@@DeepakKumarMallick-n9q semiti hebani... Aji kali gote jhia ra 4-5 ta boyfriend rahuchi... Aji aa bike re ta kali ta bike re buluchi.. Ebe kuha se kete jananku baha heba
Hnn bhai Ae ta bhul je ki se taa upare biswas kala... Ae kali juga re kahaku biswas kariba katha nuhen kintu jie jane anatha se sabu bele prema paen tarashiba.... Se jete bele se pua thu prema paila ta upare sahaja re biswas kari gala
@@lofistickie7422sayad ethi pai hi jhia manka pakhare dimag Kam thaA bahut case emiti ghatuchhi fir jhia Mane marriage purba ru physical heuchhanti,are 999 loka use Kariba pai achhanti,jane loka hi Prema kare,aji kali love kichhi nahi sabu habas Sethi pai mu e chakkar re padeni,real love 90s re thila
ଏଇଟାବି ଭୁଲ registration ପରେ ବି ଲୋକ ଧୋକା ଦେଇଛନ୍ତି ,ଏବେ ବି court re case chailichhi pilankara pua mane jhianku kn bhabuchhanti kejani ethi only pua dai nuha eha pachhare nari dai karana pura maa aau bhaini pai esabu hauchhi
Puo mane semity tricky kotha kahi jhio mananku phasai dionti . Puo jadi tk rich haithiba tah pain bahut easy haijae . Jhio mane v bhabanti mun jadi physical se auu mate chhadi jibani😢😢
Naa ta Apavitra rakhiba katha.... Izat bada katha ebe bhabuchhu..... Mohan majhi pakhaku jaa... Jadi paruchhu income kari pilaku rakha nahele se apavitra ra murder karide
@@judhisthiramohanta5862 DNA test ru bopa kie jana padile pila ra share ta debate badhya....she may not be wife... But child has right to get his share... Ha... Law tike padhibu jaa...moumita case re bhi jhia doshi kahunu.... Nirlaja bopa maa ra kulangar pua mane emiti kanda karanti...
Mausa mausi jou media samna re bite dele se mane bahut bhala media madam jetebele bite pai asile gaon loka nka pakhu setebele samaste paleigale hele mausa au mausi nirvaya re sabu kichhi kahigale au bahut sikhit bhali bi katha kahile semane bahut bhala semananku hrudayaru pranam..🙏🙏
Mora Odisha Basi bhauni manku Anurodh ki Ye saburu Dureijantu Kichi Lafanga Toka Niriha jhianka Life re Emti kichi Lobha dekhai Tanka life ku barbad karanti So Samya thiba prubaru Sajag huantu Bhaunimane ...Jai Jaganath
Tume jete bujhile kehi sunibeni.. Jetebele kanda heijiba sete bele cheta pasiba.. Ebe kehi jhia bujhibeni, kahibe mera wala yesa nehi he.. Mera babu dunia ka best boyfriend he.. My life my choice etc🤦♂️
Bhala heichhi. Marriage purbaru relationship re kahinki asilu. 1 ta caste difference. Kemiti sahasa kalu. Ete jadi sahasa kalu. Marriage karideluni. Ame khusi heithantu ki caste feelings nahin.
Madam apana epari naya e jhia ku dea se jemiti jiban sara kebe kasta paibani anatha jhiaku sahara dele e dunia thik naya bichara hele epari kete purusha kankra prem nisha chalijiba madam se kemiti jaladi naya deantu
Bhai mane badaghara jhia mane chota ghara pua manaku vala pai tanka jiban saha kheli thick time mrg time re chadi ki pakeibe, pua manaku kukura mankada vali beheve kariba, last time re kichi dosa bahara kari chadi paleibe, se jagare pua te kn kariba kie kichi reply deba bhai mane
Bhaskar news channel a news fast aapana nk channel dekheiba katha 😢 pratinidhi channel dekheila kn pai. . Aa birudhare re mu rajorasta ku Olehibi. Jay bhasakar
Kahinki tame Mane ete easily available hei jaucha ghara ra na pakoucha nija izzat mahat sarucha aau last ku dhoka paucha ..kete aau incident dekhile tame sudhuriba ?fb ru chinhi ki ete bharasi gala taku ?
Tame jhia mane kemiti pratisruti paiki sabu kichhi nijara deidauchha ? Tike bhabichintiki agaku badhithile emiti situation huantani 🤦🤦. Aau se toka ku khali public mada darkar. Jadi oukat nanhi tahele emiti jhia nka life saha kheluchha kn pain?
ପୁଅ ହଉକି ଝିଅ ଭଲ ପାଇଛ ମାନେ ବାହା ହେବା ପାଇଁ ବାଧ୍ୟ ଏଭଳି ନିୟମ ହେଲେ ଭଲ ହୁଅନ୍ତା ।
ପୁରା ଠିକ୍
God job
@@DeepakKumarMallick-n9q semiti hebani... Aji kali gote jhia ra 4-5 ta boyfriend rahuchi... Aji aa bike re ta kali ta bike re buluchi.. Ebe kuha se kete jananku baha heba
ଏଇ ଝିଅ କୁ ଶିଘ୍ର ନାୟ ମିଳୁ, ଦୟାକରି ସମସ୍ତେ ସହଯୋଗ କରନ୍ତୁ,
ଆରେ କାହିଁକି ଏ ସୋସିଆଲ ମିଡ଼ିଆ ରେ ପ୍ରେମ କରୁଚ ,ଉଛୁଳୁଚ ,ପୁଣି ଛୁଆ ଧରିକି ଏସବୁ ଅବସ୍ଥା ହେଉଛ 😢😢 ଦୁଃଖ ଲାଗୁଚି ଏସବୁ ଦେଖିକି ,ପୁଣି ବିରକ୍ତ ଲାଗୁଚି ଯେ ଝିଅ ଗୁଡ଼ାକ ବି ନିଜର ମର୍ଯ୍ୟାଦା ଭୁଲିଯାଉଛନ୍ତି
Right
Apn b thik kahile j e sabu gute Val pila Kariba ki se harmi b kharp
@@rushavmahananda9360 right se
ସବୁ ଭୁଲ ଝିଅର ସେଇଟା ଠିକ ଶାରୀରିକ ସଂପର୍କ ଝିଅ ଆଗକେବେ କରେ ନାହିଁ। ଲଜ୍ଜା ଲାଗୁନି ତୁମକୁ ଗୋଟେ ବାପା ମା ଛେଉଣ୍ଡ ଝିଅ ବୋଲି ଏମିତି କରିିବାପାଇଁ ସାହାସ କରୁଛି।
ସେ ଟୋକା ନିଶ୍ଚୟ ତାକୁ ବାହାହବା ଦରକାର, କିନ୍ତୁ ଏଠି ମୋର ପ୍ରଶ୍ନ ହେଉଛି କଣ ଖାଲି ସେ ପୁଅର ଦୋଷ, ଝିଅର ଜମା ଦୋଷ ନାହିଁ, ବିବାହ ପୂବରୁ କାହିଁକି ସମ୍ପର୍କ ରଖୁଥିଲ, ସେ ପୁଅ କଣ ଖାଲି ମଜା ନେଉଥିଲା ତମେ କିଛି ମଜା ନେଉ ନଥିଲ, ଓଡିଶାରେ ଏମିତି ଅନେକ କେଶ ହେଇସାରିଛି ତଥାପି ତମେମାନେ କାହିଁକି ବିବାହ ପୂର୍ବରୁ ସବୁକିଛି ସମର୍ପି ଦେଉଛ ଏଭଳି କିଛି ହାରାମି ପୁଅ ମାନଙ୍କ ପାଖରେ, ସେ ଟୋକାକୁ ଖାଲି ମାଡ଼ ଦରକାର, ନିଶ୍ଚୟ ଆଇନ କାନୁନ ସେ ଟୋକା ସହିତ ଏ ଝିଅର ବାହାଘର କରାଉ, ସେ ଟୋକାର ଭଉଣୀ ସହିତ ଯଦି କିଏ ଏମିତି କରେ ସିଏ କଣ କରିବ ବୋଲି ତାକୁ ପ୍ରଶ୍ନ କରାଯାଉ
Hnn bhai Ae ta bhul je ki se taa upare biswas kala... Ae kali juga re kahaku biswas kariba katha nuhen kintu jie jane anatha se sabu bele prema paen tarashiba.... Se jete bele se pua thu prema paila ta upare sahaja re biswas kari gala
@@lofistickie7422ଆରେ ଭାଇ ଏମିତି ଅନେକ କେଶ ହେଇ ସାରିଲାଣି, news ରେ ଦେଖୁଛନ୍ତି ପେପରରେ ପଢୁଛନ୍ତି ତା ଛଡା ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ ଅଛି ସମସ୍ତେ ଅତି ସହଜରେ ସମ୍ବାଦ ଦେଖୁଛନ୍ତି ତଥାପି ବିଶ୍ୱାସ କରୁଛନ୍ତି, ମୋର ସବୁ ଝିଅ ମାନଙ୍କୁ ଉପଦେଶ ହେଉଛି ଯଦି କୌଣସି ପୁଅ ଶାରୀରିକ ସମ୍ପର୍କ ରଖିବାକୁ କହେ ପ୍ରଥମେ ତାକୁ କୁହ ଆଗେ ସେ କୋର୍ଟ ମ୍ୟାରେଜ କରୁ ତାପରେ ଯାହା ଦୈହିକ ସମ୍ପର୍କ ରଖିବ
@@lofistickie7422sayad ethi pai hi jhia manka pakhare dimag Kam thaA bahut case emiti ghatuchhi fir jhia Mane marriage purba ru physical heuchhanti,are 999 loka use Kariba pai achhanti,jane loka hi Prema kare,aji kali love kichhi nahi sabu habas Sethi pai mu e chakkar re padeni,real love 90s re thila
100%right
Jadi pua raji nahi ta ghara loka raji nahi tebe sethi rahiki kn khusi paiba...
Se padisa mousa mausi bohut vala❤❤
Rahiba bodhe asiki
Right
Right
ଭଲତ ପାଉଛ ଦେହ ରିଲେକ୍ସନ କାହିଁକି ରଖୁଛ ଏବେ ନାମ ନିଅ |
ପ୍ରଥମେ ରେଜିଷ୍ଟ୍ରେସନ କର ଓ ପରେ ପ୍ରେମ କର।ଫଳରେ ସେମାନେ ଧୋକା ଦେଲେ ଆଇନ ତାକୁ ଧରିବ।ଏବେ ପୋଲିସ୍ ର ଆଶ୍ରୟ ନିଅ।
ଏଇଟାବି ଭୁଲ registration ପରେ ବି ଲୋକ ଧୋକା ଦେଇଛନ୍ତି ,ଏବେ ବି court re case chailichhi pilankara pua mane jhianku kn bhabuchhanti kejani ethi only pua dai nuha eha pachhare nari dai karana pura maa aau bhaini pai esabu hauchhi
Thik kahicha
Ajikali regstri pare b chaduchan ajikali Val mentality pila tukl darkar na hele life gala
ନାୟ ନଦେଲେ ପୁଅ କୁ ପାଶି ଦିଆ ଯାଉ କାହିକି ନା ସେଇ ଝିଅ ଅନାଥ ତାକୁ ଆଉ କଷ୍ଟ ଦେବା ଉଛିତ ନୁହେ
ହଇରେ ମାଗିହା ତାରସାଙ୍ଗରେ ସୁଇଲା ବେଲେ ଭଲଲାଗିଲା ଏବେ ଗାଣ୍ଡିଫାଟୁଛି, DNA ଟେଷ୍ଟ କରାଯଉ ଝିଅକୁ ଅଧାସମ୍ପତି ମିଳୁ ଦୋଷିକୁ ଦଣ୍ଡମିଳୁ🌹ଜୟ ଜଗନ୍ନାଥ🌹
ବାହାଘର ଆଗରୁ ଚତୁର୍ଥୀ କଲେ ଏମିତି ଫଳ ଭୋଗିବାକୁ ପଡ଼ିବ ଲୋ ମାଁ
ଟିକିଏ ଦେହ ସୁଖ ପାଇଁ ସାରା ଜିବନ ଅନୁତାପ କର
ଏଥିରେ ସରକାର କି ମିଡ଼ିଆ କ'ଣ କରିବେ
Thik kahila Bhai
Kn kala se
ଗାଁ ଲୋକ ଙ୍କୁ🫡🫡 ଖାସ୍ କରିକି ସେ ମଉସା ଙ୍କୁ ଆଜି କାଲି ଦୁନିଆ ରେ ଏମିତି ଲୋକ ବହୁତ୍ କମ୍ .......❤❤
ସେମିତି ପୁଅକୁ ପାସି ହେଉ ତୁମେମାନେ କଣ କହୁଛ ନହେଲେ ଆଉ ଆଗକୁ ପୁଣି ଘଟିବ ଗଟଣା ଝିଅକୁ ନିହାୟ ମିଲୁ ତୁମେ କଣ କହୁଛ ବାପା ଭାଇ ମାନେ
ନବ ଜାତ କନ୍ୟାକୁ ତା ବାପର ପରିଚୟ ମିଳୁ
Right
ଏହା ଜମା ବି କ୍ଷମା ଯୋଗ୍ୟ ନୁହଁ ଦୋଷୀ କୁ ଉଚିତ୍ ଶାସ୍ତି ମିଳୁ
@@chinmayacreations3271 ବିଚାରୀ ଝିଅ ଯାହା ... ଖାଇଲା ତାର ଦୋଷ ନାହିଁ ବୟସର ଦୋଷ। ଏହା ତାର ଦୋଷ ନୁହେଁ । କିନ୍ତୁ ପିଲାଟାକୁ ଗର୍ଭରେ ରଖିବା ଭୁଲ୍ କଲା ।
@@rashmiranjan286 hnnn bhai jete bele tamara jhia te haba bhala se bujhi pariba
ଧନ୍ୟବାଦ ଭାଇ 👌👌❤️🌹👍
@@lofistickie7422tume b tuma jhia ku kahiba je boyfriend banani.. Jadi boyfriend banauchu ta marriage purbaru Oyo jaiki khai piki aseni
🥹😢😢😢🙏🙏
ଫେସ ବୁକ୍ ପ୍ରେମ ମିସ୍ କଲ ପ୍ରେମ ଏମିତି ହୁଏ ।
ନାରୀ ନେତ୍ରୀ ମାନେ କୁଆଡେ ଗଲେ ?
ଝିଅ କୁ ନ୍ୟାୟ ଦିଆଯାଉ । ହିନ୍ଦୁ ସମାଜରେ ଗନ୍ଧର୍ବ ବିବାହ ବି ଗ୍ରହଣ ଯୋଗ୍ୟ । ପିଲା ଆଉ ମା ର ସୁରକ୍ଷା ଦିଆଯାଉ। ।
ଏଠି ସବୁ ଭୁଲ୍ ଝିଅର
ଆରେ ତୁ ତ ବାହା ହେଇନୁ ତା ସହ Physical relation ରଖୁଥିଲୁ କ'ଣ ପାଇଁ 🤨👿 ପୁଣି ଛୁଆ 😨🤭🤭 He bhagwan ଏଇ ମାନଙ୍କ ପାଇଁ କଳିଯୁଗ ସରି ସରି ଆସିଲାଣି 🤕
Puo mane semity tricky kotha kahi jhio mananku phasai dionti . Puo jadi tk rich haithiba tah pain bahut easy haijae . Jhio mane v bhabanti mun jadi physical se auu mate chhadi jibani😢😢
@@Koina2.0 toki mane paesa pae bia dioti
ତୁ ଝିଅ ନା ବାଣ୍ଡ ମୁଣ୍ଡି , ଶଳା ଝିଅଙ୍କୁ Support ନ ଦେଇ ଅଲ୍ଟା କହୁଛୁ ତର ସେମିତି ଅବସ୍ଥା ହେଲେ ଭଲ ହୁଅନ୍ତା ଖାଇନୁ ବଦେ ।ସେଥି ପାଇଁ ସେମିତି କହୁଛୁ ନା କିରେ?😅😅
ଠିକ୍ କଥା
Tama bhauni ki stree sangare kharp hele bi tame emiti kahiba ta
(1) କେତେ ଜଣକୁ ପ୍ରେମ କରିବା କଥା ବୋଲି ଆଇନ ଅଛି ? (2) ଏ ଝିଅର ସନ୍ତାନ ଯଦି ସେଇ ପୁଅର ସନ୍ତାନ ତେବେ ତାକୁ ପିଲାର ବାପାର ପରିଚୟ ମିଳିବା ଉଚିତ ।
ଯିଏ ବି love କରୁଛ ଝିଅ ହୋଉ କି ପୁଅ ପ୍ରଥମେ ଘର ଲୋକଙ୍କୁ କୁହୋ ଘର ଲୋକ କଣ କହୁଛନ୍ତି, ତା ପରେ ଆଗକୁ ଚାଲ ନ ହେଲେ ଏମିତି କେତେ ଯେ case ହେଲାଣି ଏବଂ ଆଗକୁ କେତେ ଏମିତି case ହେବ କହି ହେବନି 🙏🙏🙏
ଝିଅଙ୍କର ବଂଚିବାର୍ ଅଧିକାର ଅଛି , କିଏ କହିଲା ଅଧିକାର ନାହିଁ .. ପୁଅ ଭୁଲ କରିଛି ଝିଅ କଣ ସାଧୁଥିଲା , ଝିଅ ଯଦି ସ୍ୱୀକୃତି ଦେଇନଥାନ୍ତା ପୁଅ କଣ ଜବରଦସ୍ତି ସେକ୍ସ କରିଥାନ୍ତା ନା ପିଲା ରହିଥାନ୍ତା , ଜବରଦସ୍ତ କରି ଥାନ୍ତା ତା ପାଇଁ ଆଇନ ଆକ୍ସନ ନେଇଥାନ୍ତା .. ଆଉ ସମାଜ ରେ କେତେ ଘଟଣା ଘଟିଲେ ତୁମେ ଝିଅ ସବୁ ଚେତିବ, ଝିଅ ର ଦୋଷ ବି ଅଛି ଏତେ trust କେମିତି କଣ କରିକି ଏତେ ଆଗଉଛ ...
So beautiful comment 🎉
Nice 👍 god bless 🙏 you sister
@@UttamKumar-ij2fb Thank You
Thanks so much, mausi, mausa, and all village people for support her, 🙏🙏🙏
Madam ame ଆପଣକଂ ସାଥିରେ ଅଛୁ ତାଙ୍କୁ ନ୍ୟାୟ ଦରକାର
Danyawad gaon loka ku 🙏👌❤️✨
Madam: apananka sahajya pain bahut bahut dhanyavaad.
ଯେଉଁ ମାନେ ଏମିତି କରୁଛନ୍ତି ସେମାନଙ୍କୁ ପଚାରନ୍ତୁ ଜଦି ତାଙ୍କ ର ଝିଅ କିମ୍ବା ଭଉଣୀ ହୋଇ ଥାଆନ୍ତା ତାହା ସହିତ ଏମିତି ହବାକୁ ଦେଇ ଥାନ୍ତେ
ଆରେ ଜାହାର ଛୁଆ ସେ କେମିତି ଛୁଆ କୁ ନଦେଖି ରହିଛି ତୋ ରକ୍ତକୁ ଜିଏ ତିଆରି ହୋଇଛି ତାକୁ ଛାଡି କେମିତି ରହି ପାରୁଛୁ ତୋର ମା ବାପା ଙ୍କର କଣ ଏମିତି ସଂସ୍କାର
Bjp ସରକାର କଣ କରୁଛି ଆଉ କଣ ନ୍ୟାୟ ମିଳୁଛି ଏ ଭଉଣୀ କି ନାହିଁ BJD ଗଲା ଆଉ BJP କଣ କରିବ ଦେଖିବା
Manuchhu ame jhia bhul karichhi hele bi a jhia kathare kichhi Satyata achhi a jhia ku nya miliba darkar
Please. Sister. Direct. CM. Ku. Dekha karantu. Odisha. Bhaskar. Ku. Swagat
Please dekha karuntu CM nku
Thank you for your help and support with this matter Thank you so much
ଜୟ ଜଗନ୍ନାଥ 🙏🏽🛐ପୁଅ ମାନେ ବିଶ୍ୱାସ ଦେଇ ଝିଅ ଙ୍କ ସାଙ୍ଗରେ ଖେଳ କରିବେ, ଶେଷରେ ଫାଙ୍କିମାରୀ ଲୁଚିବେ, ଜାଣିଲା ଅନାଥ ଝିଅ ଜାତି ଛୋଟ ସେତେବେଳେ ତାକୁ ବିଶ୍ୱାସ ଦେଲୁ, କେମିତି? ଝିଅ ମଧ୍ୟ ଜାଣିବା କଥା ଏମିତି କେତେ ଘଟଣା ଘଟିଛି କଣ ଜମା ଶୁଣିନି,
Naa ta Apavitra rakhiba katha.... Izat bada katha ebe bhabuchhu..... Mohan majhi pakhaku jaa... Jadi paruchhu income kari pilaku rakha nahele se apavitra ra murder karide
ପୁଅ କିଛି ଭୁଲ ନାହିଁ ପୁଅ କୁ ଦୋଷ ଦିଅନ୍ତୁ ନାହିଁ, ଭୁଲ ହଉଛି ଝିଅ ର ଝିଅ ବିନା ସହମତି ରେ ବିନା ଅନୁମତି ରେ କଣ ଏତେ ସବୁ ଘଟଣା ଘଟିଥାନ୍ତା
@@judhisthiramohanta5862 DNA test ru bopa kie jana padile pila ra share ta debate badhya....she may not be wife... But child has right to get his share... Ha... Law tike padhibu jaa...moumita case re bhi jhia doshi kahunu.... Nirlaja bopa maa ra kulangar pua mane emiti kanda karanti...
Pua nku kn pain dosa daucha jhia na chahile esabu hei pariba ki kuha
@@judhisthiramohanta5862 bhai tame jete bele gote jhia ra bapa Heijiba Sete bele bujhiba...... Bhagaban karantu tamara 2-3 ta jhia janma huantu
Jay maa mangala a bhauni nku Naya dia 🙏
ଆଲୋ ଝିଅ ସବୁ ଭୁଲ ତୋର ତୁ କହି ଥାନ୍ତୁ ଗାଡି ଚଢିବା ପୂର୍ଵରୁ ଗାଡିର ଲାଇସେନ୍ସ ବାହାର କର R T O ଅଫିସ ରେ କାଗଜ ପତ୍ର କର ତାପରେ ଗାଡି ଚଢ଼ିବ ଦେଖ ଚେଷ୍ଟା କର......
Thik katha
Prema karucha enjoy kara.but not 🚫 to physical relationship rakha nhi.its sure to finally dhoka.😊
Jhia bhul karichhi kintu ebe jhia ku nyaya miliba katha...
Nabajata. Sisu. Ku. Uchit niya. Milu. Direct. CM ku. Sakhiyat. Karantu. Please
ଏହି ଝିଅକୁନ୍ୟାୟ ମିଳିବା ଦରକାର
GOD gift no doubt . SO so so so so much.
Mausa mausi jou media samna re bite dele se mane bahut bhala media madam jetebele bite pai asile gaon loka nka pakhu setebele samaste paleigale hele mausa au mausi nirvaya re sabu kichhi kahigale au bahut sikhit bhali bi katha kahile semane bahut bhala semananku hrudayaru pranam..🙏🙏
ସେ ଝିଅକୁ ପୁଅ ଘର ଲୋକ ଯେପରି ବ୍ୟବହାର କରୁଛନ୍ତି ତାହା ଏ ସଭ୍ୟ ସମାଜରେ କରାଯାଇନପାରେ । ଏଥିରୁ ଜଣାପଡୁଛି ସେ ପୁଅ ଘର ଲୋକ ଜାତିରେ ବଡ ହୋଇପାରନ୍ତି କିନ୍ତୁ ସଂସ୍କାରିତ ନୁହନ୍ତି । ଯେଉଁ ଲୋକମାନଙ୍କ ପାଖରେ ମଣିଷପଣିଆ ନାହିଁ ସେ ସମାଜରେ ଯେଉଁ ଆଦର ପାଉଥିବେ ଏଇଥିରୁ ଜଣାପଡୁଛି । ଶୀଘ୍ର ସେ ଝିଅକୁ ବୋହୁ ଭାବରେ ଗ୍ରହଣକରିନିଅନ୍ତୁ ନଚେତ ସେଇ ପରମେଶ୍ୱର ଆପଣମାନଙ୍କ ପାଇଁ ଉଚିତ ଦଣ୍ଡର ବ୍ୟବସ୍ଥା କରିବେ ।
ତୁ ଜାଣିଥିଲି ବ୍ରାହ୍ମଣ ବଳି
ଭୋଳ ପାଉଥିଲୁ ଚଟକାଷ୍ଟ କହୁଛ
କେମିତି ଭୋଳ ପାଇଲୁ
ପରେ ଧକଦେବ ଜାଣି ନଥିଲୁ
ଧକା ପାଠ ପଢିନୁ ଭଲହେଇଛି
ଅନାଥ ଛୁଆହେଲ କେମିତି
ତମ ଭୋଲିଆ ଝିଅ ଓ ପୁଅ , ଏମିତି ପ୍ରେମରେ ଅନାଥ ହୁଏ,,
Padisai mausi mausa dhanyavaad
ଭଉଣୀ ତମେ ବହୁତ simple ଝିଅ
ଭାସିଆ ପାଖରେ ଏଇ ଭଳିଆ ମଜାଳିଆ ଖବର
ତୋତେ ଯିଏ pr ରଖିଲା ତୁ କାହିଁକି ସୁଯୋଗ ଦେଲୁ ବାହା ଘର ପୂର୍ବରୁ ଦେଖେଇଲୁ କଣ ପାଇଁ
ଖାଇବା ଘର ଛୁଆ ରଙ୍କ
Baha nahoi kn pai amiti karuthilu
All right madam neyaa karantu
Dosi ku uchit sasti dia jau.jhia byasta huani god achhanti
ମୁଁ ଏତିକି କହିବି ସେପୁଅକୁ, ବାବୁରେ ଆପଣଂକ ଗାଆଁ ରେ ବହୁତ ପରବାର ଥିବେ କିନ୍ତୁ ସେ ଅନାଥ ପିଲାଟି ୨୨ମାସରପିଲାକୁଧରି ଆପଣକଂ ଘରଆଗରେ ବସିଛି କାହିଁକି? ବାବୁ ଆପଣଂକୁ ମୋର ଅନୁରୋଧ ଆପଣ କଂର ନିଶ୍ଚିତ କିଛି ଭଲଗୁଣ ଥିବ ଆପଣ ଏହାର ନାୟ ବାହାର କଲେ ମୁଁ ଭାବୁଛି ଭଲହେବ। ଜୟ ଜଗତରନାଥ🙏🙏
Mora Odisha Basi bhauni manku Anurodh ki Ye saburu Dureijantu Kichi Lafanga Toka Niriha jhianka Life re Emti kichi Lobha dekhai Tanka life ku barbad karanti So Samya thiba prubaru Sajag huantu Bhaunimane ...Jai Jaganath
Jaha anichhanti thik kahichhanti
Tume jete bujhile kehi sunibeni.. Jetebele kanda heijiba sete bele cheta pasiba.. Ebe kehi jhia bujhibeni, kahibe mera wala yesa nehi he.. Mera babu dunia ka best boyfriend he.. My life my choice etc🤦♂️
ଏହାର ଏମିତି କରିଛି ପୁଅର ଘର କୁ ଭୁଲ୍ଡୋଜର ଲଗାଇ ଭାଙ୍ଗି ଚୂର୍ଣ୍ଣ କରି ଦିଅ
ଦେଖ ମିଡିଆ ବାଳେ ସେ ବେଟା କୁ ଛାଡ଼।ନାହିଁ ସଳା ଝିଅ ମାନଙ୍କର ଇଜ୍ଜତ ରେ ଖେଳ ଖେଳୁଛି ସଲା କୁ ଗୋଡ଼ ଉପର ମୁଣ୍ଡ ତଳକୁ କରି ବାନ୍ଧି ପିଟିବା କଥା ଯଳଦି ପୋଲିସ୍ ଅଭି ଯୋଗ୍ କର ସବୁ ଲେଡିସ୍ ମିସି କରି ଧନ୍ୟ ବାଦ୍
ଏ ମଉସା ଙ୍କ କଥା ମତେ ଭଲ ଲାଗିଲା
କୋଉ ବାପା ମା ଛୁଆସହ ବୋହୁ ସ୍ବାଗତକରିବେ ଝିଅକଣ ମାନସିକ ରୋଗୀ ନା ସବୁ ବୁଝିସୁଝି ଖେଳିଛି
@@jayanteenanda768 sanskari bopa maa nija pua ra bhi bhul achhi mani bohu au pila ku accept kariba uchit... Doubt achhi jadi DNA proof hau
ଦେଖ ମା ଆଜିକୁ ଦୁଇ ଦିନ ହେବ ସେ ଲୋକ ଘର ଲୋକ କବାଟ ବନ୍ଦ କରି ରଖିଛନ୍ତି. ସେମାନଙ୍କର ହୃଦୟ ନାହିଁ.
ଜଳି ପୋଡ଼ି ପାଉଁଶ ହେଇଯିବ ଭାଇ ନାୟ ଦିୟ
ଝିଅର ଭୁଲ ନାହିଁ ,ପୁଅର ସବୁଭୁଲ।ଭଲ ପାଇ ବାହା ହେବ ନାହିଁ ଯଦି କାହିଁକି ଭଲ ପାଉଛ। ତର ଯଦି ଗଲୁ କରୁଥିଲା ବେଶ୍ୟ ପଡା ଗଲୁନି ସେ ଝିଅ ର ଜୀବନ କାହିଁକି ନଷ୍ଟ କଲୁ।ତମକୁ ଲଙ୍ଗଳା କରି ବିଛୁଆତି ଡାଙ୍ଗ ରେ ପୀଟା ଦରକାର।
ବ୍ରମଣ ନେହିଁ ମୋଚି ଜାତି
ମୋଚି ଜାତି ହେଲେ କଣ ହେଲା ? ଝିଅ ନିଜେ ବି କହୁଚି ଭୁଲ୍ କରିଚି ବୋଲି ।
Jhio mananka pain school time ru hin awareness programme rakhiaba kotha .😢
Bhala heichhi. Marriage purbaru relationship re kahinki asilu. 1 ta caste difference. Kemiti sahasa kalu. Ete jadi sahasa kalu. Marriage karideluni. Ame khusi heithantu ki caste feelings nahin.
ଗୋଟିଏ ପୁଅ ଜଦି ଧୋକା ଖାଇକି କାହା ଘର ଆଗରେ ବସେ ତାହେଲେ
ସୁନ୍ଦର ଅଭିଯୋଗ ଦୁନିଆ କେବଳ ଝିଅଙ୍କ ଲୁହ ଦେଖିପାରେ ପୁରୁଷଙ୍କ ଆଖି କାନ୍ଦେନି ହୃଦୟ କାନ୍ଦେ
Gote pua kebe gote chhua ku dhari basibani Naa....ethi jadi pila nathanta kichi tension nathila
@@jayanteenanda768 bedha mankara baanda kaande
Basi jau kintu kau jhia chua ku gute pua kn r v Kariba ki tu se pila au gute jhia mrg kari pariba purush Pradhan samaj eta besi jatha kahiba thik muhe
@@chisky1997aita sata Katha sei janmita sisu pai hi jhia ti basichhi
ଵା ବା ରେ ଦୁନିଆ ଫୁଅ ଧକା ଖାଇଲେ ଫୁଅ ମାନଙ୍କୁ ଫାଇ କିଛି ନ୍ୟାୟ ନାହିଁ ଆମ ଫୁଅ ମାନଙ୍କ ବି ବହୁତ କଷ୍ଟ ଅଛି ମାତ୍ର ବାହାରେ କିଛି କହି ପାରୁନାହାଁନ୍ତି
Thankyou
Sabubele 1st nija vull dekhiba uchit. Asabu problem pain 2 jana nkara vull a6i. 🙏
Ame sabu jhia mane storng haba darkar. Ame jadi nija taraf ru thik rahiba. Kou boyfriend physical relation Rakhiparibeni.
Ame tanku asabu pain sujog dauche boli aji Apari ghatana ghatuchi. 🙏
Vull kahithibi jadi plz khyama karidebe . Vagaban karantu se jhia ra sabu problem clear heijau 🙏🙏
ଛୁଆ କଣ ରାତାରାତି ହେଇଗଲା????
God bless you maa
ପ୍ରହସନ ଛାଡ, court ରେ case ଚାଲିଛି, ସେଥିପାଇଁ police ନିରବ
Odisha ra maa o bhauni manan nku binamra anurodh se jhiaku adhikar diantu.
ଆଜିକାଲି ଉଭୟଙ୍କର ଦୋଷ ଅଛି ।
ମାଗିଆ ଭାସ୍କର ତୋ ବୋଉର video ବନା
Kahaku bharosha karani ki kahaku dhoka diyani, Dekhi ba success tuma ra sunischita.
Moro gute ktha marriage heini but chua hei gala ni ki ktha
ମୋହନ ସାର୍ ସବୁ ବୁଝିଦେବେ, wiat 1week
ସିଏ କଣ ପାଇଁ ବାହା ହେବ ମୁଁ କାଇ ନୁହେଁ ମୁଁ ଶ୍ରମିକ ମୁଁ ବାହା ହେବି
ସେ ମାଗିହା ପାଖକୁ ଜାନା ସେ ମାଗିହା ଟା ମାରିଦବ ରେ।ତୋର କେହି ନାହାନ୍ତି ସେ ଜାଣିଛି କେସ କେହି କରିବ।ତୁ ସଖ୍ୟମ ଅଛୁ ତୋଛୁଆକୁ ତୁ ବଡକର। ସେ ମାଗିଆ ର ନାରେ କେସ କରି ଦେ।ଜଦି ଫ ଇସଲା ନହେଲା ଜଲ୍ଦି। ମୁଖ୍ୟ ମନ୍ତ୍ରି ପାଖକୁ ଜାଇ ଅଭିଯୋଗ କର।
Sola jati khujuchi nisyusha re jati khujuna rakhta re jati khujuna mati re jati khujuna Pani re jati khujuna
Tame sabu dekhi ki jani ki b bhul karucha kn pain jadi b relationship re rahila ta agaru court mrg kn pain karilani abe Basile kn haba
Kn pain jhia mane amiti karuchhanti kichhi dekhunahanti
Right
ତୁ କେତେ ସତିଗେହି ଜଣା ପଡ଼ୁଛି,,,ବାହା ନହେଇ କି ନୁନି କାଇଁ ଦେଖେଇ ଥିଲୁ,,,ଯଦି ଦେଖେଇଲୁ ଲୋଡ କାଇଁ ନେଲୁ ,,ଯଦି ଲୋଡ ହେଲା,,unload କରିଦେଲୁନି,,
Madam apana epari naya e jhia ku dea se jemiti jiban sara kebe kasta paibani anatha jhiaku sahara dele e dunia thik naya bichara hele epari kete purusha kankra prem nisha chalijiba madam se kemiti jaladi naya deantu
କୋଉ ଜାଗା କହିବେ ki
ଏଥିରେ ପୁରା ଭୁଲ ପୁଅ ର ବାପା -ମାଙ୍କର
Sarakanku anurodh, A niriha anatha jhiatiku nyaay diantu boli anurodh 🙏
Bhai mane badaghara jhia mane chota ghara pua manaku vala pai tanka jiban saha kheli thick time mrg time re chadi ki pakeibe, pua manaku kukura mankada vali beheve kariba, last time re kichi dosa bahara kari chadi paleibe, se jagare pua te kn kariba kie kichi reply deba bhai mane
Chhua heba agaru gharaku asibara thila. Tapare ghare rahila pare chhua karibar thila aai baki sabu thik achhi sabu mahila maa mane mishi a jhiaku ta ghare jabrdasti purantu.
ଭଲ ହେଇଚି
Sabu jhio ro bhul kn pain marriage purbaru physical relation kn pain rakhuthila
Bhaskar news channel a news fast aapana nk channel dekheiba katha 😢 pratinidhi channel dekheila kn pai. . Aa birudhare re mu rajorasta ku Olehibi. Jay bhasakar
Facebook re love kara, without marriage chua, child, chandam kara, Only boy is responsible? No responsibility of girls without marriage? What society?
Achha madam kau juga re achha tame gotia bhala pua hiethile sia sabu katha Bhabi thanta 2024 re sabu janiki amite karucha dosha kahara
ନ୍ୟାୟ ମିଳିବା ଦରକାର
Kou jaga ata
Bhala jhia kebe marriage purbaru physical rakhe naahi.....emane bahut chalak
ବ୍ରାହ୍ମଣ ଜାତି ଗୋଟେ କୁକୁର ଜାତି ପଇତା ଛୁଇଁ ଅନାଥ ଝିଅ କୁ ଇଜତ ନଷ୍ଟ କରିଛନ୍ତି। ଛି ଛି ବ୍ରାହ୍ମଣ ଜାତି
Sabu Brahmin saman nuhanti kichi kharap acchanti and kichi bhala acchanti so thik se opinion de
Kahinki tame Mane ete easily available hei jaucha ghara ra na pakoucha nija izzat mahat sarucha aau last ku dhoka paucha ..kete aau incident dekhile tame sudhuriba ?fb ru chinhi ki ete bharasi gala taku ?
Kn aau ki vhasaray kuhajib Jani hi hauni.vhgbn kn duniya ru chali galy.se jhia bhut kstray bdhichhi ,daykrntu .se chuatiku daykhntu.madm thik khuchnti.
ଖାଲି ଟୋକାର ଭୁଲ ନୁହେଁ ଝିଅର ଭି ଭୁଲ ପଇସା ବାଲା ଟୋକା ଦେଖି ନଙ୍ଗଲା ହେଇଗଲା
Tame jhia mane kemiti pratisruti paiki sabu kichhi nijara deidauchha ? Tike bhabichintiki agaku badhithile emiti situation huantani 🤦🤦. Aau se toka ku khali public mada darkar. Jadi oukat nanhi tahele emiti jhia nka life saha kheluchha kn pain?
ଜଉ ଝିଅ marriage ପରେ ସ୍ୱାମୀକୁ ଛାଡି ଯାଉଛି, ତାକୁ କଣ କରିବା ଦରକାର୍
ଯୋଗି ରଜ ଦରକାର
Kan chalichi odisha re kejani...se gote jhia te berhampur re basithila ..ebe jaye basichi ..ahuri kete jhia emti..kn chalichi kejani ethi..