Размер видео: 1280 X 720853 X 480640 X 360
Показать панель управления
Автовоспроизведение
Автоповтор
ମୂଳ ସଢା ରୋଗର ପ୍ରତିକାର
Good information 🙏
Thanks
For kitchen garden can you tell any medicine available in small quantity ?
Sir କେବଳ organic ଉପାୟ କୁହନ୍ତୁ
sir ,which fungicides belongs to tetracycline ?please answer it.
Sir, polutery re use heuthiba tetrecycline byabahar kale heba
ନା
Sir 🙏🙏Apan nka thu mor bahut shikibar achhi,apan mote sahajya karibe ta
Sir grafted baigana gacchare chhoto Patra roga hue ki hue nahi
🙏
Kaju ghadiba kem rokiba kuhantu sir
Good morning sir
Baygan jahula kameti jaybake rokeda
Jay kisan
Athi pai vestige products Kn use kariheba
Sir kemiti jagibu bahut hoi jauchhi
Sir🙏 ବାଇଗଣ ପୋକରା ହଉଚି ସେ ବିଷୟରେ କିଛି tips ଦେଲେ ଭଲ ହନ୍ତା 😊
ବାଇଗଣ ର ଫଳ ବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପଦ୍ଧତି ବିଷୟ ରେ video କରାଯାଇଛି।KRUSHI SAMPADA ରୁ ଦେଖି ପାରିବେ।ଆକ୍ରାନ୍ତ ଫଳ କୁ ଜମିରୁ ଅଲଗା କରି ଦିଅନ୍ତୁ। Larvin lit ପ୍ରତି 1gm ବା Indoxacarb lit ପ୍ରତି 0.5ml ବା Flubendiamide 20%WG drum ପ୍ରତି 5gm ହିସାବରେ ସ୍ପି କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
ମୂଳ ସଢ଼ା ଆଉ କାଣ୍ଡ ବିନ୍ଧା ରୋଗର ପ୍ରତିକାର କୁହନ୍ତୁ ବାଇଗଣ ଗଛର
ମୂଳ ସଢ଼ା ବା ଝାଉଁଳା ରୋଗ ପାଇଁ Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ହିସାବରେ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ ।ଗଛ ମୂଳରେ 500ml ହିସାବରେ ଢ଼ାଳି ମାଟି ବିଶୋଧନ କରନ୍ତୁ।
କାଣ୍ଡ ବିନ୍ଧା ପୋଇ ପାଇଁ Cartap hydrochloride 50%SP lit ପ୍ରତି 1.5gm ବା Coragen drum ପ୍ରତି 6ml ବା Plethora lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
ସାର୍ ଆପଣଙ୍କ WhatsApp number ଦିଅ
ଏଇ ଓସଦ ପାଇବିକେମିତି
କେଉଁ କାରଣରୁ ହୁଏ।
ଟମାଟୋ ଛଟ ପତ୍ରିକା ହେଉଛି ଓଷଦ ନାମ
Sir ଖରା ଦିନ ରେ କାକୁଡି ଚାଷ କେତେ ଲାଭ କୋଉ ବିହନ ଭଲ kuhatu
ଖରା ଦିନିଆ କାକୁଡି କିସମ ମଧ୍ୟରେ ସୁପ୍ରିୟା, ଚୈତଳି ଓ ନିର୍ମାଲ୍ୟ ଅନ୍ୟତମ।ସେହିପରି hybrid କିସମ ମଧ୍ୟରେ ଟେଷ୍ଟି , Simran, ଅର୍ଚ୍ଚିତା ଓ ପଦ୍ମିନି ଅନ୍ୟତମ।
ସାର୍ ମୁଁ ବାଇଗଣ ଚାଷ କରିଅଛ କିମ୍ପା ବାଇଗଣ ଟାଣ ହେଉଅଛି ବାଇଗଣ ନରମ ରହିବାକୁ କେଉଁ ମେଡିସିନ ଦରକାର ଦୟାକରି କୁହନ୍ତୁ
ବାଇଗଣ ଫସଲର ଜୈବିକ ସାର BIOZYME ବ Agri humic granule ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।ହରମୋନ planofix 4.5lit ପାଣିରେ 1ml ହିସାବରେ ଅପରାହ୍ନରେ ସ୍ପ୍ରେ କରନ୍ତୁ।15ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Bhai.tamaphonenuber
ମୂଳ ସଢା ରୋଗର ପ୍ରତିକାର
Good information 🙏
Thanks
For kitchen garden can you tell any medicine available in small quantity ?
Sir କେବଳ organic ଉପାୟ କୁହନ୍ତୁ
sir ,which fungicides belongs to tetracycline ?please answer it.
Sir, polutery re use heuthiba tetrecycline byabahar kale heba
ନା
Sir 🙏🙏
Apan nka thu mor bahut shikibar achhi,apan mote sahajya karibe ta