Agent Forcefully Enters House To Retrieve Loan Installment In Balasore

Поделиться
HTML-код
  • Опубликовано: 20 ноя 2024

Комментарии • 558

  • @subratamondal4885s
    @subratamondal4885s 22 дня назад +11

    ସୋବୁଯାଗାରେ ଏମିତି ହୋଉଛି ଆଇଗା

  • @ChandanKumar-qh8du
    @ChandanKumar-qh8du Год назад +63

    ଏ ମାଇଜ୍ଞା ମାନେ ଛୋଟ ଲୋକ ମାନଙ୍କୁ ହନ୍ତ ସନ୍ତ କରନ୍ତି..... ବଡ଼ ବଡ଼ ଲୋକ ମାନଙ୍କୁ ଗାଣ୍ଡି ଦିଅନ୍ତି

  • @Amgepache
    @Amgepache Год назад +112

    ଲୋକମାନେ ମଧ୍ୟ loan ନେଇ ଆଜି କାଲି ଆଜି କାଲି କରି ଟଙ୍କା ଫେରାଉ ନାହାନ୍ତି, ଏଇଟା ଠିକ କଥା ନୁହେଁ, ଅନ୍ୟ ପଟେ ଏମାନେ ତ ଘର ଭିତରକୁ ଯାଇ ନ ଥିବେ କିଛି ଖରାପ ଉଦେଶ୍ୟ ରଖିକି, ତାଙ୍କୁ ବି ଉପରୁ ଟଙ୍କା ଆଦାୟ କରିବାକୁ pressure ହେଉଥିବ, ତେଣୁ ସେ ବାଧ୍ୟ ହେଉଥିବେ ଘର ଘର ଯାଇ ବୁଲିବାକୁ l ନହେଲେ କାହାକୁ ବା ଭଲ ଲାଗିବ Office ଛାଡି ଗାଁ ରେ ବୁଲିବାକୁ ଆଉ ଋଣ ନେଇଥିବା ଲୋକଠୁ ଓଲଟି ଗଳିଶୁଣିବାକୁ

    • @manojkumarmallik8790
      @manojkumarmallik8790 Год назад +9

      Right sir.....ee sabu loka manakara bhul nela bele nouchhanti delabelaku badhuchi kahiki

    • @JASMINE0812
      @JASMINE0812 Год назад +22

      Bhai patha padhichata. Na murkha. Guideline follow Karo. Jeunmane tanka dei paribeni, semanka upare bank legal action nei pariba but kounashi egent jaiki dhamkei paribeni. Mu heithile ta gandi fatei deithanti.

    • @JASMINE0812
      @JASMINE0812 Год назад

      Bijaya Maliya pakhaku egent pathao, gandire kete dom achi dekhiba. Ei gana lokonka upare gunda. Sala nku pitabe.

    • @JASMINE0812
      @JASMINE0812 Год назад

      ​@@manojkumarmallik8790Bhai mendha bhalia suniki right boli kuhana. Jouta rule seita kuha.

    • @roommatemasti1900
      @roommatemasti1900 Год назад

      Tu chhodi pakei ghantu

  • @officialchanneljagannath3904
    @officialchanneljagannath3904 Год назад +32

    ଗରିବ ଲୋକଙ୍କର କୌଣସି ଜାଗା ରେ ସୁଖ ନାହିଁ 😭.

  • @beherapurnachandra1387
    @beherapurnachandra1387 Год назад +29

    ଏମାନେ ଗମେଣ୍ଟ ର କର୍ମଚାରୀ ନୁହନ୍ତି, ସବୁ ଫାଇନାନ୍ସ କମ୍ପାନୀର କର୍ମଚାରୀ, ପୋଲିସ କୁ ଜଣାଇ ଏମାନଙ୍କୁ ଗିରଫ କରନ୍ତୁ

  • @sanjitbehera4898
    @sanjitbehera4898 Год назад +16

    ଯଦି ଏ ନିୟମ ମାନିବେ ଏଜେଣ୍ଟ ତାହେଲେ ଟଙ୍କା ଆଉ ଦେବନାହିଁ ସେ ଲୋକ।, ସେମିତି ଅନେଇ ଥିବ ବ୍ୟାଙ୍କ ଆଉ ସେ ଲୋକ ପଇସା ଦେବ ନହିଁ।

  • @Sonomsona
    @Sonomsona Год назад +13

    ପ୍ରଥମ କଥା ଏମାନଙ୍କୁ କଣ ପାଇଁ ପଇସା ଦୀଆଯାଉଛି

  • @Bikramkumarrout935
    @Bikramkumarrout935 10 месяцев назад +2

    ଏ ଶଳା କିସ୍ତି ବାଲା ଙ୍କୁ ବାନ୍ଧିକି ପିଟିବା କଥା,, ଶଳା ଖାଲି ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି ,, ବାନ୍ଧିକି ପିଟିବା କଥା Ajent ମାନଙ୍କୁ ନହେଲେ ଲାଇନ କୁ ଆସିବେନି ଏମାନେ ଯୋଉ ajent ଘରେ ଆସିକି ଗଣ୍ଡଗୋଳ କରୁଛି ପଇସା ତୋଟାଲ ଦିଇଅନି kn କରିବ ନଦେଲେ 1😶

  • @bapinabehera4987
    @bapinabehera4987 21 день назад +2

    ଏ ମାଗିହାଙ୍କୁ ଆଗ ମାଡ଼ ଦରକାର ତାହେଲେ ଜାଇକି ସେ ଜାଣିବେ

  • @s.n.r.steels5361
    @s.n.r.steels5361 Год назад +24

    🙂First make a investigation then take action without investigating don't blame any body.

  • @aviramrout4836
    @aviramrout4836 Год назад +8

    ଘରେ ଶାଗ ପାଖଳ ଖାଇବ ପଛେ
    କିନ୍ତୁ କେବେ କାହାଠୁ ଋଣ କରନ୍ତୁ ନାହିଁ

  • @madhusmitasahoo4465
    @madhusmitasahoo4465 Год назад +3

    ଆରେ ମାଆ ଗିଆ ସଂସ୍ଥା ନିରବ ମୋଦି ଆଉ ବିଜୟ ମାଲ୍ୟା ର କଣ ଚୋଡି ଲ.. ତମକୁ ଖାଲି ମାଡ଼ ଅଭାବ

  • @tnanda1432
    @tnanda1432 Год назад +43

    ନେଲା ବେଳେ ଖୁସି, ଦେଲା ବେଳକୁ ଦୁଃଖୀ

    • @prakashrout2961
      @prakashrout2961 Год назад

      Bokachoda ଖୁସିରେ କେହି ରୁଣ କରନ୍ତିନି

    • @ashishdas5996
      @ashishdas5996 Год назад +5

      Tankara asubida achhi boli se daeparunahanti atiki bujhiparunu ... Nahale tu daede

    • @tnanda1432
      @tnanda1432 Год назад

      @@ashishdas5996 ତତେ ଯଦି ତାର ଅସୁବିଧା badhuchi ତୁ ଦେବା କଥା,

    • @nibasnayak1516
      @nibasnayak1516 Год назад +1

      ସରଳା ଲୋକଙ୍କର କଣ ସୁବିଧା ଅସୂନାହିକିରେ 😡😡

  • @Rajababu-gk6kp
    @Rajababu-gk6kp Год назад +57

    ସାଧାରଣ ଲୋକଙ୍କ ପାଖରେ ଏଭଳି କରିବା ବହୁତ ଦୁଃଖର ଘଟଣା
    ଆଇନ୍ ଅନୁଯାୟୀ ଏଜେଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍

  • @harishchandrapradhan8637
    @harishchandrapradhan8637 Год назад +45

    ଓଡ଼ିଶା ବାସୀ ସମ୍ପୃଣ ରୁନଗ୍ରସ୍ତ

    • @TRINATHA7074
      @TRINATHA7074 Год назад

      ମନ୍ତ୍ରୀ ଗୋଟେ ପାଇଛ।
      ବାଛି ବାଛି ମନ୍ତ୍ରୀ କରିଛ
      ଏବେ ବାଛି ବାଛି କି ନିଅ
      କୌଣସି କିଛି ହେଲେ ବିନା ଡାକରାରେ ସେମାନେ ପହଞ୍ଚିବା କଥା।ସେମାନଙ୍କୁ ଡାକିଲେ ବି ଯାଉନାହାନ୍ତି କି ଆସୁନାହାନ୍ତି।

    • @kruttibasmuduli7832
      @kruttibasmuduli7832 Год назад

      😂😂😂

    • @baikunthabehera3971
      @baikunthabehera3971 Год назад

      Madha chiken tanka athara mana kara

    • @susantakumarbiswal8631
      @susantakumarbiswal8631 Год назад

      Right bro

  • @SurajKumar-7854
    @SurajKumar-7854 Год назад +10

    Thank s 🙏🙏 kanak news

  • @TRINATHA7074
    @TRINATHA7074 Год назад +28

    କାନୁନ୍ ର guideline କାଗଜରେ ଚାପିହେଇଛି
    ସେମାନେ ସେଇଭଳି ହିଁ ଆଦାୟ କରିବେ
    ତାଙ୍କର କେହି କିଛି କରିପାରିବେନି
    ଅନ୍ଧା କାନୁନ୍।

    • @akhaydas9450
      @akhaydas9450 Год назад +1

      Emane mg

    • @kruttibasmuduli7832
      @kruttibasmuduli7832 Год назад +1

      😂😂😂

    • @JASMINE0812
      @JASMINE0812 Год назад +2

      Kou guide lune re lekha heichi bhai. Tike guideliine padhantu tar pare lekhantu.

    • @43mechanicalroshanbadaik80
      @43mechanicalroshanbadaik80 Год назад +2

      Bhai kahar ghoro posiba kou guidline bank agent ro ki

    • @SudhanshuMansingh-je6ik
      @SudhanshuMansingh-je6ik Год назад +2

      A vali egent mo habudare padantu olata ta ghare pasijibi niriha loka ta gunda giri dekhouchhanti.. Are kahara majak udaoni asubidha samastnkara achhi vagaban na karantu sem problem tamara na asu

  • @sumitrabeherasumitra298
    @sumitrabeherasumitra298 Год назад +1

    Sir mane kebe ghara bhitare pasibeni

  • @nilakanthabehera817
    @nilakanthabehera817 Год назад +1

    ଏଭଳି କିସ୍ତି ସାର ମାନଙ୍କୁ ଚପଲ ମାଡ଼ ଦରକାର

  • @SurajKumar-7854
    @SurajKumar-7854 Год назад +17

    ଗୋଟେ ଗାଁ ରେ 10ଟି ଘର ଅଛି ହେଲେ ତାଙ୍କ ପାଖକୁ ଯିବାକୁ ରାସ୍ତା ନାହିଁ

  • @PRASHANTAJani-e5h
    @PRASHANTAJani-e5h 2 месяца назад +2

    Yes sir loknku lutuchhanti au Ghar agare basi bejiti karuchhanti

  • @SailendraDigal
    @SailendraDigal Год назад +1

    ଏମାନେ ଗରିବ ଲୋକଙ୍କୁ ହଇରାଣ କରାଯାଉଛି ବାଡ଼େଇ ଘଡିବା କଥା

  • @sunilmahakul5450
    @sunilmahakul5450 Год назад +1

    ସଲାକୁ ବାଡ଼ା ଯେମିତି ଆଉ ଦିନେ ହେଲେ କଉ ଘର୍ କୁ ଯିବେ ନାହିଁ

  • @mahendradharua4073
    @mahendradharua4073 Год назад +8

    କୌଣସି ବ୍ୟାଙ୍କ୍ ଏ କେତେ ଲୋକଙ୍କ ପାଇଁ ଯାହାର ପରିବାରରେ ମେଡିକାଲ problem ଥିବା ତାଙ୍କୁ ନ ମିଳିବା ମନା ହୋଇଯିବ

  • @jaysrirambulurakhal
    @jaysrirambulurakhal Год назад +20

    ଅପେକ୍ଷା କର ଲୋକଙ୍କୁ ହଇରାଣ କରନ୍ତୁ ନାହିଁ ଜୟ ଶ୍ରୀ ରାମ ରାମ ରାମ ରାମ ରାମ ରାମ ଜୟ 🙏💞🇮🇳🚩👏

    • @sikhakatual8305
      @sikhakatual8305 Год назад +1

      Thare tanka jagaku asiki wet kara janiba

    • @funnyboy7787
      @funnyboy7787 23 дня назад

      ​@@sikhakatual8305kaha jagaku jibe se lokanka pakhare paisa nahi se kauthi aniki debe

  • @niharjena8359
    @niharjena8359 Год назад +3

    Loan ନେଲା ବେଳେ କଲ କଲ

  • @pujaharpal9478
    @pujaharpal9478 Год назад +4

    ଏ ସଂସ୍ଥା କୁ ବନ୍ଦ କରାଯାଉ

  • @Mumamali
    @Mumamali Год назад +6

    ମୋ educated ଭାଇ ଓ ଭଉଣୀ ମାନେ ସେ ମା ର ଆଜି ଏ ଅବସ୍ଥା ବୋଲି ତମେ ସବୁ ଆଇନି କାନୁନ୍ ମାନୁନ ,,, କାଲି ତମର ପାଳି ପଡିବ ,,,, ଆଜି ତୁ କୋଟି ପତି , କାଲି ତୁ ବି ବଡ ଦାଣ୍ଡର ଭିକାରୀ ,( ମଣିଷ ମୁହଁରେ ଆହାର ଦୀୟ , କିନ୍ତୁ ପାହାର ଦିଅନି )

  • @ajitnayak5890
    @ajitnayak5890 Год назад +2

    ଗୋଡେଇ ଗୋଡେଇ ମାର ଶଳାଙ୍କୁ 👍👍

  • @Dassamirendra
    @Dassamirendra Год назад +2

    ଏହା ଏକ ସ୍ତ୍ରୀ ଲୋକ ମାନଙ୍କ ନିତି ଦିନିଆ ଘଟଣା ।

  • @prakashbehera_99
    @prakashbehera_99 Год назад +2

    ବ୍ୟାଙ୍କ ବାଲେ ଟଙ୍କା ଦେବା ସମୟରେ Agrement ଟେ କରିବା ଉଚିତ |

  • @santoshpersonal
    @santoshpersonal Год назад

    Right kotha

  • @sambitjena6953
    @sambitjena6953 Год назад +5

    People take loans and don't like to pay back.if someone doesn't agree just give a loan and try you will know what happens 😊

  • @SAGAR-VLOGS-01
    @SAGAR-VLOGS-01 Год назад +2

    Good decision bro..

  • @abhayakhuntia6547
    @abhayakhuntia6547 Год назад +7

    Kichhi tanka diani, kana chhodiba

  • @santilatapal481
    @santilatapal481 Год назад +3

    Lodge FIR against the agents...

  • @kamalakantarout4146
    @kamalakantarout4146 Год назад +1

    Tanka Kan bapa dhana

  • @sonalibiswal3098
    @sonalibiswal3098 Год назад +2

    You don't know how manager of bank or NBFC pressurize to collection agent to achieve the target.

  • @narayanmeher2640
    @narayanmeher2640 Год назад +1

    Rule should be same for all neither for poor nor rich

  • @arunkar1654
    @arunkar1654 Год назад +17

    ଦେଇ ପାରିବେ ନାହିଁ ନବ କାହିଁ କି

    • @TRINATHA7074
      @TRINATHA7074 Год назад +2

      ଦେଇପରିବେନି kahin ki
      Dei ପାରିଥାନ୍ତେ
      କିନ୍ତୁ ଯୋଡ଼ି ଲୋନ୍ ସେମାନେ କରିଛନ୍ତି 10000
      ତାଙ୍କ ନାଁରେ 20000 ଲନ୍ amount
      କେମିତି ଦେବେ। କହୁନ

    • @arjunbain4776
      @arjunbain4776 Год назад

      Jemiti neithile, semiti debe.

    • @arjunbain4776
      @arjunbain4776 Год назад

      @@WanderWave3 mundara banda achi ki tora?

    • @WanderWave3
      @WanderWave3 Год назад

      @@arjunbain4776 to mundare Banda achi

    • @WanderWave3
      @WanderWave3 Год назад

      To mundare Kan achi
      Janiparunu bodhe
      Sadharan lakanku g maruchanti emane
      Tu janichu intrest kete nauchanti. 25 percent

  • @manoranjansingh5209
    @manoranjansingh5209 Год назад +7

    ଆପଣ ମାନେ ଖୁସି ତ 😇😇😇😇😇😇😇😇

  • @santalgaribboha7955
    @santalgaribboha7955 Год назад +2

    ସୋରୋକlର କୁ ଅନୁରୋଧ ଏହି ସୋବୁ ସୋଥl କୁ ବନ୍ଦ କରାନ୍ତୁ 🙏🙏🙏🙏🙏🙏

  • @ChaturbhujaSuna-z2t
    @ChaturbhujaSuna-z2t Год назад

    Suprim court right disition

  • @AyushMallick-er8pd
    @AyushMallick-er8pd Год назад +1

    ବ୍ୟାଙ୍କ ମାନଙ୍କ ଅନ୍ୟା

  • @swainandswain97678
    @swainandswain97678 Год назад +1

    ପଇସା ନ ଦେଲେ କଣ କରିବ ଖାଲି ଚପଲ ମାଡ

  • @rashmiranjansamantaray354
    @rashmiranjansamantaray354 Год назад +3

    Finance company kain loan dauthila first jadi deichhi se loka pakhe nahin se sujhiba kemti, finance company bahut chatur loan dei high amount interest basei julum chaleichhi.

    • @prajaa459
      @prajaa459 Год назад

      Customer aakhire kn Banda pasithila loan nela belaku kete interest kn bujhi sujhi nelani? Sujiba pain gandire dum nathila jadi Kain nela? Seta b public tanka

    • @rashmiranjansamantaray354
      @rashmiranjansamantaray354 Год назад

      @@prajaa459 public sector bank loan dauni kintu e bank loan dabaku agavar hoi paduchhanti kn pain? Bina mortgage re loan deibani semti byabasta karuni loka jinisa bandha rakhi loan nebaku chahinbeni, se private bank chahnuchhanti loka loan niantu au high amount sujhantu

    • @rashmiranjansamantaray354
      @rashmiranjansamantaray354 Год назад +1

      Gaon loka dhari bohe badao e case re criminal investigation habar nahin case bi habar nahin

  • @brajakishorseth5428
    @brajakishorseth5428 Год назад +17

    ଟଙ୍କା ନେଇଛ ମାନେ ଦେବାକୁ ପଡିବ.... ଏଥିରେ news ଦେଖେଇଲେ କଣ ହେବ

  • @mr.aditya143
    @mr.aditya143 Год назад

    Aau kn kariparibe

  • @nabinraj7474
    @nabinraj7474 Год назад +8

    ଏହି ନିଷ୍ପତି ଯୋଗୁଁ ଆଉ କେହିବି ଋଣ ଶୁଝିବେ ନାହିଁ ଆଣିବେ ଆଉ ଖାଇବେ ଟଙ୍କିକିଆ ଚାଉଳ ଭଳି ହେବେ

    • @DeepakPatra-cs3hy
      @DeepakPatra-cs3hy Год назад

      Thare runa pain asam re kn hoithila.... Dekhiba..... RBI guideline hisabare.... Civil kharap heba..... Clint eligible kyc bi deithiba...... Court rru notice bi jiba...... Kintu agent apari... Kari paribeni

  • @manasmohanty2841
    @manasmohanty2841 Год назад +3

    Supreme court rule is very good

    • @jmm1218
      @jmm1218 Год назад

      Hm.
      Sc nka nispati badhia aau.
      10 lakhas loan aniki chup kina ghare basi padiba.
      SBI GOLD LOAN aniki dekha 1 yr pare kemiti gold NILAM hauchhu.

    • @DeepakPatra-cs3hy
      @DeepakPatra-cs3hy Год назад

      ​@@jmm1218
      Loan aniba pain eligible kyc darkar..... Nije loan age paucha ki nai dekha..... Tapare ghare basi thakibo

  • @rabindrakumar5620
    @rabindrakumar5620 Год назад

    ଖାଲି ମାଡ଼ ଦରକାର ଥରେ ଲହୁ ଲୁହାଣ ହେଇଗଲେ ସାଲାଙ୍କ ମୁଣ୍ଡରେ ବୁଦ୍ଧି ପଶିଯିବ.
    ଆଇନ ବାଟରେ ଯାଇକି action ନଉନ ସଳେ. ଦମ୍ ଅଛି ଯଦି ligal ରେ କଣ କରିବା କଥା କର. କାହାକୁ କେତେ loan ଦବା କଥା କିଛି inquiry ନାହିଁ loan ଖାଲି ସୁଧ ଆଶା ରେ ଦେଇ ଦଉଛ. ପରେ ସେମାନେ ଯେତେବେଳେ ଦବାକୁ ଅସମର୍ଥ ତାଙ୍କ ଘରେ ପଶିକି ଏତେ ଲୋକ ଅପମାନ କରୁଛ. ତମକୁ ଖାଲି ଫାଳିଆ ଦରକାର

  • @dusmantajena2803
    @dusmantajena2803 Год назад

    ପଇସା କଣ ପାଇଁ nauthila

  • @BiswaranjanMallick-i8b
    @BiswaranjanMallick-i8b Год назад

    ପଇସା ଦିଆ ହବନି କଣ କରିବା କଥା କର ଗରିବ ଲୋକଙ୍କ ସାହିତ୍ୟ କର

  • @dibakarpradhan9262
    @dibakarpradhan9262 Год назад +4

    Amana nku kana dekhi ate loan deithile

  • @HeeraSingh-nh9yz
    @HeeraSingh-nh9yz Месяц назад

    Bhagaban mangala karunta odisha upakar hebakalahandi re bahut amiti heu huchi

  • @tinkudhal4100
    @tinkudhal4100 Год назад +5

    Emane Agent nujanti .Emane Finance company ra Gunda.

  • @amarstudio-zw2lb
    @amarstudio-zw2lb Год назад

    Bajaj finance v amiti kare

  • @KalkiAvatar-z2e
    @KalkiAvatar-z2e Год назад +5

    ଏ ମାଗିହେ ମରିବ ସବୁ

    • @MSD_FANS579
      @MSD_FANS579 Год назад

      Auu tu kan amara?

    • @KalkiAvatar-z2e
      @KalkiAvatar-z2e Год назад

      @@MSD_FANS579 ତୋ ଗାଣ୍ଡୀରେ ମୋର ପସିଲା କି?

  • @sabyasachikandi9381
    @sabyasachikandi9381 Год назад

    Government Bank ଏଇ ଲୋକ ଙ୍କୁ loan ଦେଉ ନାହାନ୍ତି

  • @nyayabratamohanty7651
    @nyayabratamohanty7651 Год назад +1

    Kanak news tanka pai kisti deu.....
    Paisa nauchhanti kain jadi nadei pariba

  • @shubasmita3241
    @shubasmita3241 Год назад +2

    Kouti bhangaruja karichantii dekhaunaaa

  • @entertainment4you...974
    @entertainment4you...974 Год назад +1

    Govt should baan JANALAXMI BANK.....

  • @jadunathchhatoi3151
    @jadunathchhatoi3151 Год назад +4

    Bank ର ହକ ନାହିଁ ଧମକ ଦେବାର, bank ବିରୋଧରେ ଆକ୍ସନ ନେବା ଉଚିତ୍,ସେ ଯଦି ଦେଇ ପାରୁ ନାହାଁନ୍ତି ତୁମେ legal ଆକ୍ସନ ନିଅ, କୋର୍ଟ ବିଚାର କରିବ,ଗୁଣ୍ଡା ଗର୍ଦି ଠିକ୍ ନୁହଁ ଅର୍ଡର of supreme court

  • @tukurautvlogs
    @tukurautvlogs Год назад

    Kehi ghare pasi na thibe agyan..sabu michha..loan nebe au installment deiparibe no..au collection pain gale. Sabu member ghare posi gale boli michha abhijog karanti....

  • @kruttibasmuduli7832
    @kruttibasmuduli7832 Год назад +1

    Naveen patnayak Rules bhai

  • @khirodkumar4032
    @khirodkumar4032 Год назад

    ଏଇଥି ପାଇ ଛୋଟ ଲୋକମାନଙ୍କୁBank Loon ଦିଏ ନାହିଁ,

  • @sanjaybcreation
    @sanjaybcreation Год назад

    Finance bank ku action neba uchit

    • @dineshdurga9197
      @dineshdurga9197 Год назад

      Finance bank achhi boli to ame rural re chali paruchu bhai bhaounika marraige sei runa ku nei asha rakhuchhu band hele karibu kan

  • @kapilcharanmohanty9673
    @kapilcharanmohanty9673 Год назад

    Se tanka kn supreme Court debe ki, dharyara limit achhi

  • @PrabhatMohanty-story
    @PrabhatMohanty-story Год назад

    Loan late hele fine laguchhi punni gharaku jai pressure kariba knn derkar.olta tanku bujhao ki jette jaldi loan clear kariba sette paisa ra cumjuri kamiba .and 2 month re kou khada khia loan bala jae ghara pakhaku

  • @deepakswain391
    @deepakswain391 18 дней назад

    ପାଇସା ଦେଇ ଥିଲେ ଏମିତି କଣ ହେଇ ଥାନ୍ତ

  • @prahaladb9060
    @prahaladb9060 Год назад +1

    vijay maliya kete tanka neegalla tar kan kalla

  • @pkmusic88
    @pkmusic88 Год назад

    Complain to RBI.

  • @ajayaparida5796
    @ajayaparida5796 Год назад +2

    Only one option MADA. Prabalaa

  • @AmarPatra-wf8ce
    @AmarPatra-wf8ce 5 месяцев назад

    Microfinance group ku odisha ru bahar kora jau

  • @Madhuvlogs94
    @Madhuvlogs94 Год назад +13

    File case against finance company as pee Supreme Court order

  • @ranunesha9251
    @ranunesha9251 Год назад +3

    Thik heichi

    • @Viralvideos55238
      @Viralvideos55238 Год назад +1

      Totally loan ajent knu mada darakara

    • @subhrajitsenapati4684
      @subhrajitsenapati4684 Год назад

      ​@@Viralvideos55238tu gote bala upuda nuha

    • @Viralvideos55238
      @Viralvideos55238 Год назад

      @@subhrajitsenapati4684 Bala nuhe tanka banda katike tanka hatare dharae debi re pua lagu chhi tu ajent ki Tate kast heuchhi tuta thikese lekhi parunu tu ki Bala ajent be

  • @niranjanmaity8227
    @niranjanmaity8227 Год назад +5

    ଏ ଶଳା ଙ୍କୁ ପିଟା ଦରକାର..

  • @litunmallik204
    @litunmallik204 Год назад +5

    Salaku suspend heba darkar

  • @biswajitpradhan8346
    @biswajitpradhan8346 Год назад +1

    U r encouraging Bank loan defaulters.

  • @Krishnakrishna-jl8pn
    @Krishnakrishna-jl8pn Год назад

    ଯେତେବେଳେ ଆଇନ ସହର୍ଯ୍ୟ ନ କରିବ ?

  • @shreekrishnarjun1
    @shreekrishnarjun1 Год назад

    Thik karuchhanti

  • @gugujuli4158
    @gugujuli4158 Год назад +2

    Arest all members by high court order and by sitaraman forcibly a great offence

  • @shantanusahushantanusahu5171
    @shantanusahushantanusahu5171 Год назад

    Right sir

  • @priyaranjansahani1742
    @priyaranjansahani1742 Год назад +1

    Kahi ki deba nahi kan paee
    Kan bapa tanka. Nela bele bhari khusi

  • @JayshriMistri-sm5cf
    @JayshriMistri-sm5cf Год назад +7

    Legal action must be taken against them,

  • @saradaswain7600
    @saradaswain7600 Год назад +4

    Supreme court kahi chanti .....loan nia ....suji ba darkar nahin 😂😂😂😂

  • @dailylifestyle420
    @dailylifestyle420 Год назад +2

    ମୁ ଭାବୁଚି ସେଇ ଲୋକ ର କିସ୍ତି , କନକ ନୀଉଜ୍ ବାଲା ଦେବ ,

  • @royalboy4231
    @royalboy4231 Год назад

    Loan deba loka ra bhul nahi....Loan nei runa na bandhiba loka ra bhul....aaji kali aaji kali kari dionti....runa neba time re members mane sabu niyama manibaku raji huoti but runa sujhiba belaku nata chalei thanti....athire Loan officer nka bhul nahi.... Members mane tanka bandhiba bele bahut hairana karanti

    • @madanmohanmirdha2650
      @madanmohanmirdha2650 Год назад

      Loan officer nuha... Loan agent kuha... Officer kaha ku kuha jaye janichha na nahi

  • @gcomedy2.049
    @gcomedy2.049 Год назад

    Sudden complaint rbi

  • @babitamohanty9340
    @babitamohanty9340 Год назад

    Jadi sujinaparibe kn pain nauchanti ki loan

  • @chandraparzachandraparza5949
    @chandraparzachandraparza5949 Год назад +4

    Bank balaku lajalaguchi nahi.jia sujiparuchanti taku deunahanti au jia deiparuchi taku deuna

    • @dineshdurga9197
      @dineshdurga9197 Год назад

      Bhai seita neba samayare bhabiba uchit babk bala collection kale taro Dana milibo

  • @narayannayak1011
    @narayannayak1011 Год назад

    Tanku kichi samaya time. Diaa jau agent mane bhul karuchanti

  • @sumitrabeherasumitra298
    @sumitrabeherasumitra298 Год назад +1

    Michha kahuchi mausi

  • @panditsing924
    @panditsing924 6 месяцев назад

    30%sudho lone chit fund sansta ban karo ,public behal, sudho ro sima ochi

  • @santostudio423.
    @santostudio423. Год назад

    Kn Adhika kohibi group kotha 😢😢😢😢😢

  • @prakashdalai4401
    @prakashdalai4401 Год назад

    Kanak news bhai govt kahi tanka tanka chada karidiantu Bank ku blem
    Karantu nahi.

  • @JASMINE0812
    @JASMINE0812 Год назад

    Misiki egent ku badao

  • @balajinaik9195
    @balajinaik9195 Год назад +7

    ସରକାର ଯଦି ଳୁନ ଦେଉଥିେଲ ଅସୁବିଧା ହୁଅନ୍ତା କୀ

  • @UmeshPatra-fn3ko
    @UmeshPatra-fn3ko Год назад +1

    Tanka nabaku khusi laguthila bankru debaku abe poduchhi

  • @puspanjalimohanta2374
    @puspanjalimohanta2374 12 дней назад

    Kisti poisa no dele b kichhi problem nahi.... next loan miliboni😢😢