Cause bahut kichi heipare, Investigation darkar, 1st swami mariba pachara karana...... Bina mrge re living re rahiba kete dur thik jhia ra. Police b help karuni mane...... Ghara bina icha re nje decision neiki gharathu dureijiba kete dur thik. Serhipain kuha jae bapa bhai nku kebe chadani re prema chakr re. Rakta samparkaku jie jie chadichi se se pasteichi. Vul thik court decide karibe 👍
Mun kahibi nari jati ra first bhul ,gote nari bidhaba hele divorce hele ei samaj re purusa mane nari sariraku khela samagri pari use kari reject karanti ,but ethi nari mane ete sasta gote purusa ra wife thilebi gote purusa widow helebi divorce hele bi gote nuhen hajare jhia anei basichhanti ,tebe bhul kahara nari manankara boli kuhajiba Deepak ku au gote nuhe 50 ta jhia milibe but ei bhauni ku milibeni gote loka bhala paibaku ,,tebe nari mane strong hua educated hua self dependent hua🙏🙏
Thik katha kahile bhai , mu bi sei katha bhabuchi bhala jhia heithile swami mariba pare pare baha habaku echa heinathanta, tanka photo dekhile bi laguni mote laguchi para toka pain swamiku marideithiba
Very sundar Katha..... ete bhala-bhala bhabi paruthiba prani ei pruthibi re achhanti ! जाकी रही भावना जैसी, प्रभु मूरत देखी तिन तैसी अर्थात जिसकी जैसी दृष्टि होती है, उसे वैसी ही मूरत नज़र आती है।
1St tym jadi jane coal drinks re miscarriage medicine dela, 2nd time coal drinks piba katha nuhe , tuma dunhika photo dekhile ta laguni 1st swami maribra dukha achi boli jhia mana re , Mo sanga bi 2jana widow heijaichanti janakar gote jhia janakar gote pua , puni 2jana nkar pila 2 masa 3 masa heithila pila janma Heba pare 2 jana jaka widow heithile , aji.ka date re swami chakiri re chakiri kariki dunia saha ladhiki pila ku manisa karuchanti , 7yrs hela au baha bi hele nahi , kintu a jhia kemiti swami maribar 6 month re baha heiparila
Naree mane sabuble husband upare dependent hei ki chaliba ta ae parinam anichi aji. My suggestion nija gida re nije chhida huontu. Manuchi chhota belu puo ku bhla schl re dionti jhio ku govt schl re ahuri anek. But jebe thu jhio mne nijaku nije janujanti try krantu ae social jala bhitaru bahariba pain & nija goda re nije hin chhida hba pain. After all kaha upare bhara dei jiban banchiba thik nuhon karan koi moment re jia bhara deuthibo chhadi debo jmt ae swami mne chhadi deujanti. Au mu bhabe matric or +2 pre pre jne jhio mature hei gba ktha a sabu jinisa ku nei k & nija goda re nije chhida hba pain try krontu then mrg. Tahele husband jadi chhadi deuchi tahle b banchi hbo. & try to explore urself within u who are u why u have coming to this earth what is the purpose of ur life.
ସେ ପୁଅ କୁ ତୁରନ୍ତ ଗିରଫ କରାଯାଉ ମାଗିଆ ଯେଉଁଠି ଲୁଚୁଛି ବାହାର କରାଯାଉ
Magia tu heaithantu.
Dhariba yes kar
Bia galu Karu thila na
Thiki achi
Bah...ki chamatkar bhasa.... civilized samaj ra samannita naari 😂
Angul rea aaaaaa
ପ୍ରତେକ ମଣିଷର ଗୋଟେ ସାହାରା ଦରକାର ହୁଏ ବିଭା ହୋଇ ଛାଡ଼ିବି ହେଉ ବା ବିଧବା ହେଉ କୋଉ ବାପା ମା ବି ବେଶି ଦୀନ ରଖିବେ ନାହିଁ ସେମାନେ ବି ଟଚର କରିବା ଆରମ୍ଭ କରି ଦେବେ ତେଣୁ କରୀ ସେ ଲୋକକୁ ଖୋଜୀ ତାକୁ କଡ଼ା ଆଇନୀ ଅନୁସାରେ ତା ଜିମା ଦୀଆ ଯାଉ ସେ ଏବେ ଜୀବ କୁଆଡେ କେଉଁଠି ରହିବ ସେ ସେ ଗୋଟେ ନାରୀ ସେ ପୁରୁଷ ନୁହେଁ ସାରା ଜୀବନ ଏକା କାଟି ଦେବ ସରକାର ୟାର ବିଚାର କରନ୍ତୁ
Gote Jhia eka banchi parib.
Samaja ra mansh khia purusha mane jadi akhi na pakeibe
Samaj ra sati savitri nari mane jadi ninda na karibe
sati naari hebaa kharap ki @@JyotiSahoo-g4d
Thik kahicha bhauni a duniare kehi kahara nuha
@@comedybebybasanti1265 kie kahila sahara darakar mu puni kemiti banchichhi kuhantu, Gote jhia chanhile sabu karipariba ,
@@sradhaanjali4582gute o❤❤❤❤
ଏମିତି ଝିଅ ମାନଙ୍କ ସହିତ ଏମିତି ନୃଶଂସ କାମ କରନ୍ତୁ ନାହିଁ ଭାଇ ମାନେ
ଯଦି ନିଜେ income କରୁଥିଲ ତାହେଲେ ସେଇ ଛୋଟ ଝିଅ କୁ ନେଇ ବଞ୍ଚିଥାନ୍ତ ଏଦୁନିଆ ବହୁତ୍ ଖରାପ୍ କାହାକୁ ବିଶ୍ୱାସ କରନି 🙏🙏🙏
Right
ଭାଇ ଦୁନିଆଁ ଖରାପ ନୁହେଁ ଲୋକ ହିଁ ଖରାପ
Right
Right samste kharapa nuhanti kintu midiya bala jetiki bujhuchanti seae kichi help kariba katha au nije income kara nije chala
Au seae pua jaha income kariba yanku ta tanka ra 75 percent miliba dara kara
ତଦନ୍ତ ଠିକ କରି ଆକ୍ସସନ ନିଅ
ଏମିତି କରନି ରେ 🙏🙏ଦୟାକରି ଗୋଟେ ଝିଅ ର ଜିବନ ନଷ୍ଟ କରନି ଆଜିକା ଜିବନ କାଲିକି ନାହିଁ 😢
Karma fala bhogibaku padiba
Mrutu asibani hagi muti ba bed re
Tu kia 😂 re jhia kale thik pua kale kila😂😂😂😂😂
Yé ama vlg ra yara 3 bhai pura rajarani pari thila.... Yé ta ghara loka niku chhadi jaichi na bhogi ba na....
ଧାନ ବଢ଼ିଲେ ନଡ଼ା ଆଖୁ ବଢ଼ିଲେ ଜଡ଼ା
ଅତି ଲେମ୍ବୁ ଚିପୁଡ଼ିଲେ ପିତା ଅତି ମଧୁର ପୋକ ଖାଏ ଅତି ଶଚୋଟ ସରଳ ହେଲେ
ଧୋକା ଖାଇବାକୁ ପଡ଼ିଥାଏ
ଜୟ ବଜରଂଙ୍ଗ୍ ବାଲି ଜୟ ମାଁ ତାରାତାରିଣୀ ଙ୍କର କୃପା ଶଦୈବ୍ ବାବୁ ଏ ମୋର ବହୁତ୍ ବହୁତ୍ ପ୍ରାର୍ଥନା
ଧର୍ଯ୍ୟ ଧର୍ ବାବୁ
ଶଳା ହାରାମି କୁ ଆଜୀବନ କାରାଦଣ୍ଡା ଦେଶ ମିଳୁ
ସବୁ କର୍ମ ଫଳଭୋଗିବାକୁ ପଡ଼ିବ ପୁରୁଷ କଥାରେ ଏତେ ଶୀଘ୍ର ବିଶ୍ବାସ କରିବା ଉଚିତ ନୁହେଁ ଘର ଲୋକ ବୁଝା ମଣରେ ବାହା ଘର କରିଥାନ୍ତେ ସେ କେବଳ ଶରୀର ସୁଖ ଆଉ କିଛି ନାହିଁ
ଏ ଦୁନିଆଁରେ ସମସ୍ତେ ତ ମଣିଷ କିନ୍ତୁ ପାର୍ଥକ୍ୟ କେବଳ ମାନସିକତାର 😢😢😢😢 ହେ ପ୍ରଭୁ ଭଉଣୀ ଙ୍କ ଆଖି ଲୁହର ନ୍ୟାୟ ଉଚିତ୍ ମିଳୁ 🙏🙏🙏🙏🙏
ବାପା ମାଆ ଙ୍କ କଥା ନ ମାନିଲେ ଏମିତି କିଳା ନେବ
ହେ ପ୍ରଭୁ ଏ ଭଉଣୀ ଙ୍କୁ ସାହାରା ଦିଅ 🙏🙏🙏🙏🙏🙏🙏
Ea bhauni ama vlg ra ya akhira luha dekhi tarali jaoni... Bahut harami ea chhua....
ଲିଭ୍ ଇନ୍ ରେଲେସନ ରହିବା ଆଗରୁ coper T, injection Antara,mala N, CC use kana pai karuna sabu gov.hospital re free ରେ ମିଳୁଛି ଯାହାର ଛୁଆ ହଉ ନାହିଁ ସେ କେତେ ଟଙ୍କା ଖର୍ଚ୍ଚ କରି IVF iui କରୁଛନ୍ତି ଆଉ ତମମାନଙ୍କ ମାଜକ ଲାଗୁଛି ଅବୋର୍ସନ କରିବା ପାଇଁ
ଭ ଉଣି ନିଜକୁ ଧଯ୍ୟ ଧରି ରଖ ଏ ସମାଯ ଅନେକ୍ କଥା କହିବ ତାକୁ ନ ଶୁଣିକି ନିଜ ଝିଅ କଥା ଭାବ ଆଉ ଝିଅକୁ ମଣିଶ କର ଆଉ ଆଗକୁ ବଢି ଚାଲ ତମକୁ ଠାକୁର ସାହା ହୁଅନ୍ତୁ ଯୟେ ମହାବିର୍ 😢😢😢😢😢
ଭଉଣୀ ତୁମର ପ୍ରଥମ ଭୁଲ୍ କାହିଁକି ନା ତୁମକୁ ଯିଏ ନ ମାସ ଗର୍ବରେ ଧରି ଚାଲିଛି ଓ ତୁମକୁ ଆଜି ଯାଏ ଏତେ ଉଚ୍ଚ ଶିକ୍ଷିତ କରିଛି ତୁମେ ତାଙ୍କ କଥା ବିରୁଦ୍ଧରେ କାମ କରିଛ ତୁମେ କଷ୍ଟରେ ରହିବ ଜୟ ଜଗନ୍ନାଥ ଭଗବାନ ତୁମକୁ ବହୁତ ଷାହଶ ଦିଅନ୍ତୁ ତୁମେ ଜବ୍ କରି ନିଜେ ଏବଂ ଝିଅ ର ଭଲ ମନ୍ଦ ଦାୟୀତ୍ବ ନିଅ ଜୟ ଜଗନ୍ନାଥ ଜୟ ଶ୍ରୀରାମ
ବ୍ୟୋମକେଶ ତ୍ରିପାଠୀଙ୍କ ମନ୍ତବ୍ୟ ନିଅ କାରଣ ସେ ବେଶି କୁହାଳିଆ ତ ।
Also Sura routray and Ranee Panda
Thik
ଆରେ ଭାଇ ଏଠି ବ୍ୟମାକେଶ ତ୍ରିପାଠୀ କଣ କରିବ ଏଇ ଝିଅ ଯଦି ବାହା ହେଉଥିଲା se ଟୋକାର ଘରକୁ ଗଲାନି କଣ ପାଇଁ
ସେ ପୁରୁଷକୁ ତୁରନ୍ତ ଗିରଫ କର।ସେ ଭଉଣୀକୁ ମାସିକ ଖର୍ଚ୍ଚ ଦେଉ । ସମାଜରେ ଏପରି ଲୋକକୁ ଦଣ୍ଡ ନ ହେଲେ ଶଳାର ଗର୍ବ ବଢିଯିବ|
Very sad news i request bhaskar reporter pls help him immediately take action...give him some support ,
ଏହି ସାମ୍ବାଦିକ ଙ୍କ ସବୁ ଭିତିରି କଥା ଶୁଣିବା ବହୁତ interested ଲାଗୁଛି😂😂
ଭାସ୍କର NEWS କୁ ଏସବୁ ଖବର ମିଳୁଛି କେଉଁଠୁ?
ଗାଁ ଗଣ୍ଡାକୁ ଆସି ଟିକେ ଗରିବ ଗୁରୁବାଙ୍କ ଚାଲି ଚଳନ ବିଷୟରେ ଦେଖନ୍ତା ହେଲେ... ଆଉ ଏ ରିପୋର୍ଟର ଚଷମା ଵାଲା ୟାକୁ ଖାଲି ଏଇ news ପାଇଁ ପଠାଯାଉଛି ବୋଧେ... ଆଉ କେହି ନାହାନ୍ତି କି ଭାସ୍କର news ରେ 😡
ଠିକ
ଆଜି କାଲିକା ତ ସତ ପ୍ରେମ କୁ ବିଶ୍ବାସ କରନ୍ତି ନାହିଁ। ଯଉ ପିଲା ମିଠା ମିଠା କଥା କହିବ ମିଛ ସତ କହିବ ତାକୁ ଭଲପାଅ ଏମିତି ହବ।
କଳିଯୁଗ ରେ ନ୍ୟାୟ ଗୁଡା ସବୁ ଗଛ ରେ ଫଳୁଛି.. ଖାଲି ତୋଳିକି ଖାଇବ ଆଉ.... ଯେତିକି ଧଇଁଆ.. ଭଂଡୁଆ. ମାଘିଆ... ଏମିତି ସବୁ କାଣ୍ଡ କରିକି ଭାସ୍କର ପାଖୁ ଖବର ଦିଅନ୍ତି
ଭଲ ହେଇଛି
ଭଗବାନ୍ ତୁମକୁ ଭଳରେ ରଖନ୍ତୁ ତୁମର ଦାମ୍ଫତ୍ୟ ଜୀବନ ସୁଖମୟ ହେଉ ମୁଁ ଭଗବାନ୍ ଙ୍କୁ ପ୍ରାର୍ଥନା କରୁଛି
ଭଉଣୀ ଙ୍କୁ ନ୍ୟାୟ ମିଳୁ
Thanks o.Bhaskara
Bahut pertaining karuchi ei lady... Bahut chalaak...
ସୁନ୍ଦର ଦେଖିଭଲପାଇଥିଲା
ସେ ଵଦମାସକୁ ଖୋଜି ସାମ୍ନାକୁ ଅଣାଜାଉ ଗୋଟେ ଝିଅକୁ ବିଶ୍ବାସ ଦେଇ ଇଜତ୍ ଲୁଟିଛି ଆପଣଙ୍କୁ ଅନୁରୋଧ ଝିଅଟିକୁ ନ୍ୟାୟ ମିଳୁ
Cause bahut kichi heipare,
Investigation darkar,
1st swami mariba pachara karana......
Bina mrge re living re rahiba kete dur thik jhia ra.
Police b help karuni mane......
Ghara bina icha re nje decision neiki gharathu dureijiba kete dur thik.
Serhipain kuha jae bapa bhai nku kebe chadani re prema chakr re.
Rakta samparkaku jie jie chadichi se se pasteichi.
Vul thik court decide karibe 👍
ଭଗବାନଙ୍କ ଉପରେ ବିଶ୍ବାସ ରଖ ଭଉଣୀ
She is really awesome...why did he left her 😢😢😢😢
Thik heichhe tate ,,
Bhaskar news ku sabubele ei bala news milijae
ଭୋଲିଭାଲି ଲଡକି ଭଲ ପାଇବା ଆଗରୁ ୧୦୦ ଥର ଭାବିଲୁନି ନା ଫସେଇଥିଲୁ
Kitni cute ladki he yaar 😢
ପ୍ରତେକ ଯୁବକ ଯୁବତୀ ମୁଁ କହିବାକୁ ଚାହେଁ ଭାସ୍କର ଚେନେଲ ପ୍ରତି ଟିକିଏ ଟିକିଏ ଦେଖନ୍ତୁ କାରଣ ହେଲା love କରିବା ପୂର୍ବରୁ ଭାସ୍କର news ଟିକିଏ ମାନେ ପଡିବ ନା ହେଲେ ଦିନ ଆସିବ ଯୁବକ ଯୁବତୀ ମାନଙ୍କୁ ଏ ମହିଳା ପରି ତୁମକୁ ଭାସ୍କର News ଆସିବାକୁ ପଡିବ
😂😂😂😂😂😂😂
😂😂😂😂
ଯାହା ହୁଏ ସବୁ ଭଗବାଙ୍କର ଲୀଳା
Sister jesus jibit ochonti tanku preyar karo se rasta baharkaribe
ଆଗରୁ ଜନିନଥିଲୁକି ତାର ବାପା ମାଆ ଙ୍କୁ ନଜେନେଇ ବାହାଘର ହେବା କୁତୁ କୁତୁ ହେବାକୁ ଲାଗିଲା କିନ୍ତୁ ଏହାର ବ୍ୟବହାର ବେଶ୍ୟା ପାଇ ଭଲ ତମେବି ସେଥିରୁ ଜଣେ ଏବେ ଆଉ କିଛି ତୁମକୁ ଆଦର ନାହି
Bahuta bhala jhiate sarala jhite he prabhu taku aau dukha diyani taku bhala batare niya asima sahasa dharjya diya jay jagannath
Hau bhauni byasta huani .god bless u
Tumaku dhanyabad au kichi news milini baskar
ସୁଣି କି ଭହୁତ ଦୁଃଖ ଲାଗୁଛି ଜୟ ଜଗନ୍ନାଥ 🙏🙏🙏
ଏଇ ମାଇକିନାର ଗଲୁ ହୋଉଥିଲା
ଭଲ ହେଇଚି
Yes really 👌👌👌👌👌
Chup..
ଯାହାବି ହଉ ଏ ରିପଟର ଏତେ ଦିନ ପରେ ଗୋଟେ ଭଲ ଖବର ଦେଖେଇଲା
କି ନିଉଜ ହେ ପ୍ରଭୁ.. ଏମିତି ସବୁ କଳୁଷିତ ହେଲାଣି ସଂସାର.. ରାତି ପାହିଲେ ଏଇ ସବୁ ଖବର ଦେଖିବାକୁ ମିଳୁଛି... କଣ ହେଉଛ ସବୁ.... ମୁଣ୍ଡ ଟିଣ ହେଇ ଯାଉଛି
Bahut badhiya
ଏମିତି ସବୁ ହେଉଛି ତଥାପି ଝିଅ ମାନେ ସୁଦୁରି ପାରୁନାହାନ୍ତି ତଥାପି ଭଲ ପାଉଛନ୍ତି ସେକ୍ସ୍ କରିବାକୁ ଅଧିକ ଆଗ୍ରହ କରନ୍ତି ତାଙ୍କର ବାଣ୍ଡ ଦରକାର
ନିୟୁଜ କିଛି ନାହିଁ, ମନଦେଲା ଭଲ କି ମନ ଦେଇ ଥିଲେ ଭାବ ଛାଡି ଗଲା ଆଜିକାଲିର ପ୍ରେମ ଗନ୍ଧେ ଇ ଲାଣି ଭଲରୁପେ ନୂଆ ନୂଆ ମନ ଛାଡି ଗଲା ପରେ ।।। ପଳେଇ ଲା। ବାପାମାଆ ପଚାରୁ ନାହାନ୍ତି। ନିଜ ଇଛାରେ କଲେ ଏ ଇ ପରି ଅବସ୍ଥା ଭୋଗ କରିବାକୁ ପଡ଼ିବ।
Bahut sundar disuchon
God help her. She is a good girl.
ଏଇଟା ପ୍ରଥମ ସ୍ୱାମୀ ର ଅଭିଶାପ......
Ai ta se jhia ra abisap padila
@@sabyadachibagarti9948kou jhia ra
ନାରି ଜୋଉ ନିଜ ପତିକୁ ଆଉ ଛୁଆ କୁ ଛାଡି କଶି ଟୋକା ମାନଂକ ଶାଥୀରେ ପଳାଉ ଛନ୍ତି ଜେତେ ଵେଳେ ଇଏ ବାହା ହେଲା ଦୁଇ ବର୍ଷ ରହିଲା ତମକୁ ଡାକିଥିଲା ଏବେ ଅସୁବିଧା ହେଲା ତମ ପାଖକୁ ଆଶିଗଲା
ଦେଖ ଭଉଣୀ କେହି ନ କଲେବି ଭଗବାନ ତୁମକୁ support କରିବେ
ଏ ଝିଅ ସବୁଠୁ ଖରପ ତାର କାମ ହେଲା ଭଲ ପିଲା ଦେଖି ଫସେଇବା ସେ ପିଲା ତାକୁ ଘରେ ହି ରଖିଛି ସେ ଆମ ଘର ପାଖରେ ସେ ଯାହା ବ କରୁଛି ପଇସା ପାଇଁ କରୁଛି
Sata ki
ଭଉନି ବଗବାନଙ୍କୁ ବଗବାନଙ୍କୁ ବରଷା କର ସବୁ ଟିକଏଇଜିବ ଆଜିକାଲିର ମନିସ ବଲ ହୁଏ ଦୁନିଆ ବି ବଳ ନୁହେଁ ବଗବାନ ବିଉନିର ମଙ୍ଗଲ କର
ତୋର ତ ଝିଅ ଟେ ଅଛି ତା ସହ ଖୁସିରେ ରହ ଅଧିକା ଆଶା କଲେ ଭଲ ନୁହେଁ।
ମୁ ବା ହା ହେ ବି
Sabu prabhu Jagannath dekhuchhanti
Jai Jagannath 👏
ଭରସା ନାହିଁ ଯଦି ମାରୁଜିବତ ସବୁଠୁ ଭଲ ନିଷ୍ପତି
ଏହି ସ୍ତ୍ରୀ ଲୋକଟାର ସବୁ ଭୁଲ ।ଗୋଟିଏ ନାରୀ ଦୁଇ ଥର ବାହା ହୁଅନ୍ତି ନାହିଁ ।ଆମ ହିନ୍ଦୁ ନାରୀର ପ୍ରଥା ନୁହେଁ ।ଏମାନେ ନାରୀ ନାଆଁ ରେ ଗୋଟିଏ ଗୋଟିଏ କଳଙ୍କ ।
1944 Kebe Gola Bhai..
Absolutely 💯
Aha ki gyana tamara
ଭାଇ ,ତମେ କେମିତି କଥା କହୁଛ ଗୋଟେ ବିଧବା ନାରୀ କୁ ସିଏ କଣ ପାଇଁ ଏମିତି କରୁ ଥିଲା
@@sudhanshukumarsahoo3126 pua mane jete baha heiparibe ,dhoka deiparibe aha ama Hindu pratha re achhi
Narinkara sabu jaka 💯ru 💯bhul achi really right
ଏ ମାଇକିନା ଚିକିନା ଟୋକା ଦେଖି ବାଇୟା ହେଇ ଯାଇଥିଲା ନାମ ନେ
ବହୁତ ଦୁଃଖ ର ବିଷୟ 😢
Jay jagannath amiti no heu
ଏଥିପାଇଁ ନାରୀ ପୁରା ଦାୟୀ ରହିବେ
ଦିଦି ଥର ସଳା ରଙଡୁ ଆ ୨ଟା ଛୁଆକୁ ଆବରସନ କରିଛି । ଶଳା ର ଚାବି କୁ କାଟି ଦିଆଯାଉ ।
Jay jagannath
ଠିକ୍ ହେଇଚି ବାପା, ମା ଙ୍କ କଥା ନ ଶୁଣି ଲିଭ ଇନ୍ ରେ ରହୁଥିଲେ
Mun kahibi nari jati ra first bhul ,gote nari bidhaba hele divorce hele ei samaj re purusa mane nari sariraku khela samagri pari use kari reject karanti ,but ethi nari mane ete sasta gote purusa ra wife thilebi gote purusa widow helebi divorce hele bi gote nuhen hajare jhia anei basichhanti ,tebe bhul kahara nari manankara boli kuhajiba Deepak ku au gote nuhe 50 ta jhia milibe but ei bhauni ku milibeni gote loka bhala paibaku ,,tebe nari mane strong hua educated hua self dependent hua🙏🙏
20 dinare 2ta avorson ?
ହେ ପ୍ରଭୁ ଆପଣ ହି ସାହା ଭରଷା😂😂😂😂😂😂😂😂😂😂
ନୂନୂ କାହାଣୀ
😆
ଆଇନ ଅଲଗା କଥା ହେଲେ /2nd ସେପରି କରିବାଟା ଭୁଲ୍ ଥିଲା ଜେଉଁଥି ପାଇଁ ଆଜି ଫଳ ଭୋଗୁଛ /ଏବେ କା ଜମାନାରେ ପୁଆପିଲାର ବୟସ 40ରୁଅଧିକ ହେଇଯାଉଛି ବାହା ଘର ବେଳକୁ ସେମାନେ କିପରି ରହିପରୁଛନ୍ତି /ଭଗବାନ ସରଣ ରେ ଯାଇ ଥାଆନ୍ତ/ଲାଗୁଛି ଏହାର ଆଲୁଦୋସ ଟିକେ ରହୁଛି ସେମିତି ଭଲପାଇବା ଥିଲେ ସ୍ୱାମୀର ଡେଥ ହେଲା ପରେ ଗୋଟେ ସ୍ତ୍ରୀ ପରେ ପରପୁରୁଷ କୁ କିପରି ଅନେଇ ପାରୁଛି?
ଆପଣଙ୍କ ସ୍ଵାମି ପରିବାର ଛ ମାସ ହେଇନି ତମକୁ ଏତେ ଇଚ୍ଛା ହେଲା ଆଉ ଜଣକୁ ବାହା ହେଇଗଲ ବାରେ ନାରି
Thik katha kahile bhai , mu bi sei katha bhabuchi bhala jhia heithile swami mariba pare pare baha habaku echa heinathanta, tanka photo dekhile bi laguni mote laguchi para toka pain swamiku marideithiba
Very sundar Katha..... ete bhala-bhala bhabi paruthiba prani ei pruthibi re achhanti !
जाकी रही भावना जैसी, प्रभु मूरत देखी तिन तैसी अर्थात जिसकी जैसी दृष्टि होती है, उसे वैसी ही मूरत नज़र आती है।
Bhal heichi
Chief minister chamber jaa,sethi nyaya vikhya kale se thik nyaya debe.
Maichia au loka dekhania cm keche be heyune mu jayethile
Tankara prathama swami kemiti death hoila enquiry
Karajau
Love mater re death hoithiba ki prathama swami ra
God bless you 🙏
Mohan Majhi sir nka pakhaku ja
Emideate to take your action odisha govt🙏🙏🙏🙏🙏🙏plz plz
Bada dukha ghatana😢😢
Jya jagannath
Tama Ghar kouthi janaeba
ଏ ରିପୋଟର ପ୍ରବଳ ପେଲା ଖାଉଛି,
Very good
Jay jaganath
1St tym jadi jane coal drinks re miscarriage medicine dela, 2nd time coal drinks piba katha nuhe , tuma dunhika photo dekhile ta laguni 1st swami maribra dukha achi boli jhia mana re ,
Mo sanga bi 2jana widow heijaichanti janakar gote jhia janakar gote pua , puni 2jana nkar pila 2 masa 3 masa heithila pila janma Heba pare 2 jana jaka widow heithile , aji.ka date re swami chakiri re chakiri kariki dunia saha ladhiki pila ku manisa karuchanti , 7yrs hela au baha bi hele nahi , kintu a jhia kemiti swami maribar 6 month re baha heiparila
Nichaya bhala hoijiba
2 minit Sauk sbudin galaa👍
Jia prathhama hajbent re sukhha npaila se au kouthhi v sukhha paani
Se tokaku upajukta danda miliba pain mahila commission jaa .
Jaha hoichi bhala hoichi atiru eti tk hit hoi gala
Naree mane sabuble husband upare dependent hei ki chaliba ta ae parinam anichi aji. My suggestion nija gida re nije chhida huontu. Manuchi chhota belu puo ku bhla schl re dionti jhio ku govt schl re ahuri anek. But jebe thu jhio mne nijaku nije janujanti try krantu ae social jala bhitaru bahariba pain & nija goda re nije hin chhida hba pain. After all kaha upare bhara dei jiban banchiba thik nuhon karan koi moment re jia bhara deuthibo chhadi debo jmt ae swami mne chhadi deujanti. Au mu bhabe matric or +2 pre pre jne jhio mature hei gba ktha a sabu jinisa ku nei k & nija goda re nije chhida hba pain try krontu then mrg. Tahele husband jadi chhadi deuchi tahle b banchi hbo. & try to explore urself within u who are u why u have coming to this earth what is the purpose of ur life.
ଓଡିଶା ଝିଅଙ୍କର ଯେ ପର୍ଯନ୍ତ ଗଲୁ ନ ମରିଚି ସେ ପର୍ଯନ୍ତ ଏମିତି ହଉଥିବ
Tu kau thika pua kiere odisha jhia ku kahuchu
Tu bhala ta
Bhaskar Didi aei.ladiku.bisaskaroni
Living re kn pae rahithil
Aemti ghatana aneka jhia aneka pua saha hoichi sir .jhia houki pua amiti kesarea pai kichi rull karajau...
Second marriage ta bapa maa nkara anumati re hebar thila