Madam. Namaste. Your are very very great. Your speach so very nice. Absolutely, your experience is highly appreciated. This type of message to our society most important. So too much positive thoughts to human, specific to present seniour. Mam , I grateful to you & appreciated for excellent experience. Such type of video to change/ moral support to all . Thanks Mam. God bless you. Must be upload such type Video in future. Once again thanks so much.
Sarajani Madam, you are great. Our society wanted you. Your discussion is good atmosphere for the society. You give some valuable suggestions to the society. God bless you. 🙏
ଏ ମାଡ଼ାମ୍ ଙ୍କୁ କୋଟି କୋଟି ଧନ୍ୟବାଦ୍ ଓ ସ୍ବାମୀ ସ୍ତ୍ରୀ ସମ୍ପର୍କ ପବିତ୍ର ଓ ଜନ୍ମ ଜନ୍ମ ସାତ ଜନ୍ମ ପାଇଁ ଓ ଚରିତ୍ର ହୀନ କାମ ବା ପରକ୍ରିୟା ପ୍ରୀତି ଠିକ୍ ନୁହେଁ କି ପବିତ୍ର ଶରୀରର କୁ ବେଶ୍ୟା କାମ କରି ମୂଲ୍ୟବାନ ପବିତ୍ର ଶରୀର କୁ ନଷ୍ଟ କରିବା ଉଚିତ୍ ନୁହେଁ jay hind
Jay hind
ଅତି ସୁନ୍ଦର କଥା ଶିକ୍ଷଣୀୟ ❤
ଧନ୍ୟବାଦ
ଵହୁତ ସୁନ୍ଦର କଥା କହୁଛି ଆପଣଙ୍କୁ ଵହୁତ ଧନ୍ୟବାଦ।
ଜୟ ଜଗନ୍ନାଥ
ମାଦମ୍ ରାଜନୀତି ଖେଳୁଥିବା ପରିକା କହୁଛନ୍ତି, ଆଉ ଯିଏ ସଂପୂର୍ଣ୍ଣ ନ ଶୁଣି ପ୍ରଥମରୁ ଟିକିଏ ଶୁଣିଦେଇ ଖୁସି ହେଉଛନ୍ତି, ସେମାନେ ଧନ୍ୟବାଦତ ନିଶ୍ଚୟ ଜଣାଇବେ । ଯେମିତି ରାଜନୀତିରେ ପ୍ରଥମରୁ କୁହାଯାଇଥାଏ ଯେ ଆପଣ ମୋର ବରିଷ୍ଠ ତଥା ଦୀର୍ଘକାଳ ନିଜର ଜୀବନ ରାଜନୀତିକୁ ସମର୍ପର୍ଣ୍ଣ କରିଦେଇଛନ୍ତି,ଆଉ ବହୁତ୍ ଭଲ, ସେଥିନିମନ୍ତେ ମୁ ଆପଣଙ୍କୁ ସମ୍ମାନ କରେ, ଆଦି ବହୁ କିଛି କଥା । ତାପରେ ଆରମ୍ଭ କରିବେ କିନ୍ତୁ ....................। ସେହିଭଳି ପଶୁ ଆଉ ରାଜାଙ୍କ ଉପରେ ପର୍ଯ୍ୟବେସିତ ଯେଉଁ ମାନଗଢା କାହାଣୀ ବର୍ଣ୍ଣନା କରିଛନ୍ତି (ଯେଉଁଠି ପ୍ରକୃତପକ୍ଷେ ସତ୍ୟତା ଥିବା ଦେଖାଯାଏନି) , ସେହିଭଳି ବିବାହିତ ପୁରୁଷ ଦୟିତ୍ଵସମ୍ପଣ ନରହିବଯୋଗୁଁ ପାରକ୍ରୀୟା ପ୍ରୀତି ଉପରେ ଆଧୁନିକ ମହିଳାମାନେ ଚାଲିଯାଉଛନ୍ତି । ମୈଥୁନ ଗୋଟିଏ ଜିନିଷ, ଯେଉଁଥିରୁ ବଂଶବୃଦ୍ଧି ହୋଇଥାଏ । କିନ୍ତୁ ପଶୁ ମାନଙ୍କ ଭିତରେ କେବଳ ପୁଲିଙ୍ଗ ଓ ସ୍ତ୍ରିଲିଙ୍ଗ କ୍ଷେତ୍ରରେ କେବଳ ଯୌନ ସମ୍ବନ୍ଧ ଛାଡ଼ିଦେଲେ ଯା ରାସ୍ତା ତାର. ଏପରିକି କ୍ଷୀର ଛାଡ଼ିଦେଲେ ମା ବି ସନ୍ତାନକୁ ନିଜ ନିକଟରୁ ଦୂରେଇ ଦେଇଥାଏ । ଯେଉଁଠି ଦଳବଦ୍ଧ ଅବସ୍ଥାରେ ରୁହନ୍ତି, ସେମାନଙ୍କର ଗୋଟିଏ ଦଳପତି ଥାଏ, ଯିଏ ସ୍ତ୍ରୀ ଓ ତାର ଛୋଟପିଲାକୁ ଛାଡ଼ିଦେଲେ ବଡ଼ ପୁରୁଷଙ୍କୁ ଗୋଷ୍ଠୀ ଭିତରେ ରହିବାକୁ ଦିଏ ନାହିଁ । ଅନ୍ୟ କେହି ପୁରୁଷ ପଶୁର ସର୍ବଦା ଲକ୍ଷଣ ଥାଏ ଯେ ସେ କେମିତି ବଳୀୟାନ ହୋଇ ଦଳପତି ହଟେଇ ତା ଯାଗାରେ ଦଳପତି ହେବ, ଯେଉଁଠି ଦଲଭିତରେ ରହୁଥିବା ମହିଳା ପଶୁ ମାନଙ୍କର ଯୌନସୁଖ ପ୍ରାପ୍ତି ହେବ । ଯିଏ ପାରିନାହିଁ, ସେ ସବୁବେଳେ ଦଳପତି ବିରୁଦ୍ଧରେ ସଂଗ୍ରାମ କରି ଚାଲିଥିବା, ଯାହା ମାଡ଼ମ ଏଠି ନିଜ କାହାଣୀରେ ବର୍ଣ୍ଣନା କାରିଥିଲେବି ଶେଷରେ ଭୂଳିଯାଇଛନ୍ତି ।
ଆପଣଙ୍କ ର ସବୁ କଥା ମୋତେ ବହୁତ ଭଲଲାଗେ ଅପା 🙏🙏🙏🙏
ମାଡାମ ଧନ୍ୟବାଦ ଏମିତିକା ଭଲ ବାର୍ତା ସମାଜ କୁ ଦେଇ କିଛି ଅମାନିଆ ଙ୍କୁ ବାଟକୁ ଆଣିବାର ଚେଷ୍ଟା ଜାରିରହୁ. 🙏🙏
ଆପଣଙ୍କ ମତାମତ କୁ ଅନେକ ଅନେକ ଧନ୍ୟବାଦ
ମା ତୁମକୁ ଅଶେସ ଧନ୍ୟବାଦ, ସେଥିପାଇଁ ଆମ ଓଡ଼ିଆରେ ଗୋଟେ କଥା ଅଛି ଯଥା- ବୁଝିବା ଲୋକର ଗୋଲାମ ହୁଅ, କିନ୍ତୁ ଅବୁଝା ଲୋକର ସାଆନ୍ତ ହୁଅ ନାହିଁ.
ଧନ୍ୟବାଦ madam ଆପଣ ସମାଜ କୁ ଭଲ ବାର୍ତ୍ତା ଟେ ଦେଇଛନ୍ତି ।
ପରକ୍ରୀୟା ପ୍ରୀତି କରୁଥିବା ସ୍ତ୍ରୀ ମାନଙ୍କ ସମସ୍ତ ସ୍ବାମୀ ମାନେ ଏକ ହେଇ ସେ ଭଳି ବେଶ୍ୟା ମାଇକିନା ଓ ନାରୀ ମାନଙ୍କୁ ଡାଇରେକ୍ଟ ବିଷ କିମ୍ବା କଲିକତା ବେଶ୍ୟା ଖାନା କୁ ପଠେଇ ଦିୟନ୍ତୁ
Rt
Right bh❤❤❤❤
ବହୁତ, ବହୁତ୍ ଧନ୍ୟ ବାଦ ମାଆ
ବହୁତ ସୁନ୍ଦର କଥା କହିଛନ୍ତି ❤❤❤❤
ବହୁତ ସୁନ୍ଦରନିତୀବାଣୀ, ଧନ୍ୟବାଦ ❤❤❤
ଏ madam ବହୁତ ଜ୍ଞାନ ପେଲୁଛନ୍ତି କିନ୍ତୁ ନାମ କୁ ମାତ୍ର motvational speaker ସତ କଥା ଏ ହେଉଛନ୍ତି ଛଦ୍ମବେଶୀ ଏ ମହାଶୟା କଟାହାତିଆ ପିଟା କଂଗ୍ରେସ ସେଥି ପାୟୀ ଭିଡିଓ ଶେଷ ରେ କଂଗ୍ରେସ ପ୍ରଚାର add ଆସୁଛି🤣 କଂଗ୍ରେସ ନେତ୍ରୀ ହୋଇ ରାଜନୀତି କର ଅଧିକ କମାଇବ
ମାଡାମକୁଂ ମୋର ଅନେକ ଅନେକ ଧନ୍ଯବାଦ
ଆପଣଙ୍କ ପରି ସ୍ତ୍ରୀ ମତେବି ମିଳୁ❤❤
Namaste madam.. your advice is good for population.. Jay Jagannath
ଆପଣ ଠିକ କହିଛନ୍ତି🙏🙏🙏❤️❤️
ଆପଣ ଙ୍କ କଥା ବହୁତ ସୁନ୍ଦର
ସୁନ୍ଦର ସନ୍ଦେଶ ଅପା l ପ୍ରଣାମ 🙏
ଅତି ସୁନ୍ଦର୍
ଧନ୍ୟବାଦ ମାଡାମ ❤️ଅତି ସୁନ୍ଦର ବାର୍ତ୍ତା ଜୟ ଜୟ ଜଗନ୍ନାଥ 🙏
Madam. Namaste. Your are very very great. Your speach so very nice. Absolutely, your experience is highly appreciated. This type of message to our society most important. So too much positive thoughts to human, specific to present seniour. Mam , I grateful to you & appreciated for excellent experience. Such type of video to change/ moral support to all . Thanks Mam. God bless you. Must be upload such type Video in future. Once again thanks so much.
Madam ଜଣଙ୍କୁ ବାରମ୍ବାର ବୁଝେଇ ଲା ପରେ ବି ବାରମ୍ବାର ସେହି ଭୁଲ କରେ ତାହେଲେ ସେଠି କଣ କରାଯିବ କିନ୍ତୁ ସ୍ବାମୀ ସ୍ତ୍ରୀ ର ସମ୍ପର୍କ ଏମିତି ଯେ ପରଷ୍ପର କୁ ଛାଡ଼ି କି ବି ରହି ହେବନି
ତାହେଲେ gold Play କରିବୁ 😂😂😂 କହୁଛୁ
@@munathewriter1234ଭାଇ ତମେ ଅସଲ କଥା କୁ ଧରି ନେଇଛ
Hii , tume thik kahichha
Respect button for this Angel ❤👑✅wow expensive explanation
ଧନ୍ୟବାଦ ମାଆ
ମାଡାମ ପିଲଦିନେ ଯାହା ସହିତ ଚିଠି ଦେଇ ଗେଲ ହେଲେ ଚଳିବ କିନ୍ତୁ ମାମ ସେଇ ଝିଅ କୁ ପୁରୀ ରେ ବାହା ହେଲେ ସେଝିଅ କିଛି ପ୍ରକୃତି ବଦଳେଇଲାଣି ହେଲେ ମୁଁ ବିଭା ଘର ପରେ ଡିପ୍ରେସନ ହେଲା ମେଡ଼ିସିନ ଖାଇ ୩୮ ବର୍ଷ ସରକାରି କଲି ହେଲେ ସେ ସ୍ତ୍ରୀ ପ୍ରେମିକ କୁ ପ୍ରଶଂସା କରୁଛ ଟାକୁ ଛାଡି ଦେଲି ହେଲେ ପୁଅ ଝିଅ କେହି ବୁଝି ଲେନି ତଥାପି ମୁଁ ୧୫ ଟି ବଟିକା ଖାଇ ବଂଚି ଚ୍ଛି 🙏🙏
ବହୁତ ସୁନ୍ଦର 👍👍ଧନ୍ୟବାଦ 👍
ସୁନ୍ଦର ମତାମତ,
ଧନ୍ୟବାଦ ଭଉଣୀ।
Thank Thank Thank U deer Madam l likeyour speech verry much,
So nice. Bahut bahut dhanyawad. Thanks sis
You are 💯 Right
Ek dum sahi baat hai❤❤❤
ଧନ୍ୟବାଦ
Thanqu medam
Very good jaya jagannth ❤❤❤🙏🏻
ଗୁରୁ ମା 🙏🙏🙏🙏🙏🙏🙏
You are great
Actually 💯👍
Sarajani Madam, you are great. Our society wanted you. Your discussion is good atmosphere for the society. You give some valuable suggestions to the society. God bless you. 🙏
ସଂପୂର୍ଣ୍ଣ ମିଛ କଥା । ଯଦି ବୟସ ବୃଦ୍ଧି ଉପରେ ପୂର୍ବଭଳି ପୁରୁଷ ଓ ସ୍ତ୍ରୀଙ୍କ ମିଳନ ହେବନାହିଁ, ତେବେ ମହିଳାଙ୍କ ନିମନ୍ତେ ପରକ୍ରିୟା ପ୍ରୀତିରେ କମ୍ ଆସିପାରେ ।
ଅତି ସୁନ୍ଦର ❤❤❤
You are Right talking Madam about the above matter Apanku many many thanks Jahakahile Sabu Satakatha Agaku madichalantu Long Lived 🎉🎉🎉
Right 👍 100
Zabardast vdo
କଂଗ୍ରେସ ର ଅନ୍ୟ ନାମ ଦେଶ ଦ୍ରୋହି ଆତଙ୍କବାଦି । ରାଜନୀତି ରାଷ୍ଟ୍ର ନୀତି ହେବା ଉଚିତ୍ mind it 😡👊 ଜୟ ହିନ୍ଦ୍
Well said madam, This is the real fact
Pura 💯 percent thik kahichanti bada bhouni 👍👌🙏
Apanka Katha suni bahut bhala lagila madam
Jay Jagannath Radhe Radhe dhanyabad apannanku swagtjagya barta radhe radhe.
Madam e type ra katha sunaba 🎉 dil khus ❤ lagu thisi.
Thankyou apa
🙏❤️🙏👌👌👌Thank you maam
Good thinking madam 🙏🙏🙏🙏🙏🙏🙏 tuma pari bhaba. Mu kahatu b suninahin... Thank u God gifted your more blessings
Very good
Emiti mind all people s nkara heba darkar very good
ମାଡାମ ମୁ ଆପଣଙ୍କ ସବୁ ଭିଡିଓ ଦେଖେ Instagram ରେ ଆପଣ ବହୁତ ସାରା ସୁଦଁର ବାର୍ତ୍ତା ଦିଅନ୍ତି ସମାଜକୁ ବହୁତ ..ଧନ୍ଯବାଦ 🙏🙏
Many many thanks Mam for your help full tips for our day to day life 🙏🙏
Excellent mam. So impressive discussion.
Beautiful advice
Bahut Sundar Katha kahile Bhauni.
ଦୁର୍ଭାଗ୍ୟର କଥା ଏ ମହିଳା ସମୟକୁ ଧରି ସ୍ୱାର୍ଥପ୍ରେରିତ କଥାଗୁଡେ କହୁଛନ୍ତି । ଆଜିକାଲିକା ପରିସ୍ଥିିଟିରେ ନିଜ ସ୍ବାର୍ଥ ଛାଡ଼ିଦେଇ କୌଣସି ସ୍ତ୍ରୀ ସ୍ୱାମୀଙ୍କର ଭଲମନ୍ଦ ଜାଣିବାକୁ ଚାହାନ୍ତି ନାହିଁ । ତାହାର ମୁଖ୍ୟ କାରଣ ନାରୀମୁକ୍ତ ସମାଜ ଯୋଗୁଁ ବିବାହପୂର୍ବରୁ ତାଙ୍କର ବହୁ ପୁରୁଷଙ୍କ ସହ ସମ୍ପର୍କ ଥାଏ । ତେଣୁ ବୟସ ଅନୁସାରେ ବିବାହ କଲେ ତଥା ନିଜ ଇଚ୍ଛା ଅନୁସାରେ ସାଙ୍ଗ ନପାଇଲେ ପ୍ରକ୍ରିୟା ପ୍ରୀତି ଆଡ଼କୁ ମୁହେଇଥାନ୍ତି । ମୈଥୁନ ମନ୍ୟୁଷ୍ଷ ଓ ପଶୁ ଭିତରେ ସମାନ ଥିଲେ ପଶୁମାନେ ସେଭାଲିକା ଦାୟିତ୍ଵସମ୍ପନ୍ନ ନୁହନ୍ତି, ଯାହା ଜଣେ ପୁରୁଷ ବଳିଦାନ ଦିଏ । ତେଣୁ ମହିଳା ଦେବା ମାଙ୍କଡ ଉଦାହରଣ ଠିକ୍ ନୁହେଁ, କାରଣ ସେ ଚାହୁଁଛନ୍ତିକି ପୁରୁଷମାନେ ଦାୟିତ୍ଵ ବାହାନାରେ ସ୍ତ୍ରୀଙ୍କ ସମସ୍ତ ଅଭିଳାଷ ପୁରଣକରି କୁକୁର ପରିକା ଗୋଡାନ୍ତୁ ? ଆଉ ସ୍ତ୍ରୀ ତାର ମନମୁଖୀ ଚାଲୁ, ଆଉ ବହନାକରି ସ୍ବାମୀ ଉପରେ ଦୋଷଢଳି ପରକ୍ରିୟା ପ୍ରୀତିରେ ଗୋଡାଇ ? ଦୁର୍ଭାଗ୍ୟର କଥା ସବୁକିଛି ଯାଣିଲେବି କିଛିଲୋକ ବହୁତ୍ ବଢିଆକହି ଏପରିକା କଥାକୁ ସମର୍ଥନ ଦେଉଛନ୍ତି ।
ଆମେ କିନ୍ତୁ ଏ କଥାରେ ସହମତ ନୁହଁ ଏ ମାଡ଼ମର ଝିଅ ଯଦି କହେ ମୋସ୍ୱାମି ଦେହସୁଖଦେଇ ପାରୁନି ଅକ୍ଷମ ଏ କଣ କଣ କରିବ ଝିଅ କୁ ସେଇଠି ପଡ଼ିରହିବା କୁ କହିବ ନା ଅନ୍ୟତ୍ର ବାହା ହେବାକୁ କହିବ ସେତେବେଳେ ବୁମ୍ ନଥିବ ଏ କ୍ୟାମେରା ନଥିବ କି ଏ ଉପଦେଶ ବି ନଥିବ
True katha kahile madam
Excellent mam
Very nice 👍 thenks
SALUTE TO YOU MADAM 🙏🏻
You are right mam
Well discussed mam.idol msg for all of us.
Thanks madam❤❤❤❤❤❤❤❤
Social worker is A good leader He or she can handle every situations
MAM Thank you
Sundar katha tie kahila 🙏❤️🙏
Sarojini Madam nka sahita eka sunder alochana.Bahut sunder mankada galpa ra udaharan sahita upasthapana puni prakruta leadership bisayare.Shikshakata sahita nijara shiksha ra parichaya deiparichhanti aau jane nameedamee motivational speaker madhya hoiparichhanti.Bhagwan sabu samayare tanka ra chalapatha kusumita karantu aau sarbada sustha rakhithantu.🙏 Jai ♥️🇮🇳🔥 Hind 🙏 Jai Srikrishna 🙏
Madam app great ho
Made m thank you
Physical satisfaction is also a major factor
Good message
Jay jagannath
Aapana bahuta bhala gyana deuchanti madam kintu sabuloka bujhiba darkar
Thank you soomuch Ma'am 👍💯👌
Definitely correct
Right madam 🙏🙏🙏
Good Answer Madam.Thanks.
Right 👍 mam
Right apa❤
🙏right Katha.kahile
Super
Extremely urgent
Correct
Very Good
Good advice madam
❤ good morning Om nama Surayadevaya ❤
Bahut sundar udaharan ahi Mankada neta kahani
Thanks Madam you are 100%
Correct
Thank you appa
Salute❤
Good advice mam
Thanks mam
Thank you mam ❤🙏🙏
Right Right
Thanku.maa
God bless you mam
Thank you medam