@@tapasswain3231kichi alligation nahi , Agriculture production sector re MP re bahut bhala kama Kari chanti . MP ra wheat ebe desh ra sabu thu bhala quality ra wheat
@@Vinood900 Implement haba pai time lagiba , sie center ra education minister na ki state re . State school au college state under re . Bhuji pari thibe jaha kahili
Brother, so many years have passed, have you ever thought, BJP has been in Gujarat for 35 years, in Orissa, you look at your own benefits, political parties will also look at their own benefits, right?
@@BenudharSahoo-q4xemti re b bjp asi nathanta 2029 re. Muku bhai gale help karibe. Odisha re naveen sange bhala relationship rakhi pandu against re kichi karei deu nahanti. Mohan bhai bichara fasigale.
Okatless pandu maikina 😂😂 upre time loss Kari labha nahi . Tanku kehi janti nahi , 3-4 year achi rajysabha re chodi haba ta pare Nisha mahrana bhalia buliba
ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତି କରି ମାଡାମ୍ ଅପରାଜିତା ଷଡ଼ଙ୍ଗୀଙ୍କୁ ଉଚ୍ଚ ଶିକ୍ଷାମନ୍ତ୍ରୀ କରାଗଲେ ବହୁତ ଭଲହେବ ।
ଓଡ଼ିଶା ରେ ମନ୍ତ୍ରୀମଣ୍ଡଳର କେବେ ସଂପ୍ରସାରଣ ହେବ ଆଉ ବାକି ରହିଥିବା ୬ ଟି ପଦ ରେ କେଉଁ ମାନେ ସ୍ଥାନ ପାଇବେ ସେ ଉପରେ ଏକ ଆଲୋଚନା କରନ୍ତୁ ।
ସାର୍ ମୋ ମନର କଥା କହିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ବାବୁ ସମସ୍ତଙ୍କୁ ନେଇ ଚାଲିବା ଲୋକ ନୁହଁନ୍ତି ❤❤
ଯିଏ ସମ୍ବଲପୁର ଲୋକସଭାରେ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ଗୋଟିଏ ବି ବିଧାନସଭା ଜିତାଇ ପାରିଲାନି.....
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹
ବିନାଶ କାଳେ ବିପରୀତ ବୁଦ୍ଧି 😂, ମୋଦି ଙ୍କୁ ଦୁର୍ବୁଦ୍ଦି ଦେଖା ଗଲାଣି 😂, ଯିଏ ହାରିବା ଭୟ ରେ ବିଜେଡି ସଙ୍ଗେ ମେଣ୍ଟ କରିବା ପାଇଁ ଲାଗି ଥିଲା । ହେ ପ୍ରଭୁ ବିଜେପି କୁ ଦଇବ ଶାହା 😂
BJP ଅଧକ୍ଷ ଯଦି shivraj singh chauhan ଯଦି ହେବେ ଭଲ ହୁଅନ୍ତା ❤
Hello Tume hua mu bhot debi
Shivaraj Singh Chauhan ra bohut Alligation achi
@@tapasswain3231kichi alligation nahi , Agriculture production sector re MP re bahut bhala kama Kari chanti .
MP ra wheat ebe desh ra sabu thu bhala quality ra wheat
@@tapasswain3231BJP tanku next PM Kari pare next election re , CM hisab re 18 year experience achi .
@@omsahoo4370 next pm yogi adityanath ✨
ସତ କହିଲେ, ସମସ୍ତଂକୁ ନେଇ ଚାଲିବା ମନୋବୃତ୍ତି ନାହିଁ
jia helebi 2029 re congress aasiba,central.....
ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦକ୍ଷତା ଅଛି କିନ୍ତୁ ଅହଂକାର ଆଉ ଗୋଷ୍ଠୀ କରିବାରେ ପ୍ରଧାନ ବାବୁ ଙ୍କ ତୁଳନା ନାହି , ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ କେନ୍ଦ୍ର ସହ ରାଜ୍ୟ ବିଜେପି ଧୂଳି ହବ ଲେଖିକି ରଖନ୍ତୁ
ଯିଏ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ରେ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ଗୋଟିଏ ବି ବିଧାନସଭା ଜିତାଇ ପାରିଲାନି.........
ମୋଦି ସମୟରେ ଓଡ଼ିଆ ବହୁତ୍ ଉଚ କ୍ଷେତ୍ର କୁ ଯାଇଛନ୍ତି ୟା ପୂର୍ବରୁ ଓଡ଼ିଆଙ୍କୁ କେହି ଜାଣୁ ନଥିଲେ modiki joy
ମୁକୁ ବାବୁଙ୍କ କାର୍ଯ୍ୟ ଦକ୍ଷତା ରେ ସନ୍ଦେହ ନାହିଁ କିନ୍ତୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ସଂଘୀୟ ବ୍ୟବସ୍ଥା ରେ ପକଡ ନାହିଁ।
ଶିକ୍ଷା କ୍ଷେତ୍ର ରେ କଣ ପରିବର୍ତନ କରିଛନ୍ତି ସେ। ଯାହା ଆଗରୁ ଚାଲିଥିଲା ଏବେ ବି ଚାଲିଛି।
@@Vinood900 Implement haba pai time lagiba , sie center ra education minister na ki state re .
State school au college state under re .
Bhuji pari thibe jaha kahili
@@omsahoo4370 I am here talking about Centre education Policy not about state
ସମାଜ ସୁଧାର କାର୍ଯ୍ୟ ପାଇଁ ମାନସିକତା ଥିବା ମଣିଷ ଟିଏ ଦେଶର ଦରକାର।
ଜୟ ଶ୍ରୀରାମ
ଯୋଗୀ ଅଦିତ୍ୟ ନାଥ
ମୋଦୀ ସରକାର ଅମଳରେ ଓଡ଼ିଶାକୁ ଅନେକ ବଡପଦବୀ ମିଳିଛୁ🎉ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଯୁକ୍ତ ହେବାକୁ ସମ୍ଭାବନା ରହିଛି❤ବିଜେପି ସରକାର ସମୟରେ କେନ୍ଦ୍ରରେ ଅଧିକ କେନ୍ଦ୍ରମନ୍ତ୍ରୀ ମଧ୍ୟ ମିଳିଛି🎉
ଧର୍ମେନ୍ଦ୍ର ପ୍ରଧାନ 🎉
ଜୟ ଜଗନ୍ନାଥ ।
ଦ୍ରୋପଦୀ ମୃମୁ ଭାରତ ର ରାଷ୍ଟ୍ରପତି ହେଲେ ଓଡ଼ିଶାର କଣ ଲାଭ ହୋଇଛି।କହିବେ,,,,,,
ମୋଦିଙ୍କ ହାତ କଣ୍ଢେଇ ହୋଇ ରହିଛନ୍ତି
Shivraj Singh Chouhan is the best choice
ବହୁତ ଭଲ ଗୋଟେ ଓଡ଼ିଆ ବିଜେପି ଅଧକ୍ଷ
ଏତେ ସବୁ ସତ୍ୱେ ଓଡ଼ିଶାର କଣ ଉନ୍ନତି ହୋଇଛି ? ଓଡ଼ିଆ ଆଜି ବି ବାଙ୍ଗାଲୁର , ହାଇଦ୍ରାବାଦ , ପୁନେ , ଚେନେଇ , କେରଳ , ସୁରତରେ ପେଟପାଟଣା ପାଇଁ ମୁଣ୍ଡ ଗୁଞ୍ଜିଚି । ସିଏ ଶିକ୍ଷିତ , ଅର୍ଦ୍ଧଶିକ୍ଷିତ, ଅଶିକ୍ଷିତ ଯେକେହି ବି ହେଉ । ନିଜ ପିଠିକୁ ନିଜେ ଥାପୁଡେଇ ତୁଚ୍ଛା ଆତ୍ମସନ୍ତୋଷ ଛଡା ଆଉ କିଛି ନୁହେଁ ।
No BJP govt were there in Odisha.Now you will see.So Nabin was responsible for backward ness
Brother, so many years have passed, have you ever thought, BJP has been in Gujarat for 35 years, in Orissa, you look at your own benefits, political parties will also look at their own benefits, right?
😂ଆପଣ ବୋଧେ ଦାଦନ ଫେରନ୍ତା ଟିଏ 😮
ମୁଁ bjp ର ବହୁତ ବଡ ପ୍ରଂଶଶଙ୍କ ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରାଗଲେ ସେ ବେପାର କରିଦେବେ ପାର୍ଟି କୁ
Kichi habani Dharmendra Pradhan Future of BJP
ସଂସାର ଖାଇଯିବ ଯେ ସେ , ଓଡ଼ିଶା ରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବ
@@tapasswain3231ଫ୍ୟୁଚର ନା ଭବିଷ୍ୟତ 😂
@@ppsahoo123ବିଜେଡି କୁ ପୁନର୍ବାର ଫେରିବାକୁ ପଥ ପରିଷ୍କାର କରିଦେଲେ ଏମାନେ....
ଠିକ୍ କହିଛନ୍ତି
ବିଜେପିର ପରବର୍ତ୍ତୀ ରାଷ୍ଟ୍ର
ଅଧକ୍ଷ ହେବା ଦରକାର
ଧର୍ମେନ୍ଦ୍ର ପ୍ରଧାନ କାରଣ
ଧର୍ମେନ୍ଦ୍ର ପ୍ରଧାନ ମିଛ
କହିବାରେ ଧୁରନ୍ଧର
Muku is not fit to be the President of BJP.
Yes atleast not now
ଆଜ୍ଞା ପ୍ରଣାମ ଏ କଥା ମୁଁ ଆଗରୁ ଜାଣିଛି
ଧର୍ମେନ୍ଦ୍ର ବାବୁ ଯଦି ରାଷ୍ଟ୍ରୀୟ ଅଧ୍ୟକ୍ଷ ହୁଅନ୍ତି ସବୁ ଜାଗାରେ ବିଜେପି ଦୁଇ ତିନି ଫାଳ ହୋଇପାରେ ମୋର ଆଶଙ୍କା କାରଣ ତାଙ୍କ ସହ ଅଧିକାଂଶ ନେତା ଙ୍କ ପଡେନି ତାହା ତାଙ୍କର ଭୁଲ ହେଉ କିମ୍ବା ନେତା ମାନଙ୍କ
ଚୋର ହାତରେ ଚାବିକାଠି ରହିଲେ ଚୋରି ଆଉ ହେବ ନାହିଁ।
Dharmendra Pradhan BJP president Kari mam Aparajita sadangi nku education minister karantu bhala heba
100 / right sir
ଠିକ୍ କହିଲେ
@gyandrapatra7719 😅😅😅😅😅
Aparajita next education minister
ଧର୍ମେନ୍ଦ୍ର ପ୍ରଧାନ ସଂଗଠନକୁ କେନ୍ଦ୍ରୀୟ ସ୍ଥରରେ ନେତୃତ୍ଵ ନେଲେ ଭାରତୀୟ ଜନତା ପାର୍ଟି ଅନେକ କ୍ଷତି ସହିବ ।ଜଣେ ଲୋକପ୍ରିୟ ନେତା ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଆବଶ୍ୟକ।
ସମସ୍ତ ଙ୍କୁ ସାଙ୍ଗ ରେ ନେଇ ରାଜନୀତି କରିବା ର ମାନସିକତା ଧର୍ମେନ୍ଦ୍ର ପ୍ରଧାନଙ୍କ ର ନାହିଁ ।ଏହା ସଂପୂର୍ଣ୍ଣ ସତ୍ୟ ।
ସବୁଆଡେ ଭାଗଭାଗ ହେଇଯିବ । ଓଡ଼ିଶାରେ କି ଖେଳ ଚାଲିଛି ଲୋକ ଦେଖୁଛନ୍ତି ।
Jay Shree Ram ❤❤❤
ଜୟ ଜଗନ୍ନାଥ ଜୟ ବିଜେପି 🙏🌹🌹🙏
Shivraj sing chauhan is better for BJP president
ସାର ପ୍ରଣାମ 🙏🌹
ଧର୍ମେନ୍ଦ୍ର ପ୍ରଧାନ।
ଲାଗୁଛି ବିଜେପି ର ସର୍ବନାଶ ର ସମୟ ପାଖେଇ ଆସିଲାନି।କିଏ କଣ ପଦବୀ ପାଇଲେ ଓଡିଶା ବାସୀକଂ ଭଲ କଣ ହେବ ।ଓଡିଶା ବାସୀକଂ ପାଇଂ କାମ କଣ ହେଉଛି କି?
ଜୟ ଶ୍ରୀ ଜଗନ୍ନାଥ 🙏🌹।
ଧର୍ମେନ୍ଦ୍ର ପ୍ରଧାନ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ , ଆବଶ୍ୟକ ପଡିଲେ ରାହୁଲ ଗାନ୍ଧୀ ଙ୍କ ସହିତ ହାତମିଲାଇ କେନ୍ଦ୍ରରେ ଶାସନ କରିପାରନ୍ତି।
😅😅😅😅
ଜୟ ଶ୍ରୀ ଜଗନ୍ନାଥ !
Jay Jagannath
Dharmendra Pradhan is not a mass leader, He is responsible for tarnishing BJP image in Odisha
କିନ୍ତୁ ପ୍ରକାଶ ମିଶ୍ରଙ୍କୁ ଚକ୍ରାନ୍ତ କରି CBI director କରେଇଦେଇ ନଥିକେ ପୂର୍ବ ରାଜ୍ୟ ସରକାର।
ଆଜିର ତର୍ଜମା ଶତ ପ୍ରତିଶତ ଠିକ।
We want a strong bjp national president....Sivraj singh chouhan
Best analices sir ji
Wel come
ସାର୍ ଆପଣ ମକୁ ଭାଇ କୁଂ ଉଚ୍ଚ କୁ ଉଠାଇ ପୁଣି ତଳେ କଚାଡି ଦେଉଛନ୍ତି ଯେ ସମସ୍ତ କୁଂ ସାଂଗ ରେ ନେଇ ପାରୁନାହାନ୍ତି ବୋଲି ଯାହା ସଂପୂର୍ଣ୍ଣ ମିଛ। ଧର୍ମେନ୍ଦ୍ର ପ୍ରଧାନ ଓଡିଶା ରାଜନୀତିର ଇତିହାସ ରେ ଯେଉଁ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଦିଲ୍ଲୀ ଦରବାରରେ ପୂର୍ବରୁ ଏହା କେହି କରିପାରିନାହାନ୍ତି ନିକଟ ଭବିଷ୍ଯତ ରେ ଓଡିଶା ରୁଏହାକୁ କେହି ଅତିକ୍ରମ କରିପାରିବେ ବୋଲି ଜଣା ପଡୁନି। କେନ୍ଦ୍ର ସରକାର ରେ ବଡ ଗୁରୁତ୍ବପୂର୍ଣ୍ଣ ପେଟ୍ରୋଲିୟମ,ଶିକ୍ଷ୍ୟା,ଇସ୍ପାତବିଭାଗ ହେଉ, ଅନ୍ୟ ଦୁଇ ବାହାର ରାଜ୍ଯ ବିହାର, ମଧ୍ଯ ପ୍ରଦେଶ ରୁ ରାଜ୍ଯ ସଭା କୁ ମନୋନୀତ ହେବା, କର୍ନାଟକ, ଉତ୍ତର ପ୍ରଦେଶ, ହରିୟଣା ରାଜ୍ଯ ର ନିର୍ବାଚନ ଦାୟିତ୍ୱ ନେଇ ଦଳକୁ ଜିତାଇବା ଏବଂ ଦଳିୟ ଉଚ୍ଚ ପଦପଦବୀ ରେ ରହି ନିଜର କାର୍ୟ୍ଯ କୁ ସଫଳତା ର ସହ ନିର୍ବାହ କରିବା ରେ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ବିରଳ ରେକର୍ଡ କରିଛନ୍ତି ଓଡିଶା ରୁ ପ୍ରତି ଓଡ଼ିଆ ଏଥି ରୁ ପ୍ରେରଣା ପାଉଛନ୍ତି ଆଗକୁ ବଢିବା ପାଇଁ। ନିସଂଦେହ, ଦଳ ମତ ନିର୍ବିଶେଷରେ ଧର୍ମେନ୍ଦ୍ର ପ୍ରଧାନ ଆମ ସମସ୍ତ କଂ ପାଇଁ ଏକ ପ୍ରେରଣା ର ଉସ୍ଚ।
Sri Shivraj Singh Chauhan is the fittest candidate to replace JPNadda as president of the BJP....👍👍
ସମସ୍ତ ଙ୍କୁ ନେଇ ସାଙ୍ଗରେ ଯିବା ଦକ୍ଷତା ନାହିଁ ମାନେ ସାଙ୍ଗଠନିକ ଦକ୍ଷତା ନାହିଁ
ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଦାୟିତ୍ବ ଦେଲେ BJP ର ଖରାପ ସମୟ ଆସିଗଲା ବୋଲି ଧରି ନିଅନ୍ତୁ
Dharmendra Pradhan Is Not Fit For The Post Of Party's National President
ସାଂଗଠନିକ ଦକ୍ଷତା ଅଛି
जो भी हो सकता है, लेकिन बीजेपी को कोई भी नुकसान नहीं आना चाहिए।
❤ଧର୍ମେନ୍ଦ୍ର ପ୍ରଧାନ ହୋଇ ପାରନ୍ତି ଭାରତୀୟ ଜନତା ପାର୍ଟିର ଆଗାମୀ ଅଧ୍ୟକ୍ଷ ଜୟ ଜଗନ୍ନାଥ
Jay jagannath ❤
ଆଜ୍ଞା, ମୋଦିଜୀଙ୍କ ଖରାପ ସମୟ ଆସିଗଲା, ଧର୍ମେନ୍ଦ୍ର ପ୍ରଧାନ ବିଜେପି ର ରାଷ୍ଟୀୟ ସଭାପତି ହେଲେ ଦେଶରେ ବିଜେପି ଆଉ ସତ୍ତାକୁ ଆସିବ ନାହିଁ, ଲେଖିକି ରଖନ୍ତୁ ।।
Tora bahut poduchi
Pandian hele vala heba
ହଜାରେ ଧର୍ମେନ୍ଦ୍ର ପ୍ରଧାନ ହେଲେ ବିଜେପିର ସଭାପତି ହେଇପାରିବ ନାହିଁ... ଲେଖିନିଅ
R.I.P Those of them people who are thinking Dharmendra Pradhan is a Normal Politician.
@@BenudharSahoo-q4xemti re b bjp asi nathanta 2029 re. Muku bhai gale help karibe. Odisha re naveen sange bhala relationship rakhi pandu against re kichi karei deu nahanti. Mohan bhai bichara fasigale.
ସାର ଓଡିଶା ମନ୍ତ୍ରୀ ମଣ୍ଡଳର ରିପୋର୍ଟ କାର୍ଡ ଓ ଏହାର ସମ୍ପସାରଣ ଉପରେ ଏକ ଅଧ୍ୟାୟ କରିବାକୁ ଅନୁରୋଧ
Thanks Modiji
First view🙏🙏🙏
ଦେଶର ଆଦିବାସୀ ପ୍ରଧାନ ମନ୍ତ୍ରୀ କେବେ ହେବେ
ମାଡାମ ଉଚ୍ଚ ଶିକ୍ଷାମନ୍ତ୍ରୀ ହୁଅନ୍ତୁ ମାତ୍ର ଧର୍ମେନ୍ଦ୍ର ବାବୁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ବିଜେପି ପାଈ ଆତ୍ମଘାତୀ ହେଵ
ଅସମ୍ଭବ
Beautiful, we want APARAJITA SADANGI, as CENTRE HIGHER EDUCATION MINISTER. JAY SHRI RAM🙏
JAY SHREE. JAGANNATH 🎉🎉🎉
BHUPENDRA YADAV PAKKA
କୋଇଲା ରୟାଲଟି ଉପରେ ସୁପ୍ରିମକୋର୍ଟଙ୍କ ବିଚାର ଆଉ ମୋଦିଙ୍କ ଭୂମିକା ଏବଂ ସେଥିରେ ଓଡ଼ିଶାର କେତେ ଲାଭ କେତେ କ୍ଷତି ଟିକେ ଚର୍ଚ୍ଚା କରନ୍ତୁ।
Murmu madam bahut bhala
NEET, NIT ଘୋଟଲା ପୁଣି ବଢିବ
ମୁକୁ ଭାଇ ହେଲେ ଓଡ଼ିଶା ବାସୀ ସମସ୍ତେ ଖୁସୀ ହେବେ।
ଓଡ଼ିଆ ଖୁସୀ ହେବେ କାରଣ ତାଙ୍କର ଓଡ଼ିଶା ପ୍ରତି ଅବଦାନ ରହିଛି
Omm Jay Jaganntha
ଓଡ଼ିଶା ରେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ସଭାପତି ହେଲେ ଓଡ଼ିଶା ଉନ୍ନତି ହେବ ।
ନବୀନ ବାବୁ। ଆଜ୍ଞା, ନମସ୍କାର। ମୁଁ ଯଦି ଠିକ ଭାବେ ଶୁଣିଥାଏ ତାହେଲେ ଆପଣ ବୋଧହୁଏ ଭୁଲ ବଶତଃ RBI ର Governer ଙ୍କ ନାଁ ଶଶୀକାନ୍ତ ଦାସ ଉଚ୍ଚାରଣ କଲେ । କିନ୍ତୁ ତାହା ଶକ୍ତିକାନ୍ତ ଦାସ ହେବ।
He is not capable.
JAI JAI SHREE JAGANNATH.
Hariyana 2024 only BJP
ମମତା ମହନ୍ତ ଭାରତୀୟ ଜନତା ଦଳ ର ଅଧକ୍ଷ ହୋଇପାରନ୍ତି।
ଜୟଜଗନ୍ନାଥ
Only Modiji gave a new touch to Odisha what so called other national and international leaders of Odisha hadn't thought. Thank you Modiji.
ଧର୍ମେନ୍ଦ୍ର ବାବୁ 100%.
କହିଁପେ ନିଶାନା କହିଁପେ ତୀରି |🙏
ସମାଜଦାର କୋ ଇସାରା କାଫି ହେ (ଏକଥା ଆପଣଂକୁ )🙏
Modiji ki Jindabad
Modiji ki Jindabad
Modiji ki Jindabad.
BHAARAT MAATAA KI JAY .
Sanjay Joshi or Vasundhara Raje.
Aparajita elligible for Minister of center.
ଧର୍ମେନ୍ଦର ପ୍ରଧାନ ନେକ୍ସଟ ଅଧକ୍ଷ
ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରାଧ୍ଯକ୍ଷ ହେବା ଓଡିଶା ପାଇଁ ଗୌରବ,କିନ୍ତୁ ଦଳର ଜାତୀୟ ଅଧ୍ଯକ୍ଷ ହେଲା ଭଳି ସବୁଦିଗରୁ ଓ ସବୁଦୃଷ୍ଟିରୁ ଗ୍ରହଣୀୟତାର ଅନେକ ଅଭାବ ଆଖିଆଗକୁ ଆସୁଛି। ଅନେକ କ୍ଷେତ୍ରରେ ସେ ବିବଦମାନ, ଗୋଷ୍ଠୀକନ୍ଦଳର ନାୟକ ତଥା ପ୍ରତିକ୍ରିୟାଶୀଳ !
ଏହା ବିଜେପିର ଓଡ଼ିଶାକୁ ଆଉ ଏକ ପୁରସ୍କାର I କିନ୍ତୁ ଧର୍ମେନ୍ଦ୍ର ବାବୁ ଯଦି ନିରପେକ୍ଷ ନିଷ୍ଠାର ସହ ସଂଗଠନ ଦାଇତ୍ଵ ତୁଲାଇ ପାରିବେ ତେବେ ତାଙ୍କର ଉଚ୍ଚତା ଆହୁରୀ ବଢ଼ିବ
Very well said.
ପ୍ରଣାମ ନେବେ ନବିନ୍ ବାବୁ,
ଆପଣ ନିର୍ଭି କ ଭାବରେ ସତ୍ଯ ର ପ୍ରତୀପାଦନ କରୁଥିବାରୁ ନିର୍ଭୟ ଗୁମର କଥାର ନାମ ସାର୍ଥକ ହେଉଛି।
ମୋ ନିଜସ୍ବ ମତ ଯେ ଯଦି ସଂବିଧାରେ କିଛି ପରିବର୍ତ୍ତନ ହୁଅନ୍ତା ନେତା, ମନ୍ତୀ ମାନଙ୍କ ର ସ୍ବଛାଚାରିତା କୁ କମେଇବା ପାଇଁ ଖୁବ୍ ଭଲ ହୁଅନ୍ତା , ନା ଆପଣ କ'ଣ କହୁଛନ୍ତି।
He is fit for Prime Minister.
ଆପଣଙ୍କର ବିଶ୍ଲେଷଣ ଚମତ୍କାର।ଟିକେ ସୁଲତା ଦେଓ ଙ୍କ ବିଷୟରେ ଆଲୋକପାତ କରନ୍ତୁ ଯିଏ ଖୁବ ଚିତ୍କାର କରୁଛନ୍ତି ଆଜିକାଲି
Okatless pandu maikina 😂😂 upre time loss Kari labha nahi .
Tanku kehi janti nahi , 3-4 year achi rajysabha re chodi haba ta pare Nisha mahrana bhalia buliba
କାହିଁକି ଏ ଦଲାଲ ନବିନ ଦାସ କଣ ଗୋଟିଏ ମହାତ୍ମା ତା ଚିତ୍କାର ତମକୁ ତମ ବାପା ଚିତ୍କାର ଭଳି ଲାଗୁଛି। ସୁଲତା ଚିତ୍କାର ତମ ଗଣ୍ଡିରେ ବାଜୁଛି
ଯିଏ ହେବେ ହୁଅନ୍ତୁ ........ ଭଲ କଥା
Sir very good and important information you share with us..Great news. & .Great acheivement for Odisha..We r feeling very Proud...regards ❤
❤❤❤❤❤
କହିଜାଣିଲେ କଥା ସୁନ୍ଦର, sir ଦୟାକରି କହିବେ କି ଦେବେନ୍ଦ୍ର ପ୍ରଧାନ -ଧର୍ମେନ୍ଦ୍ର ପ୍ରଧାନ ଭିତରେ ସମ୍ପର୍କ କଣ କାହିଁକି ଧର୍ମେନ୍ଦ୍ରଙ୍କୁ ସବୁ ପ୍ରକାର ସୁବିଧା ମିଳୁଛି... କାରଣ କଣ?
जबतक मोदी जी है तबतक बीजेपी को कोई नुकसान नहीं होगा।
ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଣ ଏତେ ଗାଇଲେ, ଭଲ ଲାଗିଲା । ଯାହା ଅଭାବ ଅଛି, ତାହା ଶିଖି ନେବେ ।
DHARMENDRA❤❤❤
Odisha power😊
ଏହା ତ ଅଭିନନ୍ଦନୀୟ । ଧର୍ମେନ୍ଦ୍ର ପ୍ରଧାନ ଭା ଜ ପା - ର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଭଲ ।
ଓଡ଼ିଆଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦରଦ ପାଇଁ ସମସ୍ତେ କୃତଜ୍ଞ ରହିବେ ।
ଆପଣଙ୍କ ଏପରି ଖବର ଉପରେ ଆଲୋଚନା କରୁଛନ୍ତି, ଯାହା ସୂଚାଇ ଦେଉଛି ଭାରତରେ ଏହା ବିଜପିର ଶେଷ ସରକାର | ବୋଧେ ନରେନ୍ଦ୍ର ମୋଦି ଚାହୁଁଛନ୍ତି, ବିଜେପି ଆଉ କେନ୍ଦ୍ର କିମ୍ବା ରାଜ୍ୟରେ ସରକାର ନଗଢୁ | ବୋଧେ ପ୍ରଧାନମନ୍ତ୍ରୀ ଙ୍କ ମତିଭ୍ରମ ହେଲାଣି, ନହେଲେ, ଆପଣଙ୍କ ମୁକୁ ଭାଇ ଭଳି ଜଣେ ଅପାରଗକୁ ବିଜେପିର ରାଷ୍ଟ୍ରାଧକ୍ଷ କାହିଙ୍କି କରନ୍ତେ!!! ସେ ପ୍ରଥମେ ଓଡ଼ିଶାର ମୋହନ ସରକାରକୁ ଖାଇ, ଏକ ପାଣ୍ଡିଆନ ପ୍ରେମୀ ସରକାରକୁ ଓଡିଶା ଶାସନ ଦେଇଦେଲେ ତାଙ୍କ ମନ ଆତ୍ମା ଶାନ୍ତି ହେବ | ଏମିତି ବି ସେ ପୁର୍ଣମାତ୍ରାରେ ରବର ଷ୍ଟାମ୍ପ ସଭାପତି ହେଇପାରନ୍ତି, ଯିଏକି କୌଣସି decision ନିଜେ ନେଇପାରିବେ ନାହିଁ |
ଯିଏ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ରେ ଜୟନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ଗୋଟିଏ ବି ବିଧାନସଭା ଜିତାଇ ପାରିଲାନି.......
Odisha ru kehi kebe national label neta nathile dharmendra Pradhan continue modi ra close loka .tamamanka kan pain poduchi bhai bujhi hauni..
@@sribastabapanigrahi9009 ସତ୍ୟର ସୈାଦାଗର ବିଜେପି ର ଜଣେ ଟାଣୁଆ ଲିଡର୍ ଖାରବେଳ ସ୍ବାଇଁ... ଜାତୀୟ ନେତା ଭାବେ ଲୋକସଭାରେ ତାଙ୍କର Track Record ଦେଖନ୍ତୁ... କାହିଁକି ତାଙ୍କୁ କୋଣଠେସା କରି ରଖାଯାଇଥିଲା..?
Dharmendra Pradhan Jai shriram
ବହୁତ ଭଲ ହବ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ ❤❤❤
ଧର୍ମେନ୍ଦ୍ର ପ୍ରଧାନ ବିଜେପି ରାଷ୍ଟ୍ରଧକ୍ଷ ହେଲେ ସ୍ୱାଗତଯୋଗ୍ୟ
ବିଜେପି ପ୍ରବକ୍ତା