତେବେ କୈାଣସି ପୁରାଣ ଓ ଅନ୍ୟାନ୍ୟ ଧର୍ମ ପୁସ୍ତକ ରେ କାହିଁକି ହିନ୍ଦୁ ଶବ୍ଦ ନାହିଁ, ପ୍ରମାଣ ଯଦି ଅଛି ଦେଖାଅ,

  • @Smykisku-2m
    @Smykisku-2m 29 дней назад +22

    ଆଜ୍ଞା ଭାଇ ବହୁତ୍ ଭଲ କଥାବାର୍ତ୍ତା 🎉🎉

  • @chamrutuduchamrutudu
    @chamrutuduchamrutudu 29 дней назад +9

    ବହୁତ ବହୁତ ଭଲ ଭଲ କହିଲ ଭାଇ ❤

  • @rockygarada2604
    @rockygarada2604 28 дней назад +7

    ମୁଁ ଜଣେ ହିନ୍ଦୁ ସନତାନି ଭାଇ କିନ୍ତୁ ବହୁତ୍ ବଢ଼ିଆ କଥା କହିଛ । ଆମ ହିନ୍ଦୁ ଧର୍ମ ର ଜଉ ଜାତି ନୀତି କଥା ବିଷୟ ରେ କହିଛ
    କିନ୍ତୁ ଆମେ ଧର୍ମ ପରିବର୍ତନ ନ କରି ମଧ୍ୟ ଏହି ବିଷୟ କୁ ବିରୋଧ କରି ପାରିବା.....👍🙏🏻

    • @JulianBurh-JA143
      @JulianBurh-JA143 27 дней назад +2

      Mu jane Christiyan kintu tome jaha kohichho pura thik kothha kohicho bhai. Jesus kebe v dharmo paribartono koriba ku kohini Mono paribartono koriba ku kohichi. Church kimba mandira gole kichi hoboni monore biswas aau bhabona bholo thiba kothha. Mor gute reqest bhai tome hindu hi ruho kaunosi dhormo poribartno koriba dorkar nhi kintu tomo mono au bhabona sabu bede emiti rakhibo. Kahin ki na mu sina jane christiyan kintu aaji kali kahinki loko mane Anyo dhormo ku jauchhonti dine hele ei bisay re hindu somaj chinta korichi ki ? Nhi na chhunwa chhui au hinsa proti hi loko mane Anyo dhormo ku jauchhonti. Hindu somaj ku bhabibar kothha ki kon kole hindu dhormo hindu somaj agoku bodhibo boli . Khali christiyan manonku dhormo poribartno ro Dosh logaile kon hobo je ? Jodi mu bhul kohili hele sorry

    • @rockygarada2604
      @rockygarada2604 27 дней назад +1

      @JulianBurh-JA143 thik kahicho Bhai 💗

  • @AsheshKumar-n8t
    @AsheshKumar-n8t 27 дней назад +3

    ଆଦିବାସି ହିନ୍ଦୁ ନୁହଁନ୍ତି ଆଦିବାସି ମୂଳ ଲୋକ ଏ ଦେଶର l ହିନ୍ଦୁ କୌଣସି ଧର୍ମ ନୁହେଁ ,ହିନ୍ଦୁ ଗୋଟେ ଗୁଲାମ୍ କରି ରଖିବାର ଷଡ଼ଯନ୍ତ୍ର l ଭାରତ ପ୍ରାଚୀନ ଇତିହାସ ବୁଦ୍ଧ ର l ଆଜିବି ଯଦି ସର୍ଭେ କରି ଦେଖିବେ 90% ହିନ୍ଦୁ ମନ୍ଦିର ବୁଦ୍ଧ ବିହାର ବାହାରିବ l ମୋଗଲ,ଇଂରେଜ ଯେମିତି ଆସିଥିଲେ ବ୍ରାହ୍ମଣ ଠିକ୍ ସେମିତି ଆସିଛନ୍ତି l ବ୍ରାହ୍ମଣ ସେଥି ପାଇଁ କେବେ ବି OBC, SC,ST କୁ ଭାଇଚାରା ବନେଇ ରଖିବାକୁ ଚାହେଁନି ନିଜକୁ ଅଲଗା ଭାବେ l ଆଉ OBC SC ST କୁ ବି ଏକାଠି ହେବାକୁ ଦିଏ ନାହିଁ l ତାଙ୍କ ତାଙ୍କ ଭିତରେ କାଳେ ମିଶୀ ଯିବେ ସେଥି ପାଇଁ ଜାତି ବାଦି କରି ନିଜ ନିଜ ଭିତରେ ଲଢ଼ାଏ l ଯଦି ଜଣେ ନିଜ ଦେଶର ହେଇଥିବ ସେ କଣ ଏମିତି କାହା ସହ ଭେଦ ଭାବ କରି ପାରିବ କି ? ଆଜି ଯୋଉ ବ୍ରାହ୍ମଣ ଧର୍ମ ଧର୍ମ ହେଇ ଗଳା ଫଟା ଉଛି, କେତେଟା ମନ୍ଦିର ତିଆରି କରିଛି , କେତେଟା ମୂର୍ତ୍ତି ବ୍ରାହ୍ମଣ ତିଆରି କରିଛି କିଛି ନାହିଁ 0 ଆଜିବି ଯୋଉ ପୁରୁଣା ମନ୍ଦିର ଅଛି ସେଠି ବୁଦ୍ଧ ମୂର୍ତ୍ତି ହିଁ ଅଛି l ଅନ୍ୟ ର ସଭ୍ୟତାକୁ କବଜା କରି ହିନ୍ଦୁ ହିନ୍ଦୁ ବୋବାଉଛି l କେତେଟା ମନ ଗଢା କାହାଣୀ ଗ୍ରନ୍ଥ ଲେଖି ବେଶ୍ ଧନ୍ଦା ଚଲେଇଛି l ଜାତୀୟ ପତକା ରେ ଅଶୋକ ଚକ୍ର, ରାଷ୍ଟ୍ରୀୟ ସ୍ତମ୍ଭ ଅଶୋକ ସ୍ତମ୍ଭ,ଶିଳା ଲେଖା ଅଶୋକ ସମ୍ରାଟ୍ ର ମାଟି ଖଳିଲେ ପ୍ରାଚୀନ ବୁଦ୍ଧ ମୂର୍ତ୍ତି l ବ୍ରାହ୍ମଣ ର ଇତିହାସ ବୋଲି କିଛି ବି ନାହିଁ ଏତେ ଫାସ କଲେ କ,ଣ ହେବ l

  • @ashishcreation194
    @ashishcreation194 29 дней назад +32

    ଭାଈ ମୁଁ ଗୋଟେ କଥା କହିବି ଜେ - ଆମ ର ହକ୍ ପାଇଁ ଲଢେଇ କରିବା , ଚାଲ ରାଜରାସ୍ତାକୁ ଓହ୍ଲାଇବା ଆନ୍ଦୋଳନ କରିବା

  • @itielgomango6415
    @itielgomango6415 29 дней назад +37

    ପ୍ରଭୁ ଯୀଶୁ କୌଣସି ନିର୍ଦିଷ୍ଟ ଜାତି ପାଇଁ ଜଗତକୁ ଆସିନଥିଲେ, ସେ ସମଗ୍ର
    ମାନବଜାତି ପାଇଁ ଆସିଥିଲେ, ସମସ୍ତଙ୍କୁ ସେ ଭଲ ପାଆନ୍ତି

    • @sambhudevBag-pe3km
      @sambhudevBag-pe3km 28 дней назад

      ଭାଇ christiyanity ରେ ତମେ ପରିଣତ ହେଇ ଗଲେ ତମର ଜାତି କଣ ସମାପ୍ତ ହୋଇ ଯିବ ? ଆରେ ଭାଇ ଭାରତରେ ଆଜି ଜଉ christiyanity ଅଛି ସେଥିରେ ମୁଖିଆ ହଉଚି ବ୍ରାହ୍ମଣ ତୁମକୁ ଅନ୍ଧ ଭକ୍ତି ତଥା ପାଖଣ୍ଡ ବାଦ୍ ରେ ରଖିବାର ବ୍ରାହ୍ମଣ ମାନଙ୍କର ଆଉ ଗୋଟେ ଷଡ଼ଯନ୍ତ୍ର ଆରେ ଜଉ ଦେଶରୁ ଇ ଯୀଶୁ ସେଠାରେ ଆଜି ଲୋକମାନେ Christianity ଛାଡ଼ୁ ଛନ୍ତି।

    • @kandarpabehera5842
      @kandarpabehera5842 28 дней назад

      କି ଜ୍ଞାନ କିରେ ଭାଇ super👌

    • @debendragamanga2857
      @debendragamanga2857 28 дней назад +1

      Prabhu jisu out of country religion so I want to sanatan dharm . because india 88 percentage population Hinduism person .Jai jagannath

    • @itielgomango6415
      @itielgomango6415 28 дней назад

      Tama tharu kam ka​@@kandarpabehera5842

    • @itsstorytime-odia3223
      @itsstorytime-odia3223 28 дней назад

      ​@@debendragamanga2857 Bhai tume Jeans pant shirt pindhani Dhoti pindha... English padhiba chhada au Sanskrit kuha ..abe Comment b karicha Out of country's Language re....ha ha Same on you bro😂😂

  • @ranjitdigal323
    @ranjitdigal323 День назад

    ବହୁତ୍ ବଢିଆ ବାର୍ତ୍ତା ❤

  • @sanandabag-gm5dw
    @sanandabag-gm5dw 29 дней назад +9

    ପ୍ରଭୁ ଆପଣ ଦୁଇଜଣଙ୍କୁ ଆଶୀର୍ବାଦ କରନ୍ତୁ ବହୁତ୍ ସୁନ୍ଦର୍ message t ଦେଇଛ 🎉 Praise the Lord sir 🙏🎉

  • @pabitrajani2773
    @pabitrajani2773 19 дней назад +2

    ମୁଁ ବି ଜଣେ ହିନ୍ଦୁ ଆଦିବାସୀ ପ୍ରକୃତି ପୁଜକ ସନାତନୀ ଚଳଚିତ୍ର ଠା ମୋତେ ବହୁତ ଭଲ ଲାଗିଲା ଏଥିରେ ଆମ ଆଦିବାସୀ ଅଧ୍ୟୁଷିତ ମାନଙ୍କୁ ସଚେତନ କରିବା ପାଇଁ କରାଯାଇଛି ।ଆମ ହିନ୍ଦୁ ଧର୍ମ ରେ ଜାତି ଅନୁସାରେ ପେଷା ବା ରୋଜଗାର ଅଛି ଵାମନ ବୈରାଗୀ ମାନ ହୋମଯଜ୍ଞ କରନ୍ତି ଗୋଉଡ ମାନେ ଗାଈ ଛରାନ୍ତି ମାଲି ମାନେ ମୁଢ଼ି ବିକ୍ରୀ କରନ୍ତି ଆଉ ତେଲି ମାନେ ତେଲ ଫେଢନ୍ତି ଆଦିବାସୀ ମାନେ ଦେବାଦେବୀ ଓ ପ୍ରକୃତି କୁ ପୁଜା କରନ୍ତି

  • @dauddeshmajhi3848
    @dauddeshmajhi3848 29 дней назад +10

    ଏବେ କହିବେ ଆଦିବାସୀ ଆମ ଭାଇ ଭାଇ । ତାଙ୍କ ହାତ ମୁଠାକୁ ଆମେ ଗଲା ପରେ ଆମ ପୂର୍ବ ପୁରୁଷଙ୍କୁ ଶୋଷଣ କରି ଆସି ଥିବା ପରି :- ତମେ କନ୍ଧ, ତମେ ପାଣ, ଅଛୁଆଁ ଜାତି, ତମେ ଛୁଇଁଲେ ମାରା ହେବୁ, ତମ ରନ୍ଧା ଖାଦ୍ୟ ଖାଇଲେ ମାରା ହେବୁ, ଆମ ଘରେ ପସିଲେ ମାରା ହେବୁ, ଆମ ମନ୍ଦିରରେ ପସିଲେ ଦେବା ଦେବୀ ମାରା ହେବେ, ଆମ ଧର୍ମଶାସ୍ତ୍ର ପଢିଲେ ଶାସ୍ତ୍ର ମାରା ହେବ କହି ଆଖି ତାଡ଼ି ଦେବେ ଓ ଆମ ଛାଇଁ, ଆମ ପାଦ ପଡ଼ିବା ସ୍ଥାନକୁ ଗୋବର ପାଣି ଛିଞ୍ଚି ସୁଦ୍ଧ କରିବେ । ଆଦିବାସୀଙ୍କୁ ହୀନ ଦୃଷ୍ଟିରେ ଦେଖିବେ ।

    • @Anak3164
      @Anak3164 29 дней назад +1

      100% right 🎉

  • @mariyambhuyan3665
    @mariyambhuyan3665 29 дней назад +2

    ବହୁତ୍ ଭଲ ବାର୍ତ୍ତା 💯💯💯 ✅ Praise the lord.......

  • @umakantasingha7625
    @umakantasingha7625 29 дней назад +8

    Very excellent, carry on LINGARAJ Brother.

  • @padminibankara8222
    @padminibankara8222 20 дней назад

    Very good bhai apanka ସାହସ ଓ ସତ୍ୟ କଥା କହି ପାରୁ ଥିବାରୁ

  • @SanjayaBaliarsingh-u6d
    @SanjayaBaliarsingh-u6d 29 дней назад +33

    ବ୍ରାହ୍ମଣ ପଣ ଛାଡ଼ିଯିବ ଏବେ

  • @SudhiraKandagari
    @SudhiraKandagari 29 дней назад +11

    ପ୍ରଭୁ ଆପଣଙ୍କୁ ପ୍ରଚୁର ଆଶ୍ରିବାଦ କରନ୍ତୁ Amen🙏🙏🙏

  • @jayantaraita389
    @jayantaraita389 28 дней назад +6

    Very good opinion Brother you, I proud and salute both you, May GOD bless you.

  • @salmontudu9152
    @salmontudu9152 29 дней назад +13

    Praise the lord.Amen

  • @ayushagency3075
    @ayushagency3075 29 дней назад +6

    Awesome.... Talk
    May God bless both of you

  • @samuelmuduli6632
    @samuelmuduli6632 29 дней назад +10

    ବହୁତ ଭଲ କଥା sirମାନେ ଏହି ଭିଡିଓ ଦେଖିବା ଦ୍ୱରା ଅନେକ ଆଦିବାସୀଙ୍କ ଆଖି ଖୋଲିବ ବୋଲି ମୋର ଆଶା ଧନ୍ୟବାଦ୍

  • @nilantaraita1991
    @nilantaraita1991 29 дней назад +12

    100% ଠିକ କଥା sir

  • @XZMLSREELEELASHORTS167
    @XZMLSREELEELASHORTS167 29 дней назад +21

    ପଭୁଯୀଶୁଖ୍ରୀଷ୍ଟ ଙ୍କ ଦୁଇ ଦାସଙ୍କୁ ଧନ୍ୟବାଦ 🎉✝️✝️✝️✝️✝️

  • @soumyaranjanmohanty6752
    @soumyaranjanmohanty6752 26 дней назад +3

    ସନାତନ ହି ହେଇଚି ଏକ ମାତ୍ର ଧାମ ଯାହାର କେହି ବି ପ୍ରତିଷ୍ଠାତା ନାହାନ୍ତି ଯାହାକୁ ପ୍ରକୃତି ସ୍ଵୟଂ ବନାଇଛି। ସେଥି ପାଇଁ ସନାତନ ଧର୍ମ ର ସଂସ୍କାର ରେ କୌଣସି ଉଚ୍ଚନୀଚ ନାହିଁ । ସାହୁକାର , ବ୍ରାହ୍ମଣ ଏସବୁ ମିଶନାରୀ ମାନକ ର ନିରୀହ ଆଦିବାସୀ ମନକୁ ବ୍ରମିତ କରିବା ପାଇଁ ଏକ ପ୍ରକାର ର ଦୁଷପ୍ରଚାର ଅଟେ। ଜୟ ଜଗନ୍ନାଥ

  • @AstoniGamanga
    @AstoniGamanga 28 дней назад +5

    Praise the lord . ଆମେ କେତେକ ଖ୍ରୀଷ୍ଟିଆନ ଧର୍ମର ଲୋକମାନେ ଅଛୁ ଭୟ କରିବା ଆବଶ୍ୟକ ନାହିଁ କେବଳ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କରିବା ଓ ତାହାଙ୍କ ରାଜ୍ୟକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେବା

    • @debendragamanga2857
      @debendragamanga2857 28 дней назад

      @@AstoniGamanga astoni brother ; your are dream can't successful because our state sanatan dharm believed person in 96 percentage . It is not possible.jai jagannath

    • @sibaramsahu8873
      @sibaramsahu8873 28 дней назад

      😂😂😂 ରାଜ୍ୟ

    • @courtlaw2281
      @courtlaw2281 28 дней назад

      THE FORIGN GOD
      TRY TO CAPTURE LAND BY CHRISTIAN MISSIONARY CONVERSION.

    • @marndi3221
      @marndi3221 27 дней назад

      Tame b dharma parivartana karichha..😂😂100% kahi paribi 😂😂😂

    • @SUNDARSORENOFFICIALCOM
      @SUNDARSORENOFFICIALCOM 20 дней назад

      Ta gandi

  • @Kanharkandhamal
    @Kanharkandhamal 29 дней назад +5

    ସିଦ୍ଧାନ୍ତ ସାର ଆମ ଓଡିଶାର super star ଗର୍ବ ଗୌରବ ❤❤

  • @sameshmandangi7855
    @sameshmandangi7855 25 дней назад

    ପ୍ରଭୁ ଯୀଶୁ ଆପଣ ଦୁଇ ଜଣଙ୍କୁ ମଧ୍ୟ ପ୍ରଚୁର ପରିମାଣରେ ,ଆପଣଙ୍କୁ ଆଶିର୍ବାଦ କରନ୍ତୁ । ଏହି ଉତ୍ତମ ଶିକ୍ଷା ପାଇଁ ଧନ୍ୟବାଦ ସାର୍ ।

  • @SipriyanKarado-v1d
    @SipriyanKarado-v1d 29 дней назад +3

    1=କର୍ତା ସବୁବେଳେ ସେ ଜଣେ ମୁରବି
    2=ରାମଚଦ୍ରଙ୍କ ବାପା ଦଶରଥ ରାମଙ୍କ ମୁରବି
    3=କାହିଁକି ବୋହୁ ସଂଖ୍ୟା ଲୋକ ଙ୍କ ଠାରୁ କେବଳ ଜଣେ ମୁରବି ରହିବ
    4=ସାରା ପୃଥିବୀ ର ଗୋଟିଏ ମୁରବି /ଗୋଟିଏ ସୃଷ୍ଟି କର୍ତା ହେବା ଦରକାର
    5=ଭାଇମାନେ 33 କୋଟି ମୁରବି /ଦେବତା /ସୃଷ୍ଟିକର୍ତ୍ତା କେବେବି ହେବକି
    6=ଜମାରୁ ହେବନି
    7=ଭାଇମାନେ କିନ୍ତୁ ଏକ ବ୍ରହ୍ମ ଦ୍ୱତୀୟ ନାସ୍ତି /କେବଳ ଏକ ମାତ୍ର ପରମେଶ୍ୱର /ଯିଏକି ସକଳ ସୃଷ୍ଟିର ଆଧାର /ସମଗ୍ର ଜଗତର ପରିତ୍ରାଣ ଦାତା ସତ୍ୟ ଜୀବିତ ପରମେଶ୍ୱର ଏକ ମାତ୍ର =ଯୀଶୁ =ଯୀଶୁ ରାଜା ମାନଙ୍କ ରାଜା

  • @bhupendrasikha257
    @bhupendrasikha257 3 дня назад

    ଭଲ କଥା ଧନ୍ୟବାଦ ଅର୍ପଣ କରେ🎉🎉🎉🎉🎉

  • @PadanHarijan-t5s
    @PadanHarijan-t5s 11 дней назад +3

    ସାର୍ ଜାତି ଜାତି ବଲି ଏମାନେ ଭଣ୍ଢାଉ ଛନ୍ତି କାହିଁକି ନା ଆଦିବାସୀ ହରିଜନ ଶିକ୍ଷିତ ନ ହୁଅନ୍ତୁ। ସାର୍ ଏ ହିନ୍ଦୁ ଧର୍ମର ରଖ୍ୟକମାନଙ୍କୁ ଥରେ ପଚାରି ଜବାବ୍ ମାଗ, ଜଗନ୍ନାଥ ଙ୍କୁ ପ୍ରଥମେ କିଏ ପୂଜା କରିଥିଲେ, ଏମାନେ କଥାରେ ରାମ କାମରେ ରାବଣ,ଏମାନଙ୍କୁ ଲାଜ ସରମ କିଛି ନାହି। ରାଜନୀତି ରେ ଜତୀବା ପାଇଁ ଏମାନେ ଚାଲ୍ କରୁଛନ୍ତି।

    • @ranjanpaikray9156
      @ranjanpaikray9156 7 дней назад

      ଆଇନ ସମସ୍ତ ଙ୍କ ପାଇଁ ସମାନ genral sebc obc st sc ଅସଲ କଥା ପ୍ରଥମେ ଜାଣ

  • @AshinaMandal-eb9ri
    @AshinaMandal-eb9ri 28 дней назад +2

    ସମସ୍ତ ଜାତି ଯୀଶୁଙ୍କର ସେବକ କାରଣ ଯୀଶୁକହିଲେ ମୁଁ ପତ ସତ୍ୟ ଓ ଜୀବନ ମୁଁ ଦେହି ନଗଲେ କେହିଁ ପିତା ଙ୍କ ନିକଟକୁ ଯାଏ ନାହିଁ

  • @eva.sushillima3026
    @eva.sushillima3026 29 дней назад +122

    ବ୍ରାହ୍ମଣ, କରଣ, ସବୁ ଜାତିର ଲୋକେ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି, କେବଳ ଆଦିବାସୀ ନୁହ, କାରଣ ଯୀଶୁ ପଥ ସତ୍ଯ ଓ ଜୀବନ,

    • @anushmandal1991
      @anushmandal1991 29 дней назад +3

      That's right sir

    • @theexplorerbitu
      @theexplorerbitu 29 дней назад +1

      Right ❤❤

    • @Lomaharsa
      @Lomaharsa 29 дней назад

      Right

    • @choudhurygaganbiharimohapa2282
      @choudhurygaganbiharimohapa2282 29 дней назад

      One group misuses religion,creats mass murderers and another group misuses science and produces weapons of mass murderers.Only real Hinduism is the future of global peace and security.

    • @RRCreationKaraoke
      @RRCreationKaraoke 29 дней назад +5

      Kouthi btahmin mane Christian heu nahanti

  • @RbndrBsky
    @RbndrBsky 26 дней назад

    ଆଦିବାସୀ ଆଉ ହିନ୍ଦୁ କେବେବି ଭାଇ ଭାଇ ହେଇ ପାରିବେ ନାହିଁ ।୧ ରେ ହେଲା ଆଦିବାସୀ ମାନେ ଜାହିରା ଖାଳ୍ ରେ ପ୍ରକୃତି ପୂଜା କରନ୍ତି I୨ ରେ ହେଲା ହିନ୍ଦୁ ମାନେ ମନ୍ଦିର ରେ ପୂଜା କରନ୍ତି ।❤❤❤❤

  • @KrushnaPangi-h6q
    @KrushnaPangi-h6q 29 дней назад +3

    Right Answer Sir
    God Bless You

  • @ashisdas6680
    @ashisdas6680 23 дня назад

    ବୁଦ୍ଧ ଧମ ରେ ଜାତି ୱାଡ ନାହିଁ ନମଃ ବୁଦ୍ଧାୟ ☸️☸️☸️☸️🙏🙏🪔🙏🪔🙏

  • @Meeramajhi-vi3ct
    @Meeramajhi-vi3ct 29 дней назад +12

    Right ✅💯🙏✝️ ଯୀଶୁଙ୍କ ମହିମା ହେଉ ହାଲ୍ଲେଲୁୟା ✝️🛐ଆମେନ୍ 🙏

  • @KalicharanHembram-m3t
    @KalicharanHembram-m3t 27 дней назад

    ମୁଁ ❤ସେ ଆଦିମ ମଣିଷ ଆଦିବାସୀ ଆଦିବାସୀ 🚩ଜୟ ଆଦିବାସୀ 🙏ନୂତନ ବର୍ଷ ର ହାର୍ତ୍ତିକ ଅଭିନନ୍ଦନ 2025 🎉

  • @Pkkoraputiavideo
    @Pkkoraputiavideo 29 дней назад +12

    ୱା ସାର୍ ବୋଡିୟା ପଇଁଟ୍ ଟା କହିଛନ୍ତି verry nice video good bless you

  • @anantasabar5583
    @anantasabar5583 27 дней назад +1

    Mu bi to adbadi Hindu re achhi kintu mu Prabhu jishu nku biswas ki are jeshu is great jar prem ksksayma kara iswar ❤❤❤ bhal kam karu chhanti dhanyavad debar katha chirtian good 👍❤❤❤❤

  • @TrilochanPradhan-hw9gu
    @TrilochanPradhan-hw9gu 29 дней назад +11

    କନ୍ଧମାଳ ରେ ହିନ୍ଦୁ ମାନେ ଆସି ଟିକେ ବୁଲି ଦେଖନ୍ତୁ ଜି. ଉଦୟଗିରି ରେ ଯଥେଷ୍ଟ ଜାଗା ବାଡ଼ି, Medica, ଘର ଦ୍ୱାରା ମିଶିନେରି, Father, sister, ବିଷପ ଲୋକଙ୍କଅନ୍ଧ ବିଶ୍ବାସ କୁ ଦୂରେଇ ଭଲ ବାଟକୁ ଆଣିଛନ୍ତି ।

  • @RimaRima-sz1it
    @RimaRima-sz1it 25 дней назад +1

    Bhai tamaku mo taraparu bahuth bahuth dhanyabada e video anithibaru. love you Jesus ❤❤

  • @chandankhamari5409
    @chandankhamari5409 28 дней назад +3

    Shree krishna kn kahichhanti ki tanka upare au kie srestha achhanti boli are bhai nije tike bhagawatgita padha ta pare janiba je shree krisha kie boli (se nhi bramha se nhi vishn au se nhi maha dev)

  • @sknayak697
    @sknayak697 29 дней назад +2

    Very very nice vdo lingraj Bhai. Thank you very much for making this video. And also thanks to that brother who is part of this vdo.

  • @ThabiraSunani-j8p
    @ThabiraSunani-j8p 29 дней назад +9

    ବହୁତ ସୁନ୍ଦର ସାର ଆପଣ କହିଛନ୍ତି'

  • @nirachatar292
    @nirachatar292 16 дней назад

    ସତକଥା Film ବନ୍ଧ କରାଯାଉ You are right sir 👍👍👍👍

  • @pankajpani8705
    @pankajpani8705 29 дней назад +5

    ମୁଁ ହୃଦୟ ସହ ଧନ୍ୟବାଦ ଦିଏ କି ଆଜି ଏହି ସତ୍ୟତା କୁ ସାମ୍ନାକୁ ଆଣିଥିବାରୁ ।।।

  • @MahandasGond
    @MahandasGond 25 дней назад

    ବହୁତ ସୁନ୍ଦର କହିଛନ୍ତି ସାର୍ ଜୟ ଆଦିବାସୀ ଜୟ ଯୋହାର

  • @AsitSahani
    @AsitSahani 26 дней назад +10

    ଆଦିବାସୀ ମାନଙ୍କର ପ୍ରକୃତ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ।ଏକଥା କୁ ଆମେ କେମିତି ଭୁଲି ଯିବା ।ଆଉ ଓଡ଼ିଆ ଭାବରେ ଆମ ଓଡ଼ିଆ ଙ୍କ ମଉଡ଼ମଣୀ ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ ।ଜଗତର ନାଥ ସେହି ଏକା ପ୍ରକୁତ ସତ୍ୟ ।ବର୍ଷ ବର୍ଷ ପୂର୍ବରୁ ଖ୍ରୀଷ୍ଟ ଙ୍କୁ ଗ୍ରହଣ କରିଥିବା ବିଦେଶୀ ଭକ୍ତ ମାନଙ୍କର ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ପାଇବେ ଯେଉଁମାନେ ଆଜି ସତ୍ୟର ସନ୍ଧାନ କରି ଶ୍ରୀମନ୍ଦିର ରେ ବୃନ୍ଦାବନ ରେ ମଥୁରା ରେ ହିନ୍ଦୁ ଧର୍ମର ସନାତନି ପରମ୍ପରା କୁ ପ୍ରଚାର ପ୍ରସାର କରୁଛନ୍ତି ଆଉ ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।ମୋର ପ୍ରଶ୍ନ କଣ ସେମାନେ ଶିକ୍ଷିତ ନୁହନ୍ତି କି ।ହିଁ ସେମାନେ ପ୍ରକୃତ ରେ ଶିକ୍ଷିତ।🙏🙏🙏ଜୟ ଜଗନ୍ନାଥ 🙏🙏🙏

    • @puripradhan2262
      @puripradhan2262 25 дней назад +2

      ଭାଇ କିଏ ତୁମକୁ ଏତେ ଜ୍ଞାନ ଦେଲା .. ଜଗନ୍ନାଥ ନୁହଁ ନୀଳମାଧବ, ବିଦ୍ୟାପତି ଛଳ କରି ଚୋରି କଲେ...ରୂପ ଦେଇ ନାଁ ବଦଳାଇ ଦେଲ....

    • @ShankarMalik-c2z
      @ShankarMalik-c2z 25 дней назад

      Right sir good 🎉🎉🎉​@puripradhan2262

    • @Aryabartam
      @Aryabartam 23 дня назад

      ​@puripradhan2262bhai tu ahuri gyani wha wha bhai😂😂

  • @GoutamBhoi-t5p
    @GoutamBhoi-t5p 27 дней назад +2

    A movie ban ହେବ ରିଲିଜ୍ ହେବନି ଜୟ ଭୀମ 💙☸️💙

  • @SURAT-x2d
    @SURAT-x2d 29 дней назад +8

    ହିନ୍ଦୁ ଭାଇମାନଙ୍କୁ ଅନୁରଧ ପ୍ରଥମେ ହିନ୍ଧୁ କଣ? ଏହା ଭଲରେ ଜଣାନ୍ତୁ ବିଶ୍ୱରେ କେବଳ ଗଟିଏ ଧର୍ମ ତାହା ହେଉଛି "ମାନବିକତା "ଏବଂ ଗଟିଏ ଜାତି ମାନବ ଜାତି ବର୍ତମାନ ମନୁବାଦି ମାନେ ଭୟଭୀତ ହଇ ସତ, ST, SC, OBC, ମୂଳନୀବାସୀ ମାନଙ୍କୁ ଧର୍ମ ଏବଂ ଜାତି ଦ୍ଵାରା ବିଭାଜନ କରୁଛତି

    • @gayatrisabar7135
      @gayatrisabar7135 28 дней назад

      Hahaha manuvadi kebe manusmriti padhichu na

  • @LORYNEMUSICPRESENTATION
    @LORYNEMUSICPRESENTATION 24 дня назад

    ବାସ୍ତବ ରେ ଶତ୍ୟା ସଲ୍ୟ ଭାଇ ଲିଙ୍ଗରାଜ ଭାଇ ପ୍ରଭୁ ବହୁତ ଆର୍ଶୀବାଦ କରନ୍ତୁ

  • @bbaby962
    @bbaby962 29 дней назад +3

    Very good. Bahut bhala upasthapana heichi

  • @labakrushnaNayak
    @labakrushnaNayak 26 дней назад

    ଆଦିବାସୀ ଗଛ ଓ ପଥର ପୂଜା କରି ଆସୁଛନ୍ତି ଏଇଟା ପ୍ରକୃତ ହିନ୍ଦୁ ଓ ସନାତନ ଧର୍ମ

  • @romaharijan8367
    @romaharijan8367 29 дней назад +3

    Right katha sir God bless you 🙌🙌

  • @buddheswarmunda
    @buddheswarmunda 25 дней назад

    ଧନ୍ୟବାଦ୍ ଆଜ୍ଞା। ଏ ଚଳଚିତ୍ରର ଷ୍ଟୋରୀ କୁ expose କରି ଥିବାରୁ।

  • @davidtakiri6651
    @davidtakiri6651 29 дней назад +3

    ପ୍ରଭୁଙ୍କର ମହିମା ହେଉ ଆପଣ ଦୁଇ ଦାସ ଙ୍କୁ ପ୍ରଭୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ ପ୍ରତେକ ଜାଗାରେ ଏହିଭଳି ପ୍ରଭୁଙ୍କ ପାଇଁ ଆଘକୁ ବାହାରିବା ଦରକାର 🙏🙏🙏🙏👍👍👍

  • @Ramesh-oy3sf
    @Ramesh-oy3sf 28 дней назад +1

    Right 👍👍 sir

  • @dipakkumarjena45
    @dipakkumarjena45 28 дней назад +3

    ଧର୍ମ ନାମରେ କିଛି ଲୋକ ଧନ୍ଦା ଓ ରାଜନୀତି କରନ୍ତି

  • @JameSukamajhi
    @JameSukamajhi 9 дней назад

    Bahut dhanya bad bhai tame Asholi adibasi ra talent dekhaucha God bless you

  • @jasabantasabar138
    @jasabantasabar138 28 дней назад +3

    ଆଦିବାସୀଙ୍କ ବିସ୍ଫୋରକ ବୟାନ ନା Converted Christian ଙ୍କର, ଜଗନ୍ନାଥଙ୍କ ମନ୍ଦିର ର ପୁଜାରି ଆଦିବାସୀ ହିଁ ଅଛନ୍ତି। ଏହା ସତ କଥା ଗାଆଁ ମାନଙ୍କରେ ମିସିନାରି ଦୋକାନ ସବୁ ଖୋଲାଯାଇଛି ।

  • @kandarpabehera5842
    @kandarpabehera5842 28 дней назад +1

    କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ମନୁଷ୍ୟମାନେ ଯେକୌଣସି ଅସାର କଥା କହନ୍ତି, ବିଚାର-ଦିନରେ ସେମାନେ ସେଥିର ଉତ୍ତର ଦେବେ;
    ମାଥିଉ 12:36

  • @sunilkumarmishra5737
    @sunilkumarmishra5737 27 дней назад +6

    I am Brahmin
    I love you Jesus
    I exalt you Jesus
    I worship you Jesus
    Jesus is wonderful

    • @susantatandia4539
      @susantatandia4539 27 дней назад +1

      ଆମ୍ବେଦକରଙ୍କ ର ଯୁଗ ଆସି ଜାଇଛି ଏ ବେ

  • @NevaMajhi-j8b
    @NevaMajhi-j8b 28 дней назад +1

    100%Right କଥା ଭାଇ❤❤❤

  • @janashraika1741
    @janashraika1741 29 дней назад +7

    Full Right kahila

  • @JustifyPacificxx7fn
    @JustifyPacificxx7fn 27 дней назад +1

    Good expose
    Emiti hin jabab debarachi

  • @SipriyanKarado-v1d
    @SipriyanKarado-v1d 29 дней назад +10

    ବ୍ରାହ୍ମଣ ମାନେ ଭାରତର ଲୋକ ନୁହଁ ଆର୍ଯ୍ୟ ର ଲୋକ ସର୍ବ ପ୍ରଥମେ ବ୍ରାହ୍ମଣ ମାନେ ଭାରତ ଛାଡ଼ନ୍ତୁ
    ବ୍ରାହ୍ମଣ କୁ ଛାଡି ଭାରତ ର ପ୍ରତେକ ସଦସ୍ୟ ଭାଇ ଭାଇ

    • @gayatrisabar7135
      @gayatrisabar7135 28 дней назад +1

      Ki katha be tu kana tahelr tu dravid ki tu chadi de desh

  • @akashamalik2963
    @akashamalik2963 28 дней назад +2

    ମୁଁ ଯାଉଛି ମୁସିଲିମ୍ ଧର୍ମ ଗ୍ରହଣ କରିବି ଆଉ ଭଲ ଲାଗୁନି ଆଦିବାସୀ କୁ ଟା କହୁଛନ୍ତି ସନାତନ ନୁହେଁ ଆଉ କଣ କରିବି। ମୁସିଲିମ୍ ହେଇଯିବି ।

  • @SameerMallick-s5n
    @SameerMallick-s5n 28 дней назад +4

    ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନ ସୋ ନିକଟ ଜାଗ୍ରତ ହୁଅ ହାଲେଲୁୟା ହାଲେଲୁୟା ହାଲେଲୁୟା

  • @rajashreesahu3202
    @rajashreesahu3202 27 дней назад

    Praise the LORD. Thank you Lingaraj brother.