Balijatra 2023 Preparation ବାଲିଯାତ୍ରା ୨୦୨୩ ପ୍ରସ୍ତୁତି,କଟକ

Поделиться
HTML-код
  • Опубликовано: 9 окт 2024
  • Balijatra 2023 Preparation ବାଲିଯାତ୍ରା ୨୦୨୩ ପ୍ରସ୍ତୁତି,କଟକ‎@saicomctc1431
    #Balijatra #CuttackBalijatra #Balijatra2023 #SaiCommunication
    କଟକର ବାଲିଯାତ୍ରା ଇତିହାସ ପ୍ରସିଦ୍ଧ ଅଟେ । ମହାନଦୀର ବୁକୁ ଚିରି ବଡ଼ ବଡ଼ ନୌକା ବା ଡ଼ଙ୍ଗା (ବୋଇତ) ମାଧ୍ୟ୍ୟମରେ କେଉଁ ଅନାଦି କାଳରୁ ଦୂରଦୁରାନ୍ତରେ ଥିବା ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଇତ୍ୟାଦି ଦ୍ଵୀପ ମାନଙ୍କ ସହିତ ବେପାର ବଣିଜ କରି ଆସୁଥିଲେ । ମାସ ମାସ ଧରି ଅଥଳ ଥଳ ପାଣି ଭିତରେ ସମୟ ଅତିବାହିତ କରି ଫେରୁଥିଲେ । ବଣିକମାନେ ଏହି କାର୍ତ୍ତିକ ପୂର୍ଣ୍ଣିମାରୁ ଯାତ୍ରା ଆରମ୍ଭ କରୁଥିଲେ । ତେଣୁ ସେହି ଦିନକୁ ପରମ୍ପରାଗତ ଭାବେ ଇତିହାସକୁ ସମ୍ମାନ ଜଣାଇ ଆମର ଓଡ଼ିଆ ସଂସ୍କୃତିକୁ ବଞ୍ଚାଇ ରଖି ଆସୁଅଛନ୍ତି । ଯାହାକି କାଳକ୍ରମେ ଏକ ଯାତ୍ରାର ରୂପ ନେଇସାରିଛି । ନଦୀକୂଳ ବାଲିରେ ଏସବୁ ବୋଇତ-ବନ୍ଦାଣ ସହିତ ଏକ ଜନ ସମାବେଶ ହେଉଥିବାରୁ ଧୀରେ ଧୀରେ ଏହା ବାଲିଯାତ୍ରାର ରୂପ ଧାରଣ କରିଛି ।
    #balijatra
    #CuttackBalijatra
    #Balijatra2023
    #SaiCommunication
    #FESTIVAL
    #ODISHA FESTIVAL
    #balijatra2023

Комментарии •