Caul re jdi convet kranti ta hele mubi jisuki biswass kre hindu ate khe dam achhi mte kinibku jisunnku chhdide mu tate ete tnka ete chaula dbi khiki jdi dm achhi asaa mo pkhaku sbp ku ta hle jnipribi j chaul re o tnka, redam achhi ..
Haire kn ta micha kire sata katha mu nije dekhichi loka nka mind change Kari ama bhagwan nku kharap kahi loka nka dharma change karuchi gote religion tu ethi bhasna maruchu
Ea Film. Kou dharma ku birodh kora jaini... Satya tu reality samna ku Ana jaichi... Seta pai tama sabu Missionary manakara Gandi Paduchi...! Jai Sanatan dharm, Jai Sri Ram 🙏🕉🚩
Now, no matter how many movies are made, you cannot stop God from serving Him and we as Christians are our Lord amen those who are agree please like me ✝️✝️🙏
No matter how much you people condemn us, give to us when our Lord is with us, we have no fear of anything and when the Lord comes, He will give account of everything
ମନ ପରିବର୍ତ୍ତନ କର, କାରଣ ସ୍ଵର୍ଗ ରାଜ୍ୟ ସନ୍ନିକଟ।
Right 👍 amen
@@lalitrohit459 ame sanatani aama blood re achi sanatani
ଭାଇ,,ତୁ,,କୁକୁର
ମନୁଷ୍ୟ ଯାହା ବୁଣିବ ତାହାହିଁ କାଟିବ ଅନ୍ୟଥା ନାହିଁ praise the lord amen
ସଦାପ୍ରଭୁଙ୍କ ବିରୁଦ୍ଧରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ । ଯୁଦ୍ଧ ଦିନ ପାଇଁ ଅଶ୍ଵ ସୁସଜ୍ଜିତ ହୁଏ ; ମାତ୍ର ଜୟ ସଦାପ୍ରଭୁଙ୍କ ଠାରୁ ହୁଏ । ( ହିତ - ୨୧;୩୦-୩୧ )
ଖ୍ରୀଷ୍ଟଙ୍କ ପ୍ରେମରୁ କିଏ ଆମ୍ଭ ମାନଙ୍କୁ ବିଚ୍ଛିନ୍ନ କରିବ ???? (ରୋମି -୮;୩୫ )
right 💗✝️🛐💗💗
ତମେ ଯଦି ବିନା ପଇସା ପ୍ରଚାର ପାଷ୍ଟର କରିପାରନ୍ତି ନାଇଁ
Amen ✝️✝️✝️
ଆଚ୍ଛା ମାଗିହା ଖ୍ରୀଷ୍ଟିଆନ୍ ଧର୍ମ ତ ବଦଳେ ଇ ଦେଲୁ ତା ପରେ ବି ହିନ୍ଦୁ ନାମ କଣ ପାଇଁ ରଖିଛୁ।
@@santoshkumarmallick4437 ବିରୋଧ ନାଁ ତମେ ଭିତରେ ପସି ଲୋକ କୁ ଧର୍ମ ପରିବର୍ତନ କରୁଛ,
ତମ ଧର୍ମରେ କେଵଳ ଜାତି ଭେଦଭାବ ଏହା ତମ ହିନ୍ଦୁ ଧର୍ମର ନୀତି
Au Tama dharma church au catholic sabu achi se sabu kana?
Amti he ta gadha kari tamaku convert Kara houchi
Au tamo dharo mo re vi carholic baptist aita jn pai achhi tike research karo and sabu kahino
@@mekubolumeranam4201 ଆମକୁ କେହିବି କନଭେର୍ଟ କରି ନାହାଁନ୍ତି ମୋ ପ୍ରଭୁ ଯୀଶୁ ଜୀବିତ ଈଶ୍ୱର ଅଟନ୍ତି....
@@YamunaSing-i2j ଆରେ ମାଗିଆ ତମେ ସେଥିପାଇଁ ଫାଇଦା ଉଠାଉଛ, ଲୋକ କୁ ଲୋଭ ଦେଖାଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କରଉଛ,ତମ କୁ ନେଇ ପାକିସ୍ତାନର ଛାଡ଼ି କି ଆସିବା କଥା
@@sidhikumari9025seita dharma nuh seita mandali kichhi na jani gapuchh kn pai bhai
ଜିଶୁ ଖ୍ରୀଷ୍ଟ ଶାନ୍ତି ପ୍ରେମର ଓ ଧୈର୍ଯ୍ୟର ଈଶ୍ୱର ସମସ୍ତ ସୃଷ୍ଟିର ମାଲିକ,ଦୟା କ୍ଷମା ଆନଂଦ ଓ ପ୍ରେମର ଗନ୍ଥା ଘର praise the lord amen God bless you
Vah vah vah ki Gatha tangkar..😂😂😂
Madua chicken khia papishta bhuta jesu re kana achi se toh rakhyasa raja taku ame goitha maruchu
Sei ganta ghare mu muti debi jisu ra gote praman dethi...
Jai jagannath
@@SanchitRanjanu2dabe mendha to bebohara ru jona poduchi to maa baapa ku bi gointha maruthibu Sola kulangar ta janma heichu😂
ଗାଇର ଗଵର ଖା ହେଲେ ବୁଦ୍ଧି ଆସିବ
😂😂😂
Kete bag chaula re convert hela??
Caul re jdi convet kranti ta hele mubi jisuki biswass kre hindu ate khe dam achhi mte kinibku jisunnku chhdide mu tate ete tnka ete chaula dbi khiki jdi dm achhi asaa mo pkhaku sbp ku ta hle jnipribi j chaul re o tnka, redam achhi ..
Bekkkrrrta re satya kna kichii na jni na, suni kevala danga dhrma naare shrussti kribara lkhya aae mnkr sudhurijaaaa nahele tumbhra mrutya gadi chaliva armbh heijiba kara puraa history pdhiki dekha jia jisunku virodh krichi ekre badlichhi khyama mngiki nahele duniya chhadimi chalijaichhi khbrdaar.
Tu jisu pela chat,ta muta kha
ଏହି ଭାଇ ଗୋଟେ ଦିନ ଯୀଶୁଙ୍କ ପଛରେ ଚାଲିବେ
Tu hindu ku aa 1st
Jisu pel chota tu
ଭାଇ କୁହତ ଦେଖି ତୁମକୁ ଯିଏ ଯୀଶୁ ଧର୍ମ ବୁଝାଏ ସେମାନେ କେତେ ଥର jai jagannath ବୋଲି କହୁଛନ୍ତି ତେବେ ଜାଣିବୁ ସେମାନେ ଆମ ଧର୍ମକୁ ବିଶ୍ବାସ କରନ୍ତି ।
Amen
@@augustinkumarsingh pela tekibu jisu ra
Christ ଧର୍ମ କୁ ବିରୁଦ୍ଧ କରୁଛ, ଏହି Cinema କେବେ ବି ଭଲ Business କରିବ ନାହିଁ, 100% Flop ହେବ
Kauthi thilu kire ama dharama ra loka nku Paisa dei change karithila bale
Magya sata story upare film haichi ta gandi fatuchi kn pae sala
@@Bhismakumar8558ତମୋ ଧର୍ମ କୁ ଲାଜ ମିଳିବ ଦେଖ ଫିଲ୍ମ ଯେମିତି ଦେଖୁଚ ସେମିତି ତମୋ ଧର୍ମ କୁ ଛେପ ପକେଇବା ଟା ଦେଖିବ
Tor ki gandi fatucher kire chodi puo 😂😅
@@suryakantajena143kie paisa dei change karau6nti bhai tamaku deiki dekhithile ki
ଗାଲାତୀୟ ,୬. ୭ ଲେଖା ଅଛି ମନୁଷ୍ୟ ଯାହା ବୁଣେ ,ତାହା ହିଁ କାଟିଵ ସେଥିପାଇଁ ସାବଧାନ୍ ହୁଅ ଭାଈ
ପ୍ରଭୁ ତୁମକୁ ଆଶିର୍ବାଦ କରନ୍ତୁ, କିନ୍ତୁ ଯେ ଜୀବିତ ଓ ମୃତ ଲୋକମାନଙ୍କର ବିଚାର କରିବାକୁ ଉଦ୍ୟତ, ସେହି ଈଶ୍ବରଙ୍କ ଛାମୁରେ ସେମାନଙ୍କୁ ହିସାବ ଦେବାକୁ ହେବ।
ଧର୍ମ କାହାର ବାପା ର ସମ୍ପତି ନୁହେଁ
Dharam kahra mapara sampati nuhe kintu Paisa nei ki dharma kn pai parivartan kale 😅
@@suryakantajena143 kauthi dekhilu paisa neiki conversion hebaro
Ta maa biaa
Praise the Lord🙏 glory to God🙏🙌😊
Brother, when the Lord comes first, He will definitely ask you.
ଭାଇ ଏତେ ସହଜ ନାହିଁ
ପ୍ରଭୁ ଲୋକଙ୍କୁ ହିନ୍ଦୁ କରିବା
@@DamodaraHimirika-m1u sethi pain ta hindunku converted uskeiki karuchanti dharmara bepari mane
To ghare pacharibu kebe thu prabhu hele agaru kn thile
Bodhe jisu to letinre ubha haithile
ହିନ୍ଦୁ ଧର୍ମ ପ୍ରଚାର କର କିଏ ମନା କରଚି କି
ସେଥିପାଇଁ ତୋ ଡର ପାଇଁ କର୍ମ ହିଁ ଧର୍ମ ସୁଟିଂ କଲ
ଆଗାମୀ ଦିନ ଦେଖ କୋଉ ଧର୍ମ ବୃଦ୍ଧି ହେବ ତମେ ଜାଣିବ
ମନେ ଅଛି ନା ନାହିଁ କନ୍ଧମାଳ ଦଙ୍ଗା ପରେ କୋଉ ଲୋକଙ୍କ ପାଫୁଲେସନ ବଡିଲା ମନେ ନାହିଁ କି l
ଏଥରେ ସାରା ଓଡ଼ିଶାରେ ଦେଖି ବ
@@DamodaraHimirika-m1u Damodar bhai ete utpat huani nasta hoijiba
Mana garba rakhani
Au kn odisha dekhiba
Pabhu jatara natha jagannaha sabu dekhuchanti
୩୩ କୋଟି ଭଗବାନ ଥାଇକି ବି ଶାନ୍ତି ନାହିଁ ତୋମ ଧର୍ମରେ ସେଥିପାଇଁ ମୁଁ ଖ୍ରୀଷ୍ଟିଆନ ହେଲି ଭାଇ, କ'ଣ ଉକାଡିବୁ ମୋର ....I love Christian
Dhanya bad vai 💓💓🙏
@@sherkhanskcreations1996 praise the lord
ଯଦି ପଇସା ପାଇଁ ଖିଷ୍ଟିଆନ୍ ହେଉଛନ୍ତି ତୁମେ ହିନ୍ଦୁ ହେବା ପାଇଁ ପଇସା ଦିଅ
ବାହାଦୂରୀ ମାରନି ଭାଇ ତୁମ ଗାଣ୍ଡିରେ ଦମ୍ ନାହିଁ ଗୋଟିଏ ଖିଷ୍ଟିଆନ୍ ଲୋକଙ୍କୁ ପଇସା ଦେଇକି ହିନ୍ଦୁ କରିଦେବ ଜଉମାନେ ଖିଷ୍ଟିଆନ୍ ହେଇଛନ୍ତି ପଇସା ପାଇଁ ନାହିଁ ସେ ମନ ପରିବର୍ତନ କରିଛନ୍ତି
Right
ବ୍ରାହ୍ମଣ ହିନ୍ଦୁ ମାନେ ହିଁ ଚୁଟିଆ କାରଣ ଆଦିବାସୀ ମାନଙ୍କର ଜମି ବିଲ ପାହାଡ ସବୁ ଚୁଟିଆ ବନେଇ ବର୍ତ୍ତମାନ୍ ନାଟକ୍ କରୁଛୁ
ଆଉ କିଛି ବର୍ଷ ପରେ ହିନ୍ଦୁ ଧର୍ମର ଲୋକମାନେ ଖ୍ରୀଷ୍ଟିଆନ୍ ଗ୍ରହଣ କରିବେ ଏଇଟା ନିଚ୍ଚୟ ଏବ ସଫଳ
କେଚଳା ଅଳିଆ ଗଦାରୁ ବାହାରିବା ପରେ ପରିଷ୍କାର୍ ଜାଗାରେ ପହଞ୍ଚିଯାଇକି ପୋଣି ଅଳିଆ ଗଦା ଖେଚଳାରେ ପୋଣି ଯାଇ ପାରିବେ ନାହିଁ ପେରସ୍ତ ଆସିବା ପାଇଁ ଆଉ ରାସ୍ତା ନାହିଁ
❤❤❤
Praise the lord 🙏🙏🙏
ହିନ୍ଦୁ ଭଗଵାନ 33କୋଟି ହେଲେ ଗୋଟେ ଯୀଶଙ୍କୁ କାହିଁକି ଡରନ୍ତି
💯%Right
ତମ ଯୀଶୁଙ୍କର ଡର ନାହିଁ.💪🏾💪🏾💪🏾
ସେଥିପାଇଁ ଲୋକମାନଙ୍କୁ ଡାକି ଆସ ଆମଶାହ ମିସି ଯୀଶୁଙ୍କର ପ୍ରାଥନା କର... 😁😁😁😁
ଏମିତି ତ ଅସୁର ମାନେ କରନ୍ତି.. 👌
ନିଜକୁ ଶକ୍ତିଶାଳୀ ଦେଖେଇ ହବା ପାଇଁ 👍👍👍
ମୁଣ୍ଡରେ ପଶିଲା କିଏ କାହାକୁ ଡ଼ରୁଛି..🧟♂️🧟♂️🧟♂️🧟♂️
@@razzpradhan5079 Right Right
100% right
ବାଳ ନା,,,,,,,,,,,,
ନର ହତ୍ୟାକାରୀ କୁ ରକ୍ଷକ କହୁଛୁ ପାଗଳ
Kiye nara hatya kari
ଦୁଷ୍ଟ କୁ ନ ମାରିଲେ କଣ ଚୁମା ଦୋବ କି😂
@BapiBhatt-c8f video re achhi
ତୁ ଯେତେ ଟା ଫିଲିମ୍ ଦେଖାଇ ଲେ ବି ଖ୍ରୀଷ୍ଟଙ୍କ ସେବା କୁ ରଖିବା ଏହି ଦୁନିଆ ରେ କାହାର ଦମ୍ ନାହିଁ ।
ଭଲରେ ପେଣ୍ଟ ପିନ୍ଧେ ପରେ ଦାମର କଥା କହିବୁ.🧌🧌🧌🙆🏽♂️
ଭାଇ ମହମ ବତୀ ଆଉ ଦୀପ ରେ ବହୁତ ପାର୍ଥକ୍ୟ ଅଛି youtube ମାରି ଦେଖ
ଇଂରେଜୀ ର ନକଲି ଅଲାତ୍ ଗୋଟେ କଥା କ(ଭାରତରେ ଖ୍ରୀଷ୍ଟିଆନ୍ ଧର୍ମ ର ଗୋଟେ ପ୍ରମାଣ ଦେକା ତି) ପ୍ରମାଣ ଯଦି ତିବ ସେଟା ତମେ ନିଜେ ବନେଇ ଥିବ)
Jai jagannath
Tu khira chadilanu 😅
ଯାହା ନାଇ ଜଗତରେ ତାହା ଅଛି ଭାରତରେ , ଜାତି ଧର୍ମ , ଛୁଆଁ ଅଛୁଆଁ , ଉଚ୍ଚ ନିଚ୍ଚ, ଭେଦ ଭାବ, କିନ୍ତୁ ଖ୍ରୀଷ୍ଟ ଧର୍ମ ରେ ସମସ୍ତଙ୍କୁ ସମାନ ଅଧିକାର ମିଳିଥାଏ, କିନ୍ତୁ ହିନ୍ଦୁ ଧର୍ମ ରେ , ତୁ କନ୍ଦ ତୁ ଡମ୍ବ ,ତୁ ଚମାର୍ ,ତୁ ଘାଂଶି ,ତୁ ତେଲି ଏ ସବୁ ରହିଛି
ଏହାର ଉତ୍ତର କାହା ପାଖରେ ଅଛି?
ଏ film କିଛି ଉପାଡ଼ି ପାରିବନି flop ହେବ କଣ ପାଇଁ କହିଲେ ଯିଏ ଗୋଟେ ଧର୍ମକୁ ବିରୋଧୀ କରେ ସିଏ କେବେ ଉନ୍ନତି ହୋଇନାହିଁ
Right
ଆସ ଉନ୍ନତି କରିବା..
Right brother
Haire kn ta micha kire sata katha mu nije dekhichi loka nka mind change Kari ama bhagwan nku kharap kahi loka nka dharma change karuchi gote religion tu ethi bhasna maruchu
Ea Film. Kou dharma ku birodh kora jaini... Satya tu reality samna ku Ana jaichi... Seta pai tama sabu Missionary manakara Gandi Paduchi...!
Jai Sanatan dharm, Jai Sri Ram 🙏🕉🚩
ପ୍ରଭୁ ତାହାର କର୍ମ ଅନୁସାରେ ତାହାକୁ ପ୍ରତିଫଳ ଦେବେ;
ଇଏ ମୂର୍ଖ କୁ କିଏ ପାଠ ପଢ଼ାଇଛି
Right 👍
Tumara jisu aau tu gote murka
😂😂😂
ତମ ପ୍ରଭୁ ହେଇଥିବେ
Amo probhu nai sanatana dharmo
ଭାରତରେ ହିନ୍ଦୁ କିଏ?
କଣ ବ୍ରାହ୍ମଣ ହିନ୍ଦୁ?
କଣ କ୍ଷତ୍ରିୟ ହିନ୍ଦୁ?
କଣ ବୈଶ୍ୟ ହିନ୍ଦୁ?
କଣ ଶୁଦ୍ର ହିନ୍ଦୁ?
ଯଦି ଆମେ ସମସ୍ତେ ହିନ୍ଦୁ ହିନ୍ଦୁ,ତାହାହେଲେ ହିନ୍ଦୁ ମାନଙ୍କ ପରସ୍ପର ମଧ୍ୟରେ ସାମାଜିକ ରୂପେ ପୁଅ, ଝିଅ ମାନଙ୍କର ବାହାଘର ହୋଇ ପାରୁ ନାହିଁ କାହିଁକି?
କେବଳ ତୁମ ଭଳି ବ୍ରାହ୍ମଣ ମାନଙ୍କର ଗୋଲାମ ହେବା ପାଇଁ ତିନି ବର୍ଣ୍ଣ ହିନ୍ଦୁ।
ତୁମେ ଯଦି ଚାହୁଛ ସମସ୍ତଙ୍କୁ ବ୍ରାହ୍ମଣ ରେ ପରିବର୍ତ୍ତନ କରୁନାହଁ କାହିଁକି?
Right q
Yeita Hindustan ok Hama desa Hindu ok
@KashinathAdabansha ଯଦି ଏହା ହିନ୍ଦୁସ୍ଥାନ ବୋଲି ଆମେ ହିନ୍ଦୁ,ତାହାହେଲେ ସମସ୍ତ ହିନ୍ଦୁ ମାନଙ୍କର ପରସ୍ପର ମଧ୍ୟରେ ସାମାଜିକ ରୂପେ ପୁଅ, ଝିଅ ମାନଙ୍କର ବାହାଘର ହୋଇ ପାରୁ ନାହିଁ କାହିଁକି?
ତୋ ମୁଣ୍ଡରେ ବୁଦ୍ଧି ଅଛି ନା ନାହିଁ l ହିନ୍ଦୁ ନାମ ର ଅର୍ଥ ଯେମିତି ତମେ ସବୁ ସେମିତି @@KashinathAdabansha
Right
ଆଦିବାସୀ ମାନଙ୍କୁ ଥରେ ମନ୍ଦିରର ପୂଜାରୀ କରି ଦେଖାଅ
ତାହାହେଲେ ଖ୍ରୀଷ୍ଟିଆନ୍ ଧର୍ମକୁ ଯିବେ ନାହିଁ .
@@tm2259-m4n thik
Adi basi bi Brahman achhanty bhai
Thank you bhai
@@amarpradhan1995 ଆରେ ଭାଇ ଆଦିବାସୀ ନା ବ୍ରାହ୍ମଣ ଠିକ୍ କୁହ...
ଭାଇ ଆମ ପରିବାର ଗୋଟେ ଆଦିବାସୀ ପରିବାର ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରୁଛି | ଏବଂ ମ ବଡ଼ ଭାଇ ଶୀବ ମନ୍ଦିରର ପୂଜକ ଅଟନ୍ତି ! ଆପଣ କେବେ ଜିବନରେ ମନ୍ଦିର କୁ ଯାଇ ନାହାନ୍ତି ବଧେ ! 😂😂😂
ଭାଇ ତୁମ ପାଖରେ ପଇସା ନାହିଁ କି ଖ୍ରିଷ୍ଟିୟାନ୍ ମାନଙ୍କୁ ପଇସା ଦେଇ ହୀନ୍ଦୁ କରିବାକୂ ସରକାରଙ୍କ ଠାରୁ ପଇସାମାଗ ଯଦି ମିଳୁନାହିଁ ତେବେ ଥାଳୀଧରୀମାଗ । ଏ କଥା ଆଗରୁ ଭାବିକିଦେଖ ବା ଚନ୍ତାକର ନିଯେବୁଝିକିଦେଖ। ପ୍ରଭୁ ତୁମକୁ ଓ ତୁମର ପରିବାର କୁ ଆଶୀର୍ବାଦ କରନ୍ତୁ।ଆମେନ୍
ତୁ ଶଳା ମୁସୁଲିମ୍ ଟା ତୋତେ ବାଳ ଜଣା
ଯୀଶୁଙ୍କ ସେବାକାର୍ଯ୍ୟ ହଜାରେ ଫିଲ୍ମ କଲେବି ବନ୍ଦ ହେବନି!
🎉
ସେହିତିପାଇଁ କୁହାଯାଏ ଅଧର୍ମ ବିତ୍ତ ବଢ଼େ ବହୁତ ଗଲାବେଳେ ଯାଏ ମୂଳ ସହିତ |😂😂😂
Mo banda dharm sala
ଯେଉଁ ମାନେ ବି ଖ୍ରୀଷ୍ଟୀୟାନ ରେ କନବଟ ହେଉଛ ତମ ମାନେ ଗୋଟିଏ ଗୋଟିଏ ଛୁତିଆ ଗୁଡାକୋ,,ଆମ ହିନ୍ଦୁ ଧର୍ମ କୁ ଅପମାନ କରୁଛ,ଆମ ଗୋମାତାଙ୍କୁ ମାରି ଖାଉଛ,ଶଳା ମାନେ ଆମେ ବିରୋଧ କଲେ ତମ ଗାଣ୍ଡି ପାଟୁଛି
Now, no matter how many movies are made, you cannot stop God from serving Him and we as Christians are our Lord amen those who are agree please like me ✝️✝️🙏
ପଇସା ପାଇଁ ଧର୍ମ ବଦଳିବା ମିଛ କଥା । କିଛି ନୂଆଁ କୁହ
ମିଛ.. ମିଛ.. ମିଛ
ଦୃର୍ବଳ ମାନେ ଅନ୍ୟର ସାହାଯ୍ୟ ମାଗନ୍ତି ମାଗିବା ତାଙ୍କର ଅଧିକାର...
ମିଛ ହେଇ ପରେ...
ୟାଠୁ ଅଧିକ କହିଲେ.. କିଏ କାନ୍ଦିବ କାହାମନରେ ଆଘାତ ଦେବ ଭଲ ନୁହେଁ...
To maa micho sola kandhua kouthi karo 😃😄🤣😂
Sampurna Satya
ଆରେ ଭାଇ ସୁଧୁରି ଯା..ଯୀଶୁଙ୍କୁ ବିଶ୍ୱାସ କର, ଯୀଶୁଙ୍କ ବିରୋଧରେ କିଛି କହ ନା? ସେ ତୋ ପାଇଁ ଓ ମୋ ପାଇଁ, ଏହି ଦୁନିଆ ର ଲୋକଙ୍କ ପାଇଁ ନିଜ ଜୀବନ କୃଶରେ ଦେଇଛନ୍ତି
Tahele Jesu nka rastr re Ghruna hauni ki....
To bapa be sola chodi puo 😄😂🤣
Kou Roman mananka pain chadhithile ja semananku kahibu
ପାପ ମନୁଷ୍ୟ କରିବ ଜୀବନ ଆଉ ଜଣେ ଦବ l ତେବେ ତ ପାପି ମାନଙ୍କ ସଂଖ୍ୟା ବଢିଚାଲିବ l ଯେଉଁ ପାପି ମାନଙ୍କୁ ଯୀଶୁ ଦଣ୍ଡ ଦେଇନ ଥିବେ.., ସେମାନେ ତ ଆହୁରି ଅଧର୍ମ ଆଚରଣ କରିବେ l ସେଇ ପାପି ମାନଙ୍କୁ ଦଣ୍ଡ ଦେବା ପାଇଁ ଆମ ଭଗବାନ କେତେ ଥର ଧରାପୃଷ୍ଟକୁ ଜନ୍ମନେବେ...🤔କିନ୍ତୁ,ଭଗବାନ ତ ପ୍ରତ୍ୟକ ସନାତନୀ କୁ ଗୀତାଜ୍ଞାନ ଦେଇଛନ୍ତି, ତେବେ ଆମର କର୍ତ୍ତବ୍ୟ ଯେ ଧର୍ମପୃବକ ଚାଲିବା ଏବଂ ଅଧର୍ମ କରୁଥିବା ବ୍ୟକ୍ତିକୁ ଉଚିତ ଦଣ୍ଡ ଦେବା.....❤ ତେବେ ଯାଏଁ ପାପି ମାନଙ୍କ ସଂଖ୍ୟା କମିବ l😎
ଭାଇ ତୁମେ ଜଉ ପଇସା ପଇସା ହୋଉଛ ଭୁଲ୍ କଥା
ତୁମେ ଗୋଟିଏ ଖିଷ୍ଟିଆନ୍ ଲଙ୍କଙ୍କୁ ଯେତେ ଟଙ୍କା ଦେଲିବି ସେ ହିନ୍ଦୁ ହବ ନାହିଁ
1000 film କରନ୍ତୁ ଖ୍ରୀଷ୍ଟିଆନ ବିରୋଧୀ କିଛି ହେବ ନାହିଁ
Tama ghara loka agaru kau dhrama ra loka thile tike pachari ki kahiba
Hmm kintu tame sabu Paisa neiki au deiki dharma change karucha seita thik na @@romeosada1432
@@youtubestar.aditya ସତ କେବେ ଲୁଚି ରହେନା ଖିଷିଆନ୍ ରେ କିଛି ଲୋକ ଏହି ଭଳି କାମ କରିବା ଆମେ ଦେଖିଛୁ ତମେ କଣ ମିଛ କଥା କହୁଛନ୍ତି
ତୁ ଯାଇକି କେତେ ଗରିବ ଲକଙ୍ଗୁ ଓଡିଶାରେ ସାହାଯ୍ୟ କରିଛୁ ?
ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ୍ତ ସ୍ୱରୂପ ଅଟନ୍ତି।1John:02:02
ବାଣ୍ଡ ନା ମାଗିହା
ଯୀଶୁ ଗୋଟେ ବେଧ ଛୁଆ ଥିଲା ସେଥିପାଇଁ ୟହୁଦି ମାନେ ସେ ମାଗିହା କୁ ମାରି ଦେଲେ
ଭାଇ ଆପଣ କହୁଛନ୍ତି ପଇସା ଦେଇ ଖ୍ରୀଷ୍ଟିଆନ କରୁଛନ୍ତି ତେବେ ଆମେ ଆପଣଙ୍କୁ ପଇସା ଦେବୁ ଆପଣ ଖ୍ରୀଷ୍ଟିଆନ ହେବେ କି ଆପଣ ମାନଙ୍କ ଚିନ୍ତା ଧାରା ଯେ ଆଦିବାସି ଲୋକମାନେ ମୂର୍ଖ ତେବେ ଆପଣ ଯାଇକି ଖ୍ରୀଷ୍ଟିଆନ ନ ହେଇଥିବା ଲୋକ ଙ୍କୁ ଆପଣ ଯାଇକି ପଇସା ଦେଇ ଖ୍ରୀଷ୍ଟିଆନ ହୁଅ ବୋଲି କହି ଦେଖନ୍ତୁ ମାନେ ପରୀକ୍ଷା କରନ୍ତୁ ସେମାନେ ଗ୍ରହଣ କରୁଛନ୍ତି କି ଯଦି ଠେଙ୍ଗା ଟାଙ୍ଗିଆ କଟୁରି ଧରି ନ ଗୋଡେଇବେ ଆମକୁ କହିବେ ଭାଇ ଆପଣ ଜଣେ ମହାଜ୍ଞାନୀ ପରି ଲାଗୁଛନ୍ତି ହେଲେ ଏତେ ମୂର୍ଖ କଥା କାହିଁକି କହୁଛନ୍ତି ଯଦି ଆପଣ ଖ୍ରୀଷ୍ଟିଆନ ମାନଙ୍କର ଭୂଲ୍ ଧରିବା ପାଇଁ ଚାହୁଁଛନ୍ତି ତାହାହେଲେ ଭଲରେ ବାରମ୍ବାର ବାଇବଲ କୁ ପଢନ୍ତୁ ତା ପରେ ଖ୍ରୀଷ୍ଟିଆନ ମାନଙ୍କ ବିଷୟରେ ଭୁଲ ବୋଲି କହିବେ ଆଚ୍ଛା ଥରେ ଖ୍ରୀଷ୍ଟିଆନ ହୋଇଥିଲେ କି ଆପଣ ଯେ କହୁଛନ୍ତି ଚାଳିଶ ହଜାର ପଇସା ପାଉଛନ୍ତି ବୋଲି ଆପଣ ପାଇଥିଲେ କି ସେଥିପାଇଁ କହୁଛନ୍ତି ଗୋଟିଏ କଥା ମନେ ରଖନ୍ତୁ ଯେଉଁ ଗାତ ଆପଣ ଅନ୍ୟ ମାନଙ୍କ ପାଇଁ ଖୋଳୁଛନ୍ତି ସେଇ ଗାତରେ ଦିନେ ଆପଣ ପଡିବେ ସେଥିପାଇଁ ସୁଦୁରି ଯାଆ ଭାଇ ମୁ ଆଶା ଆପ ବଝି ପାରୁଥିବେ
ଆମେ ମରିବାକୁ ମଧ୍ୟ ପ୍ରସ୍ତୁତ କିନ୍ତୁ ଫେରିବାର ବାଟ ନାହିଁ
Bhai marijaao..😂😂
Ayush man bhabohhh......✝️✝️✝️✝️
Ta maa biaaa
Saul ru,paul,kamite haethile probhu bi ae bhae ku probhu poribortono korontu praise the lord 🙏
ପୃଥିବୀରେ ସବୁଠାରୁ ତମେ ହିଁ ଛୁତିଆ
ଆଦିବାସୀଙ୍କ ପାଇଁ ତୋତେ ଚିନ୍ତା କରିବା ଆବଶ୍ୟକ ନାହିଁ ତୋ ପାଇଁ ତୁ ଚିନ୍ତା କରେ କୋଉ ପଥ ତୋ ପାଇଁ ଓ ତୋ ଆତ୍ମା ପାଇଁ ଅନନ୍ତ ବିଚାର
ଏଇ ଫିଲ୍ମ ମାଧ୍ୟମରେ ଯଦି ଗୋଟେ messege ଦେଉଛ ତାହେଲେ ଫିଲ୍ମଟିକୁ free of cost ସିନେମା hall ରେ ରିଲିଜ୍ କରାଯାଉ
Yes yes
ତୁ ଗୋଟାଏ ନୁହଁ ୨୦ ଟା ସିନେମା ଵନେଇଲେ ମଧ୍ୟ ଖ୍ରୀଷ୍ଟ ଧର୍ମ କମିଵ ନାହିଁ ଆହୁରି ବହୁତ ବଡ଼ିଵ, ଆମକୁ ଧର୍ମ ରକ୍ଷା କରେ ଧର୍ମ କୁ ଆମେ ରକ୍ଷା କରିପାରିଵା ନାହିଁ 🤣😂🤣🤣✝️✝️
ତୁ ଯାଆ ସବୁ କହୁଛୁ ସବୁ ମିଛ ତୋ କଥା କିଏ ଶୁଣିବ ଅନ୍ଧଭକ୍ତ ମାନେ ହିଁ ଶୁଣିବେ ଏବେ କିଏ ମୁର୍ଖ ନୁହନ୍ତି ଯେ ଟଙ୍କା ପାଇଁ ଧର୍ମ ପରିବର୍ତ୍ତନ କରିବେ ସେମିତି ଯଦି ହେଉଛି ତୁମେ ବି ଟଙ୍କା ଦେଇ ଧର୍ମ ପରିବର୍ତ୍ତନ କରାଅ କିଏ ମନା କରୁଛି
@@snkarjeeofficial8882 👍👍👍
ଏହି ଦେଶ କ'ଣ ତୋ ବାପା ର ସମ୍ପତି, ପ୍ରଥମେ ହିନ୍ଦୁ ଶଦ୍ଧ ର ଅର୍ଥ କଣ ଜାଣିଛୁ କି, ଯଦି ଜାଣିନୁ ଜାଣିବାପାଇଁ ପ୍ରୟାସ କର ତା ' ପରେ ଚିଲ୍ଲେଇବୁ.. ପାଗଳ
ଯୀଶୁ ଆମର ସବୁ କିଛି ତୁ ନିଜର ଗର୍ବ ଅହଂକାର ଆଗେ ଛାଡେ ତାପରେ ସମନ୍ତଙ୍କୁ ଶିଖ୍ୟାଦବୁ ଯୀଶୁ ହି ଏକ ସତ୍ୟ ପ୍ରଭୁ
ଭାଇଁ ଯେତେ. ଟାଣନା. କରିବେ. ସେତେ. ପ୍ରଭୁ ଙ୍କୁ. ଜାଣିବେ. ଲୋକ.. ଜୟ ଜୀଶୁ
ଦୁଷ୍ଟମାନେ ଓ ଯେଉଁ ଗୋଷ୍ଠୀୟମାନେ ପରମେଶ୍ୱରଙ୍କୁ ପାସୋରନ୍ତି,
ସେମାନେ ସମସ୍ତେ ପାତାଳକୁ ଚାଲିଯିବେ।
ହେ ସଦାପ୍ରଭୋ, ଉଠ; ମନୁଷ୍ୟକୁ ପ୍ରବଳ ହେବାକୁ ଦିଅ ନାହିଁ;
ଗୋଷ୍ଠୀୟମାନେ ତୁମ୍ଭ ସାକ୍ଷାତରେ ବିଚାରିତ ହେଉନ୍ତୁ।
ହେ ସଦାପ୍ରଭୋ, ସେମାନଙ୍କୁ ଭୟଗ୍ରସ୍ତ କର;
ଗୋଷ୍ଠୀୟମାନେ ଆପଣାମାନଙ୍କୁ ମନୁଷ୍ୟ ମାତ୍ର ବୋଲି ଜାଣନ୍ତୁ। [ସେଲା]
ଗୀତସଂହିତା 9:17, 19-20
ଜ୍ଞାନୀ ମାତ୍ର ଅଳ୍ପ ବିଦ୍ୟା ହୋଇଥାଏ
ତୁମ୍ଭେମାନେ କି ଜାଣ ନାହିଁ ଯେ, ତୁମ୍ଭେମାନେ ଈଶ୍ବରଙ୍କ ମନ୍ଦିର, ଆଉ ଈଶ୍ବରଙ୍କ ଆତ୍ମା ତୁମ୍ଭମାନଙ୍କ ଅନ୍ତରରେ ବାସ କରନ୍ତି;
Prabhu ଆପଣଙ୍କୁ ଆଶୀର୍ବାଦ korontu
ତପି ମିଶ୍ର କୁ ଭଲ ବୁଦ୍ଧି ଦିଅନ୍ତୁ 😂
ତୋ film ଭଲ କମାଇବ କିନ୍ତୁ ତୋ ଦ୍ୱାରା ଦଙ୍ଗା ହେବ ଅନେକ ଲୋକ କଷ୍ଟ ପାଇବେ ତୁ ପଇସା କମାଇ ଘରେ ଅଛି ଲଗାଇ ଆରାମ କରିବୁ, ଯେଉଁ ମାନେ କଷ୍ଟ ପାଇବେ ସେମାଙ୍କର ଦୁଃଖ ର ହିସାବ ତୁ ଦେବୁ ଯେବି ସତ୍ୟ ଈଶ୍ବର ଅଛନ୍ତି ସେ ଈଶ୍ୱର ତୋ ଠାରୁ ହିସାବ ନେବେ ଲୋକକୁ କଷ୍ଟ ଦେଇ ଅରଜିଲା ଧନ ତୋ ପାଇଁ କାଳ ହେବ ମନେ ରୋକିଥା
ଏହି ଭାଇଙ୍କ ଜ୍ଞାନ ଜଣା ପଡୁଛି ଧର୍ମ ନିରପେକ୍ଷ ରାଷ୍ଟ୍ର ରେ ଏପରି ମନ ଭାବ
ଜିଏ ଖଡ୍ଗ ପ୍ରହାର କରେ
ନର ହତ୍ଯା କରେ
ସେ ପ୍ରଭୁ ନୁହେଁ
ଭାରତରେ ଜେତେ ସଵୁ ଧର୍ମ ଅଛି ଧନି ଳୋକ କଂ ପାଇଁ
ମାତ୍ର ଦିନହିନ ଦୁଖି ଦରିଦ୍ର ଗରିବ କୁଂ ଏମାନେ ପାଣ ହାଡି଼ କଣ୍ତରା କହି ପରିହାସ କରି ଛଟଳକ କହି ତାଡ଼ନା ଦେଵେ ମନ୍ଦିର ଭିତରକୁ ପ୍ରଵେସ କରେଇ ଵେ ନାହିଁ ଏମାନଙ୍କର
ମେନ୍ ଉଦେସ ମେନ୍ ଲକ୍ଷ୍ଯ
ଜାଣି ରଖିଥାଅ ଭାରତ ଵାସି
ଜଣେ ଦରିଦ୍ର ଳୋକ ଭଲ ପିନ୍ଧିଲେ ଭଲ ଖାଇଲେ ଏମାନେ ହିଁସା ଉପୁଜିଵେ
ତେଣୁ ଏକ ମାତ୍ର ଜିଵିତ ଇଶ୍ଵର କୁଂ ପୁଜା ଆରାଧନା କରି ଆଗକୁ ଵଡ଼ ଵିନ୍ ଦାସ ରୁହ ❤ I love u Jesus
ସେ ନିଜକୁ ଜ୍ଞାନୀ ବ୍ୟକ୍ତି ବୋଲି ମନେ କରୁଛି କିନ୍ତୁ ଦୁନିଆର ସବୁଠାରୁ ବଡ଼ ମୁର୍ଖ ପ୍ରକୃତରେ ସତ୍ୟ ଇଶ୍ଵର କିଏ ତାହା ଜାଣିନାହିଁ
ଜାଣିଥିଲେ ପାଗଳ ହେଉଛନ୍ତି
ପ୍ରଭୂ ତୁମକୁ କ୍ଷମା କରୁନ୍ତୁ ଭାଇ 😂🎉ମିସିନାରୀଯାକ ପ ଇସା ପା ଈଁ ଆସୁଛନ୍ତି କହୁଛ ଆଉ ପ ଇସା ଦେଇକି ଖୀଷ୍ଠିୟାନ କରିଛନ୍ତି କହୁଚ ଟିକେ ଭାବିକି କୁହ😮😮😮
ଆଦିବାସୀ ମାନେ ବାସ୍ତବ ଶିକ୍ଷା
ଶିକ୍ଷା ପାଇଁ ଯାଇଛନ୍ତି। ଯୀଶୁଙ୍କୁ ପାଇଛି
ଯିଏ ଜୀବନ,ସତ୍ଯ , ପବିତ୍ରତା ପାଇଛି
ସିଏ। ଆଦିବାସୀ ଙ୍କୁ ଛୁତିଆ କରୁଛନ୍ତିି
ମିସ୍ନାରି ମାନେ। ଠିକ୍ ଅଛି ବ୍ରାହ୍ମଣ
ଓ ଅନ୍ୟ ଜାତିରବି ଖ୍ରୀଷ୍ଟିଆନ ହୋଇ
ଛନ୍ତି ଯେ ଭାଇ ! ସେମାନଙ୍କୁ କିଏ
ଛୁତିଆ ବନାଇଲା ଭାଇ କୁହ😂😂😂
ତୁ ଆଗ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଫେରି ଆସ ନ ହେଲେ ନର୍କ ଯିବ
To maa norko jibo pelo khiya naito 😂🤣
Jisu ama Banda ra bala😂
Jisu Amo banda ra balo
ତୁମର ସମୟ ପାଖେଇ ଆସୁଛି ଯୀଶୁଖ୍ରୀଷ୍ଟ ତୁମକୁ ହଁ ଆହ୍ଵାନ କରିବେ praise the lord ସତ୍ୟ ସନାତନ ଅଟନ୍ତି ସ୍ଵୟଂ ସଦାପ୍ରଭୁ ପରମେଶ୍ଵର ଏକ ମାତ୍ର ଈଶ୍ଵର, ଏହାକୁ ଜାଣିବା ପାଇଁ ପଥ କେବଳ ଯୀଶୁଖ୍ରୀଷ୍ଟ ଅଟନ୍ତି ।
କଣ କହିଲୁ,ଆମେ ଚୂତିଆ, କିଛି ଜାଣିନୁ, ବୁଝିନୁ,ଖାଲି ମଦ, ହାଣ୍ଡିଆ, ପିଇ କି,,, କଣ ଭାଷଣ ପେଲୁଚୁ,ନିଜେ ବୁଝି ପାରୁଛି ତ ,,,,, ଖ୍ରୀଷ୍ଟ ଧର୍ମ,ଲାକ ବହୁତ୍ ସରଳ,ବଲି କିଛି କହୁ ନାହାଁନ୍ତି,,, ତ ଦମ୍ ଅଛି ଯଦି ମୁସଲମାନ , ଧର୍ମ,ରେ ଫିଲ୍ମ, କଲୁ ,amen
ଧର୍ମ ହି କର୍ମ ହ ସତ କିନ୍ତୁ ଯେ କହୁଚନ୍ତି ସେ କି କର୍ମ ର ଫଳ ପାଇ ନାହି ! ଦେଖନ୍ତୁ ଭାଇ ଓ ଭଉଣି ମାନେ ଯଦି ଏହାଙ୍କ filmରେ କିଚି ଫଳ ପାଇବନି ଖାଲି ଫୁଲ ପାଇବ । କାରଣ ନିଯେ ହି ସତର୍କ ହୋଇ ଜାଗ୍ରତ ହେବାକୁ ପଡ଼ିବ !!...ଯେବେ ଆସିବେ ସେ .....
ଜୟ ଜଗନ୍ନାଥ ❤❤
Jai yeshu
ସ ଇତାନୀ Film
ପ୍ରଭୁ ଯୀଶୁ ଖ୍ରୀଷ୍ଟ ପାପକୁ ଘୃଣା କରି ପାପିଙ୍କୁ ପ୍ରେମ କଲେ ଆଉ ପାପିଙ୍କ ପାଇଁ ଜୀବନ ଦେଲେ ଯେମିତି ପାପି ପରିତ୍ରାଣ ପାଇବ କିନ୍ତୁ ରାମ ପାପିଙ୍କୁ ମାରୁଥିଲେ ତେବେ କୁହ କିଏ ଶ୍ରେଷ୍ଠ? ରାମ ନା ପ୍ରଭୁ ଯିଶୁ ଖ୍ରୀଷ୍ଟ।ଆମେ ସମସ୍ତେ ପାପି ପ୍ରଭୁ ଯୀଶୁଙ୍କ ଦେଇ ପରିତ୍ରାଣ ପାଇବା ଆଉ ରାମଙ୍କ ଦେଇ ବିନାଶ ପ୍ରାପ୍ତ ହେବା
ଆପଣ ଯାଇକି ଗରିବ ମାନଙ୍କୁ ସାହାଯ୍ୟ କରୁ ନାହାନ୍ତି?
History ରେ ଲେଖlଥିବା କଥାକୁ ଭୁଲ ବଲି କହିକି ଆପଣ ନିଜକୁ ମୁର୍ଖ ବୋଲି certificate ଦେଉଛନ୍ତି ଇତିହାସ ଅନୁଯାଇ ଯିଏ ଯେଉଁ ଧର୍ମ ଇଚ୍ଛା କରନ୍ତିଁ ସ୍ୱଇଛା ରେ ଗ୍ରହଣ କରିପାରିବେ ଇଶ୍ୱର ଧର୍ମ ଗଠନ କରିନାହାନ୍ତିଁ ମଣିଷ ଜାତି ଧର୍ମ ଗଠନ କରିଛନ୍ତିଁ ତୁମେମାନେ ଦଙ୍ଗା ସୃଷ୍ଟି କରି ମଣିଷ ମଣିଷ କୁ ହତ୍ୟା କରୁଛ ମନେ ରଖନ୍ତୁ ଯୀଶୁ ଙ୍କୁ ବିଶ୍ୱାସ କରିବା ଲୋକଙ୍କ ଦ୍ୱାରା ଆମ ଦେଶ ବହୁତ୍ development ହୋଇଛି ସେମାନଙ୍କ ନିସ୍ବାର୍ଥ ପ୍ରେମ ଓ ସେବା ପାଇଁ ଇଶ୍ଵରଙ୍କ ଠାରେ ଲୋକଙ୍କ ପାଇଁ ପ୍ରାର୍ଥନା କରିବା ବ୍ୟକ୍ତି ସେମାନେ ସେମାନଙ୍କୁ ମିଛ ଆରପ ଲଗାଇ move ତିଆରି କରନ୍ତୁ ନାହିଁ ତୁମେ ଯାଇ ପବିତ୍ର ବାଇବୋଲ ସମ୍ବନ୍ଧରେ ଜାଣ ତା'ପରେ କହିବ ବାଇବୋଲ ଏକ ମାତ୍ର ପୁସ୍ତକ ଯେ ପବିତ୍ର ଓ ପାପ କ୍ଷମା ବିନା ସ୍ୱର୍ଗରାଜ୍ୟ ଜାଇପାରିବ ନାହିଁ ..କାରଣ ସ୍ୱର୍ଗ ରାଜ୍ୟ ଗୋଟିଏ ପବିତ୍ର ରାଜ୍ୟ ସେଠି ଲୋକଙ୍କୁ ବିରୋଧ କରି ଲୋକଙ୍କୁ ହତ୍ୟା କରି ଯାଇପାରିବ ନାହିଁ
ହଇରେ ପାଗଳ ଖାଲି ଓଡ଼ିଶାରେ ସିନା ପ୍ରଲୋଭନ ଦେଖାଇଲେ ଖ୍ରୀଷ୍ଟିଆନ ମାନେ 120ଟା ଦେଶରେ କାହିଁକି ଖ୍ରୀଷ୍ଟିଆନ ହେଇଛନ୍ତି?
ରେ ମୂର୍ଖ....... ତୁ ନା ମୂର୍ଖ କା ରହିବୁ.......
ଆଜି କାଲିର ଖବର ଦେଖ ସନାତନ ଧର୍ମ କୁ କେତେ ଲୋକ ଆସିଲେଣି...
ବିନା ଦେବାରେ...
@BanabasiPradhan-ks9cl ମୁଁ ତ ଜାଣିନି କେତେଟା ଦେଶ ଅଛି ସନାତନ ଧର୍ମ ଟିକେ କହୁନୁ!
ପ୍ରିୟ ବନ୍ଧୁ ଆପଣଙ୍କ ଏତାଦୃଶ ଆଚରଣ ଖ୍ରୀଷ୍ଟ ଙ୍କ ପ୍ରେମ ର ପରିଚୟ ନୁହେଁ। ନିଜକୁ ସମୀକ୍ଷା କରନ୍ତୁ ଓ ସମସ୍ତ ବିଷୟ ରେ ପ୍ରାର୍ଥନା ସହ ଈଶ୍ବର ଙ୍କୁ ସମର୍ପଣ କରନ୍ତୁ । ପବିତ୍ରଆତ୍ମା ଆପଣ ଙ୍କ ସହାୟତା କରନ୍ତୁ ।
ଧର୍ମ ପରିବର୍ତନ କରୁ ନାହାନ୍ତି, ମନ ପରିବର୍ତନ କରନ୍ତି
ଭାଇ ତମେ ବି ପଇସା ଦେଇକି christan ଲୋକ ଙ୍କୁ ହିନ୍ଦୁ କର. ଏମିତି ମିଛ ପ୍ରଚାର କରନି
ରେ ମୂର୍ଖ ବ୍ୟକ୍ତି ତତେ ଟିକେ ଲାଜ ଲାଗିବା କଥା ଅମୋ ଖ୍ରୀଷ୍ଟୀୟ ଧର୍ମ ରେ ପାଦୁକା ବୋଲି କିଛି ନାହିଁ। ହେ ଯୀଶୁ ବାପା ତୁମେ ବୁଦ୍ଧି ଦାତା ମୁକ୍ତି ଦାତା କ୍ଷମା ଦାତା ହେଇ ଯୋ ମୂର୍ଖ ଲୋକ କୁ ଉଚିତ୍ ବୁଦ୍ଧି ଦିଅନ୍ତୁ।
Jishu bapa nuhen Jishu para pua 😅😅😅....
@sauravkumarnanda3193 ତ ପୁଅ କି
@@RPCreations. Mu kahuni Tame mane para kahucha 'Son of God'... Son mane pua , bapa nuhan
ଆଉ ଆଜି କାଲି ଲୋକ ମାନେ ଏତେ ବି ଭକୁଆ ନୁହନ୍ତି j ସେମାନେ ନିଜ ଧର୍ମ କୁ ପଇସା ଦେଇକି ବିକି ଦେବେ??
ଧର୍ମ କୁ ତମେ ରକ୍ଷା କରିବ ନା ଧର୍ମ ତୁମକୁ ରକ୍ଷା କରିବ ଭାଇ
ଭାଇ ଏହି ସିନେମା କେବେ ବି ଆଗକୁ ଚଳିବ ନାହିଁ...... ଖ୍ରୀଷ୍ଟିଆନ ସବୁବେଳେ ଖ୍ରୀଷ୍ଟିଆନ ହିଁ ରହିବ...... ତମେ କିଏ ବେ... ଧର୍ମ ବିଷୟରେ କହିବାକୁ.
No matter how much you people condemn us, give to us when our Lord is with us, we have no fear of anything and when the Lord comes, He will give account of everything
ମନ ପରିବର୍ତନ କର
ଭାଇରେ, ଖ୍ରୀଷ୍ଟାୟାନ ମାନଙ୍କ ବିଷୟରେ ଯାହା କହିଛ କହି ଚାଲ ଆମର କିଛିବି ଯାଇ ଆସେ ନାହିଁ, କାରଣ ଯୀଶୁ ସବୁ ସମ୍ବାଲିବେ, ମଣିଷ ଯେତେ ସବୁ ପ୍ରୟାସ କଲେବି କିଛି ସମ୍ଭବ ନାହିଁ
ଧର୍ମ ନା ରେ ଆଦିବାସୀ ମାନଙ୍କୁ ଶାସନ କରନ୍ତି।
ପରମେଶ୍ୱର ଏହି ବ୍ୟକ୍ତି ଙ୍କୁ କ୍ଷମା କର ଇଏ ଯାହା କହୁଛନ୍ତି ନିଜେ ମଧ୍ୟ ଜାଣି ପାରୁନାହାନ୍ତି 🙏🙏🙏Amen 🙏preise the Lord 🙏🙏🙏🙏
Mote 50 lakhe dele b mu hindu hebini jai jesu
ତୋତେ 5ପଇସା ବି ଦେବେନି...
ତୋପରି ଲକ୍ଷେ ବି ଦରକାର ନାହଁ ଏବେ ଯେତେ ଅଛନ୍ତି ଯଥେଷ୍ଟ.... Ram ram
@@BanabasiPradhan-ks9clei Sola toro nijo dharma ago dekh
କିଛି ଜାଣିନ ଖାଲି ଡବା ଭଳି ମନଇଚ୍ଛା sound କରୁଛୁ Praise the Lord 🙏🙏🙏
ତୋତେ ଧର୍ମ ବିଷୟରେ କିଛି ବାଳ ଜଣା ନାହିଁ
😂😂😂😂😂
ଆରେ ଭାଇ ସମ୍ବିତ ଖ୍ରୀଷ୍ଟିଆନ ବିରଧୀ ଫିଲିମ କାଡି ବହୁତ ଭୁଲ ବା ପାପ କରିଛି ସିଏ ମରିଲେ ନରକକୁ ଯିବ ସେଥିପାଇଁ ସବୁ ଧର୍ମ କୁ ସମାନ ଭାବୁ
No- ୦1 ମୁର୍କ ତୁ, ଧର୍ମ ପାଇଁ Film କରିଛୁ ଫ୍ରି ରେ ହୋଲ୍ ରେ chala, ଦାମ ଅଛି କରୀ କି ଦେଖା। ତମୋ Film ସବୁ ପ୍ଲମ୍ ହବ, କିଏ ଯିବେନି ତମର Film dekhiba ପାଇଁ
ତୁ ଦେଖିବୁ ଯଦି ପୁରା ଫ୍ରୀ ତୋର ପରିବାର ପାଇଁ ବି ଆସିବୁକି... କହ
ତୁ ନ ଆସିଲେ ଆମର କିଛ ଭୁଲ ନାଇଁ
(ମୁର୍କ )→_→ ସେନାଇଁ ମୂର୍ଖ ତୁ 😘
ଖାଲି christian ପଛରେ କାଇଁ ପଡିଛ??.. 🤪🤪🤪ଆଉ କଣ ଆମ ଭାରତ ରେ ଆଉ କିଛି ଧର୍ମ ନାହିଁ...କି??.. ଆମେ ଏମିତି ମିଡ଼ିଆ ସାମ୍ନାକୁ ଯାଇ fodfod.. ହେଉନୁ ହେଲା...
ତମେ ଜେମିତି ହୋଉଛ j ଆମ christian ଲୋକମାନେ ଆରାମ ସେ ଘରେ ଭାତ ଡାଲି ଖାଇକି.. ବସିଥିବୁ... ତମେ ଖାଲି media ରେ fodfod ହୁଅ କଣ ଭାସିଗଲା ସେଇଠୁ... 🤪🤪🤪🤪
ପ୍ରିୟ ବନ୍ଧୁ ଆପଣଙ୍କ ଏତାଦୃଶ ଆଚରଣ ଖ୍ରୀଷ୍ଟ ଙ୍କ ପ୍ରେମ ର ପରିଚୟ ନୁହେଁ। ନିଜକୁ ସମୀକ୍ଷା କରନ୍ତୁ ଓ ସମସ୍ତ ବିଷୟ ରେ ପ୍ରାର୍ଥନା ସହ ଈଶ୍ବର ଙ୍କୁ ସମର୍ପଣ କରନ୍ତୁ । ପବିତ୍ରଆତ୍ମା ଆପଣ ଙ୍କ ସହାୟତା କରନ୍ତୁ ।
ଭୁଲ ତପି ମିଶ୍ର କରିଛନ୍ତି କିନ୍ତୁ କଷ୍ଟ ଓ ପ୍ରତାରଣା ଆମେ ସନାତନ ଧର୍ମ ର ନିରୀହ ଲୋକ ମାନେ ଭଗୁଚୁ 😢
ଭାଇ ଆଦିବାସୀ ତ ଆଦିବାସୀ ଏଇ ବଣରେ ରହୁଥିବା ଲୋକଙ୍କ ସହିତ ବହାଦେବେ ନା କାଠ ଠାକୁର କୁ ଚାହୁଁ ତେ ଦେବେ ନାହିଁ ଆଉ
ଦିନ ଆସିବ ପବନ, ସମୁଦ୍ର ଯୀଶୁଙ୍କର ବାକ୍ୟ ପ୍ରଚାର କରିବ ବ୍ୟାସ୍ତହେବାର ନାହିଁ ଆମେନ
ଭାଇ ଧର୍ମ ବିରୋଧ ରେ କେବେବି film ବଣେଇବନି
Because ଆଗକୁ ତମ ଦ୍ୱାରା ହିଁ ଦେଶରେ ଦଙ୍ଗା ସୃଷ୍ଟି ହେଉଛି. ଭାଇ ଯଦି christian ଲୋକ ହିନ୍ଦୁ ହେଉଛି ଲୋକଙ୍କ ର କିଛି ଯାଏ ଆସେନି ଆଉ ହିନ୍ଦୁ ଲୋକ ଯଦି christian ହେଉଛି ତେବେ ସେଥିରେ ବି ଲୋକ ମାନଙ୍କ ର କିଛି ଯାଏ ଆସେନି. ଯିଏ ଯେଉଁ ଧର୍ମ କୁ ଇଚ୍ଛା କଲା ସେ ସେହି ଧର୍ମ କୁ ପାଳନ କରୁ କାରଣ ଭାରତ ହେଉଛି ସର୍ଵ ଧର୍ମ ଏମିତି କାହିଁକି mind ରେ ଘୃଣା ଭାବ ସୃଷ୍ଟି କରୁଛ ଏମିତି ହେଲେ ଆଗକୁ ଦେଶ ରେ ଦଙ୍ଗା ହେବ ତେଣୁ ସେମିତି ହୁଅନ୍ତୁ ନାହିଁ
ସମସ୍ତେ ସବୁ ଧର୍ମ କୁ ପାଳନ କରି ପାରିବେ
ଯେ କୋଣସି ବ୍ୟକ୍ତି ବି ହେଉ ସତ୍ୟ ବିରୁଦ୍ଧରେ ବା ଯୀଶୁ ଙ୍କ ବିରୁଦ୍ଧରେ ସ୍ୱର ଉତଳନ କରନ୍ତି, ସେମାନଙ୍କ ପାଇଁ ଉର୍ଦ୍ଧରୁ ଈଶ୍ୱର ଙ୍କ ଠାରୁ ଦଣ୍ଡ ଆସେ,ଏହା ମନେ ରଖନ୍ତୁ, ବୁଲନ୍ତୁ ନାହିଁ ବଡ଼ ଭାଇ, ଈଶ୍ୱର ବା ଯୀଶୁ ଆପଣଙ୍କୁ ମଧ୍ୟ ପ୍ରେମ କରୁଛନ୍ତି, ତେଣୁ ଯୀଶୁ ଙ୍କ ବିରୁଦ୍ଧରେ କଥା କୁହନ୍ତୁ ନାହିଁ, ମହା ବିପଦରେ ପଢିବେ, ଉଦ୍ଧାର କରିବାକୁ ତୁମର କେହି ନ ଥିବେ, ଏହା ଜାଣ,
ଆରେ ପାଗଳ ତୁ ଆଦିବାସୀ କୁ ଛୁତୀଆ କହୁଛୁ ନିଜେ ତ ଜଣେ ମହା ମୁର୍ଖ । ତୁମେ ୧୦୦୦ ଫିଲ୍ମ କଲେ ମଧ୍ୟ କିଛି ଫରକ ପଡିବ ନାହିଁ। ତୁମର ଫାଟୁଛି ଆହୁରି ଫାଟିବ।
Right 😂😂
Right..
Tama kotha tame kuho tautor sola jisu na re kharap kohuchhu tu sola kn janichu jisu nare
ପ୍ରିୟ ବନ୍ଧୁ ଆପଣଙ୍କ ଏତାଦୃଶ ଆଚରଣ ଖ୍ରୀଷ୍ଟ ଙ୍କ ପ୍ରେମ ର ପରିଚୟ ନୁହେଁ। ନିଜକୁ ସମୀକ୍ଷା କରନ୍ତୁ ଓ ସମସ୍ତ ବିଷୟ ରେ ପ୍ରାର୍ଥନା ସହ ଈଶ୍ବର ଙ୍କୁ ସମର୍ପଣ କରନ୍ତୁ । ପବିତ୍ରଆତ୍ମା ଆପଣ ଙ୍କ ସହାୟତା କରନ୍ତୁ । @@ruthmurmu2532
ଯୀଶୁ ନିଜେ ପ୍ରଭୁ ଅଟନ୍ତି ସେ କୃଷ୍ଣ ନୁହନ୍ତି , ହେ ପିତା ଏହି ଲୋକ ଙ୍କୁ change କର poul ଙ୍କୁ ଯେପରି change korithilo ସେହିପରି😢😢🙏🙏🙏
ଧର୍ମ କହିଲେ କଣ ଭାଈ.ଧର୍ମ ର ଅର୍ଥ ଜାଣିଛୁ? ହିନ୍ଦୁ ଧର୍ମ, christian ଏହାକୁ ଧର୍ମ ଭାବିଛ,ତ ଭିତରେ ଯଦି ମାନବିକତା ଅଛି ତାକୁ ଧର୍ମ କୁହାଯାଏ..
ମୁର୍ଖ କୁ ଶହେ ମାଡ଼ ଅପେକ୍ଷା ବୁଦ୍ଧିମାନ କୁ ପୋଦେ ଅନୁଯୋଗୋ କାଟେ । ଭାଈ ମାନେ ଘୁଷୁରୀ କୁ ଯେତେ ସାବୁନ ଦେଇ ଗୋଦେଇଲେବି ସେ ସେହି କାଦୋ ରେ ହିଁ ପୁଣି ଲାଗି ଯାଏ ସେହି ପରି ଆମୋ କେତେ କ ହିନ୍ଦୁ ଭାଈ ମାନଙ୍କର ମନ ସେହି ପରି । ସେ ମାନଙ୍କୁ କେବଳ ଶାଉଲଙ୍କ ପରି witness ଦରକାର। ଶାଉଲଙ୍କୁ ପ୍ରଭୁ ଯେମିତି ଧରିଲେ ସେମିତି ଏହି ବିରୋଧି ଭାଈ ମାନଙ୍କୁ ପ୍ରଭୁ ଧରିଲେ ଏ ମାନଙ୍କରୋ ଯୋଉ ମୂର୍ଖ ପଣ୍ଡିତ ହୋଉଚୋନ୍ତି। ତାହା ଜାଣିପାରିବେ । ସମୟ ଥାଉ ଥାଉ ସତ୍ୟତା କୁ ଅନୁଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ । ଆଉ ସେହି ସମୟରେ ସତ୍ୟ ଜାଣିବାକୁ ଚେଷ୍ଟା କଲେ ବି ପାଇବୋନି ଆଉ ସେ ବୋକା କୁ ହିଁ ସେବା କରୁଥିବ ନର୍କ କୁ ଯାଉଥିବ ।
ସତ୍ୟ ଏକ ମାତ୍ର ଯୀଶୁ ଖ୍ରୀଷ୍ଟ ।
ସମସ୍ତଙ୍କୁ ଯୀଶୁ ଖ୍ରୀଷ୍ଟ ଆଶିର୍ବାଦ କରାନ୍ତୁ।
ଭାଇ, ଆଦିବାସୀ ଲୋକ ମାନେ କେବେ ଖ୍ରୀଷ୍ଟିଆନ ନୁହଁନ୍ତି କି ବା ହିନ୍ଦୁ ବି ନୁହଁନ୍ତି। ଆଦିବାସୀ ମାନଙ୍କୁ ତ ହିନ୍ଦୁମାନେ, ଖ୍ରୀଷ୍ଟିଆନ୍ ମାନେ ମିଶିକରି ଦେଶ ପରାଧୀନ ଠାରୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଧର୍ମ, ସମାଜ, ଭୂ-ସମ୍ପତ୍ତି ତଥା ଅର୍ଥନୀତି ଏବଂ ସାମ୍ରାଜ୍ୟ ତଥା ରାଜନୀତି ଅଧିକାର ଛଡ଼ାଇ ଶୋଷଣ କରି ଲୁଟି ନିଆଗଲା । ତାପରେ ଆରକ୍ଷଣ ଲଗାଗଲା। ତଥାପି ମନ ମାନିଲା ନାହିଁ ଆଦିବାସୀ ନାଁ ରେ ମାଳ ମାଳ ଯୋଜନା କରି ଦେଶ ରାଜ୍ୟ ଲୁଟା ଯାଉଛି । ଆଉ ପୁଣି ଏଠି ଆଦିବାସୀଙ୍କୁ ହିଁ ବଳି ପକାଯାଉଛି।
ଭାଇ, ଖ୍ରୀଷ୍ଟିଆନ ସାରା ବିଶ୍ୱକୁ ବ୍ୟାପିବାକୁ ଚାହୁଁଛି, ପଠାଣ ସାରା ବିଶ୍ୱକୁ ବ୍ୟାପିବାର କଠୋର ପଣ କରୁଛି ଆଉ ଏଠି ହିନ୍ଦୁ ଶାସ୍ତ୍ର ବିଶ୍ୱକୁ ଗୋଟେ ପରିବାର ଭାବୁଛି,ହେଲେ ହିନ୍ଦୁ ଲୋକମାନେ ନିଜ ହିନ୍ଦୁ ଲୋକମାନଙ୍କୁ ଘୃଣା କରିବାରେ ଲାଗିଛି।
Right
Prabhu parameswar apanaku uchit gyano diantu. Because of little knowledge is very dangerous.
Tama ku uchit sikhyya diuntu bhagan...asi ki gyana pelani
Tu prabhunka bisay ku nei ki amiti kotha kohuchu hele bi prabhu tate khyama koridionthu hallelujah 🙏
Sir 🙏
ଆପଣ ଖ୍ରୀଷ୍ଟିଆନ ଲୋକମାନେ ମେଡ଼ିସିନ ପାଣିରେ ମିଶାଇ ରୋଗୀଙ୍କୁ ପିଆଉ ଛନ୍ତି ବୋଲି କହୁଛନ୍ତି, ତାହେଲେ ମୁଁ ଆପଣଙ୍କୁ ବି କହିବାକୁ ଚାହେଁ ଆପଣ ବି ରୋଗୀଙ୍କୁ ଯାଇକି ମେଡିସିନ ପାଣିରେ ଗୁଳେଇକି ଦେଇ ପିଏଇ ଦେଉନାହାନ୍ତି ତାପରେ ଜାଣିପାରିବେ ଯେ ଖ୍ରୀଷ୍ଟିଆନମାନେ ମେଡ଼ିସିନ ପାଣିରେ ମିଶେଇ ରୋଗୀଙ୍କୁ ପିଉଛନ୍ତି!
ତରେ କାହା ନା ରେ ରୋଗୀ ସୁସ୍ଥ ହୁଏ ତାହା ଜାଣି ପାରିବ ! ଖ୍ରୀଷ୍ଟିଆନ ଲୋକମାନେ ଭଲରେ ଜାଣନ୍ତି ଯେ ଯୀଶୁ ଈଶ୍ୱର ଆଉ ସେ ଏବେ ଜୀବିତ ଅଟନ୍ତି!
ଆପଣ ଆଜିଠୁ ଆରମ୍ଭ କରନ୍ତୁ ଯେ ସମସ୍ତ ରୋଗୀମାନଙ୍କ ପାଖକୁ ଯାଇ ମେଡ଼ିସିନ ପାଣିରେ ମିଶାଇ ପିଏବାକୁ ତାହା ହେଲେ ଆପଣଙ୍କ ପଛରେ ଆସିବେ ଧନ୍ୟବାଦ
ଆପଣ ଜଣେ ଶିକ୍ଷିତ ତଥାପି ଅଶିକ୍ଷିତ ଠାରୁ ଅଧିକ ଅଶିକ୍ଷିତ ଲୋକ ପରି କଥା କହୁଅଛନ୍ତି
ଯୀଶୁ ତୋମ ପାଇଁ ହିଁ କ୍ରୁଶରେ ଜୀବନ ଦେଲେ, ଯେତେବେଳେ ଆପଣଙ୍କର ଆତ୍ମିକ ଆଖି ଖୋଲି ଯିବ ସେତେବେଳେ ନିଜର ଭୁଲ ବୁଝି ପାରିବ! ଆଉ ଯୀଶୁଙ୍କୁ ମଧ୍ୟ ଚିହ୍ନି ପାରିବ ଆମେନ
ଭାଇ ଯେଉଁ ମାନେ ଖ୍ରୀଷ୍ଟିଆନ ଏହିଛନ୍ତି ତୁ ଆଉ ହିନ୍ଦୁରେ ନେଇ ପାରିବେ ନାହିଁ। ବରଂ ଅଧିକ ଖ୍ରୀଷ୍ଟିଆନ ହେବ। ତୁ ନିଜେ ଜାଣିବୁ। ଟିକିଏ ଅପେକ୍ଷା କର। ଭାଇ ଯେଉଁ ୩୩ କୋଟି ଦେବତା ପୂଜା କରି ଗୋଟିଏ ଯୀଶୁଙ୍କୁ ଡରି ଯାଉଛ । ମୋତେ ଯେମିତି ଲାଗୁଛି ଯୀଶୁଙ୍କୁ ଦେଖି ୩୩ କୋଟି ଦେବତା କୋଆଡେ ଛିନ୍ନଛତ୍ର ହୋଇ ଦୈାଡିବେ ଲାଗୁଛି।
ତୁମେ ଯେତେ ଚେଷ୍ଟା କଲେ ମଧ୍ୟ ଗୋଟେ Christian କୁ ହିନ୍ଦୁ କରି ପାରିବ ନାହିଁ,ଇଶ୍ଵର ହେଉଛି ଗୋଟିଏ ସେ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ
Yes
ଯେବେ ଜଣେ ହିନ୍ଦୁ ଭାଈ ସତ୍ୟ ଯାଣି ଯୀଶୁଙ୍କୁ ବିଶ୍ବାସ କରି ଥାଏ ତେବେ ତୁମ ବାପା ଆସିଲେ ବି ପେଈ ନେଇ ପାରିବୁନି
ଟପି ମିଶ୍ର ଏମିତି media ଅ।ଗୋରେ ଯେଶୁ ଙ୍କ ପ୍ରୋଚାରୋ କୋର ନାହିଁ ତମେ ଏମିତି କଥା କହୁଚ ଜେ ଲୋକେ ଆହୁରି christian ହେଇଯେବେ /
Swami Vivekananda ଭଳିଆ ତୋ ହୁ ଓ ଦେଖିବ ବହୁତ୍ ଲୋକ atractive ହେବେ ତମେ toh ଧର୍ମ ରକ୍ଷା କରିବା ପାଇ କାର୍ଯ୍ୟ ନିହାତି ଦରକାର
ଆଦିବାସୀ ଆଦିବାସୀ ବୋଲି କହୁଛନ୍ତି କିନ୍ତୁ ବ୍ରାହ୍ମଣ ବା ଅନେକଜ୍ଞାନୀ ମାନୀ ଯୀଶୁଙ୍କୁ ଗ୍ରହ ଣ କରିଛନ୍ତି,ତ ସେମାନଙ୍କ ବିଷୟରେ କଣ କହିବ
You presented wrongly, this is Unnecessary Film create Violence in our country, Respect the constitution of our country...😮😅😅
Bharata eka dharma nirapekhya desa ethi jie jau dharmaku jai paribo
ଭାଇ ତୋମେ ଯଦି ନିଜକୁ ଧାର୍ମିକ ଭାବୁଛ ଭାଷା ଟିକେ ଶିଖ ..... ତୋମର ୩୩ କୋଟି ଭଗବାନ ଥାଇକି ବି ଗୋଟିଏ ଯୀଶୁଙ୍କ ଉପରେ ଏତେ ଡର... Ye dar hona chaiye,ye dar mujhe acha laga
ଆଦିବାସୀ ମାନଙ୍କୁ ଯଦି ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଯାଉଛି ଦେବେ ତମେ ଯଦି ଶିକ୍ଷିତ ଆଉ ଭଲସେ ଜାଣିଛ ଓଡିଶାରେ ପ୍ରଥମେ ଖ୍ରୀଷ୍ଟିଆନ ଧର୍ମ କିଏ ଗ୍ରହଣ କରିଥିଲେ ? ଯଦି ଜାଣିପାରିବନି ଗୁଗୁଲ ରେ ଟିକେ ଚେକ କରିଦିଅ ଆଉ ଉତ୍ତର ପାଇ ଯିବ ବ୍ରlହ୍ମଣ ପରିବାରର ଗଙ୍ଗାଧର ଷଡ଼ଙ୍ଗୀ l Gangadhar Sarangi was the first Odia Brahmin to convert to Christianity in Odisha.