BJD Appoints State-Level and National-Level Spokespersons
HTML-код
- Опубликовано: 6 июл 2024
- #ସନ୍ତୃପ୍ତ_ମିଶ୍ରଙ୍କୁ_ନବୀନଙ୍କ_ରାଜନୈତିକ_ସଚିବ_ଦାୟିତ୍ବ
ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା। ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଲା ବିଜେଡି।
#BJD #NaveenPatnaik #OTV #OdishaTV
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website odishatv.in/
News In Odia: otvkhabar.in/
Android App: bit.ly/OTVAndroidApp
iOS App: bit.ly/OTViOSApp
Watch Live: odishatv.in/live-tv
RUclips: goo.gl/Ehz6OP
Watch our latest news in English: bit.ly/3wTgKxc
Facebook: / otvkhabar
OTV English Facebook : / otvnews
Telegram @otvtelegram @otvkhabar
Twitter: / otvnews
Instagram: / otvnews
#OdishaTV #OTV
ଆଉ ହଁ ଲୋକ ମାନଙ୍କୁ ଭ୍ରମିତ କରିବା ପାଇଁ ଭୁଲ୍ ସମ୍ବାଦ ପରିବେଷଣ କରନ୍ତୁ ନାହିଁ ।
ଆଗକୁ ବିଜେଡି ଦଳ ହିଁ ନ ଥିବ ଓଡିଶା ରେ
ଏଥିରେ କିଛି ନୂତନତ୍ୱ ନାହିଁ,ଏମାନଙ୍କୁ ନେଇ ବିଜେଡି ଆଗକୁ ବଢ଼ି ପାରିବ ନାହିଁ, ଏହା ମଧ୍ୟ ପାଣ୍ଡିଆନ ର ନିର୍ଦ୍ଦେଶ ର ହେଇଛି
Good decision
No Power no BJD
Abika ta Shree Nabin Babu pura ready achanti🙏🙏😍❣️🙏🙏🙏⭕❗⭕🙏🙏🙏
I like cuttack santrubta Mishra sir congratulations 👏🎉
By appointment of Santrupta Mishra as political secretary, BJD is run by corporate person or bureaucrats.
ନବୀନ ପଟ୍ଟନାୟକ ଙ୍କ ନିର୍ଣ୍ଣୟ ଉପରେ ବିଶ୍ବାସ କରିବା ଉଚିତ। ଓଟିଭି ବିଜେପି କୁ ସପକ୍ଷରେ କହିଲେ କିଛି ସମସ୍ୟା ନୁହେଁ କିନ୍ତୁ ତଥ୍ୟ ଭିତ୍ତିକ ହେବା ଦରକାର। ନବୀନ ପଟ୍ଟନାୟକ କାର୍ତ୍ତିକ ପାଣ୍ଡିଆନ୍ ଙ୍କୁ ବିନା କାରଣରେ ଖରାପ ତିଆରି କରନ୍ତୁ ନାହିଁ।
Nabin Pattanaik should be removed from BJD first
@@sukantabaliarsingh9769 ବିଜେଡ଼ି ଆମ ଆଞ୍ଚଳିକ ଦଳ।ଏହା ବିରୋଧୀ ଦଳ ଭାବରେ ହେଲେ ବି ରହିବା ଗୁରୁତ୍ତ୍ୱପୂର୍ଣ୍ଣ।ଏକ ସୁସ୍ଥ ଗଣତାନ୍ତ୍ର ପାଇଁ ଦରକାର 🙏💯
Good Team
Nabin Babu jindabad nabin Babu is great
ଡାଲି ଚୋରଣୀ ଙ୍କୁ ଦାୟିତ୍ୱ ଦେଲେ ଆହୁରି ଡାଲି ଦର ବଢ଼ିଯିବ
ବାଳ ଅଛି.......
Je...
ଆଉ ବାଳ ଅଛି ସୁନୁପାମ୍ପୁଡି ଖାଇବ 😂
Good agami sarapancha election re ame dekhei debu
2024 re 51 mla 2029 re 15 mla
2029 re bjd MLA 110 only Naveen sir ❤️❤️❤️
OTV, OR, ARGUS ku boycott kara
Dimple Jena obslotely me also never like to hear true thing because I never ever like or support or tust to the all true thing. True is a very very bad thing. If someone may pure true things though I may not trust him or her. I never trust anyone. All are worthless. I may always support to fake things. If someone may says pure true though I never may hear his or her word. Totally I don't trust to true.
ବିନାଶ କାଳେ ବିପରିତ ବୁଦ୍ଧି ଠିକ୍ ଅଛି
BJD ବୁଡି ଯିବ
Bjd welcome 2029 sure
ଜୀବନଥିବାଯାଏ ବିଜେଡିକୁ ଭୋଟ ଦବୁନି କହିଲ କ'ଣ ପାଇଁ
@@F56980 kie kahila kire
@@aniltarai9892 ମୋ ପରିବାରର ଜଣେ ସଦସ୍ୟ ସରକାରୀ ଚାକିରୀ ପୁଣି ମାସିକ 1800ଟଙ୍କା,ମୋ ପୋଖରୀ ଯୋଜନାରେ ମୋ ନାମ ସ୍ତ୍ରୀକୁ ଫୋଟ ଉଠାଇ ବିଜେଡିର କୁଜି ନେତାମାନେ ଟଙ୍କା ଖାଇଗଲେ, ଇନ୍ଦିରା ଆବାସ ପାଇଁ 5000ଟଙ୍କା ସରପଞ୍ଚକୁ ଦେଲି,ଛୁଆ ପାଇଁ ମେଡିକାଲ୍ ସାର୍ଟିଫିକେଟ (ସରକାରୀ) ଖର୍ଚ୍ଚ ଜଣ ପିଛା 100ଟଙ୍କା ଆହୁରି ଅଛି
Dustbin of history is the best place for bjd.
@@biswanathpadhy8371 tu sala kie be
Knowledge & IQ
Jai Congress party
Pandian is now playing a role in the backdoor now in BJD.
Tote dakiki kahithila
Good decision Naveen sir... BJP ta kichi kama କରିବନି laguchhi 2029 re ପୁଣି BJD sure ଆସିବ 🎉🎉🎉🎉🎉🎉🎉
ଛୁଆ ତୁ କେମିତି ଜାଣିଲୁ ବିଜେପି କରିବନି ବୋଲି..... ପାଠ ପଢ଼ିବୁ ଯା... ମଣିଷ ହବୁ
GOOD
ନବୀନ ଥିଲା ଯାଏ ମନକୁ ବୁଝେଇ ରଖ, ତା ପରେ bjd ସରକାର ରହିବ ki ବିରୋଧ ବି ନଥିବ ଦେଖ
Ratna vandar kebe kholiba kuha
BJD ku pachari thila kebe, aji kn pain ete chinta
Tu kana aneichu ratna nabu ?
@@pattanayakbabu559ସେ ଅନେଇନ ଥିଲା
BJP ଅନେଇ ଥିଲା ବାର ବାର ସେଇ କଥା ଉଠେଇଚି ଭାଷଣ ରେ
Jaybjd
ବିଜେଡି ରେ ସଂତୃପ୍ତ ମିଶ୍ର କିଏ ଏ ସବୁ ପାଣ୍ଡୁ ର କାମ ୟେ ହେଲେ ସୋୟାମ ପାଣ୍ଡୁ 😀😀😀
ତମେମାନେ ଶେଷରେ ଏଇୟା ହିଁ କହିବ ମୁଁ ଜାଣିଥିଲି 😆😆😆😆
Jiye bhala kama kale olata bujhibe
ବିଜେଡିର ଆଉ ଗୋଟେ ମିଛ ପ୍ରଚାର ପାଣ୍ଡାନ ପରଦା ପଛରେ ଥାଇ ଭଲ ଗେମ କରୁଛି
ବିଜେଡି ର ସାଂଗଠାନିକ ସମ୍ପାଦକ କିଏ ହେବ?
ସଂତୃପ୍ତ ମିଶ୍ର କେବେ କଉଠି ଟିକେ ଲାଜ ରଖନ୍ତୁ ଏ ସବୁ ପାଣ୍ଡୁ ର କାମ କେତେ ଧୂଆଁ ବୁଲେଇବ😀😀😀
ସଂତୃପ୍ତ ମିଶ୍ର ତିନି ମାସରେ ଯେତେ ଖର୍ଚ୍ଚ କରିଛନ୍ତି ସେତକ ନ ଉଠେଇଲା ପର୍ଯ୍ୟନ୍ତ ଯିବ ନାହିଁ କିମ୍ୱା ବବି ଦାସ ଭଳିଆ ତଡା ନ ଖାଇଲା ଯାଏଁ ଯିବ ନାହିଁ। ସେ କୁଆଡେ଼ କଟକିଆ ?
Majhi samudrare naba kemiti safala
Not BJD announced, Pandian selected,only signed by 😢 Navin ji, that'also in doubts.
Mukhapatra role dakshyata thiba netamane bastabare byaktitwa thiba abasyaka
Aou kn achhi bjd ra
One more thing I also need to mention that Kartik Pandyan officer did excellent work. Do not mislead people.
BJP TV jindabad
Sapruta misra nka pakhare tanka achhi se daityu debe nije tanka kharcha karibe
Sata katha khaebaku chesta kara
Pandiyan sirnku kehi kharap Akhehepa karani please se aou nahanti
Are media bhai se apanara cuttack loka
agaru kouthi thila
Don't misguided to Public, samtrupta mishra can become a good leader
Sabu same loka Kan change Kan kale....kichi habani.....naba kalebara na bas rename karithile....
This may not help to save the sinking vehicle
BJD is our regional party of Odisha. We must celebrate its good action and and we should support at least as a opposition of our state. And listen it is very important to have a regional party in a state.😊
BJD ର ମୂଳ ଉପୁଡ଼ି ଯାଇଛି ଏବେ ଦେଖିବେ ତାଙ୍କ ଡାଳ ବି ଛିଡ଼ିବ 😂😂😂😂😂 ତାଙ୍କ ନେତାଙ୍କ ପାଇଁ
ମାଲୋ ତର ତର ହନା ଟିକେ ରହି ରହିକି କହେ😂😂😂😂😂
Telenga chakar santrupta mishra
2029 re Bjd MLA 10
ବୁତ lebul ନେତାଙ୍କୁ ହଟାଓ
Now nobody care bjd naveen...totally gone case
Ye ki team yemnanku kiye grhana kariba ye babu sarapancha kebe hoinahi jahar tanka siye leader
Jharsuguda Badmal area re jaatigata gotiiye nirdhista gosthi, sabu prakaar Illeagal kaam karuchhanti, Kan adhika voter jogu semananku group bullying, land mafia, Dada bati, Ganjei bepaar bhaliya criminal activity Kariba allowed ki?
Se kana rajya bahar loka
Otv bhai , Tama jou plan karithela kamiti pain , nabinbabu janile vangile vala hela
Kan heba tautar sasmit tautar lelin achanti No power no BJD
2o29 bjd end
2029 kou party Trend karib tike kuh
Congress
Au labha kana Sabu saridela pandu...jaha Naveen bhogile...
BJP Modi hatao desh bachao
Pandian budhire Nabin karichhanti
ଏବେ ବି ପାଣ୍ଡୁ ପ୍ରଚ୍ଛଦ ପୃଷ୍ଠାରେ କାମ ହେଉଚି ଛି ଛି 😂😂😂
Dali Dali.. ଡାଲି ଚୋରଣି Pramila ku daily dekhiba odisha loka
Tate gaiba re magia
ଓଡ଼ିଆ ରେ ଏକ ପ୍ରବାଦ ଅଛି ନିୟମ ଭାଙ୍ଗିବାର ମଜା ଜାଣିଲେ ଜାଣେଅବା ରାଜା, ନବୀନ ବାବୁ ତାଙ୍କର ଶାସନ ବ୍ୟବସ୍ଥା ପାରିଷଦ ଦ୍ଵାରା ଚଳାଇ ଆସୁଥିଲେ ଏବଂ ସେମାନଂକୁ ସମସ୍ତ କ୍ଷମତା ଦେଇ ନିଜେ ନିବୃତ ରହୁଥିଲେ ଫଳରେ ପ୍ରଜାମାନେ ମୃତ୍ୟୁ ଏବଂ ମୃତ୍ୟୁତୁଲ୍ୟ କଷ୍ଟ ପାଉ ଥିଲେ, ଏହା ଅଭିଶ୍ୟାପ ର ରୂପ ନେଲା ଏହାର ଦଣ୍ଡ ନିଶ୍ଚୟ ପ୍ରାପ୍ତି ହେବ ଏଥିରେ ସନ୍ଦେହ ନାହିଁ.
Dalara au stite nahe
BJD Private company n co
Bhangi Jiboni to BJD !!!!
Bjd 1 year pore 2 fal heijibo
Bjd gote private limited company , kebala bepara chalichhi.
ସବୁ ଦୁର୍ନୀତି ଗ୍ରସ୍ତ।ପାଣ୍ଡୁର ଦଳ।
Otv now fake
Magia channel otv
Jay bjd
Pandu kau daitwa thuka thuki dayitwa ki
Bjd pura budijiba
Satare kn Navin rajyara situation ku bujhuchanti??
Otv bjp channal
OTV and Argus Sabu tharu michhuaa chenal sabutharu bekar TV
ବିଜେଡି ର କେରିୟାର ସରିଲା
କଇଁଛ ବେକ କାଢିବା ସମସ୍ତେ ଦେଖିଛନ୍ତି,,,, ବିଜେଡିର ଅହଂକାର ଯୋଗୁଁ ଦଳ ନିଶ୍ଚିହ୍ନ ହେଇଯିବ
Santrupta kie 😂 paisa deba .genda dala kahaku kn karuchi 😂.jie juga juga dhari khatichi kichhi nai.
Boycott otv
ଏସବୁ ପଛରେ କାହାର ହାତ ?ଏଇଟା BJD ଦଳର ଆଭ୍ୟନ୍ତରୀଣ ବ୍ୟାପାର ଏଥିରେ କେହି ସମାଲୋଚନା କରିବା କଥା ନୁହେଁ' | ଦେଖାଯାଉ ଆଗକୁ କଣ ହେଉଛି |
Puni sarakari babu asile
😂bjd.buroctratink.pain.odissare.au.50.barsa.sasanku.asiparibani.burocrat.sansarare.kahari.nuhanti.swarthabadipasu.mudra.rakhyas
😂bjd.buroctratink.pain.odissare.au.50.barsa.sasanku.asiparibani.burocrat.sansarare.kahari.nuhanti.swarthabadipasu.mudra.rakhyas