Land acquired For Vedanta To Return, When Will The Probe Of Chit Fund Over ? | Nirbhay Gumara Katha

Поделиться
HTML-код
  • Опубликовано: 14 ноя 2024

Комментарии • 206

  • @PurnachandraBehera-if5tu
    @PurnachandraBehera-if5tu День назад +26

    ନବୀନ ବାବୁ ଦୁର୍ନୀତି ଗ୍ରସ୍ତ ମୁଖ୍ୟ ମନ୍ତ୍ରୀ ରେ ବିଶ୍ଵ ସ୍ତରୀୟ। ଜୟ ଜଗନ୍ନାଥ।

  • @satishchandrabehera7291
    @satishchandrabehera7291 День назад +30

    ଧୀର ପାଣି ପଥର କାଟେ।
    ଆମ ମୋହନ ସରକାର
    ବିଦାୟୀ ସରକାରଙ୍କର
    ଗୁମର ଖୋଲୁଛନ୍ତି ଗୋଟେ ଗୋଟେ।

  • @brajakishorepadhi4022
    @brajakishorepadhi4022 День назад +23

    ନବୀନ ପଟ୍ଟନାୟକ ବନ୍ଧା ହେବା ଦରକାର ବେଦାନ୍ତ ଜମି ମାମଲାରେ।

  • @rabimohanty112
    @rabimohanty112 День назад +19

    ବେଦାନ୍ତ ବେଆଇନ ଜମି ଅଧିଗ୍ରହହଣ ଚାଷୀଙ୍କୁ ପ୍ରଦତ୍ତ ଅର୍ଥ ନବୀନ ଠାରୁ ଆଦାୟ କରା ଯାଉ. ଚାଷୀଙ୍କୁ କ୍ଷମା ମଗା ଯାଉ.

  • @dhananjaysahoo4579
    @dhananjaysahoo4579 День назад +54

    ସବୁ ସାମ୍ବାଦିକ ମାନେ ନିର୍ଭୟ ଠୁଁ ବା ନବୀନ ଦାସ ସାର୍ ଙ୍କ ଠାରୁ ସାମ୍ବାଦିକତା ଶିଖିବା ଦରକାର।ଭଗବାନ୍ ଆପଣଙ୍କୁ ଲମ୍ବା ଆୟୁଷ ଦିଅନ୍ତୁ।

  • @parsurampanda3540
    @parsurampanda3540 День назад +17

    ଅନ୍ୟାୟ, ଦୁର୍ନୀତିରେ ଭରା ବିଜେଡି ଥିଲା, ସେମାନେ ଦଣ୍ଡିତ ହେବା ଉଚିତ

  • @subashmishra5616
    @subashmishra5616 День назад +11

    ନିର୍ଭୀକ ସତ୍ୟ ସମ୍ବାଦ ପ୍ରକାଶ ପାଇଁ ଧନ୍ୟବାଦ ଅଭିନନ୍ଦନ ଶୁଭେଚ୍ଛା ଜୟ ଜଗନ୍ନାଥ

  • @sankarsangochhayat1765
    @sankarsangochhayat1765 День назад +15

    ସରକାର ଏ ଦିଗରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବା ଉଚିତ। ଲୋକେ ଚିଟଫଣ୍ଡ ଟଙ୍କା ଶୀଘ୍ର ଫେରି ପାଇବା ଉଚିତ। ରାଜ୍ୟପାଳ ଅବିଳମ୍ବେ ନବୀନ ପଟ୍ଟାୟକଙ୍କ ବିରୁଦ୍ଧରେ କେସ କରିବା ପାଇଁ ଅନୁମତି ଦେଲେ ଓଡ଼ିଶା ବାସୀ ବହୁତ୍ ଖୁସି ହୁଅନ୍ତେ। ଜୟ ଜଗନ୍ନାଥ।

  • @udayanarayanmaharana5481
    @udayanarayanmaharana5481 День назад +10

    ସାର୍ ନମସ୍କାର, ଚିଟଫଣ୍ଡ ବିଷୟ ସରକାରଙ୍କୁ ମନେ ପକେଇ ଥିବାରୁ ଜମାକାରୀଂକ ତରଫରୁ ଅଶେଷ ଧନ୍ୟବାଦ।

  • @santoshdakua6698
    @santoshdakua6698 День назад +24

    ବିଜୁ ଜନତା ଦଳ ହେଉଛି ଠକ ଙ୍କ ସର୍ଦାର 👍

  • @dillipkumarsahu9003
    @dillipkumarsahu9003 День назад +11

    ସବୁ ସାମ୍ବାଦିକ ମାନେ ଏହିପରି ଖବର ପ୍ରକାଶ କରନ୍ତୁ ।ଧନ୍ୟବାଦ ସାର।

  • @santoshkumarajena8880
    @santoshkumarajena8880 День назад +4

    ଧନ୍ୟବାଦ

  • @prakashchandraacharya119
    @prakashchandraacharya119 День назад +14

    ଉତ୍କଳ ରତ୍ନ ପାଇବାପାଇଁ ଆପଣ ଯୋଗ୍ୟ ସାର ବହୁତ ଖୁସି ଆମେ

  • @durgaprasadsamantaray7084
    @durgaprasadsamantaray7084 День назад +6

    ଧୀର ପାଣି ପଥର କାଟେ। ଆପଣଙ୍କ ଉପସ୍ଥାପନା ସ୍ବାଗତ ଯୋଗ୍ୟ। ମୋହନ ସରକାର ନିଶ୍ଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା।

  • @Jagannath-oc9ht
    @Jagannath-oc9ht День назад +4

    ଜୟ ଜୟ ଶ୍ରୀ ଜଗନ୍ନାଥ ।

  • @bijayarout6485
    @bijayarout6485 День назад +13

    Many many thanks for your chitfund issue episode

  • @subhasmitapriyadarshini2042
    @subhasmitapriyadarshini2042 День назад +7

    ଭାଇନା ଆଜି ମୋଦୀଙ୍କ ପାଇଁ ସାଧାରଣ ଭାବେ ପଟ୍ଟନାୟକ ପରିବାର କୁ ବଦ ଦେଇ ଜଣେ ସାଧାରଣ କର୍ମିରୁ ମୁଖ୍ୟମନ୍ତ୍ରୀ ପଦ ପାଇଛନ୍ତି।ଏହା ସ୍ଵାଧୀନତା ପରେ ପ୍ରଥମ ଉଦାହରଣ।
    ଆପଣଙ୍କ ଚର୍ଚା ଓଡ଼ିଶା ବାସୀଙ୍କ ମନକୁ ବେଶ୍ ଛୁଇଁପାରିଛି।

  • @PramodakumarSahu-c5p
    @PramodakumarSahu-c5p День назад +5

    ନବିନ ଦାସ ସାର୍ ନମସ୍କାର। ଆପଣ ସାମ୍ବାଦିକ ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଶୁଭେଚ୍ଛା ଜଣାଉଛି। ଅନେକ ବହୁତ ବହୁତ ଖୁସି ଲାଗିଲା। ପ୍ରଭୁ ଜଗନ୍ନାଥ ଆପଣଙ୍କ ଓ ପରିବାରର ମଙ୍ଗଳ କରନ୍ତୁ। ଅତି ନିର୍ଭୟରେ ନିର୍ଭୟ ଗୁମର କଥା ପରିବେଷଣ କରୁଥାନ୍ତୁ । ପ୍ରଭୁ ଜଗନ୍ନାଥ ଆପଣଙ୍କ ପଛରେ ଅଛନ୍ତି।

  • @manjupravamishra8000
    @manjupravamishra8000 День назад +3

    ଜୟ ଶ୍ରୀ ଜଗନ୍ନାଥ 🙏🌹।

  • @user-fu5zl6pz6m
    @user-fu5zl6pz6m День назад +4

    Thanks for your valuable information.

  • @goutamkaran7863
    @goutamkaran7863 День назад +4

    ବହୁତ ସୁନ୍ଦର ଉପସ୍ଥାପନା ଜୟ ଜଗନ୍ନାଥ

  • @Pocket_Dyanamo
    @Pocket_Dyanamo День назад +5

    ଓଡ଼ିଶାରୁ ବେଆଇନ ଭାବେ ଗୋରୁ ଗାଈ ଚାଲାଣ ହୋଇ ପଶ୍ଚିମବଙ୍ଗ, ବାଂଲାଦେଶ ଯାଉଥିବାର ଏକ episode କରି ମୋହନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ । କଟକ, ଭୁବନେଶ୍ଵର ଏବଂ ଭଦ୍ରକ ରୁ ସବୁଦିନ ଗୋ ଚାଳାଣ ହେଉଛି। 🙏

  • @SantoshKumarBhoi-w7h
    @SantoshKumarBhoi-w7h День назад +3

    ବିଭିନ୍ନ ଦୁର୍ନୀତି ରେ ଜଡିତ ନବିନ୍ ବନ୍ଧା ହେବେ ନା ନାହିଁ ତାହା ନରେନ୍ଦ୍ର ମୋଦି ଓ ରଘୁବର ଦାସ ଦି ଜଣଙ୍କ ଉପରେ ନିର୍ଭର କରୁଛି।

  • @rajanikantachoudhury2343
    @rajanikantachoudhury2343 День назад +3

    ସାର 🙏. ବର୍ତମାନ ଉଚିତ ସମୟ ଆସିଛି ରାଜ୍ୟପାଳ ଖୁବ ଶୀଘ୍ର ନବୀନ ଙ୍କ ବିରୋଧରେ ଏଫ ଆଇ ଆର ଫାଇଲ କରି ଵା ପାଇଁ.

  • @AmiyaKumarSahoo-u3s
    @AmiyaKumarSahoo-u3s День назад +4

    ଚିଟଫଣ୍ଡ କଥା ଆଲୋଚନା କରି ଥିବାରୁ ଧନ୍ୟବାଦ
    ସାର ସାହାରା ଇଣ୍ଡିଆ ବିଷୟରେ ଅମିତ ସାହା କହିଥିଲେ କେହି ପଇସା ପାଉନାହାନ୍ତି ସେ ବିଷୟରେ ଆଲୋଚନା କରନ୍ତୁ
    ସରକାର ଙ୍କ ନଜର କୁ ଆସୁ.

  • @binodjena3052
    @binodjena3052 День назад +3

    Jai sriram

  • @pramodkumarrout7641
    @pramodkumarrout7641 День назад +3

    ମୋହନ ସରକାର ଆସ୍ତେ ଆସ୍ତେ ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେବେ ।ଜନତାଙ୍କ ସରକାର। ଜନସାଧାରଣଙ୍କ ସ୍ୱାର୍ଥ କୁ ଦୃଷ୍ଟି ରେ ରଖି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସମସ୍ତ ଙ୍କ ର ଆଶା ଓ ବିଶ୍ବାସ।

  • @ajitkumarpanda6388
    @ajitkumarpanda6388 День назад +4

    ତୁରନ୍ତ ରାଜ୍ୟପାଳ ଅନୁମତି ଦିଅନ୍ତୁ,
    ପୁର୍ବ ସରକାର ର ମୁଖିଆ ନବୀନ ପଟ୍ଟନାୟକ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ,,,,,,ଜେଲ୍ କୁ ପଠାନ୍ତୁ,,,,

  • @saratmishra7100
    @saratmishra7100 21 час назад +1

    ଆଜ୍ଞା ନମସ୍କାର। ସୁନ୍ଦର ବିଶ୍ଳେଷଣ। ସତରେ ଦୋଷି ମାନେ କେବେ ବନ୍ଧା ହେବେ, ସାରା ଓଡିଶାରେ ବିଜେପି କୁ ଭଳ ପାଉଥିବା ଲୋକ ଅନେଇ ବସିଛନ୍ତି।

  • @chandipadapanda4707
    @chandipadapanda4707 21 час назад +1

    ନିର୍ଭୀକ ସମ୍ବାଦ ପରିବେଷଣ କରିବାର ସଫଳତା ନିମନ୍ତେ ପୁରସ୍କାର ପାଇଁ ବିବେଚିତ ହୋଇଥିବାରୁ ଆମେ ବହୁମାତ୍ରାରେ ଉତଫୁଲ୍ଲିତ ।ଭଗବାନ ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ,ଏହାହିଁ ଆମର ପ୍ରାର୍ଥନା ।

  • @santoshkumarsahoo8671
    @santoshkumarsahoo8671 23 часа назад +2

    ଆଞା ଦୁର୍ନୀତି ର ମୁଖିଆ ହେଉଛନ୍ତି ନବୀନ ପଟ୍ଟନାୟକ, ତାଙ୍କୁ ସମର୍ଥନ କରୁଥିବା ଅନ୍ଧ ଭକ୍ତମାନେ ଏବେବି ବହୁ ପରିମାଣରେ ଅଛନ୍ତି

  • @PratapchandraSahu-i5f
    @PratapchandraSahu-i5f День назад +5

    ମୋହନ ବାବୁ ନିଜେ ବୁଝିବା ସହିତ ମୋଦିଜୀଙ୍କ ୁ ଓଡ଼ିଶା ତଥା ଓଡ଼ିଆ ଲୋକଙ୍କ ର ଭାବାବେଗ କୁ ବୁଝାଇବାକୁ ଚେ଼ଷ୍ଟା କରନ୍ତୁ। ନିର୍ବାଚନ ସମୟରେ ଦେଇଥିବା କଥାକୁ ରକ୍ଷା କରନ୍ତୁ । ଓଡ଼ିଶା ଲୋକକୁଂ ବୋକା ଭାବିବା ନିଜପାଇଁ କ୍ଷତିକାରକ ହେବ।

  • @prakashchandradash7857
    @prakashchandradash7857 День назад +6

    Jaya jagannath

  • @LaxmikantaPradhan-h1d
    @LaxmikantaPradhan-h1d День назад +1

    ଉତ୍କଳ ସମ୍ବାଦ ରତ୍ନ ସନ୍ମାନ ପାଇଁ ଅନେକ ଅନେକ ଅଭିନନ୍ଦନ। ମୋହନ ସରକାର ଚିଟଫଣ୍ଡ ଦୁର୍ନୀତିର ପର୍ଦାଫାସ ଅତିଶିଘ୍ର କରିବା ଆବଶ୍ଯକ।

  • @dr.purnendutripathy5263
    @dr.purnendutripathy5263 День назад +2

    ଆଜ୍ଞା ଧୀର ପାଣି ପଥର କାଟେ। ଏ ସରକାର ର କାର୍ଯ୍ୟକ୍ରମ ଏଇ ନୀତି ଆପଣେଇ ପାରିଛି। ସାଧାରଣ ଜନତା ଙ୍କ ସହ ମିଶିବା ମୁଖ୍ୟମନ୍ତ୍ରୀ ଙ୍କ ଭାବମୂର୍ତ୍ତି ରେ ଔଜ୍ଜଲ୍ଯ ଆଣିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ କେବେ ମିଶୁଥିଲେ କି?

  • @trilochanpatnaik6321
    @trilochanpatnaik6321 День назад +6

    ରାଜ୍ୟପାଳ ମହୋଦୟ କଣ ବିଜେଡି ଫେଭର୍ ରେ ଅଛନ୍ତି କି? ତୁରନ୍ତ ବେଆଇନ ଭାବରେ ବେଦାନ୍ତ କୁ ଦାନ କରିଥିବା ଜମି ମାମଲା ପାଇଁ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ନ ଦେବାର କାରଣ କଣ।

  • @MadhuSudanBiswal-i4x
    @MadhuSudanBiswal-i4x День назад +3

    ଏପର୍ଯ୍ୟନ୍ତ ସରକାର ଯେଉଁ ମଞ୍ଚ 11ବର୍ଷ ହେଲା ଲଢ଼ୁଛି ସେମାନଂକୁ ବି ଆଲୋଚନା ପାଇଁ ବି ଡାକି ନାହାନ୍ତି ତେଣୁ ତାଙ୍କର ଆନ୍ତରିକତା ଅଛି କି ନାହିଁ ଜଣା ପଡୁନି

  • @niranjanpanda8574
    @niranjanpanda8574 23 часа назад +1

    ପୂର୍ବ ଦୁର୍ନୀତିଗ୍ରସ୍ତକୁ ପ୍ରଶ୍ରୟ ଦେଲେ ଓଦୁର୍ନୀତି କଲେ ଏ ସରକାର ମଧ୍ଯ ବେଶିଦିନ ତିଷ୍ଠି ରହିବ ନାହି।

  • @subhabratamishra4465
    @subhabratamishra4465 3 часа назад

    ନବୀନ୍‌ ଆଜ୍ଞା ଙ୍କୁ 'ସାମ୍ବାଦିକ୍‌ ରତ୍ନ‌' ପୁରସ୍କାର୍‌ରେ ଭୂଷିତ କରାଯାଉଥିବା ଖବର୍‌ ମୋ ହୃଦୟ କୁ ଅସୀମ ଆନନ୍ଦ ଓ ଗର୍ବ ପ୍ରଦାନ୍‌ କରିଛି ।
    ଏଥି ପାଇଁ ନବୀନ୍‌ ଆଜ୍ଞା ଙ୍କୁ ଅନେକ୍‌ ଅନେକ୍‌ ଅଭିନନ୍ଦନ୍‌।

  • @basantapattnaik7812
    @basantapattnaik7812 День назад +2

    ସାର ପ୍ରଣାମ 🙏🌹

  • @ranjankumarnayak8593
    @ranjankumarnayak8593 День назад +1

    Bahut sundar

  • @jogindrakaudi5363
    @jogindrakaudi5363 20 часов назад

    ଗୁଡ଼ ନବୀନ ଦାସ 🙏

  • @purusottamparida1485
    @purusottamparida1485 День назад

    ଜୟ ଜଗନ୍ନାଥ

  • @dillipkumarnayak1021
    @dillipkumarnayak1021 День назад +1

    ବର୍ତ୍ତମାନ ଦୃଢ଼ ପଦକ୍ଷେପ ନନେଲେ ନେଡି ଗୁଡ଼ କହୁଣୀକୁ ବହିଯିବ

  • @BIPINBIHARISWAIN-hm8oe
    @BIPINBIHARISWAIN-hm8oe День назад

    Thank you sir

  • @KrushnaChandraDas-bm2fe
    @KrushnaChandraDas-bm2fe 21 час назад

    ଏପର୍ଯ୍ୟନ୍ତ ବିଜେପି ସରକାର କଣ କରୁଛନ୍ତି

  • @prakashkumarjena.babusan.n3760
    @prakashkumarjena.babusan.n3760 22 часа назад

    ଜୟ ଜଗନ୍ନାଥ ଜୟ ବିଜେପି ଜୟ ମୋହନ ସରକାର 🙏🙏🙏🙏

  • @ghasiramsing4216
    @ghasiramsing4216 16 часов назад

    Thank you sir 🙏

  • @anjananayak3971
    @anjananayak3971 21 час назад

    Right sir

  • @khetrabasimahakud6026
    @khetrabasimahakud6026 18 часов назад

    Very beautiful information.Thanks Nabin babu.

  • @AnkitPanda-zj6ut
    @AnkitPanda-zj6ut 21 час назад

    ବିଜେପି ସରକାର ଠୁ କେତେ ପାଉଛନ୍ତି ଆଜ୍ଞ, ଦିନ ରାତି ଖାଲି ତାଙ୍କ ନାମ ଜପ କରୁଛନ୍ତି

  • @rkbehera1241
    @rkbehera1241 20 часов назад

    Good news sir pranam

  • @samarmohapatra-jr3ne
    @samarmohapatra-jr3ne 22 часа назад

    ସମ୍ଭବତଃ ପୂର୍ବେ ନବୀନ ଏବଂ ମୋଦିମଧ୍ୟରେ କୌଣସି ଅଘୋଷିତ ବୁଝାମଣା ହେଇଥିଲା, ଓଡିଶାରେ ଚିଟଫଣ୍ଡ ସହିତ ଅନ୍ୟାନ୍ୟ ବଡ଼ ବଡ ଦୁର୍ନୀତି ଘଣ୍ଟଘୋଡାଇବାପାଇଁ ସନ୍ଦେହ କରାଯାଏ, ଯେଉଁଠି ଚନ୍ଦ୍ରବାବୁ ଓ ନୀତିଶ ସମର୍ଥନ ପାଇଁ ତାଙ୍କ ରାଜ୍ୟକୁ ବଡ ପ୍ୟାଜେଜ ନେଲେ, ନବୀନ ଚାହିଁଥିଲେ ଆମ ରାଜ୍ୟକୁ ମଧ୍ୟ ମୁଲଚାଲ କରି ଅର୍ଥନୀତିକ ସୁବିଧା ଆଣିପାରିଥାନ୍ତେ

  • @hemantakumar5501
    @hemantakumar5501 22 часа назад

    ଅନେକ ଅନେକ ଶୁଭେଚ୍ଛା ଶାର

  • @rabindrapatra8223
    @rabindrapatra8223 22 часа назад

    ସାର୍ ନମସ୍କାର ଆଜିର chit fund ଏପିସୋଡ ଟି ବହୁତ୍ ଉଚ୍ଚକୋଟୀର ହୋଇଛି। ଏହି ବେଦାନ୍ତ ଦୁର୍ନୀତି ମାମଲାରେ ସରକାର ଏବଂ ବେଦାନ୍ତ ଦୁହେଁ ଦୋଷ କରି ଅଛନ୍ତି। ଉଭୟେ ଦଣ୍ଡିତ ହବା ଦରକାର । ତେଣୁ ଆମ ଚାଷୀ ମୂଲିଆ ଭାଇ ମାନେ ଆଉ ଟଙ୍କା କାହିଁକି ଫେରସ୍ତ କରିବେ । ସେମାନେ ସେମାନଙ୍କ ଜମିରେ ନିର୍ଭୟ ରେ ଚାଷ ବାସ କରିବା ପାଇଁ ବିଜେପି ସରକାର ସହାୟତା କରିବା ଆବଶ୍ୟକ। ନିର୍ଭୟ ଗୁମର କଥା ପରିବାର କୁ ପ୍ରଭୁ ଜଗନ୍ନାଥ ସୁସ୍ଥରେ ରଖି ଥାନ୍ତୁ। ଆପଣଙ୍କ କର୍ମ ଆପଣଙ୍କୁ ସମ୍ବାଦ ରତ୍ନ ପୁରସ୍କାର ଆଣି ଦେଇଛି। ଅନ୍ୟ ସାମ୍ବାଦିକ ଭାଇମାନଙ୍କ ପାଇଁ ଆପଣ ପ୍ରେରଣା ର ଉତ୍ସ ହୁଅନ୍ତୁ।
    ଶିଶୁ ଦିବସର ଅନେକ ଅନେକ ଶୁଭକାମନା ଧନ୍ୟବାଦ ଜୟ ଜଗନ୍ନାଥ ହରିଓମ୍ 🌹🙏

  • @sasthakumarpurohit2580
    @sasthakumarpurohit2580 19 часов назад

    ନିର୍ଭୟ ଗୁମର କଥା ସତ୍ୟ ଘଟଣା ଜନ।ମାନସ

  • @brajabandhusahoo6043
    @brajabandhusahoo6043 День назад

    ଉତ୍କଳ ରତ୍ନ ପାଇଁ ଆମେ ଗର୍ବିତ.

  • @AmitGupta-lp4cn
    @AmitGupta-lp4cn 21 час назад

    ରାଜ୍ୟରେ ଏତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ, ଆଉ ଆପଣଙ୍କର ତ ଏଠି ପୂର୍ବ ସରକାରଙ୍କ କଥା ସରୁ ନାହିଁ

  • @gourangacharanmohanty9100
    @gourangacharanmohanty9100 23 часа назад

    Yes correcy sir

  • @nayakpradipta8963
    @nayakpradipta8963 22 часа назад

    Good Analysis.

  • @prafulasingh2267
    @prafulasingh2267 День назад +1

    ନମସ୍କାର ! ଆପଣ ଉତ୍କଳ ସାମ୍ବାଦିକ ରତ୍ନ ସମ୍ମାନ ପାଇଥିବାରୁ ଆପଣଙ୍କୁ 20:34 ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
    ପୂର୍ବ ସରକାରଙ୍କ ପାପ ବର୍ତ୍ତମାନର ମୋହନ ସରକାର ବୋହିବେ କାହିଁକି , ?
    ପୂର୍ବ ସରକାରଙ୍କ ପାପ ପୂର୍ବ ସରକାରର ମୁଖିଆ ମୁଖ୍ୟମନ୍ତ୍ରୀ ହିଁ ବହନ କରନ୍ତୁ । ଖାଇଛନ୍ତି ଦେବେ ଓ ବେଆଇନ୍ କାର୍ଯ୍ୟପାଇଁ ଜେଲ୍ ଯିବା ଉଚିତ ।

  • @subhabratamishra4465
    @subhabratamishra4465 3 часа назад

    ବେଦାନ୍ତ ଓ ଚିଟ୍‌ଫଣ୍ଡ୍ ର ମୁଖ୍ୟ ଆସାମୀ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ୍‌ ।

  • @khirodhota1440
    @khirodhota1440 20 часов назад

    ବିଜେପି ନବୀନର କିଛି କରି ପାରିବ ନାହିଁ l

  • @amitavsarangi1883
    @amitavsarangi1883 6 часов назад +1

    Dharmendra Pradhan is support to naveen patniak and vk pandian. Bcoz only money.
    Next time no vote to Dharmendra Pradhan.

  • @HarshatMishra
    @HarshatMishra 21 час назад

    ବିଜେପି ଦୁର୍ନୀତି ର ଚିଠା କଲେ ବା ସରିବନି

  • @BhaktaHari-xy3lf
    @BhaktaHari-xy3lf День назад

    100)❤❤❤right

  • @ChinmayaSatpathi
    @ChinmayaSatpathi 21 час назад

    ବର୍ତ୍ତମାନ କ୍ଷମତାରେ ଥିବା ସରକାର କଣ ଶୋଇଛନ୍ତି କି ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କଣ ପାଇଁ।

  • @rajshreeentertenment2105
    @rajshreeentertenment2105 День назад

    nabin das ❤🎉 you are great sir

  • @yadavranjitadjuard4377
    @yadavranjitadjuard4377 22 часа назад

    ଉକ୍ତଳ ସାମ୍ବାଦିକ ରତ୍ନ ,ସମ୍ମାନ ପାଉଥିବା ରୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା, ଏପରି ଉତ୍କୃଷ୍ଟ ସାମ୍ବାଦିକତା କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଚାଲୁଥାନ୍ତୁ ,ରାଧେ ରାଧେ ...

  • @gobindnarayanagrawal8774
    @gobindnarayanagrawal8774 21 час назад

    It is awaiting time

  • @AlokPradhan-ef9zq
    @AlokPradhan-ef9zq 21 час назад

    ବର୍ତ୍ତମାନ କ୍ଷମତା ରେ ଥିବା ସରକାର ଏପର୍ଯ୍ୟନ୍ତ ଶୋଇଛନ୍ତି କଣ ପାଇଁ।

  • @santoshpurohit8540
    @santoshpurohit8540 23 часа назад

    🙏 Namaskar... Congratulations 🎊🎉

  • @PrasannaPanda-w5c
    @PrasannaPanda-w5c 19 часов назад

    ୨୦୧୫ -୧୬ ମସିହାରୁ ଚିଟଫଣ୍ଡ କେସ୍ ଚାଲିଛି, କିନ୍ତୁ ଜମାକାରୀ ମାନେ ଅସହାୟ, ନିଃସହାୟ ହୋଇ ବସିଛନ୍ତି। କେନ୍ଦ୍ର ସରକାର ସେଠି ବସିଛନ୍ତି, ରାଜ୍ୟ ସରକାର ଏଠି ବସିଛନ୍ତି, କିଛି କ୍ରିୟା ନାହିଁ କି ପ୍ରତିକ୍ରିୟା ନାହିଁ। ଯଦି ପ୍ରତିଶ୍ରୁତି ଦେଇଥିବା କଥା ସରକାର ପାଳନ କରନ୍ତି ତେବେ ଜମାକାରୀ ଉପକୃତ ହୁଅନ୍ତେ ଓ ସରକାର ମଧ୍ୟ ସ୍ଥିରତା ବଜାୟ ରଖନ୍ତା ।ଜୟ ଜଗନ୍ନାଥ।

  • @bhagabandash9527
    @bhagabandash9527 19 часов назад

    ଚିଟଫଣ୍ଡ ଦୁରନିତିର ପର୍ଦାଫାସ ହେବା ଉଚିତ୍।

  • @PurnachandraBehera-if5tu
    @PurnachandraBehera-if5tu День назад

    ଜଗନ୍ନାଥ ଙ୍କ ଜମି ବିକ୍ରୀ କରିଛନ୍ତି ନବୀନ ପଟ୍ଟନାୟକ। ସବୁ ଟଙ୍କା BJD ଦଳ ଦଳୀୟ ଫଣ୍ଡ ରେ ରଖା ଯାଇଛି। ସବୁ ଫେରନ୍ତୁ।

  • @gourisankar7593
    @gourisankar7593 20 часов назад

    ଚାଷୀମାନେ ଚାଷ କରିପାରିଲେ ନାହିଁ ଶୋହଳ ବର୍ଷ ପାଇଁ,ଜବରଦସ୍ତ ଅଧିଗ୍ରହଣ କରାଗଲା, ତେଣୁ ଯେଉଁ ଅଧିକାରୀ, ମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀ ସେ ଟଙ୍କା କୁ ଭରଣା କରି, ଜେଲକୁ ପଠାଇ , ଏକ ନଜୀର ସୃଷ୍ଟି ହେବା ଉଚିତ ।

  • @laxmidharapanda6086
    @laxmidharapanda6086 22 часа назад

    ନବୀନ ସରକାର ଅନୁଚିତ ଅନୁଗ୍ରହ କରିଛନ୍ତି ଅର୍ଥ ନବୀନବାବୁ ସିଧା ଲାଞ୍ଚନେଇ ବେଦାନ୍ତକୁ ଜମି ଦେଇଛନ୍ତି ! ତେଣୁ ସାଧାରଣ ଲୋକଙ୍କ ନେଇଥିବା ଅର୍ଥ ନବୀନ ପଟନାୟକ ରାଜକୋଷରେ ଭରଣା କରିବାକୁ ବାଧ୍ୟ !

  • @kedarbiswal4575
    @kedarbiswal4575 16 часов назад

    ନବିନ ଏକା କିଛି କରୁ ନଥିଲେ। ଜମି ଅଧିଗ୍ରହଣରେ ନବୀନ ଏକା କାହିଁକି ତାଙ୍କ କ୍ୟାବିନେଟ ସଭା ଦାୟୀ ହେଵା ଉଚିତ୍।ସରକାର ଟଙ୍କା ଗଣିଵା ଉଚିତ୍ ନୁହେଁ।

  • @thirdeye9492
    @thirdeye9492 23 часа назад

    ଓଡିଶାବାସୀଙ୍କ ଆଶା ଭରଷା ମୋହନ ସରକାର 100% ପୂରଣ କରିବେ... ଇନ୍ଦ୍ରପ୍ରସ୍ଥରେ ଅବସ୍ଥାପିତ କେତେଟା ଗେଧ ଯାହା ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି....... ସେଇ ଗେଧ ଜୟଚନ୍ଦ୍ର ମାନଙ୍କ ମୁଖା ଖୋଲନ୍ତୁ....ସାମ୍ନାକୁ ଆଣନ୍ତୁ 😢😢😢

  • @BijayMishra-o8p
    @BijayMishra-o8p День назад

    ଆଜ୍ଞା ପ୍ରଣାମ 🙏
    ଯେଉଁ ସମୟ ବେଦାନ୍ତ ପାଖରେ ଲୋକ ଙ୍କ ଜମି ସେମାନଙ୍କ ପାଖରେ ଥିଲେ ସେମାନେ ସେଥିରୁ ରୋଜଗାର କରିଥାନ୍ତେ ଆଉ ପଇସା ଫେରେଇବେ ସେମାନେ ହିସାବ କଲେ ଆଉ ପଇସା ପାଇବେ

  • @chittaranjandash4178
    @chittaranjandash4178 22 часа назад

    ରାଜକୋଷ ରୁ ଯାଇଥିବା ଟଙ୍କା ଫେରିବା ଦରକାର ଟଙ୍କା କାହିଁକି ଫେରିବେନି ଜମି ମାଲିକ ଟଙ୍କା ଗୁଡା ସେମାନଙ୍କ ବୋପା ପଇସା ନୁହେଁ ୟେ ଟଙ୍କା ବିଜେଡି ପାଣ୍ଠିରୁ ଭରଣା ହେବା ଦରକାର। ପ୍ରଭୁ ଜଗନାଥ ନବୀନ ପଟ୍ଟନାୟକ କୁ କୋଡ଼ିଆ କରି ଦିଅନ୍ତୁ ।

  • @KISHANPiLA-x7h
    @KISHANPiLA-x7h 19 часов назад

    Please chitfund paisa milu 🙏

  • @RaghunathBadu
    @RaghunathBadu 22 часа назад

    2019 ନିର୍ବାଚନ ପୂର୍ବରୁ 300 କୋଟି ଟଙ୍କାର କର୍ପସ ଫଣ୍ଡ ଘୋଷଣା ହୋଇନଥିଲେ ବି ଜେ ଡି ସରକାର ଆସିନଥାନ୍ତା ' ଏହା ଏକ ନିର୍ବାଚନୀ ଚାଲ୍ ଥିଲା

  • @anjanabhuyan408
    @anjanabhuyan408 22 часа назад

    Should be Strong Action immediately

  • @megharaybaske8373
    @megharaybaske8373 19 часов назад

    ବହୁତ ଗୁରୁତ୍ବପୁର୍ଣ କଥା କହୁଛନ୍ତି ଯାହାବି ହେଉ

  • @gokulanandadas4048
    @gokulanandadas4048 18 часов назад

    BJD party fund ru ଟଙ୍କା ଭରଣ କରାଯିବ ଉଚିତ୍ ,

  • @SabitaKhuntia-ih5yq
    @SabitaKhuntia-ih5yq День назад

    Jay Jagannath sir namaskar very nice episode 🙏🙏

  • @PritishrutiRout
    @PritishrutiRout 21 час назад

    ଆପଣ ସାମ୍ବାଦିକ ଠାରୁ ବେଶୀ ବିଜେପି ର ଚାଟୁକାର ପରି ଲାଗୁଛନ୍ତି।

  • @TrilochanMall-x6n
    @TrilochanMall-x6n День назад

    Many many Thanks to you for raising chitt fund issue.

  • @sasthakumarpurohit2580
    @sasthakumarpurohit2580 19 часов назад

    ନିର୍ଭୟ ଗୁମର କଥା।ସତ୍ୟ ଘଟଣା ଜନ୍ ମାନସ କୁ ଜଣାଇ।ଥିବା ରୁ ମୋର ଆଶୀର୍ବାଦ,ମୋହନ ସରକାର ପଦକ୍ଷେପ ନେବେ,ଧୀର ପାଣି ପଥର କା ଟେ,,,,,, ମୋର ବିଶ୍ୱାସ,,,,, କବି,ପଣ୍ଡିତ,,,,,

  • @rabindranathsahoo2920
    @rabindranathsahoo2920 День назад

    ଜମି ହରାଇଥିବା ବ୍ୟକ୍ତି ଜମି ଫେରିପାଇବା ଆବଶ୍ୟକ । କିନ୍ତୁ ଟଙ୍କା ପାଇଥିଲେ ଫେରାଇବା ଆବଶ୍ୟକ ତାହା ସର୍ବସାଧାରଣ ସମ୍ପତି।

  • @amitavsarangi1883
    @amitavsarangi1883 7 часов назад +1

    Centre BJP members are involved many more corrupt case.

  • @SwaroopSharma-we1hs
    @SwaroopSharma-we1hs 21 час назад

    ଆଜି ନବୀନ ତ କାଲି ପାଣ୍ଡିଆନ, ରାଜ୍ୟରେ ବୋଧେ ଆଉ କିଛି ଘଟଣା ଘଟୁ ନାହିଁ

  • @ANKITKUMARNAYAKNAYAK
    @ANKITKUMARNAYAKNAYAK День назад

    ମୁଁ ସଂପୂର୍ଣ୍ଣ ଏକମତ।

  • @Rajkumar-e7e4v
    @Rajkumar-e7e4v День назад

    ବହୁତ ଭଳ କଥା ଆଜ୍ଞି

  • @amitavsarangi1883
    @amitavsarangi1883 7 часов назад +1

    Centre BJP members has been support to naveen patniak and vk pandian.

  • @prabinakumarmuduli7573
    @prabinakumarmuduli7573 День назад

    Very nice and impartial channel. Congratulations. Nahin Babu

  • @abulubabuswamy8256
    @abulubabuswamy8256 9 часов назад

    ଓଡିଶା ସେବା ସମବାୟ ସମିତି ର ସ୍ୱଛତା ପାଇଁ ସରକାର କହୁଛନ୍ତି କିନ୍ତୁ ଗୋକର୍ଣ୍ଣ ପୁର ସେବା ସମବାୟ ସମିତି କୁ RTI ମାଗିଲେ ମିଳୁନି ପ୍ରବଧାନ ନାହିଁ କହୁଛି ସମିତି ଏଠି ବଡ଼ ଦୁର୍ନୀତି ହେଇଚି CBI ତଦନ୍ତ କରାଯାଉ

  • @krushnachandrajena7383
    @krushnachandrajena7383 День назад +1

    Namaskar sir

  • @Dr_gurudayalbehera
    @Dr_gurudayalbehera 21 час назад

    Congratulations sir for the award 🎉