BHATRU BHABA-ODIA PALA(ଭାତୃ ଭାବ)||GAYIKA GOURIBALA SWAIN||ODIA PALA COLLECTION||BR MOVIES
HTML-код
- Опубликовано: 8 фев 2025
- Topic-Bhatru Bhaba-Odia Pala(The brotherhood)(ଭାତୃ ଭାବ) by
Gayika Kalakanthee Gouribala Swain
#bhatrubhaba#odiapala#odialadiespala
ଏହି ପାଲା ର ବିଷୟ ବସ୍ତୁ ଟିର ନାମ ଭାତୃଭାବ , ଭାଇ ଭାଇ ମଧ୍ୟ ରେ ଥିବା ନିବିଡ ଭାତୃ ପ୍ରେମ ବା ଭାତୃ ଭାବ ଏତେ ନିବିଡ ଯେ ଯେପରି ଆକାଶ ରେ କଲା ମେଘ ଆସିଲେ ମୟୁର ଯେପରି ନୃତ୍ୟ ଆରମ୍ଭ କରି ଦିଏ ,ସୂର୍ଯ୍ୟ ଙ୍କୁ ଦେଖିଲେ ପଦ୍ମ ଯେପରି ବିକଶିତ ହୁଏ ,ଜହ୍ନ କୁ ଦେଖିଲେ କଇଁ ଫୁଲ ଯେପରି ଫୁଟେ ,ହେଲେ ସେମାନଙ୍କୁ କେହି ଏପରି କରିବା ପାଇଁ କହି ନଥାନ୍ତି ଏହା କେବଳ ନିବିଡ ପ୍ରେମ ଦ୍ୱାରା ସମ୍ଭବ ହୋଇଥାଏ ସେହି ପରି ଭାଇ ଭାଇ ର ସମ୍ପର୍କ
ଆହୁରି ମଧ୍ୟ ଗାୟିକା ସୁନ୍ଦର ଭାବରେ ବର୍ଣନା କରିଛନ୍ତି ଯଦି ଦୁଇ ଭାଇ ନ୍କ ମଧ୍ୟରୁ ଜଣେ ଗାଁ ରେ ରହୁଛି ଏବଂ ଜଣେ ବିଦେଶ ରେ ରହୁଛି ଗାଁ ରେ ଥିବା ଭାଇ କୌଣସି ପର୍ବ ପର୍ବାଣି ରେ ପିଠା ପାନ ଖାଇଲା ବେଳେ ଭାବୁ ଥିବ ମୋ ଭି ଯଦି ମୋ ପାଖରେ ଥାନ୍ତା ସାଙ୍ଗ ହୋଇ ବସି ଖାଇ ଥାନ୍ତୁ ତା ପାଖରେ ତା ମା ନାହିଁ ମା ମୋ ପାଖରେ ଅଛି ତାକୁ ପିଠା କରି କିଏ ଖାଇବାକୁ ଦେଉଥିବା ଏଇ ଯେଉଁ ଭାବନା ଏଇ ଯେଉଁ ଭାବ ତାହା ଖୁବ କାମ ଦେଖିବା କୁ ମିଳେ ,ଅତି ସୁନ୍ଦର ଭାବରେ ଗାୟିକା ଗୌରୀଵାଲା ସ୍ୱାଇଁ ଆଲୋଚନା କରି ଛନ୍ତି ଆସନ୍ତୁ ଦେଖିବା ସୁନ୍ଦର ବିଷୟ ଟି ଭାତୃ ଭାବ
The subject of this shift is called brotherhood, The intense brotherly love or brotherhood between the brothers and brothers is so intense that the clouds begin to dance when the clouds come in the sky, the lotus develops when they see the sun, the flowers grow when they see the moon in the sky, but nobody tells them to do so. "It simply came to our notice then,
If one of the two brothers lives in the village and the other lives abroad, the brother in the village would have thought that if he had been eating cakes at a festival, he would have had a friend if he had been with his mother. Gayika Gauribala Swain has been discussing the idea of who is going to eat and who is going to eat it. Gayika Gauribala Swain has discussed the idea, which is very interesting. Let's see what it is like to be a brotherhood.
*******************************************************************
►Join with us and LIKE, SHARE and SUBSCRIBE on-
Face book: - / biswaranjan.senapati.399
► Follow us on Twitter: - se...
watch more videos in my related channel Urmi entertainment URL following-
/ @urmientertainment
Also, watch more Odia pala in our other Odia pala channel by simple click- / @mamataentertainmentodia
Web -.brmovies.in/
-----------------------------------------------------------------------------------------
All the Copyright Reserved By B R MOVIES, if anybody Misuse, Reuse, and Unauthorized Use, Of the same Content May Subject to Copyright Claim Against him.