Young generation a bhali budha mananka retirement ku anei anei se nije budha heijibe au nija age na thibaki se receuitment ku anei anei ଇହ ଲୀଳା ସାରି ଉପରକୁ ଚାଲିଯିବେ 😁
Bhai Ama Matron manankara 65 year hebata ama group D post please please please bhai kuhantu really diantu mun jete sabu comment deuchhi Tara really kahinki deunahanti
Sarakar drusti diantu pratek paribara ru shikhya ku dekhi jana ku chakiri badhya ta mulaka kari diantu.telia mundare tela vali bayasa brudhi na karantu.
ପାଠପଢା ସାରୀ ଯୁବକମାନେ ବୁଲୁଛନ୍ତି ଚାକିରି ପାଉନାହାନ୍ତି ସରକାର 60 କୂ 65 ବର୍ଷ ହେଲେ ବେକାରି ବଢିବେ ଚାକିରି କଣ ପାଇବେ ସରକାର ବିଚାର କରନ୍ତୁ
65Age Riterment is suitable and ops please Allow OPS
ପୁନ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବା ଦରକାର ନାହିଁ। ବେକାରି ବଢୁଛି ।
Welcome
ବିଲକୁଲ କର ନାହିଁ . ବିଶୃଙ୍ଖଲା ହେବ । ଗୋଟେ ପରିବାର ରେ ଜଣେ ଚାକିରୀ ଦିଆଯାଉ । ଚାକିରୀ ଆରମ୍ଭ ବୟସ ମଧ୍ୟ 30 କରାଗଲେ ଭଲ ହେବ । କାରଣ ଅନୁଭବ ନଥିବା 18 ବର୍ଷୀୟ ପିଲା ମାନେ ଠିକ ଭାବେ କାର୍ଯ୍ୟ କରିବା ପାଇଁ ଦକ୍ଷତାର ଅଭାବ ଦେଖା ଦେଇଛି ଓ 60 ବର୍ଷରୁ ଉର୍ଦ୍ଧ ବୟସ୍କ ମାନେ କାର୍ଯ୍ୟ କରିବା କ୍ଷମତା କମିଯାଏ । ଏଣୁ ଆଜି ସରକାରୀ ଅଫିସ ସ୍କୁଲ ର ଅବସ୍ଥା ସମସ୍ତେ ଭଲଭାବେ ଅବଗତ ଅଛନ୍ତି
58 naver 62 good because aperson issue child 58 years age
କାହିଁକି ଏମିତି ମନ ଗଢା କାହାଣୀ ପୋଷ୍ଟ କରୁଚ
Don't re engage retired person
No new posting for youth, only care for Oldman, it's very shameful for Odisha. Please consider it
ଏମିତି ମନଇଚ୍ଛା ମନଗଢା କାହାଣୀ ଲେଖିଲେ କଣ ହବ ।ସରକାର ନକରନ୍ତୁ ତମେ ଆଗ କରିଦିଅ । 60 ଟା 62 ଏପର୍ଯ୍ୟନ୍ତ ହେଇ ପାରୁନି 65 କରିବେ କଣ ?
Appointment age minimum 28 age karantu
65 nuhe 95 karidia aau manisa mananka ayusa 150 barsa karidia jadi etiki nakaripariba tame ki sarakara tamara bi karya kala 10 barsa karidia
58,60 ହେଲେ ଆପେ ଛାଡୁଛନ୍ତି, ଚିଠି କରି ବନ୍ଦ୍ କରାନ୍ତୁ
ଓଲଡ୍ ପେନସନ ବ୍ୟବସ୍ଥା କରନ୍ତୁ ନହେଉଛି ଯଦି ବାଷଠି ପଞ୍ଚଷଠୀ କରା
ଯାଉ ।ଚାକରି ଅବସର ପରେ କଳିକାଳ ପୁଅ ମାନଙ୍କ ଉପରେ ନିର୍ଭର କରି ବଞ୍ଚି ହେବନି ।ନ ହେଲେ ବୃଦ୍ଧାଶ୍ରମରେ ସଂଖ୍ୟା ବଢିଯିବ ।ଖାଲି ଆଡଭଟାଇଜ ରେ ପେଟ ପୁରିବନି ।ଏ ପର୍ଯ୍ୟନ୍ତ 2010 ରୁ 2016 ବ୍ୟାଚ୍ ଶିକ୍ଷକ ବିଜେଡି ବେଳରୁ ଛଅ ବର୍ଷର ପରମାନେଣ୍ଟ ହେଲେନି କି ରେଗୁଲାର ହୋଇପାରି ନାହାନ୍ତି ।ଆମ ମାନଙ୍କ ପେନସନ ଅବସ୍ଥା କଣ ହେବ କିଛି ଆଶା ନାହିଁ ।ଏ ଅବସ୍ଥା ବର୍ତ୍ତମାନ ର ମୂଖ୍ୟ ମନ୍ତ୍ରୀ ମାନ୍ୟବର ମୋହନ ମାଝୀ ଭଲ ଭାବରେ ଅବଗତ ଅଛନ୍ତି ।ଏ ସବୁର ବ୍ୟବସ୍ଥା ତୁରନ୍ତ କରାଯାଉ ।ଅନେକ ଉପକୃତ ହେବେ ।
ଚାକିରୀ କରିବା ବୟସ 30 ରୁ 32 ହେଲା, ଆହୁରି ମଧ୍ୟ ବଢିଛି କରୋନା କାଳରେ, ଏଣୁ 62 ବା 65 ହେଲେ pension ର ବୋଝ କମିବ l ଲୋକେ କାମ କରିବେ ପଇସା ନେବେ l
ପେନସନ୍ ଦେବାବେଳକୁ ୫୮ ବର୍ଷ ଏହା କଣ ଠିକ୍ ?
Aae karjyo no kori unemployment jako ku chakiri dei dele kono houchi
Real news
ନିର୍ଯ୍ଯାସ ନାହିଁ, ଚିଠିମୂଳେ ଘୋଷଣା ବାସ୍ତବ, ସମସ୍ତେ ପେନସନ୍ ପାଇବା ଦରାକାର,
Young generation a bhali budha mananka retirement ku anei anei se nije budha heijibe au nija age na thibaki se receuitment ku anei anei ଇହ ଲୀଳା ସାରି ଉପରକୁ ଚାଲିଯିବେ 😁
Fake news karibaku bhala laguchi
Bhai Ama Matron manankara 65 year hebata ama group D post please please please bhai kuhantu really diantu mun jete sabu comment deuchhi Tara really kahinki deunahanti
Unemploy ku employ dia
ବୁଢା ବଳଦକେ ସମ୍ମାନର ସହ ଛୁଟି ଦେବାର କଥା। ସରକାର କାଣା କରଛେ ଇଟା???
ଯୁଆନ ଯାଉ , ଦାଦନ ଖଟି ମହୁଲ ବେଟି
ବୁଢା ବୁଢ଼ୀ ମରୁନ ଖଟି ଖଟି
ଇଟା କାଏଁ ନୀତି ବୋ???
Sarakar drusti diantu pratek paribara ru shikhya ku dekhi jana ku chakiri badhya ta mulaka kari diantu.telia mundare tela vali bayasa brudhi na karantu.
Bala sarakar bala karuchanti. Tanku pachara jau tame kanhi ki sisu mandirare master thila.
65 age na kari 58 karidiantu ,bhala heba
50 bahut..
Stop re engagement
Good
65 barsha hele bhala heba
65 kaike 100 karidia samastanku
Kn prove achi ki
୬୫ ନା ବାଳ
ବିନା ଚିଠିରେ ତମେ ହୋହାଲା
Old massage don't be foolish public
Extended till death 😂 Mahalmanda
Fake
Bekar news
58 years is real age