ASO ବୈକୁଣ୍ଠ ପାଇଁ ୫୬ ହଜାର ଭେଟରାନ ସୈନିକ ଆସିଲେ ଆଗେଇ! Veteran soldiers association Met CM on ASO case.

Поделиться
HTML-код
  • Опубликовано: 6 сен 2024
  • ASO ବୈକୁଣ୍ଠ ପାଇଁ ୫୬ ହଜାର ଭେଟରାନ ସୈନିକ ଆସିଲେ ଆଗେଇ! Veteran soldiers association Met CM on ASO Baikuntha case.#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv...
    Like Our Facebook Page
    : / pratidinodisha
    Subscribe To Our RUclips Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv...

Комментарии • 376

  • @santilatatripathy7375
    @santilatatripathy7375 Месяц назад +89

    ସିଏ ଯିଏ ହେଉ ନା କାହିଁକି ଦୋଷ କରିଛନ୍ତି ମାନେ ତାକୁ ଦଣ୍ଡ ମିଳିବା ଉଚିତ. ସିଏ କଣ ଭଗବାନ.

  • @s....p7120
    @s....p7120 Месяц назад +126

    ରାଜ୍ୟପାଳ ର ସେ ମାହାଗିଆ ପୁଅ କୁ ଯଥା ଶ୍ରୀଘ୍ର ଆରେଷ୍ଟ କରାଯାଉ...

  • @satyanarayanprasadnayak4505
    @satyanarayanprasadnayak4505 Месяц назад +55

    ବଡ ପାରିବାର ରାଜ୍ୟପାଳ ପୁଅ
    ଛେଚିଲା ଓଡ଼ିଆ ପୁଅକୁ
    ନୀରବରେ ଖାଲି ଓଡିଆ ଦେଖୁଛି
    ଓଡ଼ିଆ ଅସ୍ମିତା ଦଳକୁ I

    • @deepess_deepu83
      @deepess_deepu83 Месяц назад

      Bhai re BJP ra chamcha mane kuade gale, aita kan odia asmita, gujrati chamcha andha bhakt, Narendra khan ra chamcha, anaodia raj chalichi

    • @deepess_deepu83
      @deepess_deepu83 Месяц назад

      Bhai re BJP ra chamcha mane kuade gale, aita kan odia asmita, gujrati chamcha andha bhakt, Narendra khan ra chamcha, anaodia raj chalichi

    • @gitanjalibehera9648
      @gitanjalibehera9648 Месяц назад

      Kn lekhila ma bhai

    • @AmarBhatra-of1xf
      @AmarBhatra-of1xf Месяц назад

      Bjp ku vot dio

  • @abhinandansutar197
    @abhinandansutar197 Месяц назад +42

    ମୁଁ ବୁଝିପାରୁନି ମୁଖ୍ୟମନ୍ତ୍ରୀ ଚୁପ କଣ ପାଇଁ.. ତୁରନ୍ତ ଆରେଷ୍ଟ କରାଯାଉ

    • @adjustablevideo
      @adjustablevideo Месяц назад +1

      Ghara bhangi bare biyasta mantri babu

    • @achyutbag4614
      @achyutbag4614 Месяц назад +1

      Se khali ranga badalei pariba kichhi kari paribani

    • @pradeepkumarmohanta8161
      @pradeepkumarmohanta8161 Месяц назад +1

      ରିମୋଟ ମାଧ୍ୟମରେ ପରିଚାଳିତ ହେଉଥିବା ସରକାର

    • @AmarBhatra-of1xf
      @AmarBhatra-of1xf Месяц назад +1

      Cm bikri aijaichi odisha bikidebo

    • @sagardas3777
      @sagardas3777 Месяц назад +1

      ରିମୋଡ ପା ଦିଲ୍ଲୀ ରେ, ଟିଭି ଚାଲିବ କେମିତି,,

  • @pradiptakumarmuduli331
    @pradiptakumarmuduli331 Месяц назад +73

    ରାଜ୍ୟପାଳ କେନ୍ଦ୍ର ସରକାର ର agent

  • @BiswajitPradhan-sl4gm
    @BiswajitPradhan-sl4gm Месяц назад +21

    ମୋହନ ମାଝି କଣ ଶୋଇପଡ଼ିଲେ ନିଦ ରେ ନା ହାଣ୍ଡିଆ ନିଶା ହେଇଚି ଓଡ଼ିଶା ର ଗୃହ ବିଭାଗ ତ ତମ ହାତ ରେ ଆଇନ ବେବସ୍ତା ପୁରା ଦୃବଳ ଛି ଛି

  • @srikantsahoo6563
    @srikantsahoo6563 Месяц назад +15

    ଜୟ ଯବାନ ଜୟ କିଶନ।ଦେଶ ଭିତର ଦେଶ ଦ୍ରୋହି ପାଇଁ ବନ୍ଧୁକ ମଧ୍ୟ ଉଠିବା ଦରକାର।ଆମ ସେନା ବାହିନୀ ଆମର ଗୌରବ ଆଉ ଗର୍ବ।ସେନା ବାହିନୀ ର ଅସମ୍ମାନ କୁ କୌଣସି ମତେ ସହ୍ୟ କରାଯାଇ ପାରିବ ନାହିଁ।

    • @malayakumarjayasingh2856
      @malayakumarjayasingh2856 Месяц назад +1

      ସାରା ଭାରତ ବର୍ଷର ଯବାନଙ୍କ ପାଇଁ ଏହା ଅସମ୍ମାନ ହୋଇଛି l ଏହା ପାଇଁ PM କଣ କରୁଛନ୍ତି l ଆମ CM ତ ASO ଙ୍କୁ ଉପହାର ସୋରୂପ TRANSFER ORDER କରିସାରିଛନ୍ତି ବାଃ ବାଃ ରେ ରାଜନୀତି ଛି ଛି.......ଲଜ୍ୟା l I support to jaban, jay jaban jay bharat mata, jay hind 🙏🙏🙏🙏🙏

    • @user-vx4zj3bh9r
      @user-vx4zj3bh9r Месяц назад

      Jay jaban taku aresta karajau
      Amin puriru

  • @Mr24811
    @Mr24811 Месяц назад +17

    ମୋହନ୍ ସାର୍ କିଛି କରିପାରିବେ ନାହଁ ତାଂକ ହାତରେ କିଛି ନାହଁ ଦିଲ୍ଲୀ ରୁ ସିଗ୍ନାଲ ଆସିଲେ ପୁରୀ ହାଉଢା ଏକ୍ସପ୍ରେସ ଚାଲିବ କି ନାହିଁ ଜଣା ପଡ଼ିବ ଏ ହେଉଛି ଓଡ଼ିଆ ଅସ୍ମିତା

    • @deepess_deepu83
      @deepess_deepu83 Месяц назад

      Gujrati remote control re odisha sarkar, gujrati chamcha mohan majhi, Narendra khan ra chamcha andha bhakt, ana odia raj chalichi, kete dina odia chup hei rahiba, a gujrati shasan ku phingidia nadiku..... Narendra khan hatao hindu bachao, BJP hatao odia asmita bachao

  • @subhransudalai8360
    @subhransudalai8360 Месяц назад +20

    ବିଜେପି ଠୁ ଆଉ କଣ ବା ଆଶା କରାଯାଇ ପାରେ, ଖଜୁରୀ ଗଛ ର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ । କଥା ବାର୍ତ୍ତା କଣ,କାର୍ଯ୍ୟାନୁଷ୍ଠାନ ଦରକାର

    • @mathatyou717
      @mathatyou717 Месяц назад

      BJP vote ku kana paain vote delo

  • @gsentertainments5174
    @gsentertainments5174 Месяц назад +20

    ସେ କୋଉଠି ଅଛି ଖୋଜିକି ପିଟ ଦେଖିବା କଣ ଆକ୍ସନ ନେଉଛି ଓଡ଼ିଶା Govt.

  • @fatefaith5147
    @fatefaith5147 Месяц назад +22

    56 ହଜାର ସନ୍ୟଙ୍କୁ ନେଇ ରାଜ୍ୟପାଳ କୁ ସିଟ୍ ଋ ଭଗେଇ ପାରିବ

    • @nakulnaik1423
      @nakulnaik1423 Месяц назад

      ସେ magiha ର ଗୋଡ ଦିଟା କୁ ଗୁଳି କରି ଭାଙ୍ଗି ଦିଅ,

    • @deepess_deepu83
      @deepess_deepu83 Месяц назад

      Narendra khan hatao hindu bachao, BJP hatao odia asmita bachao, anaodia raj chalichi, kete dina a odia chup hei rahiba

  • @antaryamimishra449
    @antaryamimishra449 Месяц назад +54

    ସେ ମାଘିଆ ରାଜ୍ୟପାଲ୍ ର ପୁଅ କୁ ବାନ୍ଧ

  • @bhagabatsoren249
    @bhagabatsoren249 Месяц назад +7

    ବଡର୍ ରୁ ଜଣେ ଅନ୍ଧ ଯବାନ ବହୁତ ବକ୍ ବକ୍ ହୋଉ ଥିଲା ସେ କୁଆଡେ ଗଲା ତାକୁ ଧରିଆଣ

  • @babajeesamal6821
    @babajeesamal6821 Месяц назад +9

    ଆପଣମାନେ ସମସ୍ତେ ଦେଶର ରକ୍ଷକ । ଆପଣମାନଙ୍କ ଯୋଗୁ ରାଜ୍ୟପାଳ ମଧ୍ୟ ରାତିରେ ଶନ୍ତିରେ ଶୁଅନ୍ତି। ସେ ଯଦି ସ୍ବାର୍ଥ ପର ହେଲେ ଆପଣମାନେ ରାଜ୍ୟପ, ମୁଖ୍ୟମନ୍ତ୍ରି,ଓ ପୋଲିସ ଦିଜିଙ୍କୁ ତାଲା ପକାଇ ବନ୍ଦୀ କରି ରଖିଲାପରେ ନ୍ୟାୟ ପାଇବେ ।ନଚେତ କିଛିବି ହେବନି କା ରାଣ ଏ ସାରାକାର ବେହିଆ ଜନତା ପାଟି ସରକାର ।ତାର ମୁଖିଆ ମୋହନ ତେଣୁ କେବଳ ଝାରଖଣ୍ଡ କାହିଁକି ସାରା ଭାରତର ଲୋକମାନେ ମଧ୍ୟ ଓଡିଶା ଆସି ଓଡ଼ିଆ ଙ୍କୁ ମାରିବେ ଓ ପଳାଇବେ। ଓଡିଶା ସରକାର ନେତାମାନେ ମୋଦ ପାଦ ଚାଟୁଛନ୍ତି ଆପଣମାନେ ଝାର ଖଣ୍ଡି ପାଦ ଚକିଲେ ଅସୁବିଧା କଣ ?

  • @user-km2mr9tt2c
    @user-km2mr9tt2c Месяц назад +15

    Action must be taken

  • @dumbipurty1987
    @dumbipurty1987 Месяц назад +5

    ରାଜ୍ୟପାଳ ର ପୁଅଙ୍କୁ ମଧ୍ଯ ସେଇଭଳି ମାଡ ମାରି ଜେଲରେ ଭର୍ତ୍ତି କରି ଦିଆଯାଉ। ନ ହେଲେ ମଣିପୁର ଭଳି ଘଟଣା ହେବ

  • @dkhatua9856
    @dkhatua9856 Месяц назад +22

    ସାର ଏ ଡବଲ ଇଂଜିନି ସରକାର.

    • @deepess_deepu83
      @deepess_deepu83 Месяц назад

      Double engine sarkar chalichi, anaodia raj chalichi, gujrati shasan chalichi, Narendra khan hatao hindu bachao, BJP hatao odia asmita bachao

  • @GaneshJena-mr1hf
    @GaneshJena-mr1hf Месяц назад +4

    ଯାହା କହୁଛନ୍ତି ତାହା କାମରେ ଦେଖେଇଲେ ହେଲା ।କହି ବାବା ସହଜ , ଧନ୍ୟବାଦ୍ ଆପଣଙ୍କୁ ।

  • @bijoykumardas4173
    @bijoykumardas4173 Месяц назад +9

    governer ପୁଅ କୁ ମାଡ ହୋଇଥିଲେ ସରକାର ଚୂପ ରହିଥାଆନତେ କି ? ଲଳିତ କୁ ଆଗ ମାଡ ପରେ କେସ ।

  • @bhalanathhansdah3012
    @bhalanathhansdah3012 Месяц назад +10

    ରାଜ୍ଯପାଳ କୁବି ଦଣ୍ଡ ବିଧାନ କରାଯାଉ,

  • @user-ni5fr2sc1o
    @user-ni5fr2sc1o Месяц назад +16

    Arrest kara

  • @kartikpatra2346
    @kartikpatra2346 Месяц назад +2

    ବିଜେପି ସରକାର କଣ କରୁଛନ୍ତି

  • @prafullamajhi9979
    @prafullamajhi9979 Месяц назад +3

    ହେ ଅବସର ସୈନିକ ମାନେ ମଘୀୟା କୁ ଗୋଡ଼ାଇ ଗୋଡ଼ାଇ ମାର ସଂଗର. ସବୁ ସୈନିକ ଡାକିଲେ capital ରେ ବିରୋଧ ପ୍ରଦର୍ଶନ କରନ୍ତୁ jay jaban

  • @ଅଭୟ
    @ଅଭୟ Месяц назад +2

    ପୁଅ କୁ ସମ୍ଭାଳି ପାରୁନାହାନ୍ତି ରାଜ୍ୟ କୁ କେମିତି ସମ୍ଭାଳିବେ ରାଜ୍ୟପାଳ ସାର୍

  • @najnar1264
    @najnar1264 Месяц назад +2

    ଏହି ଘଟଣାରେ ଯେଉଁ ମାନେ ଅଭିଯୁକ୍ତ ସେମାନଙ୍କୁ ତଦନ୍ତ ପରିସରକୁ ନିଆଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯାଉ

  • @santoshpanda1610
    @santoshpanda1610 Месяц назад +3

    ମହାମହିଁମ ରାଷ୍ଟ୍ରପତି ତଳତାଲାରେଥିଲେ ଏବଂ ରଘୁବର ଦାସ ର ପୁଅ ଓଡିଆ ଅଫିସର୍ କୁ ମାରିଲା ତାଙ୍କକାନକୁ ଶୁଭାଗଲାନାହିଁ ତାଙ୍କ କନ ଦୁଇଟା ବୋଧେ ଖରାପ ଅଛି ତେଣୁ ତାଙ୍କୁ ତୁରନ୍ତ ଡକ୍ଟର ଙ୍କନିକଟରେ ଦେଖେଇ ଭଲକରାଜାଉ

  • @qxztr
    @qxztr Месяц назад +1

    ଧନ୍ଯବାଦ ମୋଦେଶର ସୈନିକ ଦଳ, ଏବିଷୟରେ ଲାଗି ରୁହନ୍ତୁ। ନଚେତ୍ ଏ ନେତାମାନେ ଆପଣମାନଙ୍କୁ use and throw କରି ରଖିଥିବା।

  • @user-nt4vl6yp3g
    @user-nt4vl6yp3g Месяц назад +2

    ଭାଇ ଆପଣ ମାନେ ଯଦି ଓଡ଼ିଶାର ଗୌରବ କେମିତି ବି ହେଉ ଶେ ଶଳା ଝରକଣ୍ଡି କୁ ଅର୍ରେଷ୍ଟ କରାଯାଉ

  • @itsexposed8644
    @itsexposed8644 Месяц назад +3

    ସେ ରାଜ୍ୟପାଳ କୁ ହଟାଅ

  • @RasanandaPuhan-rj1no
    @RasanandaPuhan-rj1no Месяц назад +4

    Jay jawan ,jay kisan

  • @sudarsanmaharana230
    @sudarsanmaharana230 Месяц назад +1

    ଜୟ ଯବାନ, ଜୟ କିଷାନ ଏବେ ଭୁଲ୍ ହୋଇ ଯାଇଛି। ଜୟ ନେତା, ଜୟ କରୋପସନ।

  • @prasantakumar1523
    @prasantakumar1523 Месяц назад +6

    Right

  • @TheSayeed2009
    @TheSayeed2009 Месяц назад +15

    CM kan kariba. Tara ki power 😂 Governor ku dhara. 😂😂

    • @swapnilsagarnayakclass1d154
      @swapnilsagarnayakclass1d154 Месяц назад

      Kan kariba maane, cm mohan majhi gruha bibhaga ra mukhya, taa haatare prasasan, ete lokaku dekha karuchi, ei katha re gote reaction b nahin, shame to mohan majhi

    • @RabindraKumarbiswal-ds3mk
      @RabindraKumarbiswal-ds3mk Месяц назад +2

      ​@@swapnilsagarnayakclass1d154bilkul.kintu bhai cm ta modi ra chakara.jaha delhi ru order to asiba seia kariba

    • @deepess_deepu83
      @deepess_deepu83 Месяц назад

      ​@@RabindraKumarbiswal-ds3mkright bhai Narendra khan ra chamcha mohan majhi, mohan majhi ku mahuli dia pieki soiba

  • @jagannathpradhan3461
    @jagannathpradhan3461 Месяц назад +4

    Jay Jawan. Be brave.Go ahead.

  • @madhusudanparida4161
    @madhusudanparida4161 Месяц назад +6

    Well done bhai, very unfortunate & dirty politics by BJP continuing
    Double Engine & Modi guarantee failed with Odiya Asmita.

  • @kanhubarik8274
    @kanhubarik8274 Месяц назад +4

    Right point

  • @birsapurtty944
    @birsapurtty944 Месяц назад +11

    OTV & Orgus new kuhade gole

  • @DactorKing-ez5uh
    @DactorKing-ez5uh Месяц назад +4

    ବହୁତ ବଢିଆ

  • @Gaganmallik-zx9xx
    @Gaganmallik-zx9xx Месяц назад +1

    ଭାରତ ସୈନିକ ଭାଈ ମାନଙ୍କୁ ହୃଦୟରୁ ପ୍ରଣାମ ବର୍ତ୍ତମାନ ମୁଁ ଯାହା ଲେଖୁଛି ଖରାପ ଭାବିବନାହିଁ, ଭାରତ ପ୍ରକୃତ ଯବାନ ମାଡ ଖାଇ ମାଡ ନମାରି ପଛକୁ ଫେରିବା ଯବାନ ଭାଇମାନଙ୍କ ଅପମା ନୁହେଁକି ଓ ସେ ଯବାନ ଭାଈ ଯଣଙ୍କର ଯଦି କୌଣସି ଭୂଲ ନାହଁ ସେ ଡରିଲେ କାହିଁକି ଏତେ ରାଜନେତା ତାଙ୍କ ସହିତ ଅଛନ୍ତି ତାହେଲେ ସେ ଭାଈ ଜଣକ ଆରାମସେ ପିଟିପାରି ଥାନ୍ତେ ଯଦିଓ ନ ମାରିଛନ୍ତି ଏହାର ସତ୍ଯ ସାମନାକୁ ଆଣି ଦଣ୍ଡ ଦିଅ........ଭୂଲ କାହାର ଦେଖ ଓ ଦଣ୍ଡିତ କର...ଜୟ ଜଗନ୍ନାଥ

  • @hemantadash6520
    @hemantadash6520 Месяц назад +4

    MG OTV and MG Argus news bala kuade gala 😅

  • @krishnaprasadrath
    @krishnaprasadrath Месяц назад +5

    🙏 Jai ♥️🇮🇳🔥 Hind 🙏

  • @sibashankarparida4548
    @sibashankarparida4548 Месяц назад +1

    ଏ ସରକାର ଭଙ୍ଗା ଏମାନଙ୍କ ଠୁ କିଛି ଆଶା କରିବା ଭୁଲ.

  • @santoshbhoi361
    @santoshbhoi361 Месяц назад +1

    We're with.u

  • @rabipattnaik7279
    @rabipattnaik7279 Месяц назад +1

    We also with you

  • @kartikpatra2346
    @kartikpatra2346 Месяц назад +1

    ମୁ ବି ଆପଣ ଙ୍କ ସାଥିରେ ଅଛି ସାର ଜୟ ବିଜେଡି

  • @pk2080-c2z
    @pk2080-c2z Месяц назад

    ମୁଁ ସପୋର୍ଟ କରୁଛି,
    Good step sir

  • @pratapdhal2278
    @pratapdhal2278 Месяц назад

    ଜୟ ଭରତ ଜୟ ଜୱାନ ଜୟ ହିନ୍ଦ୍ 🇮🇳🇮🇳🙏

  • @pravashmishra1178
    @pravashmishra1178 Месяц назад +1

    ବିଜେପି ର ପ୍ରତ୍ୟେକ ଗୁଣ୍ଡା ଗରଦାରୀ ବିରୋଧରେ ଗଣତନ୍ତ୍ର କୁ ସହାୟତା ଦିଅନ୍ତୁ ଅବସର ପ୍ରାପ୍ତ ସୈନିକ ଗଣ ଓଡ଼ିଶା 🙏

  • @badalcreation204
    @badalcreation204 Месяц назад

    Thanks you jay jawan jay kishan

  • @sagardas3777
    @sagardas3777 Месяц назад

    Mp, cm. ପ୍ରେସିଡେଣ୍ଟ ମାନଙ୍କ ପାଇଁ
    ସୁରକ୍ଷା ଦେବେ police କିନ୍ତୁ ତାଙ୍କ ସୁରକ୍ଷ୍ୟା କଣ ,,? ସେମାନଙ୍କ ଦାୟିତ୍ୱ ନୁହେଁ କି,, ତାଙ୍କ ପୁଅ ବୋଲି ନିରବଦ୍ରଷ୍ଟା ସାଜି ଛନ୍ତି,, ଶୀଘ୍ର କାଯ୍ୟନୁଷ୍ଠାନ ନେବାର ଥିଲା,,
    ନହେଲେ ,, ଆଗକୁ ଯାହା ଘଟିବ ସେଥିପାଇଁ
    ରାଜ୍ୟପାଳ ଦେଇରହିବେ,,, 🙏

  • @umacharansadangi8388
    @umacharansadangi8388 Месяц назад +1

    ରାଜ୍ୟପାଳ ପୁଅ କଣ ରାଜ୍ୟପାଳ ତାକୁ କାହିଁକି v I p ପରି ସୁବିଧା ରହିଛି ଏହା ଦେଶ ପାଇଁ ଆଦ୍ୟୋଉ ଉଚିତ ନୁହେଁ, ଖାଲିରେ ମିଳିଲେ ବାପ ପୁଅ କୁଣିଆ! ନୀତିକୁ ସମର୍ଥନ କରି ବା ନୀୟମ କୁ ବଦଳା ଯାଉ, ଦୋଷୀକୁ ଦଣ୍ଡ ଦିଆଯାଉ , ଏହି ପ୍ରକାର ଗୁଣ୍ଡା ଗିରି ଆଉ କେତେଦିନ ରହିବ ଏହା ସମସ୍ତ ନିନ୍ଦ।କରୁଛନ୍ତି ,

  • @gourangabiswal1716
    @gourangabiswal1716 Месяц назад

    କେବଳ ସୁରକ୍ଷା ନୁହେଁ,ରାସ୍ତାରୋକ,ଦୃଢ଼ ଭାବେ ବିରୋଧ କର ।

  • @krishnabhuyan4695
    @krishnabhuyan4695 Месяц назад +1

    ତୁରନ୍ତ ରାଜ୍ୟ ପାଳ ଙ୍କ ପୁଅ କୁ ଗିରଫ କରାଯାଉ ନାହିଁ ତ ଓଡିଶା ରେ BJP ସରକାର କୁ ବହୁତ୍ ମାହାଙ୍ଗା ପଡିବ ଆଗମୀ ଦୀନ ରେ

  • @gaganjena-rh4iu
    @gaganjena-rh4iu Месяц назад +1

    ସବୁ ଓଡ଼ିଶାବାସୀ ଏକାଠି ହୋଇ ଓଡ଼ିଶା ଅଶ୍ମିତା ବୋଲାଉଥିବା ଗୁଣ୍ଡା ମାନଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଦରକାର କାରଣ ଗୋଟିଏ ଝାଡ଼ଖଣ୍ଡ ଗୁଣ୍ଡା ଆସି ଓଡ଼ିଶା ଭିତରେ ପସି ଜଣେ ଓଡ଼ିଆକୁ ମାରିଲା ତମେ କଣ କରୁଥିଲ ମୁଣ୍ଡବିକା ଚାମଚା

  • @issacmanasranjan7288
    @issacmanasranjan7288 Месяц назад +1

    ASO Association କୁଆଡ଼େ ଗଲା?? ସବୁ ASO କୁ ଏମିତି ମାଡ ହେଉ।

  • @satyaprakashnayak8551
    @satyaprakashnayak8551 Месяц назад +1

    Take strict action against governor son

  • @NabinSethy
    @NabinSethy Месяц назад

    ବିଜେପି ଏ ରାଜ୍ୟ ପାଳକୁ ହଟାଉ,ନଇନେ ମୋଦି ତାର ଗୁଜୁରାଟ ନେଇଯାଉ

  • @aswinytgaming5558
    @aswinytgaming5558 Месяц назад

    ରାଜ୍ୟପାଳ ଇସ୍ତଫା ଦେବା ଦରକାର..

  • @debiprasadmishra2699
    @debiprasadmishra2699 Месяц назад +1

    କୁଆଡେ ଗଲେ ହେମନ୍ତ ବିଶ୍ୱଶର୍ମା !
    ଓଡିଶା ଆସନ୍ତୁ।

  • @manisapatnaik4183
    @manisapatnaik4183 Месяц назад

    Thanks souljar asocietion

  • @sudarsanhati6578
    @sudarsanhati6578 Месяц назад +1

    Fauji. bhai. age chalo. jaijawan

  • @udaykumardas248
    @udaykumardas248 Месяц назад

    Very good Umesh babu

  • @lingarajnanda7401
    @lingarajnanda7401 Месяц назад

    Salute

  • @ratanmajhi4759
    @ratanmajhi4759 Месяц назад

    Right to fight for justice thank you very much Shri Ratan Majhi

  • @abhayacharanapatra3502
    @abhayacharanapatra3502 Месяц назад

    Should be inquiry immediately

  • @malayakumarjayasingh2856
    @malayakumarjayasingh2856 Месяц назад

    ସାରା ଭାରତ ବର୍ଷର ଯବାନଙ୍କ ପାଇଁ ଏହା ଅସମ୍ମାନ ହୋଇଛି l ଏହା ପାଇଁ PM କଣ କରୁଛନ୍ତି l ଆମ CM ତ ASO ଙ୍କୁ ଉପହାର ସୋରୂପ TRANSFER ORDER କରିସାରିଛନ୍ତି ବାଃ ବାଃ ରେ ରାଜନୀତି ଛି ଛି.......ଲଜ୍ୟା l I support to jaban, jay jaban jay bharat mata, jay hind 🙏🙏🙏🙏🙏

  • @Livingcodes
    @Livingcodes Месяц назад

    OSS Association should learn how to protect their own Association member

  • @subalrout5887
    @subalrout5887 Месяц назад

    ଆମେ ଆମ ଯବାନ ଙ୍କ ସାଥିରେ ଅଛୁ

  • @harishchandranayak4684
    @harishchandranayak4684 Месяц назад

    ଆଗକୁ ବଢନ୍ତୁ 👍

  • @belalsenpradhan1721
    @belalsenpradhan1721 Месяц назад

    Thank

  • @TankadharBagarty-su3ib
    @TankadharBagarty-su3ib Месяц назад +1

    ଡବଲ୍ ଇଞ୍ଜିନ ସରକାର ଏମାନଙ୍କ ଡବଲ୍ ବଳ

  • @hemantamohanty4171
    @hemantamohanty4171 Месяц назад

    ଯେଉଁ ହାରାମି ଏଥିରେ ସାମିଲ ଅଛି ତାର ବିଚାର କରିବା ଦରକାର

  • @kalpatarurout3073
    @kalpatarurout3073 Месяц назад +1

    Indian army jindabad

  • @user-lk2ym2ye5n
    @user-lk2ym2ye5n Месяц назад

    You are right sir, keep on your service and fight for justice

  • @A.kPandaAshu
    @A.kPandaAshu Месяц назад

    ଆମ ଓଡ଼ିଶା ର ରାଜ୍ୟପାଳ ମୋହଦୟ ରାଜ୍ୟପାଳ ପରି କାମ କରୁନାହାନ୍ତି ବିଜେପି ର ରଜନୀତି ପାଟି ର ନେତା ପରି କାମ କରୁଛନ୍ତି , ଏହି ପରୀ ଜଦି ରାଜନିତି ଦଳ ର ନେତା ରାଜ୍ୟପାଲ ଓ ରାଷ୍ଟ୍ରପତି ହୁଅନ୍ତୀ ତେବେ ସେ ଦେଶ ଓ ରାଜ୍ୟ ର ଲୋକତନ୍ତ୍ର କାନୁନ ନଷ୍ଟ ହେବା 100% ନିର୍ଚିତ

  • @debarajnanda7130
    @debarajnanda7130 Месяц назад

    ପ୍ରଧାନମନ୍ତ୍ରୀ ଙ୍କୁ ଜଣାନ୍ତୁ

  • @pradipkumarbarik585
    @pradipkumarbarik585 Месяц назад

    ମୁଁ ଏମିତି ମୂର୍ଖାମୀ ଆସୋସିଏସନ୍ କଥାରେ ପଡ଼ି ମନ୍ତ୍ରୀ ପୁଅ ବିରୁଦ୍ଧରେ ଥାନାରେ FIR ଦେଇଥିଲି, ସର୍ଭିସ୍ କ୍ୟାରିୟର, ଘର ବରବାଦ ହୋଇଗଲା, ପରେ କେହି ଆସିଲେ ନାହିଁ କେହି ଶୁଣିଲେ ନାହିଁ, ମନ୍ତ୍ରୀ ପୁଅ ମୋତେ କୋର୍ଟ ବିନା ନୋଟିସରେ ଏକ ତରଫା ଶୁଣାଣିରେ ନିର୍ଦ୍ଦୋଷ ମୁକ୍ତ ହେଲା, ପାଣ୍ଡିଆର କୋପ ଦୃଷ୍ଟି ପଡ଼ିଲା, ପେନସନ ଗ୍ରାଚୁଇଟି ବନ୍ଦ କରିଦେଲା। ସ୍ତ୍ରୀ କ୍ୟାନ୍ସରରେ ପଡ଼ିଥିବା ବେଳେ କଲେକ୍ଟରକୁ ପ୍ରେସର କରି ଛୁଟି ଦେଲେନାହିଁ, ସ୍ତ୍ରୀ ମରିଗଲା, ଏକ୍ସସର୍ଭିସମ୍ୟାନ ଆସୋସିଏସନ୍ କି ଓଏଏସ ଆସୋସିଏସନ୍ କେହି ଶୁଣିଲେନି। ସେତେବେଳେ ବର୍ଷ ବର୍ଷ ଧରି ଏ ଘଟଣା ମିଡିଆରେ ହାଇଲାଇଟ ହୋଇଥିଲା,ଏବେ କେହି ନାହାନ୍ତି ଏକା ଭୋଗୁଛି, ଚାକିରୀଟାଏ ବି ପାଣ୍ଡିଆ ଭୟରେ କେହି ଦେଉ ନାହାଁନ୍ତି। ନିର୍ବୁଦ୍ଧିଆ ଏକ୍ସସର୍ଭିସମେନ୍ ସାଲିସ କରିବା ଜାଣନ୍ତି ନାହିଁ।

  • @rabindranathbarik3334
    @rabindranathbarik3334 Месяц назад

    ରାଜ୍ୟପାଳ ହଟିବା ଦରକାର l

  • @pradiptakumarsahoo3359
    @pradiptakumarsahoo3359 Месяц назад +1

    ଆରମ୍ଭ ହେଉ,,,, ଏ ଲଢେଇ

  • @minasahoo9290
    @minasahoo9290 Месяц назад

    Ghana syam ojha nku bahiskar karajau, mohan sir nku 🙏 nibedan,

  • @saratkumarsahoo1595
    @saratkumarsahoo1595 Месяц назад

    ଭାଇମାନେ ଆଗକୁ ଆଗକୁ ମାଡିଚାଲ

  • @felixnayak6317
    @felixnayak6317 Месяц назад +1

    ତଦନ୍ତ କଲେ କି ଫଳ ମିଳୁଚି? ସମଶ୍ତ ତଦନ୍ତ ସଂସ୍ଥାକୁ ମୋଦି କିଣିଛନ୍ତି!

    • @RupNarayanMajhi
      @RupNarayanMajhi Месяц назад

      କିନ୍ତୁ jpc କୁ ମୋଦୀ କିଣିପାରିବନି

  • @mahendrakumarsahu4395
    @mahendrakumarsahu4395 Месяц назад

    Perfect

  • @rohitcreativitykuna5672
    @rohitcreativitykuna5672 Месяц назад

    ସେ ASO କୁ ଯବାନ କୁହନି
    ସୀମାରେ କଣ ଛୋଡ଼ୁଥିଲା,

  • @prafullasir0
    @prafullasir0 Месяц назад

    Arrest immediately Son of Governor.

  • @BasantaBehera-gl3li
    @BasantaBehera-gl3li Месяц назад

    Right sir 👍👍👍

  • @himansudash9149
    @himansudash9149 Месяц назад

    ମଦ ମାଗୁଥେଲା ରାଜ୍ଯ ପେଳ ର ମଦୁଆ ପୁଅ ଓ ତାଂକ ସାଂଗ ମାନଂକ ପାଇଁ ନଦେଲା ଠୁ ମାରିଲା କିନ୍ତୁ ବିଜେପିର ରିମୋଟ ମୁଖ୍ଯ ମନ୍ତ୍ରୀ କିଛି କରିପାରିେବ ନାହିଁ। ଓଡିଶା ସରକାର ରେ ଏମାନେ ମନ୍ତ୍ରୀ ଚାକିରି କରିଛନ୍ତି।ୟାଂକ ଓୌକାତ ନାହିଁ ଏବିଷୟରେ ପଦେ କହିବାକୁ, ଅସ୍ମିତା କଥା କହିବାକୁ ଲାଜ ମାଡିବା କଥା। ନିର୍ଲଜ ଦଳ ବିଜେଡି ସରକାର ରେ ହୋଇଥିଲେ ରାଜ୍ଯ ଉଠଉ ପକଉ ଥାନ୍ତେ ଏବେ ପାଟିରେ ବେଂଗ ପସିଗଲା।

  • @nilakanthasahoo8101
    @nilakanthasahoo8101 Месяц назад

    ଭାଇ ମାନେ ପୁରା ଓଡ଼ିଶା ତୁମ ସାଥିରେ ଅଛନ୍ତି ଅନ୍ୟ ୟ କୁ ପ୍ରଷୟ ଦିଅ ନହିଁ ପୁରା ଓଡିଆ ତୁମ ସାଥିରେ

  • @gobindamangaraj1113
    @gobindamangaraj1113 Месяц назад

    ଓଡ଼ିଆ ଅସ୍ମିତା କୁଆଡେ ଗଲା କିରେ ବିଜେପି ନେତା????

  • @manojpradhan6454
    @manojpradhan6454 Месяц назад

    ଓଡ଼ିଆ ଅସ୍ମିତା କୁଆଡେ ଗଲା ।

  • @SubashLenka-nt3mo
    @SubashLenka-nt3mo Месяц назад

    Appreciate your action .

  • @gunanidhinaik3699
    @gunanidhinaik3699 Месяц назад

    ଦୋଷୀ ଯିଏ ବି ହେଉ ଦଣ୍ଡ ପାଇବା ଦରକାର ।

  • @NirmalMohanty-nj2uj
    @NirmalMohanty-nj2uj Месяц назад

    ଓ ଟିଭି ଆଉ ଅଗିରା ଚ୍ୟାନେଲ ବାଲା କୁଆଡେ ଗଲେ ଦୁଇ ଚ୍ୟାନେଲ ମାଗିହା ମାନଙ୍କୁ ଦେଖାଯାଉ ନାହିଂ

  • @hadibandhubarik8508
    @hadibandhubarik8508 Месяц назад

    Very good

  • @SarojiniSarojinisahoo-pi3um
    @SarojiniSarojinisahoo-pi3um Месяц назад

    ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥ କୁ ଜଗତ ମଣି
    ଗୋଦର ଗୋଡରେ ମାଉଁସ ଲାଗିଲେ ଦେହର କି ଶୁଭ ମଣି,ଜୟ ଜଗନ୍ନାଥ

  • @hemantkumar-zm8io
    @hemantkumar-zm8io Месяц назад

    ଓଡିଆ ଅସ୍ମିତା ଓ ଆଇନ କାନୁନ କୁଆଡ଼େ ଗଲା ?

  • @malayakumarjayasingh2856
    @malayakumarjayasingh2856 Месяц назад

    Please take exemplary action 🙏

  • @karunakarmohanty89
    @karunakarmohanty89 Месяц назад

    ରାଜ୍ୟ ପାଳ କୁ ଝାଡ଼ଖଣ୍ଡ କୁ ପଠାଅ ଜୟ ଜବାନ୍ନ ଜୟ କିଶାନ

  • @GaneshNayakNayak-t6b
    @GaneshNayakNayak-t6b Месяц назад

    ସାର୍ ଏମାନଙ୍କୁ କଥା କମ ପ୍ରଥମେ ମାଡ଼ ଦିଆଯାଉ,

  • @ChandraShekharMuduli-nv2tb
    @ChandraShekharMuduli-nv2tb Месяц назад

    Jay hind 👮