PRAMILA ARJUNA MILANA- FULL PALA(ପ୍ରମିଳା ଅର୍ଜୁନ ମିଳନ) || GAYIKA- GOURIBALA SWAIN || B R MOVIES
HTML-код
- Опубликовано: 7 фев 2025
- Topic- Pramila Arjuna Milana- Full Pala
(ପ୍ରମିଳା ଅର୍ଜୁନ ମିଳନ)
Gayika- Gouribala Swain and Associates
Full Odia Pala
B R MOVIES
ଏହି ଭାଗର ସାରାଂଶ:-
ଏହି ସମ୍ପୂର୍ଣ ଓଡ଼ିଆ ପାଲାର ବିଷୟ ବସ୍ତୁ ହେଉଛି ପ୍ରମିଳା ଅର୍ଜୁନ ମିଳନ, ଏହି ପାଲାକୁ ଗାୟିକା କଳକଣ୍ଠି ଗୌରୀବାଳା ସ୍ୱାଇଁ ଓ ସାଥିମାନେ ପରିବେଷଣ କରିଛନ୍ତି
--------------------------------------------------------------------------------------------------
You can watch more Pala videos in these Playlists:-
ODIA PALA BHAJAN- • ODIA PALA BHAJAN AND SONG .
ODIA PALA COMEDY- • ODIA PALA COMEDY .
ODIA PALA ODISHI- • ODIA PALA ODISHI AND C... .
---------------------------------------------------------------------------------------------------
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
FOLLOW US ON :-
RUclips:- / @brmovies
Facebook:- / biswaranjan.senapati.399
Facebook Page:- / brmoviesodia
Twitter:- / brmovies0101
Blogger:- brmoviess.blog...
Website:- brmovies.in
Click on this link to watch more videos on my related channel Urmi Entertainment:-
/ @urmientertainment
Also, enjoy more Pala videos on our other channel here-
/ @mamataentertainmentodia
--------------------------------------------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
--------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
--------------------------------------------------------------------------------------------------
#PramilaArjunaMilana
#FullPala
#GayikaGouribalaSwain
#FullOdiaPala
#OdiaLadiesPala
#BRMOVIES
Watch the Playlist of Gayika- Gouribala Swain here-ruclips.net/p/PL6VLXZABLZCWWlPHErFiM_V2IU4_VCpHd.
Contact number add karantu
ଗାୟିକା କୋଉଣସି ଗୁଣରେ କମ୍ ନୁହନ୍ତି,ନାଚ,ଭାବ,ଭଙ୍ଗୀ,ଗୀତ,କନ୍ଠ, ମଧୁର ସ୍ବର, ଅଳଙ୍କାର ଓ ରୂପ କିଛି କମ୍ ନୁହେଁ ଏହା ପ୍ରାୟ ସମସ୍ତେ ମାନିନେବେବୋଲି ମୁଁ ଭାବୁଛି।।
👌🌹
Vary marvelous Achievement madam
ପାଲା କଳା କାରଙ୍କ ସହିତ ଜୋଗା ଜୋଗ ପାଇଁ କିଛି ସୁବିଧା ଅଛି କୀ ମୋତେ କହିଲେ ମୁଁ ବହୁତ ଖୁସି ହେବି ଦର କାର ୧୦ଦିନ ମଧ୍ୟରେ ଦୟାକରି କହିବେ
୮୦୧୮୮୦୪୫୧୩
Very nice
Very excellent performance...Jay jagannath...🙏💐🌹💐🙏💐🌹💐🙏💐🌹💐🙏💐🌹💐🙏💐🌹💐🙏💐🌹💐🙏💐🌹💐🌺🌸🌺🏵️🌺🌸🌺🏵️🌺🌸🌺🏵️🌺🌸🌺🏵️
1ekksppkxZcvhkpphxzxbliop
Number
ପୁରୁଣା ନା ନୂଆ
Sound not clear
madam number save karntu
Didi nka no please