With due honour humble submission. Many many thanks to Hon'ble Deputy Chief Minister Smt Pravati Parida for your sincere effort to support mobilisation to women for strengthening them.Please have more popularity and confidence from people side who have already mobilized their support and empowered you. May God bless you with all your supporting members to work for development and be example to bring developmental changes in Odisha with great vision and mission to make Odisha a prosperous state and let people feel proud With warm regards to all and hope for the best performance. Ganeswar Rout.
Janaseba kendra re form pakeiki rakhuchanti apply karunahanti form neiki gale kahuchanti form deiki palao 4dina pare asiba 6dina pare bi gale apply karunahanti date 13 ru ame form deichu amara apply karinahanti
କାହାକୁ ଆଜି ସୁଭଦ୍ରା ଟଙ୍କା ମିଳିନାହିଁ ଲାଇକ୍ କର👍
😢
L
Ma ra asinahi
No
Tamke asla k paisa
ଦୁଃଖ ଲାଗୁଛି ଏ ସବୁ ରାଜନୀତି ଦେଖି 😢
ପ୍ରଭାତୀ ପରିଡା ଯିଏକି ଉପମୁଖ୍ୟ ମନ୍ତ୍ରୀ ସେ କହିଥିଲେ ୧୭ ତାରିଖ ପୂର୍ବରୁ ଯୋଉ ମାନେ ଆଵେଦେନ କରିଥିବେ ସେମାନଙ୍କୁ ପ୍ରଥମ ସୁଭଦ୍ରା ଟଙ୍କା ମିଳିବ ବୋଲି କାଇଁ କୁଆଡେ ଗଲା ତାଙ୍କ ଭାଷଣ😡😡ଯଦି ଦେଲ ଏକାବେଳେ ସମସ୍ତ ମହିଳା ଙ୍କୁ ଦେବା କଥା ମୋ କଥା ରେ ଯୋଉ ମାନେ ଏକମତ 👍 କରନ୍ତୁ ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ ମହାପ୍ରଭୁ
A maheji Pagal hela na
Mu 12 date re pakeithili kintu mora asini 😢
Bhai mu 9 dt ru pakeichi kintu asini
Katha kuha kspila sarkar. Sir jemiti chhatra semiti
ଔଷଧ ବିକଳରେ ତାଟିଆ କାମୁଡ଼ିବା ସହ ସମାନ ହେଇଗଲା ବଳକା ସ୍ତ୍ରୀ ଲୋକ ମାନଙ୍କ ପରିସ୍ଥିତି 😅😅😅
ହେ ମୋର ସୁଭଦ୍ରା ଯୋଜନା ତମେ କାହିଁକି କଲବଲ କରୁଛ । ଦିନ ପରେ ଦିନ ଖାଲି ବଦଲୁଛି ନିୟମ ।ଆଉ ଉପ ମୁଖ୍ୟମନ୍ତ୍ରୀ ଙ୍କ କଥା ଶୁଣି କି ମୁଣ୍ଡ କାମ ଦେଉନି
@@sidhantamohapatrassmusicch682 sabu sarkar khali michha kahi bahar heu chi tankara rajaniti
@@smkumar9460 ନା ଯୋଉଟା ନ କରିପାରିବ ସେଇଟା କେବେ କହିବନି ସରକାର କୁ ଜଣା ପଡୁନି ଏମିତି ମିଛ ପ୍ରତିଶ୍ରୁତି ଦେଇଛନ୍ତି ।କେତେ ହଇରାଣ ହେଲେ ସାଧାରଣ ଲୋକ
ଦେଇଥାନ୍ତେ ତ ସମସ୍ତିକି ଦେଇଥାନ୍ତେ ହାରାମି ସରକାର
ଅଯୋଗ୍ୟ ପାଇଲେ ଦୁଃଖ ନାହିଁ କିନ୍ତୁ ଜଣେ ବି ଯୋଗ୍ୟ ଏଥିରୁ ବାଦ୍ ପଡିଲେ ଅଧିକ ଦୁଃଖ ଲାଗିବ😢
@@LiveForOther 100% ସତ କହିଲ ଭାଇ
@@hemantanaik881 ରାତି ନାଇ ଦିନ ନାଇ ଭୋକ ଶୋଷ ଭୁଲି ଲାଇନ୍ ରେ ଠିଆ ହେଲେ,ଆଉ ena ଟଙ୍କା ଟା ନ ପାଇଲେ kemti ଲାଗୁ ଥିବ ଭାଇ ଆପଣ କୁହନ୍ତୁ ନା।
ମାନୁଛି ମୋ ପାଇଁ 5000କିଛି ନାଇ ହେଲେ କିଛି ଲୋକ ଙ୍କ ପାଇଁ ସବୁ କିଛି।
Satare bhai chakiria manku mili chi amara haini
@@Tulsiyoutuber.. anku b mili nai
ସମସ୍ତ ଙ୍କ ଅଭିଶାପ ପଡିଲେ ଜାଣିବ ଧନ
ଆଉ ବାକି ମା ମାନଙ୍କୁ ଜଲଦି ଦିଆଯାଉ ଅବହେଳା କଲେ କିଛି ଭଲ ହେବନି ମା ମାନେ ସୁଭଦ୍ରା ଟଙ୍କା ପାଇବା ଆଶା ରେ ବହୁତ ହଇରାଣ ହୋଇଛନ୍ତି ଶୀଘ୍ର ତାର ସମାଧାନ କର
Right bhai
😂😂
Right
Pura sata katha
Banda
25 ଲକ୍ଷ ମା ମାନଙ୍କୁ ସୁଭଦ୍ରା ଟଙ୍କା ଦିଆଗଲା କିନ୍ତୁ ଯୋଗ୍ୟ ଓ ଅଯୋଗ୍ୟ ତର୍ଜମା କରାଗଲା ନାହିଁ ଅଯୋଗ୍ୟ ହିତାଧିକାରୀ ଅଧିକାଂଶ ଲାଭ ପାଇଛନ୍ତି.
ଆମ ନବିନ ସରକାର ବହୁତ ଭଲଥୀଲେ ଏଟାଉଟରମାନେଦେସକୁ ଖାଇଦେଲେ
ଆମେ ଆମ କାମକୁ ଛାଡିକି ସୁଭଦ୍ରା Apply କରିବାକୁ ଯାଇତିଲୁ 3 ଦିନ ପରେ ମିଳିଲା Apply କରିବାକୁ କିନ୍ତୁ ଟଙ୍କା ମିଳିନାହିଁ କେବେ ଆସିବ ଶୁଭଦ୍ରା ଟଙ୍କା
ଆଉ ମିଳିବନି ଏଟା ଏବେ ଶେଷ ହେଲା
ପ୍ରତ୍ୟେକ ମହିଳା ଭୋଟ ଦେଇଛନ୍ତି ତେଣୁ ଆପଣଙ୍କ କର୍ତ୍ତବ୍ୟ ସମସ୍ତ ଙ୍କୁ ସୁଭଦ୍ରା ଟଙ୍କା ଦିଆଯାଉ.....
ଯେଉମାନଙ୍କୁ ସୁଭଦ୍ରା ଟଙ୍କା ଯାଇ ନାହିଁ ସେମାଙ୍କୁ କେବେ ପ ଇସା ପଠାବେ ସରକାର
ଆମେ କେତେ ଆଶା କରିତିଲୁ ହେଲେ ପଇସା ଆସିଲା ନାହିଁ
BJP ko bhot diye gandi Mari hua
😢
Ta bia re BJP gehiba
ଠକ ସରକାର ଲୋକଙ୍କୁ ଠକିବାଛଡା କିଛିଜାଣିନି ଅଧେଦବ ଆଉଅଧେ ଆଉକେବେ ଏହା ଠିକନୁହଁ
ଗୋଟେ ନାଟକ ଚଳାଇଚ ଦେଲେ ସମସ୍ତ ଙ୍କୁ ଦେବ ନ ଦେଲେ କାହାକୁ ଦବା ର ନଥିଲା ଗୋଟେ ଧନ୍ଦା ଚାଲାଇଚ ମାଗି ହା
Patara antara kale sarakara
Right
Hae bo
Right bro jumela sarkar
Bhai jie paiba loka se painhi je na paiba loka se pauchanti 😢😢😢
କୋଉଦିନ ମିଳିବ ସେ କଥା କୁହ, କଥାବାର୍ତ୍ତା ରେ ଠିକ୍ ନାହିଁ। କହି ଥିଲତ ୧୫ ତାରିଖ ସୁଦ୍ଧା ଯେଉଁମାନେ ଆପ୍ଲାଇ କରିଛନ୍ତି ସମସ୍ତଙ୍କୁ ୧୭ ରେ ଦିଆଯିଵ,ଦେଲତ ସମସ୍ତଙ୍କୁ ଦେଲ ନାହିଁ,। ଧାଡ଼ିରେ ଠିଆ ହେଇ ଦଳା ଚକଟାହେଇ ବହୁ କଷ୍ଟରେ ଫର୍ମ ପକାଇଛନ୍ତି,ଅନ୍ୟାୟ ହେଉଛି।
ସରକାରଙ୍କ ପାଖରେ ପଇସା ସରିଯାଇଛି କଉଠୁ ପାଇଲେ ଟଙ୍କା ପଠେଇବେ
Ruho tike dara dam tike brudhi pau dabo auuuuu
Vigilance red pare debe
Ek number
25 lakh 11 ଜଣ ବୋଲି ପ୍ରମାଣ କଣ??
ଆଉ ମିଛ କହନି ନାନୀ
ଡାଲି,ତେଲ,ପିଆଜ,ରସୁଣ,ଅଦା, rate kete helani....5000 ପାଇଁ ଖୁସି ହୁଅନି
Kebe miliba date kahunanhanti madam
ଯୁ ଯୁ ମାନେ ପ୍ରଥମ କିସ୍ତି ପାଇ ନାହାଁନ୍ତି ସେମାନେ ସମସ୍ତେ ସୁଭଦ୍ରା ଟଙ୍କା ପାଇବା ଦରକାର, ନ ହେଲେ BJP ସରକାର Next election ରେ ପସ୍ତାଇବ।
ଛେନା ଟା ଆସିଲା 👨👨👧 ଆମେ କରିଚୁ ସବୁ ଠିକ ଅଛି
ସମସ୍ତ ଙ୍କୁ ଶୁଭଦ୍ରା ଟଙ୍କା ମିଳିବା ଦରକାର ନହେଲେ ତମେ ବି ଦିନନେଆଉଟହେବ
11 ତାରିଖ ଦିନ ସୁଭଦ୍ରା ଆବେଦନ କରିଥିଲୁ କିନ୍ତୁ ଆସିଲା ନାହିଁ। ଏକାଉଣ୍ଟ୍ ଆଧାର ସବୁ ଠିକ ଅଛି। ଯେଉଁ ମାନେ 13 ତାରିଖ ଦିନ ଆବେଦନ କରିଥିଲେ ସେମାନଙ୍କୁ ମିଳିଗଲା କେମିତି।
Kichi gurenty nai
@@KavitaSimranନବୀନ ଦେବେ ସେଥିପାଇଁ ମିଳିନି
Are muta 5 re karithili
11 re ame apply Kari thilu
@@TravellwithChinmay 🤣🤣
Madam kahithile 15tarik sudha apply karithiba samasta mahilanku 1st installment miliba... Mor question 15tarik sudha kn 25lakhs mahila apply karithile???? Se madam nku tk question kara...
ପ୍ରଥମେ ଲୋକଙ୍କୁ କୋହଳ ସୃଷ୍ଟି କଲା ଏହି BJP ସରକାର ଦ୍ବିତୀୟରେ ନାମ ନେବ।
Jahara aasini tanku ai month re complete kara gale bhala heba .....
ନହେଲେ ମାର୍ଚ୍ଚ 8ରେ ଜଣଙ୍କ ଦୁଇଟି ଓ ଜଣଙ୍କ ଗୋଟେ ହେବ
Sir ଆସି ନାହିଁ ସୁଭଦ୍ରା ଟଙ୍କା 11tarikora apply kortilu Koraput ru
ମୋ ମାଇକିନା ର ବି ମିଳି ନାହିଁ, ଖାଲି ରାଗି ଯାଉଛି 😂😂😂😂
😂😂😂😂😂
With due honour humble submission. Many many thanks to Hon'ble Deputy Chief Minister Smt Pravati Parida for your sincere effort to support mobilisation to women for strengthening them.Please have more popularity and confidence from people side who have already mobilized their support and empowered you.
May God bless you with all your supporting members to work for development and be example to bring developmental changes in Odisha with great vision and mission to make Odisha a prosperous state and let people feel proud
With warm regards to all and hope for the best performance.
Ganeswar Rout.
୧୧ ତାରିଖ ଦିନ ସୁଭଦ୍ରା ଆବେଦନ କରିଥିଲୁ କିନ୍ତୁ ଆସିଲା ନାହିଁ ଏକାଉଣ୍ଟ
ଆଧାର ସବୁ ଠିକ ଅଛି ବିନା ଓଟିପୀ ଫିଙ୍ଗର
ରେ ଫରମ ଭରି ଦେଲୁ ଆସି ବକି ନାହିଁ
ଆମକୁ ଯଣାଇ ଲେ ଯାଣମୁ ଆସିବକି ନାହିଁ ି
ଆମକୁ ମଧ୍ୟ ଟଙ୍କା ଦରକାର |.. ଖାଲି ମହିଳାମାନେ ଏହା ପାଇବେ, ପୁରୁଷମାନେ କାହିଁକି ନୁହେଁ?❤❤❤❤
କିଏ କିଏ ଚାହୁଁଛ ନବୀନ ପଟ୍ଟନାୟକଙ୍କ ପୁଣି ଆସନ୍ତୁ ଗୋଟେ ଲାଇକ 👍
Mu ଆଗ apply କରିଛି ସବୁ ଠିକ୍ ଥାଇକି ଆସିନି ଆମ ଆଖ ପାଖ ଲୋକଙ୍କର ଆସିଛି moro asini ଦୟା କରି କିଛି ସୂଚନା ଦିଅନ୍ତୁ ଜଉ ମାନେ ପାଇନାହାନ୍ତି
ଯଦି ଦବ ସମସ୍ତଙ୍କୁ ଦବ ଏମିତି କଣ ଖେଳ ଖେଳୁଚ ସମସ୍ତଙ୍କୁ ଏକା ଟାଇମ ରେ ଦେଉନ
ଆଉ ସବୁ ମହିଳା କେବେ ପାଇବେ
Janaseba kendra re form pakeiki rakhuchanti apply karunahanti form neiki gale kahuchanti form deiki palao 4dina pare asiba 6dina pare bi gale apply karunahanti date 13 ru ame form deichu amara apply karinahanti
ମୋ ଭାଗ୍ୟ ଖରାପ ମୋ ସ୍ତ୍ରୀ ପାଇନାହିଁ ମୋ ଉପରେ ରଗୁଛି ଓ ଆକ୍ରମଣ କରୁଛନ୍ତି
ସାର୍ ମୋର ଗୋଟିଏ ପ୍ରଶ୍ନ ମଦ ବନ୍ଦ କରା ଜିବ କହୁଥିଲେ ତାହା ବି କଲେନି ସାର୍ kn ଏସବୁ ମିଛ ଆଶ୍ଵାସନା କାହିଁକି ଦେଉଛନ୍ତି। ପ୍ଲିଜ୍ ସାର କୁହନ୍ତୁ
ତମେ ମାନେ ପାଲା ଲାଗେଇଛ ଯାହାର ଘରେ 4 ଚକିଆ ଆଛି ତାଗ କୁ ଆଗୋ ମିଳୁଛି ଯେ ଗରିବ ଲୋକ ତାହା କୁ ମିଳୁନି
Right
ଭାଈ ଏଇ ପରା ପରିବର୍ତ୍ତନର ପ୍ରଭାବ ଆଉ ମୋଦୀ ସରକାର ର ପୁରୁଣା ଫର୍ମୁଲା 😢😢😢
Right sir
Solid ek number
Right
ଏପଟେ ସବୁ ଦର ଦାମ ବୃଦ୍ଧି କୁ ନେଇ ଆମର ବଢ଼ିଲା ଚିନ୍ତା 😂😂😂😂😂
୬ ରେ ଆବେଦନ କରା ଯାଇ ଥିଲା OTP ରେ ସବୁ ଠିକ୍ ଥାଇ କି ମଧ୍ଯ ପଇସା ମିଳିଲାନି 😡😡😡😡😡😡😡
Amara b bhai 11 re sabu hei chi aa sarakar gandi maru chan
Mora same situation
ମୋର ବି
Moro bi@@Eccepriyaclasses
Mora b😢😢
ଆଉ ଅନିୟ ମାନଙ୍କର କେବେ ଆସିବ
ଜଉ ମାନେ ଧନୀ ଲୋକ ସେମାନଙ୍କୁ ଯାଇଛି କେବଳ ଟଙ୍କା 😂
Mu Dhenkanal ru Pravasini Sahoo kebe asiba
Srimati ଉପମୁଖ୍ୟ ମନ୍ତ୍ରୀ ଙ୍କୁ ପ୍ରଣାମ
ପ୍ରଥମ କିସ୍ତି ରେ ଜଉ ମାନେ ପାଇବା ନିହାତି ଦରକାର୍ ସେମାନେ ପାଇନାହାନ୍ତି
ଅଧା ଙ୍କୁ ଦେଲ ଆଉ ସବୁ କଣ ଗାଧୋଇ ଯିବେ
ସାର୍ ଯାହା କହୁଛନ୍ତି ତାହା କରି କି ଦେଖନ୍ତୁ ନା ତାହେଲେ ଲୋକ ମାନିବେ
ପ୍ରଭାତୀ ପରିଡ଼ାଙ୍କୁ ଲାଜ ଲାଗୁନି କହୁଛି 25 ଲକ୍ଷ୍ୟ ପାଇଛି ପ୍ରଥମେ କହୁଥିଲା 15 ତାରିଖ ସୁଦ୍ଧା ରେଜିଷ୍ଟ୍ରେସନ ହୋଇଥୀଵା ଲୋକଙ୍କୁ ମିଳିବ ଟଙ୍କା
Thik kahicha
Laja thile emiti kahi nathanta
Pura Sota katha kahichanti
to maipa ra asini kire 😃😃😃😃😃
Golmal sobu
ଜେତେ ଲୁଟା ହେଇଥିଲା ତାହା ଦିଆ ହେଲା ଆଉ ପୁଣି ଲୁଟା ହେଲେ ଆଉ ବାକି ମାନଙ୍କୁ ମିଳିବ
ପ୍ରଭାତି ପରିଡ଼ା ଆଉ ସୁଭଦ୍ରା ଟଙ୍କା ବାକିଲୋକର ପଇସା କୁଆଡ଼େ ଗଲା ଏବେ ଜୁମାନେ ପାଇନାହାନ୍ତି ପରେ ଭଟ୍ ଦେଇତିଲେକି ମୁଦୀଜି ସମସ୍ଥଙ୍କର ଅସୁବିଧା ସମାନ ଆଉ ଓଡ଼ିଶାର ଲୋକମାନଙ୍କୁ କେତେଦିନ ଟକିବ ମୋହନ ଚରଣ ମାଝି
ଆସ ଗାଁ ଗାଁ ବୁଲ ଆଉ ସଠିକ୍ ହିତାଧିକାରୀ କଂୁ ବାଛ
କେତେଵେଳେ କହିଛନ୍ତି ସମସ୍ତେ ପାଇବେ କେତେବେଳେ କହିଛନ୍ତି ଯାନଚ କରିବେ । କୋଉଟା ଠିକ ।
ରାସନ୍ ଡବଲ କରିଦେଲେ ପେଟଲ ଡିଜେଲ ତେଲ ଉପରେ କିଛି ବଢେଇ ଦେଲେ ସରକାର ପାଖରେ ଟଙ୍କା ହୋଇ ଜିବ ତାପରେ କିଛି ମହିଳା କୁ ଦେଇଦେବେ 😹😹😹😹😹😹😹😹😹😹😹😹😹😹😹😹🤗🤗🤗🤗🤗🤗🤗🤗🤗🤗🤗
। ଯେଉଁମାନଙ୍କର ଆଧାର ହାତ ଟିପ ଆସୁନି ସେମାନେ କଣ କରିବେ ବହୁତ ମହିଳା ଙ୍କର ଆସୁନି
ଜୟ ଜଗନ୍ନାଥ ମୋଦୀ ଜି 🇹🇯🇹🇯🇹🇯
Next date kahuntu kebe miliba
Very good discussion Modi sir ,
ଆଉ ପଇଶା ନାହିଁ
Thanks 🙏🏻
Jahara aasini kebe aasiba date kuhantu jaldi
ସତରେ ମିଳିବ ତ? ନାଲୋକମାନଙ୍କୁ ଖାଲି ଧୂଆଁ ବାଣ ଛଡାଯାଉଛି😂
Mote bi tk doubt laguchi 😂
Next kebe debe
ସମସ୍ତକୁ ମିଳି ନାହିଁ
ମାସକୁ ସରକାର ତରଫରୁ 7ହଜାର ପାଉଥିବା ମହିଳାମାନେ ଶୋଭଦ୍ରା ଟଙ୍କା ପଇସାରିଲେଣି, କିନ୍ତ ସରକାର କହୁଛନ୍ତି ମାସକୁ 1500 ଟଙ୍କା ପାଉଥିବା ମହିଳା ପାଇବେ ନାହିଁ l ସବୁ ବଡ ଲୋକ ପାଇବେ
Last date kebe sesha hobo
Next date kebe kuha aga
Kebe miliba date kuhantu plz bahut hairan heichhu plzzz
Mu 8 tarikha re apply karithili kintu Paisa asini kebe asiba
V cm ହେବାରେ tk b ଯୋଗ୍ୟତା ନାହିଁ,କୁଆଡୁ ଗୋଟେ ଆସିଚି
ଜୟ ଶ୍ରୀ ରାମକୃଷ୍ଣ ଗୋପାଳ ଜୟ 🙏🙏🙏🙏🥀🌹🥀🌹❤❤❤❤
Rejected list jaldi upload karajau.
ପାର୍ବତୀନୈକ
ଝୁଡିଂଜର
ଥରାମପୁର
କଳାହାଣ୍ଡି
କାହିଁକିମିଲୀଳାନିସୁଭଦ୍ରତାଙ୍କ
Kebe miliba date declare kara.....
Rupa sister 👍 right kohi chonti
ଠକ ରାଜାର ଠକ ଶାସନ..... ଲୋକସବୁ ହଇରାଣ 😜😜😜😜😜😜
More kn pai asilani particular date khuantu koudin asiba
ଖୁସି ହଉ ଥା ଲ ମା ଅପଠେ ଖାଇବା ତେଲ ବଡି ଗଲାଣି ଆଗକୁ ଦେଖ କଣ କଣ ବଡୁଛି ଦେଖ
15th vetare form purana kale meliba kahuthile but 13th ru purana kale be milunanhi
ଯୋଉ ମହିଳାମାନେ ପାଇଲେ ମଟନ ବିରିଆନି ଖାଅ
Kebe miliba sir date fiks karantu please
ପଇସା ଡିଆ |
କେବେ ଆସିବ
Amaku aau milibani
Subhadra yojana
9 date re apply karithili
Be stick with your word.
Bahuta subhadra jogya mahilanku milinahi subhadra tanka.Apanamane chahinle semananku jaldi miliba subhadra tanka. Bahut apeksha re semane.
ଜେମିତି କଥାକହୁଚ କାମ ରେ ଦେଖାଅ
Tahele jete Jana achanti semanku kebe au kou date re miliba subhadra tanka
ସେମାନେ ଆଗରୁ ଠିକ୍ କରିକି ଡାକିଛନ୍ତି
Jalidi dia 🙏🙏🙏
Mu 5 datere appaly karidhili,but more kichi massage ki money asini.
ଏମିତି ଠକିବା ଭୁଲ୍
ନଦେଲେ ଆମେ ରାଜରାସ୍ତାକୁ ଓଲ୍ଲେବୁ ଠକ BJP
ଆମର ବି ଆଶିନି
Mora airtel payment bank inactive dekhouchi mun bank of India re dbt au aadhar link kariki asili kebe asiba paisa
ମୋର ବିଆସିନି ସମବାୟି bank ଖାତା ଅଛି କି ଅସୁବିଧା ଅଛି କି
କୋଉ ଦିନ ଆସିବ କୁହମ
ଜହାହଉ ଠିକ୍ ଟାଇମ୍ ରେ ଵଞାଇ ଦେଲା ତା ସରିବାକୁ ସାଧାରଣ ଲୋକ ବନିଗଲେ