BJP’s Lekhashree Samantsinghar Hits Out At Odisha Govt Over Microfinance Companies

Поделиться
HTML-код
  • Опубликовано: 20 ноя 2024

Комментарии • 688

  • @bimalanytv4556
    @bimalanytv4556 Год назад +104

    ବହୁ ଦିନ ପରେ ଆପଣ ଉପଯୁକ୍ତ ପ୍ରସଙ୍ଗ କୁ ସାମ୍ନା ଆଣିଛନ୍ତି ଆପଣଙ୍କୁ ଧନୟବାଦ

    • @Kusha__1438
      @Kusha__1438 Год назад +3

      କାମଧାମ କିଛି ନାହିଁ ଋଣ ନ ନେଲେ ଆଉ ଉପାୟ କଣ.

    • @gkcreationvlogs
      @gkcreationvlogs 4 месяца назад +2

      Tame hi sehi OD customer

    • @tapangamer2013
      @tapangamer2013 Месяц назад +2

      Jumlabjp the ok 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

    • @gopinathsingh6935
      @gopinathsingh6935 Месяц назад

      Thanks

    • @DibakarHansdah-g1j
      @DibakarHansdah-g1j 29 дней назад

      EMITI LOKA BAHARIBA DARAKARA

  • @prafullaswain3042
    @prafullaswain3042 Год назад +53

    ମୋ ଜୀବନରେ ପଥମ ଥର ଗୋଟିଏ ଭଲ ଖବର ସୁଣିଲି

  • @likimama
    @likimama Год назад +16

    Microfinance ରେ କାମ କରୁଥିବା କର୍ମ ଚାରି ମାନଙ୍କୁ ବହୁତ tarcher କରି କି ଖଟାଉଛି ଏବଂ ଶେଷ ରେ frud case ରେ କମ୍ପାନୀ ରୁ ବାହାର କରିଦେଉଛନ୍ତି

  • @lizarani26
    @lizarani26 Год назад +36

    ଲୋକଙ୍କୁ ସାହାଯ୍ୟ କରନ୍ତୁ। ଲୋକେ ବିଶ୍ୱାସ କରିବେ।

  • @Kusha__1438
    @Kusha__1438 Год назад +27

    Intrest ଅଧିକ ନେଉଛନ୍ତି.... ମଜବୁରି ରେ ଋଣ ନେବାକୁ ପଡୁଛି.

    • @SATYASANATAN473
      @SATYASANATAN473 9 месяцев назад

      U are right sabu mazburi re hni neuchanti gote ghara Kariba pain hele ta bahut ammount darkar ta anibe kouthu badhya hei loan anuchanti 😢..

  • @pradeepsahu1304
    @pradeepsahu1304 Год назад +78

    ଖାଲି ଗପ କଲେ ହେବ ନାହିଁ. ଯାଇଁ ଲୋକ ପାଖରେ ଠିଆ ହୁଅ. ଯାଇଁ ଲୋକ ସହ ମିସନ୍ତୁ. ଯାଇ ବିଜେପି ଆଗକୁ ଆସିବ. ନହେଲେ ସେଇ ଭୁବନେଶ୍ୱର ରେ ଭାଷଣ ଦିଅ.

    • @manaskumardas9072
      @manaskumardas9072 Год назад +2

      ଖାଲି ଭାଷଣରେ ସୀମିତ

    • @rkbabavloge7086
      @rkbabavloge7086 Год назад

      Tama ra khali bhasana tame mane kau kama ku nu ha ellection asuchi na badhia bhasana deba laja lagu ni tama mana nku

    • @SATYASANATAN473
      @SATYASANATAN473 9 месяцев назад

      Eguda khali bhasan Mari janichanti jadi public sector bank ru loan milanta tahele loka Kain micro finance ru loan ananate

  • @jamirnayak2115
    @jamirnayak2115 Год назад +31

    ଧନ୍ୟବାଦ ମେଡ଼ାମ

  • @Kusha__1438
    @Kusha__1438 Год назад +20

    ସରକାର ପଇସା ଦିଅନ୍ତୁ ଗ୍ରୁପ କଣ ପାଇଁ ଲୋକମାନେ ନେବେ

  • @manasabiswal9176
    @manasabiswal9176 Год назад +50

    ଖାଲି ଭାଷଣ ମାରିଲେ ହବନି ଲୋକଙ୍କୁ help କରନ୍ତୁ bank ଋଣ ଦଉନି ସେମାନେ କଣ କରିବେ ସିଭିଲ ଦରକାର...

  • @sabyasachikandi9381
    @sabyasachikandi9381 Год назад +22

    ବହୁତ୍ ଭଲ କଥା କହିଲେ

  • @parsuramnag6230
    @parsuramnag6230 23 дня назад +4

    ବହୁତ ଭଲ କଥା କହିଲେ ମେଡମ Thanku

  • @DCREATION155
    @DCREATION155 Год назад +8

    ମାଡାମ ଅପଣଂକ ନମ୍ବର ଦିଅନ୍ତୁ ଯିଏ ମାଗିବ ଆଣପଙ୍କୁ ଜୋଗାଜୋଗ୍ କରିବୁ

  • @odishafoodeatingchallenge8765
    @odishafoodeatingchallenge8765 Год назад +6

    ଆପଣଙ୍କ ଭାଷଣ ବହୁତ ଭଲ ଲାଗିଲା.... ହେଲେ ଓଡିଶା ରେ ବିଜେପି ସରକାର ପଙ୍ଗୁ କିଛିବି କରିପାରିବନି..... ବିଜେପି ଭିତିରିଆ ବିଜେଡି କୁ ସପୋର୍ଟ କରୁଛି.... 5T ସଚିବ ଙ୍କ ବିପକ୍ଷ ରେ କଣ action ନେଲା ବିଜେପି ଓଡିଶା ରେ

  • @tigerboy9598
    @tigerboy9598 2 месяца назад +4

    🙏ଠିକ୍ କଥା ଦିଦି

  • @kailashojha1565
    @kailashojha1565 Год назад +29

    ଖାଲି ଭୁବନେଶ୍ଵର ରେ ଭାଷଣ ଦେଲେ ହେବନାହିଁ ଲୋକମାନଙ୍କ ପାଖକୁ ଜିବାଦରକାରେ ମେଡମ ପ୍ରେସେମିଟି କଲେ ହେବନାହିଁ 🙆💁

    • @SATYASANATAN473
      @SATYASANATAN473 9 месяцев назад

      Emank muhare lazya nai sethipain asiki ... Khali ei party kn kala sei party kn kala .. hele se kichi kama karibe nai ... Sabu chora guda

  • @Kusha__1438
    @Kusha__1438 Год назад +4

    ଗ୍ରାମାଞ୍ଚଳକୁ ଦେଖନ୍ତୁ କେତେ ପରିମାଣ ରେ ସାହାଯ୍ୟ କରୁଛି ଗ୍ରୁପର ପଇସା.... ଗରିବ ଲୋକକୁ ବ୍ୟାଙ୍କ କଣ ଋଣ ଦେଉଛନ୍ତି କି . କେବଳ ଧନୀ ଲୋକକୁ ବ୍ୟାଙ୍କରେ ଋଣ ମିଳୁଛି...ଗ୍ରୁପ ପଇସା ଠିକ ଭାବରେ ବ୍ୟବହାର କଲେ ବହୁତ ଉପକୃତ ହେଉଛି ଲୋକ ମାନଙ୍କର... ପଇସା ଆଣି କି ଖାଇଦେଲେ ହେବନି.

  • @bijoyapriyadarsinidash922
    @bijoyapriyadarsinidash922 Год назад +10

    କିସ୍ତି ର ଆଗ ଦିନରୁ ଜ୍ୱର ଆସିଯାଏ

  • @hindiodiab4646
    @hindiodiab4646 Год назад +14

    100% right kahile aapana dhanyabad 🙏 please help karantu garib loka ku please

  • @mamanikeswaribisendraNaik
    @mamanikeswaribisendraNaik 21 день назад +1

    ଏବେ ମହିଳାଙ୍କୁ କଣ ପାଇଁ ସୁବୁଦ୍ରା ଯୋଜନା ରେ ଶସଣ କରୁଛନ୍ତି

  • @bijoyapriyadarsinidash922
    @bijoyapriyadarsinidash922 Год назад +9

    ସେମାନେ ୨୦/୨୫% interest ନେଉଛନ୍ତି

  • @Bibhuprasadnayak-l2i
    @Bibhuprasadnayak-l2i Месяц назад +1

    ବିଜେଡି ସରକାର ଲୋନ ମନା କରିନଥିଲା ବିଜେପି ସରକାର ଲୋନ ବନ୍ଦ କଲା ଧନ୍ଯବାଦ ବିଜେପି ସରକାର ଗରିବ ର ଦୁଖ ବୁଝିଲା

  • @SubalDeep-v3p
    @SubalDeep-v3p 29 дней назад +3

    Dhynaybad

  • @bijoyapriyadarsinidash922
    @bijoyapriyadarsinidash922 Год назад +9

    ଗାଁ ଗାଁ ରେ ଶୋଷଣ କରୁଛନ୍ତି।।।। ଲୋକେ ବୁଝିବା ଦରକାର।

  • @manasranjanpatra5605
    @manasranjanpatra5605 Год назад +12

    ମୁଁ ବି ଗାଁ ଛାଡ଼ିଚି, ଏବେ ଆପଣ ଙ୍କ ଭିଡିଓ ଦେଖିଲି ଏବେ ଗାଁ କୁ ଯିବି ବୋଲି ଭାବୁଛି।

    • @bhabagrahibehera190
      @bhabagrahibehera190 Год назад

      Tu maghiata chorata

    • @manasranjanpatra5605
      @manasranjanpatra5605 Год назад

      @@bhabagrahibehera190 କାଇଁ ଆପଣଙ୍କ ଘରୁ କିଛି ଚୋରି କରିଛି ନା ମୋ କରଜ ସୁଝିବାକୁ ଆପଣ ଦୁଇ ଲକ୍ଷ ଟଙ୍କାର ସାହାଯ୍ୟ କରିବେ। ଯଦି ଦୟାବନ୍ତ ପୁରୁଷ ଆପଣ ତେବେ ଆପଣଙ୍କୁ ମୋର account number ପଠେଇ ଦେବି। କେବେ ଦେବେ ?
      ଯଦି ଦେବେ ଆପଣଙ୍କ ଅର୍ଜିତ ଦେବେ ବାପାଙ୍କ ର ନୁହେଁ। ଦେବା ପାଇଁ ହଁ ନିଶ୍ଚିତ କହିବେ ବୋଲି ମୋର ଆଶା ଓ ବିଶ୍ବାସ। ସାଧୁ

    • @Rajesh-8763
      @Rajesh-8763 Год назад

      Loan repayment karuu naa kii😂😂

  • @BhagirathiSing-rl4lm
    @BhagirathiSing-rl4lm Год назад +10

    ମେଡମ ଆପଣ ଯାହା କହୁଛନ୍ତି ଠିକ କିଂତୁ ବିଜେପି ଵାଲା କିଛି ବୁଚୁନାହାନ୍ତି

  • @niharranjan1413
    @niharranjan1413 Год назад +9

    ସେମାନଙ୍କର 20% 25% ସୁଧ ନେବା right nuha 😂😂😂😂😂

  • @dipakbehera918
    @dipakbehera918 Год назад +2

    ସବୁ ବେପାର କରି ରୋଜଗାର କରୁଛନ୍ତି

  • @namitamandal7225
    @namitamandal7225 Год назад +3

    ଓଡିଶା ରେ ଋଣ ଏକ ମହାମାରୀ ରୋଗ ରେ ପରିଣତ ହେଲାଣି ଦିଦି ଆପଣଙ୍କ ପରି ସ୍ୱର ଉତ୍ତଳନ କରିବା ଜରୁରୀ

  • @MB-qc4vp
    @MB-qc4vp Год назад +1

    ମାଡାମ ଆପଣଲୋନଦିଅନନ୍ତୁ ଆମେ କାହିଁକି ପ୍ରଭେଟ ଲୋନକରିବୁ ଏସିରେବସିକରି ଭାଷଣମାରିହେବନାହି ଆମ ଜାଗା ଥରେଖାଲି ଆସନନ୍ତୂ ଶାୟା ବିଲାଉ କିଣିତେଵି ପ ଇସା ନଥିବ ଆଉଭାଷଣନଭଥିବ

  • @mahendranayak1109
    @mahendranayak1109 Год назад +1

    ଠିକି ନିସିପ୍ତି କିନ୍ତୁ ଏ କାମଟା ହେବା ଦରକାର

  • @dakuasatyaban7026
    @dakuasatyaban7026 25 дней назад

    ବହୁତ୍ ଭଲ ହେବ।ହେଲେ ଆପଣ ପାର୍ଟି ବଦଳାଇ ଦେଇଛନ୍ତି।ଏହି କଥା କୁ ପୁଣି ପ୍ରୁନାର୍ବର୍ ଉଠାଇଲେ ଗାଁ ମାନଙ୍କ ମହିଳା ଉପକୃତ ହେବେ।

  • @ChandramohanDasAmaninda
    @ChandramohanDasAmaninda Год назад +13

    ବହୁତ ଭଲ ପଦକ୍ଷେପ...

  • @dhirenpatra4291
    @dhirenpatra4291 28 дней назад +2

    Good decision

  • @SimaHati-y9e
    @SimaHati-y9e 21 день назад

    ଅପଣଂକୁ କୋଟି କୋଟି ଧନ୍ୟବାଦ ମ୍ୟାଡମ ❤❤❤❤❤

  • @tulusirdaspattanayak5671
    @tulusirdaspattanayak5671 Год назад

    ବିଜେପି ଯେପରି ରାସ୍ତା ରେ ଗୋଡାଇ ଗୋଡାଇ ଗୋରୁ ବୋଝେଇ ଗାଡି ଧରୁଛି ସେହିପରି ଏହି ଫାଇନାନ୍ସ କମ୍ପାନୀରୁ ଆସୁଥିବା ଲୋକଙ୍କୁ ଧରି ଦେଖାଅ।ଦେଖିବ ସବୁ ଭୋଟ ତୁମର।
    କହିବା ଯେମିତି ସହଜ କରି ଦେଖାଇବା ସେତେ କଷ୍ଟ

  • @advocatpravatkumar6210
    @advocatpravatkumar6210 Год назад +11

    👍 pura right

  • @tripatikhara4915
    @tripatikhara4915 20 дней назад +1

    Satare didi righi ❤️❤️❤️❤️❤️

  • @kasinathdalei9140
    @kasinathdalei9140 Год назад +3

    ଖାଲି ମିଡିଆରେ କହିଲେ ସମାଧାନ ହେବ ନାହିଁ medam ଆପଣ ସମସ୍ତଙ୍କୁ ନେଇ କି ଗୋମେଣ୍ଟ ପାଖରେ ରାଲି କଲେ

  • @batakrushnapanda1039
    @batakrushnapanda1039 Год назад +4

    ଖାଲି ଭୁବନେଶ୍ବର ବସି କଣ ଦେଖିବ,,

  • @BijayakumarBehera-q9d
    @BijayakumarBehera-q9d 28 дней назад

    ଆପଣଙ୍କୁ.ଧନ୍ୟବାଦ

  • @MarkandaPujhari-vm9xd
    @MarkandaPujhari-vm9xd 6 дней назад

    ଧନ୍ୟବାଦ madam

  • @Kusha__1438
    @Kusha__1438 Год назад

    ସରକାର କିଛି ରୋଜଗାର ଦେଉନି.... ଭାଷଣ ଦେଲେ କଣ ହେବ. ଗ୍ରାମାଞ୍ଚଳରେ ଅସୁବିଧା କଣ ଅଛି. ଲୋକମାନେ କାଳିଆ /ବଳିଆ ଯୋଜନା କୁ ଅପେକ୍ଷା କରି ରହୁଛନ୍ତି. ପଇସା ମିଳିଲେ କିଛି କାମରେ ଲାଗିବ ବୋଲି ଗୋଟିଏ ଆସ ରହୁଛି.

  • @IASaspairant
    @IASaspairant Год назад +10

    10000000% Right ye hui naa baat

  • @HareramPujari-th2ig
    @HareramPujari-th2ig Год назад +1

    ଧନ୍ୟବାଦ ମେଡମ

  • @ramamohantripathy1358
    @ramamohantripathy1358 24 дня назад

    କାହାର ଭୁଲ ନାହିଁ, ଲୋକମାନେ ଲୋଭ ରେ ଋଣ ନେଇ ସୁଝି ପାରୁନାହାନ୍ତି,

  • @pramodpradhan9733
    @pramodpradhan9733 Год назад +2

    ଅଁଳାଯୋଡି ଗ୍ରାମରେ ଅଧିକ ବେବସାୟି ଥିବାରୁ ଚିଟଫଣ୍ଡ ରେ ମାଇକ୍ରଫାଇନାସ୍ ରୋଜଭାଲି ଆହୁରି ଅନେକ ସଂସ୍ଥା ରେ ଟଙ୍କା ହରାଇଛନ୍ତି ସେଇ ଟଙ୍କା ନ ମିଳିବାରୁ ଗରିବ ଲୋକେ ଋଣ କରୁଛନ୍ତି ନ ସୁଝିପାରିଲେ ବାଧ୍ୟ ହେଉଛନ୍ତି ଜୀବନ ହାରିବାକୁ ଜଦି ଚିଟଫଣ୍ଡ ଟଙ୍କା ନ ମିଳେ ଆହୁରି ଅନେକ ଜିବନ ହାରିବେ

  • @BipinBagartti-e6n
    @BipinBagartti-e6n Год назад +4

    ସତ କଥା ଆଏ 100

  • @ghanashyambagshyam1533
    @ghanashyambagshyam1533 Год назад +1

    ପଞ୍ଚିମ୍ ଓଡ଼ିଶା ରେ ବି ନଜର ଦୀୟ

  • @PramilaNayak3
    @PramilaNayak3 22 дня назад

    କହିଲେ କଣ ହେବ ମ୍ୟାଡମ୍ ଆଗ ସରକାରୀ ରୁଣ ଦିଅନ୍ତୁ ତ ଏମିତି microfinance ପାଇଁ ବୋଲି କେତେ ଜଣ ର ଜୀବନ ଗଲାଣି ତ କେତେ ଲୋକ ଘର ଛାଡି ଆଜି ସୁଧା ନିଜ ଘରକୁ ଆସୁନାହିଁ

  • @sibarampradhan157
    @sibarampradhan157 2 месяца назад

    ଆପଣ ଖାଲି ଭାସଣଵାଜି ଦେଉଛନ୍ତି କାମରେ ନୁହେଁ କାମ କରିକିଦେଖାନ୍ତୁ

  • @SipraDhir
    @SipraDhir Год назад +14

    Finance company pain unemployment mane engaged a6nti...Loka mane kn pain loan nau6nti..

  • @ParameswarMardiy
    @ParameswarMardiy Месяц назад

    ବହୁତ ବହୁତ thank

  • @sabitrisingh8535
    @sabitrisingh8535 7 дней назад

    ଆମ ଗାଁ କୁ ସବୁବେଳେ ଆସୁଛନ୍ତି

  • @stuluachary
    @stuluachary Год назад +5

    ଏବେ ନୂଆଁ କରି ଆସିଛି - ତାମିଲ୍ ଫାଇନାନ୍ସ - ସମ୍ପୁର୍ଣ୍ଣ ଓଡ଼ିଶାକୁ ଲୁଟିବ 🤣🤣🤣

  • @chandramanibehera7497
    @chandramanibehera7497 12 дней назад

    ଖୁସୀ ଲାଗିଲା

  • @prakashpati2
    @prakashpati2 Год назад +13

    What is the interest rate on credit card? None of any finance company provides CC except banks. Then is there another RBI who authorised banks to recover 45% interest rate.

  • @SurajBagh-r5o
    @SurajBagh-r5o 14 дней назад +1

    Amar nu jor jabardasti neuchan medam

  • @Radhakanta_Music_Official
    @Radhakanta_Music_Official Год назад +1

    Boudh distinct re ଆହୁରି ଅତ୍ୟାଚାର ହୋଇଛି କେହିବି ଦେଖିଲେ ସମ୍ଭାଳି ରହିପରିବନି ଏଇ ଗ୍ରୋପ କୁ ନେଇ ବାର ବାର ଘଟଣା ଘଟି ଚାଲିଚି

    • @samantachhatar7443
      @samantachhatar7443 Год назад

      Yeita right nuhe madum apanakar sarkar jadi chahibe ta yei sansta gudia Banda Kari paribe jadi Dum achi yei sansta gudika Banda kariki dekha

  • @XjgdjfiCzfjz
    @XjgdjfiCzfjz 22 дня назад

    ଲୋନ ଛୁଟି ସାରିଲା ପରେ ଚାରିମାସ ପରେ ୫ମାସ ପରେ ଟ ୫୯୦ ଯୋର ଜବରଦସ୍ତ ନେଇଛନ୍ତି idfc bank

  • @ashok760.
    @ashok760. Год назад +4

    Right right right... BJP jindabad

  • @SashikantaPanda-o6x
    @SashikantaPanda-o6x 21 день назад

    ମାଡାମ ଧନ୍ୟବାଦ

  • @umakantamandal6223
    @umakantamandal6223 7 месяцев назад

    ଧନ୍ୟବାଦ

  • @SaiVikashPratibha
    @SaiVikashPratibha Год назад

    ନିହାତି ସତ କଥା

  • @Anantanaik-mg5zn
    @Anantanaik-mg5zn 2 месяца назад

    ଧନ୍ୟ ବାଦ ମାଡାମ

  • @dandapaniepili3185
    @dandapaniepili3185 7 месяцев назад

    ରାଜ୍ୟ ସରକାର କଣ ଜନୁଣି କି । ମୋତେ ଲାଗୁଚି ୟେ ସବୁ ପଇସା ଲୋକ ର ନେଇ ଲୋକୋ କୁ ଦଉଚି ବାହା ବାହା ଦେଖାଉଛି

  • @nihardas3180
    @nihardas3180 Месяц назад

    Thank u for this argument.

  • @gitanjalinayak9529
    @gitanjalinayak9529 Год назад

    ଯାହା କହିବାର ଅଛି ଜଲ୍ଦୀ କରନ୍ତୁ

  • @prasantapattanaik862
    @prasantapattanaik862 Год назад +3

    Mam! Very good comment! Pl demand Govt of India to refund d invested money of public in SAHARA India because all poor n middle class specially crying day n night to get back their money Nobody is there to listen to their problems PlMam! Raise voice strongly

  • @BapiMahanty-l8x
    @BapiMahanty-l8x 19 дней назад

    ନବୀନ ଆଉ କେହି ନୁହେଁ

  • @payal730
    @payal730 Год назад

    ଖାଲି ଟାରେ ବାହାଦୁରି ମାରି ଲାଭ କଣ, ଯଦି ପାରୁଛ ଛାଡ୍ କିରିଦେଉନ ,ତାହା ନ କରି ଦାଦାଗିରି କରି ଲୋକଙ୍କୁ ଉସୁକାଇ ଫାଇନାସ୍ ଟଙ୍କା ନ ଦିଅ କହି ଲୋକଙ୍କ ମଧ୍ୟରେ ହଟଗୋଳ ବା ଏକ ବବିଶୃଙ୍ଖଳା ଷୃଷ୍ଠୀ କରିବା ଏହା କେତେଦୂର ଯୁକ୍ତି ଯୁକ୍ତ ଅଟେ, ତମର ସେ ଗରମ ଭାଷଣ ର କୌଣସି ମୁଲ୍ୟ ନାହିଁ,

    • @sibupradhan8425
      @sibupradhan8425 9 месяцев назад

      A aunty samastanku difult Kariba ...

  • @jamirnayak2115
    @jamirnayak2115 Год назад +8

    ଅସୁବିଧା ଜଗୁ ଋଣ ଆଣତି ସରକାର କିଛି କରଂତୁ

    • @SATYASANATAN473
      @SATYASANATAN473 9 месяцев назад

      Ajika dinare samste samstnku lootibare byasta ... Bhai

  • @MatariniVarasa-x1e
    @MatariniVarasa-x1e 14 дней назад

    ମସ୍ତ ୱାଣ୍ଟେଡ। ❤❤❤❤

  • @NakulaNayak-c4q
    @NakulaNayak-c4q 28 дней назад

    ଏବେ ମୁ ଦେଖିଲି ଭଲ କାମ କରିଛନ୍ତି

  • @newboyashisvlog
    @newboyashisvlog Год назад +1

    Micro finance my life change

  • @satyam6619
    @satyam6619 Год назад

    ଠିକ 🙏🙏🙏
    ବାଳ micro finance.... 🙏

  • @BKReallife
    @BKReallife 4 месяца назад

    ଆପଣ ବହୁତ ସୁନ୍ଦର କଥା କହିଛନ୍ତି, ଆଜି କାଲିକା ସବୁ ଫାଇନାନ୍ସ ଏହିପରି ଜୁଲମ ଗୁଣ୍ଡାଗରଦି କରି ଗରିବଙ୍କ ପାଖରୁ ଟଙ୍କା ନେଉଛନ୍ତି

  • @sankartudu143
    @sankartudu143 Год назад +5

    Ur Right mam👍👍👍👍👍

  • @SubarnaGardia
    @SubarnaGardia 29 дней назад

    Sir bahut Sundara Khabar gote

  • @santanudas5281
    @santanudas5281 Год назад +1

    ମାଡାମ ଭଦ୍ରକ ରେ ପ୍ରଥମ ବନ୍ଦ ହେଲା ଆପଣ ଏବେ କହୁଛନ୍ତି ଭଦ୍ରକ ରେ ପ୍ରଥମ ଲୁଟିଲେ ଆମ ସରକାର

  • @ASISH_JENA
    @ASISH_JENA 2 месяца назад

    ଅତି ଭଲକାମ କହିଲେ ଏସବୁ ବିଜେଡି ନେତାଙ୍କ କାମ ଲକ୍ ଡାଉନୁ ଯିବାପରେ ଗରିବ ଲୋକମାନେ ହଇରାଣହେଉଛନ୍ତି ନ୍ତୁରନ୍ତ ରୁଣ ଛାଡକରାଜାଉ

  • @babulubariha2098
    @babulubariha2098 Год назад +3

    ପାଣି ଟିକେ ପିଅ ମେଡମ୍ ତଣ୍ଟି ଶୁଖି ଯିବ 😀😀😀😀

  • @SurajBagh-r5o
    @SurajBagh-r5o 14 дней назад +1

    Bahut katha kahuchan

  • @swarupmishra5500
    @swarupmishra5500 Год назад

    First time u said a perfect sensible topic

  • @sushantakumar6236
    @sushantakumar6236 Год назад

    ମାଗଣା ଖାଇବା ଅଭ୍ୟାସ
    ଛାଡ଼ିଲେ ଲୋକେ ଯାଇ ଶିଖିବେ ନ ହେଲେ ଏମିତି ଋଣ ରେ ବୁଡି ମରିବେ ଜୟ ଜଗନ୍ନାଥ

  • @binayakphotography14
    @binayakphotography14 Год назад +1

    ମଇକ୍ରୋ finiance ଅଛି ବୋଲି ଲୋକ devlop କରୁଛନ୍ତି

  • @rakeshmohapatra1459
    @rakeshmohapatra1459 Год назад +6

    Perfect line 👍

  • @kirangaruda3873
    @kirangaruda3873 Год назад +3

    India ke ta barbad kala bo BJP
    Aru bjd sabu bar bad kala

  • @Subartnet
    @Subartnet 21 день назад

    ଭଲକଥ❤❤❤❤❤❤

  • @sibarampradhan157
    @sibarampradhan157 2 месяца назад

    ଆପଣତ ରାଜଧାନୀ ଥାଇ କହିଦେଲେ କିନ୍ତୁ ପାଇନେସଵାଲା ଝୁରୁଜବରଦସ୍ତି କିସ୍ତି ନେଉଛନ୍ତି

  • @kaimajhiaset9732
    @kaimajhiaset9732 Год назад

    ଆପଣଙ୍କ ପାଖରେ ହିସାବ ଅଛିକି

  • @subashbaral5973
    @subashbaral5973 Год назад +2

    Right 100%

  • @trinathbehera2792
    @trinathbehera2792 Год назад

    ଆପଣ ଠିକ୍ କହିଛନ୍ତି ମାଡାମ ହେଲେ ଗରିବଙ୍କ କଥା ସଉଣଉଛଇ କିଏ।

  • @routrout2831
    @routrout2831 Год назад +3

    Right

  • @entrepreneurmindset6462
    @entrepreneurmindset6462 25 дней назад

    ଖାଲି କଥା ବଡ଼ ବଡ଼ 😂 ଯଦି microfinance loan ନ ଦେବ ତମେ ପ୍ରତ୍ୟେକ ପରିବାର କୁ 5 ରୁ 10 lakh ଟଙ୍କା ଦେଲେ ଭଲ ହେବ

  • @dmajhi686
    @dmajhi686 Год назад +5

    Very nice topic Didi 👌🙏

  • @dandapaniepili3185
    @dandapaniepili3185 7 месяцев назад

    ମାଇକ୍ରୋ ଫାଇନାନ୍ସ କମ୍ପାନୀର ପଇସା ମିଲିବା ନା ନାହି

  • @banshidharnaik188
    @banshidharnaik188 Год назад +2

    କଣ ମେଡମ୍ ଆପଣ କିସ୍ତି ଦେବେ କି ? ଯେଉଁ ମା ମାନେ ଗ୍ରୁପ ୠଣ ନେଉଛନ୍ତି ସେମାନେ ନ ବୁଝି କି ନେଉଛନ୍ତି କି ?

  • @lokanathjani2112
    @lokanathjani2112 Месяц назад

    Dhanyawad

  • @SashikantaPanda-o6x
    @SashikantaPanda-o6x 21 день назад

    ଠିକ୍ କହୁଛ

  • @deeptiranipanda5237
    @deeptiranipanda5237 Год назад +2

    Thanku madam.