ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ରହସ୍ୟ :ଆଜି ଖୋଲିବ (166)Dr Bibudharanjan

Поделиться
HTML-код
  • Опубликовано: 17 окт 2024

Комментарии • 196

  • @sujatanandamohapatra4654
    @sujatanandamohapatra4654 Месяц назад +1

    ଜୟ ଜଗନ୍ନାଥ

  • @basantamanjarijena4681
    @basantamanjarijena4681 Месяц назад +1

    Mahaasha ya,apanna nku saadar prannam। Apannanka anubhuti o anubhaba ra gaathaa jaahaa mo aakhi re pade mu aagrahara sahita sune।prabhunka kathaa sunibaaku bahutabhala lahuchhi ,ahi bipadaru prabhu kipari udhaara kale dayaakari
    Janna ntu

  • @gitamohanty8670
    @gitamohanty8670 Месяц назад +1

    Jay Jagannath

  • @BiranchiSutar-lk2ys
    @BiranchiSutar-lk2ys Месяц назад +1

    Jay jaganath

  • @pravakarsethy1107
    @pravakarsethy1107 2 месяца назад +2

    🙏ଜୟ ଜଗନ୍ନାଥ 🙏

  • @sunilkumar-ns5yz
    @sunilkumar-ns5yz 3 месяца назад +8

    ଆଜିର ଭିଡିଓ ଅତିସୁନ୍ଦର ହୃଦୟଶ୍ପର୍ସନ ଜଗନ୍ନାଥ ହେଉଛନ୍ତି ରହସ୍ୟମୟ ଠାକୁର ତାଙ୍କର ରହସ୍ୟାକୁ ରହସ୍ୟ ଭିତରେ ରହିବାକୁ ଦେବା ଉଚିତ୍,ଆଜିର ବ୍ୟାଖ୍ୟା ଅତି ସୁନ୍ଦରର ଜୟ ଜଗନ୍ନାଥ

  • @laxmipriyasahoo6631
    @laxmipriyasahoo6631 3 месяца назад +28

    ସାର୍ ନମସ୍କାର ମୁଁ ଜାଣିଛି ଆପଣ ସବୁ ଜାଣିଛନ୍ତି ରତ୍ନ ଭଣ୍ଡାର ବିଷୟରେ ଆପଣଙ୍କ ସାଙ୍ଗ ଆପଣଙ୍କୁ ସବୁ କହିଥିବେ କିନ୍ତୁ ଆପଣ ଆମକୁ କହୁନହାନ୍ତି ଦୟାକରି ଆମକୁ ଜଣାନ୍ତୁ ଆମେ ଜାଣିବାକୁ ଚାହୁଁଛୁ

    • @SriHariRadhaKrishna
      @SriHariRadhaKrishna 3 месяца назад +2

      😂😂

    • @SatyaprakashSwain-se6eh
      @SatyaprakashSwain-se6eh 2 месяца назад

      Esabu ଗୁପ୍ତ କଥା, କିଛି କଥା ଗୁପ୍ତ ରହିଲେ ହିଁ ଭଲ, ଏ ସବୁ କଥା ଜାଣି ବାକୁ ଚାହିଁବା ହିଁ ପାପ

  • @amarendranayak1927
    @amarendranayak1927 3 месяца назад +3

    Very nice sir. Ur great👍. Jai Gagarnath.

  • @rashmirout.1977
    @rashmirout.1977 Месяц назад +1

    🙏🙏jay Jagannath 🙏🙏❤❤

  • @biswambarswain7646
    @biswambarswain7646 2 месяца назад +1

    🙏Sir pranam Jay sri ram Jay Jagannath,, 🙏

  • @kirankumarsadangi2697
    @kirankumarsadangi2697 2 месяца назад

    Excellent precious information Bibhu sir Bahut sunder DHANYBAAD SIR JAI SRI JAGANNATH

  • @satyabhamasahoo418
    @satyabhamasahoo418 3 месяца назад +2

    ଧନ୍ୟବାଦ ଭାଇ ସୁନ୍ଦର ଲାଗିଲା ଭିଡିଓ

  • @damodarsahoo114
    @damodarsahoo114 3 месяца назад +9

    ଆପଣଙ୍କ ବର୍ଣ୍ଣିତ ରତ୍ନ ଭଣ୍ଡାର ବାବଦରେ ରୋଚକ ତଥ୍ୟ ପ୍ରଦାନ କରିଥିବାରୁ ଆନ୍ତରିକ ସାଧୁବାଦ।

  • @dr.pratapchandrapati1560
    @dr.pratapchandrapati1560 3 месяца назад +2

    Many many thanks for sharing deep knowledge about ratna bhandar.Jai jagganath ❤❤❤❤❤❤❤❤❤

  • @sunilkumarpatra6878
    @sunilkumarpatra6878 3 месяца назад +2

    ଜୟ ଜଗନ୍ନାଥ ମହାପ୍ରଭୁ 🙏🙏🙏
    ଜୟ ଗୁରୁଜୀ 🙏🙏🙏
    ଆପଣଙ୍କ ଯୋଗୁ ରତ୍ନ ଭଣ୍ଡାର ବିଷୟରେ ବହୁତ କିଛି ଜଣାପଡିଲା

    • @laxmidhardas3981
      @laxmidhardas3981 3 месяца назад

      Jay Jay Mahaprabhu Jagannath ! Sir, many many thanks for letting us know the mistry of the Ratna Bhandar of our Jagannath Temple at Puri..Awaiting you for your further video if any made in future on the subject.Namaskar.

  • @KumarJena-dd8oc
    @KumarJena-dd8oc 3 месяца назад +1

    ଜୟ ଜଗନ୍ନାଥ 🙏 ଆଜ୍ଞା ରତ୍ନ ଭଣ୍ଡାର ବିଷୟରେ ଆପଣଙ୍କ ଠାରୁ ଅନେକ ଅଜଣା ରହସ୍ୟ ଜାଣିଲି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ

  • @pallimadhuriodiafolksong2771
    @pallimadhuriodiafolksong2771 3 месяца назад +1

    ସାର ପ୍ରଣାମ, ଆପଣଙ୍କର ମୁଁ ଜଣେ ପାଠକ । ଆପଣ ରତ୍ନ ଭଣ୍ଡାର ବିଷୟ ରେ ସ୍ପଷ୍ଟ ଭାବରେ ବୁଝାଇ ଥିବାରୁ ଧନ୍ୟବାଦ ଓ ସାଧୁବାଦ ଜଣାଉଛି ।

  • @arjunbhuyan7445
    @arjunbhuyan7445 3 месяца назад +2

    Sir 🙏🙏 very infromative

  • @rajlaxminayak235
    @rajlaxminayak235 3 месяца назад +2

    Jai shree Jagannath Swami Nayan pathagami bhabatumey 🙏🙏🙏💐
    Thanks giving guru bhai..pranamm🙏🙏🙏

  • @sasmitadatta8819
    @sasmitadatta8819 3 месяца назад +1

    Sir ନମସ୍କାର। ବହୁତ ଭଲ ଲାଗିଲା ଆପଣଙ୍କ କଥା ଶୁଣି। ଜୟ ଜଗନ୍ନାଥ 🙏

  • @anadipradhan7181
    @anadipradhan7181 3 месяца назад

    ଅତି ସୁନ୍ଦର। ଜୟ ଜଗନ୍ନାଥ ।

  • @sabitasahu8843
    @sabitasahu8843 3 месяца назад +3

    ସାର୍ ନମସ୍କାର ଜୟ ଜଗନ୍ନାଥ

  • @nirmalapanda5713
    @nirmalapanda5713 2 месяца назад

    Jay jaganñath
    Respected sir this is a great the
    t opportunity to know about

  • @kishoretripathy3103
    @kishoretripathy3103 3 месяца назад

    Sir, know a lot about The Ratna Bhandara. Bhitara Ratna Bhandara is still a mystery like The Swamy Padmanabhan Temple in Kerala. We r astonished that in the modern science age still it's impossible to open the mystery which HE may not want. Everything is His wish. Every episode bhali this episode bhi bahuta bhala lagila. Long live Sir & let us know much more hidden treasure about our Aradhya Thakur. Your way of description /explanation is priceless & without HIS blessings quite impossible. Jay Jagannatha 🙏🙏KK Tripathy Bengaluru.

  • @pritirajgaming122
    @pritirajgaming122 3 месяца назад +2

    ଗୁପତ ରଖ ମଗଳ ହେବ ନହେଲେ ପଳୟ ଆସିବ

  • @junilitisubudhi3251
    @junilitisubudhi3251 Месяц назад

    Jai jagnatha sir 🙏.

  • @SatyaprakashSwain-se6eh
    @SatyaprakashSwain-se6eh 2 месяца назад +1

    ରବି ନାରାୟଣ ମିଶ୍ର କହୁ ଥିଲେ ଯେ କେଣସି ସାପ ର ଗ୍ରଜନ ଶୁଣି ନାହାନ୍ତି

  • @BijaydasDasbijay
    @BijaydasDasbijay 3 месяца назад +4

    ଆରେ ବିବୁଧରଞ୍ଜନ ଆଜି ପର୍ଯ୍ୟନ୍ତ ଜନସାଧାରଣ, ଓ ଭକ୍ତଗଣ ସମସ୍ତେ
    କିଛି ଜାଣିପାରୁନଥିଲେ କି ଦେଖି ପାରୁନଥିଲେ, ସମସ୍ତେ ଅନ୍ଧ ଥିଲେ ସେମାନଙ୍କର ଆଖି
    ଖୋଲି ଥିବାରୁ ତୋତେ ଅଶେଷ ଧନ୍ୟବାଦ l

    • @s.mohapatra-i1k
      @s.mohapatra-i1k 2 месяца назад

      😂😂😂😂😂😅😅😅😅

  • @manjulamanjarimohapatra1306
    @manjulamanjarimohapatra1306 3 месяца назад

    ବହୁତ ବଢିଆ ହୋଇଛି.

  • @ChintamaniBiswal-kk5gw
    @ChintamaniBiswal-kk5gw 26 дней назад

    Jai jagannath 🙏

  • @shashikantabehera8891
    @shashikantabehera8891 3 месяца назад +3

    ରନ୍ନ ଭଣ୍ଡାର ସତ୍ୟ କଥା କହିଲେ କିନ୍ତୁ ରନ୍ନ ଭଣ୍ଡାରେ ଏତେ ଅଳଙ୍କାର ଅଛିଜେ ବାହାର ଦେଶ ଲୋକ ଜାଣିଲେ ମନ୍ଦିର ରୁ ସବୁ ଲୁଟି ନେବେ.......

  • @BelaMohanty
    @BelaMohanty 2 месяца назад

    Sar video ti bhout vala lagila

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ 3 месяца назад +1

    ଜଗନ୍ନାଥ ଙ୍କ ସମ୍ପତିକୁ ଏତେ ବେଶି ପ୍ରଚାର
    ପ୍ରସାର କରିବା, ଠିକ ହେଉଛି କି, ମୋ ମତରେ, ଗୁପ୍ତ ରଖି କେବଳ ଗୃହ ମରାମତି
    କଲେ ଭଲ ହୁଅନ୍ତା,

  • @girdharsahu3663
    @girdharsahu3663 3 месяца назад +6

    ସାର,ଜୟ ଜଗନ୍ନାଥ,ପ୍ରସଙ୍ଗ ବଶତଃ କଥା,ଯେ ଏମ,ଆର ମଠ ରୁ ଉଦ୍ଧାର ହୋଇଥିବା ,ରୂପା ଇଟା ଗୁଡାକ ବର୍ତ୍ତମାନ କେଉଁଠି,ସେ କଥା ଉପରେ ଥରେ ଆଲୋକ ପାତ କରିବେ,ନମସ୍କାର

    • @s.mohapatra-i1k
      @s.mohapatra-i1k 2 месяца назад

      ପୋଲିସ ପାଖରେ ଅଛି ସେହି ରୂପା ଇଟା

  • @ranjanmalla1124
    @ranjanmalla1124 3 дня назад

    Jay jaganath 🙏👍🙏❤️👍❤

  • @sabyasachibastia1352
    @sabyasachibastia1352 3 месяца назад

    Jay Jagannath .Sir Namaskar ati sundar upastapana.,

  • @himansupatra9717
    @himansupatra9717 3 месяца назад +2

    ବିଭୁ ସlର ଆପଣ କଲେଜ ବା ବିଶ୍ୱ ବିଦ୍ୟାଳୟ ରେ ପଢ଼େଇ ଥିଲେ ବହୁତ ଛାତ୍ର ଉପକୃତ ହୋଇଥାନ୍ତେ .
    ନିଆଁ ରେ ଚାଲୁଥିବା ମଣିଷ କିଣି ଲି ଓ 5 ଦିନରେ ସାରିଦେଲେ. ବହୁତ ଭଲ ଲଗିଲା ଓ ରାଗ ବି ଲଗିଲା ଆପଣଙ୍କ ଉପରେ ଏପରି ଖୋଲା ମେଲା ଲେଖିବା ପାଇଁ ଯାହା ଆପଣ ଙ୍କ ବୈଶିଷ୍ଟ୍ୟ. ନମସ୍ତେ.

  • @basantamanjarijena4681
    @basantamanjarijena4681 Месяц назад

    ରତ୍ନଭଣ୍ଡାର ବିଷ ୟରେ ଆପଣ ଙ୍କୁ ନିଶ୍ଚୟସବୁ ତଥ୍ୟ ଜ ଣା। ଦୟା କରି ତା ହା ପରିପ୍ର କାଶ କରନ୍ତୁ।

  • @p643-f1x
    @p643-f1x 3 месяца назад +2

    ସେତେବେଳ ର ରାଜା ମାନଙ୍କୁ ପ୍ରଣାମ 🙏

  • @manoranjanparida1112
    @manoranjanparida1112 3 месяца назад

    Sir Thank you for your valuable information and conclusion. Secrets of prabhu Jagannath must be kept as secret.

  • @manjupravamishra8000
    @manjupravamishra8000 2 месяца назад

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @ମୋକବିତା-ଯ5ଢ
    @ମୋକବିତା-ଯ5ଢ 3 месяца назад

    ରହସ୍ୟମୟ ଶ୍ରୀ ଜଗନ୍ନାଥ ଙ୍କ ମହିମା କିଏବା
    ଜାଣିବ, ସିଏ ତ ମଙ୍ଗଳମୟ ମଙ୍ଗଳ କରନ୍ତୁ
    କେବଳ, ଜୟଜଗନ୍ନାଥ 🙏🙏🙏

  • @rasmikantanayak2083
    @rasmikantanayak2083 3 месяца назад +1

    ପୁରୀ ରୁ 3ଟା ସୁଡ଼ଙ୍ଗ.. ଭୁବନେଶ୍ୱର ଧଉଳି, ଆଉ ଖୋର୍ଦ୍ଧା ବରୁଣେଇ ପାହାଡ଼,

  • @laxmidharnayak4191
    @laxmidharnayak4191 3 месяца назад

    Ratna Bhandar bisayare apanankar sunder upastapana painn ases2 dhanyabad namaskar ji 🙏

  • @mamatashukla4453
    @mamatashukla4453 3 месяца назад

    Very informative sir🙏

  • @kalpanapadhi8709
    @kalpanapadhi8709 3 месяца назад

    ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @SangramkeshariNayak-w6w
    @SangramkeshariNayak-w6w 2 месяца назад

    Sir pranam aapna jagarannath nkupacharntu kouthi achi Ratna Bandar kouthi luchiki aachi

  • @srinibaspattanaik3859
    @srinibaspattanaik3859 3 месяца назад +1

    ଧନ୍ୟବାଦ ଶାର ଅତି ସରଳ

  • @s.mohapatra-i1k
    @s.mohapatra-i1k 2 месяца назад

    ଚୀନ ଯୁଧ୍ ସମୟରେ ମଧ୍ୟ ସୁନା କଢ଼ା ଯାଇଥିଲା ସେତେବେଳେ ପ୍ରଧାନ ମନ୍ତ୍ରୀ ନେହେରୁ କିମ୍ବା ଇନ୍ଦିରା ଥିଲେ ଆଉ ଆମ ରାଜ୍ୟର ମୁଖିଆ ବିଜୁ ପଟ୍ଟନାୟକ ଥିଲେ

  • @sneegdhapanda2061
    @sneegdhapanda2061 3 месяца назад

    Very informative 🙏

  • @OpDj-qv7ck
    @OpDj-qv7ck 3 месяца назад

    Jai shree Ram ❤❤❤❤❤

  • @minakhipanigrahi1074
    @minakhipanigrahi1074 3 месяца назад

    Sir, ମୁଁ କେବେଠୁ ଭାବୁଥିଲି ଆପଣ ଏ ବିଷୟରେ କୁହନ୍ତୁ ବୋଲି. ବହୁତ ତଥ୍ୟ ଦେଲେ. ଜାଣିବାକୁ ମିଳିଲା . ଧନ୍ୟବାଦ. ଆପଣ ସ୍ଵୟଂ କାଳୁ ଙ୍କୁ ପଚାରି ସବୁ କିଛି ଜାଣିପାରିବେ କି ଭିତର ଭଣ୍ଡାର କେତୋଟି and କଣ ସବୁ ଅଛି ମୋଟାମୋଟି. ସେଗୁଡିକ ଆମ ପ୍ରଭୁଙ୍କ ପାଇଁ ବ୍ୟବହାର କରିପାରିବେ କି ନାହିଁ. ଏବଂ ପ୍ରକୃତରେ ସେଗୁଡ଼ିକ ଖୋଲା ହେବା କଥା କି ନାହିଁ ଜଗନ୍ନାଥ ଙ୍କ ଇଛା କଣ ସେଟା ଜାଣିପାରିଲେ ଭଲ ହୁଅନ୍ତା. 🙏🙏

  • @GitaraniPradhan-eu5rk
    @GitaraniPradhan-eu5rk 3 месяца назад

    Good bhala bhala tips dau chanti.👍

  • @rudrakshthelittlestar
    @rudrakshthelittlestar 3 месяца назад

    Jai Shree Jagannath🙏🙏🙏

  • @saubhagyabiswal4401
    @saubhagyabiswal4401 3 месяца назад

    Jay. Jaganath.prabhunkar.jay.heau.

  • @pritirajgaming122
    @pritirajgaming122 3 месяца назад +1

    ବଡ ବିପଦ ଆସିବ କହିଦେଲେ

  • @dandadharachand2822
    @dandadharachand2822 3 месяца назад

    Bahut vhala lagila sir

  • @asitrout7659
    @asitrout7659 3 месяца назад

    🙏🙏🌹ପ୍ରଣାମ. ଜୟଜଗନ୍ନାଥ

  • @ranajitjena4668
    @ranajitjena4668 3 месяца назад +5

    ରତ୍ନ ଭଣ୍ଡାର ଖୋଲାହେଲେ ଓଡିଶାରେ ଥିବା କେତେକ ପୋଖତ ଟାଉଟରଙ୍କ ମୁଖା ଖୋଲିବ ଓଡିଶା ଜନସାଧାରଣଙ୍କ ପାଖରେ

  • @pramilaparida5951
    @pramilaparida5951 3 месяца назад

    ଜୟ ଜଗନ୍ନାଥ ❤️👌❤️🌹👍😊🎉

  • @kailashchandramoharana9503
    @kailashchandramoharana9503 3 месяца назад

    Sir, apanka katha bahut bhala lagila. Ratna bhandara bisayare apana ta ete katha kahile, dekhajau sarkar ratna bhandara kholila pare kana kahuchhanti. Jai sri jagannath.

  • @rashmikrishna1701
    @rashmikrishna1701 3 месяца назад

    Useful information...thnx

  • @itzgt07
    @itzgt07 3 месяца назад

    Jay Siyaram ♥️😊
    Jay Jagannath Ji ♥️😊

  • @s.mohapatra-i1k
    @s.mohapatra-i1k 2 месяца назад

    ଯଦି ରହସ୍ୟ ଅଛି ତେବେ କଣ youtube ରୁ ଟଙ୍କା ରୋଜଗାର ପାଇଁ ନିଜ ପାରିବାର ପଣିଆ ଦେଖାଉଥିଲ ଯେଉଁ ବିଷୟରେ ମୁଣ୍ଡ ରେ ନାହିଁ ଠିକ୍ ସେ ଜଣା ନାହି କିମ୍ବା ଯାହା ଗୁପ୍ତ ରଖିବା ପାଇଁ ଭଗବାନ ଙ୍କ ଆଦେଶ ତେବେ ମୁଁହ କାହିଁକି ଖୋଲୁଚ ତୁମର ଯେତିକି ଆୟୁଷ ଅଛି ତାକୁ ଶେଷ କର ଆଉ ବିଦାୟ ନିଅ ମନ୍ଦିରର ନକସା ସର୍ବସାଧାରଣ ରେ କଣ ପାଇଁ ପ୍ରକାଶ କରୁଛ ଯଦି ଠିକ୍ ସେ ଜାଣି ନାହ ତେବେ କଣ ପାଇଁ ବାହାଦୂରୀ ମାରୁଚ

  • @tapaswinisamal3660
    @tapaswinisamal3660 3 месяца назад

    Very very thanks sir

  • @abhimanyupadhihary3577
    @abhimanyupadhihary3577 3 месяца назад

    Pranam ,Sir,thank u for ur clear information.

  • @sabita14314
    @sabita14314 3 месяца назад

    Jay Jagannath Sir vitara ratna vandara vitare aau ratna vandara achi

  • @ashokkumarsahoo7041
    @ashokkumarsahoo7041 3 месяца назад +1

    Sir ପ୍ରଣାମ. ରହସ୍ୟ ସର୍ବଦା ରହସ୍ୟ ହୋଇ ରହିଥାଉ. ରହସ୍ୟ ର ଉନ୍ମୋଚନ ଅନେକ ସମୟରେ ଘାତକ ସାବ୍ୟସ୍ତ ହୋଇପାରେ. ତେଣୁ ପ୍ରଭୁଙ୍କର ସମ୍ପତ୍ତି ସ୍ୱୟଂ ମହାପ୍ରଭୁଙ୍କର. ଆମେ କେବଳ ମୂଢ଼ ଭକ୍ତ. ଭକ୍ତି ହିଁ ଯଥେଷ୍ଟ ଆମ ପକ୍ଷେ

  • @JogeshwariMishra
    @JogeshwariMishra 3 месяца назад

    Sir namaskar alochana ti bahau sundar lagila jay jagannath,

  • @rashmipradhan2508
    @rashmipradhan2508 3 месяца назад

    Jay Shree Radhe Radhe 🙏 Jay Shree Jagannath 🙏 ♥️ Jay Shree Ram 🙏 Jay Shree Hanuman 🙏 se ananta .tankar sabukichhi ananta. Jay Jagannath 🙏

  • @sanjaykumarpanda7699
    @sanjaykumarpanda7699 3 месяца назад

    Sundar upasthapana.Bahut bahut dhanyabad, sir.

  • @aksahoo346
    @aksahoo346 3 месяца назад

    Jia srusti nianta tar kia aakalan karib se jadi chanhiba tahele kan heba pravu chanhile kholahela. Jay jagnath

  • @dilipsahu2143
    @dilipsahu2143 3 месяца назад +1

    ଆପଣ କିଛି ଜାଣି ନାହାନ୍ତି। ଲୋକଙ୍କୁ ଭକୁଆ କରୁଛନ୍ତି। ନିଜର ପ୍ରଚାର ପାଇଁ ଏମିତି କରୁଛନ୍ତି।

  • @GitaraniPradhan-eu5rk
    @GitaraniPradhan-eu5rk 3 месяца назад

    Thank you so much sir.

  • @dillipkumarswain6788
    @dillipkumarswain6788 3 месяца назад

    Dhanyawad sir Jay Jagannath 🙏pranam🙏

  • @hrusikeshmaharana9614
    @hrusikeshmaharana9614 3 месяца назад

    Jaya jagannath

  • @MohiniSahu-v6c
    @MohiniSahu-v6c 3 месяца назад

    Joy Sri Jagannath.

  • @sankarnayak6699
    @sankarnayak6699 3 месяца назад

    12 ମୁକୁଟ କୁଆଡେ ଗଲା ଜଗନ୍ନାଥ ତାର ରକ୍ଷା କରନ୍ତୁ

  • @RabindrachandraSahu
    @RabindrachandraSahu 3 месяца назад +1

    ପ୍ରକୃତରେ ରହସ୍ୟ କୁ ରହସ୍ୟ ହୋଇ ଦିଆ ନ ଯାଇ ତାର ସତ୍ୟତା ର ଉଦଘାଟନ କରାଯାଇ ପାରିବ ଯଦି କରାଯାଉ

  • @ratnakarnayak4279
    @ratnakarnayak4279 3 месяца назад

    ଯଦି ଏତେ କହିଛନ୍ତି ପୁଣି ମୁକୁଟ ଗାୟବ କେମିତି ହେଲା,
    ଜୟ ଜଗନ୍ନାଥ 🙏

  • @NirodKumar-h2f
    @NirodKumar-h2f 2 месяца назад

    sir namaskar.............sir aapana jou ete pua jhiankara divorce karauchhnati tara rahasya kana.....tike kahibeki.....kana apanaku ete khusi miluchi pua aau jhia mananka jibana nasta kareibare....tike dayakari kuhantu plzzz

  • @krishnanayak8285
    @krishnanayak8285 3 месяца назад

    JAY JAGANNATH 🙏🏻 🙏🏻 🙏🏻 🙏🏻 🙏🏻 🙏🏻 🙏🏻

  • @dilipsahu2143
    @dilipsahu2143 3 месяца назад +1

    ଇ ଏ କିଛି ଜାଣି ନାହାନ୍ତି। ଅନ୍ୟ ଭିଡିଓ ରେ ଦେଖିଛି, ଏହାଙ୍କର ଭାଷାରେ ଅହଙ୍କାର ଭରି ରହିଛି। ନିଜର ପ୍ରଚାର ପ୍ରସାର ପାଇଁ ତାଙ୍କର ଉଦ୍ୟମ

  • @AshishKumarBehera-m5u
    @AshishKumarBehera-m5u 3 месяца назад

    Sir pranam. Mu episode sunila pare Mora gote question. 12nos mukuta Kia neichanti ame ta Janine. But taku inquiry kariheba na nahi. Mora answer debe sir. Inquiry karipariba na nahi bjp sarakar. Mora question...

  • @someshawarachary4490
    @someshawarachary4490 3 месяца назад +1

    ଆଜ୍ଞା
    ଠାକୁର ଙ୍କ ପିଠି ଦେଖେକି ବସିବା ଠିକ୍ କି ??

  • @diptishikhapanda8177
    @diptishikhapanda8177 3 месяца назад

    Jay jagannath maha prabhu 🙏🏻🙏🏻🙏🏻

  • @phulamanayak641
    @phulamanayak641 3 месяца назад

    Jai jagannath sir

  • @GAMINGGUY4905-g1w
    @GAMINGGUY4905-g1w 3 месяца назад

    Joy joy Jagannath Mohaprabhu 🙏🙏🙏

  • @sumitamahapatra9251
    @sumitamahapatra9251 3 месяца назад

    Jay jagannath 🙏🙏 dhanyabad sir

  • @AshishKumarBehera-m5u
    @AshishKumarBehera-m5u 3 месяца назад

    Jadi lokanath mahaprabhu jagi thile tahele 12nos mukuta kemiti jori hela. Mora answer debe sir . Plse plse plse. Mora anurodha sir

    • @shobhamayeepradhan3073
      @shobhamayeepradhan3073 3 месяца назад

      True

    • @Pinku853
      @Pinku853 3 месяца назад

      Chori hei chi boli kehi kahinahanti .... 12 ti miluni
      May be sei 12 ti atyadhika durmulya Tenu taku separately kou compartment re rakha jaichi ....

  • @gitanjalipurohit3595
    @gitanjalipurohit3595 3 месяца назад

    Guru ji apanaku koti koti pranam Jay jagannath ❤

  • @aratatarai2196
    @aratatarai2196 3 месяца назад

    Jay sri jagannath sir🌹🙏🙏🙏🙏🙏🙏🙏🙏.......

  • @sarojinibarik1694
    @sarojinibarik1694 3 месяца назад

    Jay jagnnath 🎉 ❤

  • @gyandrapatra7719
    @gyandrapatra7719 3 месяца назад

    ଗୁରୁଜୀ ପ୍ରଣାମ।କାଳୁର ମାୟା କିଏ କରିବ।ଜୟ ଜଗନ୍ନାଥ।ଜୟ ଗୁରୁଜୀ।

  • @kctripathy4786
    @kctripathy4786 3 месяца назад +1

    Sir namaskar! Ghare bigrah rakhi puja kariba kn aparadha ki? Eaha jadi sata tahahele eate bigrahank murti bikri kainki bikri heuchi' eaha mu utube re suni thili pachari deli khyama karibe!

    • @drbibudharanjan2960
      @drbibudharanjan2960  3 месяца назад +1

      ଅପରାଧ ନୁହେଁ ଘରେ ବିଗ୍ରହ ରଖି ପୂଜା କରି ପାରିବେ 🙏🙏

  • @sibaprasad6972
    @sibaprasad6972 2 месяца назад

    Satare kn 7ta room achi ahuri au jadi b satare achi tahale imagine karantu bhai mane sethire sabu kn kn thiba au se sabu ku dekhiba pain ame mane kali juga ra loka mane capable nuhe se sabu smt thau prabhu nka jaha icha se tanka nila karantu odisha basi au bharata basi nku prabhu bhalare rakhantu ca madhya bahut bhalare ruhantu jay Jagannatha 🙏

  • @nrusinghacharananpalai8034
    @nrusinghacharananpalai8034 3 месяца назад +2

    ଆପଣ ଓରିଗିନାଲ ମହାଭାରତ ର ଓଡ଼ିଆ ରେ ଅନୁବାଦ କରିବେ ?

  • @chhabindramansingh73
    @chhabindramansingh73 3 месяца назад

    ଆଜ୍ଞା ଆପଣ ଙ୍କ କହିବାନୁସାରେ ରତ୍ନ, ସେସବୁ ଆଉ ନଥିବ, କମ ଥିବ, ଯେଉଁଠି ପ୍ରକୃତ ଚାବି ମିଳୁନି ସେଠି ଆଉ ରତ୍ନ ଥିବ ଅନେକ ଲୁଟୁ ହୋଇଥିବ, ତେଣୁ ଏହାର cbi ତଦନ୍ତ ହେଉ

  • @birakishoresahoo3080
    @birakishoresahoo3080 3 месяца назад

    Pranam.jay jagannath.

  • @bhagyalatapanda2910
    @bhagyalatapanda2910 3 месяца назад

    Jay jagannath swami 🙏🏻🙏🏻🙏🏻🙏🏻