Mr Mohan Charan Majhi, Chief Minister of Odisha nkara Sagasa, Shakti / Dampauni BJD Party Ministry Period re Heithiba Maha Maha Durniti ,Serious Financial Irregularities in Thousand and Thousand Crores, Chitfund Scams , Bhrastachara, Kalenkari etc. Upare Kaunasi Action Neba Paien .
Jay Jagannath🙏 Jay Nila Madhab 🙏Omm🕉️ Jay BJP🙏 Jay Modi ji🙏 Jay Yogi ji🙏BJD and CONGRESS free Odisha in next 5 years democracy festival SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR .
Sir Congratulations to you for "Utkal Sambadika Ratna award 2024". I wish you a very bright future. Hope you to continue analysing present political scenario & bringing the hidden news to public.
ନବୀନ ସରକାରର କରିଥିବା ସାଂଘାତିକ ଦୁର୍ନୀତି ସବୁକୁ ଯେହେତୁ ମୋହନ ସରକାର ଖୋଳତାଡ଼ ନକରି ଘଣ୍ଟ ଘୋଡାଉଛନ୍ତି,ତେଣୁ BJD ସରକାର ଦିବାସ୍ୱପ୍ନ ଦେଖୁଛନ୍ତି।ହୁଏତ ଏହି ଦିବା ସ୍ୱପ୍ନ ସତ୍ୟ ରେ ପରିଣତ ହୋଇପାରେ।
ବିଜେପିର ଦୁର୍ବଳ କାର୍ଯାନୁଷ୍ଠାନ ଲାଗି ବିଜେଡି ଏମିତି ସପ୍ମ ଦେଖୁଛି। ନିର୍ବାଚନ ବେଳେ ବିଜେପିର ସବୁ ନେତା କ୍ଷମତାକୁ ଆସିଲେ ଖଣି, ଚିଟଫଣ୍ଡ, ଜଗନ୍ନାଥ କରିଡର, ଆଦି ସବୁ ଦୁର୍ନୀତିର ତଦନ୍ତ କଥା କହି ଏବେ ପାଣ୍ଡିଆନ ସହ ଭିତରି ବୁଝାମଣା ସାରା ରାଜ୍ଯବାସୀ ବ୍ଯଥିତ କରିଛି। ଏବେ ଭିତିରି ପାଣ୍ଡିଆନ ଧର୍ମେନ୍ଦ୍ର ଶାସନ ଚାଲିଛି, ବୋଲି କିଛି ମତ ପ୍ରକାଶ ପାଇଛି।
ବିଲକୁଲ ଠିକ୍ କଥା କହିଛନ୍ତି ଆପଣ
କ୍ଷମତା ହରାଇଲା ପରେ ବିଜୁ ଜନତା ଦଳ ବିକଳରେ ବାଉଳି ଚାଉଳି ହେଉଛି କାରଣ ଦୀର୍ଘ ୨୪ ବର୍ଷ ଶାସନର ନିଶା ଏମାନଙ୍କୁ ଘାରିଛି। ତେଣୁ ଏ ଅବସ୍ଥା। ମେରୁଦଣ୍ଡ ବିହୀନ କଂଗ୍ରେସ ସହିତ ଭିତିରିଆ ବୁଝାମଣାର ପ୍ରଚେଷ୍ଟା, ଯଦି ସତ ହୋଇଥାଏ ତାହେଲେ ଓଡ଼ିଶାରେ ବିଜେଡି ତାର ଶେଷ ନିଶ୍ୱାସ ନେଉଛି ବୋଲି ବୁଝିବାକୁ ପଡିବ।
BJD ୨୪ବର୍ଷ କ୍ଷମତା ରେ ରହି ରହି କ୍ଷମତା କୁ ଭୁଲି ପାରୁ ନାହାଁନ୍ତି। ଏକଥା ଲୋକମାନେ ବୁଝିଛନ୍ତି।
Shame less idea.
ଜଣେ ସାଧାରଣ ବ୍ୟକ୍ତି, ଷାଠିଏ ବର୍ଷ ହେଲା ପରେ ,ଆଉ ଅଧିକ ଆଶା କିମ୍ବା ଲୋଭ କରେ ନାହିଁ ତା ସଂସାର ପାଇଁ , କିନ୍ତୁ ଓଡ଼ିଶାରେ ଦୀର୍ଘ ଚବିଶ ବର୍ଷ ନବୀନ ପଟ୍ଟନାୟକ ଶାସନ,ଓ କ୍ଷମତାରେ ରହି ,ଦୁର୍ନୀତି କରି ଖଣି,ପାଣି ,ଜମି,ଜଙ୍ଗଲ ଓ ବାଲି ଖାଇଗଲେ, ତଥାପି ଏତେ ଲୋଭ କାହିଁକି ,ନିହାତି ବିଶ୍ରାମ ନେଇଯିବା ଆବଶ୍ୟକ ।
Sei same katha ta Narendra Modi lagi b kuhantu....
Hmm pandian thila boli odia asmita katha uthila Abe Jo modi saha bhali gujurati odisha re Raaz karuchanti taku kaun kahibe
ଦୁଇ ହଜାର ଅଣତିରିଶି ପୂର୍ବରୁ ବିଧାନସଭା ନିର୍ବାଚନ ହେବାର ନାହିଁ / ନବୀନ ବାବୁ ସୁସ୍ଥ ଓ ଜୀବିତଥିଲେ କଂଗ୍ରେସ ସହ ମିଶିକରି ସେ ବେଳାରେ କିଛି ହୋଇପାରେ /ତୃଣମୂଳ ସ୍ତରରେ କର୍ମୀମାନେ ଦଳ ନଛାଡ଼ିବେ ଓ ଦଳୀୟ ବିଧାୟକମାନେ ବିଭାଜିତ ହେବା ସହିତ ଶଙ୍ଖ ଚି଼ହ୍ନ ନନେଇଯିବେ ସେଥିପାଇଁ ଏ ପ୍ରକାର ଡ୍ରାମାବାଜି /
ଜିବନ ଥିବା ଯାଏ ଆଉଥରେ ବଡ଼ ହେବାର ସ୍ବପ୍ନ ଦେଖେ ସେଇଭଳି ବିଜୁ ପଟ୍ଟନାୟକ ଦଳ ନିଶ୍ଚିନ୍ନ ନହେଲା ଯାଏ ସ୍ଵପ୍ନ ଦେଖିବା ସ୍ବଭାବିକ ଼
ଜୟ ଶ୍ରୀ ଜଗନ୍ନାଥ 🙏
ଗାଦି ରୁ ଥରେ
ଗଲେ ଓହ୍ଲେଇ,
ମାଛି ଟିଏ ପଛେ
ଯିବନି ଧାଇଁ
ଧନ୍ୟ ଏ ମଣିଷ
ଧନ୍ୟ ତାରଲୋଭ
ଛାଡିକି ପାରୁଛି
ରାଜଗାଦି ମୋହ......???????
ଯେହେତୁ ବିଜେଡି ଦଳରେ କାର୍ଯ୍ଯ କିଛି ନାହିଁ ସେମାନେ ଦିବା ସ୍ୱପ୍ନର ଆଶ୍ରୟ ନେଇଛନ୍ତି।
ଓଡ଼ିଶାର ସାଧାରଣ ଲୋକେ ଯେତେବେଳେ। ଜାଣିଗଲେ ନବୀନ ବାବୁ। ଅମଲାକୁ ଓ ପାଣିଆନକୁ। ଛାଡି। ପାରିବେ ନାହିଁ ,ଏ କେବଳ ଦଳକୁ ଜାବୁଡ଼ି ଧରିବାର ଏକ ପ୍ରୟାସ ।
କ୍ଷମତା ଲୋଭୀ ନବୀନ୍ ପଟନାୟକ ବିନା କ୍ଷମତା ରେ ରହି ପାରିବ ନାହିଁ,
ସେ ରାଜନୀତି କୁ ଆସିବା ଦିନ ଠାରୁ କ୍ଷମତା ରେ ରହିଥିଲା.
କିନ୍ତୁ ସେ ଭୁଲି ଯାଉଛି ଓଡିଶା ରେ ଏବେ ବିଜେପି ସରକାର ଅଛି.
ଲୋକେ ଯଦି ଚାହିଁଲେ ତେବେ ନବୀନ ସହ ବିଜେଡି ର ସମସ୍ତଙ୍କ ବିଧାୟକ ଇସ୍ତଫା ଦେଇ ଉପନିର୍ବାଚନ ର ସମ୍ମୁଖୀନ ହୁଅନ୍ତୁ.
ଏମିତି ଦେଶୀ ମାଲ୍ ମାରି ସରକାର କରିବା ସ୍ଵପ୍ନ କେବଳ କିଛି ମାନସିକ ବିକୃତି ହୋଇଥିବ ଲୋକ ଦେଖି ପାରିବ
Sei same katha ta Narendra Modi ku b kuha ..... Tebr Jai Jana padiba ki typ loka apana
Sir
ମରଣ କାଳେ ବିପରିତ ବୁଧ୍ଧୀ .ବିଜେଡି ରହିଲେ ହେଲା !
ଆପଣଙ୍କ ଅନୁମାନ୍ ସମ୍ପୂର୍ଣ୍ଣ ସତ୍ୟ ଆଜ୍ଞା 💖🙏💖
ବିଜୁଜନତା ଦଳ ଏବେ ପାଗଳ ହେଇଗଲାଣି
ସତ କହିବାକୁ ଗଲେ ,ବିଜେଡି ଦଳ ,ଅର୍ଥାତ୍ ନବିନ ପଟନାୟକ ଏତେ ଅହଂକାରୀ ଯେ ,ସେ ଅନ୍ୟର ଶାସନକୁ ଦେଖି ସହି ପାରୁନି ,,ରବି ଦାସ ବାବୁ ,ଆପଣ ଏବେ କହନ୍ତୁ ଯେ ନବିନ ସତରେ ଶାନ୍ତ ସରଳ ନା ଅହଂକାରୀ ମଣିଷ । ଆଛା ନବିନ ବାବୁ ଓଡ଼ିଶା ଗାଦୀ କୁ ଏତେ ଲୋଭ କାହିଁକି ???? ଶାସନ ତ କରି ପାରୁନି ,ଗାଦୀରେ ବସିଲେ କି ଲାଭ ?? ସବୂଠୁ ବଡ଼ ବୋକା ଚୋଦା ହେଉଛି ନବିନ ପଟନାୟକ ।
ନବୀନ ବାବୁ ତାଙ୍କର ଶେଷ ନିଃଶ୍ବାସ କେଉଁଦିନ ତ୍ଯାଗ କରିବେ,ସେ ବିଷୟରେ ଚିନ୍ତା କରବା ଉକିତ୍।
Budha tik thakura ka nama nanei khali rajniti pachhare dhauchi mariba jae
ଏ ସବୁ ଦେଖି ମୋ ଜେଜେ ବାପାଙ୍କ କଥା
ମନ ପଡ଼ିଲା।
ପାନ ଗୁଆ ଖଇର ଗୁଆକ।ଟି
ଭଲ ବ୍ୟବସାୟ ରାଜନୀତି
Jay Jagannath ସମସ୍ତଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।
ପ୍ରଥମେ ରୋହିତ ପୁଜାରୀ ଯୁବ କଂଗ୍ରେସର ମୁଖ୍ୟ ବିଜେଡି କୁ ଆସିଲେ। ପରେ ପରେ ବିରୋଧୀ ଦଳ ନେତା ଭୁପିନ୍ଦର ସିଂ। ପରେ ପରେ ଜଣଙ୍କ ପରେ ଜଣଙ୍କୁ ଆଣିଥିଲେ। ଶେଷରେ ସବୁ ଠାରୁ ଧନୀ ନବ ଦାସଙ୍କୁ ଆଣିଲେ। ନବୀନ ବାବୁ ଙ୍କ ଭାଷାରେ ନବବାବୁ ବିଜେଡି ଦଳର ସମ୍ପତ୍ତି (Assets). ଶେଷରେ ତାଙ୍କ ସରକାର ଙ୍କ ପୋଲିସ ତାଙ୍କୁ ମାରିଲା। ଜୟ ଜଗନ୍ନାଥ ସ୍ବାମୀ 🙏
Kintu 2029 re centre re congress asiba ta nischaya
Bjd ଜନମତକୁ ସମ୍ମାନ ଦେବା ଟିକେ ଶିଖୁ ଓଡିଶା ର ଲୋକେ ତାଙ୍କୁ ବିରୋଧୀଦଳର ଆସନ ଦେଇଛନ୍ତି ଜନମତକୁ ସମ୍ମାନ ଦେବା ଦରକାର କ୍ଷମତା ବିନା ପାଗଳ ପରି ନହେଉ ଏବେ ନିର୍ବାଚନ ହେବାରନାହିଁକି bjd ଜିତିବାରନାହିଁ ଏ ପାଗଳର ପ୍ରଳାପ ନୁହେଁ ତ ଆଉ କଣ?
ବିଜେଡିର ସ୍ବପ୍ନ ଦେଖିବା ପାଇଁ କେନ୍ଦ୍ର ବିଜେପି ନେତାମାନେ ଦାୟୀ, ଯଦି ମୋହନ୍ ସରକାର୍ ଏ ଯାଏଁ ନବିନ୍ ଓ ପାଣ୍ଡିଆନ୍ କୁ ଜେଲ୍ ପଠେଇ ଦେଇଥାନ୍ତେ ବିଜେଡି ନେତାମାନେ ଏମିତି ସ୍ବପ୍ନ ଦେଖୁ ନା ଥାନ୍ତେ।
ନବୀନ ତମ ଘରେ ପଶିଥିଲା କି ?
@BibhutiDalei-hz7xs କଣ ବାଧିଲା କି ମୋ ଘରେ କାହିଁକି ପଶିବ ପାଣ୍ଡିଆନ୍ ମାଧ୍ୟମରେ ଓଡ଼ିଶା ସାରା ଲୁଟିଛି।
@@BibhutiDalei-hz7xs ନବିନ୍ କୁ ଜେଲ୍ ପଠେଇବା କଥା ଶୁଣି ଟିକେ ବାଧିଲା ବୋଧହୁଏ ହଇବୋ ନବିନ୍ ଚାଲିପାରୁନି to ଘରେ କି ଆଉ କା ଘରେ ପଶିବ ପାଣ୍ଡିଆନ୍ ମାଧ୍ୟମରେ ସାରା ଓଡିଶା ଲୁଟିଛି ବୁଝିଲୁ।
ବିନା କ୍ଷମତାରେ ଖଣ୍ଟ
ହୁଅନ୍ତି ଯା ଛଟପଟ😢
ବାଜୁ ସି ବି ଆଇ ଛାଟ
ଆହୁରି ଦେଖିବା ନାଟ
ଶୁଣ୍ଢୀ ସରାବୀର ସଙ୍ଗ
ସାପକୁ ଗିଳିବ ବେଙ୍ଗ
😢😢
ପ୍ରମିଲା ମଲ୍ଲିକ ବି ଦିନ ବେଲା ସ୍ୱପ୍ନ ଦେଖୁଛନ୍ତି ।
ନମସ୍କାର 🙏ନବୀନ ଦାସ ବାବୁ ଆପଣଙ୍କ ଆଜିର ବିସ୍ଲେସଣ ଏତେ ଉଚ୍ଚକୋଟିର ହେଇଛି ଯିଏ ଭିତିରି କଥାକୁ ବୁଝିବ ସେ ହସି 😁ହସି 😁 ବେଦମ ହେବ
24 ବର୍ଷର ଅପ୍ରତିଦ୍ବନ୍ଦି ବିଶ୍ୱସ୍ତରୀୟ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଆଜି
ରାହୁଲ ର ପାଦ ତଳେ ଶରଣ ପସୁଛି ! ଅତି ହାସ୍ୟାସ୍ପଦ କଥା କହୁଛନ୍ତି ବିଜେଡି ନେତାମାନେ !
ଚବିଶ ବର୍ଷ ମହୁ ଫେଣା ରେ ମୁଁହ ଲାଗି ଥିଲା
ରାହୁଲ ଗାନ୍ଧିଙ୍କ ସ୍ଥିତି ଟଳମଳ ହେଉଛି, ସେ ପୁଣି ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଦେଇ ସରକାର ଗଢିବେ, ଏହା ପାଗଳର ପ୍ରଳାପ ନୁହେତ ଆଉ କଣ !
ସାର ପ୍ରଣାମ 🙏🌹
ବିରୋଧୀ ଦଳ ର ଭୂମିକା ବହୁତ୍ ଗୁରୁତ୍ୱପୂର୍ଣ୍ଣ। ଏମିତି ହେଲେ ଦଳ ଲୋପ ପାଇ ଯିବାର ସମ୍ଭାବାନ
୨୦୨୯ ଯାଏ ବିଜେପି ରହିବ। କିନ୍ତୁ ପାଣ୍ଡୁ ନବୀନ ଯୋଡ଼ି ସହ କ୍ରୀତଦାସ ମାନଙ୍କୁ ଧରିବାକୁ ଡବଲ ଇଞ୍ଜିନ ସରକାର ବଳ ଗୋଟେଇ ପାରୁନି କାହିଁକି ଲୋକଙ୍କୁ ଆପଣ ବୁଝାଇ ଦେବେ କି?
BJD ଦଳ ଭାଙ୍ଗି ଗଲାଣି, ଆଉ ରହିବା ସମ୍ଭବ ନଥିବାରୁ ବିଜେଡି ରେ ଥିବା ଦଳୀୟ କର୍ମଚାରୀ ମାନେ ପାଗଳ ହେଇ ଗଲେଣି ❤
ଆଜ୍ଞା ପ୍ରଣାମ
ବିଜୁ ଜନତା ଦଳ ଚକ୍ରାନ୍ତ ରୁ ଆରମ୍ଭ ସେଇ ଚକ୍ରାନ୍ତ ରେ ଶେଷ ହୋଇଯିବ ଯେତେବେଳେ ଚାରିଟା ରାଜ୍ୟସଭା କି ତିନିଟା ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉ ବିଜେଡ଼ି ରୁ କେତେ କ୍ରସ୍ ଭୋଟ ଦେବେ ନବୀନ ବାବୁ ଙ୍କ ହୋସ ଉଡ଼ିଯିବ ଆଜ୍ଞା
ନେତାମାନେ ରାଜନୀତିକୁ ନେଇ କ୍ଷମତା ଓ ବେପାର କଲେଣି ,ଓଡ଼ିଶା ବାସୀ ଏହାକୁ ଗ୍ରହଣ କରି ପାରିବେ ତ ?
ସରକାର କୁ ଅନୁରୋଧ ଏହି ବିଜେଡି ଡକାୟତ ମାନଙ୍କୁ ତ ଜେଲ ପଠାଇ ପାରିଲ ନାହିଁ, କିନ୍ତୁ ବିଜେଡି କୁକୁର ମାନେ ପାଗଳ ହୋଇ ଯାଇଛନ୍ତି, ଏମାନଙ୍କୁ କମ୍ ସେ କମ୍ ପାଗଳ ଖାନା ରାଂଚି ପଠାନ୍ତୁ
ଆଞ୍ଜା ଏ ଲୋକଟା ଭାରି ବେଇମାନୀ, ଯେଉଁଠି ଖାଏ ବା ସମ୍ପତ୍ତି ବଢ଼ାଇବା ପାଇଁ ସାହାଯ୍ୟ ପାଇଥାଏ ଆଗେ ସେଇଠି ମଇଳା ଫେରେ, ଆପଣ ତାଙ୍କର ଇତିହାସ ବହୁତ ଜାଣିଥିବେ, ସବିଆଇ ଖଣ୍ଡା ବି ଝୁଲୁଛି, ମହାକାଳପଡ଼ା ରେ ୧୫ ଧରି କିପରି ଜିତିଛନ୍ତି ସମସ୍ତେ ଜାଣନ୍ତି ଲୁଟି ଛନ୍ତି ବହୁତ, ଗାଁ ଗାଁ ରେ ପାଣି ଟୋପାଏ ନାହିଁ , ଆପଣ ଙ୍କୁ ବିନମ୍ର ଅନୁରୋଧ କିଭଳି ବିକାଶ ହୋଇଛି ଦେଖିବେ,୧୪ପୁରୁଷ ଆଉ ଜିତିବେ ନାହିଁ 👌🙏
ବିଜେଡି ଯେପରି ଦୁର୍ନିତି କରିଛି ,ସେଇ ଭୟ ଘାରିଛି ନବିନକୁ ।ତେଣୁ କଂଗ୍ରେସ ସହିତ କରିବେ ମେଳି ,ତାପରେ ୭/୮ ମାସରେ ବିଜେଡି ଫେରିଯିବ ଘରକୁ ।
ଜନମତ କୁ ଯିଏ ସମ୍ମାନ ଦେଇ ପାରେନା ସିଏ ଔଷଧ ବିକଲରେ ତାଟିଆ କାମୁଡିବା ଭଲି।
ବିଜେପି ସରକାର ବିଗତ ୫ ମାସ ମଧ୍ୟରେ ସୁଭଦ୍ରା ଟଙ୍କା ଦୁଇ ପର୍ଯ୍ୟାୟ ବାଣ୍ଟିବା ବ୍ୟତୀତ ଆଉ କିଛି କାର୍ଯ୍ୟ କରିଛନ୍ତି କି? ଗତ ସରକାରର ଦୁର୍ନୀତି ନାରା ଦେଇ କ୍ଷମତାକୁ ଆସିଲେ ହେଲେ କୌଣସି ଦୁର୍ନୀତିର ତଦନ୍ତ ନ କରିବାର କାରଣ ଆପଣ କହିବେ କି?
☀️ Absolutely Correct 💯 your talking. Very Very Thanks Sir.. 👍💐💐
@RanjanBehera-ge1kf ଅନ୍ୟବାଦ ।
Bhai wait kara sabu haba 5yr bhitare jadi nakaribe tapare kahile haba
ରାଜନୀତି ରେ ସବୁ ସମ୍ଭବ 🙏🙏
ଚବିଶ ବର୍ଷ ଶାସନ କଲେ ଯେ ଓଡ଼ିଶାରେ କିଛିବି କରିନାହିଁନ୍ତି ବିଜେଡି କୁ ଆଉ ଭୋଟ ନାହିଁ
କଂଗ୍ରେସ ଦଳ ଏପର୍ଯ୍ୟନ୍ତ ରାଜ୍ୟ ମୁଖିଆ ସ୍ଥିର କରିପାରୁନି। ଅତନୁ କାହା ସହିତ ଆଲୋଚନା କରି କଂଗ୍ରେସର ୧୪ ବିଧାୟକ ଙ୍କ ସହଯୋଗ ରେ ନବୀନ କୁ ମୁଖ୍ୟମନ୍ତ୍ରୀ କରିବାକୁ ସ୍ବପ୍ନ ଦେଖୁଛନ୍ତି ? ଏହା କ'ଣ ବିଜୁବାବୁଙ୍କ ଅଧୁରା ସ୍ବପ୍ନ ? ସମ୍ପୂର୍ଣ୍ଣ ଭାବେ ବିଜେଡି ଦଳର ନେତାମାନେ ଇସ୍ତଫା ଦେଇ କଂଗ୍ରେସ ଦଳରେ ମିଶିଗଲେ ବରଂ ଭଲ ହୁଅନ୍ତା।
ବଡ଼ ଭାଇ ତ ଉପରେ ବସିଛି ସେ କଣ ସହଜରେ ସାନ ଭାଇ ହାତରୁ କ୍ଷମତା ଅନ୍ୟ ଜଣେ ଛଡ଼ାଇ ନେଇ ପାରିବ !!
ଏପରି ଶୁଣିବାକୁ ପଡୁଛି ମୋହନ ସରକାରଙ୍କ ଦୁର୍ବଳ କାର୍ଯ୍ୟାନୁଷ୍ଠାନ ପାଇଁ, ଡ଼େରି ନକରି 24 ବର୍ଷର ଦୁର୍ନୀତିଗ୍ରସ୍ତମାନଙ୍କୁ ଭିତରକୁ ପେଲିବା ଜରୁରୀ ଆବଶ୍ୟକ.
ଆଜ୍ଞା ଆପଣଙ୍କ ବିସ୍ଲେସଣ 100% accurate 🙏
BJD ର ଯୋଉ ନେତା ମାନେ ଏଭଳି ଷ୍ଟେଟମେଣ୍ଟ ଦେଉଛନ୍ତି ସେମାନଙ୍କର ଭାରତୀୟ ସମ୍ବିଧାନ ବିଷୟରେ ଧାରଣା ନାହିଁ. ଆଜି ଯାଏ ସେମାନେ ବଡ ନେତା ରୂପେ ଗଣା ହେଉଥିଲେ. ତାଙ୍କର ମନ୍ତବ୍ୟ ନିଜର ପରିଚୟ ଲୋକମାନେ ଜାଣିଗଲେ.
କିଏ ଶୋଇକି ସ୍ଵପ୍ନ ଦେଖିଥାନ୍ତି କିନ୍ତୁ ଏମାନେ ସମସ୍ତେ ଚେଇଁକି ସ୍ଵପ୍ନ ଦେଖୁଛନ୍ତ ଯେପରି ଏମାନଙ୍କୁ ପାଗଳା କୁକୁର କାମୁଡିଲା ପରି ମନେ ହେଉଛି
ବିଜୁ ଜନତା ଦଳର ସମର୍ଥକ ଓ ସାଧାରଣ କର୍ମୀ ଏ ପ୍ରସ୍ତାବରେ ରାଜି ତ?ଆମ୍ଭେ ମାନେ ରାଜି ନୁହଁ.
ଓଡ଼ିଶାର ଜାନ ତୋମେ କଙ୍ଗ୍ରେସର ସାନ ହେ ନବୀନ ବାବୁ ଆମେ ତମୋ ଫ୍ୟାନ 😂😂😂😂😂😂😂😂😂😂😂😂😂😂😂😂
ସାର୍ , ନମସ୍କାର । ଇଏ ବିଜେପି କୁ କୁଛତ୍ର ସମାଲୋଚନା କରନ୍ତୁ , ହୁଏତ ଟିକେ ବାଟକୁ ଆସି ପଞ୍ଚାୟତ ନିର୍ବାଚନ ରେ ଭଲ କରିବେ ।
Bjp harega ham 15 shall kam kiya vote diya kya paya
ଆଜ୍ଞା ଏବେ ବିଜେଡି ର ଜନସମ୍ପର୍କ ଯାତ୍ରା ଚାଲିଚି। ବିଜେଡି କର୍ମୀମାନେ ଆଉ ଏ ଯାତ୍ରା କୁ ଆସିବାକୁ ଚାହୁଁ ନାହାନ୍ତି। ତାଙ୍କୁ ଭଣ୍ଡେଇକି ଯାତ୍ରା ରେ ସାମିଲ କରିବା ପାଇଁ ଏ ମିଛ କଥା କହୁଛନ୍ତି କି ଆମେ ଏବେ ସରକାର କରିଦବୁ। ଅତନୁ ସବ୍ୟସାଚୀ ଜାଣିଛନ୍ତି କିଛି ହବନି କିନ୍ତୁ କଣ କରିବେ ଏମିତି ମିଛକହି ଲୋକଙ୍କୁ ଭଣ୍ଡେଇବାକୁ ଚାହୁଁଛନ୍ତି।
Nabin BJD struggling for survival n identity. ନବୀନ ହିଞ୍ଜଡ଼ା ବୋଧେ ଲୋକଙ୍କ ପାଖକୁ ନ ଯାଇ ତଥାକଥିତ ବିରୁଦ୍ଧ କଂଗ୍ରେସ ପାଖ କୁ ଯାଉଛି. Bjd will be finished completely.
ମୋହନ ବାବୁଙ୍କ ଶାସନ କରିବା ଅଭିଜ୍ଞତା ନଥାଇ ଚାପରେ ବାଉଳି ହେଉଥିଲା ବେଳେ ନବୀନ ବାବୁ ପ୍ରତିଦିନ ସ୍ବପ୍ନ ଦେଖୁଛନ୍ତି, ଠିକ ଅଛି ମୋହନ ବାବୁ ପୁରା ଶକ୍ତ ହେଇଯାନ୍ତୁ, ତାପରେ ନବୀନବାବୁ ସ୍ବପ୍ନ ନଦେଖିଲେ ଚଳିବ l ଏବେ ନବୀନଙ୍କ ସ୍ବପ୍ନ ମୋହନଙ୍କୁ ସହାୟକ ହେଉଛି l
ଯେମିତି ମୋଦୀ tdp ଓ ନୀତିଶ ସହ ସେମିତି ଏଇଠି ବି ହେଇପାରେ??? ରାଜନୀତି ରେ ସବୁ ସମ୍ଭବ। ବାକି ବିଜେପି ଏକ ହେଲେ କିଛି ହେବନି, କିନ୍ତୁ ବିଜେପି ଭିତରେ ସେମିତି ନାହିଁ। ଏଇଟା ବିଜେପି ଜାଣିବା କଥା।
ରାହୁଲ କୁ ଗଲେବି କଂଗ୍ରେସ ବି ମୁଖ୍ୟମନ୍ତ୍ରୀ ପଦ ଛାଡିବ ନାହିଁ
ଦେବାଶିଷ ବାବୁ ଠିକ କହିଥିଲେ। ଖସିଗଲା ଗୋଡ ତଳକୁ ତଳକୁ। BJD ଦଳ ର ଅବସ୍ଥାଏମିତି।
ଦୁର୍ନୀତିଗ୍ରସ୍ଥ ଲୁଟେରା ବିଜୁ ଜନତା ଦଳ ନେତା ମାନଙ୍କ ଆମଦାନୀ ବନ୍ଦ୍ ହେଇ ଯିବାରୁ ସେମାନେ ପାଗଳର ପ୍ରଳାପ କରୁଛନ୍ତି ଆଜ୍ଞା, ସୁଲତା ଦେଓ ଜଣେ ଅତୃପ୍ତ ଆତ୍ମା, ତାଙ୍କ ପ୍ରେମିକ ମାନଙ୍କ ସହିତ ରାତ୍ରି ଜାପନ କରି ପାରୁ ନାହାନ୍ତି ବୋଲି ସେ ପାଗଳୀ ହେଇ ଗଲେଣି 👌👌
Thanks good analysis
ଖାଇବା ପୁଅ ରଙ୍କ ସେହିଭଳି ବିଜେଡି ଦଳର ନେତାମାନେ ପାଗଳ ହୋଇଗଲେଣି
ବିଜେଡି ନେତା ମାନେ ବନ୍ଧା ହେବା ବେଳ ଆସୁଛି, ତେଣୁ ପାଗଳ ମାନେ ପ୍ରଳାପ କରୁଛନ୍ତି
Mr Mohan Charan Majhi, Chief Minister of Odisha nkara Sagasa, Shakti / Dampauni BJD Party Ministry Period re Heithiba Maha Maha Durniti ,Serious Financial Irregularities in Thousand and Thousand Crores, Chitfund Scams , Bhrastachara, Kalenkari etc. Upare Kaunasi Action Neba Paien .
ଏ ପାଇଁ Cong ସଭାପତି ବଛୁନାହି। ନବୀନ ବାବୁ Cong ସଭାପତି ହେବେ।
ବିଜେଡି ସରକାର ଓଡ଼ିଶା ରେ ଥିଲାବେଳେ ବିଜେଡି ନେତାଙ୍କ ମୁହଁ ରେ ତୁଣ୍ଡି ବନ୍ଧା ଥିଲା ?
ଏବେ ପାଳ ପକେଇ ଉଚ୍ଚ ହେଉଛନ୍ତି । ସରକାର ଗଢିବେ କ,ଣ ଓଡ଼ିଶା କୁ ଲୁଟି ଖାଇବାକୁ ? ୨୪ ବର୍ଷ ଲୁଟି ଖାଇ ପେଟ ପୁରିନି ?
ଜଗନ୍ନାଥ ଅଛନ୍ତି ।
ଭାଇ ଓଡିଶା ରେ କେବଳ 3 ଟି ଦଳ। ଗୋଟିଏ ଧ୍ବଂସ ହୋଇ ସାରିଛି କହୀଲେ ଅତ୍ଯୁକ୍ତି ହେବନାହିଁ ଆଉ ଗୋଟାଏ ଧ୍ବଂସାଭିମୁଖି। ଆଉ ଆସନ୍ତା 10 ବର୍ଷ ପୁର୍ବରୁ ଓଡିଆ ଆଉ ଭୁଲ କରିବ ନାହିଁ । ତେଣୁ ଧ୍ବଂସ ପ୍ରାପ୍ତ ଓ ଧ୍ବଂସାଭିମୁଖି ଏମାନେ ବର୍ତ୍ତମାନ କୁ କିଛି କଳି ପାରିବେନାହିଁ କି କରିପାରିବେ ନାହିଁ । ଚେଷ୍ଟା କଲେ ପୋଛି ପୋଛି ହୋଇ ଜିବେ। 2. ବର୍ତ୍ତମାନ ନବିନ ଯାହା କରୁଛନ୍ତି, କାଳେ ଦଳରୁ କେହି ବିଦାୟ ନେଇଜିବେ ତେଣୁ ଏକ ଭେଳିକି ଦେଖାଯାଉଛନ୍ତି।
କ୍ଷମତା ଲୋଭି ମାନଙ୍କୁ ଜଗନ୍ନାଥ ବରଦାସ୍ତ କରିବେନାହିଁ। କାରଣ ଚକାଆଖି ସବୁ ଦେଖୁଛନ୍ତି ।
ପରିବର୍ତ୍ତନ ପ୍ରକୃତିର ନିୟମ ଏହା ଭଗବାନ ଙ୍କର ଆଦେଶରେ ଚାଲେ ଏହାକୁ ସ୍ବୀକାର କରିବାକୁ ପଡ଼ିବ
ବିଜୁ ଜନତା ଦଳ ର ଅବସ୍ଥା ପାଣିରୁ ବାହାରି ଆସିଥିବା ମାଛ ସହିତ ସମାନ 🤣
😂😂
ନବୀନ ବାବୁ ନିଜେ ଆଗ ବିଜେପି ରେ ମିଶି ଯାଉ ନାହାଁନ୍ତି, ବିଜେଡ଼ି ତ ଗଲାଣି ଭାଡରେ ଯାଉ ଭାଡରେ ମୁଁ ଆଗ ଯାଇ ସରକାର ରେ ରହିଯାଏ, ଲାଗିବ ତ ମୁଁ ସରକାର ରେ ଅଛି, ଦଳର ନାଁ ରେ କଣ ଅଛି ?
😊😊😊😊
ମହାଶୟ, ଆପଣଙ୍କ ବିଶ୍ଳେଷଣ ଶୁଣି ଲାଗୁଛି କେତେ ଅଲାଜୁକ ହେଲେଣି ଏ କ୍ରୀତଦାସ ଦଳ ,ଏଠି କହିବାର କଥା ଯେତେ ଦିନ ପର୍ଯ୍ୟନ୍ତ ମୋଦି,ଶାହା ଏ ଲୁଟେରା ନେତାଙ୍କୁ ଜେଲ ନପଠାଇଛନ୍ତି ସେତେଦିନ ପର୍ଯ୍ୟନ୍ତ ଏ ଅଲାଜୁକ ମାନେ ଏମିତି ବୟାନବାଜି ଚାଲୁଥିବ। ଆଉ ଯେତେ ଡେରି ହେବ କାର୍ଯ୍ୟାନୁଷ୍ଠାନ ନେବାରେ ,ମୋହନ ସରକାର ପ୍ରତି ସେତେ ବିପଦ ।
ଓଡିଶା କଂଗ୍ରେସ ମୁଖିଆ ଏଥର ନବୀନ ବାବୁ ଙ୍କ ନିର୍ଦେଶ ରେ ହଉଛନ୍ତି ନା ନାହିଁ ?
ଆଉ କିଛି ଇଜତ ଅଛି କି ସାର୍ ବିଜେଡିର , ଯିଏ ପାଞ୍ଚ ମାସ ହେଇନି ଦିନରେ ସ୍ୱପ୍ନ ଦେଖି ବାଉଳି ହେଉଛି ସରକାର କରିବା ପାଇଁ ପୁଣି କଂଗ୍ରେସ ସହିତ ମିଶି,
କ୍ଷମତା ପାଇଁ ସେ ଗଧ ପାଦ ଧରିବାକୁ ପଛେଇବନାହିଁ।ନିଜ ଇଜ୍ଜତ ନିଜେ ବୁଡ଼ାଉଛନ୍ତି।ନବୀନ ଜଣେ ଲୋଭୀ ବ୍ୟକ୍ତିବୋଲି ପ୍ରମାଣ କରିସାରିଲେଣି।
ଏଇ ବୁଝାମଣା ଟା ନିର୍ବାଚନ ଆଗରୁ କାହିଁ କି କଲେ ନାହିଁ
24 barsa sasana kalare lootmar Kari ଖାଇଛନ୍ତି ,ଏବେ ଶାସନରୁ ତଦା ଖାଇଲାପରେ ବାଘମୁହରୁ ଶିକାର ଖସିଗଲା ପରି BJD ନେତାମାନେ ହାଉଳି ହେଉଛନ୍ତି , ତେଣୁ ଏମାନେ ପାଗଳ ପ୍ରାୟ ପ୍ରଳାପ କରୁଛନ୍ତି ,
Just like a dream in the mid-day.
Nama neichhanti BJD, badhia heichhi.
ଶରଣ ନ ମିଳୁ ପ୍ରଭୁ କର୍ମ ପାଇଁ ମିଳୁ ମରଣ 🎉
ନବୀନ ଜୀବନ ରେ ସବୁବେଳେ ନିର୍ଭରଶୀଳ. ଜୀବନେ ସବୁବେଳେ ଅଳ୍ପ ପରିଶ୍ରମ କରିବେ.
କିଛି ଗୋଟିଏ ଭଲ କାମ କରିବା ତାଙ୍କ ଦ୍ଵାରା ସମ୍ଭବ.
ବିନା ପାଣିରେ ଯେପରି ମାଛ ବଞ୍ଚି ପାରିବ ନାହିଁ. ସେହିପରି ନବୀନ ବିନା power ରେ ରହି ପାରିବେନେ
Jharpada jail re rahi roti dalma khaile sabu bujha padiba
କ୍ଷମତା ଲୋଭ ନିଶା ଛାଡି ନାହିଁ ବିଜେଡି ର
ବିଜେପିରଅପାରଗତାପାଇଁ ବିଜେଡିବାଲାନାଚୁଛନ୍ତି, ଜେଉଁପ୍ରତିସୂତି ଦେଇ ବିଜେପି ଓଡିଶା କୁ ଆସିଥିଲା କିଛି Action ନାହିଁ , ଆଗାମି ଦିନରେ ବିଜେପି କୁ ଓଡିଶା ବାସି ଠିକ୍ ଜବାବ୍ ଦେବେ ,
ଅତନୁ ସବ୍ୟସାଚୀ ଗଞେଇ ଟାଣିଦେଇଚି।
ଆପଣ ଦରଦାମ ଉପରେ କିଛି ଭାବନ୍ତି ନା , ନିର୍ଭୟ ର ସହ ଜନ ସାଧାରଣଙ୍କୁ ଜଣେଇ ଲେ ଭଲ ହୁଅନ୍ତା
ନବୀନ ପଟ୍ଟନାୟକ ତ ଓଡିଶାରେ ପ୍ରଚାର କରିପାରିଲେ ନାହିଁ ।ଝାଡଖଣ୍ଡକୁ ପ୍ରଚାର ପାଇଁ ଯିବେ କେଉଁ ମୁଁହରେ ।
ବିଜେଡି କୁ ବୁଲା କୁକୁର କାମୁଡ଼ିଛି, ମୂର୍ଖ ନବୀନ ପାଗଳ ହେଇଗଲା.
Bjd ଦିବା ସପ୍ନ ଦେଖୁଛି
ନିଜେ ହାରିବା ସାହି ପାରୁନି
ବିଜୁ ଜନତା ଦଳ "ମରଣକାଳେ ବିପରୀତ ବୁଦ୍ଧି" ନିୟନ୍ତ୍ରଣରେ ନିଶ୍ଚିହ୍ନ ହେବାକୁ ଯାଉଛି...
ଵିଜେଡି ର ଇଏ କାମଳ ରୋଗ
Jay Maa Durgatinasini ❤❤❤
ନବୀନ ମୁଖ୍ୟମନ୍ତ୍ରୀ ହେବାକୁ ଛଟପଟ ହେଉଛନ୍ତି।
Jay Jagannath🙏 Jay Nila Madhab 🙏Omm🕉️ Jay BJP🙏 Jay Modi ji🙏 Jay Yogi ji🙏BJD and CONGRESS free Odisha in next 5 years democracy festival SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR .
ବିଜେଡ଼ି ପ୍ରାଚୀନ ଯୁଗ କୁ ଚାଲି ଯାଇଛି, ନବୀନ ବାବୁ ଗାଁ ଗାଁ ରେ ଖୋଲିଥିବା ମଦ ପିଇ ସେମାନେ ମଦିରା ପାନ କରିଛନ୍ତି ବୋଲି ଭାବୁଛନ୍ତି,
ରାଜା ଶାସନ ବେବସ୍ତା ଭାବୁଛନ୍ତି।
ବିଜେଡି ନେତାଙ୍କ ବିବୃତିରୁ ଜଣାପଡୁଛି ନିଜ ମନକୁ ଆଲ୍ହାଦିତ କରିବା ସହିତ ଲୋକଙ୍କୁ ନିଜର ବୃଥା କାଢ଼ପଣ ଦେଖାଇ ହେଉଛନ୍ତି ! କିନ୍ତୁ ମୂର୍ଖମାନେ ଜାଣିପାରୁ ନାହାନ୍ତି ସେମାନେ ଲୋକଙ୍କ ପାଖରେ ପରିହାସିତ ହେଉଛନ୍ତି ! ଏହା ହତାଶିଆ ମୂର୍ଖଙ୍କ ଦିବାସ୍ବପ୍ନ........
ଶାସକ ଦଳ ହେଉ ବା ବିରୋଧୀ ଦଳ ହେଉ ଉଭୟ power full। କିନ୍ତୁ ବର୍ତ୍ତମାନ କିଛି ପାଗଳ ନେତାଙ୍କ ପାଇଁ ଅସ୍ଥିରତା। ଏମାନେ ରାଜ୍ୟ କାର୍ଯ୍ୟ କେବେ
BJD କୁହୁଡି ପହଁରୁଛି
ଏମାନେ ସବୁ ଗଂଜେଇ ଖାଇ bite ଦେଇଛନ୍ତି.
ବିଜେପି ପରି ଦଳକୁ ଭାଙ୍ଗି ସରକାର ଗଢ଼ିବା ସ୍ବପ୍ନ ବି ନୁହେଁ ,ଅସମ୍ଭବ । ବିଜେଡି ବର୍ତ୍ତମାନ କଂଗ୍ରେସ ର ସହାୟତା ନେଲେ ଆସନ୍ତା ନିର୍ବାଚନ କୁ ବିଜେଡି ର ଅନେକ ନେତା କଂଗ୍ରେସ ଦଳ କୁ ଯାଇ ପାରନ୍ତି ,କାରଣ ନବୀନ ଙ୍କ ଏ ବୟସରେ ଦଳ ଜଣେ ଭବିଷ୍ୟତ ନେତୃତ୍ୱ ତିଆରି କରିବା ପରିବର୍ତ୍ତେ ଏମାନେ ମୂଲ୍ୟହୀନ ବିଷୟ କୁ ନେଇ ଆଲୋଚନା କରୁଛନ୍ତି । ଅନୁମାନ କରାଯାଏ ଆଗକୁ କଂଗ୍ରେସ ଉଠି ବସିବ ଓ ବିଜେଡି ର ଅବସ୍ଥା କଂଗ୍ରେସ ପରି ହେବ ।
ଆକାଶ କୁସୁମ୍ କଳ୍ପନା Jay Shriram
ଯାହାର କୌଣସି କାମ ନାହିଁ ସେମାନେ ଦିନରେ ଶୁଅନ୍ତି ।ଦିନରେ ଶୋଇଲେ ସ୍ବପ୍ନ ଦେଖିବା ନିଶ୍ଚିତ ।ତେଣୁ ବିଜେଡିର ଦିବାସ୍ୱପ୍ନ ଦେଖିବା କାମ ।
ନିର୍ଲଜ ତା'ର ଶେଷ ଶିମଲା ପାର ହୋଇ ଗଲେ
Sir
Congratulations to you for "Utkal Sambadika Ratna award 2024".
I wish you a very bright future. Hope you to continue analysing present political scenario & bringing the hidden news to public.
Excellent explained sir,very thought clear sir 🙏
ସମ ଦୂରତା କହୁଥିବା ବହୁରୂପୀ ଏଣ୍ଡୁଅ ହେଲେ bjd bala
Jay Sitaram
କ୍ଷମତା ପାଇଁ ନବୀନ ବାବୁ ବର୍ତ୍ତମାନ ଗଧ ପାଦ ଧରିବାକୁ ଦ୍ବିଧା କରୁ ନାହାନ୍ତି ,କାରଣ ହେଉଛି ଯେ ତାଙ୍କୁ ଏକ ନମ୍ବର ମୁଖ୍ଯମନ୍ତ୍ରୀ ବୋଲି କିଏ କେମିତି ସର୍ଭେକରି କରିଦେଇଛି ଯେ ସେଇଟାକୁ ବଜାୟ ରଖିବା ଲାଗି ପାଗଳ ହୋଇଯାଇଛନ୍ତି ।